ଇସ୍କନକୁ ସିଧା କହିଲେ ପିକୁ ପଟ୍ଟନାୟକ... । ISKCON। Jagannath Temple। Odisha।

Поделиться
HTML-код
  • Опубликовано: 20 ноя 2024

Комментарии • 301

  • @gyanaranjansahoo6927
    @gyanaranjansahoo6927 7 дней назад +27

    ଧୋତି କୁର୍ତ୍ତା ନାହିଁ, ଗଣ୍ଠି ମାଳ, ତୁଳସୀ ମାଳ ନାହିଁ ଏବଂ ସପ୍ତାହ କୁ ୪ ଥର ଆମିଷ ଭକ୍ଷଣ କରି ଚାଲି ଆସିଛି ଜଗନ୍ନାଥ ସଂସ୍କୃତି ର ଜ୍ଞାନ ଦେବାକୁ ।
    Srimad bhagbatam ରେ କେତେଟା ସ୍କନ୍ଦ ଅଛି ପଚାରିଲେ ଆସିବନି, ପୁଅ ଅଧିକା ରୋଲ କାଢୁଚି।

  • @ranjanmohanta1743
    @ranjanmohanta1743 7 дней назад +10

    ରଥଯାତ୍ରା 365 days ହେବା ଦରକାର ଆଉ ଏଥିରେ କିଛି ଅଧର୍ମ ନାହିଁ ଜଗନ୍ନାଥଙ୍କ ପ୍ରଚାର କରିବାରେ

    • @deepakadhikari8282
      @deepakadhikari8282 2 дня назад

      Tebe ta apananku pratidin Apanaka birthday party ta deba darkar nuhe ki?
      Therefore our genius said "swalpa bidya bhayankari"

    • @ranjanmohanta1743
      @ranjanmohanta1743 11 часов назад

      @@deepakadhikari8282 aapana kie ki mu birthday party debi???? aapana mo birthday 365 days celebrate kale mora asubidha nahi ......jemiti bhagwanka 365 dina rathyatraa kale kichhi asubidha nahi bhagwannkara......asubidha murka loka manankara heuchhi taa bhitaru aapana gote

    • @ranjanmohanta1743
      @ranjanmohanta1743 11 часов назад

      @@deepakadhikari8282 mo birthday 365 days aapana party deiki kale mora kichhi asubidha nahi

  • @bibhutisahu4204
    @bibhutisahu4204 8 дней назад +14

    ଯେତେବେଳେ ବାଂଲାଦେଶ ରେ ଜଗନ୍ନାଥ ଙ୍କୁ ପୋଡି ଦେଉଥିଲେ, ସେତେବେଳେ ତମ ଗଜପତି କୋଉଠି ଥିଲେ

  • @chaitanyabehera6726
    @chaitanyabehera6726 7 дней назад +6

    ହିନ୍ଦୁ ହେଇ କି ହିନ୍ଦୁ କୁ ବିରଧ କରୁଚୁ

  • @ranjanmohanta1743
    @ranjanmohanta1743 7 дней назад +5

    ତୁ ଦିଲ୍ଲୀ ରଥଯାତ୍ରା ରେ ଲୋକଙ୍କ ଦାନ ଦକ୍ଷିଣା ଦେଖି ଯଦି ଏମିତି ହେଉଛୁ ତାହେଲେ ଜଗନ୍ନାଥଙ୍କ ହୁଣ୍ଡି ଟା ମଧ୍ୟ ବ୍ୟବସାୟ ର ବସ୍ତୁ।ସେଇଟା ବି ବନ୍ଦ୍ କରିବାକୁ କହୁନୁ।ଆସିଲା ବଦମାସ୍ ଜ୍ଞାନ ଦେବା ପାଇଁ iskcon କିଏ ଆଉ କଣ କରୁଛି

  • @simasahu6253
    @simasahu6253 11 дней назад +27

    ଧନ ହେଲା ଲକ୍ଷ୍ମୀ ଅଉ ଧନ କୁ ହରି ସେବରେ ଲଗାଇଵା ଦରକାର ଆଉ ତୁମ ପରି ଇନ୍ଦ୍ରିୟ ସୁଖରେ ଇସ୍କନ ବ୍ୟବହାର କରେନି

    • @durgapadapradhan9792
      @durgapadapradhan9792 9 дней назад +1

      Aau prasada na re magana kha a aau tiffin puni alga. Loka nkaa tharu darkar thu besi paisa nei ki bikucha khaiba. Raja bhoga ra paisa sei ta ahuri adhika. Dum achi jadi Sulava mulya re jogei ki dekha a.

    • @pravasinibarik7183
      @pravasinibarik7183 9 дней назад

      ​@@durgapadapradhan9792prasaad ta prasd. Apana raj bhoga kahinki. Mana karuchhanti ki...???? Jiva ra lasa paen. Isckon jete bele free re prasaad die. Seita knnn....??? Paisa knn gachha lagichhi na knn..??? Jane dhani loka ra paisa re 10jana bhokila loka jadi khaibaku paile. Gote bela sethhire asubidha knn hela.. 🙏🙏

    • @ranjankumarprusty943
      @ranjankumarprusty943 8 дней назад

      ​@@durgapadapradhan9792 ନାଁ,ISKCON ଏ ଲକ୍ଷ୍ମୀ କୁ ନେଇ ମଦ ମାଂସରେ ଲଗାଉଛି ନା ସେଥିପାଇଁ ଆପଣଙ୍କୁ ମଦ ମାଂସ ଶସ୍ତା ପଡ଼ୁଛି

    • @manassamal7426
      @manassamal7426 6 дней назад

      ​@@durgapadapradhan9792 iskcon temple ra akya Patra bisyare jaicha ki nahi thare tabisayare jana kete lokanku prashad dauchi temple

    • @durgapadapradhan9792
      @durgapadapradhan9792 5 дней назад

      @@manassamal7426 Akhaya patra bisaya re jani chi school mana nkare bhi tender nia jai chi seta madhya jani chi. Akhaya Patra ku donation ase eita bhala katha kichi asubidha nahin . Kintu kichi loka nku swalpa mulya re ahar daba ku jai bahut loka mana nka pakharu adhika paisa nei khaya bikri kariba product bikri kariba kete dur thik ? Ya bisaya re bi tarjama haba abasyak.

