Emt manisa saha se stree kmt sara jiban katiba..jie vla paiki 3 ta pila heiki gote jhia pain change heiparila..jie thare vul kala na se bar bar Kariba.. don't chance again.. vagawan achhanti se stree pain .. emt Swami saha lyf impossible
Credit goes to Naveen Pattanaik for making sure that, every village must be a wine HUB. Example my own village -Taratua, PO: Iswapur, Nilgiri, Balasore. Waah Waah re sarkar.
Thik katha nabeen babu ghara ghara buli jai daki ani mada peauchanti au loka mane bohut gariba au niriha tanku badhya kari pati re kahali pakai nabeen babu peai douchanti bohut dukha ra bisay ama rajya re nischita bhabe Bihar bhalia mada band heba darkar au desa ra top mada kala bajari re odisha jiba darkar loka niriha bhai nabeen babu tanka jeban sange kheluchanti
Education is our second important priority but Sanskar is our first and most important priority...bahut loko educated hei b vul rasta re janti but sanskari heba nihati jaruri ...jane murkha hele b chaliba but sanskari heba darkar ..
@@Girlshostellife First educated loka bi emiti karuchhanti kahile thik Hele sabu pua better chahanti yeta sampurna bhul kichhi jhia yemiti bi mu dekhichhi jeu mane ki better paigale nija janma kala bapa maa katha bi bhabantini 😡
ଆଶାର ଅନ୍ଧାର ଦେଖିକି କିଏ ଏ episode ଦେଖିବାକୁ ଆସିଛ ତ ଗୋଟେ like ହଉ
😂😂
mu 😆😆😆
Mu
ମୁଁ😅
Mu Bhai 😂😂
ଆଶାର ଆଲୋକ ଦେଖିବା ବେଳେ ଆଜିବି
ମିହିର ଦାସ ଙ୍କୁ ଆଖି ଖୋଜୁଛି miss u mihir sir 😭🙏
Sata re didi 😢
Miss you Mihir sir 🙏😭😭😭
Yes right
Satare miss u 😢
Right didi
ଭାଗ୍ୟ ରେ ଥିଲେ ଏପରି ସ୍ତ୍ରୀ ମିଳେ , ଦୁର୍ଭାଗ୍ୟ ରେ ଏପରି ସ୍ୱାମୀ ମିଳେ ।
😂😂😂😂
Bhai ei loka taku kichi na khali mada dakra buchuati badi re
ଡାଲମା ମା i love you ତମ ଧନ୍ୟବାଦ ଯେ ତମେ ଏତେ ଦୁଃଖ ପାଇକିବି ସେଭଳିଆ ସ୍ୱମୀ ପାଖରେ ରହିବାକୁ ଚାହୁଁଚ ସତରେ i real love you❤❤❤❤❤❤❤❤
କଥା ଟ୍ଟା ତ ମଜା ଲାଗୁଚି ହେଲେ , ସେ ସ୍ତ୍ରୀ ଲୋକ ଟିର ଦୁଃଖ କିଏ ବୁଝିବ 😢
To bopa
😢😢😢
@@ChinmayaKar4103tu se stree loka ra Swami prakruti ra loka 😅
🫵🏻🫵🏻🫵🏻🤨@@ChinmayaKar4103
😢😢
ଆଜି ପ୍ରମାଣ ହେଲା- ପ୍ରେମ ନିଶା ଆଉ ମଦ ନିଶା ପଡ଼ିଥିବା ବ୍ୟକ୍ତିଙ୍କୁ କେହି ବୁଝେଇ ପାରିବେ ନାହିଁ ।
😂
Right
True line
😂😂😂
100%
Funny anugulia comedy dhekiki kou mane vedio dekhuchha🤧🤧🙂😊
Like heuu🙂
🙌
Mu
Mu
Same Bhai 🤣🤣🤣
Yes mme😂
ଏମିତି ଧର୍ଯ୍ୟବାନ ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ 😢😢😢😢😢😢😢😢
😂😂😂
Tame seinhali bodhe. ❤
Insta dekhiki kou mane episode dekhibaku asicha gote like heijau 😊😊😊😊
Mu 🤣
Mu😂
Mu
Mu
Mu😂
ଭଗବାନ୍ ଏତେ ସୁନ୍ଦର ସ୍ତ୍ରୀ କୁ ଏତେ କଷ୍ଟ ଦିଅନି....🙏 ତାଙ୍କୁ ସାହସ ଆଉ ଧୈର୍ଯ୍ୟ ଦିଅ...
ଶିକ୍ଷାର ଅଭାବ ଯୋଗୁ ଏପରି ପରିସ୍ଥିତି। ସୁସ୍ଥ ସମାଜ ଗଠନ ଓ ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ହେଲେ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର । 😢 ଏଠାରେ ଶିକ୍ଷା ଅର୍ଥ କେବଳ ପୁସ୍ତକଗତ ନୁହେଁ, ବରଂ ଶିକ୍ଷା ବା ଶିକ୍ଷିତ ସେ ଯିଏ ଭଲ ମନ୍ଦ, ଉଚିତ୍ ଅନୁଚିତ୍ ବିଚାର କରି ପାରୁଥିବା ବ୍ୟକ୍ତି ।
Yeah i agree sir
100%
Bhai perfect Katha lekhicha,tha thabi manisa sikhya thaibi amanisa heijauchi😂😂😂😂😂
Right 🙏🏻
Besi sikhita ghare divorce
Right bhai 👍
ଲୋକଟି ବହୁତ ସରଳ କିନ୍ତୁ ଶିକ୍ଷାର ଘୋର ଅଭାବ ଆଉ ମଦ ପାଇଁ ଆଜି ଏ ଅବସ୍ଥା. ବୋଧ ହୁଏ ଶିକ୍ଷାଗତ ବୁଝିବା ଥିଲେ ଏମିତି ହୋଇନଥାନ୍ତା. ଶିକ୍ଷା ମଣିଷ ପାଇଁ ନିହାତି ଅପାରହାର୍ଯ୍ୟ. ଜୟ ଜଗନ୍ନାଥ 🙏🏻💐
Dharma gyaana darkar
@@skslalaji1432 ଶିକ୍ଷା ବେଶୀ ଇମ୍ପୋଟାଣ୍ଟ
Pakka magia ta
Sikhya saha rojgaar, shikhya thile, jorgar nahi, rojgar thile, shikhya nahi,both pua jhia rojgaar, both pua jhia ghara kama janiba darkar
@@archananayak8599 ରୋଜଗାର ନାହିଁ ବୋଲି କଣ ଏମିତି ହେବ କି !
