ମହାପ୍ରଭୁଙ୍କ ବାହୁ ସେବାୟତଙ୍କୁ ବଂଚାଇଦେଲା | Rath Yatra 2024 | Lord Balabhadra Idol | Kanak News Digital

Поделиться
HTML-код
  • Опубликовано: 17 окт 2024

Комментарии • 310

  • @Sabyachinulovinglife98
    @Sabyachinulovinglife98 3 месяца назад +67

    ଠିକ୍ କହିଛନ୍ତି ଆପଣ ପ୍ରଭୁ ନିଜେ ନିଜର ରକ୍ଷା କରିଥାଆନ୍ତି ହେଲେ ଏ ମାଳିକା ଯାହା କହୁଛି ସବୁ ଲୋକଙ୍କୁ ଚିନ୍ତା ବଡଉଛି ଯେମିତି ଚିନ୍ତା ରେ ରୋଗରେ ସବୁ ମରିବେ ବୋଲି ପ୍ରଭୁ ଜଗନ୍ନାଥଙ୍କ ଆଖି ଆଗରେ କେହି ଭୁଲ କଲେ ବିନା ଦଣ୍ଡରେ ମୁକ୍ତି କେହି ପାଇନାହାନ୍ତି ସବୁ ଜଗା ର ଇଚ୍ଛାରେ ହଉଛି ପବନ ହୁଏନା ତା ବିନା ନିଆଁ ବ ଲାଗେନି ତ ବିନା🙏🙏

  • @abhiabhi2511
    @abhiabhi2511 3 месяца назад +110

    ଆମେ ତ ରଥରେ ଠାକୁର ଙ୍କ ଦର୍ଶନ ପାଉନୁ କେବଳ ପଣ୍ଡା ମାନଙ୍କ ସୁନା ଚେନ ବଡ ବଡ ପେଟ ଏହିସବୁ ଦେଖିବାକୁ ମିଳୁଛି

  • @bhabanijena1543
    @bhabanijena1543 3 месяца назад +75

    ଠିକ୍ କହିଚନ୍ତି,ଏତେ ପଣ୍ଡା ରଥ ଉପରେ ରହୁଛନ୍ତି ଯେ ଠାକୁର ଙ୍କ ସଂପୂର୍ଣ୍ଣ ଦେହ ଆମେ ଟିକେ ଭଲ ଭାବରେ ଦେଖି ପାରୁନୁ ।ଖାଲି ପଣ୍ଡା ଙ୍କ ପେଟ ଆଉ ସୁନା ହାର କେବଳ ଦେଖା ଯାଉଚି ।

  • @jeshophanten700
    @jeshophanten700 3 месяца назад +39

    ଏହି ଭୂଲ୍ ପାଇଁ ଯେଉଁ ସେବାୟତମାନେ ଏଥିପାଇଁ ଦାୟୀ ସେମାନଙ୍କୁ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଉ . ଏହା ସାରା ଓଡିଶା ବାସୀଙ୍କ ତରଫରୁ ସରକାରଙ୍କୁ ଅନୁରୋଧ 🙏🙏

    • @prakashrout452
      @prakashrout452 3 месяца назад

      Sata Katha Bhai 👍🏻🙏🏻🙏🏻🥺🥺

    • @sushmadei1592
      @sushmadei1592 3 месяца назад

      Sampura satya

  • @AjayakumarGochhi
    @AjayakumarGochhi 3 месяца назад +143

    ଆପଣ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ଠିକ

    • @manaspattnaik3307
      @manaspattnaik3307 3 месяца назад +7

      😂ae sabu bjp pani heuchi sambit patra kahile jaganatha modi re bhakta

    • @apmssfun
      @apmssfun 3 месяца назад

      ​@@manaspattnaik3307tu bedhapila uneducated ta

    • @laxmipriyasahoo7011
      @laxmipriyasahoo7011 3 месяца назад

      Kn thik kahile...Ae jau Malika mantra bhagabata jani nahanti...ae mananku kn pain sebayata ki pujaka rakhiba...murkha gudaku kie dakuchi...kn lokanka tharu dakhina mariki khaiba pain

    • @subhasishmallick6183
      @subhasishmallick6183 3 месяца назад +1

      ମାଳିକା ସବୁବେଳେ ଜଣାଉଛି କିନ୍ତୁ ଏ ମୂର୍ଖ ମାନବ ସତ୍ୟକୁ ଜାଣି ମଧ୍ୟ ଅସତ୍ୟ କାର୍ଯ୍ୟ କରୁଛି l

  • @khusientertenment1444
    @khusientertenment1444 3 месяца назад +14

    ମାଳିକା ବଚନ ଉପରେ ଆପଣଙ୍କ ମତ କୁ ସମର୍ଥନ କରୁଛି... 🙏
    ମାଳିକା କୁ ନେଇ ବର୍ତ୍ତମାନ କେବଳ ବ୍ୟବସାୟ କରାଯାଉଛି....

