ରାତି ୩ ଟାରେ ଭରତପୁର ଥାନାରେ ପଶି ପୋଲିସକୁ ପିଟିଲେ ଆର୍ମି ମେଜର୍ l Bhubaneswar,Bharatpur Police Station

Поделиться
HTML-код
  • Опубликовано: 7 ноя 2024

Комментарии • 1,9 тыс.

  • @BenudharMajhi-oj2dd
    @BenudharMajhi-oj2dd Месяц назад +550

    ମାଦାରଚୋଦ ମିଡ଼ିଆ army ନୀଶା ହେଲେ ବି ଭୂଲ କରେନାହିଁ। ଏ ଶଳା ଓଡିଶା ପୋଲିସ ର ସବୁ ଭୁଲ୍

  • @SKILLEDINODISHA
    @SKILLEDINODISHA Месяц назад +10

    ସବୁଠୁ ହାରାମି ଓଡ଼ିଶା ପୋଲିସ

  • @babunamallick5594
    @babunamallick5594 Месяц назад +462

    ଓଡିଶାର 99%ପୋଲିସ ମାନେ ଲାଞ୍ଚୁଆ ଟାଉଟର ଆଉ ନେତା ମନ୍ତ୍ରୀ ମାନଙ୍କ ଗୋଲାମ୍, ମେଜର୍ ମାରିଛନ୍ତି ବୋହୁତ୍ ଭଲ କରିଛନ୍ତି 👍👍

    • @bikrampradhan5560
      @bikrampradhan5560 Месяц назад +2

      କେଉଁ ଗୋଟିଏ ନୁହେଁ

    • @surendrabehera8792
      @surendrabehera8792 Месяц назад +4

      Aji jadi Tama maa ,vauni surakhita re achanti police pai ea kathata bhuliba nahi

    • @rajeshsir108
      @rajeshsir108 Месяц назад

      ପୋଲିସ ବି ସ୍ଵାଧୀନ ରେ ଲାଞ୍ଚ ନଉଛି ଆଉ ଶାନ୍ତିରେ ନିଃଶ୍ୱାସ ନାଉଛି ସେଇ army manka ପାଇଁ​@@surendrabehera8792

    • @babunamallick5594
      @babunamallick5594 Месяц назад

      @@bastab3434 ଆରେ ଶଳା ତୁ ମୋ ବାଣ୍ଡ ପୋଲିସ୍ ଏ ଶଳା ବୋହୁତ୍ ଛୋଡି ହେଉଛୁ ତୁ ପିପିଲି ରେ, ବେବିନା ବେହେରା କୁ ଗଣ ଦୁଷ୍କର୍ମ କରି ହତ୍ୟା କଲେ, ମମିତା ମେହେର ହତ୍ୟା ହେଲା କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲା, ନୟାଗଡ଼ ପରି କେସ୍ କଣ ହେଲା, ଧର୍ମଶାଳା ସ୍ମିତା ରାଣୀ କେସ୍ କଣ ହେଲା, ପିହୁ ବର୍ତମାନ୍ ସୁଦ୍ଧା ନିଖୋଜ ସେ କେଶ୍ କଣ ହେଲା, ମାହାଙ୍ଗା ଡବଲ ମଡର କେସ୍ କଣ ହେଲା, ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ, ଏ ଓସ୍ ଙ୍କୁ ରାଜ୍ଯପାଳ ଙ୍କ ପୁଅ ମାଡ ମାରି ଲହୁଲୁହାଣ କରିଥିଲେ ସେ କେସ୍ କଣ ହେଲା, ପ୍ରତି ପୋଲିସ୍ ଷ୍ଟେସନ୍ ଏରିଆର, ପୋଲିସ୍ ଜାଣତରେ ଦେଶୀ ମଦ ବିଦେଶୀ ମଦ ଗଞ୍ଜେଇ ଚୋରାରେ ଖୁଲମଖୁଲା ବିକ୍ରି ହେଉଛି ପୋଲିସ୍ ସବୁ ଜାଣି ବି କିଛି ନ ଜାଣିଲା ଭଳି ଅଭିନୟ କରୁଛି ସେଇ ମଦ ବେପାରୀଙ୍କ ଠାରୁ ମୋଟା ଅଙ୍କର ଚାନ୍ଦ ନେଇଛି , ଆଉ ଏଇ ମଦ ପିଇ ମାତାଲ ହୋଇ କେତେ ଯେ ପରିବାର ଉଜୁଡ଼ା ଯାଉଛି ତୁ ଜାଣିଛୁ ନା ନ ଜାଣିବା ଭଳି ଅଭିନୟ କରୁଛୁ, ସାଧାରଣ ଲୋକ ଟିଏ ଥାନାକୁ ଗଲେ ତାକୁ ଗାଳି ମାଡ଼ ଆଉ ଦୁର୍ନୀତି ଖୋର ଟାଉଟର ମଡ଼ର ଆସାମୀ ଗଲେ ସେମାନଙ୍କୁ ଚୌକି କଣ ପାଇଁ

    • @aaditisaofficial....3168
      @aaditisaofficial....3168 Месяц назад

      Right

  • @Tni.1742
    @Tni.1742 Месяц назад +14

    ଥାନାରେ ରାତିରେ nighty ପିନ୍ଧିକି kn କରୁଥିଲେ ପଚାରେ ଆଗ

  • @chhabindramansingh73
    @chhabindramansingh73 Месяц назад +303

    ମାଡ଼ ଠିକ ଓଡିଶା ଜାଣୁ ଯେ ଓଡିଶା ପୋଲିସି କେତେ ପାରିବାର, ଖାଲି ଲାଞ୍ଚ ଖାଇ ପେଟ ଫୁଲାଉଛନ୍ତି, ପ୍ୟାରେଡ ଏକ୍ସରସାଇଜି ନକରି ପୁରା ଅଳସୁଆ

    • @dibyaranjanbehera7927
      @dibyaranjanbehera7927 Месяц назад +1

      👍👍

    • @Sanjeev1353
      @Sanjeev1353 Месяц назад +1

      Nija complain Kain police karuchi normal lokanku dadagiri dekhaucha haan micha natak commisionerate ama taraf ru react ki misbehave kari nahanti bina camera re wah basi natak