🥺🥺😭 ବହୁତ ସଚଟ ହୃଦୟ ର ସ୍ୱାମୀ ସ୍ତ୍ରୀ ଦୁହେଁ😢 ଶିକ୍ଷା ଅଭାବ ପାଇଁ ଜୀବନ ଦୋଛକି ରେ 😢😢 ଭଗବାନଙ୍କ ନିକଟରେ ପ୍ରାର୍ଥନା .......🤲🤲🤲🤲🤲🙏🙏🙏🙏🙏🙏🙏🙏🙏........
Abhaba pain nuhen ,, drinks pain emiti
ଦୁଃଖ ଲାଗୁଛି ଏଇ ମହିଳାଙ୍କୁ ଦେଖିକି , ଏମିତି ପୁରୁଷକୁ ଚପଲ ସେକା ଦରକାର , ତା ଛୁଆ ମାନେ ତାକୁ ବାଡେ଼ଇବା ଉଚିତ ... ସେଇ ୧୮ ବୟସ ଝିଅ ବି ସେକିବା ଦରକାର ତାକୁ
ନାଇଁ ନାଇଁ ନାଇଁମ 😂
ଅତି ସୁନ୍ଦର ମୁଁ ଛୁଟ ବେଳେ ପଢାବହିରେ ପଢ଼ିଥିଲି ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ଆଜି ସେପରି ଲୋକ ଗୋଟେ ଦେଖିଲି ଧନ୍ୟବାଦ
😂😂😂😂
You are right brother 😂😂😂
ସତରେ ଦେଖିଲା ପରେ ବହୁତୁ ଦୁଃଖ ଲଗୁଛି 😢😢😢ଭଗବାନ କରନ୍ତୁ ତମେ ଦୁଇଜଣ ଭଲରେ ରୁହ ଶ୍ୟାମି ସ୍ତ୍ରୀ ର ସମ୍ପର୍କ ସବୁଠୁ ନିବିଡ଼ ସମ୍ପର୍କ ସତରେ ମୁଁ ସହିପାରୁନି ଭଗବାନ କରନ୍ତୁ ଏମିନ୍ତି କାହା ଜୀବନରେ ନୋ ଆସୁ ଜୟ ଜଗନ୍ନାଥ 🙏🙏🙏🙏
*Funny Anugulia Video ଦେଖିବା ପରେ କିଏ ଆସିଲ 😂😂😂*
Mu bhai😅
Mu
Mun 😊
Se video ban heigala
@@bishramkanta8658 Ban heini.. kichhi technical issues heigala.. delete heigala..
ସତରେ କିଏ କିଏ Instagram ଦେଖି ଫୁଲ୍ episode ଦେଖୁଛ ଲାଇକ କର❤
Mu bhai 😂😂😂
Mu bi
Mu
Hn bhai😂
Mu bi bhai
Kie kie mo valia insta reel dekhiki asichha dekhibaku 😂😂
Mu ta first time aaji dekhiki RUclips ku aaili😂😂😂
Mu😂😂
mun b
😂😂😂
Muin go
ଅସାର ଅନ୍ଧାର ଦେଖିକି କିଏ କିଏ ଆସିଛ 😂😂??
Mu 😂
Mu bi
😂😂😂😂😂😅
Mu
ଯଉ ମାନେ ମଦ ପିଉଛନ୍ତି ତାକ ପାଇଁ ଏଇ ଅଧାୟ ଟି ଭାଇମାନେ ଦେଖି ବଦଳି ଯାଓ ଜୟ ଜଗନ୍ନାଥ
ଏ ମା'ଙ୍କୁ ହୃଦୟରୁ ଶତଶତ🙏🙏🙏🙏
ନିଶ୍ଚତ
ହଁ 😢
Hmmm
ମଦ ଟା ସମାଜ ପାଇଁ କେତେ ଯେ ବିପଦ ଜନକ ଏଥିରୁ ପ୍ରମାଣିତ 😢
Thik kachanti sir👍👍👍
💯 sata
Market market re wine shop achii athire kn sikhyaa ra abhab😂achi
Right
Bhai deshi mado hi kharap ki aruchhi😅😅😅😅
ବହୁତ ହସ ଲାଗିଲା episod ଦେଖି .😅😅😅
ଭଗବାନ କରନ୍ତୁ ସେ ଦୁହେଁ ମିଶି ଯାନ୍ତୁ
Aau kaha dukha re hansucha chaka akhi sabu dekhuchi
Noo ..amiti Manisa saha au rahiba uchit nuhe .se gote pagala .
