ରୁଦ୍ରଙ୍କ ମିଛ ଧରାଇଦେଲେ ସୂରଜ ! || Suryavanshi Exposed Rudra || Odisha Reporter
HTML-код
- Опубликовано: 6 фев 2025
- ଦୁଇ ଜଣ ଯାକ ଯୁବ ନେତା .... ପୁଣି ପ୍ରଥମ ଥର ଲାଗି ବିଧାୟକ ବନିଛନ୍ତି । ହେଲେ ରାଜ୍ୟର ସବୁଠୁ ବଡ଼ ବିବାଦୀୟ ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ଉଭୟ କରୁଥିବା ବୟାନ ବାଜି ଦୁହିଁଙ୍କ ରାଜନୈତିକ ଅଭିଜ୍ଞତାକୁ ସର୍ବସାଧାରଣରେ ସ୍ପଷ୍ଟ କରିଛି । ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ନୂଆ ଏବଂ ଯୁବ ବିଧାୟକ ରୁଦ୍ର ମହାରଥୀ ଏବଂ ସୂର୍ଯ୍ୟବଂଶୀ ସୂରଜ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#NabaDas#SuryvanshiSuraj#RudraMaharathi#CBI#OdishaNews#Politics#Odisha#OdishaReporter
ରୁଦ୍ର ପାଗଳ ହୋଇଗଲା ବୋଧେ । ଆରେ ନିଜେ ଶାସକ ଦଳ ରେ ଥାଇ କି ନିଜ ପୋଲିସ ଯଦି ମନ୍ତ୍ରୀ ଙ୍କୁ ମାରୁଛି ତାହା ହେଲେ ଦୋଷ କାହାର । ଯାହା ଲାଗୁଛି ରୁଦ୍ର ମହାରଥୀ ନବ ଦାସ ଙ୍କ ହତ୍ୟା ରେ ନିଶ୍ଚିତ ସାମିଲ ଥିବ।
ସୁରଜ ଭାଇ ଠିକ କଥା ଭୁଲି ଯାଇ ଥିବେ ମନେ ଟିକେ ପକାଅ
ରୁଦ୍ର ବାବୁ ଏ ଭଳିଆ ମନ୍ତ୍ୟବ ଦିଅନ୍ତୁ ନାହିଁ. ଆପଣଙ୍କ ଜନତା ଅପଣଙ୍କୁ ବହୁତ ଭଲ ପାଉଛନ୍ତି. ଆଉ ଏ କଥା ସମସ୍ତେ ଚାହୁଁଛନ୍ତି cbi ତଦନ୍ତ କରାଯାଉ.
ବିଜେପି ଏଥର ବିଜେପି ସରକାର ଆସିବ 🙏🙏🙏🙏
ଶାସକ ଦଳ ହେଇ ଧମକ କୁ କିପରି ହଜମ କରିଥିଲେ ? ବିଜେଡି ବାବାଙ୍କ ହାତରେ ତ ଓଡିଶାର ଟଙ୍କା ପେଡି ,ପୋଲିସ ବି ତାଙ୍କ ହାତରେ ,ଚାହିଁଥିଲେ ତ ରୁଦ୍ର ବାବୁ ନବ ଦାସଙ୍କୁ ବଞ୍ଚେଇ ଦେଇ ପାରି ଥାନ୍ତେ। ମରିଗଲାପରେ ,ବା ହତ୍ଯାର ଶୀକାର ହେଲା ପରେ ରୁଦ୍ର ବାବୁ ଙ୍କର ଏ ଅଭଦ୍ରାମି କଣ ନବ ଦାସଙ୍କୁ ଫେରେଇ ଆଣିବେ କି ?ବାଃ ରେ ଦୟାବନ୍ତ ନେତା !!!!!
