Sir mu apanka show Daily primier ru dekhe kintu ajira ei episode dekhila pare mu pura imotional heigali mate lagila apanankara jetiki episode heichi mo pain eita best episode😥😥
🙏🙏 🙏 Papu sar tumo onlin class khanti odisa ra nuho sar amo Andhra Pradesh Srikakulam dist ra modhya bohut luko dakhila au mu bii tumoro bohut bodo fan sar god bless you sar jai jagannath 🙏🙏 tumoku jagannath ghonto ghudai kii rokhontu. Mind blowing comedi and song all your my favourite ❤️❤️ you sar 🙏🙏
Different between Papu Sir and Other Motivation speakers is sir always on truth or successively and others based on probability or imaginative. Great Sir....... ମୋ ଓଡ଼ିଆ ଭାରି ବଢିଆ (ବନ୍ଦେ ଉତ୍କଳ ଜନନୀ)
One Of The Most Philosophical Season by a great PHILOSOPHER PAPPU BHAI ❤️❤️ Lines From 8:20 to 8:90 👌🏻❤️ 11:28 to 11:45 from 15:15 Eka hrudayasparshi adhya... e topic ti gote elastic band bhali jete bhidu thiba sete lamba heuthiba...
Vai sampoorna vabe sata 😭😭😭 Mo A be bi paisha bancheiba pani Nandaa hai jauchi chotty Katiba pani paisha nihi noha paisha banchile mo ma gharako adhika paisha pathei paribi👍😭😭😭😭😭
Mard.. ko dard hota hai, koi puchne wala chahiye, hum apni taklif batayenge koi puchne wala chahiye.
ସତରେ ପପୁ ଭାଇ ଙ୍କର ଏ ଆଧ୍ୟାୟ
ବହୁତ ସୁନ୍ଦର ଲାଗିଲା
ଶବ୍ଦ ନାହିଁ
କିଛି ଅଧିକା ଲେଖିବା ପାଇଁ
ଗପ ଟି ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଥିଲା 👌
ବୁଝିବା ଲୋକ ଯଦି କିଏ ଦେଖୁଥାନ୍ତି, ନିଶ୍ଚିତ ଭାବେ ବୁଝିପାରିବେ ଯେ ପୁରୁଷ ମାନେ ଭି ମଣିଷ । ସେମାନେ ଭି କାନ୍ଦନ୍ତି କିନ୍ତୁ ଅଜାଗା ଘା କାହାକୁ ଦେଖେଇହୁଏନି ବୋଲି ସବୁ ଦୁଃଖ କଷ୍ଟ କେବଳ ନିଜ ପାଇଁ ସାଇତି ରଖନ୍ତି ଆଉ କଷ୍ଟ ପାଆନ୍ତି । Love You Papu Sir❤️❤️❤️❤️❤️❤️❤️