    • @nimaikisku5306
      @nimaikisku5306 Месяц назад +2

      army always right

    • @Ponting.123
      @Ponting.123 Месяц назад +1

      Sata katha😂😂

    • @basantarout9538
      @basantarout9538 Месяц назад

      Right 👍

  • @sureshsuraj9002
    @sureshsuraj9002 Месяц назад +35

    ଏ ମିଡ଼ିଆ ବାଲା କୁ ମାଡ ମାରିଥିଲେ ଭଲ ହୋଇଥାନ୍ତା
    ସଂପୁର୍ଣ୍ଣ ଗାଲୁଆ ଘଟଣା କ'ଣ ହେଇଛି ମିଡ଼ିଆ କ'ଣ ଦେଖେଉଛନ୍ତି 🙏🙏

  • @jagabandhudash1753
    @jagabandhudash1753 Месяц назад +115

    ଭଲ ହଇଛି.. ସେଲୁଟ ଆର୍ମି ମେଜର sir....

  • @nilakantabastia3540
    @nilakantabastia3540 Месяц назад +14

    ଏ ଶଳା ମିଡ଼ିଆ ପଇସା ଖାଇଛି ପୋଲିସ ଠାରୁ, ପ୍ରତିଦିନ news ଗୋଟେ ମିଛୁଆ news ଚାନେଲ

  • @ChittaranjanDalai-rn6hi
    @ChittaranjanDalai-rn6hi Месяц назад +241

    ରାଜ୍ୟ ପାଳ ଙ୍କ ପୁଅ ଜଣେ କର୍ତ୍ତବ୍ୟ ରତ ପୋଲିସ ଙ୍କୁ ମାଡ଼ ମାରି ଗୁରୁତର କରିଥିଲେ।
    ସେତେବେଳେ ପୋଲିସ ଓ କିଛି ମିଡ଼ିଆ ବାଲାଙ୍କର କାର୍ଯ୍ୟ ଠିକ୍ ଭାବରେ କାର୍ଯ୍ୟ କରି
    ନ ଥିଲା।

    • @satishkumarpradhan8849
      @satishkumarpradhan8849 Месяц назад +1

      A desa ra kebe kichi vhala heiparibani ........😢

    • @SipuPrakashini
      @SipuPrakashini Месяц назад +2

      @@ChittaranjanDalai-rn6hi sabu political power sir

    • @Sanjeev1353
      @Sanjeev1353 Месяц назад

      ​@@satishkumarpradhan8849political pressure kariki agency misuse karibe commisionerate bhubaneswar police kintu loka nku theek katha nahi naali akhi chadiki marila bhalia katha kahi be bhala heichi

    • @sasmitadas8887
      @sasmitadas8887 Месяц назад +1

      Politics pai e desha budi jiba dina aasiba😢

    • @doxyj5047
      @doxyj5047 Месяц назад

      Right 🎉🎉🎉🎉🎉

  • @basantarout9538
    @basantarout9538 Месяц назад +31

    ଏ ଗୋଟେ super ଗାଲୁଆ,suport କରୁଛି ତା ପୁଲିସ staff ଙ୍କୁ...

  • @djdhanu5763
    @djdhanu5763 Месяц назад +111

    Respect to Indian Army ❤❤❤❤ l

  • @rameshpradhan8772
    @rameshpradhan8772 Месяц назад +8

    ଏହି ସାମ୍ବାଦିକ ଜଣକ ପୋଲିସ ଠାରୁ ବଟି ନେଇ ଚମଚା ଗିରି କରିବାପରି ଜଣାପଡୁଛି ।

  • @SantoshChoudhury-f9w
    @SantoshChoudhury-f9w Месяц назад +192

    ସଲେ police କୁ ଠିକ୍ ହେଇଛି ଓଡ଼ିଶା ପୋଲିସ ର ବେଶୀ ଖରାପ

  • @tunamallik3341
    @tunamallik3341 Месяц назад +14

    ଶଳା ସାମ୍ବାଦିକ କେବେଠୁ କରୁଛୁ ପୋଲିସ ଵାଲା କୁ କେତେ ଥର ଚୁବାଇଛୁ ତୁ...... ଫାଲତୁ ସମ୍ବାଦ ବନ୍ଦ କର

  • @DesiBoyzKoraput
    @DesiBoyzKoraput Месяц назад +21

    ଠିକ୍ କରିଛନ୍ତି
    ଆର୍ମୀ ସାର୍
    କିଏ କିଏ 𝙰𝚛𝚖𝚢 𝙽𝚔𝚞
    𝙻𝙾𝚅𝙴 ଆଉ ଭଲ ପାଅ
    ଗୋଟିଏ ଲାଇକ୍

  • @salegramkar3029
    @salegramkar3029 Месяц назад +6

    ପୋଲିସ ବଞ୍ଚିବାପାଇଁ ଭୁଲକହୁଛି ବିନାପରମାଣରେ ପୋଲିସଙ୍କୁ କିଏ ବିଶ୍ବାସ କରିବ ଏମିତି ଅନେକ ପ୍ରକାର ପ୍ରମାଣ ଆଗରୁଅଛି ଓଡିଶାରେ ଓ ଭାରତରେ

  • @sorotoka9717
    @sorotoka9717 Месяц назад +108

    ଭଲ ହେଇ ଛି..ଆଉ ଟିକେ ଦେବାର ଥିଲା ...ଥାନା ରେ ସିସିଟିଭି ନାହିଁ ଧନ୍ୟ ଓଡିଶା ପୋଲିସ 🙏

  • @laxmam930
    @laxmam930 Месяц назад +3

    School ରେ CCTV ରହୁଛି କିନ୍ତୁ ଥାନାରେ ନାହିଁ ପୁଣି ନାଇଟ ଡୁଟିରେ ଲେଡିଶ ପୋଲିସ ରହୁଛନ୍ତି । ପୋଲିସ କିଛି ଲୁଚାଉଛି ।ଖାଇ ଖାଇକି ପେଟ କାଡିଛ ଏବେ ମାଡ ଖାଇକୀ ବାନ୍ତିକର। Jai jaban jai Kishan jai bigyan।

