SABITRI BRATA II PAPU SIR ONLINE II POM POM I PAM PAM II PAPU POM POM CREATIONS II

Поделиться
HTML-код
  • Опубликовано: 7 сен 2024
  • • SABITRI BRATA II PAPU ...
    #papupompomcreations #sabitrisatyaban #popucomedy #sabitribrata #realityshow #tukunastylish
    #papusironlineclass #papunewcomedy #papuodiacomedy #papuonlineclass #
    IN THIS CORONA PENDAMIC PERIOD, PEOPLE ARE IN A VERY PAINIC MOOD. PAPU SIR STARTED HIS TRENDY COMEDY SHOW IN A NEW PROCEDURE. GREAT MESSAGES THROUGH A FUNNY WAY. IF YOU WRITE IN RUclips SEARCH PAPU PAM PAM, PAPU PUM PUM.PAPU SIR COMEDY,ODIA COMEDY,LATEST ODIA COMEDY,PAPU SONG ,PAPU NEW SONG,PAPU COMEDY,PAPU ONLINE CLASS,PAPU CREATIONS, NEW ODIA COMEDY,ODIA DANCE SONG,THEN YOU CAN SEE OUR VIDEOS.
    PLZ SHARE,LIKE,COMMENT AND SUBSCRIBE MY CHANNEL.
    Concept and design - Sangita satapathy
    Camera - Chintu Mohapatra
    Edit - Arya debasish ( / im_aryadebasish )
    Make up - Sipu
    Art Director - Ganesh
    Production designer -Abhisek Das
    Production manager - Sumit Mohapatra
    Special thanx to - Priyabrata Panda
    Marketing Head - Mukesh sahoo
    Creative associate -Roop sagar
    For business contact - 7205555273
    All copy rights reserved with Papu PoM PoM Creations

Комментарии • 186

  • @manojkumarsahoo1332
    @manojkumarsahoo1332 3 года назад +11

    ଶ୍ରୀ ନୀଳମାଧବ କ୍ଷେତ୍ର,ଥୋରିଆ ସାହି, କଣ୍ଟିଲୋ, ନୟାଗଡ଼ରୁ ମୁ ମନୋଜ କୁମାର ସାହୁ, ବଡ ଭାଇ ପପୁଙ୍କୁ ନମସ୍କାର ଜଣାଉଛି.
    ଯେତେବେଳେ ମନୋରଞ୍ଜନ କଥା ଆସେ ସେହି ସମୟରେ ମୋତେ ଲାଗେ ହାସ୍ୟ ରସାତ୍ମକ କଳାକାରଟି ଆଗରେ ରହୁଥିବ,
    ପପୁ ସାର ଅନଲାଇନ କ୍ଲାସ କାର୍ଯ୍ୟକ୍ରମ ବହୁତ ତଥ୍ୟ ଭିତିକ ଓ ଅନୁଭୂତି ସମ୍ପର୍ଣ୍ଣ,ସେଥିପାଇଁ ଦର୍ଶକଙ୍କ ଅଜଶ୍ର ଭଲପାଇବା ଆପଣଙ୍କ ଏ କାର୍ଯ୍ୟକ୍ରମ ଉପରେ ନିଶ୍ଚିତ ଭାବେ ରହିଛି ଯାହା ଆଗାମୀ ଦିନରେ ରେକର୍ଡ କରିବ ବୋଲି ମୋର ଆଶା.
    ଏବେ ଲେଖିବାକୁ ଯାଉଥିବା ସମସ୍ତ ବିଷୟ ବସ୍ତୁକୁ ଆପଣ ମୋର ସ୍ୱାର୍ଥ ବୋଲି ଭାବି ପାରନ୍ତି ବା ତାକୁ ଅନୁରୋଧ ଭାବେ ନେଇପାରନ୍ତି,କଥା ହେଲା ଯେତେବେଳେ ଶିକ୍ଷା କଥା ଆସେ ସେତେବେଳେ ରାଜ୍ୟ ବା ଦେଶରେ ଗ୍ରନ୍ଥାଳୟ ବା ଗ୍ରନ୍ଥାଗାରର ଦୁରବସ୍ତା ଦେଖିଲେ ଲାଗେ ଆମେ କେତେ ଅବ୍ୟବସ୍ଥିତ, ଥରେ ଭାବିଲେ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଯଦି ଗାଁ,ସହର ଇତ୍ୟାଦିରେ ଭଲ ଲାଇବ୍ରାରିଟିଏ ଥାନ୍ତା ତେବେ ଏହା କେତେ ଉପକାରୀ ହୁଅନ୍ତା, ଗରିବ,ଧନୀ,ଆବଳ, ବୃଦ୍ଧ,ବନିତା ଏହାର ସୁଯୋଗ ନେଇ ନିଜ ଜ୍ଞାନର ବିକାଶ କରିବା ସଙ୍ଗେ ସଙ୍ଗେ ସଂସ୍କୃତି ସମ୍ପର୍ଣ୍ଣ ହୋଇପାରନ୍ତେ, ଏକ ଭଲ ବାତାବରଣ ସୃଷ୍ଟି ହୋଇପାରନ୍ତା,
    ପୁଣି ଅନେକ କଥା ଅଛି ଯାହାକୁ ବ୍ୟକ୍ତ କରିବା ଏଠି ସମ୍ଭବ ନୁହେଁ, ତେଣୁ ଅନୁରୋଧ ଗୋଟିଏ ଦିନ ଏହାରି ଉପରେ ଏକ ଏପିଷୋଡ଼ କରିବା ପାଇଁ..
    "ଆମ ଜୀବନରେ ଲାବ୍ରରୀରର ଭୂମିକା କଣ ରହିଛି"?