  • @Krishnadas0111
    @Krishnadas0111 10 дней назад +9

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ
    ପ୍ରଭୁ ପାଦଙ୍କର ଜୟ 🙏🏻🙇🏻‍♂️

  • @nextproject7210
    @nextproject7210 8 дней назад +11

    ମାଂସ ,ମଦ ଖାଉଥିବା ମଣିଷ ବି ଧର୍ମ ଜ୍ଞାନ ଦଉଚି

    • @pravatpaikaray8490
      @pravatpaikaray8490 5 дней назад

      ଏ ସଂସାରର ପ୍ରଥମ ସତ୍ୟ ହେଉଛି ପ୍ରତେକ ଜୀବ ଅନ୍ୟ ଜୀବ ଉପରେ ନିର୍ଭର

    • @dasoham5
      @dasoham5 4 дня назад

      ​@@pravatpaikaray8490 tahale kn nonveg khaiba . Bhagvan samastanku tanka khadya decide kari deichanti. Au manushya sakahari

    • @pravatpaikaray8490
      @pravatpaikaray8490 4 дня назад

      @@dasoham5 tebe aghori Mane kn Pani nonveg khauchanti , tanku jaiki mana kara
      Tamapari mu bi nonveg kahani boli bhasana maruthili kintu kichhi jaga visit kala pare mora chinta dhara paribartana heichhi

    • @dasoham5
      @dasoham5 4 дня назад

      @@pravatpaikaray8490 aghori mane Manisha Mansa khanti . Se langala hoi ruhanti. Dead body nka saha sex karanti. Tume bi Kara

  • @divinesuccess9874
    @divinesuccess9874 11 дней назад +7

    Iskcon ବିରୁଦ୍ଧରେ କହିବା ଭୁଲ,ପ୍ରଥମେ ନିଜେ ଠିକ ରହିବା ଦରକାର,iskcon କଣ ଗୋଟେ ବର୍ଷ ରହିଲେ ତମେ ଜାଣିପାରିବ |

    • @sauravkumarnanda3193
      @sauravkumarnanda3193 10 дней назад

      Iskcon birudhare nuhen untimely rathyatra birudhare kuha jauchi...

    • @deepakadhikari8282
      @deepakadhikari8282 2 дня назад

      You are totally correct without spending time with ISCKON's people you can't understand their politics and propaganda, so please do spread wrong things in the name of Bhakti, I am the person who left this association only for their materialistic thought. Like an elephant's teeth one is outside another one is inside.

  • @suklambarnemaidas1461
    @suklambarnemaidas1461 11 дней назад +58

    ଯଦି ବିଦେଶ ରେ ରଥଯାତ୍ରା ହେଲା ଅଦିନରେ , ତାକୁ ରୋକାଗଲା ଓ ଇସ୍କନ ଭକ୍ତ ବୃନ୍ଦ ତାକୁ ଗ୍ରହଣ କଲେ ଓ ବନ୍ଦ କରାଗଲା, ଆପଣ ଙ୍କୁ ଆମର ପ୍ରଶ୍ନ କଣ ଇସ୍କନ କୁ ଛାଡିଦେଲେ ଅନ୍ୟ କୌଣସି ସଂସ୍ଥା ଅଛି କି, ଯଦି ଅନ୍ୟ କୌଣସି ସଂସ୍ଥା ଅଛି ତେବେ କୁହନ୍ତୁ କୋଉ ସଂସ୍ଥା ??
    ଜଗନ୍ନାଥ, କୃଷ୍ଣ, ରାମଙ୍କର ବାଣୀକୁ ସାରା ବିଶ୍ୱରେ ପ୍ରଚାର କରୁଛି..
    ଇସ୍କନ ଦ୍ଵାରା ସମସ୍ତ ବିଶ୍ୱରେ ଆଜି ଜଗନ୍ନାଥ ସଂସୃତିର ପ୍ରଚାର ହେଉଛି ସେହି (( ଗୀତା, ଭାଗବତ, ତୁଳସୀ, ଗଙ୍ଗା, ଗୋ ସେବା ମହାପ୍ରସାଦ )) ର ପ୍ରଚାର କରୁଛି ଇସ୍କନ 🙌🏽🙌🏽🙌🏽🙌🏽

    • @sanjay5925
      @sanjay5925 11 дней назад +1

      Thik katha kintu bhul sanskruti prasara kariba uchit nuhe

    • @binoddas9600
      @binoddas9600 11 дней назад

      Right 👍

    • @bipinmalla4041
      @bipinmalla4041 11 дней назад

      ଭାଇ ପ୍ରଚାର କର ଭଲ କିନ୍ତୁ ନିୟମ ବାହାରେ ନୁହେଁ ଇସ୍କନ ବାଲା ଜନ୍ମାଷ୍ଟମୀ ଏପ୍ରିଲ୍ ମାସରେ ପାଳନ କରିପାରିବେ କି ? ସେଥିରେ ତ ଭଗବାନ କୃଷ୍ଣ ଙ୍କ ଲୀଳା ପ୍ରଚାର ହେଇ ପାରିବ

    • @binoddas9600
      @binoddas9600 10 дней назад +1

      @bipinmalla4041 apana vai niyama kn dekhuchanti hetu badi ku apana odisha re kichi kari parina baladev ku ratha re fafadi dele photo capture kari vedio varial kala
      Se ta na bhaba

    • @JAI-SHREE-KRISHNA846
      @JAI-SHREE-KRISHNA846 10 дней назад

      @@bipinmalla4041 STHANA O PARISTHITI ANUJAI KARJYA KARIBA NA INDIA PARI NYHEN JE AAJI NA HELE KALI KAIRBA...ISAI CONVERSION KU ROKIBA CHADI ,,ISKCON PACHARE PADICHA

  • @user-sd3de8iy8r
    @user-sd3de8iy8r 9 дней назад +5

    Iskcon always best .

  • @bibhutisahu4204
    @bibhutisahu4204 8 дней назад +5

    ଇସ୍କନ ଏତେ ବି ଖରାପ ନୁହେଁ, ସବୁ ଲାଗି ପଡ଼ିଛ, ଇସ୍କନ କୁ ବିରୋଧ କରିବାକୁ

  • @swayamprakashpattanaik1549
    @swayamprakashpattanaik1549 9 дней назад +9

    ବିଡମ୍ବନା ଯେ ହିନ୍ଦୁ ମାନେ ଏକ ନୁହନ୍ତି।
    ଯେତେବେଳେ ସନାତନ ଧର୍ମ ଉପରେ ଚତୁର୍ଦ୍ଦିଗ ରୁ ଆକ୍ରମଣ ପ୍ରବଳ ରୁ ପ୍ରବଳତର ସେତିକି ବେଳେ ଇସ୍କନ ସେନାପତି ଭଳି ସମ୍ମୁଖ ଯୁଦ୍ଧ କରି ପ୍ରଚାର ପ୍ରସାର ଜରିଆରେ କେବଳ ବିଧର୍ମୀ ଙ୍କୁ ପ୍ରତିହତ କରୁନାହିଁ, ବରଂ ସାରା ସଂସାର କୁ ଭକ୍ତି ଆନ୍ଦୋଳନ ଦ୍ଵାରା ଶ୍ରୀମଦ୍ ଭଗବତ ଗୀତା ଜ୍ଞାନ ର ଆଲୋକ ରେ ଆଲୋକିତ କରିଚାଲିଛି।
    ଆଉ କେହି ନୁହନ୍ତି, ଆମ ଧର୍ମ ର ଲୋକେ ହିଁ କିଛି ନବୁଝି ବିଧର୍ମୀ ଙ୍କ ଭଳି ଆଚରଣ କରୁଛନ୍ତି ଇସ୍କନ କୁ ଅକାରଣ ବିରୋଧ ପ୍ରଦର୍ଶନ କରି।
    ଇସ୍କନ ତ ଓହରି ଗଲା, କିନ୍ତୁ ଅଦିନିଆ ରଥଯାତ୍ରା ପଛରେ କିଛି ସେମିତି ଅପରାଧ ନାହିଁ। ପାରୁଛ ଯଦି ଭାରତ ବର୍ଷ ରୁ ଧର୍ମାନ୍ତରଣ କୁ ଏମିତି ବିରୋଧ କର, ମଙ୍ଗଳ ହବ।
    ଜୟ ଜଗନ୍ନାଥ।

    • @deepakadhikari8282
      @deepakadhikari8282 2 дня назад

      It's your totally misconception because you never spend time with the associations who are fighting for Sanatani rights
      If you don't have knowledge about sanatani then please don't comment.