  • @MoJagannath365
    @MoJagannath365 3 месяца назад +2

    କେବଳ ଖାମଖିଆଲରୁ ଆମ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଭୂମି ସ୍ପର୍ଶ କଲା। କ୍ଷମା କରନ୍ତୁ ମଣିମା।
    ଜୟ ଜଗନ୍ନାଥ 🙏

  • @evaranipadhihari5868
    @evaranipadhihari5868 3 месяца назад +2

    ବହୁତ୍ ଦୁଃଖ ଲାଗୁଚି, ହୃଦୟ ଭିତରେ ବହୁତ୍ କଷ୍ଟ ହଉଚି।

  • @peenku111
    @peenku111 3 месяца назад

    ଯୁବ ସେବାୟତ ସାବଧାନ ଆପଣମାନଙ୍କ ପାଇଁ ସତର୍କ ଘଣ୍ଟି ବାଜି ସାରିଛି ବେଳ ଥାଉ ଥାଉ ନିଜକୁ ପରିବର୍ତ୍ତନ କରି ନିଅନ୍ତୁ ନହେଲେ ଆଗକୁ ବହୁ ବାଧାବିଘ୍ନ ଦେଇ ଆପଣଙ୍କ ଜୀବନ ଅତିବାହିତ ହେବ। କିଛି ଯୁବ ସେବାୟତଙ୍କ ମନରେ ମହାପ୍ରଭୂଙ୍କ ପ୍ରତି ଭକ୍ତି, ଭାବ ଡର,ଭୟ କିଛି ନାହିଁ କେବଳ ଆଧ୍ୟ୍ୟାତ୍ମିକ ପରିବେଶକୁ ଦୂଷିତ କଳୁସିତ କରୁଛନ୍ତି ଓ ନିଜ ନିଜର ସ୍ୱାର୍ଥ ପୂରଣ ପାଇଁ ମହାପ୍ରଭୁଙ୍କ ପାଖରେ ସେବାର ଆଳ ଦେଖାଉଛନ୍ତି। ଆଉ କେମିତି,କୌଣସି ଉପାୟରେ ଅର୍ଥ ସଂଗ୍ରହ କରିପାରିବେ ସେ ପ୍ରଚେଷ୍ଟାରେ ଦିନ ରାତି ଲାଗିପଡୁଛନ୍ତି ନିଜ ନିଜ କର୍ମଧର୍ମକୁ ଭୂଲିଯାଇ। ମୁଁ ମୋ ପରିବାର ମହାପ୍ରଭୂଙ୍କ ଘୋଷଯାତ୍ରା ସମୟରେ ସବୁ ଘଟଣା ଗୁଡିକ ନିଜ ସ୍ୱଚକ୍ଷୁରେ ଦେଖିଲା ପରେ ବିବେକ କହିଲା ମିଡିଆ ସହାୟତାରେ ଏସବୁ ବାର୍ତ୍ତା ଯୁବ ସେବାୟତଙ୍କ ପାଖକୁ ପହଁଚାଇ ପାରିଲେ ହୁଏତ ତାଙ୍କ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆସିପାରିବ । ଭୂଲ ଥିଲେ କ୍ଷମା କରିବେ ମହାପ୍ରଭୂ ଜୟ ଶ୍ରୀ ଜଗନ୍ନାଥ 🛐🛐🛐।

  • @arpithdeep3219
    @arpithdeep3219 3 месяца назад +3

    ହେ ନାଥ ଜଗନ୍ନାଥ କ୍ଷମା ପ୍ରାର୍ଥନା କରୁଚୁ ପ୍ରଭୁ ଜଗନ୍ନାଥ କ୍ଷମା କର ଦୟାମୟୀ 😢😢😢😢😢 ଦାସ କୁ 🙏🙏🙏🙏🙏🙏🙏

