Jibana Do Chhakire Ashara Alok Ep 277| 31 JULY 2021| ଶଙ୍ଖା, ସିନ୍ଦୂର ଓ ବିଶ୍ୱାସ

Поделиться
HTML-код
  • Опубликовано: 21 ноя 2024

Комментарии • 1 тыс.

  • @binapanipanda9368
    @binapanipanda9368 2 года назад +4

    ବର୍ତ୍ତମାନ ସମୟରେ ଏହି ମୋବାଇଲ୍ ହିଁ ଅନେକ ଅନେକ ପ୍ରତିବନ୍ଧକ ସୃଷ୍ଟି କରୁଛି ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କରେ। ଏଠି ଏ ସ୍ୱାମୀ ର ଅଭିଯୋଗ ନିଶ୍ଚିତ ଭାବରେ ଗ୍ରହଣୀୟ ବୋଲି ମନେ ହୁଏ ।ଜୟ ଜଗନ୍ନାଥ।।

  • @chandanbehera8740
    @chandanbehera8740 2 года назад +1

    My sister disision is best

  • @Gct.Lifestyle
    @Gct.Lifestyle 3 года назад +86

    ଭଉଣୀ ତୁମେ ଯାହା ନିଷ୍ପତି ନେଇଛ ମୁଁ ସମ୍ମାନ ଜଣାଉଛି। କିନ୍ତୁ ତୁମେ ତୁମ ଭାଉଜଙ୍କ ଉପରେ ନିର୍ଭର କରି ରୁହ ନାହିଁ। କାରଣ ଦିନ ଆସିବ ଭାଉଜ ବି ତୁମ ହାତ ଛାଡ଼ିଦେବେ। ତେଣୁ ତୁମେ ନିଜ ଗୋଡ଼ରେ ଛିଡ଼ା ହୁଅ ଆଉ ଏ ସମାଜ ପାଇଁ ଗୋଟେ ଭିନ୍ନ ଉଦାହରଣ ପାଲଟିଯାଓ। ଜୟ ଜଗନ୍ନାଥ 🙏🙏

  • @MuktaPanigrahi-e9l
    @MuktaPanigrahi-e9l 3 месяца назад

    Bahut badhiaa katha jhia, nija godare chhida hua, mu emiti jhia ku samman kare,.

  • @santoshbehera3940
    @santoshbehera3940 3 года назад +7

    Valo kahicha sister thanks jemiti loka ku semiti

  • @gopinathanahaka8773
    @gopinathanahaka8773 5 месяцев назад +1

    Kia kia 18/06/2024 ra dakucha like kara

  • @sanatpradhan34
    @sanatpradhan34 2 года назад +4

    ଏହି Episode ଦେଖିଲା ପରେ ମୋର ଚିନ୍ତା ବଢି ଗଲାଣି, ବାସ୍ତବରେ କଣ ଏମିତି ବି ହୋଇ ପାରେ l ହେ ଭଗବାନ - ୟେ ଦୁହେଁ ଖୁସିରେ କେମିତି ରହିବେ l

  • @Rahulnayak-r4d
    @Rahulnayak-r4d 5 месяцев назад +1

    My favorite serel ❤❤❤

  • @chinmayacharya1268
    @chinmayacharya1268 3 года назад +13

    ଭାଉଜ ଙ୍କ ଯୋଗୁଁ ଘର ଭାଙ୍ଗିଲା,
    ତୃତୀୟ ପକ୍ଷ ଅଯଥା ହସ୍ତକ୍ଷେପ କରୁଛନ୍ତି

  • @susantachoudhury7795
    @susantachoudhury7795 3 года назад +1

    Ya mo bala jhiya

  • @sarojinimishra1633
    @sarojinimishra1633 3 года назад +3

    Aei bhali bhainku mora koti namaskar bhai bhauni aeipari bhai aau bhauja nku paicha tumaku bi mora koti namaskar🙏🙏🙏🙏🙏🙏

  • @DipuPatynayak
    @DipuPatynayak 9 месяцев назад +1

    ଏଠି ପୁଅ ଟି ଚାହିଁଲେ ସବୁ ଠିକ ହେଇଯିବ ଭାଇ ଟି ରାଗ କୁ କଂଟ୍ରୋଲ କରିପାରିବେ ଯଦି ସଂସାର ଟି ଭଲ ହେଇପାରିବ 🙏

  • @kmallick5076
    @kmallick5076 3 года назад +126

    ଝିଅ ର ଭାଉଜ ବହୁତ୍ ଭଡ୍ ଭଡ ହଉଛି। ଝିଅ ର ଭାଉଜ ପାଇଁ ଏତିକି ସବୁ ହେଇଛି🙏

  • @bibhumusictv691
    @bibhumusictv691 3 года назад +31

    ଜୀବନ ରେ କେବେ ଦୁଃଖ କେବେ ସୁଖ
    ଦୁଇଟି ପ୍ରେମ ଗୋଟିଏ ଜୀବନ ଆରମ୍ଭ ରୁ ଶେଷ ହୁଏ ଏ ପ୍ରେମ ଆଉ ପ୍ରେମ

  • @prahalladbarik7758
    @prahalladbarik7758 3 года назад +4

    Bahuta bhala katha kahila...bhauni 1st nija godare thia hua..tumaku bhala jibana sathiii nischay milijibe.

