ଭଉଣୀ ରୂପେ ସୁଭଦ୍ରାଙ୍କୁ ଗ୍ରହଣ କଲେ ତରଙ୍ଗ ଟିଭିର ସିରିୟଲ ଅଭିନେତ୍ରୀ ଉମା

Поделиться
HTML-код
  • Опубликовано: 21 ноя 2024

Комментарии • 1,1 тыс.

  • @kabulinayak7212
    @kabulinayak7212 2 года назад +389

    ଭଗବାନ୍ କରନ୍ତୁ ସାରା ଜୀବନ ୟେ ଝିଅ (ସୁଭଦ୍ରା)ଟି ଖୁସିରେ ରହୁ ।

  • @chandandaschandu2645
    @chandandaschandu2645 2 года назад +309

    ବହୁତ ଖୁସି ଲାଗିଲା ଭଉଣି ତୁମ କଥା ଶୁଣି..all the best sister

  • @faharukhkhan9578
    @faharukhkhan9578 2 года назад +428

    ମାଡାମ୍ , ଆପଣଙ୍କ ଆନ୍ତରିକ ସହଯୋଗ ଓ
    ତ୍ୟାଗ ପାଇଁ ମୋ ତରଫରୁ ଆପଣଙ୍କୁ ଅଶେଷ ଅଶଷ
    ଧନ୍ୟବାଦ ।

  • @culturalchronicles_od
    @culturalchronicles_od 2 года назад +217

    ସୋନାକ୍ଷୀ ମାମ ଓ ସୁଭଦ୍ରା.. ଏହି ଉଭୟଙ୍କ ମୁହଁ ବି ଏକାଭଳି ମିଶୁଛି । ତାଙ୍କ ଚିନ୍ତାଧାରା ନିଶ୍ଚୟ ଭଗବାନଙ୍କ ଆଶୀର୍ବାଦ । ସବୁ ସେଇ ଈଶ୍ବରଙ୍କ ଇଛା ।

    • @bikashmajhi6257
      @bikashmajhi6257 2 года назад +2

      Good job didi

    • @ସଚେତନନାଗରିକ
      @ସଚେତନନାଗରିକ 2 года назад

      ମୁହଁ କଥା ଛାଡ, ମନ ଭିତରେ ଥିବା ଅଳିଆ ଆବର୍ଜ୍ଜନା ସଫl ହେଲେ, ତୁମ ଚିନ୍ତାଧାରା ବି ଭଗବାନଙ୍କ ଛିନ୍ତା ସହିତ ସମ୍ମାନ ହେବ

  • @sciencetific.gamer.999
    @sciencetific.gamer.999 2 года назад +160

    ଭଉଣୀ ଆପଣଙ୍କ ହୃଦୟଟି ବହୁତ ବଡ଼ ,ଆଜିର ଏହି ସର୍ଥାପର ଦୁନିଆଁରେ ଅନେକ ଲୋକ ରକ୍ତସଂପର୍କ କୁ ଭୂଳିଯାଉଛନ୍ତି,ସୁଭଦ୍ରା ଆପଣଙ୍କର ରକ୍ତର ନାହେଲେବି ଆପଣ ତାଙ୍କୁ ଏକ ନୂଆ ପରିଚୟ ଦେବାକୁ ପ୍ରସ୍ତୁତ ଅଛନ୍ତି,ଆପଣ ବହୁତ ମହାନ୍ ।God bless you sister.

  • @satyam2240
    @satyam2240 2 года назад +76

    God bless u ଭଉଣୀ ତୁମର ସବୁବେକେ ଏହି ମନ ବାଭ ରହିଥାଉ ଭଗବାନ ସାହା ହୁଅନ୍ତୁ

  • @PrakashVlog10849
    @PrakashVlog10849 2 года назад +366

    ଯୋଉଁ ମାନେ ସାହାର୍ଯ୍ୟର ହାତ ବଡାଉଛନ୍ତି ସେମାନେ ଜଣେ ଜଣେ ଭଗବାନ ପ୍ରେରିତ ଦୁତ ଏବଂ ଭଲ କର୍ମର ଫଳ.....🙏🙏🙏

    • @mukunapradhan2995
      @mukunapradhan2995 2 года назад +1

      Thanks

    • @chandandaschandu2645
      @chandandaschandu2645 2 года назад

      Right bro..ସତ କଥା

    • @ssubratkumarmajhi5971
      @ssubratkumarmajhi5971 2 года назад

      Right bhai🙏🙏🙏🙏🙏....

    • @ସଚେତନନାଗରିକ
      @ସଚେତନନାଗରିକ 2 года назад +1

      ଯେଉଁ ଗାଁ ଲୋକ ମାନେ ତାକୁ ଘୃଣା କରୁଥିଲେ ସେମାନେ ଜଣେ ଜଣେ ଅସୁର ରକ୍ତବୀର୍ଯର ଔରସରୁ ଜନ୍ମ ଗ୍ରହଣ କରିଛନ୍ତି.