  • @harekrushnabehera3138
    @harekrushnabehera3138 3 месяца назад +10

    ସବୁ ତାଙ୍କରି ଇଚ୍ଛା । ସେ ପରା ମହାବାହୁ ।

  • @Lipkumar123
    @Lipkumar123 3 месяца назад +3

    ଭଗବାନ ଅନନ୍ତଙ୍କର ଭାର ବହନ କରିବାକୁ କାହାର ସାମର୍ଥ୍ଯ ନାହିଁ ଆଜ୍ଞା ତେଣୁ ନିଜର ଗର୍ବ ଅହଙ୍କାର ତ୍ଯାଗ କରି ସମ୍ପୂର୍ଣ୍ଣ ଆତ୍ମବଳ ମନପ୍ରାଣ ଦେଇ ସେବା କରନ୍ତୁ ମୁଁ ବି ସାର୍ ଙ୍କ କଥାରେ ଏକମତ ସାମାନ୍ଯ ଅସାବଧାନତା ଯୋଗୁଁ ଏପରି ହେଇଥାଇପାରେ ାା

  • @godabarimangaraj5027
    @godabarimangaraj5027 3 месяца назад +2

    🕉️🕉️🕉️🕉️🕉️🕉️🕉️🕉️🕉️ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏⚫️🔻⚫️🙏🙏🙏🙏

  • @sushmadei1592
    @sushmadei1592 3 месяца назад

    Sampurna satya

  • @madhusmitamohanty8320
    @madhusmitamohanty8320 3 месяца назад +9

    ସାର୍ ପ୍ରଣାମ 🙏 ଆପଣ ସଂପୂର୍ଣ୍ଣ ଠିକ କହିଛନ୍ତି। ମହାପ୍ରଭୁ ନିଜର ସୁରକ୍ଷା ନେବା ସହିତ ସେବାୟତମାନଙ୍କୁ ମଧ୍ଯ ସୁରକ୍ଷିତ ରଖିଛନ୍ତି। ଜୟ ଜଗନ୍ନାଥ 🙏

  • @santilata276
    @santilata276 3 месяца назад +5

    ଜୟ ଜଗନ୍ନାଥ, ସଂପୂର୍ଣ୍ଣ ସତ

  • @birendrakumardharua4813
    @birendrakumardharua4813 3 месяца назад +1

    🙏👍

  • @amulyaamulya4101
    @amulyaamulya4101 3 месяца назад +14

    Right 👍👍👍

  • @karamjitsatpathy5404
    @karamjitsatpathy5404 3 месяца назад

    ସବୁ କାଳିଆ ଠାକୁର ର ଇଛା କହି ନିଜର ଦୋଷ କାଳିଆ ଉପରେ ଲଦିବା କେତେ ଦୂର ଠିକ୍ କଥା। ସବୁ ତା ଇଛା କହିଦେଲେ ସରିଲା ଆଉ କଣ। ସେବାୟତ ଙ୍କ ଖାମ୍ ଖିଆଲି ମନୋଭାବ ଯୋଗୁଁ ଏପରି ପରିସ୍ଥିତି ଉପୁଜିଲା। 6:30

  • @malikagyan8092
    @malikagyan8092 3 месяца назад

    କୁହା ହେଇନି ଠିକ ହେଇଛି. ଅଘଟଣ ହେଲେ ସିନା ପ୍ରଳୟ ହେବ. ଅଧର୍ମ ନାଶ ହେବ 🔱🕉️ଧର୍ମ ପ୍ରତିଷ୍ଠା ହେବ. ମାଳିକା ଏକ ତତ୍ତ୍ୱ ବୁଝିବା ଏତେ ସହଜ ନୁହେଁ ଏ କଳି ମୂର୍ଖଙ୍କୁ 🕉️🕉️🕉️🕝🕝🕝ହୁସିଆର ସମୟ ହେଲାଣି ✊🕝🕝🕝🙏😊

  • @annapurnapatra-sv5oy
    @annapurnapatra-sv5oy 3 месяца назад +1

    Apne tik kahuchati

  • @krishnakhandagiri9887
    @krishnakhandagiri9887 3 месяца назад +4

    Ur right right 👍👍
    ଆଜ୍ଞା ଆପଣ ଠିକ୍ ଶତ ପ୍ରତିଶତ ସତ କଥା କହିଛନ୍ତି ଏଇଟା ସାରା ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଜନକ କଥା ଆଜ୍ଞା 😢😢😢❤❤