ଯେତେ ସବୁ episode ଦେଖିଥିଲି ଏହି episode ସବୁଠାରୁ ଭଲ episode full 😂😂😂
ଏତେ ଦିନ ପରେ ଗୋଟେ episode ଦେଖିଲି ଯେଉଁଥିରେ ମିଛ ଟିକେ ମଧ୍ୟ ନାହିଁ ବଡ଼ ବଡ଼ିଆ ଙ୍କ ଝଗଡା ରେ ମିଛ ଅଧିକ
ସରକାର ବି ଟିକେ ଦେଖୁ ମଦ ପାଁଇ କଣ କଣ ହଉଚି ଆହୁରି ବି ମଦ ଦୋକାନ ଖୋଲୁଛି
Right 👍
Right
Right 👍
Right
Mada R Kichi Bhul Nahin Aie Kan Abe Aie Show Re Nisa Khaiki Asichi Ki Emiti Kahin Katha Kahuchi
ଅନୁଗୁଳିଆ ବଣ୍ଟି ର କମେଡି ଭିଡିଓ ଦେଖି କେଉଁମାନେ ଆସିଛ ଲାଇକ କର
ଏଥିପାଇ ସରକାରଙ୍କ ର ଦୋଷ, ଦୟାକରି ନିଶାଦ୍ରବ୍ୟ ବନ୍ଦ କରାଯାଉ... 🙏🙏🙏
Sata katha
Sedina kebe asiba kebala bhagavan nku jana😢....ethipain kete jibana nasta heijauchi...
ଶ୍ରେଷ୍ଟ ମଦୁଆ ପୁରସ୍କାର ୟାକୁ ରାଷ୍ଟ୍ରପତି ଙ୍କ ଦ୍ବାରା ଦିଆଯାଉ 😂
right bro
😁😁😁😁😄😄
Bhai se president ghara dekhi nahanti nahele jaithante bhari🤣🤣🤣
କଲେକ୍ଟର ଅଫିସ୍ ଦେଖିଥିଲେ anithante
😂😂😂😂
Education ଅଭାବ ସମସ୍ତେ କହୁଛନ୍ତି. କିନ୍ତୁ ଏଇ ସବୁ କେଶ୍ ବେଶୀ ଶିକ୍ଷିତ ମାନେ ହିଁ କରୁଛନ୍ତି. ଉଦାହରଣ ଅନୁଭବ, ବର୍ଷା, ଅମୀର ଖାନ୍, ଆହୁରି ବହୁତ୍ ଅଛନ୍ତି. Living relationship ଟା ଶିକ୍ଷିତ ସାମାଜ ର କାମ.
That's the truth
ତାଙ୍କ କଥା ଶୁଣି ଅ ଶିକ୍ଷିତ କହୁଛନ୍ତି 😢😢
@@PinkiHarijan-v4q ଆପଣ ଠିକ୍ କହୁଛନ୍ତି ହେଲେ କିଛି ଶିକ୍ଷିତ କଥା ସେଭଳି ନ କହି ବି ତା ଠାରୁ ହୀନ କାମ କରନ୍ତି ଏବଂ ମିଛ ଉପରେ ମିଛ କହି ଚାଲନ୍ତି
Correct
Kan pakruti mishra pakhare education nathila
ଏ ସବୁ ଦେଖିବା ପରେ ଡାଲମା କୁ ଦେଖି କାନ୍ଦ ଲାଗୁଛି ତାର ସ୍ବାମୀ କି ଦେଖି ହସ ଲାଗୁଛି କି ଅଦୁଭୁତି ସିନ୍❤🙏
🎉ଆଦିବାସୀ ଲେକ କିଛି ବୁଝନ୍ତି କିଛି ନାହିଁ ସାର୍
ମିହିର ଦାସ ବଞ୍ଚିଥିଲେ ଏ ଶୋ ଦେଖିସାରିଲା ପରେ ନିଶ୍ଚୟ ମରିଯାଇଥାନ୍ତେ 😂😂😂
😢😂😂
Insta rells dekhiki kie kie asicha like karidia 😄😄😄
ମଦୁଆକୁ ଆଉ ମୁର୍ଖ ଲୋକ କୁ କେବେ ବୁଝାଇ ପାରିବେନି
👍👍
Thik katha
ଏମାନଙ୍କୁ ଖାଲି ବିଛୁଆତି ମାଡ଼ ଦରକାର
Haf janwoor kan bujhiba
Right 👍
ଏଥିରୁ ଜଣାପଡିଲା ଗଟେ ମଣିଷ ପାଇଁ ଶିକ୍ଷା କେତେ ଯେ ଦରକାର। ଶିକ୍ଷା ହିଁ ମଣିଷ କୁ ଆଲୋକ ଦେଖାଏ
Maha gyani ta bada ghare e sabu besi hue janichhu but spread Hueni anubhab aau barsha bodhe patha padhi nahanti😊😊😊
@@incredibleworld2712 ତା ହେଲେ ମୂର୍ଖ ହେବା ଟା ଠିକ୍ କି
ଏମିତି କା ଲୋକର ଗୋଡ ହାତ ଆଗ ଭାଙ୍ଗିକି ଛାଡ ତା ପରେ ଜାଇକି ମଦ ନିସା ଆଉ ଦୀତୀୟ ଲଭ୍ ନିସା ଛାଡିଜିବ ...... ଜୟ ଜଗନ୍ନାଥ 🙏🙏
Salute to this lady(wife). Her understanding and patience is exceptional.
Right
😢😢😢😢😢😢great sach mein
ହେ ଭଗବାନ ! 😢 ଏମିତି ମଣିଷ କୁ ଭଗବାନ ଛଢା ଆଉ କିଏ ବୁଝେଇ ପାରିବେ ନାହିଁ ।
It is a mad man.