ବହୁତ ସୁନ୍ଦର ଅଧ୍ଯାୟ ଟିଏ । ସତରେ ପୁଅ ମାନେବି କାନ୍ଦନ୍ତି । ତାଙ୍କୁ ବି କଷ୍ଟ ହୁଏ । ପରିବାରର କର୍ତ୍ତବ୍ଯ ଆଗରେ ନିଜର ସ୍ବପ୍ନ ଓ ଆଶା ସବୁ ବଳି ପଡିଯାଇଥାଏ । ଧନ୍ଯବାଦ ଆପଣଙ୍କୁ ଏତେ ସୁନ୍ଦର ବିଷୟ ଉପରେ video କରିଥିବାରୁ । Love You♥
Gret sir ଆଖିରୁ ଲୁହ ଆସିଗଲା sir ବହୁତ ଦୁଃଖ ଲାଗିଲା
ହୃଦୟସ୍ପର୍ଶୀ ତଥା ବାସ୍ତବବାଦୀ ଉପସ୍ଥାପନା ଟିଏ; ସମାଜର ନଗ୍ନ ରୂପରେଖ ର ନିଖୁଣ ଉପସ୍ଥାପନା ସକାଶେ ହୃଦୟ ରୁ ଅଶେଷ ଧନ୍ୟବାଦ।
ବହୁତ ସୁନ୍ଦର କଥା... ପୁରୁଷ କମିଶନ ଗଠନ ହେଉ
ହୃଦୟକୁ ଛୁଇଁଲା ଭଳି କଥାଟିଏ କହିଛନ୍ତି , ସବୁ ମାଆ,ବାପା ,ଭାଇ ଭଉଣୀ ଏକଥାକୁ ବୁଝି ପାରିଲେ ଭଲ । ସଂସାରରେ ପୁଅ ଝିଅ ସମସ୍ତଙ୍କୁ ସମାନ ସ୍ନେହ,ଭଲପାଇବା ଓ ଆଦର ମିଳିବା ଉଚିତ । ସମସ୍ତଙ୍କ ସୁସ୍ଥ ମାନସିକତା ପାଇଁ ।
Sir ମୋ ଆଖି ଟିକେ ଓଦା ହେଇଗଲା । dill se salute ଆପଣକୁ ❤️❤️। ପୁଅ ପିଲାଙ୍କ ମନକଥା କହିଲେ ଆପଣ🙏🙏
ପପୁ ଭାଇ ସୁପର
ଆଜିର ଟପିକ୍ ପୁରା bobal ଥିଲା mind bloing ଚମତ୍କାର ଅତିସୁନ୍ଦର । ଭାଇ ଭଲ ଲାଗିଲା ଏମିତି real life ରେ ହେଉଛି ।
କିନ୍ତୁ କେହି ପୁରୁଷର ମହତ୍ତ୍ଵ ବୁଝନ୍ତିନି ।
Thank you bro.........
ପପୁ ଭାଇ ପ୍ରଣାମ I ପ୍ରକୃତ ଗାଁ ନିଚ୍ଛକ ଉଦାହରଣ.......
Ete dina pare episode bhalia episode te helaa.....PApu bhai hatsoff to you....dil se dhanyabad
ଏତେ ଦିନ ପରେ ଝିଅ ଙ୍କ ପରେ ପୁଅ ର ପଡିଲା ପାଳି
ପୁଅ ମାନେ ଏବେ ଫୁଲାଅ ଛାତି ସାର୍ଟ ବୋତାମ ଖୋଲି
ପପୁ ଭାଇ ଆମ ନୂଆ କଥା କହି ଖୋଲିବେ ସବୁ ଗୁମର
ଦୁଃଖୀ ଟିଏ ସିନା ଦୁଃଖ କୁ ବୁଝିବ ସିଏ ପପୁ ଭାଇ ଆମର
ପପୁ ଭାଇ ତୁମେ ସର୍ବଦା ନମସ୍ୟ ତୁମେ ହିଁ କଳାକାର
ନିଛକ କଥାକୁ ସମାଜେ ପକାଇ ବସା ବାନ୍ଧିଛ ହ୍ରୁଦୟର
ଅତି ଚମତ୍କାର, ମାର୍ମିକ, ନିଚ୍ଛକ ସତ୍ୟ କଥା ଓ ହୃଦୟ ସ୍ପର୍ଶୀ ହୋଇପାରିଛି ଏହି ଅଧ୍ୟାୟ ଟି. ଏକ ନିଆରା ଅଧ୍ୟାୟ, ଧନ୍ୟବାଦ
ପପୁ ଭାଇ ଏହି ଭିଡ଼ିଓ ଦେଖିଲାପରେ ମୁଁ ଲୁଚି ଲୁଚି କାନ୍ଦିପକେଇଲି, କାଳେ କିଏ ଦେଖିଦେବେ, ପୁଅ ମାନଙ୍କ ଛାତିରେ ବହୁତ କୋହ
Bhai tuma kahani aaji mo heart 💓 ku chhuichhi, salute bhai...
Actually real katha kahila...
ସତରେ ଭାଇ ପୁଅ ହେବା ବହୁତ କଷ୍ଟ, ଆଉ ଯଦି ବଡ଼ ପୁଅ ହେଇଛ ତ ଜୀବନ ବହୁତ ବହୁତ କଷ୍ଟ....
