Jibana Do Chhakire Ashara Alok Ep 288|16 OCTOBER 2021| ସଉତୁଣୀ କଳି, ଦୋଛକିରେ ସ୍ୱାମୀ

Поделиться
HTML-код
  • Опубликовано: 21 дек 2024

Комментарии • 987

  • @harishmohanty1150
    @harishmohanty1150 3 года назад +227

    ଚନ୍ଦା ମୁଣ୍ଡରେ ବାଳ ନାହିଁ ପ୍ରେମ କରୁଛି ସାଇଁ ସାଇଁ 😀😀😀

  • @rojalinmallick9736
    @rojalinmallick9736 3 года назад +68

    ତପସ୍ୱିନୀ ବହୁତ ଭଲ 🙏,, ତା ଜୀବନ ସମସ୍ତେ ମିଶିକି ନଷ୍ଟ କରିଦେଲେ 😔😔😔😔😔

    • @lavachary2559
      @lavachary2559 2 года назад +2

      Thik katha

    • @Brajg0palDas-kq7mp
      @Brajg0palDas-kq7mp Год назад +1

      Jay radha madhav

    • @manojbehera-dg4hc
      @manojbehera-dg4hc Год назад +2

      Ye sala chanda mundia ra pant kholiki patrol dhalidio jiba sala sata panjiru

    • @MenuDas
      @MenuDas Год назад

      Tumekamitijanila

    • @MenuDas
      @MenuDas Год назад

      Athe jhiamane bhala kintu chandhamundea kharap

  • @sukantasahu3216
    @sukantasahu3216 3 года назад +17

    ଗୋପବନ୍ଧୁ ସାର ଙ୍କ ଏ ନ୍ୟାୟ ଟା ଶୁଣି ଲାଗଲା ଫାଲତୁ ଜଜମେଣ୍ଟ,,,,

    • @kunmunk8371
      @kunmunk8371 3 года назад

      Hnn se loko ra sabu bhul but kahuchanti tike tike bhul

    • @basudevnayak5841
      @basudevnayak5841 2 года назад +3

      Sir nka judgement faltu nuhe ama india ra hindu law hauchi faltu

    • @Nagesh-tv2qe
      @Nagesh-tv2qe 2 года назад +1

      Faltu pura

    • @lipukhanda2809
      @lipukhanda2809 2 года назад +1

      Paeisa khaichhi mote laguchhi

    • @aishwaryamaharatha69
      @aishwaryamaharatha69 2 года назад

      Eitaa indian law re achiii,,,mula kharaap ,t daalaku kahiki labha kn

  • @snayak7837
    @snayak7837 3 года назад +107

    ନାରୀ ଆଖିରେ ଲୁହ 😭😭ଦେଇ କେହି ଖୁସି ରେ ନାହାନ୍ତି👍🏼😭😭ତାରିଣୀ😭😭

    • @frnrodopico4207
      @frnrodopico4207 3 года назад

      Mu kintu bahut khusi re achhi

    • @blackzonerider7301
      @blackzonerider7301 Год назад

      Jadi sei nari lagi gote purush kande se luh kaha upre padiba

    • @Lima-i3u
      @Lima-i3u 4 месяца назад

      😂😂​@@frnrodopico4207

  • @srisaigarments8308
    @srisaigarments8308 3 года назад +36

    ତାରିଣୀ ବହୁତ ସୁନ୍ଦର ନାମ ପାଇଛନ୍ତି..
    କିନ୍ତୁ ତୁମର ପ୍ରବଳ ଲାଳ ଅଂଶ ରହୁଛି..

  • @RoshniRoshni-vd1ys
    @RoshniRoshni-vd1ys 3 года назад +39

    ଗୋପବନ୍ଧୁ ବବୁ ଆପଣ ଭୁଲ କହିଲେ

  • @subrattusan7411
    @subrattusan7411 2 года назад +38

    ଭଗବାନ୍ ମିହିର ଭାଇ ଙ୍କ ଆତ୍ମା କୁ ସଦ୍ଗତି ପ୍ରଦାନ କରନ୍ତୁ । ବହୁତ ଭଲ ମଣିଷ ସେ । ଜୟ ଜଗନ୍ନାଥ ।