    • @saulapattamajhicreation6962
      @saulapattamajhicreation6962 2 года назад

      Seita bibha heba purbaru chinta karibara thila, ,,,ebe ete khaila pare chinta kale kan heba,,,,

  • @bijayanandasatpathy9488
    @bijayanandasatpathy9488 3 года назад +1

    Ati sundara payasa...bht ujuda paribaraku akathi karuchhanti...sabutharu sundar programme.....

  • @payalmusic355
    @payalmusic355 3 года назад +6

    ପ୍ରେମ କଣ ଟୋକା ଜାଣିନି ବାହା ହୋଇଛି ଖାଲି ସମ୍ପର୍କ ରଖିବା ପାଇଁ ଏଇ ଭଳି ଆ ଟୋକା ଙ୍କ ପାଇଁ ଭଲ ଟୋକା ବି ଖରାପ ବୋଲି କିଛି ଲୋକ ଭାବୁଛନ୍ତି ,,,,,,, ପ୍ରେମ ଥିଲେ ସମ୍ପର୍କ ଆପେ ଆପେ ହୋଇ ଥାଏ

    • @RR-kl7gs
      @RR-kl7gs 3 года назад

      Se pua ta wife kemiti bhala pai thanta

  • @prakashrath2525
    @prakashrath2525 3 года назад +1

    ଏଠି ଭାଉଜ ବଦମାସ୍ ଅଛି

  • @smrutiranjansahoo7935
    @smrutiranjansahoo7935 3 года назад +28

    ସବୁ କମେଣ୍ଟ ପଢ଼ିଛି,, ପ୍ରାୟ ଝିଅ କୁ କି ଝିଅ ର ଭାଉଜ ଙ୍କୁ ଦୋଷ ଦେଉଛନ୍ତି... 22ବର୍ଷ ର ଝିଅ ଏତେଗୁଡାଏ କଷ୍ଟ, ଯନ୍ତ୍ରଣା ସହିବା ବହୁତ କଷ୍ଟ,, ସେ ସଂସାର କଣ ଜାଣି ନାହିଁ ସେଥିପାଇଁ ଏମିତି ନିଷ୍ପତି ନେଲା, ଏଥିପାଇଁ କି ସ୍ୱାମୀ ଠାରୁ ଖୁସି ପାଇଲା ନାହିଁ, ସ୍ନେହ ଶ୍ରଦ୍ଧା ପାଇଲା ନାହିଁ,, ଯାହାକୁ ନେଇକି ସେ ସଂସାର କରିବ, ଯିଏ ତାର ଜୀବନ ସାଥି, ଯିଏ ଗୋଟେ ଭଲ ସାଙ୍ଗ ତା ସ୍ୱାମି.. ଯଦି ସେ ଆରମ୍ଭ ରୁ କଷ୍ଟ ଆଉ ଯନ୍ତ୍ରଣା ଦେଲା... ସେ ଝିଅ ପୁଣି କଣ କରିବ?? ସେ ଝିଅ ର ଆଚରଣ ଉଚ୍ଚାରଣ ଏତେ ଖରାପ ନୁହଁ ଯେ ସେ ଭୁଲୁ ନାରୀ ଟା,, ସେ ଯୋଉ ପରିବାର ରୁ ଆସିଛି ସେ ମାଡ କୁ ବରଦାସ୍ତ କରିବା ଅସମ୍ଭବ. ଗୋଟେ ନାରୀ ତା ସ୍ୱାମୀ ଠାରୁ, ସ୍ନେହ, ପ୍ରେମ, ଭଲ ପାଇବା ଚାହେଁ.. ସେହି ଜୀବନରେ ଭଲ ସାଙ୍ଗ, ଭଲ ସାଥି ସେ ସବୁକିଛି.. ସୁତରାଂ ସେ ଯଦି ଦୁଃଖ, କଷ୍ଟ, ଆଉ ଯନ୍ତ୍ରଣା ଦେବ, ଏମିତି କି ମାଡ ମାରିବ, କୋଉ ନାରୀ ବରଦାସ୍ତ କରିବେ ନାହିଁ. ଗୋଟେ ନାରୀ କିଛି ସ୍ୱପ୍ନ ଦେଖି ଗୋଟେ ଘରୁ ଆଉ ଗୋଟେ ଘର କୁ ଆସି ଥାଏ.. ସେ ସ୍ବପ୍ନ ତା ସ୍ୱାମୀ କି ନେଇ ହେଉ କି ତା ଶାଶୂଘର ର ପରିବାର କୁ ନେଇ ହେଉ.. କିନ୍ତୁ ଏଠି ତ ସ୍ୱାମୀ ମାରି ମାରି ତା ସ୍ୱପ୍ନ କୁ ସାକାର କରିବ ବୋଲି ଭାବିଲା... ଏବେ ସେ ପୁଅ ର ସଟ ଟେମ୍ପର ତା ପାଖରେ ରଖୁ.... ଦୟାକରି କରି କହୁଛି କେହି ଦେହକୁ ନେବେନି, କି ମୋତେ ଗାଳି ଦେବେ ନାହିଁ.. ମୁଁ ମୋ ମତ ରଖିଲି