  • @rajivrout6124
    @rajivrout6124 Месяц назад +225

    ସବୁ ପୁଲିସ ର ସବୁ ଭୁଲ, ମାଡୁଆ ଙ୍କୁ ଠିକ ହେଇଛି

    • @Gshsjskssnsn
      @Gshsjskssnsn Месяц назад +2

      Hahahahha army hau airforce tamara kichi complain thile FIR dabani kahiba action niya!!!! Ki katha???? Bina FIR re kahaku arrest kari haba ki????????? Ama desa ra sambidhan ku tame jadi gandi maribaku chahucha tahele major ra gandi chata kichi asubidha nahi

    • @rajivrout6124
      @rajivrout6124 Месяц назад +1

      @@Gshsjskssnsn କିଏ କଣ ଚାଟିବତ ପରର କଥା, ବିଜେଡି ନେତା କହିଲେ ଆକୁ ଅରେଷ୍ଟ ତାକୁ ଆରେଷ୍ଟ ସେତେବେଳେ କିମିତି ପୋଲିସ ନିଜ ଆଡ଼ୁ FIR କରି ଲୋକଙ୍କୁ ଆରେଷ୍ଟ କରି ଥାନାରେ ପୁରୋଉ ଥିଲା ,ସେତେବେଳେ କୋଉ ସମଭିଧାନ ର ପୋଲିସ ଚାଟୁ ଥିଲା

    • @Gshsjskssnsn
      @Gshsjskssnsn Месяц назад

      @@rajivrout6124 pagala loka ta kire aga news dekhunu!!! Athi pa complaint nije mada p ki mataal!!! Rati adhare complainant jadi nije mada p ki hose re nathiba & au jananka biruddha re action niya boli thana re asiki utpat kariba.. tahele se sata kahuchi ki micha kahuchi kemiti janibu????? Au bina complain re kaha against re action nabu???? Eiye mada p ki ter ya katha re kemiti biswas karibu?????? Madua ra complain nisa chhadila pare niya jaye janichu ta???? Victim hau ki accused tara medical test aga kara jaye a bedha pila FIR mu dei paribini tame khali action niya kahuchi au medical test panie kahibaru chhodi heichi, bahe badiaaa khaiki jail jaichi… ame local loka dekhichu au a mg ku mu nije 2 goitha deichi bahut army chodei hauthila mg

    • @rajivrout6124
      @rajivrout6124 Месяц назад

      @@Gshsjskssnsn OK

    • @susantkhandei7254
      @susantkhandei7254 Месяц назад

      Tu ma giha 6ra

  • @RAHULDEEPCREATION
    @RAHULDEEPCREATION Месяц назад +7

    Dil se support Indian army ❤❤❤.

  • @Yupitsrock
    @Yupitsrock Месяц назад +159

    Our Army always right

  • @kunuyoutube
    @kunuyoutube Месяц назад

    I love Indian Army❤

  • @Rusi-s6r
    @Rusi-s6r Месяц назад +130

    ବଢିଆ ହୋଇଛି ପୋଲିସି ମାଡଖାଇଚି ମେଜର୍ କିଛି ବି କରିପାରିବନି

  • @PravatSahoo-j1g
    @PravatSahoo-j1g Месяц назад +2

    Indian army love you

  • @Sakuni_Gandharnaresh
    @Sakuni_Gandharnaresh Месяц назад +139

    ଲାଞ୍ଚୁଆ ପୋଲିସ ଙ୍କୁ ଏମିତି ଠିକ୍ ହୋଇଛି। Salute to indian army. Jay Hind

  • @ashokkumarsahoo7041
    @ashokkumarsahoo7041 Месяц назад +2

    ଥାନାରେ CCTV କ୍ୟାମେରା କାହିଁକି ଲଗାଯାଇନି ସେ କଥା କହ. ବାଜେ କଥା ଗପନି.

  • @satyanaik7321
    @satyanaik7321 Месяц назад +97

    ସେ ଜଣେ ମେଜର ଆପଣ ମାନେ ଜାଣିବା ଦରକାର army mejor ସାଧାରଣ ଲୋକ ନୁହନ୍ତି ସେମାନେ ବହୁତ୍ ମାର୍ଜିତ ଆପଣ ମାନେ କହିବେ ମୋତେ ଲେଖିକି ଦିଅ ସେ ମୁଁହ ରେ କହିବେ ଆପଣ କାମ କରିବେ ନହେଲେ ଏମିତି ମାଡ଼ ଖାଇବେ ❤❤❤

  • @avilas7009
    @avilas7009 Месяц назад +1

    I'm reporting this channel. How dare you question our Indian Army major.

  • @RiteshSahu-w7t
    @RiteshSahu-w7t Месяц назад +112

    ଲେଡି ପୋଲିସ ହଉ ନା ଜେଣ୍ଟସ ମାଡ଼ ହେଇଚି ମାନେ ସଲିଟ ହେଇଚି😊

  • @nakuldhal1007
    @nakuldhal1007 Месяц назад

    ଓଡ଼ିଶା ପୋଲିସ ଏବେ ବି ଭାବୁଚି ନବୀନ ପଟ୍ଟନାୟକଙ୍କ ଠିକା ସରକାର ଚାଲିଛି । ରାଜ୍ୟର ଦାୟିତ୍ଵ ପାଣ୍ଡିଆନ୍ ଙ୍କ ହାତରେ ଅଛି ଓ ପୁଲିସ ବିଭାଗ କୁଟ୍ଟେଙ୍କ ହାତରେ ଅଛି । ପୁଲିସ ରାଜ ଏବେ ବି ଚାଲିଛି ।
    ମହିଳା ପୁଲିସ କନେଷ୍ଟବଳ ନାଇଟୀ ପିନ୍ଧି ଥାନାରେ କେଉଁ ସେବାରେ ଅଛନ୍ତି । ଯଦି ତଦନ୍ତ ହେଉଚି, ତେବେ ସଙ୍ଗେ ସଙ୍ଗେ ଡିସିପି କିପରି କ୍ଲିନ୍ ଚିଟ୍ ଦେଇଦେଲେ ।
    ଏବେ ପୋଲିସ ସଂଘ ନିଜର ବ୍ୟଭିଚାରୀ ଅଫିସରଙ୍କ ସପକ୍ଷରେ ବାହାରିଛି । ଦୁର୍ନୀତିଗ୍ରସ୍ତ ଅଫିସର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସପକ୍ଷରେ ବାହାରିବା ସ୍ଵାଭାବିକ ।

