Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ନବିନ ବାବୁଙ୍କୁ 💚କଉ ମାନେ ଭଲ ❤️ପାଓ ଲାଇକ୍ କର 👍
Naveen sir 🎉🎉🎉🎉🎉🎉🎉
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ଆସନ୍ତା ୩୧ତାରିଖ ରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତ ରେ ଯିବେ ନବୀନ ପଟ୍ଟନାୟକ କ୍ଷେତ ବୁଲିବେ ଚାଷୀଙ୍କୁ ଭେଟିବେ ଭୁବନେଶ୍ୱର ୨୯/୧୨/୨୪ ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁର ର ବାଲିକୁଦା ବ୍ଲକ ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ.ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ.
24 ବର୍ଷ ହେଲା କୋଉଠି ଥିଲ 😂😂।ମୋହନ ବାବୁ ଙ୍କୁ ଦେଖି ବାହାରକୁ ଯାଉଚ
😂😂😂😂 24 barsha hela dukha suni ki 🤣🤣🤣
Birodi.neta.24.barsa.mada.pee.soithila.belle.ebe.mane.paduchhi
Nabin Babu tumar karjya kal sesaHoijaichi tumekichi karipatibanahi
Jay nabin babu 😢
24barsa jai mada pe soila. Ebe
Loko dekhaniya pai jauchinti
Jay nabin sir ❤❤❤❤❤
ବିରୋଧୀ ଦଳର ନେତା ହେଉଛନ୍ତି ସମ୍ବିଧାନ ପଦବୀ ଏବଂ ଜନସାଧାରଣ ସ୍ୱର ତେଣୁ ନବୀନ ବାବୁ ଜିରୋ ଗ୍ରାଉଣ୍ଡ୍ ସ୍ତର କୁ ଜିବା ଶୁଭଙ୍କର କିନ୍ତୁ କିଛି ବିରୋଧୀ ଲୋକ ଙ୍କୁ ହଜମ ହେଉନି ଓ ସରକାର ଙ୍କୁ ନିଦ ହେଉନି 😁😁 ନବୀନ ସର୍ବଦା ନବୀନ ❤
24 ବର୍ଷ ହେଲା କି ବୁଲା😂😂😂
ନବିନ ବାବୁଙ୍କୁ 💚କଉ ମାନେ ଭଲ ❤️ପାଓ ଲାଇକ୍ କର 👍
Naveen sir 🎉🎉🎉🎉🎉🎉🎉
ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ
ଆସନ୍ତା ୩୧ତାରିଖ ରେ
ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଗସ୍ତ ରେ ଯିବେ
ନବୀନ ପଟ୍ଟନାୟକ
କ୍ଷେତ ବୁଲିବେ
ଚାଷୀଙ୍କୁ ଭେଟିବେ
ଭୁବନେଶ୍ୱର
୨୯/୧୨/୨୪
ଆସନ୍ତା ୩୧ତାରିଖ ଦିନ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ପୁରୀ,କଟକ,କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯିବେ.ଏହି ଗସ୍ତ ଅବସରରେ ଶ୍ରୀ ପଟନାୟକ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ପୁରୀ ର ସତ୍ୟବାଦୀ ,କେନ୍ଦ୍ରାପଡ଼ା ର ପଟାମୁଣ୍ଡାଇ,କଟକ ର ସାଲେପୁର ଓ ଜଗତସିଂହପୁର ର ବାଲିକୁଦା ବ୍ଲକ
ଆଦି ସ୍ଥାନ ମାନଙ୍କରେ କ୍ଷତିଗ୍ରସ୍ତ ଚାଷ ଅଂଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବେ.ଓ ସମ୍ପୃକ୍ତ ଅଧିକାରୀ ମାନଙ୍କ ସହ ଫସଲ ପରିସ୍ଥିତି ସମ୍ପର୍କ ରେ ଆଲୋଚନା କରିବେ.
24 ବର୍ଷ ହେଲା କୋଉଠି ଥିଲ 😂😂।
ମୋହନ ବାବୁ ଙ୍କୁ ଦେଖି ବାହାରକୁ ଯାଉଚ
😂😂😂😂 24 barsha hela dukha suni ki 🤣🤣🤣
Birodi.neta.24.barsa.mada.pee.soithila.belle.ebe.mane.paduchhi
Nabin Babu tumar karjya kal sesa
Hoijaichi tumekichi karipatibanahi
Jay nabin babu 😢
24barsa jai mada pe soila. Ebe
Loko dekhaniya pai jauchinti
Jay nabin sir ❤❤❤❤❤
ବିରୋଧୀ ଦଳର ନେତା ହେଉଛନ୍ତି ସମ୍ବିଧାନ ପଦବୀ ଏବଂ ଜନସାଧାରଣ ସ୍ୱର ତେଣୁ ନବୀନ ବାବୁ ଜିରୋ ଗ୍ରାଉଣ୍ଡ୍ ସ୍ତର କୁ ଜିବା ଶୁଭଙ୍କର କିନ୍ତୁ କିଛି ବିରୋଧୀ ଲୋକ ଙ୍କୁ ହଜମ ହେଉନି ଓ ସରକାର ଙ୍କୁ ନିଦ ହେଉନି 😁😁 ନବୀନ ସର୍ବଦା ନବୀନ ❤
24 ବର୍ଷ ହେଲା କି ବୁଲା😂😂😂