ସଫା ଝିଅ ଖୋଜୁଥିଲେ ମୁଖ୍ୟମନ୍ତ୍ରୀ | CM Mohan Majhi On His Wife | CM Mohan Majhi Viral Speech | N18V

Поделиться
HTML-код
  • Опубликовано: 9 фев 2025
  • ସଫା ଝିଅ ଖୋଜୁଥିଲେ ମୁଖ୍ୟମନ୍ତ୍ରୀ | CM Mohan Majhi On His Wife | CM Mohan Majhi Viral Speech | N18V
    #odishacm #MohanCharanMajhi #chiefminister #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

Комментарии •

  • @subhalaxmiswain5871
    @subhalaxmiswain5871 7 дней назад +150

    ମୁଖ୍ୟମନ୍ତ୍ରୀ ସାର ଆପଣ ନିଜକୁନିଜ ଅପମାନ କରୁଛନ୍ତି ଆପଣ ଜଣେ ରାଜ୍ୟ ର ମୁଖ୍ୟା ଏମେତି ଭାଷଣ ଆପଣ ଙ୍କ ଶୋଭା ପାଉନି

  • @sumantabhoi3561
    @sumantabhoi3561 7 дней назад +95

    ନବୀନ ପଟ୍ଟନାୟକ ବାହା ହେବା କଥା ଭାବୁ ନଥିଲେ। ତମେ ତ ଋଷିଆନ ଝିଅ କଥା ଭାବୁଛ। ଆଦି ବାସି ହେଇ କି ଆଦିବାସୀ ଝିଅ ପସନ୍ଦ ନୁହେଁ। ମାନସିକ ଭାବନା କେମିତି ଜଣାପଡୁଛି। ଓଡ଼ିଶା ର ଯୁବକ ମାନଙ୍କ ଉପରେ କି ପ୍ରଭାବ ପଡିଛି ତାହା ଜାଣିବା ର କଥା।

    • @shradhanjalipattanayak-k8p
      @shradhanjalipattanayak-k8p 7 дней назад +8

      Ea houchanti aamar cm😅😅. Actually mantri ta apan hou hou heigale.......😅 Sir apan nija chehera tk mirror dekhantu . Samastanku sanman diontu aau samastanka thu sanman paontu😊

    • @Mahiithepower
      @Mahiithepower 7 дней назад +1

      Tame jama gora jhia baha habaki chahuthiba ki😅😅

    • @shradhanjalipattanayak-k8p
      @shradhanjalipattanayak-k8p 7 дней назад +2

      Bhai sabu Loko saman nuhanti.Aaji ka date re bi bahut sundar pila bi Kala jhia ku mrg karuchanti.

    • @Purna3850
      @Purna3850 7 дней назад +1

      Human nature, it is not sir's fault...

    • @Shyaam_the_sheep8121
      @Shyaam_the_sheep8121 7 дней назад +3

      ଆମ ମୁଖ୍ୟମନ୍ତ୍ରୀ ଙ୍କ tk ନାଳାଶ ରହୁଛି ଆଉ 😂😂😂

  • @kulamanigiri7628
    @kulamanigiri7628 8 дней назад +100

    ଆପଣ ନିଜର ଭାଷାରେ ସଂଯମତା ରକ୍ଷାକରନ୍ତୁ ଦୟାକରି ଯୁବ ପ୍ରତିଭାଙ୍କର ଉପରେ ଖରାପ ପ୍ରଭାବ ପଡୁଛି ଯାହାକି ଆପଣଙ୍କ ଠାରୁ ଏହା ଆଶା କରାଯାଉ ନାହିଁ କ୍ଷମା କରିବେ