  • @bijayakumarjena4874
    @bijayakumarjena4874 2 года назад +7

    ଏତେ ବଡ଼ ଦୁନିଆରେ କିଛି ଭଲ ମଣିଷ ଅଛନ୍ତି ଭ‌ଉଣୀ ଆପଣ ଭଗବାନ ରୂପ ରେ ଆସିଛନ୍ତି ବହୁତ ଖୁସି ଲାଗୁଚି ସତରେ ଆପଣଙ୍କୁ କୋଟି କୋଟି ନମ୍ଃ 🙏🙏🙏🙏🙏🙏🙏 ସାରା ଜୀବନ ଆପଣ ଆଉ ଶୁଭଦ୍ରା ଖୁସି ରେ ରୁହ ଏତିକି ପ୍ରାର୍ଥନା 👋🙏👋🙏👋

  • @santanumallick238
    @santanumallick238 2 года назад +69

    ଏତେ ଦିନ ପରେ ଓଡିଶା ଭାସ୍କର ଗୋଟିଏ ଭଲ ଖବର ଗୋଟେ ଦେଲା...
    ଏମିତି ଖବର ସମାଜରେ ପରିବର୍ତ୍ତନ ଆଣେ...
    ଧନ୍ୟବାଦ ଓଡିଶା ଭାସ୍କର 🙏🏻

    • @ସଚେତନନାଗରିକ
      @ସଚେତନନାଗରିକ 2 года назад +1

      କେବେ ଓଡ଼ିଶା ଭାସ୍କର love in relationship, vailantain day ଭଳି କୁତ୍ସିତ ବିଦେଶୀ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବ ତାହା ଦେଖିବା ବାକି ରହିଲା, ତା ହେଲେ ଦିନେଶ, ସୁମିତ, ଦୀପିକା, ତପଶ୍ୱନି ଭଳି ଲଜ୍ଜା ଜନକ ଘଟଣା ଉପରେ ରୋକ ଲଗାଇ ହେବ

    • @santanumallick238
      @santanumallick238 2 года назад

      @@ସଚେତନନାଗରିକ ଠିକ କଥା କହିଛନ୍ତି

  • @smohantymohanty6059
    @smohantymohanty6059 2 года назад +32

    ଏପରି ଭଉଣି ଙ୍କୁ ହୃଦୟରୁ ସଲାମ।ବହୁତ୍ ବଡ଼ ହୃଦୟ ତାଙ୍କର।ପରଦାରେ ଯେପରି ହୃଦୟ ସ୍ପର୍ଷୀ ଅଭିନୟ କରନ୍ତି । ସେ ରିଏଲ ଲାଇଫରେ ମଧ୍ୟ ସେପରି ଆଜି ସେ ପ୍ରମାଣ କରିଦେଇ ଛନ୍ତି।

  • @rupdathink6408
    @rupdathink6408 2 года назад +7

    ସତରେ ଉମା ଦିଦି ଯେମିତି ସିରିଏଲ୍ ରେ ସରଳ ଭୂମିକାରେ ଅଭିନୟ କରୁଛନ୍ତି ତାଙ୍କ ହୃଦୟ ମଧ୍ୟ ସେତିକି ନିର୍ମଳ ଭଗବାନ୍ ଏପରି ମଣିଷ ସାରା ଦେଶରେ ଜନ୍ମ ଦେଉଥାନ୍ତି କି...🙏

  • @anjalinial291
    @anjalinial291 2 года назад +8

    ସେହି ଝିଅ ଜୀବନ ସାରା ଖୁସି ରେ ରହୁ God bless you sister

  • @attitudeboyraj7686
    @attitudeboyraj7686 2 года назад +17

    Great job sonakshee sister 👍👍
    ଯେତେ ପ୍ରଶଂସା ଯେତେ ଧନ୍ୟବାଦ ଦେଲେ ବି କମ ପଡ଼ିବ ସୋନକ୍ଷୀ ଭଉଣୀ କୁ... ଜନ୍ମରୁ ଆଜି ପର୍ଯ୍ୟନ୍ତ ଯେତେ ବି ଭଲ କର୍ମ କରିଥିଲେ ବି but ଆଜି ର ଏହି ମହତ୍ କର୍ମ ସେ ତୁଳନା ରେ ଢ଼େର ଅଧିକ 🙏

  • @lyricistbalaramnayak5194
    @lyricistbalaramnayak5194 2 года назад +22

    Odisha bhaskar କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଯେ ଲୋକ ନଜର କୁ ଆଣିଛନ୍ତି ।ଆମ ସୁଭଦ୍ରା ଭଉଣୀ ଙ୍କୁ ବହୁତ୍ ବହୁତ ଭଗବାନ୍ ଖୁସିରେ ରଖନ୍ତୁ ତାଙ୍କ ସବୁ ଆସା ପୁରଣ ହେଉ ।