    • @swayamprakashpattanaik1549
      @swayamprakashpattanaik1549 2 дня назад

      @deepakadhikari8282 So who told you that no other than ISKON are working for Sanatan Dharma ? Where am I said this? But Isn't it true that ISKON is attached to foreigners who became Hindu by heart and practices Sanatani. Overall meaning is not to oppose such an organisation which is dedicated to Bhagwan Krishna.

  • @MaheswarNayak-t7b
    @MaheswarNayak-t7b 11 дней назад +3

    ଇସ୍କନ ଧର୍ମ ପ୍ରଚାର ବନ୍ଦ ହେଲେ ଅଧର୍ମ ବଡି ଯିବା ଟା ଥୟ

  • @BramhaNandaPanda-o5y
    @BramhaNandaPanda-o5y 12 дней назад +31

    ଇସ୍କନ ମହାପ୍ରଭୁଙ୍କ ନାମକୁ ପ୍ରଚାର ପ୍ରସାର କରୁଛନ୍ତି ଯେଉଁମାନେ ତାହାକୁ ବିରୋଧ କରୁଛନ୍ତି ସେମାନଙ୍କ ଫଳ ସେମାନେ ବହୁତ ଜଲଦି ଭୋଗିବେ

    • @Satrujit_Creation
      @Satrujit_Creation 11 дней назад +1

      Mahaprabhu nka bahut upadesh se manu nahanti ok

    • @kapdekidukaanlawda
      @kapdekidukaanlawda 9 дней назад

      ଇସ୍କନ୍ ବାଳ କରୁଚି .. ଚାଲ ଫୁଟ

  • @nabakishordas1233
    @nabakishordas1233 9 дней назад +3

    ପାଗଳ ମୂର୍ଖ ତୁ ଯାହା ଭାବୁଛୁ ସେୟା ନୁହଁ

  • @bikashsahu4503
    @bikashsahu4503 8 дней назад +3

    ଏ ସଲା ଗୋଟେ ଟାଉଟର ଭଳିଆ ଦେଖା ଯାଉଚି।ଏ ଗୋଟେ ବଡ଼ ଟାଉଟର ,ବିଧର୍ମୀ ନିଶ୍ଚୟ ହେଇ ଥିବ।

    • @Asishi3379
      @Asishi3379 7 дней назад

      ହୁଶିଆର କଥା କୁହ

  • @BramhaNandaPanda-o5y
    @BramhaNandaPanda-o5y 12 дней назад +15

    ଯେଉଁମାନେ ଭଗବାନଙ୍କୁ ନେଇକି ରାଜନୀତି କରୁଛନ୍ତି ସେମାନଙ୍କ ମରଣ ବହୁତ କଦର୍ଯ୍ୟ

  • @bhaskarsahoo4783
    @bhaskarsahoo4783 9 дней назад +3

    ନିଜେ ଆଗ ଶାସ୍ତ୍ର ପଢ଼ ତାପରେ କହିବ ।
    ଜଗନ୍ନାଥ ସଂସ୍କୃତି ଭଲ କହୁଛନ୍ତି। କିନ୍ତୁ ଜଗନ୍ନାଥଙ୍କ ର ସଂସ୍କୃତି ରେ ଭୋଜନ ଠାରୁ ଧରି ଯାହା ନିୟମ ରହିଛି ତାହା ଆପଣ କେତେ ପାଳନ କରନ୍ତି ଆପଣ ହିଁ ଜାଣିଛନ୍ତି।
    କିନ୍ତୁ ଏକ ସମର୍ପିତ ଭକ୍ତ ର ନିନ୍ଦା କରିବାର ଫଳ କଣ ହେବ ଆପଣ ମାନଙ୍କୁ ଠିକ୍ ଜଣା ଅଛି।

  • @lipunkumar9606
    @lipunkumar9606 11 дней назад +21

    Ac bhakti vedanta Swami Prabhupada ki jay ♥️

    • @ratnakarbal3669
      @ratnakarbal3669 11 дней назад

      Christmas ki jay

    • @TheAccidentalTablist
      @TheAccidentalTablist 11 дней назад

      ​@@ratnakarbal3669 murkhandia mane emt kuhanti

    • @pradyumnadas1223
      @pradyumnadas1223 11 дней назад

      @@ratnakarbal3669 ତୁମେ କ୍ରିଷ୍ଟିୟନ୍ ବୋଧେ ଭାଇ..ଯଦି ଆପଣ କ୍ରିଷ୍ଟିୟନ ତେବେ ଆପଣ ନିଜ ଧର୍ମ ପ୍ରଚାର କରନ୍ତୁ ଏଥି ସବୁ ହିନ୍ଦୁ ଭାଇ ଅଚନ୍ତି ଆପଣ କାଇଁ msg କରୁଚନ୍ତି ଏଠି କେହି ଧର୍ମ ପରିବର୍ତନ କରିବେନି

    • @menakabehera2067
      @menakabehera2067 11 дней назад

      Tame Cristian ki

    • @ssgourab_offical8175
      @ssgourab_offical8175 11 дней назад

      ​@@menakabehera2067 Kan prove achi ki aeita Christian organisation??
      Tike kahibe ki?

  • @jenabibhuti8179
    @jenabibhuti8179 11 дней назад +20

    ଆବେ ଶଳେ ଇସ୍କନ କୁ ଗାଳୀ ଦେବା ପୁର୍ବ ରୁ ଟିକେ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ କୁହ ,ପୁର ସମୁଦ୍ର କୂଳ ବିଷୟରେ କୁହ । ମାଛ ଛଣା ଗନ୍ଧ ରେ ଚାଲି ହେବ ନାହିଁ । ଜଗନ୍ନାଥ ଙ୍କୁ ସାରା ବିଶ୍ବରେ ପରିଚିତ କରାଇଛି କେବଳ ଇସ୍କନ । ଇସ୍କନ ଲୋକ ଙ୍କ ବିଷୟରେ ତୁ କିଛି ଜାଣିନୁ ।

    • @suryanshukumar6945
      @suryanshukumar6945 11 дней назад +4

      bhai iskon purbaru jagannath thile ebe b achanti. emiti bhasa ra prayoga karantu nahin. jay jagannath 🙏.