    • @IndraGouda-e9e
      @IndraGouda-e9e 8 дней назад +5

      କଣ ପ୍ରଭାବ ପଡ଼ୁଛି ଆଗରେ ପଡୁଥିଲା କି ମୁର୍ଖ

    • @st-hp1hd
      @st-hp1hd 7 дней назад

      ​@@IndraGouda-e9eto bou bia

  • @Nanakebhalusena
    @Nanakebhalusena 7 дней назад +36

    ଆମ ଆଦିବାସୀ ଝିଅ ମାନେ କଳା ( ସୋଫା ନୁହଁନ୍ତି )ମୁଖ୍ୟମନ୍ତ୍ରୀ ମୋହନ ମାଝୀ : ବିଜେପି ର ଚାଟୁକାର ମାନେ କୁଆଡେ ଗଲେ...??? ଏଇ କଥାଟା ଆଦିବାସୀ ଝିଅ ଓ ମହିଳାଙ୍କୁ ଅପମାନ ନୁହେଁ କି...??? ଏ ନେଇ କଣ ପ୍ରତିକ୍ରିୟା ରଖିବେ ବିଜେପି ର ଚାଟୁକାର ମାନେ...??? ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ବିରୁଦ୍ଧରେ କି ମାମଲା ହୋଉଛି ଦେଖିବା।

  • @Subhamsahoo17
    @Subhamsahoo17 5 дней назад +8

    That's why education is most important ✅✅✅✅✅✅

  • @Jagannathadham
    @Jagannathadham 6 дней назад +13

    ଏବେ ତ cm ଅଛ ଗୋଟେ କଣ ଯେତେ ପାରୁଛ ସେତେ ସଫା ଝିଅ ଧରିକି ଟିକେ ଥେଇ ଥେଇ ହୁଅ ଲଜ୍ୟା ଲାଗୁନି ଏ ସବୁ ଭାଷଣ ଦେବା ପାଇଁ

  • @lovelygirltitili1322
    @lovelygirltitili1322 3 дня назад +3

    ମୁଖ୍ୟ ମନ୍ତ୍ରୀ ହେଇ ନାରୀ ଜାତିକୁ ଅପମାନ କରୁଛ ରଙ୍ଗ ରେ କଣ ଅଛି 😡

  • @prasantanayak4047
    @prasantanayak4047 7 дней назад +23

    ଆରେ କି କଥା କହୁଛନ୍ତି.ଏ ମନ୍ତ୍ରୀ ଆଉ ପୁଣି ବାହା ହେବାକୁ ମନ. କଣ ଆଦିବାସୀ ଝିଅ ସୁନ୍ଦର ନାହାନ୍ତି.

  • @GarimaSahu-y2s
    @GarimaSahu-y2s 16 часов назад +1

    Cupp kalluyaa❤❤

  • @gitanjlikar8232
    @gitanjlikar8232 7 дней назад +30

    ନବୀନ ସାର୍ ବାହା ହୋଇ ନ ଥିଲେ। ସେଥିପାଇଁ ସେ ସବୁବେଳେ ନିଜ ରାଜ୍ୟକୁ ନିଜ ପରିବାର ଓ ରାଜ୍ୟ ବାସୀଙ୍କୁ ପରିବାରର ସଦସ୍ୟ ବୋଲି ଭାବୁଥିଲେ। ହେଲେ ନିଜର ଲୋକମାନେ ହିଁ ତାଙ୍କୁ ଧୋକା ଦେଲେ।miss you ନବୀନ sir।😢

  • @ChandrikaBarik-lv7ch
    @ChandrikaBarik-lv7ch 6 дней назад +7

    ଜଣେ ମୁଖ୍ୟମନ୍ତ୍ରୀ ପଦବୀ ରେ ଥାଇ ଏଭଳି ନିନ୍ଦନୀୟ ମନ୍ତବ୍ୟ ଦେବା ସତରେ ବୋହୁତ ଲଜ୍ୟ ଜନକ କଳା,ଗୋରା ମଣିଷ ର ପରିଚୟ ହୋଇନଥାଏ ପରିଚୟ ତ ତାର ପ୍ରତିଭା ରେ ଥାଏ 🙏

  • @Chintakalpa
    @Chintakalpa 7 дней назад +9

    ମଣିଷର ପ୍ରକୃତ ଚରିତ୍ର ତା କଥାବାର୍ତ୍ତା ରୁ ସ୍ପଷ୍ଟ ବାରିହୁଏ। ତେଣୁ ଗୋରା ଝିଅ ତଥା ସାମ୍ବାଦିକା ମାନେ ବି ଏହିପରି ଲମ୍ପଟ ମୁଖ୍ୟମନ୍ତ୍ରୀ ଠାରୁ ଯଥା ସମ୍ଭବ ଦୂରରେ ରହିବା ଆବଶ୍ୟକ। ଯିଏ ସର୍ବ ସାଧାରଣ ସ୍ଥାନରେ ଏମିତି କହି ପାରୁଛି ସେ ଯେ ଗୋପନରେ କଣ ନ କରୁଥିବ?!