ବାପରେ ରୁଦ୍ର ନିଜର ଓଜନ ହରାଇବା କୁ ଚେଷ୍ଟା କରନି.... ଲୋକମାନେ ତୁମକୁ ବହୁତ ଭଲ ପାଉଛନ୍ତି... ଏଭଳି ବୋକାମୀ କରି ନିଜ ଇଜତ ତଳେ ପକାଇବାକୁ ଯାଉଛି.... ସୁଧୀରି ଯା.... ଭଲ ହେବ.... ନହଲେ ଲୋକ ତିରସ୍କାର କରିବେ.....
ଆରେ ରୁଦ୍ର, ତୁ ଏତେ ମିଛ କହିପାରୁ,
ମୁଁ ଜାଣିନଥିଲି. ହଉ ଦେଖିବା ସତ କଣ.
ଫାଲତୁ କଥା ବିଧାୟକଙ୍କ ମୁହଁରୁ ସୋଭା ପାଉନି କିନ୍ତୁ, ଏହା ବାଧ୍ୟତାମୂଳକ।
Right
ରୁଦ୍ର ଗୋଟେ ବାଳ କହିବ । ସୂର୍ଯ୍ୟବଂଶୀ ପ୍ରକୃତ ରାଜନେତା । ବିଜେପି ଜିନ୍ଦାବାଦ
ପ୍ରଦିପ ମହାରଥୀଙ୍କୁ ମଧ୍ଯ ଧର୍ମେନ୍ଦ୍ର ଗୁଳିକରି ମାରିଛନ୍ତି 100ରେ100ସତ😄😄😄😄😄
ରୁଦ୍ର ବାବୁ ମନଗଢା କଥା ଜନତା ଙ୍କୁ କାହାଣୀ ଶୁଣଉ ଛନ୍ତି
ଆରେ ଆପଣ ନୂଆ ନୂଆ ବାପା ଙ୍କ ପାଇଁ ବିଧାୟକ ହୋଇଛନ୍ତି ଏତେ ମିଛ କହିବା କାହାଠାରୁ ଶିଖିଲେ , ତେଣୁ ସୂର୍ଯ୍ୟ ଙ୍କ ଠୁ କିଛି ଶିଖ ରୁଦ୍ର ବାବୁ
ଗାଲୁଆମିର ଛିଟା ପଡିଗଲାଣି ରୁଦ୍ରଙ୍କ ଉପରେ ହେଲେ ସୂରଜ ଙ୍କ ପରି ବୁଦ୍ଧିମାନ ନେତାଙ୍କ ନଜରରେ ଭୂଇାଁ ବୁଲେଇପାରିବେନି
ଠିକ୍ ଅଛି ରୁଦ୍ର ଭାଈ ତମେ ଠିକ୍ କହୁଛ 🤗ତମ ଅନୁସାରେ ବି ଆଇନ୍ ବାଟ ବଣା ଯିଏ ପ୍ରକୃତ ଦୋଷୀ ତାକୁ ଧରିପରୁନି ସେଥି ପାଇଁ ତମ ଦଳର ନେତାଙ୍କ ଦେହାନ୍ତ ହୋଇଛି ତ ଦୋଷୀ କୁ ଧରିବା ପାଇଁ କେସ CBI କୁ ଦେଇଦିଅ 😡ଦୋଷୀ ଧରାପଡ଼ିବ ।
ରୁଦ୍ର ବାବୁ ମୂର୍ଖ ଙ୍କ ଭଳି କଥା କହୁଛନ୍ତି। ଅତି କମ୍ ରେ ଚୁପ୍ ରୁହନ୍ତୁ।
ରୁଦ୍ର ଭାଇ କଣ ଏମିତି କହୁଚ ଛୋଟପିଲା ଙ୍କ ଭଳି
ଭଲ ଗପ କହୁଚି ମହାରଥୀ
Right 👍👍👍👍👍
ରୁଦ୍ର ବାବୁ ଅନ୍ୟ ଦଳ ର ଲୋକ ମାନେ ଏ ଆଡୁ ସେଆ ଡୁ କହିବେ ଆପଣ ଭାଙ୍ଗି ପଡନ୍ତୁ ନାହିଁ, ଭଗଵାନ ଅଛନ୍ତି
🙏🏻🙏🏻
ରୁଦ୍ର ର ମୁହଁକୁ ଦେଖିଲେ ଜଣାପଡିଛି ସଲା ନିହାତି ତାର ହାତ ଅଛି। ନ ହେଲେ ସେ ଜାଣିଛି କିଏ ମାରିଚି।
Cbi inquiry ହେଉ , , କଂଗ୍ରେସ, ବିଜେଡି, ବିଜେପି, ସବୁ ନେତା CBI inquiry ହେଲେ
ଠିକ୍ ହେବ,, କି ବାଳ ସରକାର ନିଜ ଦଳର
ମନ୍ତ୍ରୀ କୁ ନ୍ୟାୟ ମିଳୁ ନାହିଁ,,,
Weldon
ଟୋକା ଗୋଟେ ଛଇଛାଡ଼ିୟା ପେଲିବାରେ ଧୁରନ୍ଧର।
ରୁଦ୍ର ର ବାପା କଣ ଭଲ ନେତା ଥିଲା କି.. ସେଇ ଲାଉ ର ମଞ୍ଜି ପରା ରୁଦ୍ର ଇଏ କୁଆଡେ ଭଲ ନେତା ବାହାରିବ....