  • @gurudevmatia9360
    @gurudevmatia9360 3 года назад +42

    ପପୁ ଭାଇ,,, ସାବିତ୍ରୀ ବ୍ରତ ବିଷୟ ରେ ତୋ ହେଲା ,, ରୋଜ ସଂକ୍ରାନ୍ତି ବିଷୟ ରେ ତି କେ ହୋଉ,,plz,, rpl ଦିଅ

  • @samit_mishra
    @samit_mishra 3 года назад +13

    Omg ....interesting 🤣🤣🤣

  • @dibyaimages5359
    @dibyaimages5359 3 года назад +10

    Papu bhai MAA nka upare gote eapisod karantu plz.🙏
    Dibya sankar madhual .From Soro.
    Love you papu bhai ❤️

  • @santalilearning6702
    @santalilearning6702 3 года назад +1

    Joha ge popu

  • @sujitofficials
    @sujitofficials 3 года назад +7

    ପପୁ ଭାଇ ପ୍ରଣାମ ବହୁତ ଭଲ ବିଷୟ ଆଲୋଚନା

  • @amlanpalvlogs6052
    @amlanpalvlogs6052 3 года назад +1

    Papu bhai apana bahut bhala padakhepa neichanti byanga rupa re bhala bhala katha sabu samaja ku sikheibara prayasa swagata jogya. proud of u. we need stars like u😊. -- Amlan Pal (jspur)

  • @bhaktatapu1763
    @bhaktatapu1763 3 года назад +9

    Papu bhai odisha ra no 1 comedy actor and you are a best advisor for society love you❤❤ bhai love you

  • @welcomefriends8000
    @welcomefriends8000 3 года назад +1

    Nice topic

  • @samit_mishra
    @samit_mishra 3 года назад +11

    Sir aji kali au sabitri broto..broto bholia laguni...photoshoot pain hela bholia laguchi....emiti kahinki houchi🤔

  • @nileshsahoo7161
    @nileshsahoo7161 3 года назад +1

    Present sir.