  • @SuchiSamal-b6e
    @SuchiSamal-b6e 7 дней назад +25

    ରସିକିଆ ମୁଖ୍ୟମନ୍ତ୍ରୀ 😂😂😂😂😂😂

  • @debabratdash6825
    @debabratdash6825 7 дней назад +10

    Racism on top, ଯଦି ଆଉ କିଏ ଅଣ ବିଜେପି ନେତା ଏତିକି କେହି ଥାନ୍ତେ ହୁଲୁଷ୍ଠୁଲ ହୋଇ ସାରନ୍ତାଣି

  • @priyankabiswal8116
    @priyankabiswal8116 7 дней назад +33

    ଆଦିବାସୀ ଝିଅ ମାନେ କଣ ଏତେ ଅସୁନ୍ଦର... ଛି.... ନିଜେ ନିଜ ଜାତି ଭାଇଙ୍କୁ ଏତେ ଘୃଣା

  • @Travel_in_nature08
    @Travel_in_nature08 7 дней назад +8

    ଆପଣ ଆମର ଆଦିବାସୀ ସଂପ୍ରଦାୟ ପାଇଁ ଗୋଟିଏ କଳଙ୍କ । ଦୟା ରେ ପାଇଥିବା ପଦ ଆଉ ପଦ ଦେଇ ଥିବା ଲୋକଙ୍କୁ ଖୁସି କରି ବା ପାଇଁ ଆମ ଆଦିବାସୀ ସଂପ୍ରଦାୟ କୁ ଅତି ଘୃଣା ଏବଂ ଅପମାନିତ କାହିଁକି କରୁଛନ୍ତି।

  • @End_Patriarch
    @End_Patriarch 6 дней назад +7

    କିଛି ତ ଲାଜ କର ପୁରା ଓଡ଼ିଶା କୁ ପ୍ରତିନିଧିତ୍ଵ କରୁଛ ପୁଣି ଏମିତି ମୂର୍ଖ ଙ୍କ ଭଳି କଥା ବାର୍ତ୍ତା କରୁଛ।

  • @edu.freaks9839
    @edu.freaks9839 6 дней назад +16

    U are clear hearted Sir

  • @madhusmitarout_
    @madhusmitarout_ 7 дней назад +11

    Emiti kahiba thik heini
    Sei Adibasi mahila aji Desa ra Rastrapati ...Odisha ra Garba❤

  • @jamunamanisingh6087
    @jamunamanisingh6087 5 дней назад +2

    ଆପଣ ଙ୍କୁ ଟିକେ ଖରାପ ଲାଗୁନି ଏମିତି ଭେଦଭାବ କରୁଛନ୍ତି ଆପଣ ବି ଦେଖିବାକୁ ଏତେ ସଫା ନୁହଁନ୍ତି

  • @latan4765
    @latan4765 5 дней назад +1

    Really! Is he our CM ? SHAMEFUL!

  • @bhabanishankar4362
    @bhabanishankar4362 7 дней назад +2

    Dhanya dhanya

  • @bibekpadhan235
    @bibekpadhan235 7 дней назад +5

    this person is a perfect example of on uneducated who don't deserve this post of CM the way he presented his personal opinion and creating negative about tribal community are not beautiful Change your way of looking this people are most beautiful in their own way ...