  • @linadash6062
    @linadash6062 3 года назад +46

    ଶଳା ଚନ୍ଦା ବୁଢ଼ାର କେତେ ରଙ୍ଗ ଲୋ ମାଆ ଏତେ ସୁନ୍ଦରୀ ମାଇକିନା ଦୁଇଟା ପାଇଛି

  • @nilanchalsethy3343
    @nilanchalsethy3343 3 года назад +140

    ଶଳା ଚନ୍ଦାମୁଣ୍ଡିଆ ଆଉ ବାଳ ରହିବ ଯେ ଖାଇବୁ ସୁନୁପାମ୍ପୁଡି, ରହ
    ତୋର ସମୟ ଆସିଲେ ମାଇପ ରଙ୍ଗ ଛାଡିଯିବ,
    ମାଗିଆ ଚଣ୍ଡାଳ ସେଝିଅର ନିଶ୍ୱାସ ରେ ଘାଣ୍ଟି ହବୁ,
    ଆଉ ଏ ମୋଟୀ ପାର୍ଲର ବାଲି ପାକା ବେଧେଇ,
    ମୁଣ୍ଡରେ ଓଢଣୀ ନହିଁ,
    ପାର୍ଲର ବାଲିତ ହେୟାର ଷ୍ଟାଇଲ dekeihauchi
    ଲଜନାହିଁ ତା ମୁହଁକୁ,ଛି

  • @RKMohapatra-n5x
    @RKMohapatra-n5x Год назад +8

    Right decision has been taken by Advocate,Mihir sir and pramila madam. May God bless the family in future.

  • @harisankarbhola6889
    @harisankarbhola6889 3 года назад +22

    Gopabandhu tame au show Ku asani tamara bayasa hoigalani..
    Tama law tama pakha re au tama Aaine tama pakha re rakhantu..dhanyabad ...🙏

  • @RoshniRoshni-vd1ys
    @RoshniRoshni-vd1ys 3 года назад +21

    ମିହିର sir great 🙏

  • @jogendrapatel1574
    @jogendrapatel1574 3 года назад +64

    କି ବିଚାର! ଜଣେ ଲୋକ କାହାକୁ ଗୋଟେ କେଉଁ ମନ୍ଦିର ରେ ମାଳଟିଏ ଗଳାଇ ସ୍ତ୍ରୀ ବନାଇ ଦେଲା, ସେ ପୁଣି ବାହାର ବାଲି। ସେ ତ ଶାଶୁ ଶ୍ୱଶୁର ସହ ଘରେ ରହି କି ସେବା କରୁନାହିଁ? ସେ କିପରି ହେଲା ଆଇନ ସମ୍ମତ?
    ଆଉ ଯେଉଁ ସ୍ତ୍ରୀକୁ ବୈଦିକ ରୀତିରେ ବାହା ହେଲା ଓ ଘରେ ରଖିଲା ସେ ହେଲା ବେଆଇନ?କି ବିଚିତ୍ର ଏ ନିୟମ? ଏହାକୁ ସଂଶୋଧନ କରିବା ଆବଶ୍ୟକ।

  • @Balaramdas7400
    @Balaramdas7400 3 года назад +23

    ତାରିଣୀ କୁ କୋଟ ଫରୱାର୍ଡ କରନ୍ତୁ , ଜେଲ ରେ ରହିବ ତାରିଣୀ , ସମସ୍ୟା ସମାଧାନ

  • @etishreeipsita1765
    @etishreeipsita1765 3 года назад +4

    ଆଶା ର ଆଲୋକ ଉପରୁ ଆଜି ଭରସା ଉଠିଗଲା । ଆଉ ନ୍ୟାୟ ପାଇଁ କେହି ଗରିବ ଏ ମଞ୍ଚ କୁ ଯିବେନି ।ଏଠି ନ୍ୟାୟ ନୁହେଁ ନ୍ୟାୟ ନା ରେ ନିଜର ଇଚ୍ଛା କୁ ଲଦି ଦିଆଯାଉଛି । ଅନ୍ୟାୟ ହେଉଛି ନୀରିହ ପ୍ରତି 🙏🙏🙏

  • @sagarswain6184
    @sagarswain6184 3 года назад +61

    ଇଏ mg ଟୋକା କୁ ହାଣି ଦବା କଥା ଗୋଟେ ଝିଅ ଜୀବନ କୁ ନଷ୍ଟ କରିଦେଇକି ଛୋଡ଼ି ହଉଚି ଇଏ ଝିଅ କହୁଛି ଏମିତିକା ଲୋକ କୁ ହାଣିଦେ କିଛି ଅସୁବିଧା ହବନି ଆଉ ମଝି ମାଇକିନା ବେଶି ଛୋଡୁଛି ତୋ ଝିଅ କୁ ବି ତାକୁ ବାହା କରିଦେ ତୁ ବି ଗାଣ୍ଡିମାରେଇବୁ ଆଉ କେଇଦିନ ପରେ ଆଶାର ଆଲୋକ କୁ ତୁ ବି ଆସିବୁ ତୋ ଗଲୁ ବି ମରିଯିବ ସେଦିନ ଦେଖିବା ତୁ କେତେ ସତୀ

