Darsana Dia Hai Prabhu ||Umakanta Das || Rabi Kumar||Survibration || Nagarjuna Besa

Поделиться
HTML-код

Комментарии • 8 тыс.

  • @pitambarnayak5681
    @pitambarnayak5681 7 месяцев назад +32

    ମହାପ୍ରଭୁ ଜଗନ୍ନାଥ ଯାହା କୁ ଆଖି ଦେଇ ନାହାନ୍ତି ତାକୁ ମଧୁର କଣ୍ଠ ଦେଇଛନ୍ତି ଯାହା ପାଇଁ ସିଏ ଗୀତ ଗାଈ। ସମସ୍ତ ଙ୍କୁ ମୁଗ୍ଧ କରିଦେବ ଆମର ଆଖି ଥାଇ କିଛି ଲାଭ ନାହିଁ ଧିକ ଏ ମଣିଷ ଜୀବନ ଆମ କଣ୍ଠ ରୁ ପ୍ରଭୁ ଙ୍କ ନାମ ମଧ୍ୟ ବାହାରୁ ନାହିଁ ଜୟ ଜଗନ୍ନାଥ 🙏🙏🙏

  • @sushilbhue5004
    @sushilbhue5004 2 года назад +17

    ହେ ପ୍ରଭୁ ‌ଜଗନ୍ନାଥ ମୁଁ ‌ ତୁମକୁ ଏ‌‌ ଯାଏଁ କିଛି ମାଗିନି‌‌ ମାଗୁଛି ଉମାକାନ୍ତ ‌ଭାଇଙ୍କ ଆଁଖି ନାହିଁ‌ ମୋ ଆଁଖି ନେଇ ତାକୁ ଦେଇଦିଅ ‌ହେ ପ୍ରଭୁ କେତେ ସୁନ୍ଦର ‌ଗିତ ଏ ହୃଦୟ ‌କୁ ଛୁଇଁ ଦେଇଛି ଆଁଖି ଲୁହଝରିପଡୁଛି ହେ ପ୍ରଭୁ🙏🙏🙏

  • @somamajhi9713
    @somamajhi9713 3 года назад +225

    ଓଃ କି ଗୀତ କି ମଧୁର ସ୍ବର 😭😭ହେ କାଳିଆ ସାଆନ୍ତ କିଛି ଚମତ୍କାର କରି ଦିଅନ୍ତୁ 🙏ଏଇ ଭାଇଙ୍କ ଆଖି ଭଲ କରି ଦିଅନ୍ତୁ ପ୍ରଭୁ !

  • @MR_BISWAJIT_2006
    @MR_BISWAJIT_2006 Год назад +7

    ଭଗବାନ ତମ କୁ ଆଖି ଦେଇନାହାନ୍ତି ହେଲେ ବହୁତ୍ ସୁନ୍ଦର କଣ୍ଠ ସ୍ୱର ଦେଇ ଛନ୍ତି 😊❤Jay Jagannath 🙏🏻🙏🏻😊

  • @bijeshpradhan8305
    @bijeshpradhan8305 2 года назад +90

    ସାନ ଭାଇ ଆମେ ତମ ସାଥିରେ ଅଛୁ।🧡🧡
    ଏହି ଭଳି ଭାବେ ଉର୍ଣ୍ଣତି କରିଚାଲ।💜💜
    ଜୟ ଜଗନ୍ନାଥ ❤️❤️❤️

  • @prasantparida8453
    @prasantparida8453 3 года назад +146

    ଭାବର ଲେଖା ଭାବରେ ସଂଗୀତ ଅଶେଷ ଅଶେଷ ଧନ୍ୟବାଦ ଉମାକାନ୍ତ ବାବୁ ଓ ଜୟଶ୍ରୀ ମାମଙ୍କୁ

  • @dipakpradhan7930
    @dipakpradhan7930 3 года назад +318

    ଧନ୍ୟବାଦ ଜୟ ଶ୍ରୀ ଦିଦି,,,,, ପ୍ରକୃତ କଳାକାର ଙ୍କୁ ଚିହ୍ନି ସୁଯୋଗ ଦେଇଛନ୍ତି ।

  • @kishorekumarswain6320
    @kishorekumarswain6320 Год назад +17

    ହେ ପ୍ରଭୁ ଜଗନ୍ନାଥ,,, ଉମାକାନ୍ତ ଙ୍କ ଦୃଷ୍ଟି ଶକ୍ତି ଫେରାଇଦିଅ.. ଏମିତି ତୁମ ଭଜନ ଗାଉଥାଆନ୍ତୁ.....😢😢