ଭାଇ ଭଗବାନ ନୁହଁ ସେ 18ବର୍ଷ ଝିଅ ଠିକ୍ ବୁଝେଇ ପାରିବ
Mun
@@himanshuodisha7782 you are right
ସରକାର ଏହି ପ୍ରତି ଧନ୍ୟ ଦେବା ଦରକାର.
ମୂର୍ଖ ଲୋକ ଙ୍କୁ ବୁଝେଇ ପାରିବେନି,,ବିଷ ଟିକିଏ ଦେଇ ଦିଅ ଶାନ୍ତି ରେ ଶୋଇବ
Are bhai education nai tanka pakha re
U r right bro
This is very easy task
-- just make him 10 days hungry and unsleep then talk he will understand
ଏମିତଆ ଅସଭ୍ୟ ଆଉ ଅଶିକ୍ଷିତ ଲୋକ ବି ଥାନ୍ତି ବିଶ୍ୱାସ ହଉନି....... ମାନବିକତା ବୋଲି ଗୋଟେ ଶବ୍ଦ ଅଛି ସେ ବୋଧେ ଜାଣିନି....... ହେଲେ ସେ ମା ଙ୍କୁ କୋଟି ନମସ୍କାର🙏🙏🙏🙏
ସତରେ ଏଇ Episode ଟା ବହୁତ ହସ😅 ଲାଗୁଛି କିଏ ବୁଝେଇବ ଏମିତିକା ଲୋକଙ୍କୁ
Right 👍
Salaa ku prabala maada darkar
ମା ର ଦୁଃଖ ଦୂର କର ପ୍ରଭୁ ତାକୁ ସାହା ହୁଅ 😢
Jaha hauchi hau taku au rakhi bini😅
ଏମିତି ଅଜବ ମଣିଷ ମୁଁ ଏ ଜନ୍ମରେ ଦେଖି ନାହିଁ 🙏🙏🙏 ଭବିଷ୍ୟତ ରେ ଏମିତି ଦୁଃଖ ଏ ମଣିଷ ପାଇବ ସବୁ ଜଳ ଜଳ ହୋଇ ଦେଖା ଯାଉଛି 🙏🙏 ଭଗବାନ ତୁମେ ଭରଷା 🙏🙏🙏
Emiti bahut achanti tike kbk areara links pakhakku jantu janibe emane kete pachare achanti only for education kam
ଏମିତି ନିର୍ଲଜ୍ଜ ମଣିଷ ଏହି ଦୁନିଆରେ ଅଛନ୍ତି ମୁଁ ପ୍ରଥମଥର ପାଇଁ ଦେଖିଲି ।
Mo husband bi atharu adhika nirlaja manisa
@@sunitamuduli3404 ଜାରଜ ସନ୍ତାନ ହେଲେ ହିଁ ଏମିତି ନାରୀମାନଙ୍କ ଉପରେ ଅତ୍ୟାଚାର କରିବେ।
@@sunitamuduli3404😢
Same
Mo husband b amete mu singl maa 🥺🥺🥺🥺
ଶିକ୍ଷା ର ଅଭାବ ଥିଲେ ବି ଲୋକ ଭୁଲ କରନ୍ତି ଶିକ୍ଷା ଥାଇକି ବି ଲୋକ ଭୁଲ କରନ୍ତି କିନ୍ତୁ ଅସଲ ଶିକ୍ଷା ମଣିଷର ସୁସ୍ଥ ମାନସିକତା । ଗୋଟିଏ ସୁସ୍ଥ ମାନସିକ ଲୋକ ହିଁ ଠିକ୍ ନିଷ୍ପତି ନେଇପାରେ 👍
କିଛି ଅସଭ୍ୟ ଲୋକ କମେଡି ଭିଡିଓ ଦେଖିକି ଆସି ଏଥି judgemts ହସି କି ଦେଉଛନ୍ତି !!
ସେମାନେ ୟେ ଦେଖୁନାହାନ୍ତି ଏ ମାଆ ଙ୍କ ଉପରେ କି ପ୍ରକାର ଅତ୍ୟାଚାର ହେଇ ଆସୁଛି !!!
Bahut badhia comment seimananku joumane khauchhanti badhia comedy episode boli, semane realise karunahanti je ete abujha lokaku bujhaibara sakti kahapakhare nahin boli
Thik kotha
ବହୁତ ସୁନ୍ଦର ମଣିଷ ଟେ ଟିକେ ଯଦି ବୁଝିପାରନ୍ତ ତାର ସଂସାର ଟି ବେଶ ହସ ଖୁସି ରେ ଚାଲନ୍ତା ଜଗନ୍ନାଥ କରନ୍ତୁ ଏ 2 ଜଣ ମିଶି ଯାଆନ୍ତୁ 🙏
❤
ସୁର ଅଜାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ
Eii loka saha rahiba apekhya eka rahiba bahut vla ..