    • @jenabibhuti8179
      @jenabibhuti8179 11 дней назад +4

      @suryanshukumar6945 ଜଗନ୍ନାଥ ଙ୍କୁ ‌ସମଗ୍ର ଭାରତ ମଧ୍ୟ ରେ ପ୍ରସିଦ୍ଧ କରିଥିଲେ ସ୍ବୟଂ ଆଦି ଶଙ୍କରାଚାର୍ଯ୍ୟ ଆଦି ଶଙ୍କରାଚାର୍ଯ୍ୟ ପୁରୀ କୁ ଚାରି ଧାମ ରେ ଅନ୍ତର୍ଭୁକ୍ତ କଲେ । ତିରୁପତି ଭେଙ୍କଟେଶ୍ବର ମନ୍ଦିର ପୁରୀ ମନ୍ଦିର ର ଠାରୁ ବି ପୁରାତନ । ଭାଗବତ ମହାପୁରାଣ ରେ ଜଗନ୍ନାଥ ପୁରୀ ର ନାମ ଉଲ୍ଲେଖ ନାହିଁ କିନ୍ତୁ ଭେଙ୍କଟେଶ୍ଵର ଙ୍କ ନାମ ଉଲ୍ଲେଖ ଅଛି ।
      "ଭେଙ୍କଟ ପ୍ରଭୁ ଦରଶନ, ଆନନ୍ଦେ ରୋହିଣୀ ନନ୍ଦନ।
      ଜଗନ୍ନାଥ ଙ୍କୁ ସମଗ୍ର ବିଶ୍ଵରେ ପରିଚିତ କରିଛି ଇସ୍କନ ।

    • @suryanshukumar6945
      @suryanshukumar6945 11 дней назад

      @@jenabibhuti8179 iskhon jadi b ete sabu karichi, tahale se dhyana rakhiba katha jagannath sanskruti ra, mora iskon prati sanman achi jemiti se sanatana dharma ra prachara karuchanti. ta boli ratha jatra ra niyama bhangiki kariba ta thik??

    • @educationchannel481
      @educationchannel481 11 дней назад +1

      Iskcon ମନେ,ରଥଯାତ୍ରା ନୁହେଁ ।

    • @manojtarai8461
      @manojtarai8461 11 дней назад +2

      😂😂 ହସ ଲାଗୁଛି ଭାଇ।
      ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ବିଶ୍ୱରେ ପରିଚିତ କରାଇବା ବାଲା ତମେ କିଏ ହୋ...??

  • @pradyumnadas1223
    @pradyumnadas1223 11 дней назад +27

    ନିଉଜ ବଲାଙ୍କୁ ଗୋଟେ ରୀକ୍ୱେଷ୍ଟ ଦୟାକରି ଏମିତି ଫାଲତୁ ଲୋକଙ୍କୁ ସାମ୍ନାକୁ ଆଣନ୍ତୁନି ଏପରି ମୂର୍ଖ ନିର୍ଲଜ ବେକ୍ତି ସମାଜ ପାଇଁ କଳଙ୍କ ଇସ୍କନ ପାଇଁ ଆଜି ସାରା ଦୁନିଆ ଜଗନ୍ନାଥ ସଂସ୍କତି କୁ ଜାଣିଚି ଇସ୍କନ ପାଇଁ ଆଜି ହିନ୍ଦୁ ଧର୍ମ ସାରା ଦୁନିଆ ରେ ବଢ଼ି ଚାଲିଛି କିଛି ନ ଜାଣି ଏମିତ୍ ମଦୁଆ ଙ୍କ ପରିକ ଭାଷା କହିଲେ ଭଗବାନ କେବେ ମାପ କରିବେନି

    • @RashmiranjanroutKalia
      @RashmiranjanroutKalia 11 дней назад +1

      ଠିକ୍ କଥା ଆପଣ କହିଛନ୍ତି

    • @ratnakarbal3669
      @ratnakarbal3669 11 дней назад

      Tu Mundi ta

    • @jenabibhuti8179
      @jenabibhuti8179 11 дней назад +3

      ଏ ଶଳେ ପୁରୀ ମନ୍ଦିର ବିଷୟରେ କିଛି କହିବେ ନାହିଁ । ସମ୍ବାଦ ପତ୍ର ରେ ବାହାରେ ଜଗନ୍ନାଥ ଙ୍କ ନୀତି ରେ ବିଳମ୍ବ ତା ମାନେ ଜଗନ୍ନାଥ ଉପାସ , କାରଣ କ'ଣ ନା ଦୁଇ ସେବାୟତ ଗୋଷ୍ଠୀ ଙ୍କ ମଧ୍ୟରେ ବାଡିଆପିଟା । ଜଗନ୍ନାଥ ମନ୍ଦିର , ଜଗନ୍ନାଥ ଙ୍କୁ ନେଇ କିଏ ବେପାର କରୁଛି ?

    • @pradyumnadas1223
      @pradyumnadas1223 11 дней назад

      @@jenabibhuti8179 ଏଗୁଡ଼ାଙ୍କୁ ଖାଲି ମାଡ଼ ଦରକାର ଆଉ କିଛି ନୁହେଁ

    • @amitkumarbehera8318
      @amitkumarbehera8318 11 дней назад

      ଏଇମାନେ 😂😂😂

  • @simasahu6253
    @simasahu6253 11 дней назад +4

    ଖାଲି ଵକର ବକର ହେଲେ ଚଳିବନାହି ହରି ନାମ ବା ଜଗନ୍ନାଥଙ୍କ ସଂସ୍କୃତି କେତେ ଜାଗାରେ ବିଖ୍ୟାତ କରିଚ ଅଵୈଷ୍ଟବ ତୁମେ ବୈଷ୍ଣବ ର ମୂଲ୍ୟ କଣ ଜାଣିବ

    • @kapdekidukaanlawda
      @kapdekidukaanlawda 9 дней назад

      ବିଖ୍ୟାତ କରି ପୁରା ଛୋଡ଼ି ଦେଇଚି ଇସ୍କନ ନା 🤔😂

  • @baishnabcharansahoo9119
    @baishnabcharansahoo9119 11 дней назад +5

    ଏହା କେବଳ ବଡ ବେପାରୀ ଓ ଏକ ଛୋଟ ବେପାରୀ ଙ୍କ ମଧ୍ୟରେ ଝଗଡ଼ା ବ୍ୟତୀତ ଅନ୍ୟ କିଛି ନୁହେଁ।

  • @savesoil6432
    @savesoil6432 6 дней назад +1

    I am from Odisha , we fully support ISCON , Why they are not discussing about Bangladeshi hindus who are butchered in bangladesh , What about odisha farmers who commit suicide

  • @DhadubandhuLenka
    @DhadubandhuLenka 11 дней назад +4

    ଆପଣଙ୍କୁ ଧନ୍ୟବାଦ କିନ୍ତୁ ଜଗନ୍ନାଥ ଙ୍କୁ ନେଇ ତାଙ୍କ ନୀତିନିୟମ ମାନି ଶଙ୍କରାଚାର୍ଯ୍ୟ କୁ ପଚାରିକି କରନ୍ତୁ ଜୟ୍ ଜଗନ୍ନାଥ ପ୍ରଭୁ

  • @kishorsahu1377
    @kishorsahu1377 8 дней назад +2

    ପାଗଳ ମଦୁଆ ତୁ ମୋ ସାମ୍ନାରେ ଦିନେ ଦେଖା କର ମୁ ତତେ ଜଣେଇବି କାଉଟା ଠିକି କାଉଟା ଭୁଲ

    • @Asishi3379
      @Asishi3379 7 дней назад

      ପୁରୀ ଆସେ କଚେରି ପାଖକୁ

  • @TechnoUncle-l6l
    @TechnoUncle-l6l 9 дней назад +1

    ଆଜ୍ଞା ଶ୍ରୀ ପେକୁ ପେଟ ନାଏକ କିଏ ?