  • @debaprasad8229
    @debaprasad8229 3 года назад +82

    ଜୟଶ୍ରୀ ମାଡାମ ଆପଣ ଙ୍କ ଶ୍ରୀ ଚରଣ ରେ ମୋର କୋଟି କୋଟି ପ୍ରଣାମ 🙏🙏🙏

  • @padhanboys9378
    @padhanboys9378 3 года назад +76

    କି ସୁମଧୁର କଣ୍ଟ ।।😭😭😭😭😭 ଆଖିର ଲୁହ। ଅଟକି ପାରିଲାନି। ହେ ପ୍ରଭୁ ତାଙ୍କ ଆଖି ଫେରେଇ ଦିଅ 🙏🙏🙏🙏🙏🙏🙏 । ଉମାକାନ୍ତ ବହୁତ ଆଗକୁ ଯିବ ଏହା ଜଗନ୍ନାଥ ଙ୍କ ପକରେ ଗୁହାରି 🙏🙏🙏

  • @sitakantapanigrahi2633
    @sitakantapanigrahi2633 3 года назад +286

    ପ୍ରଶଂସା କରିବା ପାଇଁ ଭାଷା ନାହିଁ ମୋ ପାଖରେ | ଧନ୍ୟବାଦ ଜୟଶ୍ରୀ ମ୍ୟାଡାମ୍ ଏ ସାନ ପିଲାଟିକୁ ଆଗକୁ ନେଉଥିବାରୁ |

  • @bhartibehera1081
    @bhartibehera1081 7 месяцев назад

    He jaganath prabhu umakanta upare tama krupa rakhitho.
    God bless you beta

  • @pratapnayak2036
    @pratapnayak2036 3 года назад +9

    ଏ ଭାଇଙ୍କୁ ଆହୁରି ଅଧିକରୁ ଅଧିକ ସୁଯୋଗ ଦିଆଯାଉ ବଢିଆ ଗାଉଛନ୍ତି ବାଃ ମନକୁ ଶାନ୍ତି ମିଳିଗଲା 🙏🙏🙏👍🙏🙏🙏🙏🙏

  • @hemantapatra9435
    @hemantapatra9435 3 года назад +48

    ଜୟ ଜଗନ୍ନାଥ ପ୍ରଭୁ କାଳିଆ ଠାକୁର 🙏🙏🙏
    ମୋର ଏତିକି କାମନା ପ୍ରଭୁ ଉମାକାନ୍ତ କୁ ଘଣ୍ଟ ଘୋଡେଇ ସବୁ ଦିନ ରଖି ଥାଅ ପ୍ରଭୁ....

  • @rabiranjanpadhan1333
    @rabiranjanpadhan1333 3 года назад +192

    ବହୁତ ସୁନ୍ଦର କଂଠ ରେ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଉଛନ୍ତି । ବହୁତ ସୁନ୍ଦର ଏବଂ ଖୁସି ଲାଗିଲା ଏହି ଗୀତ । ଜଗନ୍ନାଥ ତମର ଆଖିକୁ ତାଙ୍କର ଆଖିରେ ମିଶାଇ ଦେଇଛନ୍ତି ।
    ଜୟ ଜଗନ୍ନାଥ

  • @Neelu5850
    @Neelu5850 Год назад +1

    ❤❤❤❤❤❤ଜୟ ଜଗନ୍ନାଥ

  • @shreeramchela4442
    @shreeramchela4442 3 года назад +189

    ଧନ୍ୟ ଭକ୍ତ ଏବଂ ଧନ୍ୟ ଧନ୍ୟ ଭକ୍ତ ବତ୍ସଳ ଭଗବାନ୍ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ବହୁତ ସୁନ୍ଦର ଗାଇଛ।

  • @ballabhasahu2640
    @ballabhasahu2640 3 года назад +224

    ବହୁତ ସୁନ୍ଦର ଭଜନ,ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ତୁମର ପ୍ରତିଭା ଜଗତରେ ପ୍ରସାରିତ ହେଉ

    • @Beautifulgirlgf
      @Beautifulgirlgf Год назад

      Nice song please ruclips.net/video/6h7PoeCP6Tg/видео.html

    • @swastikdalei6756
      @swastikdalei6756 Год назад

      Prabhu Jagannath pila ra mangala kara sabubele khusi re rakha

  • @Game__Over_111
    @Game__Over_111 Год назад +15

    ମିଛ ଦୁନିଆଁ ରେ ଗୋଟିଏ ସତ ସେ ମୋ ଜଗନ୍ନାଥ ❤️

  • @gopalkrishnaofficial54
    @gopalkrishnaofficial54 3 года назад +60

    ବହୁତ ସୁନ୍ଦର voice Bhai
    ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ସବୁବେଳେ ତୁମକୁ ହସ ଆଉ ଖୁସିରେ ରଖିଥାନ୍ତୁ 🙏🙏🙏🙏

  • @sairajpanigrahi393
    @sairajpanigrahi393 3 года назад +39

    କଣ୍ଠଶିଳ୍ପୀ ଶ୍ରୀ ଉମାକାନ୍ତ ଙ୍କୁ ମୋର ନମସ୍କାର ଏବଂ ବିଶେଷ ସଦିଚ୍ଛା।🪔🪔
    ଜୟ ଜଗନ୍ନାଥ🚩🚩🕉️🕉️

  • @soumyaranjandas9456
    @soumyaranjandas9456 3 года назад +221

    ଅତ୍ୟନ୍ତ ହୃଦୟସ୍ପର୍ଶୀ ଗୀତଟିଏ ଉମାକାନ୍ତ, ଭଗବାନ ତୁମକୁ ଆହୁରି ଶକ୍ତି ଦିଅନ୍ତୁ ଆଗକୁ ଯିବା ପାଇଁ।

    • @sunilkumarpatro511
      @sunilkumarpatro511 3 года назад +5

      Super what a nice voice.