  • @bhagabatkathapratapnanda6308
    @bhagabatkathapratapnanda6308 2 года назад +3

    ରାମ ରାଜ୍ୟ ଆସିଗଲା ❤❤❤❤🕉️ଧନ୍ୟବାଦ 🌹🌹🌹🌹

  • @sanjuktadalai
    @sanjuktadalai 2 года назад +1

    ବହୁତ୍ ବହୁତ୍ ଧନ୍ୟବାଦ୍ Sonakshi Madam ଯେ, ନିଜ ତରଫରୁ ଆସି ସୁଭଦ୍ରା କୁ ନିଜ ଭଉଣୀ ଭାବରେ ଗ୍ରହଣ କରିଥିବାରୁ । ଏଇତ ମାନବିକତାର ଜ୍ୱଳନ୍ତ ଉଦାହରଣ । ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପା ତୁମ ଭଉଣୀ ସୁଭଦ୍ରା ଏବଂ ତୁମ ଉପରେ ରହିଛି ଏବଂ ରହିଥିବ ।

  • @RN-vc8pe
    @RN-vc8pe 2 года назад +76

    God bless u sonaskhi.ଏଭଳି ମାନବିକତା ସମସ୍ତଙ୍କ ପାଖରେ ନଥାଏ. ତମ ଭଳି people ଦେଶର ଗର୍ବ ଗୌରବ

  • @TDNoteBook
    @TDNoteBook 2 года назад +2

    ଧନ୍ୟବାଦ ଭଉଣି ଆପଣଙ୍କ ନିଷ୍ପତ୍ତି କେବେଳ ନିଷ୍ପତ୍ତି ନୁହେ ଗୋଟେ ନୂଆ ଜୀବନ ତାଙ୍କୁ ଦେଲେ ଯେ କି ଜଣେ ଅସହାୟ ଝିଅ ଓ ତାର ମାଙ୍କୁ | ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଖୁସିରେ ରଖନ୍ତୁ ଆଉ ତାଙ୍କ ଜୀବନ ସୁଖମୟ ହେଉ | ମୋ ତରଫରୁ ଅନେକ୍ ଭଲ ପାଇବା ଆପଣଙ୍କୁ ଆଉ ଆପଣଙ୍କ ନିଷ୍ପତ୍ତିକୁ |🙏🙏

    • @ssubratkumarmajhi5971
      @ssubratkumarmajhi5971 2 года назад

      Right Bhai🙏🙏🙏🙏.. Iam very happy, God bless you Sister

  • @saitulasibandichhor4343
    @saitulasibandichhor4343 2 года назад +3

    ଧନ୍ୟବାଦ ଭଊଣି 🙏🏼 ତୁମର କାର୍ଯ୍ୟ କୁ ସ୍ଵାଗତ ଯୋଗ୍ୟ ଅଟେ 🙏🏼

  • @popup171
    @popup171 2 года назад +5

    ଭଉଣୀ ଆପଣଙ୍କ ଭଗବାନ ମଙ୍ଗଳ କରନ୍ତୁ.. 🙏

  • @mrsankar948
    @mrsankar948 2 года назад +5

    ଏମିତି ଅନେକ ଅଛନ୍ତି ସମସ୍ତଙ୍କର ଦୁଃଖ ବୁଝିବା ଦରକାର ହେଲେ ହିଁ ଆମ ରାଜ୍ୟ ଲୋକ ମାନଙ୍କର ଦୁଃଖ ଦୂର ହେବ ଆମ୍ଭର ଓଡିଶାର ପ୍ରଗତିଶୀଳ ହେବ thanks Odisha vhaskar channel

  • @NkRaju-nc3qx
    @NkRaju-nc3qx 2 года назад +6

    ମ୍ୟାଡମ୍ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ ସୁଭଦ୍ରା ପାଖରେ ପହଞ୍ଚିଥିବାରୁ 🙏🙏🙏🙏

  • @Anjalimaharana...
    @Anjalimaharana... 2 года назад +5

    ଯେଉଁ ଯେଉଁ ଲୋକ ମାନେ କହୁଥିଲେ ଅଜାତି ଝିଅ ଟା ବୋଲି ଆଜି ସେଇ ଲୋକମାନେ ଆସିଛନ୍ତି ସୁଭଦ୍ରା ସହ ଫଟୋ ଉଠେଇବା ପାଇଁ 😄😄 ଭଗବାନ ଅଛନ୍ତି ଆଉ ସବୁ ଦେଖୁଛନ୍ତି , ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @ArmyloverMukti143M.K
    @ArmyloverMukti143M.K 2 года назад +11

    ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻🙏🏻🙏🏻🙏🏻 ମୋ ଭଉଣୀ କୁ ସାହାର୍ଯ୍ୟ କରିଥିବା ରୁ 🙏🏻🙏🏻🙏🏻 ଜୟ ମାଁ ମାଣିକେଶ୍ଵରୀ 🙏🏻🙏🏻🙏🏻