@@Tapaswini36018 ଜୀବନ ର ରାସ୍ତା ବହୁତ ଲମ୍ବା ବନ୍ଧୁ ଏକା ଚାଲିବ ବହୁତ କଷ୍ଟ ତା ପାଇଁ ଭଗବାନ ସାଥି ଟେ ବନେଇଛନ୍ତି ଦୁଃଖ ରେ ସୁଖ ରେ ଲଢ଼ିବା ପାଇଁ. ଏ ଲୋକ ଟି ଆଉ ଏକ ଝିଅ କଥା ରେ ପଡି
ଆଉ ମଦ ନିଶା ରେ ପଡି ଅବାଟ କୁ ଚାଲି ଯାଇଛି ତାଙ୍କୁ ତାର ସ୍ତ୍ରୀ ଚେଷ୍ଟା କରି ଭଲ ବାଟ କୁ ଆଣିବା ଦରକାର ସତ ଚେଷ୍ଟା ପରେ ଯଦି ଜଣେ ଭଲ ବାଟ କୁ ନ ଆସିଲା ତା ହେଲେ ତାକୁ ଏକା ଛାଡି ଦେବା ଦରକାର ମୋ ମତ ରେ ଗୋଟେ ଘର କୁ ଭାଙ୍ଗି ଦେବା ବହୁତ ସହଜ କିନ୍ତୁ ଗୋଟେ ଘର କରିବା କେତେ ଯେ କଷ୍ଟ ତିଆରି କରିଲା ଵାଲା ଏକା କହିପାରିବ ଜୟ ଜଗନ୍ନାଥ 🙏
Emt manisa saha se stree kmt sara jiban katiba..jie vla paiki 3 ta pila heiki gote jhia pain change heiparila..jie thare vul kala na se bar bar Kariba.. don't chance again.. vagawan achhanti se stree pain .. emt Swami saha lyf impossible
ଆଶାର ଆଲୋକ ଗୋଟେ ଭଲ ପ୍ରୟାସ। ଓ ଟିଭି ଗୋଟେ ମୋଟରସାଇକେଲ ଦେଲେ ଆମେ ଖୁସି ହେବୁ
😂😂
ଏଇ ଅଜବ ଲୋକ କୁ କେବଳ ସୁର ରାଉତରାୟ ବୁଝେଇ ପାରିବ
ୟାକୁ କେତେ ବୁଝେଇଲେ ବି ଇଏ ବୁଝିବନି , ୟାକୁ ୧୮ ବର୍ଷ ଝିଅର ପ୍ରେମ ବାୟା କରିଛି 😂😂😂😂😂
ଏହି episode ଟି ଦେଖିଲା ପରେ ଲଗିଲା ସେଇ ଭାଇ ଜଣ ଙ୍କ ସରଳ କିନ୍ତୁ ମଦ ହିଁ ସେମାନଙ୍କ ପରିବାର କୁ ନଷ୍ଠ କରି ଦେଇଛି ଭାବନ୍ତୁ କେତେ ଏମିତି ନିରୀହ ଓ ସୁନ୍ଦର ସଂସାର ଉଜୁଡ଼ି ଯାଉଛି କାରଣ ଏହି "ମଦ "
ନା ଭାଇ ମଦ କୁ ଖରାପ କୁହନି 😂😂😂
Mada nuhn. Maada pita avab janita Roga!
ମଦ ଛାଡିଲେ ମଦ ଆପେ ବନ୍ଦ ହେଇଯିବ 👍🙏
Sata sir
Ahi ta madara kamal
ଭାଇ ମାନେ ଏ ଲୋକକୁ ଭଲ ସେ ଚିହ୍ନି ରଖ , ଯୋଉଠି ଦେଖିବ ସେଇଠି ୟା ଗୋଡୋ ହାତ ଭାଙ୍ଗି ଦେବା ଉଚିତ୍ 🤛🤜🤜
ଅବଶ୍ୟ ଲୋକଟିର ଶିକ୍ଷା ର ଅଭାବ ଏବଂ କୁସଙ୍ଗ ପାଇଁ ଏମିତି ଅବସ୍ଥା ନହେଲେ ଲୋକଟି ମିଛ କହୁନାହିଁ 👍👍ପୁରେ heart❤
Sala taku pitiba katha pure heart kn
Salute to this lady
Her patience level is out of imagination
May God gives her lots of happiness and blessings ❤
ଅପଦାର୍ଥ ସ୍ବାମୀ । ଏ ଶଳାକୁ ବିଦ୍ୟୁତ୍ ଆଘାତ୍ ଦେଲେ ସୁଧୁରି ଯିବ ।
Right 😂😂
Right
🤣🤣🤣🤣🤣🤣
Right😂😂
Right
Mihir das is the perfect person for this show
Mihir dasanku pherei anab jaa 😡
@@runulata7033 ଆସ ଯିବା
Right
Was**
Kan Kariba bhai ame ta samaya ra dasa
ଏ episode ରୁ ମତେ ସିଖିବାକୁ ମିଳିଲା
ଜିବନ ଷାରା ନିଷା କରିବିନି, ଆଉ ଆଜି ପର୍ଯ୍ୟନ୍ତ କିଛି ନିଷାଭି କରିନାହିଁ ( 0 )zero tolerance ନିଷା ପାଳନ କରୁଛି
ଆଉ ୨ ଟ କଥା ସିଖିବାକୁ ମିଳିଲା ମିଛ କହୁନାହିଁ ଏତେ ସବୁ ହେଲାପରେ ।