    • @smrutiranjansahoo7935
      @smrutiranjansahoo7935 3 года назад

      @Kabita Behera thank you.

    • @sasmitapanda4779
      @sasmitapanda4779 3 года назад +2

      22 barsare mrg kariki aji kalira jhia sansara chaleiparunahanti aga jugare 18.19 barsa re bohu heiki asuthile. .2 year's bhitare 2ta chua karuthule sasu sasura nananda jaa dedhasura misiki chaluthile sabu sahiki rahuthile na bapa gharaku palau thile. ......aji kali bapa gharaku tike tike jhagada re paleiba gote trend heigalani. .....☺☺☺

    • @kalpanananda8845
      @kalpanananda8845 3 года назад

      Jaha be hau ate Jana kahila pare se jhia kahari Katha jadi suni bar nathila a manchaku asibara nathila ki semanku apaman karibara nathila

    • @omsairam6860
      @omsairam6860 3 года назад

      Tame kede dina jai jhia ra shasu ghare thila ki

    • @RoshniRoshni-vd1ys
      @RoshniRoshni-vd1ys 3 года назад +3

      Sahibar limit thae ...swami boli ate atyachar kariba ...nari mana ka kaunasi Adhikar nae...stri mobile use kale problem but swami use kale right..nari khela na nuha 😭Sia bi jane Manisa ..para bhauni ku para jhia ku kast deba purabaru thare nuha 100thara bhabiba nija maa bhauni katha...se jhia jaha karichi thik karichi ... bhagvan gote pati au 2ta hata deichnti nija Peta ku ta posiki khusi re rahi pariba na ..purusa pania dekheuchi stri ku mariki lajya saram nae chhi..

  • @bijayalaxmisathua4783
    @bijayalaxmisathua4783 2 года назад

    Ei gita jie lekhichanti au singar di Janaku koti koti juhar pura kandri die ma Rana jari rahu

  • @sidhantamahunta8954
    @sidhantamahunta8954 3 года назад +40

    ଏଥିରେ ଯାହା ଦେଖିବାକୁ ମିଳୁଛି ଝିଅ ର ଭାଉଜ ଆଉ ପୁଅ ର ଭଉଣୀ ଏହି ପବିତ୍ର ଆଉ ସମ୍ପର୍କ ରେ ବାଧା ସୃଷ୍ଟି କରୁଛନ୍ତି। ଦୟାକରି ସେମାନ ଙ୍କୁ ତାଙ୍କ ଇଚ୍ଛା ରେ ସଂସାର ଗଢ଼ିବାକୁ ସୁଜଗ ଦିୟନ୍ତୁ ଆପଣ ମାନେ 🙏

  • @ranjitahikaka456
    @ranjitahikaka456 3 года назад

    Samasta nku mara pranam

  • @kmallick5076
    @kmallick5076 3 года назад +48

    ଝିଅ ର ଭାଉଜ ସବୁ ଏତିକି କରିଛି। ତା ଭାଉଜ ପାଇଁ ଏ 2 ଜଣ ଙ୍କ ଜୀବନ ନଷ୍ଟ

  • @Aalasi_Kanya
    @Aalasi_Kanya Год назад

    Jhia ghara loka jhia ku support kale samaste ninda debe ...eie houchi odia society

  • @biswamitrakar0
    @biswamitrakar0 3 года назад +21

    Jhia sabu kama kariki b jadi husband thu vala behaviour pai paribani,ki nija entertainment pain mobile b tk dekhi paribani..se relation ra mane kn..kain se jhia sethi rahiki jiban jaka mariba.Better decision taken by the girl..Hats of to her gods.

    • @sukantikar7941
      @sukantikar7941 3 года назад

      Bahut Bahut thik kahile l saluteof you

  • @saulapattamajhicreation6962
    @saulapattamajhicreation6962 2 года назад +2

    ପ୍ରାୟ episode ରେ ଝିଅ ମାନେ ପୁଅଙ୍କଠୁ ବହୁତ ଆଗୁଆ ।।।।

  • @prakashpinku2812
    @prakashpinku2812 3 года назад +9

    I like the mindset of girl, thi boy needs to control the anger. This man is shorttempered and uneducated .