ଭାଇ ମୁ ମୋ ଜୀବନରେ ୩୦ ବର୍ଷ ହେଇଗଲା, ଖୁସି କଣ ଆଜିଯାଏ ମୁ ଜାଣି ପାରିଲିନି, ପରିବାର ର ଖୁସି ପାଈଁ ମୁ ମୋ ଖୁସି ଭୁଲି ଯାଇଛି, ସମସ୍ତଙ୍କ ଇଛା ପୂରଣ କରିବାକୁ ଚେଷ୍ଟା କରୁଛି ଆଜିଯାଏ, ତଥାପି ସମସ୍ତେ ମତେ ଭୁଲ ବୁଝୁଛନ୍ତି, ଦୁଖ ଏଥିପାଇଁ ଲାଗୁଛି ଜେ ମତେ କେହି ବି ବୁଝୀ ପାରୁ ନାହାନ୍ତି.....
ସାର୍ ଆଜି ଆପଣ ପୁଣି ଥରେ ଏହି କଥା ଟି ମନେ ପକେଇ ଦେଲେ ଆଉ କନ୍ଦେଇ ଦେଲ ସାର୍ କିନ୍ତୁ ଆମେ ହାରିବା ନାହିଁ 🤣🤣🤣🤣🤣
ମୋ ପାଖରେ ଶବ୍ଦ ନାହିଁ କେମିତି ଆପଣଙ୍କୁ ଧନ୍ୟବାଦ ଜଣାଇବି । ପ୍ରକୃତରେ ଆଜି ର episode ମୋତେ speechless କରି ଦେଲା। ପ୍ରକୃତରେ ଏଇ ସତ୍ୟ ଘଟଣା ଖାଲି ମୋ ହୃଦୟକୁ କ'ଣ ପ୍ରତି ଟି ପୁଅ ଙ୍କ ହୃଦୟ କୁ ନିଶ୍ଚୟ ଛୁଇଁବ । ଆପଣଙ୍କୁ କୋଟି କୋଟି 🙏
ପପୁ ସାର୍ ତମେ ଏଇ ଭଳି କରି ଚାଲ ଆମେ ତମ ସହ ଅଛୁ
ହୃଦୟସ୍ପର୍ଶୀ,ଆଉ ମର୍ମଭେଦୀ କେହି ବି ସମକକ୍ଷ ନୁହଁ ଆପଣକଂ ଉପସ୍ଥାପନ ସହ ।
ଏତେ ଦିନ ପରେ ପୁଅ ମାନଙ୍କ ପାଇଁ କେହି କହିଲେ ଭାଇ। ସଲୁଟେ ଭାଇ। mayurbhanjia dil de from Udala
ମହିଳା ଦିବସ ଭଳି ପୁରୁଷ ଦିବସ ପାଳନ କରାଯାଉ।। ରାଧେ ରାଧେ
ପୁରା ମନ କିନିନେଲ ପପୁ ସାର୍ ❤️❤️❤️
ଏକ ଗୁରୁତ୍ୱପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ବିଷୟବସ୍ତୁ। ବହୁତ ଭଲ ଲାଗିଲା।
ବହୁତ୍ ଧନ୍ୟବାଦ୍ ସାର୍ 🙏 ଯାହା ହଉ ଆମ ପୁଅ ମାନଙ୍କ ମନ କଥା କହିଥିବାରୁ
ପପୁ ଭାଇ ତମେ ସତରେ great । ତମେ ଏତେ ସରଳ ଭାବରେ ସବୁ ବିଷୟ ବୁଝାଉଛ ଯେ ଗୋଟେ ମୂର୍ଖ ବି ଆରାମ ସେ ବୁଝି ଯିବ। ପପୁ ଭାଇ ତମେ ଗୋଟେ ଶିକ୍ଷକ ହେବାର ଥିଲା ।ତମେ ଶିକ୍ଷକ ହେଇ କେତେ ପିଲା ଙ୍କୁ ଶିକ୍ଷିତ କରି ଥାଆନ୍ତ । ଲଭ ୟୁ ଭାଇ...♥️🙏
ଠିକ୍ କହିଲେ ପପୁ ଭାଇ.... ପୁଅ ମାନଙ୍କର କାନ୍ଦ କାହାକୁ ଦେଖାନ୍ତି ନାହିଁ କାହିଁକି ନା ସମସ୍ତେ ଭାବନ୍ତି ପୁଅ ମାନେ କାନ୍ଦିଲେ ସେ ମାଇଚିଆ ଜୀବନରେ କିଛି କରିପାରିବେନି, କିନ୍ତୁ ସେହି ମନର ଦୁଃଖ କୁ କେବେ କେହି ବୁଝି ପାରନ୍ତି ନାହିଁ🙏🙏🙏🙏🙏 great Papu Bhai
ଏବେକାର ଯୁବ ପିଢ଼ି shortcut ରାସ୍ତା ଆପଣାଉଛନ୍ତି କଷ୍ଟ କରିବାକୁ କେହି ବି ଚାହୁଁନାହାଁନ୍ତି । ଏମିତି ଭଲ ଭଲ content ଆଣ 👍
Eta hin aajira 21st century ra gote satyata 100% true
Papu bhai u r great....