  • @snayak7837
    @snayak7837 3 года назад +14

    ଆରେ ବରଜା କାଇଁ କଲୁ ଦୁଇ ଭାରିଯା👍🏼👍🏼👍🏼

  • @sagarroutray5309
    @sagarroutray5309 3 года назад +29

    ଶଳା ଏ ମାନକ ଯୋଗୁ ଝିଅ କମ୍ ,,,ଯାହା ହେଉ ପଛେ ଟୋକା ଟା ଭାଗ ବାନ୍ତି ଦୁଇ ଦୁଇ ଟା ପୁଅ ଦେଇଛି କୋଳରେ ଗ୍ରେଟ୍ ଭାଇ
    ଶଳା ସରକାର ଘୋଷଣା କରିଛି ଆମେ ଦୁଇ ଆମର ଦୁଇ ତୁ ଶଳା ତୁମେ ତିନ ତମର 4😌😌

  • @snayak7837
    @snayak7837 3 года назад +8

    ପୁରୁଷ ନୁହେଁ ସେ କା ପୁରୁଷ👍🏼👍🏼👍🏼👍🏼😭😭😭

  • @laxmidharmuduli8424
    @laxmidharmuduli8424 3 года назад +17

    ଯଦି ଦ୍ଵିତୀୟ ବାହାଘରର regist marriage ହୋଇ ଥାନ୍ତା,ତେବେ କିଏ ପ୍ରକୃତ ସ୍ତ୍ରୀ ହୋଇଥାନ୍ତା ଏହା ଜଣାଇଲେ ଭଲ ହୁଅନ୍ତା।

  • @santoshkbisoyee6679
    @santoshkbisoyee6679 3 года назад +14

    I like tapaswani 🙏🏻🙏😭😭😭😭😭😭😭

    • @skmusiccreations5921
      @skmusiccreations5921 3 года назад +2

      bhai tapaswininkara kichhi dosa nahin, sabu dosa ei sala, bastard tarinicharana ra

    • @santoshkbisoyee6679
      @santoshkbisoyee6679 3 года назад

      @@skmusiccreations5921 haan Bhai hele tapaswni nkara jiban barbad hoigala

    • @santoshkbisoyee6679
      @santoshkbisoyee6679 3 года назад

      Mate Bhari dukha lagila..

  • @kaliapremibhajanbhandara8515
    @kaliapremibhajanbhandara8515 3 года назад +2

    ଜୟ କାଳିଆ ସାଆନ୍ତ
    ଆଜିର ବିଚାର ମତେ ଠିକ ଲାଗିଲାନି ବିଚରା ଗୋଟିଏ ନିରୀହ ଝିଅ ବଳି ପଡିଗଲା😢😢😢😢

  • @satyaranjan-page
    @satyaranjan-page 3 года назад +41

    ଓଡ଼ିଶାର best news chenal.......... Otv
    Jay Jagannath 🙏🏻🙏🏻🙏🏻

  • @OdiaTechMitali
    @OdiaTechMitali 3 года назад +11

    ସବୁ ଭୁଲ୍ ପ୍ରଥମ ସ୍ତ୍ରୀ ର ଲେଖିକି ଦବା ଠିକ୍ ନ ଥିଲା। ମଁ କଥା ଭୁଲ୍ ଥିଲେ କ୍ଷମା କରିଦେବେ

  • @charuhasinipradhan5156
    @charuhasinipradhan5156 3 года назад +19

    2nd wife bahut bhala 🙏 1st wife husband ra sabu bhul 🥱

  • @subhasubha2352
    @subhasubha2352 3 года назад +74

    I watch Ashara aloka only for mihir sir..he is a true gentleman... 😘😍😍😍

  • @RajeshVlogs66
    @RajeshVlogs66 3 года назад +45

    Fast time ଗୋପବନ୍ଧୁ sir apananka decission bhala lagila nai

    • @babyanjalibaby634
      @babyanjalibaby634 3 года назад

      Yes first wife r vulu besi

    • @Balaramdas7400
      @Balaramdas7400 3 года назад

      Right ଗୋପ ବନ୍ଧୁ ସାର ଆପଣ ଙ୍କ ଚିନ୍ତାଦ୍ଧରା ଭୁଲ ,

    • @sunitamahapatra1922
      @sunitamahapatra1922 3 года назад +1

      Yes bro, bcoz jadi 1st wife signeture deichhanti je tanka hubby aau jananka marriage kale tankara kichhi apati nahi.....tahale hubby ta second wife nkara haba Katha ....1st wife ta tanka hubby nku Anya hatare tekidele ...so 1st wife aau demand kariba Katha nuhe....jehetu 1st wife ra vul so punishment b 1st wife paiba darakar.......jadi hubby pressure karichhanti 1st wife nku singeture kariba pain tahale se hubby nku both wife nku equal re rakhiba Katha.....