  • @prabhatpanda9161
    @prabhatpanda9161 3 месяца назад +7

    ଆପଣଙ୍କ ସମୀକ୍ଷା ଯଥାର୍ଥ।
    ଅନଭିଜ୍ଞ ସେବାୟତ ଯୋଗୁଁ ଏମିତି ହେଉଛି।

  • @anandiniprusty4885
    @anandiniprusty4885 3 месяца назад

    ପୁରୀ ମନ୍ଦିର ରେ ପାପ ବଢ଼ି ବଢ଼ି ଚାଲିଛି, ଏଇ ସେବାୟତ କିଛି ମରିଥିଲେ ଭଲ ହେଇଥାନ୍ତା

  • @barikrasmi7153
    @barikrasmi7153 3 месяца назад +1

    Agua jadi janeidebe Sabu kichi tanka plan thle tma karma ra fala tme vogiba kmti ....Auri bht kichi hba padhiki manerakha se Malika re hin achi instant kn kuadu add heijauchi ki sabu maniba ku b padiba au sbu sata ghatana hin ghatiba Sabdhan ruha karma thk kara 😊🙌 Jay Shree Jagannath 🙌

  • @santoshkumarmishra2620
    @santoshkumarmishra2620 3 месяца назад +2

    ତ୍ରିପାଠୀ ମହାଶୟ ବହୁତ ଭଲସୁନ୍ଦର କଥା କହୁଛନ୍ତି. ପାପୀମାନଙ୍କ କଥା ସେହି ଠାକୁର ବୁଝିବେ.

  • @harekrushnabehera3138
    @harekrushnabehera3138 3 месяца назад +8

    ଅମଙ୍ଗଳ ହେବାର ଅଛି, ଏଣୁ ହୁଏତ ଏହା ମହାବାହୁ ଙ୍କ ପୂର୍ବ ସୂଚନା । କ୍ରୋଧ ଶାନ୍ତ କରନ୍ତୁ। ଏଠି କାହାର କିଛି ଭୁଲ ନାହିଁ। ସବୁ ସେଇ କାଳିଆର ଇଚ୍ଛାରେ ହୋଇଛି ।

  • @alekhakandi1517
    @alekhakandi1517 3 месяца назад +1

    ଜୟ ଜଗନ୍ନାଥ 🙏

  • @SatyaParida-hb6wy
    @SatyaParida-hb6wy 3 месяца назад +7

    Apana thiki Kahichanti Jaya jagarnath Jaya Balabhadra Shubhadra koti koti koti pranam 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @sauribehera6400
    @sauribehera6400 3 месяца назад

    Jay jagannath swami

  • @Basantkudas-e8m
    @Basantkudas-e8m 3 месяца назад

    Aha satya

  • @srikumarsahoo2593
    @srikumarsahoo2593 3 месяца назад

    ମହାବାହୁ......... 😭😭😭

  • @parshuramnayak6655
    @parshuramnayak6655 3 месяца назад +1

    ଧନ୍ୟବାଦ ତୁମର କଥା ତ୍ରିବାଲ ସତ୍ୟ

  • @rashmitapanda3166
    @rashmitapanda3166 3 месяца назад +5

    Absolutely right sir👍👍

  • @Somnathdas-k8s
    @Somnathdas-k8s 3 месяца назад

    A well teaching

  • @kalpanamohapatra1528
    @kalpanamohapatra1528 3 месяца назад +11

    ସବୁ ଠିକ୍ କଥା ବଡ ସାଆନ୍ତ ମୋତି କି ଏମାନଙ୍କୁ ଖାଇବେ,

  • @sanjitadas4042
    @sanjitadas4042 3 месяца назад

    Jay jaganath 🙏🙏

  • @ସଂକଳ୍ପ
    @ସଂକଳ୍ପ 3 месяца назад +9

    ସଂପୂର୍ଣ୍ଣ ସତ କଥା। ସେବାୟତ ମାନଙ୍କର ଭଗବାନଙ୍କ ପ୍ରତି ଟିକେ ଭି ଭୟ କିମ୍ବା ସେବା ମନୋଭାବ ନାହିଁ। ସବୁ ବେଳେ ଲୋଭ, କେମିତି ଭକ୍ତଙ୍କ ପାଖରୁ ପଇସା ଖାଇବୁ ସେହି ଚିନ୍ତାରେ ଥାଆନ୍ତି।