କଥାରେ ଅଛି ଯାହା ଘରେ ଯୋଉ ଆଚାର, ତା ପିଲା ଛୁଆଙ୍କୁ ପଚାର.
ରୁଦ୍ର ତୁମକୁ ଓଡ଼ିଶାର ଲୋକମାନେ ଭାବନ୍ତି ସତ କହୁଥିବା ପିଲାଟିଏ ବିଜେଡି ରେ କେମିତି ଅଛି, କିନ୍ତୁ ଜଣାପଡ଼ିଲା ପରମଗାଲୁଆଟାଏ । ବିଜେଡି ଦଳରେ ରହିବାକୁ,ମିଛକୁହନା ସତ କହିଲେ, ଯେଉଁ ଦଳକୁ ଯାଅ ଭୋଟର୍ ତୁମପଛରେଥିବେ ।
ରୁଦ୍ନାରାୟଣ ପାଇଁ ଭଲ ଭାବୁଥିଲୁ kintu a ମିଛ କଥା କହଉଚ୍ଚ
ସେ କଥା କୁ ହାଲୁକା ଭାବେ ନେଇଥିଲେ ରୁଦ୍ର
ରୁଦ୍ର ଦେଶଦ୍ରୋହୀ,ପାପୀ ,ମଲାପରେ
ନର୍କ କୁ ଯିବ
ରୁଦ୍ରଙ୍କ ବାପାଙ୍କୁ କରୋନା ଆଳରେ ବିଜୁ ଜନତାଦଳ ମାରି ଦେଇ ନାହାନ୍ତି ତ?
ରୁଦ୍ର ବାବୁ ପୋଲିସ ତମର ଆଇନ ବି ତମର ତଦନ୍ତ କରିବ କିଏ???? ପାଇଖାନା ଟାଙ୍କିରୁ ଚିଠି ବାହାର କରୁଛ ଓଡିଶା ଲୋକମାନେ ହସିଲେଣି.... 😄 😄 ଆଜକୁ 25ଦିନ ହୋଇଗଲାଣି କିଛି ଜଣାପଡ଼ୁନି ଭଲ ତଦନ୍ତ ହଉଚି.... ଖାଲି ମିଛ କହିଲେ କଣ ହବ.... ଦେଖିକି ସମସ୍ତେ ରୁହ ଏ ଦଳ ଦରକାର ପଡିଲେ କେମିତି ପୋଲିସ ଲଗେଇ ମାରୁଛି ଦେଖ 🙏🙏
ମନଗଢା କାହାଣୀ ଛୋଟ ପିଲା ଦୁଦୁ ଖାଉଚି ତାକୁ ବୁଝେଇ ଦିଅ ବିଜେଡି ସରକାର ରେ ସବୁ କାହାଣୀ ସୁଣୀବାକୁ ପାଇବେ
ଅଯଥା ରାଜନୀତି ସବୁ କରୁଛନ୍ତି, କିଂଛି ଜଣାନାହିଁ
ଏତେ ଦିନ ପରେ ରାଜ ନୀତିରେ ମଜା ଆସିଲା, ସୁରଜ ରାଜନୀତିର ସନ୍ଥ, କିନ୍ତୁ ଦୁଃଖର ବିଷୟ ରୁଦ୍ର ମୁଣ୍ଡ ଖରାପ୍ ହୋଇ ଗଲାଣି,,, ରୁଦ୍ର ବି ପାଣ୍ଡିଆକୁ ମୁଣ୍ଡ ବିକି ସାରିଲେଣି
ରୁଦ୍ର ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ପଦ୍ମପୁର ନିର୍ବାଚନ ନବବାବୁଙ୍କ ପାଇଁ ଜିତିଛନ୍ତି? ତାହେଲେ ମୁଖ୍ୟମନ୍ତ୍ରୀ ?