    • @durgaprasadhota
      @durgaprasadhota 3 года назад

      Right brother 🙏🙏

    • @pintudehury8964
      @pintudehury8964 3 года назад

      Gapabandhu mgh ta😡😡😡

  • @rs-royalsrinu9914
    @rs-royalsrinu9914 3 года назад +8

    ପ୍ରମିଳା ସାଉଣ୍ଡ ସ୍ପିକର ପୁରା ଭାଙ୍ଗିଦେଵ😂😂

  • @angelina-wt4kp
    @angelina-wt4kp Год назад +5

    ପ୍ରମିଳା ମାଡାମଙ୍କ କହିବା ଶୈଳୀ। ଶୁଣିବା ପାଇଁ ଭାରି ମଜା ଲାଗେ 😆😆

  • @ashirwadrout7219
    @ashirwadrout7219 3 года назад +1

    Today is the best judgement

  • @pradeepbiswal1962
    @pradeepbiswal1962 3 года назад +42

    ତାରିଣୀ... ତମର ପ୍ରବଳ ଭୁଲ୍
    ଦୁଇଟା ସ୍ତ୍ରୀ କେବେ ହେଲେ ଗୋଟେ ଜାଗାରେ.. ରହିପାରିବେନି... ଧନ୍ୟବାଦ୍ ଆଶାର ଆଲୋକ ପରିବାର ଜୟ ଜଗନ୍ନାଥ ସ୍ଵାମୀ 🙏🙏

    • @twinkelysahoo2651
      @twinkelysahoo2651 3 года назад +1

      Right

    • @kunmunk8371
      @kunmunk8371 3 года назад

      Gote stree au gote chakarani..samna re paile pacha anda phinganti

    • @Nagesh-tv2qe
      @Nagesh-tv2qe 2 года назад +1

      Bedei tarini

    • @firoznayak5101
      @firoznayak5101 Год назад

      Na bhai mo bhauni rahichanty mo jiju secend marriage kale ta pare bi see gharaku Ani rakhile

  • @rojalinmallick9736
    @rojalinmallick9736 3 года назад +9

    ଖାଲି ଦୁଇ ତାଲା ଘର, ଆଉ ପଇସା ପାଇଁ ଗୋଟେ ଝିଅ ବିବାହ କରେ ନାହିଁ 😭😔

  • @santoshloveguru3059
    @santoshloveguru3059 3 года назад +8

    Mihir Sir You Are Great

  • @Proud-Odia8
    @Proud-Odia8 3 года назад +9

    ଗୋଟେ ପୁରୁଣା ସମ୍ବଲପୁରୀ ଗୀତ -- ଦୁହିଁରେ ମାଇରେ ଗାଇତା ଦୁଇ ନାବେ ଗୋର ଦେଇତା ବାସୀ ଖାଇବ କି ତତଳା ଖାଇବ ବେଳ ଥାଉ ଥାଉ କହିଥା

  • @ରୋମୀଓ
    @ରୋମୀଓ 3 года назад +10

    ମୋ ମତରେ ଜୋ ଝିଅଟି ପୁରି ରେ ବାହା ହେଈଛି ସେଇଟାକୁ ସମାଜ ଗହଣ ନ କରୁ କାହିକୀନା ସମାଜ ଆଗରେ ସବୁକ ଆଗରେ ଜୀଏ ବାହା ହେଇଛି ସେହି ହି ତାର ଓରିଜିନାଲ ଉଆଇଫ୍

    • @subham5278
      @subham5278 2 года назад

      Hn tu besi kahana re tu na dekhile seita lekha nai

    • @subham5278
      @subham5278 2 года назад

      Bahare be

  • @piyushjew5438
    @piyushjew5438 2 года назад +1

    Bhai mane koumane promila medam ku mihir bhai ro seet podobi diya jau kou many raji ocho comments and like deai jonatu

  • @radhekrishan526
    @radhekrishan526 3 года назад +13

    ରେ ମା ଗ୍ୟା ତୋର ଦୁଇଟା ହବା ହବାର ଥିଲାତ, ପ୍ରଥମ ସ୍ତ୍ରୀ କୁ କଣପାଇଁ divorce ଦେଲନି, ମୋର ପ୍ରଥମ ପ୍ରଶ୍ନ, ଅସାର ଆଲୋକ ପ୍ରଥମେ ଏହିଟା ପଚାର