    • @sebatisidu2658
      @sebatisidu2658 3 года назад +5

      ଧନ୍ୟବାଦ ଦିଦି ଉମାକାନ୍ତ କୁ ଆଗକୁ ନିହ

    • @MithunDas0452
      @MithunDas0452 3 года назад +2

      Yes#bikukhatticomedy

    • @priyankapradhan4352
      @priyankapradhan4352 3 года назад +1

      Absolutely right

    • @srustidhardalai1188
      @srustidhardalai1188 Год назад

      ଜୟ ଜଗନ୍ନାଥ ପିଲାର ଭବିଷ୍ୟତ ଉଜ୍ଜ୍ୱଳ କର

  • @pradeepsahoo954
    @pradeepsahoo954 Год назад +5

    ସତରେ ଉମାକାନ୍ତ ତୁମର ଏ ଭକ୍ତି ଓ ଭକ୍ତି ର ଗୀତ ଦେଖି ମୋ ଆଖିରେ ଲୁହ ଆସିଗଲା, ପ୍ରଭୁ ଚମତ୍କାର ସହିତ ଉମାକାନ୍ତ କୁ ଆଖି ଦୁଇଟି ଦିଅନ୍ତୁ ପ୍ରଭୁ 🙏

  • @renupattnaik2676
    @renupattnaik2676 3 года назад +55

    ଧନ୍ୟବାଦ ପୁଅ. ଏମିତି ପ୍ରଭୁଙ୍କ ଆଶୀର୍ବାଦ ତୋ ପାଇଁ ରହୁ.

  • @balarambehera8111
    @balarambehera8111 3 года назад +24

    ଭଗବାନ ତୁମର ମଙ୍ଗଳ କରନ୍ତୁ... ତୁମେ ସବୁବେଳେ ଏମିତି ଗାଉଥାଅ

  • @satyabratasethi3402
    @satyabratasethi3402 3 года назад +45

    ଆଖି ରେ ଲୁହ ଛଳ ଛଳ ହୋଇ ଉଠିଲା।।
    ଭାବପୂର୍ଣ୍ଣ ଗୀତ।। ସ୍ରଷ୍ଟା ଙ୍କୁ ଶତ ଶତ ପ୍ରଣାମ 🙏

  • @SubhamSwain-c5i
    @SubhamSwain-c5i Год назад +1

    👍👃 Hare Krishna bhai

  • @surendrabariha569
    @surendrabariha569 3 года назад +16

    ଭଗବାନ ମଂଗଳ କରଂତୁ ତୁମ ଚଲା ପଥରେ ପୁଷ୍ପ ବୃଷ୍ଟି ହେଉ

  • @Abhi-panda
    @Abhi-panda 3 года назад +36

    ବହୁତ ସୁନ୍ଦର ଗୀତ। କରୁଣାମୟ ପ୍ରଭୁ ଜଗନ୍ନାଥ ତୁମ ମଙ୍ଗଳ କରନ୍ତୁ।

  • @harshabardhanluhar7315
    @harshabardhanluhar7315 3 года назад +183

    ଭାଇ ଉମାକାନ୍ତ ଆଜି ମୁଁ ତୁମ ଗୀତ ଶୁଣିଲି ଏବଂ ତୁମ ସ୍ୱରରେ ବନ୍ଧା ହୋଇଗଲି , ମୋ ଜୀବନରେ ଯାହା ପୁଣ୍ୟଥିବ ସେଥିରେ ଆଜିଠାରୁ ତୁମରି ମଧ୍ୟ ଭାଗ ଅଛି ଭାଇ ଧନ୍ୟବାଦ୍ 👍👍👍👍

  • @sanjubalapradhan6048
    @sanjubalapradhan6048 3 месяца назад +2

    ହେ ମହାବାହୁ ସାନଭାଇ ଉମାକାନ୍ତ ର ଆଖି ଦୁଇଟି ତୁମର ଅଦୃଶ୍ୟ ହାତରେ ଫେରାଇ ଦିଅ 🙏🪔🙏

  • @trilochanbehera3015
    @trilochanbehera3015 Год назад +50

    ହେ ପ୍ରଭୁ ଭାଇ ଙ୍କୁ ମୋର ଦୃଷ୍ଟି ଶକ୍ତି ଦେଇଦିଅ 🙏🙏

  • @ahalyaranidip6931
    @ahalyaranidip6931 Год назад +5

    ବହୁତ ହୃଦୟ ସ୍ୱର୍ଶି ଗୀତ।ଭଗବାନ ତୁମକୁ ଦିବ୍ୟ ଦୃଷ୍ଟି ଦିଅନ୍ତୁ। ଏମିତି ସୁମଧୁର ଭଜନ ଗାଈ ଠାକୁରଙ୍କୁ ଆଉ ଶ୍ରୋତା ମାନଙ୍କୁ ଖୁସି କରି ତୁମର ମନ ଖୁସି କରିବା ସଂଗେସଂଗେ ତୁମର ଭବିଷ୍ୟତ ଦିବ୍ୟ,ସୁନ୍ଦର୍ , ସୁଖମୟ ହେଉ।ଏହା ମୋର ଜଗନ୍ନାଥ ଙ୍କ ଚରଣରେ ତୁମ ପାଇଁ ପ୍ରାର୍ଥନା।