  • @sabyaparida5044
    @sabyaparida5044 6 дней назад +5

    ମୁଖ୍ୟମନ୍ତ୍ରୀ ❎ ଚୋଡିଆ ମନ୍ତ୍ରୀ ✅

  • @JudhistirSahu-z6v
    @JudhistirSahu-z6v 7 дней назад +6

    ନିଜେ ବେଶି ଗୋରା ଭାବୁଛି

  • @jibanjyotimohanty9869
    @jibanjyotimohanty9869 7 дней назад +7

    ଜାଗି ଉଠ ସମାନୀୟା ଆଦିବାସୀ ମା ମାନେ ❤️🙏

  • @trptoneaboveall7627
    @trptoneaboveall7627 6 дней назад +1

    ଖୋଲା ହୃଦୟ ର ବି ସୀମା ଅଛି। ରାଣୀ ପଣ୍ଡା ଆଉ ଆପଣ ଙ୍କ ଭିତରେ ବାସ୍ ଖରାପ ଭାଷା ର ଫରକ୍

  • @editorsonu6896
    @editorsonu6896 8 дней назад +18

    Kichhi bi speech dei dauchhanti😂😂😂😂...bhai kou bhalia CM au kou state re ame rahuchhu re....laja laguchi 😢

  • @rajeshkumarsahu4436
    @rajeshkumarsahu4436 8 дней назад +17

    ବାଇଆ ମୁଖ୍ୟମନ୍ତ୍ରୀ ଟା

  • @bharatcreation7499
    @bharatcreation7499 7 дней назад +1

    Honesty

  • @RakeshJatta
    @RakeshJatta 6 дней назад +1

    ନିଜ ଜାତିକୁ ଅପମାନ କରୁସନ୍ତୀ ବଡ ଲଜ୍ୟାଜନକ କଥା,ଏକଥା ଆପଣଙ୍କ ମୁହଁରେ ସୋଭା ପାଉନି ସାର୍🙏

  • @DaisyBee-oy1tj
    @DaisyBee-oy1tj 4 дня назад +1

    We got racist cm before gta 6

  • @dayanidhisahoo738
    @dayanidhisahoo738 5 дней назад +1

    CM heicha boli khusi kahile nasare😂

  • @satpathysusama9316
    @satpathysusama9316 7 дней назад +7

    କଣ କହୁଛନ୍ତି ନିଜେ ପ୍ରଥମେ ବୁଝିବା ଉଚିତ୍

    • @ImSR00
      @ImSR00 4 дня назад

      ଏଥିରେ, ଅସୁବିଧା କଣ, ଗୋରି ମାଇକିନା ଖଝିବା କଣ ପାପ ?

  • @sipraprakashjena9122
    @sipraprakashjena9122 8 дней назад +2

    ❤❤❤❤👍👍👍👍🙏

  • @Optimistic_aspirant
    @Optimistic_aspirant 7 дней назад +2

    Safa kana sidha sidha gora jhia darkar kahiba. N what kind of CM is he ? Doesn't he know what to speak publically and what not to ?

  • @sahooumakant
    @sahooumakant 7 дней назад

    Ncm

  • @Birabhue-t7s
    @Birabhue-t7s 7 дней назад +4

    କାଇଁ ଆମେରିକା ରୁ ଗୋଟେ ଗୋରା ତକତକ ମାଇକିନିଆ ଟେ ଆଣି ପକଉନୁ ଏବେ ତ ମୂଖ୍ୟ ମନ୍ତ୍ରୀ ହେଲୁଣି ତୋ ମୁହଁକୁ ଟିକେ ଲାଜ ସରମ ନାହିଁ