ମୁ ମୋ ନିଜକୁ ପଚାରିଲେ ମୁଁ କିଛି ମିଛ କହୁଛି 0 ମିଛ ନ ହେଲେବି 10% ମିଛ ରେ ଜିବନ ବଚାଈବୀ / ଜିଏ ମୋ କଥାରେ ସହମତ 👍like kara
😂😂
Emiti mo Ex bhi .... Sabubele male dominant
ସେ ଲୋକ ସବୁ ମାନୁଛି ହେଲେ ଶିକ୍ଷା ର ଅଭାବ ନିଜ କଥା ସତ କହୁଚି,ନିଜ ସ୍ତ୍ରୀ କୁ ଛାଡ଼ିବା କଥା ନାହିଁ
ଏଇଠି ଗୋଟେ ପଜିଟିଭ କଥା କିଏ ଲକ୍ଷ୍ୟ କରିଛ.... ସେ ଲୋକ ଟା ର ଗୁଣ ଖରାପ ଅଛି ଏହା ସତ୍ୟ କିନ୍ତୁ ସତ କହିବାକୁ ଟିକେ ବି ପଛେଇ ନାହିଁ
Ete positively bhabani.ete bekar loka jie realize kariparuni kn bhul karuchi.every line re amti katha kahuchi sunibaku kharap laguchi
@@madhusmita7260 ଲୋକଟାକୁ ମୁଁ ଭଲ କହୁନି ଆଜ୍ଞା. ସେ ଯାହା ବି ହଉ ଆଜି କାଲି ସତ କଥା ସାମ୍ନା ରେ କିଏ କହୁଛି. ୟେ ସିନା ମୂର୍ଖ ହେଲେ ଆଜି କାଲି educated ଲୋକ ବେଶୀ ଏମିତି କରୁଛନ୍ତି. ପରକିୟା ପ୍ରୀତି ପ୍ର୍ୟତେକ ଦିନ social ମିଡିଆରେ ବାହାରୁଛି ତାପରେ ବି ସେମାନେ ମିଛ କହୁଛନ୍ତି. କିନ୍ତୁ ଏ ଲୋକଟି ଦୋଷୀ ତାପରେ ସେ ସତ କଥା ସାମ୍ନା ସାମ୍ନି କହୁଛି ଏତିକି କିଏ କରେ
ସତରେ Sanatan ସେ ମାଉସୀ ଙ୍କ ପ୍ରତି ବହୁତ ଅନ୍ୟୟ କରିଛ...ଏମିତି ସ୍ତ୍ରୀ ଭାଗ୍ୟ ରେ ଥିଲେ ମିଳେ...ହେଲେ ଏମିତି ଅଭଦ୍ର ଅବୁଝା , ମଦୁଆ , ନିର୍ଲୋଜ ସ୍ୱାମୀ କାହାକୁ ନ ମିଳୁ😢
ମତେ ମିଳିଛନ୍ତି ଏମିତିକା ଜଣେ educated husband. ମୋ ଜୀବନ ଅନ୍ଧାର କରିଦେଇଛନ୍ତି
@@chintuanusunu emiti swami nku duru juhar bhauni🤨
ହେଲେ s
ଆଉ ଜଣକୁ ଏମିତି ସ୍ବାମି ମିଲିଛି
ଏଠାରେ ସେ ତୃତୀୟ ନମ୍ବର ଝିଅ କୁ ଆଣିଥିଲେ ଭଲ ହୋଇ ଥାନ୍ତା.... ନା କଣ...?
Tara kn kama se asiba actually amane patha padhi nahanti tenu bhul thik kn bujhiba tanka pain sambhaba nuhe mane maturity nahi bayasa hei jaithile madhya
Always Miss Our Legend Mihir Sir 🥹
ଜେଲ୍ ରେ ସେ ଦିନ କାଟିଲେ ଜାଣିପାରିବ ଗୋଟେ ମଣିଷ ର କଷ୍ଟ ସବୁ ନିଶା ଉତୁରିଯିବ
ସତରେ ଭାଇ... ଆଜି ତୁମେ ଆଶାର ଆଲୋକ ଟାକୁ, ପୁରା ଲିଭେଇ ଦେଲ😅😅
ଭାଇ ଏଇଟାକୁ ଓଟିଭି ଷ୍ଟୁଡିଓ ଯାଇଁ ଯିଏ ଆଣିଛି ତାକୁ ୧୦୮ ନମସ୍କାର😅🙏
Yeku asara aloka ru direct police station neva katha
😂
😂😂😂
Ryt yr😅😅😅
😂😂
Most beautiful thing in this video is that lady's level of understanding and patience. Only one is responsible for this situation is EDUCATION..
No
Sikhya ra abhaba pain nuha budhi ra abhaba pain emiti hauchi. kete apathua achanti joumane patha padhithiba lokanku bi pani piaidebe
@@PujaBehera-ie1yd education doesn't mean what you only get from books. It's also about culture ,socialization , behavior .