  • @pradipsamal4851
    @pradipsamal4851 3 года назад +15

    ହେ ପ୍ରଭୁ 🙏🙏🙏 ମୋ ଆଖି ନେଇଯାଅ ପୋଛେ ତାଙ୍କୁ ଦର୍ଶନ ଦିଅ ଜୟ ଜଗନ୍ନାଥ 🙏🙏🙏🙏

  • @vijaydas667
    @vijaydas667 Год назад

    Jay Jagannath Drishti naahi maa Saraswati
    Virajman bahut Sundar bhajan

  • @chandrikabaral5689
    @chandrikabaral5689 Год назад +4

    ହେ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣ ଉମାକାନ୍ତ ଭାଇଙ୍କ ଦୃଷ୍ଟି ଶକ୍ତି ଫେରେଇଦିଅ😭🙏😭😭😭😭😭💯

  • @jagannathmahima2023
    @jagannathmahima2023 3 года назад +120

    ଯେଉଁ ଭଜନ ଆଖି ରେ ଲୁହ ଦିଏ , ସେ ହିଁ ଭାବ ଭକ୍ତି ର ଭଜନ , ବହୁତ୍ ସୁନ୍ଦର୍ ଗୀତ ଟିଏ
    ଜୟ ଜଗନ୍ନାଥ 🙏

    • @shankarji1991
      @shankarji1991 3 года назад +3

      Satare a gita suni mo akhiku luha asijaithila bahuta sundar gita

    • @ranjitkarmi8699
      @ranjitkarmi8699 3 года назад +2

      Jay jaganatha

  • @kumarniranjan3947
    @kumarniranjan3947 3 года назад +6

    ଭଗବାନ ଙ୍କ ଲୀଳା ଅପାର...
    କେତେବେଳେ କେମିତି କାହାକୁ କଉଠି ପହଂଚାଇଥାନ୍ତ ତାହା କେହିବା ଅସମ୍ଭବ.
    ଭଜନ ଟି ଶୁଣିବାକୁ ଯେତେ ସୁନ୍ଦର ଲାଗୁଚି ଦେଖିଲେ ହୃଦୟ କୁ ସେତେ ଭାବୁକ କରିଦେଉଛି.
    ଧନ୍ୟବାଦ ଜୟଶ୍ରୀ ଦିଦି...

  • @sadanandamahalik670
    @sadanandamahalik670 Год назад +3

    ହେ ପ୍ରଭୁ ଜଗନ୍ନାଥ
    ଏହି ଭାଇ କୁ ଆଶିବାଦ କର,ତୁମ ପାଖରେ ଏତିକି ଭୀକ୍ଷ ମାଗୁଛି

  • @gktoday296
    @gktoday296 3 года назад +134

    ହେ ଜଗନ୍ନାଥ, ତୁମର ଲୀଳା ବଡ ବିଚିତ୍ର ପ୍ରଭୁ,ୟାଙ୍କୁ ସର୍ବଦା ଆଶିର୍ବାଦ କର ପ୍ରଭୁ🙏🙏🙏

  • @harekrishnamahananda1486
    @harekrishnamahananda1486 3 года назад +57

    ହୃୟସ୍ପର୍ଶୀ ଭଜନ, ସତରେ ଭଜନ ଟି ଶୁଣି ଆଖିରୁ ଲୁହ ଝରିପଡୁଛି......ଜୟ ଶ୍ରୀ ଜଗନ୍ନାଥ

  • @jyotirmayeebehera2241
    @jyotirmayeebehera2241 10 месяцев назад +5

    ଜୟ ଜଗନ୍ନାଥ ଵ ହୁତ ସୁନ୍ଦର ଭଜନ ati ସୁନ୍ଦର କଣ୍ଟ

  • @pradyumnapradhan7954
    @pradyumnapradhan7954 2 года назад +1

    Nice beta
    Agaku vala gita gautha jaganath kuparu tote vala rakhantu

  • @Rajeshparidaofficial
    @Rajeshparidaofficial 2 года назад +4

    ହେ ଚକାନୟନ ଉମାକାନ୍ତ ଭାଇ ଙ୍କୁ ସାହା ହୁଅ।🙏🙏🙏ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @klhdpilajaga1921
    @klhdpilajaga1921 3 года назад +122