  • @balaramsahu7561
    @balaramsahu7561 3 месяца назад

    ଆପଣ ଠିକ୍ କହିଛନ୍ତି ସବୁ ସେ ସେବାୟତ୍ମଙ୍କରର ଭୁଲ ।

  • @Subhalagna-f1m
    @Subhalagna-f1m 3 месяца назад +9

    Jay jagannatha ❤ sata 🙏

  • @bisudj6732
    @bisudj6732 3 месяца назад

    Jay Shri Ram Jay Jay Shri Ram Jay Jagannath har har Mahadev 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @SameerVlogger143
    @SameerVlogger143 3 месяца назад

    Thik katha sir

  • @manasnayak2807
    @manasnayak2807 3 месяца назад +1

    Right kotha kohila baba

  • @bikashrout5643
    @bikashrout5643 3 месяца назад +9

    Right sir

  • @shreerampadhan5883
    @shreerampadhan5883 3 месяца назад

    ମାଳିକା ଉପରେ ଆପଣଙ୍କ କଥା 100% ସଠିକ୍

  • @DusasanBagh
    @DusasanBagh 3 месяца назад

    Good advice to sebayata

  • @ChandanaKumar-b9g
    @ChandanaKumar-b9g 3 месяца назад

    ଠିକ୍

  • @sandipsahoo7611
    @sandipsahoo7611 3 месяца назад

    Thk katha kahuchanti

  • @ManjulataSahoo-we7dn
    @ManjulataSahoo-we7dn 3 месяца назад +2

    Bes, bes, apana sathik jukti karichhanti. Dhanyabad apananku

  • @allgamezone7715
    @allgamezone7715 3 месяца назад

    ଆହେ ବଡ ବାଡ଼ ମଣିମା କ୍ଷମା କରିବେ। ଆପଣ ଆଉ ରୋଷ କରନ୍ତୁ ନାହିଁ । କ୍ଷମା କରନ୍ତୁ ଆହେ ଦୟାମୟ

  • @puspalatadehury568
    @puspalatadehury568 3 месяца назад

    You are right sir

  • @sasmitaacharya1113
    @sasmitaacharya1113 3 месяца назад

    Thik katha

  • @chittaranjanmohapatra8131
    @chittaranjanmohapatra8131 3 месяца назад

    Jai jagannath, 🙏,thik kahichanti

  • @lipisahoo5197
    @lipisahoo5197 3 месяца назад

    Pura thik katha

  • @RajivSahoo-f2q
    @RajivSahoo-f2q 3 месяца назад

    U r right sir u r right 👍👍👍

  • @akn8775
    @akn8775 3 месяца назад

    ଅଭଦ୍ରମି ର ଶେଷ। ସୀମା ପାର ହେଉଛି ପୁରୀ ରେ
    ଲୋଭ ମୋହ ମାୟା ରେ ବୁଡି ଯାଇଛନ୍ତି ପଣ୍ଡା ଦଳ

  • @sumantakumar4431
    @sumantakumar4431 3 месяца назад

    Jay jagarannta 🙏🙏🙏

  • @pradipkumarmallick8143
    @pradipkumarmallick8143 3 месяца назад

    ଏ ଅକ୍ଷୟ ମୋନିଅ ଭୂଲୁ ପାଈ ଖେମା କର୍ ହେ ମାହା ବାହୁ ତମେତ ଅଟଳ ମହାମେରୁ ତମେ ତ ବଳିଆର ଭୁଜ ତମେ ତ ଅନତ୍ ତମର ନାହିଁ ଆଦିକି ନାହିଁ ଅନ୍ତ ତମେ ତ ସାରା ପୃଥିବୀକୁ ଧାରଣ କରିଛି ନିଜ ମସ୍ତକରେ ତମ କୁ ସମ୍ଭାଳି ବାକୁ ଏତେ ଶକ୍ତି ଅଛି କଣ୍ ତମ ସେବକ ମାନଙ୍କ ପାଖରେ, କ୍ଷେମା କରହେ ମଣି ମା ,ଆମ ଅଖେମଣିଅ ଅପରାଧ ପାଈଁ 🙏🥺🥺🥺🙏🙏