    • @madhusmitaacharya4199
      @madhusmitaacharya4199 3 года назад

      Tara ta 1st wife Saha bahut hi Bhala understanding aachi.. kn Pai chadi ba

    • @subham5278
      @subham5278 2 года назад

      Tu mg amaku khaiba ku dabu re bc

  • @rajatentertainment466
    @rajatentertainment466 3 года назад +10

    Gopabandhu sir aapananka mataamat athara bahut kasta laagilaa

  • @jyotiprakashpanda3510
    @jyotiprakashpanda3510 3 года назад +7

    Gopabandhu sir kabala coat and nija mata rakhila all right 👈👍

  • @gyanendrasahoo3646
    @gyanendrasahoo3646 3 года назад +7

    ଗୋପବନ୍ଧୁ ସାର୍ ଆପଣଙ୍କ ବିଚାର ପତି ପାଇଁ ବେଦିରେ ବସି ବାହା ହୋଇ ଥିବା ଝିଅ ଜୀବନ ଟା ବେକାର ହୁଇଗଲା

  • @Banshidhar.Swain199
    @Banshidhar.Swain199 3 года назад +16

    Gopabandhu sir jaha decision ନେଲେ ଏଥିରେ ହିନ୍ଦୁ ଧର୍ମ ରେ ଯୋଉ ଝିଅ marriage କରିଥିଲେ ବାହା ବେଦିରେ ତାଙ୍କର ବହୁତ କ୍ଷତି ହେଲା । Gopabandhu sir ଆଜି ପାଇଁ ଭୁଲ ନିଷ୍ପତ୍ତି ନେଲେ। I am very sad 🙏

    • @satyaban9609
      @satyaban9609 3 года назад +1

      Low ଅନୁସାରେ ସେହିକଥା, ଆଉ ତାକୁବି ମନ୍ଦିରରେ ବାହାହେଇଥିଲା

  • @enakshisahu8985
    @enakshisahu8985 2 года назад +9

    God 🙏🙏🙏 bless you Sir 🙏

  • @Bhubaneswarbadsha
    @Bhubaneswarbadsha 3 года назад +9

    Mihir das sir is superb

  • @neuvlgrudrashubhashree9420
    @neuvlgrudrashubhashree9420 3 года назад +19

    ମଘୀୟା କୁ ସେଇଠି ଜୋତା ରେ ପିଟ ତପସ୍ୱିନୀ 😡😡😡😡😡ମାଗିହା ଲଣ୍ଡା କୁ ପକା ହାରାମି 😡😡😡😡ତୁ ତପସ୍ୱିନୀ ଜମା ତା ପାଖରେ ରହ ନି ତାକୁ ବିଶ୍ୱାସ ନାହିଁ କେତେବେଳେ ମାରିଦେବ ମାଗିହା ଲଣ୍ଡା..👍👍ଜଗବନ୍ଧୁ ମଘୀୟା ତୁ ବେଶୀ low ଦେଖାଉଛୁ ନାଁ ବେଶୀ ଇଂଗିଲିଶ ଚୁବାଉଛୁ ନାଁ ଜଗବନ୍ଧୁ ଡିସିସନ ଠିକ ନୁହେଁ ତୁ ଆଜିକା ପ୍ରଗ୍ରାମ ରେ କାମ କୁ ନୁହେଁ 👍👍👍👍👍👍👍ଆଉ ଡିସିସନ ଠିକ ନୁହେଁ 👍👍👍😡👍

    • @gemphu1234
      @gemphu1234 3 года назад

      Judge ta sabu thu faltu. Thik time belaku kahiba kichhi bujhi heuni

  • @RoshniRoshni-vd1ys
    @RoshniRoshni-vd1ys 3 года назад +19

    ଯିଏ ନାରୀ କୁ ନିଜ୍ୟତନା 😭 ଦିଏ ନା ତାକୁ ଧରମ ସହେନି। ନାରୀ କୁ କନ ଭାବୁଛ କଣ୍ଢେଇ ଖେଳନା । ଛି ଏ ପୁରୁଷ ଜାତି। ଜଣକୁ ସମ୍ଭାଳି ପାରିବା ର ନଥିବ ୨ଟାକୁରଖିଚୁ

    • @MrSp323
      @MrSp323 3 года назад +2

      Jhia purusaku nirjatana dionti semanaku kn kuhajiba

    • @minaketanparida8493
      @minaketanparida8493 3 года назад

      ??/??? Mm nl

  • @saraswatimanna6933
    @saraswatimanna6933 3 года назад +7

    Jay Jagannath..sabu dina asara aloka dakhe kabe cmnt diani aji first time pai cmnt dauchi... Sry gopabandhu sir aji apana disitione vl lagilani