    ଭଗବାନ ତୁମକୁ ଦର୍ଶନ ଦେବେ କି ନାହିଁ ମୁଁ ଜାଣିନି, ହେଲେ ଭଗବାନ ତୁମର ଦର୍ଶନ ଖୋଜୁଛନ୍ତି ଭାଇ god blesh u

  • @kanaklatasamal470
    @kanaklatasamal470 3 года назад +86

    ବହୁତ ସୁନ୍ଦର ବାବୁ।
    ମହାପ୍ରଭୁ ଆଗକୁ ଅଗ୍ରସର ହେବାର ସହାୟକ ହୁଅନ୍ତୁ।
    ଚଲାପଥ ସଦାହେଉ କୁସୁମୟ।
    ଦିର୍ଘାୟୁ ଭବ।ସୁଖି ଭବଃ।
    ଜୟ ଜଗନ୍ନାଥ।

  • @sanyasisahu6153
    @sanyasisahu6153 Год назад +1

    ବହୁତ୍ ସୁନ୍ଦର୍ ଗାୟକ ଭଗବାନ ଙ୍କ ପାଖରେ ଆମେ ଋଣି କାରଣ ତାଙ୍କର ଗୀତ ଗାଇବା ବହୁତ୍ ସୁନ୍ଦର ଥିଲା love you this song.

  • @bhimasennayak5427
    @bhimasennayak5427 3 года назад +134

    ଜୟ ଜଗନ୍ନାଥ ଗିତଟି ହୃଦଯ କିଣିନେଲା ଆଖିରୁ ଲୁହ ଆସିଗଲା ଭଗବାନ କରନ୍ତୁ ପିଲାଟି ଆହୁରି ଆଗକୁ ଯାଉ ଧନ୍ୟବାଦ ଜୟଶୀ ମାଡାମ

  • @motivation_kumaranil6552
    @motivation_kumaranil6552 3 года назад +17

    ଲଭ୍ ୟୁ ମୋ ଭାଈକୁ ଏହି ସୁନ୍ଦର ଗୀତ ନିଜର ସୁମଧୁର କଣ୍ଠରେ ଆମକୁ ଗାଇ ଶୁଣେଇ ଥିବାରୁ । ଜୟ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🙏।❤️❤️❤️❤️❤️❤️❤️❤️

  • @laxmidharsahoolaxmidharsah3407
    @laxmidharsahoolaxmidharsah3407 3 года назад +133

    ଏ ସୁନ୍ଦର ଗୀତ ଟି ଶୁଣି ମୋର
    ଆଖିରୁ ଲୁହ ବାହାରି ଗଲା ବହୁତ ସୁନ୍ଦର ଜୟ ଜଗନ୍ନାଥ ଏହି ସୁନ୍ଦର ଗୀତ ପାଇଁ ଗୋଟିଏ like ପ୍ଲିଜ଼

  • @trilochanrana8497
    @trilochanrana8497 2 года назад +2

    ବହୁତ ସୁନ୍ଦର ଭଜନ ବହୁତ ସୁନ୍ଦର କଣ୍ଠ ମା ସମଲେଇ ତୁମର ଚଲାପଥରେ ଫୁଲ ବିଛେଇ ତୁମକୁ ଆହୁରି ଆଗକୁ ନେବେ ବୋଲି ମୋର ମା ସମଲେଇ ପାଖରେ ଗୁହାରି 🙏🙏🙏🙏🙏

  • @prasantabehera2926
    @prasantabehera2926 3 года назад +110

    ସତରେ ଏ ଗୀତ ଶୁଣିଲେ ଦେହ ସାରା ଗୋଟାଏ ଅପୂର୍ବ ଶିହରଣ ଖେଳିଯାଇଛି
    ଜୟ ଜଗନ୍ନାଥ 🙏🙏🙏🙏🙏

  • @kalyanidas4018
    @kalyanidas4018 2 года назад +6

    ଅତି ସୁନ୍ଦର ଗୀତ ଗାଉଛ ଭାଇ‌ ମହାପ୍ରଭୁଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ସବୁବେଳେ ତୁମକୁ‌ ଖୁସିରେ ରଖନ୍ତୁ 🙏🙏

  • @akshayakumarsahoo9999
    @akshayakumarsahoo9999 2 года назад +37

    ଅଖିରେ ଲୁହ ଆସିଗଲା ସତରେ ,ଧନ୍ୟ ପ୍ରଭୁ ଧନ୍ୟ ତୁମେ

    • @bibhutithefighter1025
      @bibhutithefighter1025 Год назад

      ପ୍ରଭୁ କେମିତି ଧନ୍ୟ ହେଲା,, ଓ ହୋ ଭାଇ ଟିକୁ ଅନ୍ଧ କରିଥିବାରୁ

  • @KishorPradhan-l4q
    @KishorPradhan-l4q 4 месяца назад +1

    ଜୟ ଜଗନ୍ନାଥ 🙏

  • @pratapnayak2036
    @pratapnayak2036 3 года назад +157

    ମାଡାମ ପ୍ରଥମେ ମୁଁ ଆପଣଙ୍କୁ ପ୍ରଣାମ କରୁଛି ଉମାକାନ୍ତଙ୍କୁ ସୁଯୋଗ ଦେଇଥିବାରୁ ଜଗତର ନାଥ ଜଗନ୍ନାଥଙ୍କ ଆଶ୍ରିବାଦ ର ବର୍ଷା ଆପଣଙ୍କ ଉପରେ ଝରି ପଡ଼ୁ.... ଜୟ ଜଗନ୍ନାଥ 🙏