  • @mayamusicaaa
    @mayamusicaaa Месяц назад +40

    ରାଜ୍ୟପାଳ ପୁଅର ତ କିଛି କରି ପାରିଲନି। ଆର୍ମି ଅଫିସରଙ୍କ ବାଳ ବଙ୍କା କରି ପାରିବନି।
    ଜୟ ହିନ୍ଦ୍ 🇮🇳 ଜୟ ଭାରତ 🇮🇳
    ଚୋର ପୋଲିସ down down

  • @laxmam930
    @laxmam930 Месяц назад +2

    ପ୍ରତିଦିନ news bhai ଏତେବଡ଼ ଥାନା ରେ CCTV କୁଆଡେ ଗଲା ପୋଲିସକୁ ପଚାରୁନ, ଯାଡି ହେଲେପରି ହେଉଛ କାହିଁକି?

  • @sanjaynanda992
    @sanjaynanda992 Месяц назад +108

    Army is right. Police ହିଁ ମାଡୁଆ. ମାଡ ଖାଇବା ଉଚିତ. ଲେଖିକି ଦେଲା ବେଳକୁ accuesd ଥିବ ସେ ସ୍ପଟ ଉପରେ. ପୋଲିସ ପାଗଳ ବୋଲି army କଣ ପାଗଳ. ପୋଲିସ ର କାମ ପ୍ରତି କିଛି ଆନ୍ତରିକତା ନାହିଁ. କେବଳ ତା ଅଡ୍ରେସସ ନାଁ ଠିକଣା ଏତିକି ନୋଟ କରି immidiate ସ୍ପଟ ଉପରକୁ କାଇଁ ଗଲନି. Army ମଦ ପିଇବନି କଣ ତୁମେ ପିଇବ, army କୁ ପିଇବା ପାଇଁ ମଦ ଦିଆ ଯାଏ tensuion କମ ପାଇଁ. Army ସିଂହ ତା ଆଗରେ ବିଲୁଆ ଭଳି ରୋବବ ଦେଖାଇଲେ ସେ ଖାତିର କରିବ.I support army major. କେବଳ ଏତିକି ଭୁଲ ସେ ନିଶା ରେ ଥିଲେ

    • @bastab3434
      @bastab3434 Месяц назад

      Army ପରା ସେ କାଇଁ ବାଣ୍ଡ କୁ ମୋଦ ପିଉଛି, ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ସେ ଶଳା ଟି ପରମ ମାଗିଆ ଟା। ଆଜିକା ଦୁନିଆରେ ଯିଏ ଡାଇରେକ୍ଟ ଗାଣ୍ଡୀ ମାରିବ ସେ ସାଧୁ ଆଊ ଭଲ ,ଆଊ ଯିଏ ଭିତରେ bhitore ଗାଣ୍ଡୀ ମାରୁଥିବ ସେ ହେଲା ଓସାଧୁ

    • @sumannayak5836
      @sumannayak5836 Месяц назад

      are maghia sabu bhul police ra ​@@bastab3434

    • @kanhusarangi2362
      @kanhusarangi2362 Месяц назад

      Sala police ku support karuchhu harami

    • @susantkhandei7254
      @susantkhandei7254 Месяц назад

      No tama pura choduch

    • @rasmitapatra1719
      @rasmitapatra1719 Месяц назад +1

      Kichhi bhul nahi ...jadi police duty night pinthuchi ...tebe major drinks kala kn hela ...duty re thodi thila se ???

  • @sridhartarai9797
    @sridhartarai9797 Месяц назад +1

    Jay Jawan,Jay kisan.🫡🫡🫡🇮🇳🇮🇳🇮🇳, people should respect ,support to ourJawan and kissan.they are hard working for us.

  • @KanhaiMajhi-pp8ll
    @KanhaiMajhi-pp8ll Месяц назад +36

    ତୁ ଶଳା ଚମଚା ରିପୋର୍ଟର କେତେ ଟଙ୍କା ଖାଇଚୁବେ ମନ ଇଛା ଭାଷଣ ମାରିଚାଲିଛ ଶଳା କୁକୁର ଗିହା

  • @NarendraPadhan-h2g
    @NarendraPadhan-h2g Месяц назад

    ଏମିଡ଼ିଆ ବାଲା ପୋଲିସ ନୁ ଟଙ୍କା ନେଇ ପ୍ରଚାର କରୁଛି

  • @biswojitkitchen8105
    @biswojitkitchen8105 Месяц назад +89

    Army ଵାଲା କେବେ ଭୁଲ କରିବେନି ନିଶା ଖାଇଲେବି ସେ ପ୍ରଥମ ହାତ ଉଠେଇବେନି ଓଡିଶା ପୋଲିସ ର କିଛି ଭୁଲ ଥିବ ସେଥି ପାଇଁ ସେ ରାଗି ଥିବେ