  • @SKGbul
    @SKGbul 2 года назад +4

    ପ୍ରକୃତ ମଣିଷ ପୋଣିଆ.
    ମଣିଷ ଭିତରେ ଆପଣ.
    ଜୟ ଜଗନ୍ନାଥ. 🙏

  • @UrjiDeepanBal
    @UrjiDeepanBal 2 года назад +2

    ମତେ ବହୁତ ଭଲ ଲାଗିଲା ଦିଦି ଆପଣଙ୍କ ମନ କେତେ ବଡ଼ ଆଜି କାଲି ଦୁନିଆରେ ଆପଣଙ୍କ ଭଳିଆ ସବୁଲୋକ ଏମିତି କରନ୍ତୁ ଆପଣଙ୍କୁ ଭଗବାନ ଭଲ ରେ ରଖନ୍ତୁ

  • @gobindachandranayak9576
    @gobindachandranayak9576 2 года назад +43

    ଭଉଣୀ ଉମା ତୁମକୁ ଅଶେଷ ଅଶେଷ ଧନ୍ୟବାଦ

  • @studioclickpoint7008
    @studioclickpoint7008 2 года назад +15

    ଧନ୍ୟବାଦ ଭଉଣୀ।ଏହା ଏକ ଉଦାର ହୃଦୟ ର ଚିନ୍ତାଧାରା। ନୂଆ ସମ୍ପର୍କରେ ସାନ ଭଉଣୀ ସୁଭଦ୍ରା ଙ୍କୁ କୁ ସାଥିରେ ନେଇ ଏକ ନୂତନ ଇତିହାସ ର ରଚନା କରିଛନ୍ତି।ସେଥିପାଇଁ ସୋନାକ୍ସି ଭଉଣୀ ଆପଣଙ୍କୁ ଧନ୍ୟବାଦ।ଖୁସି ରେ ରୁହନ୍ତୁ ଉଭୟ ଓ ପରିବାର ବର୍ଗ।

  • @prasantakumarbehera3534
    @prasantakumarbehera3534 2 года назад +12

    ବହୁତ୍ ସୁନ୍ଦର ଭାବନା, ମାନବ ରୂପରେ ଭଗଵାନ100 🙏🙏

  • @lipumani2444
    @lipumani2444 2 года назад +4

    ଭଗବାନ୍ ଙ୍କୁ ଏତିକି ନିବେଦନ। ତମକୁ ସାରା ଜୀବନ ଖୁସିରେ ରଖନ୍ତୁ। God bless you sister।

  • @gangadharbeura3159
    @gangadharbeura3159 2 года назад +23

    ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ। ମାନବ ସେବା ହିଁ ମାଧବ ସେବା।

  • @actorkrisnaswag
    @actorkrisnaswag 2 года назад

    Jaha hau ete dina pare gote katha kahila bhlaa lagila ତମର ଏଇ ଭଳିଆ ଭଲପାଇବା ସମସ୍ତଙ୍କୁ ନୁଆ ଶିକ୍ଷା ଦବ TQ ଓଡ଼ିଶା ଭାସ୍କର and sister

  • @babudash1336
    @babudash1336 2 года назад +10

    ଓଡ଼ିଶା ଭାସ୍କର କୁ ଅଶେଷ ଅଶେଷ ଧନ୍ୟବାଦ୍ ଏହିଭଳି ଅସହାୟ ଗରିବ
    ଲୋକଙ୍କୁ ସହଯୋଗ କରନ୍ତୁ ।।

  • @khushitiki4470
    @khushitiki4470 2 года назад +1

    Ae sabu dekhi bahut khushi laguchi 🙏🙏🙏🙏🙏🙏🙏

  • @soumendrarath2581
    @soumendrarath2581 2 года назад +39

    ଵା ବହୁତ ଖୁସି ଲାଗୁଚି ଏବଂ ଅନୁଭବ କରୁଛି ଯେ ଇଶ୍ଵର ଏ ଦୁନିଆରେ ଅଛନ୍ତି

  • @munabhoi8647
    @munabhoi8647 2 года назад

    କେତେ ସୁନ୍ଦର୍ ଆପଣଙ୍କ ଚିନ୍ତାଧାରା ବହୁତ୍ ଖୁସି ଲାଗିଲା।

  • @soumyaranjanjena6746
    @soumyaranjanjena6746 2 года назад +25

    You won our heart, salute you for such support

  • @kantaekka7989
    @kantaekka7989 2 года назад +2

    Great job God bless the maa ,jhia and New elder sister many many thanks mam

  • @sudhakarm6335
    @sudhakarm6335 2 года назад +37

    Great Heart!!! Madam... God bless you 👌👌👌👌👌🙏🙏🙏🙏🙏❤❤❤🇮🇳🇮🇳🇮🇳🇮🇳🇮🇳

  • @ଦମ୍_ଦାର_ଟୋକା2.0
    @ଦମ୍_ଦାର_ଟୋକା2.0 2 года назад +2

    ଜୟ ଜଗନ୍ନାଥ,⚫‼️⚫🇮🇳💕|| ଆଠୁ ବଡ଼ ଖୁଶିଖବର୍ କଣ ଅଛି ଆକୁଇତ କୁହନ୍ତି ମଣିଷ ପଣିଆ ମୁଁ ଏତିକି କହିବି ସଂସାରରେ ସମସ୍ତୀଙ୍କୁ ବୁହୁତ୍ ଖୁସିରେ ରଖନ୍ତୁ