  • @kumarpramil6445
    @kumarpramil6445 3 года назад +9

    ଏହି ଭଜନ ଦେଖି ସତରେ ଆଖିରେ ଦୁଃଖ ଆସିଗଲା,God bless you bro, I pray to god, thanks for Jayashree mama

  • @akbcreation9336
    @akbcreation9336 3 года назад +87

    ହେ କୃଷ୍ଣ ହେ ଜଗନ୍ନାଥ ଏ ପିଲା ଙ୍କୁ ୧୦୦ ବର୍ଷ ଆୟୁଷ ଦିଅ ସେ ସାରା ଜୀଵନ ଖୁସି ରେ ରହୁ 🙏

  • @binodparamanik4228
    @binodparamanik4228 Год назад +1

    Jay Jagannath 🙏🏼 🙏🏼 tame umakanta ku bharasa

  • @sagarsethi73
    @sagarsethi73 3 года назад +6

    Nice song thank you Bhai bhagabana Tamaku sukhare rakhantu

  • @PramodKumar-li1ol
    @PramodKumar-li1ol 2 месяца назад

    ଏ ଭଳୀ ପ୍ରତିଭାଶାଳୀ ପିଲା ଙ୍କୁ ଦୁନିଆ ସାମନା ରେ ପ୍ରସ୍ତୁତ କରି ଥିବା ମହାନ ଭାଇ ଙ୍କୁ ହୃଦୟ ରେ ନମସ୍କାର ❤

  • @aisworiyajena5474
    @aisworiyajena5474 3 года назад +670

    ହେ ଜଗତର ନାଥ ଜଗନ୍ନାଥ ମହା ପ୍ରଭୁ ଆପଣଙ୍କୁ କେବେ କିଛି ମାଗି ନଥିଲି 🙏 ଆପଣଙ୍କୁ ଗୁହାରି କରୁଛି ଉମାକାନ୍ତଙ୍କ ଭବିଷ୍ୟତ ଉଜ୍ଜ୍ୱଳ ମୟ କରନ୍ତୁ 🙏 ଆପଣଙ୍କ କୃପା ସଦାସର୍ବଦା ତାଙ୍କ ଉପରେ ରହି ଥାଉ 🙏

    • @bijumaiti3825
      @bijumaiti3825 3 года назад +19

      Wow

    • @skmuktar9414
      @skmuktar9414 3 года назад +12

      God bless you Uma Kanta😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭

    • @pradipdas1235
      @pradipdas1235 3 года назад +1

      Q

    • @biswajitmahapatra6226
      @biswajitmahapatra6226 3 года назад +12

      ଆଖିରେ ପାଣି ଆସି ଯାଉଛି... 😔😔😔😔
      I can't explain it bt...
      ଉମାକାନ୍ତ my sweet brother 👌👌👌👌

    • @shreedharnaik440
      @shreedharnaik440 3 года назад +7

      @@skmuktar9414 of of

  • @TapanKumarPersonalVlogs
    @TapanKumarPersonalVlogs 3 года назад +17

    ଭଗବାନ ଆଶୀର୍ବାଦ କରନ୍ତୁ ଏହି ପିଲା ବହୁତ ଆଗକୁ ଯାଉ
    ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @TasmitaBagarty
    @TasmitaBagarty 7 месяцев назад

    E bhai ku bhala se rakhi tha Prabhu tuma ku Mora koti pranam a jagannath swami

  • @SingarRanjitkumar
    @SingarRanjitkumar 3 года назад +58

    ଭଲ ଲାଗିଲା ବାବା ତୁମେ ମହାନ 🙏🏻😭🙏🏻

  • @jayantakummarjena6079
    @jayantakummarjena6079 3 года назад +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ .
    ହେ କାଳିଆ ଠାକୁର .

  • @rajeshsabar8923
    @rajeshsabar8923 2 года назад +33

    ପ୍ରକୃତ ଭକ୍ତ ତୁମେ ମାନେ ଭାଇ 🙏🙏 ଜୟ ଜଗନ୍ନାଥ 💗💗 ନିଶ୍ଚିତ ଭାବରେ ମହାପ୍ରଭୁଙ୍କ ଆଶିର୍ବାଦ ରେ ତୁମେ ଆଗକୁ ବଢ଼ିବାରେ ସକ୍ଷମ ହେବ ଜୟ ଜଗନ୍ନାଥ 🙏🙏🙏🙏🙏