  • @samirbhoi7022
    @samirbhoi7022 3 года назад +12

    ପରକୀୟା ପ୍ରେମ ଉପରେ ଗୋଟିଏ video କରନ୍ତୁ sir

  • @himesahoo6734
    @himesahoo6734 3 года назад +5

    ସାବିତ୍ରୀ ଙ୍କ ସତୀତ୍ୱ ରିପୋର୍ଟ
    --------------------------------
    ସକାଳୁ ସକାଳୁ ଫଳ କିଣି ଫେରିବା ବେଳକୁ,
    ସତ୍ୟବାନ୍ ଙ୍କୁ ବାଟରେ ପୋଲିସ ଜଗିଲା ।
    ସତ୍ୟବାନ୍ ଙ୍କ ମୁହଁରେ ନଥିବାରୁ ମାସ୍କ,
    ଦି ହଜାରେ ଫାଇନ ମାଗିଲା ।
    ହସି ହସି ସତ୍ୟବାନ୍ କହିଲେ - ସାରେ !
    ମାସ୍କ୍ ମୋ ପକେଟ୍ ରେ ଅଛି, ଜାଣିକି ପିନ୍ଧିନି ।
    ଆଜି ପରା ସାବିତ୍ରୀ ବ୍ରତ, କରୋନା କଣ ,
    ଯମ ବି ମୋର କିଛି କରି ପାରିବେନି ।
    ସତ୍ୟବାନ୍ ଙ୍କ ଦମ୍ଭ ଦେଖି କନେଷ୍ଟବଳ
    ସତ୍ୟବାନ୍ ର ବ୍ୟାଗ୍ କୁ ଗାଢେଇ ଚାହିଁଲା,
    ଦୁଇଟା ଦେଶୀ ଆମ୍ବ,ଦୁଇଟା କଦଳୀ, ଗୋଟାଏ ସେଓ,
    ଗୋଟାଏ ଖୁକୁଡ଼ି ନଡ଼ିଆ, ଆଉ ଦରପାଚିଲା ପଣସ ଗୋଟେ ଦେଖି ବହଟେ ହସିଲା ।
    କହିଲା, କରୋନା କି ଛାର ତୋର ପ୍ରାଣ ନବ ଭଲା,
    ତୁ ତ କେବଳ ସାବିତ୍ରୀ କୋପରୁ ବଂଚିଗଲେ ହେଲା ।
    ଧନରେ ! ମୋ ମନ କହୁଛି,
    ବିପଦରେ ଅଛି ତୋର ପ୍ରାଣ
    ଆଜି ଟିକେ ସତର୍କ ହେଇ ଚଳିବୁ ବାପା ସତ୍ୟବାନ !
    ତୋ ଅବସ୍ଥା ଦେଖି ମୋତେ ଲାଗିଲାଣି ଦୟା,
    ତୋ ଠୁ ଫାଇନି ନେଲେ ମୋତେ କଣ ଧରମ ସହିବ?
    ମୁଁ ଦେଉଛି ପଚାଶ ଟଙ୍କା, ପାଖରେ ରଖିଥା,
    ଗଲାବେଳେ ଆଇଓଡେକ୍ସ ଟେ କିଣି ନେଇଯିବୁ,
    କେତେବେଳେ କୋଉ କଥା କିଏସେ କହିବ ?
    ଉତ୍ଫୁଲିତ ମନ ନେଇ ସତ୍ୟବାନ୍ ଘରେ ପହଞ୍ଚିଲେ,
    ଆଣିଥିବା ନୈବେଦ୍ୟ କୁ ସାବିତ୍ରୀ ଙ୍କ ପାଖେ ପରଶିଲେ ।
    ଦେଖି ଦେଇ ଭୋଗ ଥାଳି, ସାବିତ୍ରୀ ଙ୍କ ହାଡ଼ ଗଲା ଜଳି,
    ଅବିଳମ୍ବେ ତାଙ୍କ ଦେହେ, ବିଜେ ହେଲେ ମହାକାଳୀ,
    ସତ୍ୟବାନ୍ କାରଣ ପୁଛନ୍ତେ, ସାବିତ୍ରୀ ଛାଡ଼ିଲେ ବୋବାଳି,
    ହାଏ ମୋ କପାଳ କାହିଁକି ମୁଁ ୟାକୁ ବାହା ହେଲି?
    ଏବେ ଏଇ ପୂଜା ଥାଳି ଧରି କେମିତି ମୁଁ ଉଠେଇବି ଫଟ ?
    ଫେସବୁକ୍ ରେ ପୋଷ୍ଟ କଲେ , ମୋର କଣ ଆଉ ରହିବ ଇଜ୍ଜତ !
    ସାବିତ୍ରୀ ସେଲଫି କଣ୍ଟେଷ୍ଟ ରେ କେତେ କିଏ ନେଉଛନ୍ତି ଭାଗ,
    ଖାଲି ଯାହା ମୋର ଦୁର୍ଭାଗ୍ୟ,
    ତମପରି ପୋଡ଼ାମୁହାଁ ସତ୍ୟବାନ୍ ପାଇଁ,
    ଏ ବର୍ଷ ବି ସେଲଫି କଣ୍ଟେଷ୍ଟ ରେ ମୁଁ ବେଷ୍ଟ୍ ସାବିତ୍ରୀ ହେଇ ପାରିବି ନାହିଁ ।
    ସତ୍ୟବାନ୍ କହିଲେ - ଗୋ ପ୍ରିୟେ !
    ଅସଲ ରେ ସାବିତ୍ରୀ ତ ସିଏ,
    ନକହି ଯେ ବୁଝିପାରେ ସ୍ଵାମୀ ମନ କଥା,
    ସବୁ ବେଳେ ସାଥେ ଥାଏ ,ଯେମିତି ଥାଉ ପଛେ ସ୍ଵାମୀ ର ଅବସ୍ଥା ।
    ଶ୍ରଦ୍ଧା ଥିଲେ ସଢ଼ା ପଣସ ର ଭୋଗ ବି ଚଳିବ,