    • @dayanidhimurmu8548
      @dayanidhimurmu8548 Месяц назад +2

      ନା army ବାଲା ସବୁ ସୁନା ମୁଣ୍ଡା

    • @Mohankumar-d5y6t
      @Mohankumar-d5y6t Месяц назад

      Mc who are you to say like this 0:00 0:00

    • @niharranjanmedico7659
      @niharranjanmedico7659 Месяц назад +2

      ଦେଖନ୍ତୁ ଏଇ ଘଟଣା ବିଷୟରେ ମୁଁ ବିଶେଷ ଭାବରେ ଜାଣି ନାହିଁ। କିନ୍ତୁ ଏତିକି କହିବି ଯେ Army officer ବି ସମସ୍ତେ ସୁନା ପୁଅ ନୁହନ୍ତି। ଗୋଟେ ଗୋଟେ ex army person ଏମିତି behave କରିବେ ଯେ ସେଥିରୁ ଜଣା ପଡିବ ସେମାନେ କେତେ ଦୁର୍ନୀତିଗ୍ରସ୍ତ ଆଉ ଭାରତ ମାତା ର କେତେ ସେବା କରିଥିବେ। କେଉଁଝର ଜିଲ୍ଲାର ଆନନ୍ଦପୁରର ଜଣେ Ex army person ତହସିଲ ଅଫିସରେ ଚିହ୍ନା ହୋଇ କରସାଦି କରି ଜଣେ ମୋର ଚିହ୍ନା ଡକ୍ଟରଙ୍କ ଜମିକୁ ଜବର ଦଖଲ କରିଛି। ତା ବିରୁଦ୍ଧରେ ପୋଲିସ ତହସିଲଦାର କେହି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି।

    • @nrusinghcharanpalei8938
      @nrusinghcharanpalei8938 Месяц назад +1

      Majera kahin vul nathiba .eka hatare tali bajena .

    • @shaktivicky3312
      @shaktivicky3312 Месяц назад

      Tame mada khai thile jani thanta bhai..
      Panjabi mane odia mananku kemiti hina bhabe dekhanti janina bodhe

  • @sidheswarmahapatra2493
    @sidheswarmahapatra2493 Месяц назад

    ଓଡ଼ିଶା ପୋଲିସ୍ ର ଏଭଳି କାର୍ଯ୍ୟ ନିନ୍ଦନୀୟ ଅଟେ।

  • @nilanchalamallick-bs5ws
    @nilanchalamallick-bs5ws Месяц назад +50

    ପୁଲିସି କି ମାଡ଼ ହେଇଛି ଭଲ ହେଇଛି

  • @anjaliraula1129
    @anjaliraula1129 Месяц назад +1

    କୁଉ ମେଜର ମଦପିଈ ଝଗଡାକରୀବନ ଆମେଜାଣିଚୁକଣପାଈନା ଆମେ ତକଂ ପାଖରେ କାମକରିଛୁ ହାଦ୍ରାବାଦରେ DrDoରେ

  • @ArunDas-hc5zz
    @ArunDas-hc5zz Месяц назад +92

    ଆର୍ମି ନିଶାସକ୍ତ,ପୋଲିସ ନିଶା ମୁକ୍ତ।ଯାହାଙ୍କ ପ୍ରାଣ ବଦଳରେ ଆମେ ସୁରକ୍ଷିତ ,ସେ ସର୍ବଦା ସମ୍ମାନୀୟ ଓ ଆଦର ଯୋଗ୍ୟ ।

  • @brindabanswami8584
    @brindabanswami8584 Месяц назад

    ଓଡ଼ିଶା ପୋଲିସ ପ୍ରଶାସନ ଏକ ନମ୍ବର ହାରାମି

  • @ramaniroutray2262
    @ramaniroutray2262 Месяц назад +38

    ପୋଲିସ ମାନେ ନିରୀହ ନିର୍ଦୋଷ ଲୋକଙ୍କୁ ଯେମିତି ବ୍ୟବହାର ଆଉ ମାରଧାର କରନ୍ତି, ସେଇଟା କାହାକୁ ଅଛପା ନୁହେଁ l ମିଛ case ରେ ଗରିବ ଲୋକଙ୍କୁ ଫସେଇ ଦିଅନ୍ତି ଆଉ ପଇସା ଖାଇ ଦୋଷୀକୁ ଛାଡି ଦିଅନ୍ତି l ମାଡ ଖାଇଛନ୍ତି ଭଲ ହେଇଚି l

  • @kailashbarik8132
    @kailashbarik8132 Месяц назад

    ଭଲ ହେଇଛି ପୋଲିସ୍ କୁ ଆହୁରି ମାରିବା ଦରକାର, ମୁଁ ଏହା କହୁଛି ପୋଲିସ୍ କ'ଣ ସମସ୍ତଙ୍କ ଉପରେ।

  • @manashnayak2794
    @manashnayak2794 Месяц назад +61

    💯💯💯ଠିକି ଏମିତି ପୁଲିସି ଵାଲାଙ୍କୁ ମାଡ଼ ଦରକାର ଓକେ 👌🏻👌🏻👌🏻

  • @SidheswraPatra
    @SidheswraPatra Месяц назад

    ପୋଲିସ ର ପୂରା ଭୂଲ ଆଜ୍ଞା କିନ୍ତୁ ମେଜର କୁ ସେଲୁଟ

  • @DasamaMunda-p1f
    @DasamaMunda-p1f Месяц назад +50

    Army ମାନେ ମନ୍ ଇଚ୍ଛାଏଭଳି ଭୂଲ କରନ୍ତି ନାହିଁ । ଯାହା ଜଣା ପଡ଼ୁଛି ପୋଲ ତା କଥାକୁ ଶୁଣି ନଥିଲେ ସେଇଥି ପାଇଁ ଏଭଳି କର୍ଛି । ଆର୍ମି ଜଣକ ଠିକ୍ କରିଛି ।