  • @trilochanmajhi2046
    @trilochanmajhi2046 Год назад +2

    ଜୟ ଜଗନ୍ନାଥ ଉମାକାନ୍ତ ଭାଇ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଉ

  • @prafullakumarmalabisoyi610
    @prafullakumarmalabisoyi610 3 года назад +5

    Mo antara atma re mu mo mahaprabhu Jagannath nku anubhaba kare .ahi bhajan re .sishu singer ku mora sat sat pranam.jai Jagannath🙏🙏🙏

  • @singwithharipriyapadhi6827
    @singwithharipriyapadhi6827 3 года назад +10

    ହେ ପ୍ରଭୁ ଭିନ୍ନକ୍ଷମ କୃ ତୁମେ ସହାୟ ହୁଅ .👍👍❤️

  • @DeepakKumarMohanty
    @DeepakKumarMohanty 2 года назад +6

    ସବୁ ତୁମରି ଲୀଳା ହେ ପ୍ରଭୁ କଳା ର ଠାକୁର କଳାଠାକୁର...... ଜୟ ଜଗନ୍ନାଥ🙏🙏🚩🚩

  • @rakeshnayak2712
    @rakeshnayak2712 Год назад +1

    Mo sana bhai umakantara future ku bright karantu bhagaban.... Se aahuri agaku jantu..

  • @swapnasahusahu298
    @swapnasahusahu298 3 года назад +22

    ମୁଁ ପ୍ରଥମେ ମ ଭାଇ ଧନ୍ୟବାଦ ଜଣାଉଛି
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ

  • @swadhinsutar4108
    @swadhinsutar4108 3 года назад +6

    ଅନେକ ଦିନ ପରେ ଗୋଟେ ଅତି ହୃଦୟସ୍ପର୍ଶୀ ଭକ୍ତିପୁର୍ଣ୍ଣ ଭଜନ ଶୁଣିବାକୁ ମିଳିଲା । ପ୍ରଭୁ ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ। ଜୟ ଜଗନ୍ନାଥ🙏

  • @ashishsahoo8144
    @ashishsahoo8144 3 года назад +44

    ହୁର୍ଦୟ ଜିତିଗଲୁ ରେ ଭାଇ,, ଜଗନ୍ନାଥଙ୍କ ଆଶ୍ରିବାଦ ନିହାତି ରହିବ..🙏

  • @pritipatra4566
    @pritipatra4566 4 месяца назад +2

    😭😭😭 ହେ ପ୍ରଭୁ ତମ ଡୋରି ଥରେ ଲଗାଇ ଦିଅ

  • @9xm50
    @9xm50 3 года назад +15

    Jay Jagannath 🔔🙏🔔 Swamy 🙏🔔
    PuriDham 📿🚩🙏
    Beautiful Bhakti Song 📀🎶🎼🎙️🎧📻🙏

  • @pranabsamal6675
    @pranabsamal6675 3 года назад +16

    Super 💯 ଉମାକାନ୍ତ ବାବୁ ତମେ ବହୁତ ଆଗକୁ ଜାଓ, ଭଗବାନ ତମର ମଂଗଳ କରନ୍ତୁ ,ଜୟ ଜଗନ୍ନାଥ ....

  • @basantakumarbhuyan2558
    @basantakumarbhuyan2558 3 года назад +14

    ବହୁତ ସୁନ୍ଦର ଓଡିଆ ଭଜନ... ଜୟ ଜଗନ୍ନାଥ 🙏🙏

  • @manojrai8794
    @manojrai8794 2 года назад +2

    Me Assam ka hun Akbar odisa Puri Gaya tha bohot maja aya Jai jagannath he prabhu es bachche ka udhdhar kare nath

  • @bedgopal763
    @bedgopal763 3 года назад +14

    ଜୟ ଜଗନ୍ନାଥ ତୁମକୁ ବହୁତ ଭଲ ରେ ରଖୀବେ

  • @chhatarmaulicreation629
    @chhatarmaulicreation629 2 года назад +4

    So nice bhajan and voice🙏🙏God bless you👌👌ସତ ରେ ଭଜନ ଶୁଣି ଲା ପରେ ଆଖି ରୁ ଲୁହ ଆସି ଗଲା ହେ ପ୍ରଭୁ ଜଗନ୍ନାଥ ଏ କି ଲିଲା ପ୍ରଭୁ 🙏🙏ଜୟ ଜଗନ୍ନାଥ 🙏🙏🙏

  • @shankarnayak9968
    @shankarnayak9968 3 года назад +11

    ଅତି ସୁନ୍ଦର ଗୀତ ଜୟ ଜଗନ୍ନାଥ 🙏

  • @ranjanpaik7682
    @ranjanpaik7682 Год назад +1

    Umakanta babu nku chakhyu dan kara Prabhu ❤

  • @arunapattanaik5111
    @arunapattanaik5111 3 года назад +42

    ବହୁତ ସୁନ୍ଦର ସ୍ୱର ଜଗନ୍ନାଥ ତୋର ଭାଗ୍ୟ ଉଜ୍ୱଳ କରନ୍ତୁ ବେଟା ଜୟ ଜଗନ୍ନାଥ 🙏🙏

    • @Beautifulgirlgf
      @Beautifulgirlgf Год назад +1

      Nice song ruclips.net/video/6h7PoeCP6Tg/видео.html

    • @neelaranjanabisoyi8412
      @neelaranjanabisoyi8412 Год назад

      ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଏ ବାବୁଙ୍କୁ ତାଙ୍କ ଆଖି ଫେରେଇ ଦିଅ,ଏତିକି ମୋର ପ୍ରାଥନା