  • @labanaik2507
    @labanaik2507 3 года назад +1

    ଏଇଟା ଝିଅର ଭୁଲ

  • @srikantabarik8102
    @srikantabarik8102 3 года назад +53

    ଗୋପବନ୍ଧୁ ସାର୍ ଙ୍କୁ ଡକା ଯାଉ 🙏🙏🙏🙏

  • @debendrabehera7484
    @debendrabehera7484 3 года назад

    Jhia bala tamktha sabu jabrdti

  • @sudhakarsahu2002
    @sudhakarsahu2002 3 года назад +10

    ନାରୀ ଟିଏ ଯଦି ପୁରୁଷ କୁ ସମ୍ମାନ ଦେଇ ପାରିବନି ତେବେ ପୁରୁଷ ମାନେ ନାରୀ ମାନଙ୍କୁ କାହିଁକି ସମ୍ମାନ ଦେବେ ।

  • @dillipnayak4839
    @dillipnayak4839 3 года назад +1

    physical relation baneiba pain pua badhya Kariba
    And e pain jhiaku mariba emiti bhul Puara khyma jogya nuha.
    Jhia jaha v nispati neichi bahut badhia

  • @satahi9122
    @satahi9122 3 года назад +6

    ବାହାଘର ପୂର୍ବରୁ ଝିଅ ଶହେ ରୁ ଶହେ ଖେଳିଛି

  • @babynasethy5476
    @babynasethy5476 6 месяцев назад

    Jia jibana barabada

  • @purafamilyboy8206
    @purafamilyboy8206 3 года назад +2

    Pua na re gote police case karidia toka pura line ku asiba

  • @santoshsir8194
    @santoshsir8194 3 года назад +15

    Preeti tumaku bht bht blessings dauchhi nija goda re thia hua all the best sister

  • @jiteshsubudhi5165
    @jiteshsubudhi5165 3 года назад +27

    Bride is taken proper decision.
    I appreciate her.

    • @ashirwadrout7219
      @ashirwadrout7219 3 года назад +2

      Complete wrong. Jhira bhauja ethire masterpiece

    • @jiteshsubudhi5165
      @jiteshsubudhi5165 3 года назад +7

      @@ashirwadrout7219 Why every time girl will tolerate her difficulties ?
      Why the Groom started to raise hand's ?
      Why her hubby is not supporting to her ?
      So Bride taken good decision. 👍

    • @jiteshsubudhi5165
      @jiteshsubudhi5165 3 года назад +2

      @@ashirwadrout7219 Bride sister in law also taken good decision .

    • @ashirwadrout7219
      @ashirwadrout7219 3 года назад +1

      @@jiteshsubudhi5165 I think you are not correct. If you watched the show completely then you must be understood actually what was happening in the show. Anyway bride's sister in-law completely biased her. Grooms family totally innocent and bride also.

    • @rivazz3213
      @rivazz3213 3 года назад +1

      @@ashirwadrout7219 sir Sabu kichi acceptable but kaunasi b karana hata utheiba n mada mariba juktijuta nuha. Murder kala pare aha karibe ki apana.. jhia ta thik karichi

  • @Aster-mv3ww
    @Aster-mv3ww 3 года назад +71

    ପୁଅ ଝିଅ ଦୁଇ ଜଣ ବହୁତ ଭଲ। ଏଠାରେ ପୁଅର ଭଉଣୀ ଏବଂ ଝିଅର ଭାଉଜ କଷାକଷି କରିଛନ୍ତି। କିନ୍ତୁ ମସଲା କଷା ଅତି ଅଧିକ ହେଇଛି ଝିଅର ଭାଉଜର। ଝିଅକୁ ଏମିତି ମସଲା ଦେଇ କଷିଛନ୍ତି ଯେ...........। ଝିଅଟି କିଛି ଜାଣିବାକୁ ଚେଷ୍ଟା କରୁନି।

  • @bidhubhusanbadu6518
    @bidhubhusanbadu6518 3 года назад +8

    She is a good behaved girl

  • @maachandimata.nuagaon3583
    @maachandimata.nuagaon3583 3 года назад +22

    କେତେ ଦିନ ପର୍ଯ୍ୟନ୍ତ ଭାଉଜ ଙ୍କ ସହ ରହିବ।।। ଟାଇମ ଆସିବା ସେତେବେଳେ ଦେଖିବ।।।।। ମନେ ପଡ଼ିବ।।।miss dr ଗୋପବନ୍ଧୁ sir