    ଏ ଫେସବୁକ୍ ପ୍ରତିଯୋଗିତା ରୁ ଆମକୁ କଣ ବା ମିଳିବ?
    ବାସ୍ ! ଏତିକି ରେ ଆଣିଥିବା ଖିକୁଡ଼ି ନଡ଼ିଆ ଟା ,
    ସିଧା ଯାଇ ସତ୍ୟବାନ୍ ମୁଣ୍ଡରେ ବାଜିଲା,
    ସତ୍ୟବାନ୍ ଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା,
    ମୁଁହ ମାଡି ସତ୍ୟବାନ୍ ତଳେ ଗଲେ ପଡ଼ି,
    ମରିଗଲି ମରିଗଲି ଛାଡ଼ିଲେ ସେ ରଡ଼ି ।
    ରାଗରେ ସାବିତ୍ରୀ କବାଟ କିଳିକି ଶୋଇଲେ,
    ଆଶୁ ଚିକିତ୍ସା ପାଇଁ ସତ୍ୟବାନ୍ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଧାଇଁଲେ ।
    ଛ ଫୁଟ ଦୂରରୁ ଡାକ୍ତର ପଚାରିଲେ କଣ ହେଇଛି?
    ସତ୍ୟବାନ୍ - ମୁଣ୍ଡ ଟା ବିନ୍ଧୁଛି, ଅଣ୍ଟା ଟା କାଟୁଛି ,
    ଛାତିରେ ଦରଜ ,ନିଃଶ୍ୱାସ ପ୍ରଶ୍ୱାସ ଲଗୁଛି ଭାରି ଅସହଜ ।
    ଡାକ୍ତର ଚିହିଁକି ଉଠିଲେ ଏହିକଥା ଶୁଣି,
    ନିଃଶ୍ୱାସ ପ୍ରଶ୍ୱାସ ଅସୁବିଧା ମାନେ
    ଦେହରେ ଅକ୍ସିଜେନ୍ କମ୍ ହେଲାଣି ।
    ଇଏ ତ ଶହେ ରୁ ଶହେ କୋଭିଡ୍ ଲକ୍ଷଣ,
    ଷ୍ଟାଫ୍ ଙ୍କୁ କହିଲେ କୋଭିଡ୍ ୱାର୍ଡ ରେ ତାଙ୍କୁ ଶୀଘ୍ର କର ଆଡ଼ମିଶନ ।
    ଯଥା ଶୀଘ୍ର କର ଆର ଟି ପି ଶି ଆର ଟେଷ୍ଟ,
    ଡ୍ଡୋଣ୍ଟ ୱରି ସତ୍ୟବାନ୍ ! ଦିଟା ପାରାସିଟାମଲ୍ ଖାଇ ନିଅ ତମେ ରେଷ୍ଟ ।
    ସତ୍ୟବାନ୍ କହିଲେ ସାର୍, ଏହା ନୁହେଁ କୋଭିଡ୍ ଲକ୍ଷଣ ,
    ଏଟା ସାବିତ୍ରୀ ଙ୍କ ରୋଷ ର କଷଣ ।
    ଡାକ୍ତର କହିଲେ - ବନ୍ଦ କର ବେକାର ଭାଷଣ,
    ତୋ କଥା ଶୁଣିବାକୁ ନାହିଁ ମୋର ବେଳ,
    ବାହାରେ ପେସେଣ୍ଟ ପ୍ରବଳ,
    ଜାଣି ପାରୁନାହିଁ କେତେବେଳେ କଣ କରିବି?
    ଏଣେ ଶ୍ରୀମତୀ ଡାକିଲେଣି ଶୀଘ୍ର ଘରକୁ ଗଲେ ,
    ଫେସବୁକ୍ କଣ୍ଟେଷ୍ଟ୍ ପାଇଁ ତାଙ୍କର ଫଟ ଉଠେଇବି ।
    ସତ୍ୟବାନ୍ କୋଭିଡ୍ ଆକ୍ରାନ୍ତ ବୋଲି ଚାରିଆଡ଼େ ରାଷ୍ଟ୍ର ହୋଇଗଲା,
    କଲୋନୀ ସାରା ଫୁସୁରୁ ଫାସର,
    ଆଜି ଭଳିଆ ଦିନରେ ସାବିତ୍ରୀ କୁ ଏଇ ଦୁଃଖ ପାଇବାର ଥିଲା ।
    ହାଏ ତା କପାଳ !
    ସାବିତ୍ରୀ ସତ୍ୟବାନ୍ ଙ୍କୁ ଫୋନ କରି କହିଲେ,
    ଦେଖିଲ ତ ! ସାବିତ୍ରୀ କୁ ଅସନ୍ତୁଷ୍ଟ କରିବାର ଫଳ ।
    ଯଦିଓ ସତ ଜାଣିଥିଲେ ,
    ତଥାପି ଡର ଥିଲା ସାବିତ୍ରୀ ଛାତିରେ,
    ଯଦି ସତରେ ସତ୍ୟବାନ୍ କୋଭିଡ୍ ଆକ୍ରାନ୍ତ ହୁଅନ୍ତି,
    ତେବେ କଳଙ୍କ ଲାଗିପାରେ ତାଙ୍କ ସତୀତ୍ୱ ରେ।
    ପରଦିନ ସକାଳୁ ସକାଳୁ ସାବିତ୍ରୀ ଙ୍କ ସତୀତ୍ୱ ର ରିପୋର୍ଟ୍ ଆସିଲା,
    ସବୁ ଥର ପରି ଏଥର ବି ସାବିତ୍ରୀ ଙ୍କ ଜୟ ଗାନ ହେଲା।
    ସତ୍ୟବାନ୍ କୋଭିଡ୍ ନେଗେଟିଭ,
    ଏବେ ସାରା କଲୋନୀ ରେ ଏଇ କଥା ପଡୁଛି ଉଠୁଛି ।
    ସାବିତ୍ରୀ ତା ତପ ବଳେ ଗୋଟିଏ ଦିନରେ,
    ସତ୍ୟବାନ୍ ଙ୍କୁ କୋଭିଡ୍ ପଜେଟିଭ ରୁ ନେଗେଟିଭ କରି,
    ଯମ ଦୁଆର ରୁ ଫେରାଇ ଆଣିଛି ।
    🙏🙏🙏