  • @nimaicharanmajhi8366
    @nimaicharanmajhi8366 3 дня назад

    Iscon is best ଇସ୍କନ୍ ରେ ଯେଉଁମାନେ କାମ କରୁ ଛନ୍ତି ତାଙ୍କୁ ପ୍ରଣାମ

  • @iskcontemplebaliapal8992
    @iskcontemplebaliapal8992 10 дней назад +1

    Prabhu PAD spread HARE KRISHNA NAAM WORLD

  • @subhaasis3664
    @subhaasis3664 9 дней назад +1

    Great Greater Greatest. 🙏👏👏👏👍👍👍👍👍👍👍👍

  • @BikashSingh-xp7vw
    @BikashSingh-xp7vw 11 дней назад +8

    Sri Sri Sri Jagarnath mandir Vitare Jou Panda Mane Bhaktanku poisa jabarjasti Lutuchhanti Ta Bisayare Kon Kahuchhanti Mahasay Gana ?

    • @ssgourab_offical8175
      @ssgourab_offical8175 11 дней назад

      Seta pa chaliba!
      Hele bhakti ra prachar pasaar heba ta chalibani ! Pappa!!!

    • @ManimaMahabahu
      @ManimaMahabahu 11 дней назад

      To baa ra kete tanka neuchhanti puri panda ?

  • @sachiprandas6100
    @sachiprandas6100 11 дней назад +7

    Iskcon ku janibaku hrle iskcon re rahibaku haba. Thare rahiki dekha

  • @Reenabehera0
    @Reenabehera0 9 дней назад +3

    Jay jagannath 🙏🏻🙏🏻🙏🏻🙏🏻🙏🏻

  • @educationchannel481
    @educationchannel481 11 дней назад +3

    Iskcon ମନେ, କୃଷ୍ଣ ଙ୍କ କଥା ପ୍ରଚାର କରିବା । ଜଗନାଥ ଙ୍କ ରଥଯାତ୍ରା ନୁହେଁ ।

    • @b2mixcreation470
      @b2mixcreation470 11 дней назад

      କାହିଁକି?

    • @haimabatinayak6491
      @haimabatinayak6491 11 дней назад

      Achha jagannath krishna alagaki ....?oho bhukila kukura na janantu ki ma janatu comment ta nihati deite palei ashiba 😅

    • @ssgourab_offical8175
      @ssgourab_offical8175 11 дней назад

      Duijana alaga tahale?

    • @kapdekidukaanlawda
      @kapdekidukaanlawda 9 дней назад

      କଥା ପଦୁଟେ କହିଲ

    • @gayatrisabar7135
      @gayatrisabar7135 8 дней назад

      ଭଗବାନ କୃଷ୍ଣ ଭଗବାନ ଜଗନ୍ନାଥ ଅଲଗା କି ଟିକେ କୁହ ଯଦି ଅଲଗା ତମ ଭଳି ମୂର୍ଖ ଆଜି ଦେଖିଲି ମୁଁ

  • @babunipadhi6823
    @babunipadhi6823 10 дней назад +1

    Right,,, ବାଂଲାଦେଶ ରେ ହିନ୍ଦୁ ମାନଙ୍କ କଥା କିଛି କୁହନ୍ତୁ

  • @khushisahoo5864
    @khushisahoo5864 4 дня назад +1

    Iskon rojgar Kari apan mananka bhali nirlajya mananku free ree jetebele prasad bitaran karuchhi setebele kuade thile
    COVID time ree 6 laxs lokanku iskon temple free prasad deichii

  • @kamalakantanayak1828
    @kamalakantanayak1828 9 дней назад +1

    Jay Sri Krsna sriji Radha Radha Jay Srila Prabhupada our Guru Maharaj Satkoti pranam Jay iskcon

  • @Aster-mv3ww
    @Aster-mv3ww 11 дней назад +10

    Jay Jagannath 🙏
    Haire Gyanabana Manisa Jagannath Premi. Jetebele Mahaprabhunku Bangladeshi Podile, Hanile Setebele Tuma Jagannath Sena Kuade Jaithile, Kouthi Soithile, Jagannath Premi Dekhauchha Para.....
    Prakrutare Tume Mane Satare Jagannathanku Bhalapaitile, Bhakti Karithile Emiti Galuami, Bakbaka Karinathanta.....
    Tume Gudak Odia Matira Kalanka....

    • @ratnakarbal3669
      @ratnakarbal3669 11 дней назад

      You are not Hindu

    • @JagdishShyamDas
      @JagdishShyamDas 11 дней назад +1

      100% truth....

    • @Krishnauniverse22
      @Krishnauniverse22 11 дней назад

      Katha chasma pindhiki soithile sabu

    • @Aster-mv3ww
      @Aster-mv3ww 11 дней назад

      @@ratnakarbal3669 🙏
      Keun Drusti Konaru Kahile Mun Hindu Nuhen Boli...

    • @Aster-mv3ww
      @Aster-mv3ww 11 дней назад

      @@ratnakarbal3669 Hindu Kahaku Kuhanti Kahile

  • @RationalOdia
    @RationalOdia 11 дней назад +4

    ବେପାର ପୁରୀ ମନ୍ଦିର ରେ ବି ହେଉଛି। ନା ମାଗଣା ମହା ପ୍ରସାଦ ଦଉଚ। ଇସ୍କନ ବି ବେପାରୀ ସଂଘ। ଧର୍ମ ଏକ ଭଲ ବ୍ୟବସାୟ।

    • @pradyumnadas1223
      @pradyumnadas1223 11 дней назад +3

      @@RationalOdia କନ ପ୍ରମାଣ ଅଛି ଯେ ଇସ୍କନ ଗୋଟେ ବେପାରୀ ସଂଗ ବୋଲି କିଛି ନ ଜାଣି ଅନ୍ଧାର ରେ ବଡି ବୁଲାଉଚ୍ଚ ଦିନକୁ ଲକ୍ଷ ଲକ୍ଷ ଲୋକ ମାଗଣାରେ ପ୍ରସାଦ ପାଉ ଚନ୍ତି ମାଗଣା ଗୋସେଭା କ୍ରିଷ୍ଟିୟାନ ଦ୍ଵାରା ଧର୍ମ ପରିବର୍ତ୍ତନ ଅଞ୍ଚାଲରେ ମାଗଣା ରେ ଶିକ୍ଷା ସହ ସନାତନ ଧର୍ମ ର ପ୍ରଚାର ପୁରା ବିଶ୍ଵ ରେ ହିନ୍ଦୁ ଧର୍ମ ର ପ୍ରଚାର ଏସବୁ ପଇସା କୋଉଠୁ ଆସୁଚି ଠାକୁରଙ୍କ ଦାନ ବାକ୍ସ ରେ ପଇସା ପକେଇବା ବେଳେ ଯିଏ ଖୁଚୁରା ପଇସା ଖୋଜେ ସେ ପୁଣି ଧର୍ମ କୁ ବେପାର କହି ସମାଜ କୁ ଜ୍ଞାନ ଦଉଛି।

    • @debashispattanayak1103
      @debashispattanayak1103 11 дней назад +1

      Ata ku mada darkar..prabala Tauter piku pattnayak.