Papu sir bahut bhadia concept saha kahuchanti.. Love from kolkata
ସବୁବେଳେ ହସାଉ ଥିବା ଲୋକଟି ର ଗୋଟେ ଭିଡିଓ କନ୍ଦେଇ ପରେ love you ପପୁ ଭାଇ🌹
Really Heart touching so sad bahut emotional karidela nice subject for society
Satare emiti bahut katha heithae jaota ame kahaku kahiparinathau,dukha bhi lage kintu society pain ame kandi bhi paruna, ebe suniki akhiru pani asigala😢, dhanyabad papu bhai amari katha ku kahithubaru🙏
ଶୁଭ ସନ୍ଧ୍ୟା papu sir🍂🍂
ଆଜିର ସମାଜ ରେ ଆପଣ ଆମ ମାନଙ୍କର ପ୍ରେରଣା ଯୋଗାଇବା ରୁ ଆପଣଙ୍କୁ ପ୍ରଭୁ ଜଗନ୍ନାଥ ତରଫରୁ ଆପଣଙ୍କର ଜୀବନ ସୁଖ ମୟ ହଉ . 🙏🙏🙏🙏🙏
ସାର୍ ଏଇ କଥା ସାଥିରେ ମୋ ଜୀବନ କାହାଣୀ ପରି ଲାଗିଲା । ବହୁତ ସୁନ୍ଦର କଥା ସବୁ ପୁଅ ପିଲା ମାନେ ପପୁ ସାରଙ୍କ ଠାରୁ କିଛି ଶିଖ
This is not Comedy Show It's a biggest Motivational Show I loved this show. 🙏🙏🙏🙏 ଜଗନାଥ ଆପଣଙ୍କୁ ଖୁସି ରେ ରଖନ୍ତୁ 🙏🙏🙏🙏
ପପୁ ଭାଇ ଆପଣଙ୍କ ବାପା ଓ ମା ଦୁଇଜଣଙ୍କ ଆଶୀର୍ବାଦ ମତେ ଦରକାର କାରଣ ସେମାନେ ତୁମ ଭଳି ପୁଅ ଜନ୍ମ କରିଛନ୍ତି ତୁମେ ଦୁନିଆର ସବୁ କଥା ଜାଣିଛ
ପପୁ Sir ଫିଲ୍ମ ଅପେକ୍ଷା Online Episode ଅଧିକ ଶିକ୍ଷଣୀୟ ଓ ହୃଦୟ ସ୍ପର୍ଶି...keep continued
ଧନ୍ଯବାଦ ପପୁଭାଇ ଆମ ମାନଙ୍କର କଥାକୁ ଏତେ ଭଲରେ ବୁଝେଇଥିବାରୁ
ସତରେ ପପୁ ଭାଇ ପୁଅ ପିଲା କାନ୍ଦନ୍ତି
Wow greathing sir...god bless you popu sir...sobu bele amiti new sikhya deu thhantu 🙏🙏🙏
So true and it is very emotional....
ସତରେ ଭାଇ ପୁରା ସତ କଥା କହିଲେ 👍 ଆଉ ବହୁତ HEART TOUCHING ବି ଥିଲା ❤️ ସେଥିପାଇଁ ମୁଁ ଆପଣଙ୍କର ଜଣେ ବଡ FAN🙏 MAA TARINI BLESS YOU PAPU BHAE🙏❤️🙏
Ahita pura satya katha ma sahita ahia ghatichi Papu sir I love you ❤️❤️❤️❤️❤️
Dunia ra kathor satya ktha.....