  • @sibaramgouda8737
    @sibaramgouda8737 3 года назад +2

    100 Salam tuma bhauja ku

  • @subhashreedas9996
    @subhashreedas9996 3 года назад +2

    Bapa and Maa nku chadi dele eai duniare kehibi kahar bhala chahanti nahi ok🙏🙏🙏

  • @nandarosy6577
    @nandarosy6577 3 года назад +6

    Very good decision by girls

  • @birajakantamohapatra874
    @birajakantamohapatra874 3 года назад +6

    ଯେଉଁ ପୁଅ ତକ ଆଶାର ଆଲୋକ କୁ ଆସୁଛନ୍ତି,ତା ମଧ୍ୟ ରୁ ଅଧିକାଂଶ ମାୟା, ହିଞ୍ଜଡ଼ା ଭଳି ହେଉଛନ୍ତି,ବିଚାରକ,ସମାଜ ସେବୀ ସମସ୍ତେ ଝିଅ ର ସମର୍ଥନ କରୁଛନ୍ତି, ଯଦି ସ୍ତ୍ରୀ ଯେତେ ଭୁଲ୍ କଲେ ବି ତା'ର ପାଦ ଚାଟିବାକୁ ରାଜି, ତାହେଲେ ଏତେ କଳି ଝାମେଲା କ'ଣ ପାଇଁ?ଭାଡୁଆ ରୋଲ୍ କର, ସ୍ତ୍ରୀ ବି ଖୁସି, ତମେ ବି ଖୁସି, ଆଶାର ଆଲୋକ ବାଲା ବି ଖୁସି,ଜୟ ନାରୀ ସଶକ୍ତିକରଣ କି ଜୟ

  • @chikuranasingh9544
    @chikuranasingh9544 2 года назад

    Good decision

  • @dilipkumarmohapatra3113
    @dilipkumarmohapatra3113 3 года назад +43

    ଗୋପବନ୍ଧୁ ସାରଙ୍କୁ ଡକାଯାଉ ସୋ ଭଲଲାଗିବ 👍

  • @jayjaganathcreation2818
    @jayjaganathcreation2818 3 года назад +1

    Thanku vai bhouni bhauja

  • @jatanirock1548
    @jatanirock1548 3 года назад +7

    ଯଦି ଏକାଠି ହେବାର ନଥିଲା ଏଠି କି କଣ ଠିଆ ପାଲା କରିବାକୁ ଆସିଥିଲ

  • @ENTERTAINMENT12345
    @ENTERTAINMENT12345 3 года назад +8

    Best show ever. Mihar Bhai Salute

  • @sabitadas4370
    @sabitadas4370 3 года назад +3

    Good point

  • @priyabrata2615
    @priyabrata2615 3 года назад +67

    ଗୋପବନ୍ଧୁ ପଟ୍ଟନାୟକ ସାର୍ ଙ୍କୁ ଅନୁରୋଧ ମଞ୍ଚ କୁ ଫେରନ୍ତୁ.

  • @rakeshprusty2001
    @rakeshprusty2001 3 года назад +17

    ଏ ଝିଅ ର କେଉଁ ଟୋକା ସହ ସମ୍ପର୍କ ଅଛି confirm

    • @sujataojha2569
      @sujataojha2569 3 года назад +4

      Thik katha kahicha vai

    • @rakeshprusty2001
      @rakeshprusty2001 3 года назад +2

      @@sujataojha2569 swami stree bhitare jete jhagada hele bi swami ta swami stree ta stree
      Jadi swami bhul karichi taku samadhan kari ସମ୍ପର୍କ କୁ ବାନ୍ଧି ରଖିବ କଣ ସିଧା ସ୍ଵାମୀ ସ୍ତ୍ରୀ ସମ୍ପର୍କ ଭାଙ୍ଗି ଦେଉଛି ତା ମାନେ ଏ ଝିଅ ର ଆଉ କେଉଁ ପୁଅ ସହ ସମ୍ପର୍କ ନିଶ୍ଚୟ ଥିବ

    • @sujataojha2569
      @sujataojha2569 3 года назад +2

      @@rakeshprusty2001 2 jana raji hele ta swami ta ate loka nka samnare bhul magila wife ra kn ate ghamand amiti ta vai bhauja nka pakhare kete din khusi re rahiba

    • @rakeshprusty2001
      @rakeshprusty2001 3 года назад +3

      @@sujataojha2569 ଭାଇ ଭାଉଜ କହିବେ ରଖିବା ପାଇଁ କିନ୍ତୁ କେତେ ଦିନ ରଖିବେ ଏ ଦୁନିଆ ଜାଣିଛି ତୃତୀୟ ଲୋକ ଙ୍କ ପାଇଁ ସ୍ଵାମୀ ସ୍ତ୍ରୀ ଅଲଗା ହେଲେ ଆଉ ଯଦି ସ୍ଵାମୀ ଭୁଲ କରିଛି ସ୍ଵାମୀ ଙ୍କୁ ଗୋଟେ ସୁଯୋଗ ଦେବା କଥା କିନ୍ତୁ ସ୍ତ୍ରୀ ସୁଯୋଗ ନ ଦେଇ ଅଲଗା ହେବା ପାଇଁ କହୁଛି ମାନେ ସ୍ତ୍ରୀ ର ଆଉ କେଉଁ ପର ପୁରୁଷ ସହ ସମ୍ପର୍କ ଅଛି ନିଶ୍ଚୟ