  • @RasmitaSwain-ke4tt
    @RasmitaSwain-ke4tt Месяц назад

    ଓଡ଼ିଶା ପୋଲିସ ର ସବୁ ଭୁଲ୍

  • @salkhubaskey1706
    @salkhubaskey1706 Месяц назад +47

    ବହୁତ ଭଲ ହେଇଛି

  • @biranchisrichandan8411
    @biranchisrichandan8411 Месяц назад

    ସାମ୍ବାଦିକ ମହାଶୟ, ଯଦି ମେଜର ପିଟିଲେ ତେବେ ଭରତପୁର ଥାନାର କର୍ମଚାରୀ କେତେଜଣ ଆହାତ ହୋଇଛନ୍ତି କିମ୍ବା ମେଡିକାଲ ଯାଇଥିବାର ପ୍ରମାଣ ଅଛି କି ଅଥଚ ମେଜରଙ୍କ ବାନ୍ଧବୀ ଅତ୍ୟନ୍ତ ଅମାନୁସିକ ଆକ୍ରମଣ ର ସିକାର ହୋଇ ଚିକିତ୍ସିତ ହେଉଛନ୍ତି।ତେଵେ କିଏ କାହାକୁ କେତେ ଆକ୍ରମଣ କରିଥିଲା ଏଥିରୁ ଅନୁମେୟ।ପୋଲିସକୁ ସପଟ କଲାପରି ସମ୍ବାଦ କୁହନ୍ତୁ ନାହିଁ
    ।ଜୟ ଜଗନ୍ନାଥ

  • @AshokKumarBhoi-g3t
    @AshokKumarBhoi-g3t Месяц назад +46

    Meger sir ku koti koti salut.
    Odisha police michhua.

  • @sandeepkumarmohapatra510
    @sandeepkumarmohapatra510 Месяц назад

    ଏ ମା ଗିହା ରିପୋର୍ଟର ବି ସାମିଲ ଅଛନ୍ତି ପୋଲିସ୍ ସହ

  • @UpendraKumarBehera
    @UpendraKumarBehera Месяц назад +18

    ଆର୍ମି ଅଫିସର ଠିକ କରିଛନ୍ତି❤❤ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଆର୍ମି ଅଫିସର ପୋଲିସ ଙ୍କୁ ଉଚିତ ଜବାବ ଦେଇଛନ୍ତିତାଙ୍କୁ ଉଚିତ ସମ୍ମାନ ବି ଦେଉନି ଏ ପୋଲିସ ଅଫିସର😢

  • @rameshchandramajhi8219
    @rameshchandramajhi8219 Месяц назад

    ପୋଲିସ ଲାଞ୍ଚୁଆ ଯୋଗୁ ପିଟି ଥିବେ l ଆର୍ମି ଦେଶ ପାଇଁ ଜୀବନ ଦେବ, ପୋଲିସ ଆର୍ମିକୁ କଣ ଗୋଟେ ଦୁର୍ବ୍ୟବହାର କରିଥିବ. ପୋଲିସର ଭୁଲ ଥିବ l ଏ ମେଡ଼ିଆ ଵାଲା ଆର୍ମିକୁ ଦୋଷ ଦେଇ ନିଜକୁ ଦେଶ ଦ୍ରୋହି କାମ କରୁଛି

  • @Deepak-wi5oe
    @Deepak-wi5oe Месяц назад +12

    ଆମ ଓଡ଼ିଶାର ୮୦% ପୋଲିସ ଅଫିସର ମିଝୁଆ ଓ ରାଜନେତାଙ୍କ କଥାରେ ଚାଲନ୍ତି | ଭାରତର ହରିୟାନା ରାଜ୍ୟର ପୋଲିସ୍ ଓ ମୁମ୍ବାଇ ପୋଲିସ୍ ଟିକେ ଠିକ୍ ଠାକ୍ ଅଛନ୍ତି ଅନ୍ୟ ରାଜ୍ୟରେ ମଧ୍ୟ୍ୟ ମାନଙ୍କରେ ବି ଭଲ ଅଛନ୍ତି

  • @AbdulHalim-bl8ok
    @AbdulHalim-bl8ok Месяц назад

    ଓଡିଶା ବୋଲି ଚଳିଲା ଅନ୍ୟ ଯାଗା ହୋଇଥିଲେ ମିଲିଟାରି ମାନେ ସେ ଥାନାର ହୁଲିଆ ବଦଳେଇଥାନ୍ତେ।

  • @srikantakumarhota6134
    @srikantakumarhota6134 Месяц назад +17

    ସେ ଆର୍ମି ଅଫିସର। ସାଧାରଣ ଲୋକଙ୍କୁ ପୋଲିସ ଯେପରି ବ୍ୟବହାର କରୁଛି, ତାଙ୍କୁ ସେହିପରି ବ୍ୟବହାର କରିଥିବ। ତେଣୁ ସେ ରାଗିଯାଇ ଥିବେ। ଓଡିଶାର ଜନତା ଜାଣିଛନ୍ତି ପୋଲିସ ମାନଙ୍କୁ।

  • @sanatan5245
    @sanatan5245 Месяц назад +24

    I respect lot to army sir

  • @KalahandigkVlogs
    @KalahandigkVlogs Месяц назад +1

    ଯାହା ହେଇଛି Police କୁ ଭଲ ହେଇଛି.. Thank you... Army Officer Sir 🙏

  • @OdiaEngineerOfficial
    @OdiaEngineerOfficial Месяц назад +12

    ଅର୍ମି ର ତମେ କିଛି କରି ପାରିବନି , ପୋଲିସ ଆଡୁ ଭୁଲ ହେଲା ଭଳି ଲାଗୁଛି, କାରଣ ଆମେ ବି ଥାନା ଗଲେ ,ପୋଲିସ ଙ୍କ ଭାଉ ବି କମ୍ ନୁହଁ।

  • @sahebhansda1520
    @sahebhansda1520 Месяц назад

    ଠକ ମିଡିଆ ବାଲା, ଆର୍ମି ଯବାନ କେବେବି ଏମିତି ଭୁଲ୍ କରନ୍ତିନି,ପୋଲିସ୍ ର ଭୁଲ୍, ପୋଲିସ୍ ବାଲାକୁ ସାବାଟ କରିବାକୁ ହେଲେ ଜନତାଙ୍କ ଏକଜୁଟ ଆଉ ଆତଂକବାଦୀ ଦରକାର ତାହାଲେ ପୋଲିସ୍ ବାଟକୁ ଆସିବ