    • @ImSR00
      @ImSR00 4 дня назад

      ତାକୁ rassian ମାଇକିନା ଦରକାର

  • @fakirabhuyan8538
    @fakirabhuyan8538 7 дней назад

    Right speech new cm Majhi ji odia culture jay jagannath jay 🌹🌹🙏🙏

  • @ayuuuuu_raj
    @ayuuuuu_raj 4 дня назад +1

    Saar u r cooked man ngl leave that position asap fr

  • @johankumarh33375
    @johankumarh33375 8 дней назад +5

    ଉଚ୍ଛ ପଦବିରେ ରହି ବଡ଼ ମୂର୍ଖତ୍ତା ର କଥାବାର୍ତ୍ତା

  • @sibaprasadpadhy1014
    @sibaprasadpadhy1014 7 дней назад

    🎉

  • @sudarshanraja4976
    @sudarshanraja4976 7 дней назад +3

    ପଛରେ ଥିବା ପୋଲିସ ଭାଇ,ତାଙ୍କ ହସ କୁ ରୋକିବା ପାଇଁ ବହୁତ ପ୍ରୟାସ କରୁଛନ୍ତି 😂😂

  • @ManojSwain-p2t
    @ManojSwain-p2t 7 дней назад

    Beautiful ❤️

  • @lochansabar8887
    @lochansabar8887 6 дней назад

    Your thoughts was excellent CM babu

  • @Sanujakanhar-i5n
    @Sanujakanhar-i5n 7 дней назад +4

    ଆପଣ ପୁରା ଫରେନ୍ ଭଳି

  • @Mahapatra-tl9pi5os1i
    @Mahapatra-tl9pi5os1i 5 дней назад

    ଆଦିବାସୀ ଝିଅ ମାନେ ସବୁ କ୍ଷେତ୍ରରେ ସଫା ନୁହେଁ ତେଣୁ ବାହାହେବା ପାଇଁ ଅନ୍ୟ ଜାତିର ଝିଅ ଖୋଜୁଥିଲେ ମୁଖ୍ୟମନ୍ତ୍ରୀ

  • @pravatipanda6688
    @pravatipanda6688 8 дней назад +1

    Very nice God bless you

  • @hadibandhusamal3924
    @hadibandhusamal3924 7 дней назад +3

    ଗାରିମାରଖ

  • @suranjanmandal721
    @suranjanmandal721 6 дней назад +1

    आदीवासी लड़की बहुत ही सुन्दर है।
    तन भी सुन्दर,मन भी।
    मंत्री जी अपनी हीं कुल का बदनाम करना ठिक नहीं।

  • @Abhimanyu1443
    @Abhimanyu1443 4 дня назад

    ସା‌ହୁ ଭାଉଜ ଆଉ ନଇଶଆମହରଣଆ ପୁରା ଗୋରୀ ଅଛନ୍ତି

  • @akshaykhara-lt9td
    @akshaykhara-lt9td 7 дней назад +3

    ନିଶ୍ଚୟ କାରଣ ଆପଣ ବହୁତ ସଫା ଅଛନ୍ତି

  • @rashmiranjanpatra8118
    @rashmiranjanpatra8118 6 дней назад +1

    ନିଜର ବାକ୍-ସଂଜମତା ସହିତ ମାନସିକ ଚିନ୍ତା ର ପରିବର୍ତ୍ତନ ଆବଶ୍ୟକ l

  • @DulanaNaik-qd2ir
    @DulanaNaik-qd2ir 4 часа назад

    ତାଙ୍କର ଯାହା ପସନ୍ଦ ଥିଲା ସେୟା ସେ କହିଲେ ଏଥିରେ କଣ ଭୁଲ କହିଲେ

  • @nightstar6409
    @nightstar6409 5 дней назад

    Our cm open minded friendly person

    • @sonalikapadhy-mb7zy
      @sonalikapadhy-mb7zy 5 дней назад +1

      Tama ghare kie safa jhia thile tanka pakhaku pathei dia pura openly kareibe

  • @PurnimaPurnima485
    @PurnimaPurnima485 8 дней назад +9

    nije Adivasi heiki nija adivasi jhianku ghruna ......Dhanya ....pora cast ku adivasi nku respect dia kahile kuadu debe sir kuhantu .......🙏

    • @lakshitmohanty1468
      @lakshitmohanty1468 7 дней назад

      😅😅Manmain Ladufuuta😮😮
      Jete Gori Sete story

  • @AkshaySwain-i4k
    @AkshaySwain-i4k 7 дней назад

    Sir au Prema hauchi

  • @GiyanTak777
    @GiyanTak777 6 дней назад +1

    BJD jindabad nabin patnayak jindabad

  • @ranjit2744
    @ranjit2744 6 дней назад

    ନିଜେ ସଫା ଅଛନ୍ତି ତ ସଫା ଝିଅ କୁ ବାହା ହେବା ପାଇଁ ଚାହୁଚ

  • @sarthakbrahma1
    @sarthakbrahma1 6 дней назад

    He is saying Open heartedly but everyone will not take his words in a similar way