    • @RationalOdia
      @RationalOdia 11 дней назад

      @pradyumnadas1223 ବରା ସିଙ୍ଗଡ଼ା ଖାଇନ ବୋଧେ

    • @pradyumnadas1223
      @pradyumnadas1223 11 дней назад +3

      @@RationalOdia ବରା ସିଙ୍ଗଡ଼ା ବାହାରେ ମଧ୍ୟ ମିଳୁଚି ସେଠୀ ଖାଉନ mandiraku କିଏ ଭକ୍ତି ପାଇଁ ଯାଏ କି ବରା ସିଙ୍ଗଡ଼ା ଖାଇବାକୁ ଯାଏ ଯାହାର ମନ ଜେଦେ। ତାହାର ପ୍ରଭୁ ସେଦେ

    • @RationalOdia
      @RationalOdia 11 дней назад

      @pradyumnadas1223 ଦୁନିଆର ଯେତେ ସବୁ ଧର୍ମ ଆଉ ଭଗବାନ କେବଳ ଲୋକଙ୍କୁ ଭକୁଆ ବନେଇ ଗୁଲାମ୍ କରି ରଖିବା ପାଇଁ ସୃଷ୍ଟି କରାଯାଇଛି। ମଣିଷ କୁ ଭକ୍ତି କର ପଥର ଆଗରେ ମୁଣ୍ଡ ବାଡେଇଲେ କିଛି ଲାଭ ନାହିଁ।

  • @sushreepallaviswain3479
    @sushreepallaviswain3479 6 дней назад +1

    Jetebele Jagannath Mahaprabhu nku daala auto re basei Arpana ratha naaa re dwara dwara bulei apamanita kara jauthila sebe sanskruti,sanatana dharma au apana mane kouthi thile?Iskcon hin sanatan dharma ra ventilator.Iskcon pain hin aji koti koti youth kharap bata re najai, Vagwan nka path re chaluchanti,Sastra nka niyam manuchanti

  • @sachiprandas6100
    @sachiprandas6100 11 дней назад +5

    Jaganath nkara angya palan kar age

  • @pabitranayak8515
    @pabitranayak8515 11 дней назад +5

    ତୁମେ ଜlହlକରୁଚ ତମ ମlଇକିନା ବି ପସନ୍ଦ କରୁନଥିବ

  • @radhamadhabgiri118
    @radhamadhabgiri118 6 дней назад +1

    Eia sarathi bhakta ki... ?

  • @NabinNaik-nt9dp
    @NabinNaik-nt9dp 11 дней назад +3

    Jagannatha sanskruti prachar Kariba pain tame kana karichha .

  • @kshitishdas3684
    @kshitishdas3684 11 дней назад

    Yes absolutely right 👍👍👍

  • @bijayahaiburu7409
    @bijayahaiburu7409 10 дней назад

    Very well said traditions should be followed.

  • @BANABIHARIPRADHAN-t8d
    @BANABIHARIPRADHAN-t8d 11 дней назад +4

    Puri re bepare heuni mohaprasad ku nei bepara heuni

  • @krupajimusic8623
    @krupajimusic8623 10 дней назад

    Good points

  • @hometventertain
    @hometventertain 11 дней назад +1

    I strongly agree with jagannath sena

  • @sujitpradhan1681
    @sujitpradhan1681 9 дней назад

    Right right

  • @santoshkumarmishra2620
    @santoshkumarmishra2620 6 дней назад

    ପୁରୀ ରେ ବି ବ୍ଯବସାୟ ଚାଲିଛି. ଚୋରୀ ଲୁଟ୍ ବି ଚାଲିଛି.

  • @manoranjannanda9203
    @manoranjannanda9203 8 дней назад

    Right...

  • @_Harekrishna_Harekrishna_
    @_Harekrishna_Harekrishna_ 11 дней назад +1

    The best Hindu 🕉 all the world 🌎 #iskcon

  • @RSRanjan754
    @RSRanjan754 10 дней назад

    Right 👍

  • @narashkumarnarashkumar8277
    @narashkumarnarashkumar8277 8 дней назад

    Jay shree Ram... Jay Jagannath 🌹🙏🏾💖🙏🏾

  • @anadasahoo844
    @anadasahoo844 11 дней назад

    Good job

  • @sachiprandas6100
    @sachiprandas6100 11 дней назад +3

    Maha murkha dharma bishaya re kichhi be kana nahin chup rahile bhala haba. Pandita giri ghare kar

  • @pranabpranab4938
    @pranabpranab4938 11 дней назад

    ରାଇଟ୍

  • @bajarangi1234
    @bajarangi1234 12 дней назад +1

    Right

  • @blb57
    @blb57 11 дней назад +1

    Iskcon re guru parampara adhika important diya jauichi kehi sisya chahinbeni tanka guru nku emiti asamman karajau tenu iskcon bhakta pachaku hatile eita tanka mahanata ..... iskcon devotees 🙇🏻‍♀️🥺real Krishna bhakta , jagannath bhakta houchanti iskcon....aamaku sikhiba darkar kemiti guru nku samman kariba .... Guru nka apmaan kariki kehi shanti re rahibani.... 😢😢

  • @gopalkrishnapattnaik5313
    @gopalkrishnapattnaik5313 6 дней назад

    ISKON IS FOR SPREADING KRISHNA CONSCIOUSNESS. ..LORD JAGANNATHA RATHA JATRA IS TOTALLY DIFFERENT. LET THEM PULL LORD KRISHNA IN CHARIOT.

  • @_Harekrishna_Harekrishna_
    @_Harekrishna_Harekrishna_ 11 дней назад +3

    #iskcon #puri

  • @laxmanswain3469
    @laxmanswain3469 11 дней назад

    ଏକଦମ୍ ୦ିକ୍ କହିଛନ୍ତି 🙏🏻

  • @sulekhamohanta7358
    @sulekhamohanta7358 9 дней назад

    Jay krishna jay iscon

  • @technoworldpackers1775
    @technoworldpackers1775 10 дней назад

    Jay Jagannath Jay mahalaxmi

  • @sureshpradhan2564
    @sureshpradhan2564 6 дней назад

    Masaya apna thik kahi chanti jay jagannath🙏🙏🙏🙏🙏🙏🚩🚩🚩🚩🚩🚩🚩🚩🚩🚩

  • @hareshchandranaik8065
    @hareshchandranaik8065 5 дней назад

    Iskon increasing Gita book 📖 so iskon good

  • @SurendraMohanty-w5f
    @SurendraMohanty-w5f 11 дней назад

    Jay Jagannath

  • @sachiprandas6100
    @sachiprandas6100 11 дней назад +2

    Jagannath kounasi niyama adhina nuhanti murkha. Tume jagannath nka adesha palana kara
    Jagannath hindu natha nuhanti

    • @manojtarai8461
      @manojtarai8461 11 дней назад

      ନିଶ୍ଚିତ ରୂପରେ ମହାପ୍ରଭୁ କୌଣସି ନିୟମ ମଧ୍ୟରେ ସୀମିତ ନୁହଁନ୍ତି।କିନ୍ତୁ ସମସ୍ତ ପୂଜା ବିଧି , ଜାନି ଜାତ ନିର୍ଦ୍ଧିଷ୍ଟ ନିୟମ ମଧ୍ୟରେ ସୀମିତ। ଏ ସବୁ ଏକ ନିର୍ଦ୍ଧିଷ୍ଟ ତିଥି ରେ ସମ୍ପର୍ନ୍ନ ହୋଇଥାଏ।
      ବର୍ଷ କୁ 4 ଥର ଦଶହରା ହେବା ଠିକ୍ କି ?