  • @sarojnayak136
    @sarojnayak136 3 года назад

    ବହୁତ୍ ସୁନ୍ଦର ବିଷୟ ଆଲୋଚନା
    ପପୁ ଭାଇ

  • @movieands6104
    @movieands6104 3 года назад +5

    Super Sir

  • @lachhamanbhoi5536
    @lachhamanbhoi5536 3 года назад +1

    😍😍😍 ATI Sundar Pappu bhai 🙏🙏🙏

  • @sanyasipradhan5737
    @sanyasipradhan5737 3 года назад

    You are Great thanks papu sir

  • @OD05vloggerbikashkumar
    @OD05vloggerbikashkumar 3 года назад

    Super Bhai apananka ra sabu episode mast laguchi Bhai

  • @ranjanbunu5969
    @ranjanbunu5969 3 года назад

    Pura 1no satyaban

  • @hmeproductions753
    @hmeproductions753 3 года назад

    Best Sir amar Popu Sir....best o luck

  • @jagadishdhal12err45
    @jagadishdhal12err45 3 года назад

    Bes bes HeLa ja

  • @rajsekhardas50
    @rajsekhardas50 3 года назад

    Papu sir LOVE YOU . Apana aau apananka ghare sabu bhala re thaantu. Love you from Balasore.

  • @movieands6104
    @movieands6104 3 года назад +1

    Right👍

  • @yourfriendsmitra9438
    @yourfriendsmitra9438 3 года назад

    Papu Bhai Love you

  • @Fullsanghatik.
    @Fullsanghatik. 3 года назад +6

    sir ମୁଁ ଆପଣଙ୍କର ବହୁତ ବଡ଼ fan
    sir ଆଧୁନିକ ଯୁଗର ସାବିତ୍ରୀର example tk ଦିଅନ୍ତୁ

  • @tigarjindahai...1119
    @tigarjindahai...1119 3 года назад

    Ekdam jhaks

  • @bablicreation6569
    @bablicreation6569 3 года назад +2

    Super video sir

  • @rajendralenka5523
    @rajendralenka5523 3 года назад

    Papu Bhai pura bobal video karucha ja hau apanaka pakharu odisha ra darshaka bahut kichi sikhuchanty apana sabubela bhalare ruhantu love you bro 🌹🌹🌹❤❤❤🙏🙏🙏