    • @odishaall8864
      @odishaall8864 3 года назад +2

      Right bro

  • @musicalloversbulu985
    @musicalloversbulu985 3 года назад

    ଆମ ପଞ୍ଚାୟତ ଝିଅ

  • @bhagyalaxmisahoo9487
    @bhagyalaxmisahoo9487 3 года назад +2

    Good dicission

  • @sudarsanmohanty5598
    @sudarsanmohanty5598 3 года назад +1

    Jebanara mane kechi dukha kechi sokha . family ree rahela sabu kechi Katha ku dhareki chalela habani.jaganntha karantu apana2jana meshijaantu .dakheba jagannatha Sabu thiki karedaba.jay jagannatha 🙏🙏🙏

  • @ambujkumarpradhan2525
    @ambujkumarpradhan2525 3 года назад +10

    ଝିଅ ର ପୁଅ ପାଖରେ ମନ ନାହିଁ ସେଥିପାଇଁ ଏମିତି ହୋଉଛି.... ତାକୁ ଟାଇମ ଦିଅ 6ମାସ ସେ ଆଉ ଗୋଟେ ଟୋକା ସାଙ୍ଗରେ ବୁଲୁଥିବ ଦେଖିବ

  • @santoshbal7593
    @santoshbal7593 11 месяцев назад

    ❤❤❤❤❤
    Very nice

  • @dipurana5707
    @dipurana5707 3 года назад +4

    I agree with you madam .......Sabu jhia amiti strong haba darka tahele badhu nirjyatana band heijiba ......Jhia ta boli kn Tara ijjat nahi atma Sanman nahi

    • @lovelypriti1602
      @lovelypriti1602 Год назад

      Thik khich bhai..ae pua lagi priti dii ra life kharp haejiba..

  • @payalmusic355
    @payalmusic355 3 года назад +4

    ଝିଅ ଘର ଲୋକ ବୋହୁତ୍ ଭଲ

  • @smrutiranjansahoo7935
    @smrutiranjansahoo7935 3 года назад +53

    Time 24:10 ସେ ପୁଅ ର ଭଲ 😡😡ଗୁଣ... ଯାହା ହେଉ ମାଆ ଜନ୍ମ ଦେଇ ଥିଲେ, ତୁ ତାଙ୍କ ଋଣ ସୁଝୁଛୁ... ଧନ୍ୟରେ ପୁଅ ତୁ...

    • @omsairam6860
      @omsairam6860 3 года назад

      Na tamaku sia pua dakuthila 😄😄😄😄😄😄😄

    • @sumiswainvlogs
      @sumiswainvlogs 3 года назад +2

      @@omsairam6860 Bhai katha ta bujhi paruna kn kahile se

  • @sabitribehera6186
    @sabitribehera6186 3 года назад

    Question no.B

  • @Ramakumar469
    @Ramakumar469 3 года назад +4

    Jay Jagannath 🙏🌼🙏

  • @pramodkumarvlogs4429
    @pramodkumarvlogs4429 3 года назад +1

    ଏଠି ଯାହା ଜଣା ପଡୁଛି ସଂପୂର୍ଣ୍ଣ ଏ ଝିଅର ଭୁଲ୍ କାରଣ ସେ ଝିଅ କହୁଛି ମୁଁ ରୋଷେଇ ଜାଣିନି ଏ କଥା ବାହା ହେଇ ଶାଶୁ ଘରେ ଯେଉଁ ଝିଅ ଏ କଥା କହେ ତା ହେଲେ ସେ ବାହା ହେଉଥିଲା କଣ ପାଇଁ ତା ପରେ ଏ ଝିଅ କେବେ ଲକ୍ଷ୍ମୀ ପୁରାଣ ବହି ପଢି ନାହିଁ.ପ୍ରଥମେ ସେ ଲକ୍ଷ୍ମୀ ପୁରାଣ ବହି ପଢୁ ସେ ସବୁ କିଛି ଜାଣି ପାରିବ.ଯେତେ ଯାହା ହେଲେ ସେ ତା ସ୍ବାମୀ.ଏ ଦୁନିଆରେ ଯେଉଁ ଝିଅ ମାନେ ବାହା ହେଉଛନ୍ତି ସେ ସ୍ବାମୀ କଥା ମାନି ଚଳୁଛନ୍ତି.ସ୍ବାମୀ ହେଉଛି ଇହ ପର କାଳର ଦେବତା.ଏ ଝିଅ ଭାଇ ଭାଉଜ ବୁଦ୍ଧିରେ ପଡି ସର୍ବନାଶ ହେବାକୁ ଯାଉଛି.

    • @smitanshi1947
      @smitanshi1947 3 года назад

      Bhaii swami sina Iha para kalara devata stree Madhya ardhanginj bujhilaa...mu jhia boli jhiaku support Kari kahuni..jadi v swami badragi ta boli Kana hata utheiba ee kou mardapania hnaaa..