I'm just speechless.....
Sabu sehi jaga ra icha🙏
Sir bahut bada katha kahidele😭😭😭😭
ଭାଇ ବହୁତ୍ କାନ୍ଦ ଲାଗିଲା ଆଜି ର ଏପିଶୋଡ ଦେଖିକି 😭❤️❤️❤️❤️❤️ Love you sir❤️
Love you 💖💖💖 Papu Bhai
Papu sir great 👍👌👏🙌🙏🙏🙏 aita mo manar katha sabu sir apan kahidel ❤❤❤❤❤❤❤
Popu vi 🙏🙏🙏Namaste, 108thnx 4 this story is my 100%true, so b4/after1miss u really u are great👌👌👌😭😭😭
ସତରେ ବୋହୁତ ସୁନ୍ଦର କଥା🙏🙏
Sir mu apanka show Daily primier ru dekhe kintu ajira ei episode dekhila pare mu pura imotional heigali mate lagila apanankara jetiki episode heichi mo pain eita best episode😥😥
Bahut badia kathati kahicha papu bhae ma aakhire luha aasigala mo jibanare bi amiti ghatuchi 😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭
You are the legend of odisha.
Pupu Bhai sata katha kahi emotional karidelo.. Sabu ghatana ghati jaichi jibana re... Thank you so much amo gaan ra Bhai...
Papu air ଗାଆଁ ସାଙ୍ଗ ଓ ସହରି ସାଙ୍ଗ ମାନଙ୍କ ମଧ୍ୟରେ ଫରକ କଣ
Love ....u Papu bhai..ur good human being...and great personality ❤️❤️ jayjagannath
100℅ true papu bhai kan pain boys mananku ete ignore karuchi society...... Khali jhia mane kan misbehave huanti pua mane b huanti perfect katha
True lines👌👌👌👌👌🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌
ମୁଁ ହୃଦୟରୁ କହୁଛି ମୁଁ ଆଜିବି କାନ୍ଦିଚି 😭😭😭
Y r absolute......right....vai.........heart touching ......ur ....lesson......
ଭାଈ କଥା ପଦେ କହିଲ ଆଖିରେ ଲୁହ ଆସିଗଲା 😭😭😭
ସତରେ ସାର ଆଜି ଆପଣ ପୁରା ହୃଦୟରେ ବସିଗଲେ. କାରଣ ଆପଣ ଏମିତିରେ ମର ideal.
🙏🙏 🙏 Papu sar tumo onlin class khanti odisa ra nuho sar amo Andhra Pradesh Srikakulam dist ra modhya bohut luko dakhila au mu bii tumoro bohut bodo fan sar god bless you sar jai jagannath 🙏🙏 tumoku jagannath ghonto ghudai kii rokhontu. Mind blowing comedi and song all your my favourite ❤️❤️ you sar 🙏🙏
love u
Thank you papu bhai. ...
ଯୋଉ ମାନେ dislike କରୁଛନ୍ତି ସେମାନଙ୍କୁ ଭଲ କଥା ସୁହଉନି ବୋଧେ। ଅଲାଜୁକ ଗୁଡାକ
semane sabu jhia re bhai
Sata katha papu sir...pua nku bhi kasta hue..ame bhi kandu...amku bhi dard hue....aji puni thare ae vd dekhiki kando asigola👍👍👍👍thnk u papu sir
Seriously this topic is awesome and perfect 👌
It's a true story
ପପୁ ସାର୍ ସମସ୍ତେ ଭିଡିଓ ଦେଖି ଲାଇକ୍ ଭୂଳିଯାଉଛନ୍ତି ମୋର ଏଇଟା ପ୍ରଥମ କମେଣ୍ଟ ମୋର କମେଣ୍ଟ ପଢ଼ୋନ୍ତୁ ମୋ ନାଁ ଭବାନୀ ଶଙ୍କର ଭୋଇ ଦେବେଗଡ ରୁ ,!
Different between Papu Sir and Other Motivation speakers is sir always on truth or successively and others based on probability or imaginative.