  • @sabitrisethi1738
    @sabitrisethi1738 3 года назад +4

    Supper 👌👌👌

  • @rrb850
    @rrb850 3 года назад +2

    I love you papu sir

  • @asutoshrathinayak3064
    @asutoshrathinayak3064 3 года назад +1

    ରୋଜ ପାଇଁ ଗୋଟେ ହୋଉ 👍

  • @ashiskumargochhayat7764
    @ashiskumargochhayat7764 3 года назад

    Jay tetiskoti Deva Devi

  • @sumitrana7364
    @sumitrana7364 3 года назад +3

    Papu sir I love you ❤️❤️❤️

  • @bhabanisankaracharya9368
    @bhabanisankaracharya9368 3 года назад +3

    1st song most interesting❤️❤️❤️

  • @bjcreations492
    @bjcreations492 3 года назад +2

    Hii sir good evening

  • @sumansunamudi8982
    @sumansunamudi8982 3 года назад +3

    Papu sir aaji mu 22 subscribers badhei deli😀

  • @ranjanbunu5969
    @ranjanbunu5969 3 года назад

    Savitri brata re shirt ta badhia heichi

  • @lipikadas7194
    @lipikadas7194 3 года назад

    Bohut badhiya🙏😂

  • @niluagasti9602
    @niluagasti9602 3 года назад

    Good massage for society . Thank you so much.

  • @abinashbhutia
    @abinashbhutia 3 года назад +4

    Mst 🔥

  • @DilipDas-pj3gj
    @DilipDas-pj3gj 3 года назад

    Papu bhai toma jamiti kotha gula kohacho. Bhala laguchi. Kitu papu bhai ata. Kotha janucho kamiti

  • @pannalalpatwa8106
    @pannalalpatwa8106 3 года назад

    Interesting

  • @lalitamahanta5298
    @lalitamahanta5298 3 года назад

    So nice papu bhai

  • @pkswaincreation246
    @pkswaincreation246 3 года назад

    ପପୁ ଭାଇ ମୁଁ ତୁମର ବହୁତ ବଡ଼ ଦର୍ଶକ,
    ତୁମର ସେ ''ତୋ ବିନା ମୋ କାହାଣୀ ଅଧା'' ଫିଲ୍ମରେ
    ଯେଉଁ କମେଡି କରିଥିଲେ, ସେବେଠାରୁ ଆପଣଙ୍କର ସବୁ କମେଡି ମୋତେ ବହୁତ ଭଲ ଲାଗେ ।।
    ଭାଇ ଗୋଟିଏ ଅନୁରୋଧ 'ଜନ୍ମରୁ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ପୁଅ ମାନଙ୍କ ଜୀବନ କାହାଣୀ ଓ ଝିଅ ମାନଙ୍କ ଜୀବନ କାହାଣୀ' ଉପରେ ଗୋଟିଏ ଅଧ୍ୟାୟ
    Please please please 🙏🙏🙏🙏

  • @asenapati6390
    @asenapati6390 3 года назад +7

    ପପୁ ଭାଇ ଶାଳୀ ଉପରେ tk କ୍ଲାସ ହଉ

  • @Sudamjena143
    @Sudamjena143 3 года назад

    100%right

  • @OD05725
    @OD05725 3 года назад

    Papu bhai apana kna Odia handwriting ta bahut badhiya 🔥🔥👍👍

  • @tapascreationtc4706
    @tapascreationtc4706 3 года назад +1

    Nice concept Papu bhai......Bhala lagila👍🙏

  • @kpclasses4.068
    @kpclasses4.068 3 года назад +3

    Papu sir pranam,
    Mu mo family loka samaste apanku bahut vala paanti basically mo jeje maa apananku bht vala paee au bada fan Madhya...
    Online class re badhiya topic Sabu karuchanti vala vala katha ame sikhibaku pauchu...
    Mo ra gote topic thila jadi vala lagiba present karibe.
    Topic:- ama desa ra name alaga alaga kahinki..
    Description:- Gote pila ku pachariba "what is your country name?"
    Se kahiba :- india
    Au jana ku pacharib "ama desa ra nama kana"
    Se kahiba :- Bharat
    Jadi hindi pila nku pachariba " hamara desh ka nam kya hai"
    Se kahiba:- Hindustan
    Why ate name kn pain..
    Au Sabu country like Australia, America, japan semankara ta gotie name..
    Amara kahinki alaga....
    Please tike online class re present karantu....
    Au gote request mo jeje maa name tike online class re kahibe "Mali Panigrahi from Jajpur"
    Thank you
    Jay Jagannath