  • @mudhumita2023
    @mudhumita2023 3 месяца назад

    Right

  • @Reenabehera0
    @Reenabehera0 3 месяца назад +1

    😭😭😭😭😭😭😭😭😭😭😭😭😭😭😭😭😭😭😭😭

  • @nirmalyadas5807
    @nirmalyadas5807 3 месяца назад

    ମାଳିକା ତ ବହୁତ ଆଗରୁ ଲେଖା ସରିଛି। ଆମେ ମାନେ ତାକୁ ଜାଣିବାର ଅଛି। ସେଵାୟତ ମାନଙ୍କର ଭୁଲ।

  • @dhirenmohapatra4584
    @dhirenmohapatra4584 3 месяца назад

    ଠାକୁର କୁ ନେଇ ପଣ୍ଡା ମାନେ ବେପାର କରି ରୋଜଗାର କରୁଛନ୍ତି ଭକ୍ତି ଭାବ କୁଆଡେ ଆସିବ ।

  • @Sikunkumar-i6l
    @Sikunkumar-i6l 3 месяца назад

    💯 real malika

  • @bipinseth1061
    @bipinseth1061 3 месяца назад

    Jai shree jagannath

  • @mithunsahoo8646
    @mithunsahoo8646 3 месяца назад

    ❤❤❤❤❤❤❤❤❤

  • @puspalatadehury568
    @puspalatadehury568 3 месяца назад

    Ur right sir thank you

  • @cutysniti9163
    @cutysniti9163 3 месяца назад

    Right sir 🙏

  • @DebanshuParida-ik4mc
    @DebanshuParida-ik4mc 3 месяца назад

    He prabhu jagannath mo papa ra prayaschit ra sujog diantu khyama karantu tharu tie 😢😢😢😢😢

  • @rasikpatel8224
    @rasikpatel8224 3 месяца назад

    Jay shree jaganath

  • @vlogdisbilitybapunu
    @vlogdisbilitybapunu 3 месяца назад

    Ld ଆପଣଙ୍କ ଚିନ୍ତାଧାରା ମାଳିକା ଉପରେ ଦୁର୍ବଳତା ରହିଛି. ମାଳିକା ବିଷୟରେ ଯିଏ ଜାଣିଚି, ସିଏ ସମ୍ପୂର୍ଣ ଭାବରେ ବର୍ଣ୍ଣନା କରି ପାରିବେ.

  • @JayakumarTripathy-kf5dg
    @JayakumarTripathy-kf5dg 3 месяца назад +2

    ଭଗବାନ ଯାହାକରନ୍ତି ପ୍ରାଣୀର ମଙ୍ଗଳ ପାଇଁ

  • @JapaniBehera-k2t
    @JapaniBehera-k2t 3 месяца назад

    Right ✅✅ ଠିକ୍ କହିଛନ୍ତି ଆପଣ

  • @biswajitpanda8888
    @biswajitpanda8888 3 месяца назад

    Perfect 👌 man you are absolutely correct I salute you ,,, Malika is for trp highlights in media

  • @anewthought426
    @anewthought426 3 месяца назад

    ati sundar bayan ame samarthan karu6u

  • @aruntripathy6941
    @aruntripathy6941 3 месяца назад +22

    ସବୁ ସେ କାଳିଆ ର ଲୀଳା

    • @Krishnarana431
      @Krishnarana431 3 месяца назад

      Kalia to bapa
      Sabu se kalia maharaj ra nila

  • @BasantiPanda-t1g
    @BasantiPanda-t1g 3 месяца назад

    Ok

  • @SamirKumar-t7k
    @SamirKumar-t7k 3 месяца назад

    🙏🙏🙏

  • @akn8775
    @akn8775 3 месяца назад

    ପଣ୍ଡା ମାନେ ଉତ୍ପାତ ହଉଛନ୍ତି ସେଇଠି

  • @chitaranjandas8878
    @chitaranjandas8878 3 месяца назад

    Ethi pain sebayat mane sampurna dayie, pravu tanku uchit danda debe, apekhya kara, jay jagannath 🙏🙏🙏