  • @Sudhansubhoi
    @Sudhansubhoi 2 года назад +71

    Really I salute to this lady Sonakshi Sahu.

  • @anilkumarjena7590
    @anilkumarjena7590 2 года назад

    ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ....

  • @kanjamendiraja
    @kanjamendiraja 2 года назад +4

    Wonderful job sister. Keep doing, God bless you richly

  • @soumyaranjanmoharana9112
    @soumyaranjanmoharana9112 2 года назад +1

    Madam apanankara thought process bahut mahaan...God bless you

  • @sushantakumarpayalvlogs
    @sushantakumarpayalvlogs 2 года назад +6

    ଭଉଣି ବହୁତ ଖୁସି ଲାଗିଲା🙏🏼ଭଗବାନ ତମର ସବୁବେଳେ ମଙ୍ଗଳ କରନ୍ତୁ🙏🏼ଜୟଜଗନାଥ🙏🏼

  • @rautasibasiba2549
    @rautasibasiba2549 2 года назад +60

    ଦେଖିଲତ ଜଗାକାହାରିକି ନିରୀହ କରେନିକି କାହାରିକି ଖାଲି ହାତରେ ଫେରେଇ ଦିୟେଆନା 🙏🙏ୟେତିକି କରୁଣା ମୋଜଗର ଅଛି 🙏🙏ଜୟେ ଜଗନ୍ନାଥ ତମେ ଶାହା ଭରା ଶେଝିଅକୁ ପ୍ରଭୁ 🙏🙏🙏

  • @bikram_nayak
    @bikram_nayak 2 года назад +5

    ବହୁତ୍ ଖୁସି ଲାଗିଲା ଦେଖିକି ❤️😇

  • @ruralsupportcollectionodis5279
    @ruralsupportcollectionodis5279 2 года назад

    Thank you uma bhauni,bhagaban tumaku asirbad karantu.God bless you...🙏🏽🌹

  • @dhaneswarpatra1921
    @dhaneswarpatra1921 2 года назад +3

    ଭଗବାନ କରନ୍ତୁ ଭଉଣୀ ଙ୍କ ଭବିଷ୍ଯତ ଉଜ୍ଜ୍ବଳମୟ ହେଉ।ଭାସ୍କର ଟିଭି ଏ ଭଳି ନ୍ୟୁଜ୍ ଲୋକଲୋଚନକୁ ଆଣୁଥିବା ରୁ ବହୁତ ଧନ୍ଯବାଦ। ଜୟ ଜଗନ୍ନାଥ 🙏

  • @santoshtah512
    @santoshtah512 2 года назад +1

    ଉମା ଦିଦି 🙏🙏❤️❤️❤️

  • @akshayasamal6098
    @akshayasamal6098 2 года назад +9

    Gud job Odisha Bhaskar

  • @santoshbush464
    @santoshbush464 2 года назад

    Very nice ଭାସ୍କର god bless you

  • @Tarini.Studio
    @Tarini.Studio 2 года назад +3

    Great work and your thoughts ... well-done sister

  • @mamasingh4513
    @mamasingh4513 2 года назад +1

    Thanks for you uma sister

  • @Rescueismylife
    @Rescueismylife 2 года назад +4

    ଭଉଣୀ ତୁମ ପାଇଁ ମୁ ଠାକୁରଙ୍କ ପାଖରେ ଅନୁରୋଧ କରୁଛି ଠାକୁର ତୁମକୁ ଭଲ ରେ ରଖନ୍ତୁ🙏🙏🙏

  • @iamdeepak.9054
    @iamdeepak.9054 2 года назад +2

    Good dissition and good bless you ❤️

  • @bishnuprasadswain8815
    @bishnuprasadswain8815 2 года назад +3

    Many many congratulations

  • @jaijagannath1079
    @jaijagannath1079 2 года назад +2

    🙏🙏🙏 Thank you very much Mam. God bless you 💓💓💓💓

  • @subhashreeroy5064
    @subhashreeroy5064 2 года назад +7

    Jaha hau emiti kichi loka agaku asantu ei pari pila mananku help karibaku 🙏 koti koti pranam apananku

  • @nrusingharoul7389
    @nrusingharoul7389 2 года назад +2

    ଜୟ ଜଗନ୍ନାଥ ଭଉଣୀ ଙ୍କୁ ଭଲରେ ରଖନ୍ତୁ 🙏🙏🙏

  • @Learn654
    @Learn654 2 года назад +16

    ଭଗବାନ୍ 🙏 ସୁଭଦ୍ରା କୁ ସବୁଦିନ ଭଲ ରେ ରଖିଥାନ୍ତୁ.....