  • @gyanaranjanupadhyaya9475
    @gyanaranjanupadhyaya9475 3 года назад

    Standing comedy papu Bhai nka thu start!Odisa re!

  • @anantaswain5068
    @anantaswain5068 3 года назад

    super bhai
    a

  • @bijunayak6631
    @bijunayak6631 3 года назад

    Very nice papu sir

  • @manojkumarmallik3904
    @manojkumarmallik3904 3 года назад

    So sweet

  • @NareshKumar-jv2qs
    @NareshKumar-jv2qs 3 года назад

    Nice video

  • @sarojkantamohanty2409
    @sarojkantamohanty2409 3 года назад

    Nice

  • @bipinmatagajasingh7947
    @bipinmatagajasingh7947 3 года назад

    Good motivation

  • @nandinisahu6995
    @nandinisahu6995 3 года назад

    Would best comedian papu pom pom 🙏🙏🙏🙏👍👍👍👍👍👍

  • @rajkishordehuri2464
    @rajkishordehuri2464 3 года назад

    Super

  • @itsmeakku663
    @itsmeakku663 3 года назад +4

    Joumane marriage na kari bi savitri upas karuchanti ,, semana nka pain pade hau😂

  • @samesame7329
    @samesame7329 3 года назад

    Very intresting topic

  • @ashumohanty9488
    @ashumohanty9488 3 года назад

    Papu bhai apanakara mu gote nua student

  • @Krishna_mj_Creation
    @Krishna_mj_Creation 3 года назад

    papu sir mu apanaka jane dely darsaka jou dina jou parba parbani paduchi se dina ta upare class karajau jaha phalare ajika pidhi ku nija parmpara bisayare kichi ta gyana milipariba , mo katha rakhile mu bahut khusi hebi

  • @gopalenterprisekeonjhar9176
    @gopalenterprisekeonjhar9176 3 года назад +1

    Superb rap😂😂👌👌👌😍😍☺️☺️

  • @k.dvlogs9160
    @k.dvlogs9160 3 года назад

    Papu Sir Mu Tmr Sabu Episode Dekhuchi 🙏❤️😉

  • @asmusic7637
    @asmusic7637 3 года назад +20

    ପପୁ ଭାଇ ....... please make a video between ..vagetarians Vs non vagetarians...🍖🍖🍖🍖 Which....we should be ????????
    🙏🙏🙏🙏🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️❤️❤️❤️❤️❤️💕💕💕💕💕💕💕💕💕💕💕💕

  • @pintutaan
    @pintutaan 3 года назад

    Papu sir 🙏🙏🙏

  • @Rajeshsahoo-e7v
    @Rajeshsahoo-e7v 3 года назад +2

    Mu Cuttack ru rajesh sahoo _Sir satare kan au savitrii achanti jia tanka.swaminka pai nija jiban saha ladhiki ta swamiku banchei pariba

  • @prasantkumar1827
    @prasantkumar1827 3 года назад

    In waiting

  • @pranabkumarsarangi2934
    @pranabkumarsarangi2934 3 года назад

    Papu sir apananka life story suniki mu kandi pakeili 😥😥😥😥

  • @user-qv7vm6gf2k
    @user-qv7vm6gf2k 3 года назад

    Beautiful nice bohut badhia

  • @dibyajyotimohanta9139
    @dibyajyotimohanta9139 3 года назад

    Super popu bhai

  • @jayantkumarofficial1436
    @jayantkumarofficial1436 3 года назад

    Wowww 👍👍👍😂😂

  • @bikrampatra7501
    @bikrampatra7501 3 года назад

    👌 👍...