  • @sureshbehera2870
    @sureshbehera2870 8 дней назад +1

    Mohan sir 🙏🙏🙏🙏🌹

  • @HarisChandraHarijan-k4j
    @HarisChandraHarijan-k4j 7 дней назад

    A kaisa bhasan hen sir

  • @NarottamSahu-k8g
    @NarottamSahu-k8g 7 дней назад +1

    Laja laguni emiti kaucha

  • @hansdahpurudhul9160
    @hansdahpurudhul9160 5 дней назад

    Satakatha jia adibasi hei chi sia janichi...!! Johar

  • @Biswo_143
    @Biswo_143 7 дней назад +1

    Ama odia ଅସ୍ମିତା tike ama chif minister nka tharu suna

  • @adds8322
    @adds8322 7 дней назад +1

    Odisha history re yaa thu bodo apaarogo sarkar aau kehi hebeni.

  • @__ash.5.4__
    @__ash.5.4__ 7 дней назад +1

    ଛି ଛି ଲୋ ରେ ମାଝୀ ଛି ଛି " ଲାଜ ନାହିଁ ମୁଁ ହଁ କୁ ଟିକେ! ମୁଖ୍ୟ ମନ୍ତ୍ର ହେଇକି ଏ ମିତି କହୁଛୁ 🤣

  • @BiswamberBhutia
    @BiswamberBhutia 5 дней назад

    କେତେ ଛୋଟ କଥା, ବଡ଼ ପୋଷ୍ଟ ପାଇଲ ଗୁଣ ପାଇଲାନି , ଗୁଣ ନାହିଁ

  • @Subrat_Nayak
    @Subrat_Nayak 7 дней назад +1

    He bhagawan eie ama mukhyamantri eie jadi emiti hebe tahele yanka tharu loka kan sikhibe . 2024 re bi jadi eie 1960 bhalia chintadhara rakhibe tahele ama rajya gala. Mala Manisha satare loka Mane jaha kahuthile thick ye gote jangali murkha ta

  • @SrutiMajhi-v4hggv
    @SrutiMajhi-v4hggv 7 дней назад +2

    Mohan majhi jane sapha jhia ku marriage kari aji se bahut khusi re hasi uthichanti baaa baaa dhayan CM Bhai 🙏🙏

  • @ManojaNayak-d4p
    @ManojaNayak-d4p 5 дней назад +1

    Andhabhakta kahie lokanka cm

  • @Ananyastylevlogs
    @Ananyastylevlogs 8 дней назад +5

    ଖୋଲା ଲୋକ

  • @rajeshkusenapati2754
    @rajeshkusenapati2754 6 дней назад

    Dosa achi

  • @Kanha07ShortVideo
    @Kanha07ShortVideo 6 дней назад +1

    ଯାହା ହଉ ଆମ cm ପୁରା comedian 😂😂

    • @sonalikapadhy-mb7zy
      @sonalikapadhy-mb7zy 5 дней назад +1

      Tama ghare kie safa jhia thile tanka pakhaku pathei dia khali comedy kari be😂

    • @AshisDas-mm8jv
      @AshisDas-mm8jv 2 дня назад

      CM nka muha ru emiti faltu katha sobha pauni ...😟

  • @Myuojjlove
    @Myuojjlove 7 дней назад +1

    Adibasi safa nuhe wah

  • @tkdas123
    @tkdas123 7 дней назад

    ନିଚ୍ଛକ ସତ କଥା

  • @Userhipnotised
    @Userhipnotised 6 дней назад

    sundari jhia hele kichi heba nahi, ❤ heart ta sundara heba katha( mind it.)..💀🤘

  • @comedykingrj8806
    @comedykingrj8806 7 дней назад +1

    Desa pain kichi kara khali kuchu kuchu vasan dele kn haba

  • @Abhimanyu1443
    @Abhimanyu1443 4 дня назад

    ଭାଇ ଅଦ୍ଦଭକ୍ତ ମାନେ ତମେ କୁହ କଣ କରିବା

  • @dillipcreation
    @dillipcreation 8 дней назад +5

    Paka naluaa😮😮😮😮

  • @NrusinghSahoo-p4f
    @NrusinghSahoo-p4f 5 дней назад

    It is a defamatory statements.