  • @hemantarout9587
    @hemantarout9587 11 дней назад +1

    Hare krishna ababu janka sanatana dharamra kanthi mala tilak nahi gita padhibaranahi katha bada bada bhagaban gitare kahile sabu dharama paritygi mosarankuasa dharama tu sakhyta bhagabat pranitama

  • @golakgopinathdas3117
    @golakgopinathdas3117 11 дней назад +3

    Kebe bides jaichanti na

    • @gopalkrishna5820
      @gopalkrishna5820 11 дней назад +1

      Hare Krishna prabhu , eee loka bidesh kebe jai nathibe, tanka face ru jana paduchi

  • @ashokkumarnayak7416
    @ashokkumarnayak7416 11 дней назад

    Good 👍

  • @sachiprandas6100
    @sachiprandas6100 11 дней назад +2

    Tume aamisha piyaja rashuna khauchha .gita ku abagjyna karuchh tume kan Jaganath nka bishya re kahiba. Khali ashadi sukla shastra re lekhajaaini. Bhagavan bahut Gupt katha kahuchhanti

  • @KrishnaDas-g3u
    @KrishnaDas-g3u 11 дней назад +2

    Aap Jo Hindu bol rahe ho Vaishnav Ko jalane Ka Baat kah rahe ho prabhupad ko Achcha hun aap jalane main to use Samay aap bus mein ho Jaate Hain pant shirt pant ki Hindu Kahate Ho Pan khate ho udisa Mein Janm liya Bakri khate ho Machhali khate ho Pan khate ho Itna Bada Baat kyon karte ho Hindu yah sab nahin karta hai

  • @gopalkrishna5820
    @gopalkrishna5820 11 дней назад +2

    Eeee piku patnayak to bapa nku toh jianta jaleidauthibu

  • @udayanathswain1569
    @udayanathswain1569 7 дней назад

    ତୁ tauter ତମେ ବିଶ୍ଵ ରେ କଣ କରିଛ ... Iskcon ବିଶ୍ୱରେ ଜଗନ୍ନାଥ ଙ୍କ ବିଷୟରେ ଜଣାଇଛି

  • @manassamal7426
    @manassamal7426 6 дней назад

    Jagannath bujhibe 😢 tama mananku Hari bol 😢

  • @InnocentCheckered
    @InnocentCheckered 6 дней назад

    Hare Krishna 🙇‍♀️🙏....hindu hi hindu nkar satru eithi tebe eha tistiba kemiti.... 🥲

  • @madanpadhi6995
    @madanpadhi6995 11 дней назад +2

    Tara vali kukura ku rasta re bandi ki badei ba kataha, setebele jai tu bhukiba ra band heba

    • @8847bbsr
      @8847bbsr 11 дней назад

      Are kukura kuhani ba kukura ku gali heva

  • @bikramnayak1176
    @bikramnayak1176 11 дней назад

    Good

  • @brajabandhudash5930
    @brajabandhudash5930 11 дней назад

    जय जगन्नाथ,

  • @raadhaaranjann1173
    @raadhaaranjann1173 9 дней назад

    Kan kahila ma. Jai jagannath swami.

  • @MrutyunjayPandit-t4k
    @MrutyunjayPandit-t4k 9 дней назад

    Isckon nka ra Habisa aji saruchi kindly take immediate action

  • @gopalkrishna5820
    @gopalkrishna5820 11 дней назад +2

    OOO bidesh re to bapa prime minister

  • @rabishankarsahu2024
    @rabishankarsahu2024 11 дней назад +3

    E gute nihati pagala ta

    • @tktk-u5l
      @tktk-u5l 11 дней назад

      ଏମିତି କହିବାର ମାନେ. ଯାହା ହୋଉ ବନ୍ଦ ତ କରେଇ ପାରିଲେ, ଆପଣ କଣ କରିପାରିଲେ. ଭଲ କଥା ନ ଲେଖି. ଏ ଟା ଗୋଟେ ପାଗଳ ଟା. ଏମିତି ଶଦ କହିଲେ ଠିକ ଲାଗିଲା. ଥରେ ଚିନ୍ତାକରନ୍ତୁ.

    • @haimabatinayak6491
      @haimabatinayak6491 11 дней назад

      ​@@tktk-u5lgyani manisha hi budhiman ra kaama kare ....😂😂

  • @laxmanswain3469
    @laxmanswain3469 11 дней назад +1

    ଆପଣଙ୍କ କଥା ମୋତେ ସବୁବେଳେ ଭଲ ଲାଗେ। ଆପଣଙ୍କ କଥା ସଂପୂର୍ଣ୍ଣ ସ୍ୱାଗତ ଯୋଗ୍ୟ। ଯେଉଁ ମାନେ ଜଗନ୍ନାଥଙ୍କ ନିତି ନିୟମ ମାନୁ ନାହାଁନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ୍। ପ୍ରଚାର ପ୍ରସାର କେମିତି କରାଯାଏ ଇଷ୍କନ କୁ ଭଲସେ ଜଣା ନାହିଁ ବୋଧହୁଏ😂😂🙏🏻

    • @santoshsen8884
      @santoshsen8884 9 дней назад

      Badadanda re Khasi Mansa au kabab bikiba bi gote bahut bada parampara.

  • @DasD-c8h
    @DasD-c8h 11 дней назад

    Ok

  • @chittaranjangiri8986
    @chittaranjangiri8986 9 дней назад

    Nonveg au liquor shop re allow kara

  • @Diptimayeepandavloge
    @Diptimayeepandavloge 5 дней назад

    Eakdàm perfect Katha 💯 ସତ ନନା ଆମେ ଓଡ଼ିଆ ଲୋକ ସମସ୍ତେ ଆପଣଙ୍କୁ ଅଭିନନ୍ଦନ ଜଣାଉ ଛୁ

    • @khushisahoo5864
      @khushisahoo5864 4 дня назад

      Noo mas ku 20 thar machh mansh amish khauthib asila bhari jagannath sanskriti bisayaree prachar karibaku 😡😡😡😡😡

  • @purviarts8784
    @purviarts8784 12 дней назад

    Jay jagannath🙏🏽

  • @khushisahoo5864
    @khushisahoo5864 4 дня назад

    Mas ku 20 din amis khai asila bharii jagannath nka Dharm bisayaree prachar karibaku

  • @satyaranjanbiswal3647
    @satyaranjanbiswal3647 9 дней назад

    Iskon ku ban kara jau

  • @tukunapradhan9281
    @tukunapradhan9281 7 дней назад

    ତମେଚୁରଜଗନାଥଭକତ

  • @mr.prince2326
    @mr.prince2326 9 дней назад

    Iskcon only doing Business

  • @SkT30089
    @SkT30089 10 дней назад

    Entire world re iskon hindu religion & bhagvat gita ku prachar karichi. Iskon bina aji hindhu dharma nathanta .Odisha bahare iskon jogu ame rathayatra celebration kariparuchu. Thanks to sri prabhupada.. please make unity between hindu 🕉 brothers 🙏
    Puri re sabu bele mahapravu rahibe. So it is a great news that celebrating rathayatra in all over world.