  • @durgaprasadhota
    @durgaprasadhota 3 года назад +8

    Gopabandhu sir apana aji bhala kahileni ok Jay Jagannath 🙏🙏

  • @rasmitapatra696
    @rasmitapatra696 3 года назад +2

    gopabandhu sir 🙏

  • @ranjit5776
    @ranjit5776 3 года назад +42

    ଆରେ ସଳା ତୁ ଯଦି ଦିଇଟା ନଖା ବାହା ହବୁ ଆମେ କ'ଣ ଇଠି ଗିନି ବଜେଇବୁ

  • @kalandimalik2
    @kalandimalik2 3 года назад +9

    This episode was unique

  • @jyotsnaraniparamanik4415
    @jyotsnaraniparamanik4415 3 года назад +17

    ଆବେ ତୋ ଘରଲୋକ କହୁଛନ୍ତି ଆଉ 8,10ଟା ବାହା ହେଇଯା 🤣🤣🤣🤣

  • @SatyaPlumber
    @SatyaPlumber 2 месяца назад

    ମୋତେ ଲାଗୁଛି। ତାରିଣୀ। ପଇସା ଦେଇଛି ପୁଅ ଘର କୁ 😮😮 this word is reely 😊

  • @susildebata8998
    @susildebata8998 3 года назад +3

    ଭାଇ ଆପଣଙ୍କୁ ଧନ୍ୟବାଦ। କେମିତି ଏଭଳି କାର୍ଯ୍ୟ କଲ।

  • @narayanbehera7547
    @narayanbehera7547 3 года назад +1

    Gopobodhu sir decision is good. Because gopobandhu sir follow the rule

  • @bibhutisahoo3813
    @bibhutisahoo3813 3 года назад +4

    Judge sir & members of asar Ashara alok are playing a crucial (blessingful) role for this couple. Thanks sir fr good judgement. God bless you.

    •  3 года назад

      I doubt if the show helps in bringing peace to the families and the couple! Just by mediating between the affected parties in mere 25 minutes will not ensure lasting peace. In a few days, they will be back to their old selves. Since most of them are from poorer section of society, I suspect they all were paid to appear on the show.
      Where from do they get those people suffering from personal miseries? Don’t understand how these people can expose their private Quarrels to the public and shout at each other on the show?

    • @nirupamasahoo9700
      @nirupamasahoo9700 2 года назад

      @ wq

    •  2 года назад

      @@nirupamasahoo9700 , so what is "wq"?

  • @budhiabehera3956
    @budhiabehera3956 3 года назад +30

    ଆଜ୍ଞା ଆପଣ ଖାଲି ସ୍ବାମି ଓ ସ୍ତ୍ରୀ ଙ୍କ କଥା ବିଚାର କରୁଛନ୍ତିି । ନାଁ ମାଁ ଙ୍କୁ ପୁଅ ଓ ବୋହୁ ଖାଇବାକୁ ନ ଦେଉ ଥିବା କଥା ମଧ୍ୟ ବିଚାର କରୁଛନ୍ତିି

  • @sabitasahoo4062
    @sabitasahoo4062 3 года назад +7

    Nice program

  • @namitamahapatra9865
    @namitamahapatra9865 3 года назад +2

    Mihir sir satare great dui paribaraku akathi karuthibaru asesa asesa dhanya bada bhagabane karantu Mihir sir nku lamba ayusa diantu

  • @ssahoo546
    @ssahoo546 2 года назад +5

    Miss U Mihir Sir🙏😥

  • @munamohanta7101
    @munamohanta7101 3 года назад +1

    2nd ବାଲି ମୁହଁ ଟାଣ ଅଛି

  • @shradha2014
    @shradha2014 3 года назад +3

    2nd wife jadi tume Janila 4days later tume sebe tharu jiba katha kintu tume 2ta pilara maa kemiti hela

  • @dugukids6164
    @dugukids6164 Год назад

    Very critical episode. He god

  • @susantanayak1254
    @susantanayak1254 3 года назад +39

    ଗୋପବନ୍ଧୁ sir ଭଲ desicion lagilani

  • @susantpanigrahy1620
    @susantpanigrahy1620 3 года назад

    Jou lokati aou gote jhiaku bahaheichi kanoon anusare Right judge sir I support the person

  • @sureshkumardas8408
    @sureshkumardas8408 3 года назад +25

    Gopabandu sir criminal ku support karucha ki sir?gopabandu sir pranam aji apanaka disition thik lagilani. Asara aloka sabu bicharapati manaka tharu spesial thile
    thile

  • @nabakishorenayak2891
    @nabakishorenayak2891 2 года назад

    First'ସ୍ତ୍ରୀ ହାରାମି ଅଛି

  • @satyaranjan-page
    @satyaranjan-page 3 года назад +9

    🏅🏅🏅ଆଶାର ଆଲୋକ 🏅🏅🏅

  • @pinkymohapatra458
    @pinkymohapatra458 3 года назад +2

    Ganjam dist re maximum time family problem ra case asuchhi....ganjam re abe bi kn andhabiswas ku neiki Loka banchachhanti?