  • @mithunsahoo8646
    @mithunsahoo8646 3 месяца назад

    👍👍👍👍👍👍👍👍👍👍👍👍👍

  • @BhaktiSamudra-dk1uj
    @BhaktiSamudra-dk1uj 3 месяца назад

    Au agaku ହୀରାକୁଦ ଡ଼୍ୟାମ ଭାଙ୍ଗିବ ଦେଖିବ ମାଳିକା କହିଛି ସତ କି ମିଛ

  • @kamalakantabehera3833
    @kamalakantabehera3833 3 месяца назад

    Bahut badhiaa aau uchit katha kahile prabhu ❤❤❤❤

  • @NrusinghaBiswal-e7t
    @NrusinghaBiswal-e7t 3 месяца назад

    Jay jagannath odisha sena ❤❤

  • @gouttammunda412
    @gouttammunda412 3 месяца назад

    Jay Jay shreejagannath. ❤❤❤❤❤❤❤❤❤❤❤❤❤❤

  • @srilekhasahoo2010
    @srilekhasahoo2010 3 месяца назад

    Bayajyastha sebayatanka anupasthiti ,darkar ru adhika sebayatanka upasthiti ehara karana hoipare 🙏sabu sesare sabu niyati iswaranka lila

  • @PramodGoud-hc1vl
    @PramodGoud-hc1vl 3 месяца назад

    Great sir

  • @soumyasoumya7713
    @soumyasoumya7713 3 месяца назад

    Right 👍..sir

  • @Basantkudas-e8m
    @Basantkudas-e8m 3 месяца назад

    Aha 1st sebayata dai

  • @sstclassess4603
    @sstclassess4603 3 месяца назад +3

    Bahut kasta lagila. Bada thakura khyama karidiantu pravu.

  • @dibakarapradhan6419
    @dibakarapradhan6419 3 месяца назад

    Sathik katha kàhu6nti sar🙏🙏🙏🙏💯

  • @SUBASHLOHAR-jd3xf
    @SUBASHLOHAR-jd3xf 3 месяца назад

    Bhagwan balabhadra bada thakura। Paudi gale rajya Deshmukh yankar amangal no heu ଯେଉଁମାନେ ଥିଲି ଦେଲେ ନିଜର ଖାମଖିଆଲ ଯୋଗୁ ସେମାନଙ୍କର ତାଙ୍କ ପରିବାରଙ୍କର ଅମଙ୍ଗଳ ହେଉ

  • @saratkumargajendra1001
    @saratkumargajendra1001 3 месяца назад

    ସେବାୟତମାନେ ଏ ଅଘଟଣ ପାଇଁ ଦାୟୀ I ସେମାନଙ୍କର ନାଁ ଅଛି ନିଷ୍ଠା ନା ଇଷ୍ଟ ଭକ୍ତି, ଭକ୍ତମାନଂକୁ ଠକି ପଇସା ରୋଜଗାର କରିବା, ଅଭଦ୍ରଙ୍କ ଭଳି ବ୍ୟବହାର କରିବା ସେମାନଙ୍କ କାମ I ସେମାନେ ମାରିଥିଲେ ଭଲ ହୋଇଥାନ୍ତା I ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ

  • @ansumanlenka858
    @ansumanlenka858 3 месяца назад

    Hey mahaprabhu trahimam 😢

  • @KoramaniPanda-cg1vr
    @KoramaniPanda-cg1vr 3 месяца назад +14

    ଗଣତନ୍ତ୍ର ଶାସନ ଓଡିଶା ରେ ଆଉ ଚାଲିବ ନାହିଁ ରାଜତନ୍ତ୍ର ଶାସନ ଶ୍ରୀ ଜଗନ୍ନାଥ ଙ୍କ ଇଛା ରେ ଚାଲିବ

  • @BijayineeRana
    @BijayineeRana 3 месяца назад

    Thick kahuchhanti spans🙏🏻🌸

  • @Since-l2f
    @Since-l2f 3 месяца назад

    Mo Prabhu

  • @AnupamaSethi-w3f
    @AnupamaSethi-w3f 3 месяца назад

    Apana jaha kahila right

  • @KarunakarDhani-eo2sl
    @KarunakarDhani-eo2sl 3 месяца назад

    ମରିଥିଲେ ଭଲ ହୋଇଥାନ୍ତା।

  • @Mita-s4p
    @Mita-s4p 3 месяца назад

    Jay Shri Jagganath Mahaprabhu 🙏 ॐ

  • @nrusinghacharanpradhan3554
    @nrusinghacharanpradhan3554 3 месяца назад

    Jay Jagannath Swami Namah