  • @somyashreedas6911
    @somyashreedas6911 7 дней назад +1

    Nije ta gote koilapari safa au handsome

  • @srikantapandit
    @srikantapandit 8 дней назад +1

    Mohan sir is our Jawin pua ..

  • @deepakkumarsahu4990
    @deepakkumarsahu4990 6 дней назад

    Tame sabu job kariki safa Jia baha hab cm baha hebeni safa jia

  • @deepakpradhan1828
    @deepakpradhan1828 7 дней назад

    Bhai ki Katha sunibaku miluchhi

  • @Bobita-among
    @Bobita-among 5 дней назад

    Cm sir jane khola hrudaya ra Manisha

    • @sonalikapadhy-mb7zy
      @sonalikapadhy-mb7zy 5 дней назад

      Mu janini tame pua ki jhia hadi jhia aau safa acha sir nka pakhaku pala aau nahele tama ghare kie maa bhauni safa thile sir nka pakhaku pathei dia

  • @RasmitaMohapatra-k6s
    @RasmitaMohapatra-k6s 6 дней назад

    Kam sapha hoini

  • @MahimaniTudu
    @MahimaniTudu 6 дней назад

    Gora jhia pai sir ete khusi je
    Khusi sambhali no pari kohidele samastanka agore😮😮

  • @trinathjena-u2v
    @trinathjena-u2v 7 дней назад

    russian

  • @alokmohanty-pk5kj
    @alokmohanty-pk5kj 8 дней назад +4

    joker 🃏

  • @TaranisenSahu-gq2hq
    @TaranisenSahu-gq2hq 6 дней назад

    Russian darakara

  • @Supriya-e7o
    @Supriya-e7o 7 дней назад

    Respect to back side people 😂

  • @heartbeat8141
    @heartbeat8141 8 дней назад +2

    Useless puppet mohan

  • @kunabiswal2852
    @kunabiswal2852 6 дней назад

    Ma giha histria 😂😂😂😂

  • @Subha46889
    @Subha46889 7 дней назад +1

    Real katha aita sabu pua nk mana r katha upare khali kahibe michha😂😂😂

  • @hindustaniser709
    @hindustaniser709 6 дней назад

    ଏଇଟା ପୁରା vdo ନୁହଁ କମେଣ୍ଟ ଦେବା ବନ୍ଦ କରନ୍ତୁ

    • @Rhandankumartayak-p2b
      @Rhandankumartayak-p2b 6 дней назад

      To pakhare achi jadi daunu😂😂😂

    • @Rhandankumartayak-p2b
      @Rhandankumartayak-p2b 6 дней назад

      Pura pure video achi jadi de😂😂😂😂

    • @JRBhanjadeo
      @JRBhanjadeo 5 дней назад

      ଏଇ ହେଲା ୫୦୦ ଟଙ୍କିଆ ମୁଣ୍ଡ। ସେ କଣ କରିବ ୫୦୦ ଟଙ୍କା ପାଇଁ ଏମିତି ଲେଖିଦେଲେ। ପରିବାର କେମିତି ଚଳିବ ତାର। ତାକୁ କିଛି କେହି କୁହନି 😂😂😂।

  • @lalita_soren
    @lalita_soren 6 дней назад

    Mun dekhichhi, experience karichhi tikiye gora thile jhia mane nijaku Apsara Menka bhabanti. O Indra Chandra mananti nahin.
    Na Society re na professional life re na sasu ghare, friend circle re bi kehi like karanti nahin. Se jadi bi chepti naki, pakua pati hoi thau, kuji hoi thau,ki kankada bhali akhi Chhota Chhota hoi thau, body face structure siade Surpanakha bhali dishu.

  • @DjbabuHarijan
    @DjbabuHarijan 6 дней назад

    Rakhi bhashan Maruti sare

  • @FirstRespect.
    @FirstRespect. 5 дней назад

    Russian 😂😂😂

  • @lakshmipriya5593
    @lakshmipriya5593 7 дней назад

    😂😂😂 ki bhasana