  • @kishanrout3903
    @kishanrout3903 3 года назад +5

    Mihir sir great🙏🙏

  • @abhimanyujenamani1495
    @abhimanyujenamani1495 2 года назад

    Gopabandhu sir decision is right

  • @dhrubjena8180
    @dhrubjena8180 3 года назад +23

    ଗୋପବନ୍ଧୁ ପଟ୍ଟନାୟକ ଓଡ଼ିଶାରେ ଲୋକ ଓଡ଼ିଆ ବୁଝାନ୍ତି. ଇଂଲିଶ ନୁହେ. 🍌

  • @TileshTakri
    @TileshTakri 2 года назад

    Koti koti dhanya bad sir..or medam very good programm for life..real it is hert touch..🙏🙏

  • @zilaparishadganjam68534
    @zilaparishadganjam68534 3 года назад +8

    Gopobandhu sir tume jou bichara kolo thik nuho ! Jone poro wife susuma ponda b.j.d natri paware amete desicion nale na lancho naiki amete kamo kole susuma ponda tara nijo maa nuho sie kohila puri mondirare marage korichi boli apana taku belive koridle auu 1st wife ro manayata daedle taku proof magileni. Na se apananka khass loko ? Tariniro bhai bhagaban au ta bapa maa nka samatare marage korichi apana kamte tapaswini jhio ku 1st wife ro manayata daleni a jaga re apananka jhio thile amete disicion korithante kii ? Apananku ate bayasa halni apana thik disicion naiparunahanti apana a show chadidiountu apananka low pain amete kte jhio ro jibono nosto houchi

  • @sahilkanha9103
    @sahilkanha9103 3 года назад +1

    Gote jhia jibana barwad kale....

  • @pravasranjannayak2144
    @pravasranjannayak2144 3 года назад +20

    Best Episode ..
    Excellent job
    Good dicition .
    Gopobandhu sir Episode ending is excellent.keep it up.

  • @BATSALYANAG
    @BATSALYANAG 11 месяцев назад

    Nyaya Pati sir good bichara

  • @krushnatarai7994
    @krushnatarai7994 3 года назад +23

    ଶଳା ହାରାମି

  • @tutuchhatar117
    @tutuchhatar117 3 года назад +4

    Best Actor of 2021 Mr Tarine Moharaj

  • @rs-royalsrinu9914
    @rs-royalsrinu9914 3 года назад +11

    ଚନ୍ଦା ର ପ୍ରବଳ ଲାଲଂଶ ରହୁଛି ୨ ଟା କୁ ନେଇ ଆଉ ସଲା କୁ ଜେଲ ରେ ପୁରାଅ

    • @subham5278
      @subham5278 2 года назад

      Are mg

    • @subham5278
      @subham5278 2 года назад

      Tu kete bhala besi katha kahana mg

  • @SriRam-pf7if
    @SriRam-pf7if Год назад +1

    Ashara aloka gote bahuta bhala prayas bhangi jaithiba samparkaku bujhamana madhyare sajadajauchhi❤

  • @anupamsethi8293
    @anupamsethi8293 3 года назад +31

    Taklu is a lucky Man.

  • @ggwhhbb1822
    @ggwhhbb1822 Год назад

    rina mam said the best idea

  • @ajayamallick7732
    @ajayamallick7732 3 года назад +3

    ଗୁପବନ୍ଧୁ sir ମତାମତ ଭୁଲ

  • @sagarikapanda4974
    @sagarikapanda4974 2 года назад

    Bhagaban apana nka atma ku santi diantu

  • @tanvi9150
    @tanvi9150 3 года назад +5

    Gote chua pare ta janila tara agaru chua stree achi 2nd chua kala kn pai ...a swami ku mada darkar

  • @surathachandrajena9514
    @surathachandrajena9514 Год назад

    ସମାଧାନ ଗୋଟିଏ ଦୃଷ୍ଟିରେ ଭଲ । ତଥାପି
    ଅଡ଼ୁଆ ଅଡ଼ୁଆ ଲାଗୁଛି । ବେଦିରେ ବସି
    ବାହା ହୋଇଥିବା ସ୍ତ୍ରୀ , କେମିତି ସ୍ତ୍ରୀ ପଦବାଚ୍ୟ ନୁହେଁ? ଲୁକ୍କାୟିତ ପ୍ରେମିକା କିପରି ସ୍ତ୍ରୀ ର ମର୍ଯ୍ୟାଦା ପାଇବ? ସେ ପୂଣି
    ଘରେ ରହିବାକୁ ଅଯୋଗ୍ୟ ଅଛି ।ଏ ତ
    ବଡ଼ ଅଡ଼ୁଆ କଥା ଲାଗୁଛି ।ତେବେ ଠକି କରି ଦ୍ୱିତୀୟ ଥର ବିବାହ କଲା ଯେବେ
    ଦଣ୍ଡନୀୟ ହେବନାହିଁ କାହିଁକି ?? ଏହା ସମାଜକୁ କେଉଁ ମେସେଜ୍ ଦେଉଛି ??
    ପ୍ରୋତ୍ସାହିତ କରୁନାହିଁ କି ? ?
    ସ୍ୱଛ୍ଛଳତାର ମାନେ କ'ଣ ଗୋଟାକ ପରେ ଗୋଟିଏ ବିବାହ କରି ଚାଲିବ? ଆଇନ୍
    ଅନୁମତି ଦେବ ?
    ଠିକ୍ ଲାଗୁନାହିଁ । ଦୁଃଖିତ ।
    ମହିମା ଅଲେଖ ନିରଞ୍ଜନ।