    • @ସଚେତନନାଗରିକ
      @ସଚେତନନାଗରିକ 2 года назад

      ଟିକେ ଦୀପିକା ଏବଂ ଦିନେଶ ପାଇଁ ଭଗବାନ କୁହ ତାଙ୍କୁ ବି ନ୍ୟlୟ ମିଳୁ, ଭଲରେ ଏକାଠି ରୁହନ୍ତୁ

  • @sangramkumar2417
    @sangramkumar2417 2 года назад +1

    Mu bohut khushi aji, jay jagnnath ki joy

  • @manojdey7509
    @manojdey7509 2 года назад +3

    Many many thanks to Sonakshi for
    her highness.She adopted Subhadra
    as her younger sister as well as her
    mother who is mentality disturbed.
    God bless you with happy & healthy life.🙏🌹🌹🌹❤️❤️❤️

  • @funnytravel1991
    @funnytravel1991 2 года назад +1

    ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻

  • @odiapua5502
    @odiapua5502 2 года назад +7

    ମାନବିକତା 😭ଏବେବି ବଂଚିଛି... ସୁଭଦ୍ରା ଖୁସିରେ ରହୁ 🙌ତା ପାଦରେ କଣ୍ଟା ଟିକିଏ ଭି ନ ଲାଗୁ 😊😊😊ସିଏ କୋଟି ପତି ହେଇଯାଉ 🥰ଯୋଉ ଲୋକ ମାନେ ତାର ଉପହାସ 😡କରୁଥିଲେ... ସେଇ ଲୋକ ସୁଭଦ୍ରା କୁ ଦେଖିଲେ ତାଙ୍କ ମୁଣ୍ଡ ତଳକୁ ନଇଁ ଯାଉ lll ମୋର ଏବଂ ମୋ 🔱ମହାଦେବ🕉️ ଙ୍କ ଆଶୀର୍ବାଦ 🙌🙏ସଦା ସର୍ବଦା ସୁଭଦ୍ରା ଭଳିଆ ଭଉଣୀ ମାନଙ୍କ ଉପରେ ରହିବ 🙌
    🚩Har har Mahadev 🚩

  • @bhagabatkathapratapnanda6308
    @bhagabatkathapratapnanda6308 2 года назад +1

    ସ୍ୱାଗତ ଯୋଗ୍ୟ ପଦକ୍ଷେପ 🌹🌹🌹

  • @ssm..6563
    @ssm..6563 2 года назад +6

    ଭଗବାନ ତୁମର ମଙ୍ଗଳ କରନ୍ତୁ ଭଉଣୀ ସାହାର୍ଯ୍ୟ କରିଥିବାରୁ ସେ ଝିଅ କୁ 🤗🤗🤗

  • @nandinimahapatra7405
    @nandinimahapatra7405 2 года назад

    ଏହି ଭଳି ମହତ୍ ଚିନ୍ତା ଧାରା ସମସ୍ତଙ୍କ ହୃଦୟରେ ଆସିବା ଦରକାର। ବହୁତ୍ ଭଲ କାମ କରିଛନ୍ତି । ଏହି ଭଳି ଗରିବ ଲୋକଙ୍କ 😭 ର ସାହାରା ହେଇଛନ୍ତି 😭😭। ଭଗବାନ୍ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ 🙏🙏🙏। ସବୁବେଳେ ଖୁସି ରେ ରୁହନ୍ତୁ। ସୁଭଦ୍ରା ପଣ୍ଡା ଜୀବନରେ ଭଲ ପାଠ ପଢି ଭଲ ମଣିଷ ଟେ ହୁଅନ୍ତୁ ❤️❤️।