    • @RR-kl7gs
      @RR-kl7gs 3 года назад

      @@smitanshi1947 Are bhauni mo friend marichhi kana pai a Jhia ra charitra pai Ame sabu friend se priti bhauja ku bahut bujheilu hele se prakruti chhadile nai sethipai mo friend hatauthae

    • @kalyanichand1622
      @kalyanichand1622 3 года назад

      @@RR-kl7gs se jhia Ra character kharap tame kmiti janila

    • @RR-kl7gs
      @RR-kl7gs 3 года назад

      @@kalyanichand1622 se mo friend ku mrg karichhi Ama gaa re

  • @santanumohanty4231
    @santanumohanty4231 3 года назад +14

    Very nice program thanks otv

  • @sarojkumarsethy6169
    @sarojkumarsethy6169 3 года назад +2

    ହଉ ଲୋ ଝିଅ ତୁ ମଣିଷ ଆମେ ଜାଣିଲୁ ତୋର ଟିକେ ଲାଳ ଅଂଶ ବଢା

  • @runitabholaruni1321
    @runitabholaruni1321 3 года назад +8

    Bahut vhala pua khas emt pua mo life ku asanta

  • @sabitribehera2885
    @sabitribehera2885 3 года назад

    Yes

  • @rudranarayan3740
    @rudranarayan3740 3 года назад +8

    3 ଥର ସମାଧନ ପରେ ଯଦି ସେ ପୁଅ ସୁଧୁରିବନି ସେମିତି ଜାଗାରେ ଅଲଗା ରହିବା ଉଚିତ୍ 🙏🙏🙏

    • @RR-kl7gs
      @RR-kl7gs 3 года назад

      Are bhai mo friend ra dosa nai mo friend dakhi thila ashara aloka a paribar jama ama gaa ku asinahanty

    • @RR-kl7gs
      @RR-kl7gs 3 года назад +2

      Jhia Paribar bahut kharap

    • @RR-kl7gs
      @RR-kl7gs 3 года назад

      Muluru asinahany samadhan pai

  • @Satya98610
    @Satya98610 3 года назад +4

    Miss you gopabandhu sir

  • @jagannathnahak5786
    @jagannathnahak5786 3 года назад +3

    ଭାଇ ରେ ଧନ୍ ତୁ

  • @rashmirekapal3546
    @rashmirekapal3546 3 года назад

    A is right

  • @pradiptaparida1093
    @pradiptaparida1093 3 года назад +36

    ସବୁ କାରଣରମୁଳ ହେଉଛନ୍ତି ଭାଉଜ, ଭାଇ

  • @_bapi___303
    @_bapi___303 3 года назад +1

    ଝିଅ ର ବହୁ ଅଳିଆ ଅଛି ଅଲଗା ମୁଡୁ ରେ ଅଛି

  • @hariharbishi3182
    @hariharbishi3182 3 года назад +3

    ଝିଅର ଭାଉଜ ହିଁ ନାଟର ଗୋବର୍ଧନ !

  • @RakeshSingh-vy6vr
    @RakeshSingh-vy6vr Год назад

    Good decision by girl

  • @meenakshikar6351
    @meenakshikar6351 3 года назад +23

    ମିହିର ଭାଇ ତୁମକୁ ଅନୁରୋଧ କରୁଛି ତାକୁ ଆଉ ସେ ପୁଅ ପାଖକୁ ପଠାଅନି , ଜଗନ୍ନାଥ ତୁମର ମଙ୍ଗଳ କରିବେ। ହେ ଜଗନ୍ନାଥ ମହାପ୍ରଭୁ ଝିଅଟି ର ମଙ୍ଗଳ କରନ୍ତୁ।

  • @sovaranikarpinky3148
    @sovaranikarpinky3148 3 года назад

    Mu aei jhia ku support karuchi👍👍👍👍👍👍

  • @rjabinashvlogs
    @rjabinashvlogs 3 года назад +96

    ଝିଅ ର mind maturity ହେଇନି

  • @chinmayacharya1268
    @chinmayacharya1268 3 года назад +1

    ଭାଈ ଅନ୍ୟ କେଉଁଠି ବାହା ହେଇକି ରହ

  • @santosinisatapathy8969
    @santosinisatapathy8969 3 года назад +50

    Ehi pila ra prakruti mo baba nka prakruti saman. Mo maa pura life time kandile mo baba nka pain. Ama mananka upper bhi mo baba bhut marichhanti. Mo marriage pare bhi se sabu mone padile kanda lage. Mo baba aau nahanti sansarare kintu bhut short temper thile. Kichi katha nathai hata uthau thile ei prakruti loka kebe badli be nahi. Genetical temper mo bhai bhi baba bhali. Actually jhia bhut bhala kala. Dine marana dine janma kintu ei bhali loka thu mukti darkar. Mu gote married lady but I accept the decision what she did absolutely right.