  • @cmaakshay4309
    @cmaakshay4309 3 года назад +7

    2nd wife LAW accept karuni but pua ku accept karuchi waaw bhai waaw... Kya scene hai... 😀

  • @shibakishan7986
    @shibakishan7986 9 месяцев назад

    Sir right kahile

  • @simrankarmi160
    @simrankarmi160 3 года назад +12

    Nama nere pua

  • @Pmanasranjan84
    @Pmanasranjan84 Год назад

    ଠାକୁର ମିହିର ସାରଙ୍କୁ ତାଙ୍କ ପାଖକୁ ନେଇ ଭଲରେ ରଖିଥିବେ ନିଚ୍ୟୟ

  • @tapanswain9857
    @tapanswain9857 3 года назад +9

    First wife ra 50 parents bhulu kahin ki Chanda magia jete bele au gote baha hela first wife nischinta jani thhiba

  • @bikashkumarkarkara5674
    @bikashkumarkarkara5674 3 года назад +1

    First view🥰

    • @stupidboyraja5435
      @stupidboyraja5435 3 года назад +1

      '''' 🙏waiting for that kind of brother who support me 😭😭😭😭''''''',,,,,,

  • @asishsahoo1060
    @asishsahoo1060 3 года назад +10

    Mate berhampuria asile maja lage.bhasa mast

  • @rajkumarsahoo6117
    @rajkumarsahoo6117 Год назад

    ଏଇ ନ୍ୟାୟ ଟା ଭଲ ହେଲାନି

  • @snehaswain309
    @snehaswain309 3 года назад +7

    Gopabandhu sir great

  • @jitunahak6976
    @jitunahak6976 3 года назад +1

    Good.disisen.saar

  • @newstime2040
    @newstime2040 3 года назад +3

    Gopabandhu sir your decision is r8.🙏

  • @KaushalyaSahu-vv5jd
    @KaushalyaSahu-vv5jd 7 месяцев назад

    ଦ୍ୱିତୀୟ ସ୍ତ୍ରୀ ରୀତି ନୀତି ଅନୁସାରେ ସେଥିପାଇଁ ଦ୍ୱିତୀୟ ହିଁ ଠିକ୍

  • @sdash6242
    @sdash6242 2 года назад +5

    The guy committed crime openly, but no punishment for him or his parents. Also, under Section 16 of the Hindu Marriage Act, the children born out of a second marriage - whether valid or invalid - have the same right in their father’s property as the children of the first wife, as children from the second marriage are acknowledged to be legitimate

  • @pradeepkumarjena7295
    @pradeepkumarjena7295 3 года назад

    ଏଠି ମୁଁ ବହୁତ ମନ୍ତବ୍ୟ ପଢ଼ିଲି ଯେଉଁଥିରେ ଗୋପବନ୍ଧୁ ସାର୍ ଭୁଲ ଲହିଲେ ବୋଲି ଲେଖିଛନ୍ତି ।
    ଏଇ କେସ୍ ଆପଣମାନଙ୍କୁ ଲାଗିପାରେ ସେ ଭୁଲ କହିଲେ କିନ୍ତୁ, ହିନ୍ଦୁ ଆଇନ ଅନୁଯାୟୀ ସେ ଠିକ୍ ମନ୍ତବ୍ୟ ରଖିଛନ୍ତି ।
    ତାଛଡା ସେ ଝିଅ ବି ଚାହୁଁନି ସେ ବ୍ୟକ୍ତି ପାଖରେ ରହିବାକୁ । ସେ କେବଳ ଭରଣ ପୋଷଣ ଚାହେଁ । ଏଥିରେ ଭୁଲ ଠିକ୍ ର କଥା କାହିଁକି । ଯଦି ଗୋପବନ୍ଧୁ ସାର୍ କହିଥାନ୍ତେ ଯେହେତୁ ବୈଦିକ ରୀତିରେ ବିବାହ କରିଥିବା ହେତୁ ସେ ହିଁ ପ୍ରକୃତ ସ୍ତ୍ରୀ , ତଥାପି ସେ ଝିଅ ରହି ନଥାନ୍ତା ତାରିଣୀ ପାଖରେ ।