  • @sumantabehera7642
    @sumantabehera7642 Месяц назад +23

    Right 👍

  • @Madhunayak-jc3ns
    @Madhunayak-jc3ns Месяц назад

    ପୋଲିସ କୁ ନୁହଁ ବେ ଅର୍ମୀଙ୍କୁ ମାଡ଼ ହେଇଛି

  • @srikanta671
    @srikanta671 Месяц назад +26

    ମାଗିଆ ପୋଲିସ ବାଲା ର ସବୁ ଭୂଲ
    ଜୟ ଯବାନ ଜୟ କିଷାନ

  • @KehKeLoonga
    @KehKeLoonga Месяц назад +1

    ତୁ magya, ଘୋଡ଼ା ଗିହା, ତୁ param Magya ଟା ରେ, ତୋ ସ୍ତ୍ରୀ କୁ ଟିକେ ଗେହିବାକୁ ଦବୁ କି

  • @govindSingh-q4p
    @govindSingh-q4p Месяц назад +33

    Well done major singh. Indian army jindabad

  • @AlokNayak-zu9gf
    @AlokNayak-zu9gf Месяц назад

    ମୋ ବାଳ ରିପୋଟର ଖାଲି ମିଛ କହୁଛି କିଛି ଟଙ୍କା ପାଇଁ ମିଡ଼ିଆ ବାଲା ବିକ୍ରି ହେଇ ଯାଉଛନ୍ତି
    ରିପୋଟର ଭାଇକୁ ମୋର ପ୍ରଶ୍ନ ତୁମ ମାଆ ଭଉଣୀ ସାଥିରେ ଏମିତି ଘଟଣା ଘଟିଥିଲେ ତମେ ଏମିତି ମିଛ ଖବର ପ୍ରସାରଣ କରିପାରିଥାନ୍ତ

  • @smrutiranjansahoosipu5661
    @smrutiranjansahoosipu5661 Месяц назад +19

    Mast heichi

  • @gajendrapatel960
    @gajendrapatel960 Месяц назад +1

    Faltu news

  • @AjayaDigal-ix6rr
    @AjayaDigal-ix6rr Месяц назад +16

    Army good 👍👍 information

  • @swarnalatabehera8905
    @swarnalatabehera8905 Месяц назад

    ଏ ରାଣ୍ଡୁଆ ମିଡ଼ିଆ ଓ ଡ଼ିସିପ ଏକାଠି ହେଇଛନ୍ତି

  • @jayshreeram5477
    @jayshreeram5477 Месяц назад +12

    Police ସବୁ ଲାଞ୍ଚୁଆ ସେମାନଙ୍କୁ ଆମ Army officer ଦରକାର

  • @pintupradhan5634
    @pintupradhan5634 Месяц назад +2

    ଥାନା ରେ C CTV ନାହିଁ p0lice ମାନେ ଭିକ ମାଗିବାକୁ ଯାନ୍ତୁ ହାରି ପଇସା ହେଲେ deaty କରିବ

  • @sahubhai16
    @sahubhai16 Месяц назад +5

    Police ହଟାତ ଆକ୍ସନ ନଉ ନାହାନ୍ତି ମୋର sahara ପଇସା ପାଇଁ ମୁଁ case ଦେବାକୁ ଯାଇ ଥିଲି ମୋର FIR registar କଲା ନାହିଁ ପୋଲିସ ସବୁ ଭୁଲ ପୋଲିସ ର ପୋଲିସ ଠିକ ନୁହେଁ

  • @2Panigiri
    @2Panigiri Месяц назад

    ରାତିରେ ପୋଲିସ ଠିକ ରେ ବ୍ୟବହାର କରି ଥିଲେ ତ କାହିଁକି ନା ପୋଲିସ ବି କହୁକୁ ଭଲ ବ୍ୟବହାର କେବେ ବି କରେନି ସହଜେ ରାତିରେ କେବଳ ଲେଡି ପୋଲିସ ଥିଲେ ପୁରୁଷ ନଥିଲେ, ଲେଡି ଡିଉଟି ରେ ଥିଲେ ପୁରୁଷ କଣ ଶୋଇପଡ଼ିଥିଲେ.

  • @bishnucharansahoo1561
    @bishnucharansahoo1561 Месяц назад

    ଆମ ରାଜ୍ୟର ପୋଲିସ ମାନଙ୍କ ବ୍ୟବହାର ରାଜ୍ଯବାସୀ ସମସ୍ତେ ଜାଣିଛନ୍ତି ।

  • @ambikaprasad8477
    @ambikaprasad8477 Месяц назад +30

    କଥା ଟା ଅଲଗା କିନ୍ତୁ ଲେଡି ନା କହି ପାର ପାଉଛନ୍ତି

  • @premchandmahanta9398
    @premchandmahanta9398 Месяц назад

    ଓଡିଶା ପୋଲିସ କେତେ ସତ କହେ କେତେ ମିଛ କହେ ଓଡିଶା ଲୋକ ଠିକ ଜାଣିଛନ୍ତି । ବିଜେଡି ପ୍ରିତି ଛାଡିନି ପୋଲିସ ର।

  • @MinaketanmohantyMohantyminaket
    @MinaketanmohantyMohantyminaket Месяц назад +13

    ପୋଲିସ ନିଜ ଭୁଲ କୁ. ଘଣ୍ଟ ଘୋଡାଉଛି, ମେଜର ଏତେଭୂଲ କରିନଥିବେ,

  • @rupeshbhue9468
    @rupeshbhue9468 Месяц назад

    ପୋଲିସ କୁ ମାଡ ଦରକାର ଆଉ କିଛି ଦରକାର ନାହିଁ ପୋଲିସ ର କାମ ହେଲା ଲୋକଙ୍କ ସେବା ସୁରକ୍ଷା କରିବା ସେ କାମ କରି ପାରୁ ନାହାନ୍ତି ଆଉ ପୋଲିସ ରେ Discipline ନାହିଁ ସେଥିପାଇଁ ଏଇ ପୋଲିସ ମାନେ ଏମିତି ହେଉଛନ୍ତି Indianarmy ରେ Discipline ବହୁତ ଆଉ କେନ୍ଦ୍ର ସରକାର Permission ଦିଏନି ନହେଲେ ତୁମ ପୋଲିସ ଗିରି ସବୁ ଛାଡି ଯାଆନ୍ତl ସବୁ ପୋଲିସ Department ଆଇନ ଦେଖେଇ ବେଆଇନ କାମ କରୁଛେ ଲଜ୍ୟା ଲାଗିବ କଥା