Yes ...... Example - anubhav and Barsha @@PujaBehera-ie1yd
ସାର୍ ମୟୁରଭଞ୍ଜ ରେ ଏମିତି ହୁଏନି ସାର୍ ମିଛ କହୁଛନ୍ତି ସାର୍ ଅଧୀକ ଧାଡି ଲେଖିବାକୁ ହବ ବୋଲି ମୁଁ ଲେଖିବାକୁ ଚା ହୁଁ ନି ସାର୍ ସବୁ ମିଛ କହୁଛନ୍ତି ଆପଣ ବୁଝୀ ପାରୂ ନାହାନ୍ତି ସବୁ ମିଛ କହୁଛନ୍ତି କିଛି ସତ୍ୟ ଠିକ୍ ବିଚାର କରିପାରିବେ ମେ ଆସା❤❤❤❤ ଲଭ୍ ଇଉ ସାର୍
ପ୍ରେମ ନିଶା ର କମାଲ୍ ନୁହେଁ... ଏଇ ହଉଛି ହାଣ୍ଡିଆ ନିଶା ର କମାଲ୍... 😊😊
Right
Pura 😂 thiki kahicha😂😂😂😅
😂😂😂😂😂
🤣🤣🤣🤣
ଯାହା ହେଉ ପଛେ ଲୋକ ଟା ଦେହ ରେ ମିଛ ନାହଁ.......ହୃଦୟ ଖୋଲା ଲୋକ ତ ଆଉ.....😅
😂
Pura Puri sata Katha,
ଶିକ୍ଷାର ଅଭାବ ପାଇଁ ଆଜି ଏମିତିକା ପରିସ୍ଥିତି ଏମାନଙ୍କର।
Shikhya loke bi atha ru adhika heuhhanti
ମଦ ଗୋଟେ ସଂସାର କୁ ନଷ୍ଟ କରିଦେଲା
ସେ 18 ବର୍ଷ ଝିଅ କୁ ଡାକ ସବୁ ସମାଧାନ ହବ ନହେଲେ ମୁଁ ସମାଧାନ କରିବି 😂😂😂😂😂😊😊😊😊😊😊😊😊😊😊
😂😂😂
Thik kaicha😂😅
ଶିକ୍ଷା ର ଅଭାବ ଯୋଗୁଁ ଆଜି ଏପରି ପରିସ୍ଥିତି 😢 ସେ ମାଉସୀ ଙ୍କ ଦୁଃଖ ସିଏ କାହାକୁ କହିବେ😢
ଆଶା ର ଆଲୋକ ଦେଖିଲେ ଆଜି ବି ମିହିର ଦାସ ଙ୍କ କଥା ଭାରି ମନେ ପଡେ ତାଙ୍କ କଥା ରେ କିଛି ଯାଦୁ ଥାଏ ତାଙ୍କ କଥା କହିବା ସେଈଳୀ ଭାରି ଭଲ ଲାଗେ ତାଙ୍କ ପରି ଯେତେ ଯେ ଆସିଲେ ବି ହେଇପାରିବେନି 😢କଥା ରେ ଅଛି ପରା old is gold
ଶିକ୍ଷାର ଅଭାବ ରହିଛି ସେଥି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହଉଛି😢😢😢
ଏତେ ସବୁ ପରେ ଯାହା ବି କହୁଛି 💯 % ସତ କହୁଛି
ଯେତେ ବୁଝେଇଲେ ବି ବୁଝିବନି ଜେଲ ଆଉ ପୋଲିସ ମାଡ଼ ନିହାତି ବୁଝେଇ ଦବ ହଁ ଏମିତି ବି କହୁନି ସେ ଯେ ଦୁଇ ଜଣକୁ ରଖିବ ପୋଷିବ ଭଲରେ ଠିକ ki ଭୁଲ କହିଲି
ମଦୁଆ କୁ ଯେତେ ବୁଝାଇଲେ ବୁଝିବନି... ମଦ ବନ୍ଦ କଲେ ସବୁ ଠିକ୍ ହେଇଯିବ ମଦ ସବୁ କିଛି ନଷ୍ଟ କରିଦେଇଛି😢
Samste mada piuchanti kintu ya bhalia nuha Street ku chadiba
Mada ବନ୍ଦ ପାଇଁ କିଛି କରିବା ଦରକାର khali କହିଦେଲେ ହବନି
@@ramyaranjan01bhai patha padhina bodhe 5th class pare
ଯେଉଁ ମାନେ ଏସବୁ ଦେଖୁଛନ୍ତି... ଭାବିପାରୁଛନ୍ତି ତ ନିଶା କେତେ ସର୍ବନାଶ କରୁଛି 😔... ସମାଜରେ ନିଶା ଜିନିଷ କେତେ କାହା ସଂସାର ଭସାଉଛି, କେତେ କାହା ଆଖିରେ ଲୁହ ଦଉଛି 😔..... Plz ଏସବୁ ବନ୍ଦ ହେବା ନିହାତି ଜରୁରୀ 😔
ଏକୁ ଵାନ୍ଧିକି ପିଟିଲେ ସାଇଟି ହବ ଏଭଳି ଲୋକ ଏ ସମାଜ ରେ ରହିବାର ଆବଶ୍ୟକତା ନାହିଁ ମାରିଦେବା ଦରକାର
ଏଇ ଏପିଶୋଡ ଟା ମୁ ଯେତେ ଥର ଦେଖୁଚି ସେତେ ଥର ହସି ହସି ଗଡୁଚି 😀😀😀😀 ସୁକାନ୍ତ ସାର ଯୋଉ ସବୁ ଉଦାହରଣ ଦେଇ ବୁଝାଉ ଛନ୍ତି। ଜଣେ ଭଲ ମଣିଷ ନିହାନ୍ତି ବୁଝି ପାରିବ ହେଲେ ଏ ଲୋକ ଟା ମଣିଷ ନୁହେଁ ବୋଲି ଏମିତି କା ସବୁ ବେଲଜ୍ୟ କଥା କହୁଛି
Thik kahichha
Pagala loka ta badhe
ମାନିବାକୁ ହେବ ଟୋକା ଟା ସତ କହୁଛି ପୁରା ଖୋଲା ଖୋଲି। କିନ୍ତୁ ସେ ସ୍ତ୍ରୀ ଲୋକ ର କଥା ଦୁଃଖ ଲାଗୁଛି 😢😢
Credit goes to Naveen Pattanaik for making sure that, every village must be a wine HUB. Example my own village -Taratua, PO: Iswapur, Nilgiri, Balasore. Waah Waah re sarkar.
Bhai Dhenkanal, Cuttack au angul ta Desi mada re bhasuchi ... mainly Cuttack ..Dipa tala andhara Kain amanku dekha jiba 😅
Thik katha nabeen babu ghara ghara buli jai daki ani mada peauchanti au loka mane bohut gariba au niriha tanku badhya kari pati re kahali pakai nabeen babu peai douchanti bohut dukha ra bisay ama rajya re nischita bhabe Bihar bhalia mada band heba darkar au desa ra top mada kala bajari re odisha jiba darkar loka niriha bhai nabeen babu tanka jeban sange kheluchanti
ବହୁତ କଷ୍ଟ 😭e ଦୁନିଆ ରେ ଲୋକ ଜାଣିବା ପାଇଁ.....