  • @tapankumarsha
    @tapankumarsha 10 дней назад

    Tume mane sabu iskcon bisayare kan janichha. Bhagabat gita bisayare kichhi Gyan achhi bahut bhasana deuchha ଆଉ କିଛି ବର୍ଷ ପରେ ତୁମେମାନଲଙ୍କ ଘରେ ପଠାଣ ସବୁ ପଶିବେ । ତୂମମାନଙ୍କ ପରି ଲୋକ ହିନ୍ଦୁ ନାମରେ ଗୋଟେ ଗୋଟେ କଳଙ୍କ। ତୁମେମାନେ ଯିଏ ସବୁ ଇସ୍କନ ବିରୋଧରେ କହୁଛ ସବୁ ଗୋଟିଏ ଗୋଟିଏ ବିଧର୍ମୀ। ଇସ୍କନ ରେ ଜଣେ ଭକ୍ତ ହେବାକୁ ହେଲେ ପ୍ରଥମେ ଏହି ୪ଟି ନିୟମ ମାନିବାକୁ ପଡ଼ିଥାଏ ଆମିଷ, ପିଆଜ ରସୁଣ,ଜୁଆ, ପ୍ରକିୟା ପ୍ରତି, ମଦ୍ୟପାନ ଯାଣିଛକି ନାହିଁ। ଯୋଉ ବିଦେଶୀ ମାନଙ୍କୁ। ବିଧର୍ମୀ କହୁଛ ସେମାନେ ତମମାନଙ୍କ ଠାରୁ ବହୁତ ଉର୍ଦ୍ଧ୍ବରେ କାରଣ ତୁମମାନଙ୍କ ପରି ଟାଉଟର,ଛଳୀ,କପଟ, ହିଂସା,ବାଦ, ସେମାନଙ୍କ ଠାରେ ନାହିଁ।ଆଉ ଯୋଉ ସାଧୁ ପ୍ରଭୁପାଦ ଙ୍କ ନାମ ତୁମ ମୁହଁରେ ନେଉଛ ତୁମେମାନେ ସେତିକି ସୁଦ୍ଧ ନୁହେଁ ଏପରି ଜଣେ ସାଧୁ ଙ୍କ ନାମ ମୁହଁରେ ନେବା ପାଇଁ।ଯେକି ୭୦ ବର୍ଷ ବୟସରେ ସାରା ବିଶ୍ବରେ ସନାତନ ସଂସ୍କୃତିକୁ ସଭ୍ୟତାକୁ ପ୍ରଚାର ପ୍ରସାର କରାଇଥିଲେ ଏବଂ ସାରା ବିଶ୍ବରେ 108 ମନ୍ଦିର ନିର୍ମାଣ କରାଇଥିଲେ ତାଙ୍କ ଦ୍ଵାରା ବିଦେଶୀ ମାନେ ବର୍ତ୍ତମାନ ସୁଦ୍ଧ ସାକାହାରି ଏପରିକି ପିଆଜ ରସୁଣ ମଧ୍ୟ ଛାଡିଛନ୍ତି। କୁହ ବିଧର୍ମୀ କିଏ ତୁମେମାନେ ନା ସିଏ ? ଇସ୍କନ କି ଶିକ୍ଷା ଦେଉଛି ଥରୁଟିଏ ଇସ୍କନ ଯେକୌଣସି ଜଣେ ଭକ୍ତଙ୍କ ଘରକୁ ଯାଇ ଦେଖିଆସ ସେମାନଙ୍କ ଛୁଆ ମାନେ ମଧ୍ୟ କିପରି ସଂସ୍କାର ପାଇଛନ୍ତି ଦେଖିଆସ । ଯେତେଜଣ ଇସ୍କନ ବିରୋଧରେ କହୁଛ ନିଜେ ତୁମେମାନେ ସଂସ୍କାର, ସଭ୍ୟତା କଣ ଜାଣିନାହଁ। ଜଗନ୍ନାଥ ମହାପ୍ରଭୁ କିଏ ଜାଣିନାହଁ ସିଏ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ନାଥ ତୁମମାନଙ୍କର ଏକା ନୁହେଁ। ଜଗନ୍ନାଥଙ୍କୁ ନେଇ ତୁମେମାନେ ବହୁତ ରାଜନୀତି କରୁଛ। ଜଗନ୍ନାଥ ଜତି ଅଯାତି କଥା କହିନାହାନ୍ତି। ତୁମେମାନେ ଆଗେ ସୁଦ୍ଧ ଅଛକି ନାହିଁ କୁହ। ବର୍ତ୍ତମାନ ବିଦେଶୀ ମାନେ ତୁମମାନଙ୍କ ଠାରୁ ବହୁତ ସୁଦ୍ଧ ଏବଂ ସାକାହାରୀ ଆଉ ନିଷ୍କପଟ । ଇସ୍କନ ଦ୍ଵାରା କେତେ ଖରାପ ଚରିତ୍ର,କେତେ ଉଜୁଡି ଯାଇଥିବା ପରିବାରକୁ ସୁ ପଥକୁ ଆସିପାରିଛନ୍ତି। ତୁମେମାନେ କେତେ ଲୋକଙ୍କୁ ସୁ ପଥକୁ ଆଣି ପାରିଛ କୁହ । ହିନ୍ଦୁ ହୋଇ ତୁମେମାନେ ସବୁ ହିନ୍ଦୁ ବିରୋଧୀ ଭାଷଣ ଦେଉଛନ୍ତି। ମୁସଲମାନ ମାନଙ୍କର କିପରି ପ୍ରାଦୁର୍ଭାବ ଦିନକୁ ଦିନ ବଢିବାକୁ ଲାଗିଛି ସେ ବିଷୟରେ କିଛି ଦେଖାଯାଉ ନାହିଁ। ହିନ୍ଦୁ ମାନେ ଆଉ ସୁରକ୍ଷିତ ନାହାନ୍ତି ସେକଥା କହାକୁ ଦେଖାଯାଉନାହିଁ 0:00

  • @iskcontemplebaliapal8992
    @iskcontemplebaliapal8992 10 дней назад

    Sir i hope you don't know about ISKCON

  • @kishoreranjanparida9467
    @kishoreranjanparida9467 5 дней назад

    Bhai Iscon binaya re kichi na jani kichi mantyaba Dia nahi.....

  • @kailashjani1867
    @kailashjani1867 10 дней назад

    ଲାଜ ଲାଗୁନାହିଁ