  • @jayantiparida2186
    @jayantiparida2186 3 года назад +7

    God bless you pua 🙏🙏 amiti bhajan gautha❤️❤️🙏🙏🙏

  • @harekrushna7533
    @harekrushna7533 3 года назад +10

    ବହୁତ ସୁନ୍ଦର ଭାବରେ ଭାବୋପୂର୍ନ ଭଜନ ଗାଇଛନ୍ତି, ଜୟ ଜଗନ୍ନାଥ 🙏 ଏହି ଉମାକାନ୍ତ ବାବୁ କୁ ଆଶୀର୍ବାଦ ଦିଅ ଯେମିତି ଆହୁରି ଆଗକୁ ଭଲ ପଦର୍ଶନ କରିପାରିବ ।

  • @THEDP-so7qz
    @THEDP-so7qz 2 года назад +3

    କାହିଁକି ଏପରି ପରିଷା ନେଉଛ ଭଗବାନ 🙏🙏🙏

  • @Sandipsandip9413
    @Sandipsandip9413 3 года назад +261

    ଯୋଉ ମାଆ ତୁମକୁ ଆଜି ଆଗକୁ ନେବାକୁ ଚାହାନ୍ତି ସେ ଇ ମାଆ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏

  • @rajubarik5890
    @rajubarik5890 3 года назад +13

    ଅତି ସୁନ୍ଦର ଗୀତ 😭😭😭😭😭🙏🙏🙏❤️❤️❤️👍👍👍

  • @rjjaypalputel8717
    @rjjaypalputel8717 3 года назад +63

    ବହୁତ ଭଲ ଲାଗିଲା ଗୀତ, ଏ ଗୀତ ଯେ ବି ସୁଣିବ ତାର ଦୁଇ ଆଖି ରୁ ଲୁହ ଝରିବ ଜୟ ଜଗନ୍ନାଥ

  • @purnimabarik9594
    @purnimabarik9594 7 месяцев назад

    Hey prabhu umakant nk akhi vala karidia bhagwan 🙏

  • @ashutoshmallick2282
    @ashutoshmallick2282 3 года назад +4

    👌🏻 ଦୃଷ୍ଟି ବାଧିତ *ଉମାକାନ୍ତ* ଙ୍କର ଅନ୍ତର୍ଦୃଷ୍ଟି ତୀକ୍ଷ୍ଣ, ନହେଲେ କି ତାଙ୍କ ଦରଦୀ କଣ୍ଠରୁ ଏଡେ ସୁନ୍ଦର ଭାବାବେଗ ପୂର୍ଣ୍ଣ ଜଣାଣ ଝରି ଆସିପାରିଥାଆନ୍ତା।
    🙏🏻 ଭଗବାନ କଲ୍ଯାଣ କରନ୍ତୁ। 🙏🏻

  • @debaprasad8229
    @debaprasad8229 3 года назад +32

    ହେ ପ୍ରଭୁ ଡାକ ଶୁଣ ଜୟ ଜଗନ୍ନାଥ 🙏🙏🙏

  • @Sonamkumari-ie3qw
    @Sonamkumari-ie3qw 3 года назад +10

    ❤🙏🏻Jay jaganntha 🥺
    Prabhu tma mngal krntu 🙏🏻
    Chaka akhi dkhutibe tma bhakti sradha...
    Se pra jagatra ntha, sri mhabhu, chaka akhi
    Se nichya tma hrudya ra bedana sunibe❤🙏🏻..

    • @dangergaming6748
      @dangergaming6748 Год назад

      HE JAGANNATH MAHA PRABHU MO AKHI NEIJA UMAKANTA AKHI BHALA KARIDE PRABHU

  • @mayarammayarambhatra5280
    @mayarammayarambhatra5280 Год назад +1

    ହେ ଜଗତର ନାଥ 😭🙏🙏

  • @santoshraul9343
    @santoshraul9343 3 года назад +4

    E gito jie bi sunithibo ta aakhiru di topa luho nihati bohithibo. Umakanta May God Bless you .

  • @technicalsupportive6572
    @technicalsupportive6572 3 года назад +31

    Excellent voice
    Heart touching God bless 🙏🙏

  • @rabikumar6118
    @rabikumar6118 3 года назад +343

    ଦେଲ ନାହିଁ ଆଖି ଉମାକୁ ହେ ପ୍ରଭୁ
    କରେ ଏହି ନିବେଦନ ,
    ତା ଆଖି ଲୁହର ମାନକୁ ରଖିବ
    ହେ ମୋର ଚକାନୟନ ।

  • @manasranjandehuri6321
    @manasranjandehuri6321 Год назад +1

    Jay Jagannath