Great Sir....... ମୋ ଓଡ଼ିଆ ଭାରି ବଢିଆ
(ବନ୍ଦେ ଉତ୍କଳ ଜନନୀ)
Love you Bhai ❤️
It's very heart touching 😘
Bohut bhala topic te sunibaku milila aaji
Thanks papu sir
ସାର୍ ନମସ୍କାର ଠିକ୍ କଥା କହିଛନ୍ତି ।
ପପୁ ସାର ଆପଣଙ୍କ କାହାଣୀ ଶୁଣିକି କାନ୍ଦ ଆସିଗଲା 👌👌👌🙏🙏🙏🙏🙏love you papu sir 😘😘😘😘
Papu sir apana apana kn struggle story kuhantu...... Plzzz🙏🙏🙏🙏😇😇
Bohut dina pare kie jane ta hele pua nka na re bhala manda pacharila 🙏🏻🙏🏻🙏🏻
ଭାଇ..😭😭😭
Sir emotional heigali,,, reality of every boy ,,mard ko dard bahat hota hai
I LOVE YOU SIR
ସତରେ ଯେତିକି class ହେଇଛି ଏଏଇଟା ସବୁଠୁ best ମୋତେ ଲାଗୁଚି 🙏🙏🙏🙏🙏
Really heart touching sir I love you 💗
Thank u papu bhai..
mano vitoro filling sabu kohi daly..
Papu sir last 5 minute ra video dekhhi ki Mo bapa nka kathha bhhabi ki Kandi 😭 pakei li sir 😭😭😭😭😭😭😭😭😭
mind blowing......bhutu emotional episode......u r absolutely right papu kaka
ସତରେ ଆଖିରୁ ଲୁହ ଆସିଗଲା ଏତେ ଦିନ ପାରେ ମନର କଥା କେହିଜଣେ ବୁଝି ପାରିଲେ
You are right bhai
କିନ୍ତୁ ତମ ପରି କେହି ମନ ଵୁଝିପାରୁ ନାହିଁ।ନ୍ତି
You are the best man🙏
ପପୁ ଭାଇ I proud of you
ମୁଁ ଏହି ଭିଡ଼ିଓ 5 ଥର ଦେଖି କି କାନ୍ଦି ଛି
🙏🙏🙏🙏🙏🙏🙏🙏
ମୁ ମଧ୍ୟ ଧୋକା ଖାଇଛି । କେବଳ ଗରିବ ହୋଇଥିବାରୁ
One Of The Most Philosophical Season by a great PHILOSOPHER PAPPU BHAI ❤️❤️
Lines From
8:20 to 8:90 👌🏻❤️
11:28 to 11:45
from 15:15
Eka hrudayasparshi adhya... e topic ti gote elastic band bhali jete bhidu thiba sete lamba heuthiba...
Thank you papu bhai🥺
Sir ...I start crying ...to see this ... really u r great ...bhai ...
Vai sampoorna vabe sata 😭😭😭
Mo A be bi paisha bancheiba pani Nandaa hai jauchi chotty Katiba pani paisha nihi noha paisha banchile mo ma gharako adhika paisha pathei paribi👍😭😭😭😭😭
ପପୁ ଭାଇ..ବହୁତ ଭଲ ଲାଗିଲା ,,,ପୁଅଙ୍କ ବିଷୟରେ ଆଉ ଗୋଟେ ଭଲ love ବିଷୟ ରେ କୁହ ଯେମିତି ଧୋକା ଖାଇକୀ ଜୀବନ କାହିଁକି ହରାଉଛନ୍ତି
Plz plz Bhai amoku jemiti hele prutiraj chauhan episode dekhibu amoku bahut bhala lage se episode
So ଇମୋସନାଲ ଭିଡ଼ିଓ really i am crying😥😥
Right papu sir 👍🙏🙏🙏🙏
ସବୁ କ୍ଲାସ୍ ରେ ହସୁ ଥିଲି ଆଜି କ୍ଲାସ୍ ଲୁହ ବନ୍ଧ ହେଲା ନାହିଁ ହୁର୍ଦୟ କୁ ଛୁଇ ଗଲା thanku so much sir
Bhal katha te kahila papu sir I love you manr katha kahil