  • @fakirmohansahoo2079
    @fakirmohansahoo2079 2 года назад +3

    ଭଗବାନ ତୁମକୁ ଭଲରେ ରଖନ୍ତୁ, ଜୟ ଜଗନ୍ନାଥ 🙏🙏🙏

  • @ChhabilaMunda
    @ChhabilaMunda 2 года назад +1

    Bahut Badhia Laagilaa, Mem Thank You, God Bless You

  • @sardhaduttaparida
    @sardhaduttaparida 2 года назад +3

    Very good kindness is always above humanity

  • @kailashbehura7101
    @kailashbehura7101 2 года назад +1

    Tq mo suna vauni.. Jagannatha thate sabubele khusire rakhantu 🙏🙏🙏

  • @draju8467
    @draju8467 2 года назад +6

    You're great humble human ma'am 🙏

  • @santanumohanty4231
    @santanumohanty4231 2 года назад

    ମଣିଷର ମାନବିକତା ହିଁ ମଣିଷର ପରିଚୟ ଧନ୍ୟବାଦ୍ ମିଡ଼ିଆ ଭାଇ ଏବଂ ଧନ୍ୟବାଦ୍ ତରଙ୍ଗ ଟିଭି ର 🌟 ଉମା ଦିଦି ଭଗବାନ୍ ଆପଣଙ୍କୁ ଭଲରେ ରଖନ୍ତୁ ଏଭଳି ମହାନ୍ କାମ କରିଥିବାରୁ ଧନ୍ୟବାଦ୍ ଜୟ ଜଗନ୍ନାଥ ।

  • @niharadhikari7477
    @niharadhikari7477 2 года назад +4

    Sister Umma, many many thanks to you for this Nobel work

  • @bhagabatkathapratapnanda6308
    @bhagabatkathapratapnanda6308 2 года назад +2

    ସୁନ୍ଦର ପ୍ରୟାସ ❤

  • @ullashmaharana6320
    @ullashmaharana6320 2 года назад +21

    ଅନେକ ଅନେକ ଧନ୍ୟବାଦ ଭଉଣୀ ,ଗୋଟେ ଅସହାୟ ଝିଅକୁ ନୂଆ ପରିଚୟ ଦେଇଥିବାରୁ

  • @ganeswar5187
    @ganeswar5187 2 года назад +1

    ଆଉ ମାଡାମ ଙ୍କୁ 🙏🏾🙏🏾🙏🏾👍👍👍

  • @sanjayharpalofficial2763
    @sanjayharpalofficial2763 2 года назад +4

    Thank You So Much Uma medam ❤️🙏🙏🙏🙏

  • @ramkrushna9134
    @ramkrushna9134 2 года назад +1

    Thank you mom 🙏🙏🙏🙏🙏🙏 Thank you Bhaskar News reporter

  • @basantmalick9799
    @basantmalick9799 2 года назад +5

    ବହୁତ ଖୁସି ଲାଗିଲା ନିଜର ଭଉଣୀ ରୂପେ ବାଛିଲେ

  • @jatindramahadud5665
    @jatindramahadud5665 2 года назад

    ଧନ୍ୟବାଦ ଦିଦି

  • @lakikumar2319
    @lakikumar2319 2 года назад +8

    ଇଏ ହଉଛନ୍ତି ଅସଲି ଷ୍ଟାର୍ ଭଉଣୀ ପ୍ରଭୁ ପର୍ମେସ୍ଵର ଆପଣଙ୍କୁ ଆହୁରି ଆଗକୁ ସାହାଯ୍ୟ କରନ୍ତୁ କାରଣ ତୁମେ ତାଙ୍କ କାମ କରିଛ

  • @joshlife8042
    @joshlife8042 2 года назад +1

    Mam bhala kama karila 🙏🙏god blees you....

  • @chinusahu948
    @chinusahu948 2 года назад +8

    Sister you are a really Gods messanger 🙏

  • @amarkumardas9972
    @amarkumardas9972 2 года назад

    Satare Bhauni tame mahan 🙏🙏 Jagannatha tamaku aau se jhia subhadra ku Asirbaad karantu..Live HappY Always and Stay Healthy.. 🤞🤞

  • @elinadas4131
    @elinadas4131 2 года назад +5

    Great heart diii❤️😊 God Bless 🙌

    • @pramilanayak57
      @pramilanayak57 2 года назад

      Great heart diii❤️❤️God bless you

  • @santanumohanty4231
    @santanumohanty4231 2 года назад

    ବହୁତ୍ ଖୁସି ଲାଗିଲା ଭଉଣୀ ତମ କୁ ତମ ପରିଚୟ ମିଳିଗଲା ତମ ଦୁଃଖ ଭଗବାନ୍ ସୁଣିଚନ୍ତି ଏଥର smiyle dia ଭଗବାନ୍ ତମର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ

  • @nobanitamohanty8244
    @nobanitamohanty8244 2 года назад +6

    Jhhia Mama / Subhadra , tumaku Jhhia Sonakshi tanka Bhauni Kari tanka pakhaku nei jiba pain jeun ichha prakash karichanti jani Akhire khusira luha asigala ...... Tuma jibana aagami dinare bahut sukhamaya heu Iswaranka pakhare prarthhana 🙏 🙏 🙏 ..... Mun ahuri anek Sonakshi nku Anurodh karibije jadi aapana mane swachhala atanti tebe Mama / Subhadra nka pari antatah Jane Jane Pua kimba Jhhia nku nijara Bhai kimba Bhauni / Pua kimba Jhhia Kari neijai semananku paribara tie diantu ...... Bhagaban jetebele aamaku ete sabu kichhi deichanti aame kaana sethhiru tike jananku nijara Bhai kimba Bhauni / Pua kimba Jhhia Kari paribara tiera sukha dei paribani ??? Jhhia Sonakshi , mun Jane tuma Sana Bhauninku hueta kehi pherei Ani paribeni kintu sie jeunthhi bii achhanti tume Mama / Subhadra nku nija Bhauni Kari tanku paribara tie debaku jeun ichha prakash karicha taku dekhi nischayan tuma pain khusi heuthhibe , Subhadra nka pakhare tume tuma Sana Bhauniku dekhi Baku paicha dekhi sie nijaku bhagyaban manekaruthibeje tume tanka Bhauni boli ...... Sonakshi , Mama / Subhadra nka pain tumara eii sahajya sabuthhu besi mulyaban , tumaku Iswara sabubele Ashirbad karantu . Mun tuma Maa nka pari hebi , moro Bhalapaiba O Ashirbad tumaku O Subhadra nku sabudin pain ......

  • @barsharanisubudhi2546
    @barsharanisubudhi2546 2 года назад

    Wow...am so much happy by seeing this 😊 thanxx didi tume aji gote mahan kama karicha...god tumaku bht sara khusi diantu life re...👍

  • @indrajitnaik9974
    @indrajitnaik9974 2 года назад +4

    Thank U verymuch to Bhaskar Tv, all members those have helped to Subhadra.... And Specially Many many thanks to Sonakhi... Really U r like God.... Sonakhi and Subhadra live happily all life... I pray to Maa Tarini.... 🙏

  • @DeepuDeepak0987
    @DeepuDeepak0987 2 года назад

    Really Heroin uma maa 🙏🙏God bless you mam🙏❤👍👍👍bhout kushi lagu chi

  • @skmstorywriter6400
    @skmstorywriter6400 2 года назад +3

    ରାଜ୍ଯକୁ ଲୋଟୁ ଚୋର ମାନେ ଗଲେ କୁଆଡେ, ବିଧାୟକ ମାନେ ଗୋଟେ ମାସର ଦରମା ଦେବା ପାଇଁ କେହି ଓଡ଼ିଶାରେ ଜନ୍ମି ନାହାନ୍ତି କି?? ମୁଁ ଅନୁରୋଧ କରୁଛି ନବୀନ୍ ପଟ୍ଟନାୟକ କୁ ବିଧାୟକ୍ ମାନକୁ ଆଉ କିଛି ଅଧିକା ମାତ୍ରାରେ ପ୍ରାପ୍ୟ ଦେଲେ, ଆମ ବିଧାୟକ ମାନେ ଜନତା ସେବା କରି ପାରିବେ

  • @jajneswarpradhan6221
    @jajneswarpradhan6221 2 года назад +1

    🙏🙏🙏Bhagaban tumaku khusire rakhantu

  • @adyatejash1998
    @adyatejash1998 2 года назад +7

    କେହି ଦିନପୂର୍ବରୁ ସୁଭଦ୍ରା ଭଉଣୀ କୁ ଗାଁ ପଡ଼ିଶର ଲୋକେ ଜାତିଭେଦ ଭାବ ଦେଖୁ ଥିଲେ।ଆଜି ସେହି ଭଦ୍ରା ଲୋକଙ୍କ ଛୁଆ ଆସି ସେଲ୍ଫି ନେଉଛନ୍ତି ସୁଭଦ୍ରା ଓ ସୋନକ୍ଷି ଭଉଣୀ ଙ୍କ ସହିତ ଛି ଛି ଛି।

  • @Mrddbaska7815
    @Mrddbaska7815 2 года назад +1

    Bhagaban ତୁମକୁ ଆଶୀର୍ବାଦ କରନ୍ତୁ ଦିଦି

  • @justchemistry1371
    @justchemistry1371 2 года назад +7

    ଆରେ ଆମ ସାଂସଦ ମହାଶୟ କୁଆଡ଼େ ଗଲେ ସାଂସଦ ହେଲା ପରେ ଭଲ କାମ କରିବା ଭୁଲିଗଲେ କି?

  • @krushnapradhan123
    @krushnapradhan123 2 года назад +1

    Great job Media Bhai..Salute to u or your team..... Great job speech less

  • @prabhasnibas9097
    @prabhasnibas9097 2 года назад +5

    ମୁଁ ସୁନା ସୁଭଦ୍ରା ଭଉଣୀ ସମସ୍ତଙ୍କୁ ସାହାଯ୍ୟ କରି ଥିବାରୁ। ମୁଁ ଭଗବାନ ଡାକୁଚି ଆପଣ ମାନଙ୍କୁ ଭଗବାନ ଖୁସି ରେ ରଖନ୍ତୁ।

  • @ashutoshpattanaik837
    @ashutoshpattanaik837 2 года назад +1

    Really super Bowl 😱 khushi #subhadra Ku sister milijaichi 😢 😔 ♥ ♥ I 😍 you too