  • @laxmansahu1971
    @laxmansahu1971 Месяц назад +9

    ପୁଲିସ ବାଲା କୁ ମାଡ଼ ମାଡ଼ ଦରକାର

  • @हम_हिंदू_हैं
    @हम_हिंदू_हैं Месяц назад

    IIC ଏବଂ ସମସ୍ତ ସଂପୃକ୍ତ ଦୋଷୀକୁ ଭୁବନେଶ୍ୱରର ରାଜ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଦରକାର ।

  • @pradipkumarbarik585
    @pradipkumarbarik585 Месяц назад +9

    ଆରେ FIR ଲେଖୁ ଲେଖୁ ଆସାମୀ ପଳାଇଥିବ, ଜରୁରୀ ଅବସ୍ଥାରେ କିପରି action ନେବା କଥା ଶିଖ।

  • @trinathmahanta7322
    @trinathmahanta7322 Месяц назад

    ଏମିତି ନିୟୁଜ ବାଲାଙ୍କୁ ସମସ୍ତେ ରିପଟ ମାରନ୍ତୁ

  • @gajendramajhi3718
    @gajendramajhi3718 Месяц назад +42

    କିଛି ଭୁଲ କରିଛନ୍ତି ବୋଧେ ସେଥି ପାଇଁ ଏକ୍ସନ ନେଇଛନ୍ତି ତେଣୁ ଠିକ୍ ଅଛି

  • @tulukandi6180
    @tulukandi6180 Месяц назад

    ମହିଳା ପୁଲିସ ନୂହେଁ ପୁରୁଷ ପୁଲିସ ବଲା ଙ୍କୁ ମାଡ ଦରକାର

  • @ManoranjanMahanand-l5i
    @ManoranjanMahanand-l5i Месяц назад +24

    Well done mejar sir

  • @manoranjanmullick3487
    @manoranjanmullick3487 Месяц назад

    ମୋଦି ଲୁଟିଲା ଓଡିଶା କୁ, ଆଉ ଏ ମାଘିଆ ପୋଲିସ କଣ କରିବ

  • @user-qx7xy7sl1q
    @user-qx7xy7sl1q Месяц назад +15

    Bahut bhala

  • @saineshree
    @saineshree Месяц назад

    ତମ ଭଳିଆ ମିଡ଼ିଆ ମାନଙ୍କ ପାଇଁ ଓଡ଼ିଆ ଅସ୍ମିତା ପୂରୀ ସ୍ୱର୍ଗ ଦ୍ୱାର ଯିବ

  • @chaitanyakumbhakar7634
    @chaitanyakumbhakar7634 Месяц назад +21

    ମାଡ଼ ଦରକାର

  • @ramnathsahoo4778
    @ramnathsahoo4778 Месяц назад

    ପ୍ରତିଦିନ TV କଣ ପୋଲିସ ର ପୋଷା ଟିଭି
    ଲାଜ ନାହିଁ ତମକୁ ଘରକୁ ଜାଇ ଢାଳେ ପାଣି ରେ ବୁଡି ମର 😮

  • @SanjayDas-70088
    @SanjayDas-70088 Месяц назад +20

    ବଢିଆ ହେଇଛି ଏମାନଙ୍କୁ ଏମିତି ଦରକାର

  • @gopinathroutgopi4902
    @gopinathroutgopi4902 Месяц назад

    ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ସବୁଠି ସିସିଟିଭି ଲଗାଇବା ବାଧ୍ୟତାମୂଳକ କିନ୍ତୁ ଯେଉଁଠି ସାଧାରଣ ଲୋକ ନାୟ ପାଇଁ ଅଭିଯୋଗ କରିବାକୁ ଯାଆନ୍ତି ସେଯାଗାରେ କ'ଣ ପାଇଁ ସିସିଟିଭି କ୍ୟାମେରା ଲଗା ଯାଉନି ଏଥିପାଇଁ ଦାୟୀ କେବଳ ରାଜ୍ୟ ସରକାର ପ୍ରତି ଥାନାରେ ସିସିଟିଭି କ୍ୟାମେରା ଲଗା ଯାଉନି

  • @kpurnima9765
    @kpurnima9765 Месяц назад +17

    Vala heichhi

  • @brajeswarisingh909
    @brajeswarisingh909 Месяц назад

    ନିଶା ପିଇ ଏମିତି କରିଛନ୍ତି, ତାଙ୍କୁ ପିଟ, ଏଠି ଘର କରି ବଦମାସ କରୁଛି, ଥାନା ଲେଡି ଅଫିସର କଣ ଭୁଲ କରିଲେ, ଠିକ କଲେ, ସେ ଏକା ରାଗ ଦେଖାଉଚି, ପିଟ ଧରି

  • @MalayaKrLahajal
    @MalayaKrLahajal Месяц назад +23

    ସାର୍ ଆପଣ ବହୁତ ଭଲ କଲେ ଆଉ ଟିକେ ମାଡ଼ ହେବାର ଥିଲା

  • @pradipray6127
    @pradipray6127 Месяц назад

    ଅସୁବିଧା କେଉଁଠି ରହିଲା ଏବେ ପୋଲିସ ଉପରେ ମାଡ଼ ଆରମ୍ଭ ହେଲା ଆଗକୁ ଦେଖ

  • @Coolsusant
    @Coolsusant Месяц назад +17

    ଭଲ ହେଇଚି ଗୋଡ଼ ହାତ ଭାଙ୍ଗି ଦବାର ଥିଲା

  • @SROdiavlogs856
    @SROdiavlogs856 Месяц назад

    ଗୋଟେ ଚାପଡ ରେ ଯିଏ ମେଡିକାଲ ଯାଉଛନ୍ତି ସେମା କି ପୋଲିସ