  • @k.r.creddy4541
    @k.r.creddy4541 3 года назад +1

    Apk on line classes great... Papu Sir 🙏

  • @harichandan8748
    @harichandan8748 3 года назад

    ପପୁ ଭାଇ ଜୟ ଜଗନ୍ନାଥ
    ଭାଇ ମୁ ପୁରା ଡ଼ରିଜାଇଥିଲି
    ମାରିବା କଥା ଶୁଣିକି ମୁ ସୋମନାଥଙ୍କ
    ପାଖରେ ପ୍ରାର୍ଥନା କରିଥିଲି ମୋ ପ୍ରାର୍ଥନା
    ସୋମନାଥ ଶୁଣିଲେ ଆଉ ମୋ ଭାଇ କୁ
    ଭଲ କରିଦେଲେ .......ଜୟ ସୋମନାଥ ....

  • @vamsinalla1168
    @vamsinalla1168 3 года назад +1

    Osm

  • @TameshKumarofficial
    @TameshKumarofficial 3 года назад

    Love u sir

  • @k.dvlogs9160
    @k.dvlogs9160 3 года назад

    ❤️❤️❤️❤️❤️Love you

  • @satyaprakashmal9348
    @satyaprakashmal9348 3 года назад

    Mu apankor bohut Bodo fan

  • @santoshghadei2446
    @santoshghadei2446 3 года назад

    Pappu sar namskar love you 🙏🙏🙏

  • @subratkumarpradhan1810
    @subratkumarpradhan1810 3 года назад

    Fan 3 dela belaku thanda laguchi 😁😁😁😁😁🤣🤣🤣😂😂

  • @prabhas796
    @prabhas796 3 года назад

    Mast lagla😂😂😂

  • @MrHruda
    @MrHruda 3 года назад +1

    I have requested for this type of topic. Thank you

  • @pradeepbarik5445
    @pradeepbarik5445 3 года назад

    Dear Papu Bhai 🙏🙏🙏
    Mu Bahut Comment Karuchi But Apana Mo Comment Dekhunahanti..
    Love From Patkura Kendrapara..

  • @shaktiprakashrout9479
    @shaktiprakashrout9479 3 года назад +1

    Uncle hostel life upare ki6i kara plz

  • @himesahoo6734
    @himesahoo6734 3 года назад +2

    ପପୁ ଭାଇ ଏହି ଟିକୁ ଟିକିଏ ପଢିବ

  • @shreetamgaming143
    @shreetamgaming143 3 года назад

    ÉNTRY SONG 🎵♥❤💕👌😍🎵♥❤💕👌😍🎵♥❤💕👌😍 MST

  • @lokeshswami5662
    @lokeshswami5662 3 года назад

    A One

  • @Psychoboi1
    @Psychoboi1 3 года назад +1

    👌👌😊

  • @Randomlyme
    @Randomlyme 3 года назад

    Join pakka kara jiba

  • @statusguru2655
    @statusguru2655 3 года назад

    ରଜ ସଂକ୍ରାନ୍ତି ବିଷୟରେ କୁହତୁ ସାର

  • @samesame7329
    @samesame7329 3 года назад +1

    Only competition, social media war bhaliya laguchi..get up nio photo uthao, selfie nio.. uploaded pare love khatam.. aaji ro trending sabitri brato

  • @vamsinalla1168
    @vamsinalla1168 3 года назад +1

    A1

  • @maharathi1999
    @maharathi1999 3 года назад +10

    ପପୁ ସାର୍ ରଜ ରେ ପୁଅ ବା ଟୋକା ମାନ ଙ୍କ ର କଣ କର୍ମ ଓ ଦାୟିତ୍ବ ହେଲେ କଣ କରୁଛନ୍ତି ଆଉ ରଜ ରେ ସେମାନେ କରିବେ କଣ ଟିକେ ଏହି ଟପିକ୍ ଓପରେ ଜଣାନ୍ତୁ 😊😊

  • @pabitrabehera9186
    @pabitrabehera9186 3 года назад

    Beautiful

  • @ranjitbehera027
    @ranjitbehera027 3 года назад +6

    Papu sir Namaskar🙏🙏 Mo Naa Ranjit Behera(Sipu) Bhadrak District. Plz sir Mo name Tika kuhantu

  • @vamsinalla1168
    @vamsinalla1168 3 года назад

    Full support

  • @khageswarofficial.2.046
    @khageswarofficial.2.046 3 года назад

    Good evening papu sir

  • @baichancecreation7082
    @baichancecreation7082 3 года назад

    U r great, really lv u Popu Bhai, u r mayurbhanjia...

  • @Being_Ganesh
    @Being_Ganesh 3 года назад

    ❤️❤️❤️❤️