ଆଜି ମୁଁ ଆସ ର ଆଧାର episode dekhiki mu aasichhi dekhiba pai kie kie aasichanti kuhantu 💘👍👍👍👍
Girls Mane Independent haba nihati darkar..🥺 Prabhu Mahadev Sei Lady nku strength diantu..❤🙏🏻😢
Mu aapana nka comment re aka mata
ବାହା ହେଲା ପରେ ପ୍ରେମ ସରିଗଲା ବହୁତ୍ ଲୋକଙ୍କ ଜୀବନରେ ଏମିତି ହଉଛି .....
You r merged na un mrd
Han bhauni 😔
Thik katha
Thik katha
ଯାହା କୁ comedy ଲାଗୁଚି ଲାଗୁ କିନ୍ତୁ ସେ ଝିଅ ର ମୁଁହ ଦେଖିଲେ କଷ୍ଟ ଲାଗୁଚି
ଶିକ୍ଷ୍ୟା ର ଅଭାବ+ମଦ=ମାଉସୀ ର ଦୁଃଖ 😢
Mada ta kharp nahi luka ta karap 😂😂
Kie Sabu Bunty bhai ra video dekhiki ashi cha 😂🎉
@@Anu-ob1bi video ban hei jachi, tame kemiti upload karicha
@@Kaleshi_Chora mo sana bhai chhadichi janini mu
Mu✋
Mu bhai
Mu bhai
Education is most important 😌
Right
Naa educated loka v emiti karuchhanti but kehi direct kahu nahanti...sabu pua better chhanhantu😢
Education with Character are important
Education is our second important priority but Sanskar is our first and most important priority...bahut loko educated hei b vul rasta re janti but sanskari heba nihati jaruri ...jane murkha hele b chaliba but sanskari heba darkar ..
@@Girlshostellife
First educated loka bi emiti karuchhanti kahile thik
Hele sabu pua better chahanti yeta sampurna bhul kichhi jhia yemiti bi mu dekhichhi jeu mane ki better paigale nija janma kala bapa maa katha bi bhabantini 😡
ଯଦି ଓଡିଶାରୁ ମଦ ବନ୍ଦ କରିଦିଆଯାଏ. ତାହେଲେ ଏସବୁ ଘଟଣା ହୁଅନ୍ତା ନାହଁ. ନବୀନ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ. ଜୟ ଶ୍ରୀରାମ 🙏🏻. ଜୟ ବଜରଙ୍ଗବାଲି
ମୋ ମତରେ ଏ ଶଳା କୁ ଶୁଦ୍ଧି ହେଇଯିବ କଥା,
ନିଜର ଶଙ୍ଖା ସିନ୍ଦୁର ଭାଗୀ ଏ ଶଳା ମଦୁଆ କୁ ସବୁଦିନ ପାଇଁ ଜୀବନରୁ ଭୁଲି ଯିବା ଭଲ
Tathapi Ta upare kichhi farak padibani ...Bcz yara emotion hni nahni
Pls ଏ stage ରେ mihir sir ଙ୍କ ଫଟୋ ଲଗାନ୍ତୁ 🙏🏻🙏🏻🙏🏻
Right mu bahut dinaru bhabhithili jha hau kie hau kahile.... right line
Write
Write❤❤❤❤
ଏ apisod ପଦେ ବି ମିଛ ନାହିଁ ସବୁ ସତ so ବେଷ୍ଟ funy😅😅🤣🤣🤓🤓
ଏ ଭଳି ସ୍ବାମୀ କୁ ଜେଲ ରେ ପୁରା ମଲା ପର୍ଯ୍ୟନ୍ତ ରଖିବା କଥା ।
Thik katha
Thik katha
Se jhia nisa plaeiba
Right 👍
ଏଥୁରୁ prove ହେଇ ଗଲା ଜେ...ମଦ ନିଶାଠାରୁ ପ୍ରେମ ନିଶା ଅଧିକ ...ଯିଏ ପ୍ରେମ ନିଶା ରେ ପଡିଛି ସେ ସବୁ ଭୁଲିଛି....
Mada Kharap nuhe loka kharap
ଏ ଲୋକ ର ସତ କହିବା ର ସାହାସ ଅଛି 😅😅
Sata kahuchhi but amanisha loka ta nija pilanka love nahi
Oii tumara ghar
ଏ ମୂର୍ଖ ମାନବକୁ କିଏ ବୁଝାଇବ
ଶିକ୍ଷାର ସମ୍ପୂର୍ଣ ଅଭାବ ଅଛି ଏଇ ଲୋକ ଟି ପାଖରେ,କିନ୍ତୁ ଲୋକ ଖରାପ ନୁହଁ,କାହିଁକି ନା ସେ ସବୁ କିଛି ଖୋଲା ମନରେ ସତ କହି ଦେଉଛି, ତାଙ୍କ ପରିବେଶ ଆଉ ତାଙ୍କ ଚଳଣି କୁ ନେଇକି ସେ ଗଢ଼ା ହେଇଚି, ତା ଜୀବନରେ ଶିକ୍ଷାର ଗୋଟିଏ ବିନ୍ଦୁ ମଧ୍ୟ ପଡି ନାହିଁ...
ତାଙ୍କୁ ବୁଝେଇବାକୁ ହେଲେ ଟିକେ ଅଧିକ ସମୟ ଲାଗିପାରେ କିନ୍ତୁ ଅସମ୍ଭବ ନୁହଁ...