    • @chapaladas6676
      @chapaladas6676 3 года назад

      Thik

    • @pragya3613
      @pragya3613 3 года назад

      Mo sasur b semiti

    • @anantapatro7815
      @anantapatro7815 3 года назад

      Mu bi married lady jhia thik decision neichi but jiban sara bhai bhauj pakhre rahi he bane

    • @dibya63
      @dibya63 3 года назад

      ମତେ ବହୁତ ଦୁଃଖ ଲାଗୁଚି, ବାପା ବାଡ଼େଇଛନ୍ତି ବୋଲି ତୁମେ ମନେ ରଖିଛ, ଆଉ ବାପାଙ୍କ ମାଡ଼ କୁ ଗୋଟେ ନିର୍ଯାତନା ବୋଲି କହୁଛ

    • @rivazz3213
      @rivazz3213 3 года назад

      @@anantapatro7815 hmm se stand haba nija goda re

  • @sudhakarbiswal9021
    @sudhakarbiswal9021 3 года назад +1

    Swami maribata aparadha sitri bhulukaribata seita jugia

  • @angeldivyanshi4391
    @angeldivyanshi4391 3 года назад +3

    Pura right bhauni

  • @prakashkumarmallikprakasha9615
    @prakashkumarmallikprakasha9615 3 года назад +1

    Jay Jagannath 🙏🙏

  • @milunaik9097
    @milunaik9097 3 года назад +26

    ଦୟା କରି
    ଗୋପବନ୍ଧୁ ସାର୍ ଙ୍କୁ ମଞ୍ଚ କୁ ଆଣନ୍ତୁ

  • @chandanbindashcp1873
    @chandanbindashcp1873 3 года назад +5

    କେବଳ ସ୍ତ୍ରୀ ମାନଙ୍କ ପାଇଁ ଘରେ ବୁଝା ବଣା ଭୁଲ୍ ହୁଏ 🙏

  • @pravatranjanmahanta6626
    @pravatranjanmahanta6626 3 года назад +4

    Love uuu mihir das sir..

  • @serversbattle6349
    @serversbattle6349 3 года назад

    Bhala

  • @saiswaransh9093
    @saiswaransh9093 3 года назад +42

    ସବୁରି କାଣ୍ଡର ମୂଳେ ଭଉଣୀ. ଭେନେଇ

  • @manoranjannayak3887
    @manoranjannayak3887 3 года назад

    It's future part

  • @kabulinayak7212
    @kabulinayak7212 3 года назад +9

    ତୁ ରୋଷେଇ କାହିଁ ଜାଣିନୁ,ବାପ ଘରେ କଣ ଆଇଏଏସ prepare କରୁ ଥିଲୁ ।

    • @superboy98612
      @superboy98612 3 года назад

      Bohu ta Khali rosei karibaku ase au.

    • @kabulinayak7212
      @kabulinayak7212 3 года назад +1

      @@superboy98612 , ତୁମ ଘରେ ତୁମେ ବୋଧେ ରୋସେଇ କର ?ତୁମ ସ୍ତ୍ରୀ ବୋଧେ job କରେ ।

  • @sarojkumarsethy6169
    @sarojkumarsethy6169 3 года назад +1

    ଟୋକା ପୁରା ଗରମ

  • @bimalkumarjena5550
    @bimalkumarjena5550 3 года назад +12

    Jhia ta bahut badhia

  • @anshipradhan8571
    @anshipradhan8571 3 года назад +2

    Main vilian bhauja

  • @sasmitasarangi9216
    @sasmitasarangi9216 3 года назад +9

    Very good decision girl ❤️

  • @amishabaliarsing949
    @amishabaliarsing949 3 года назад

    You are right ,the girl is totally right she is not a toy

  • @aloksatpathy1680
    @aloksatpathy1680 3 года назад +5

    Husband ra vul achhi kintu jhia vul decision nela .Minimum gote thara husband ku chance debarathila.

  • @jayasasmitaminds9846
    @jayasasmitaminds9846 2 года назад

    Jete jaha hou na kanhiki mihir sir nka vhalia Majhi re Majhi re kehi BAGULIA katha kahi bi kohi pari be nahi
    Saluta sir.. love you sir

  • @baishnabbehera2756
    @baishnabbehera2756 3 года назад +35

    ଆମେ ଯେତିକି ଜାଣିଛୁ ସେ ଏଠି ବହୁତ ବୁଲିଛି, ଝିଅ ର ଭେଣେଇ ସାଙ୍ଗରେ ବୁଲି ବାକୁ ମନ,, ଭାଉଜ ସାଙ୍ଗରେ ବେପାର କରିବାକୁ ମନ..

  • @fanibhusanbehera724
    @fanibhusanbehera724 Год назад

    It seems that it is a Well Planned Activity and may be because of some other planning.

  • @chandanrto5787
    @chandanrto5787 3 года назад +8

    ଝିଅର ଭୁଲ୍ ଆଛି । ପୁଅର ଟିକେ ବେଶୀ ଭୁଲ ଲାଗୁଛି 😡😡😡