Raja pua Raja bhali କଥା କହିବେ ରୁଦ୍ର କେବେ ଠାରୁ ରାଜ ନୀତି କଲେଣି ଜିଏ କଥା କୁଆ ଜାଣି ନାହାଁନ୍ତି
🎉🎉🎉🎉🎉🎉
ଧାମନଗର ବିଧାୟକ ଯୋକହୁଛନ୍ତି ପିପିଲି ବିଧାୟକ ତା'ର ଉତ୍ତର ଦିଅନ୍ତୁ
ମିଛୁଆ ମହାରଥୀ
ଯିଏ ଗେଣ୍ଡା ଝୋଳ ଖାଇଲା ସିଏ ମିଛ ଗାଇଲା 🤣
ଏଇଟା ପାଗଳ ହୋଇ ଯାଇଛି 😅😅😅😅
ରୁଦ୍ର ପାଗଳା ଟା
କିଏ ସିଖେଇ ଦେଇଚି
ତୋ କଥା ରୁଦ୍ର ପ୍ରଭୁ ଜଗନ୍ନାଥ ବୁଝିବେ
❤
ସୁରଜ୍ ଭାଇ ଜିନ୍ଦାବାଦ
ବାପା ଭଳି ଯାତ୍ରା ଡାଇଲଗ,, ରୁଦ୍ର ଭାଇ ଆପଣ କେତେ Papular ଆମେ ଜାଣୁ କିନ୍ତୁ ଜଣ ସାଧାରଣ ଙ୍କୁ ପାଗଳ ଭାବନି
ଏଥିରୁ ଜଣାପଡିଲା ବାପା ଠାରୁ ପୁଅ ଆହୁରି ମୂର୍ଖ ଓ ଗାଳୁଆ
ଯଦି ମହାରଥୀ ର ଦମ ଅଛେ cbi କୁ ତଦନ୍ତ ଲାଗି, ମୁଖିୟା କୁ କହ
ଛି ତୁମକୁ ଲଜ୍ୟା ନାହିଁ, ନିଜେ ହତ୍ୟା କରି ବିଜେପି ଉପରେ ଦୋଷ ଦଉଛ,
Jay suraj bhai ତମ BJD ର ସବୁ MAL ହେଲେ ବି ସୁରଜ୍ ଭାଇ କି ପରି ବନି ଧୋଇ ଦବ BJP ra ଗୋଟେ ଟୋକା ସୁରଜ୍ ସୂଜ୍ୟବନ୍ସି
BJD ଦଳରେ କଣ ସମସ୍ତେ ମିଛ କହିବାରେ ସିଦ୍ଧହସ୍ତ?
🚩🚩🚩🚩🚩🙏🙏🙏👍👍👍
ଏଥର ପରିବର୍ତ୍ତନ କର BJP ରେ ଭୋଟ ଦିଅ
ସୁରଜ ମୂର୍ଖ... ଶଳା pvt ସ୍କୁଲ ଡେଭେଲପ କଥା କହୁଛି....
ରୁଦ୍ର ପାଗଳ ହେଇଜାଇଚି
BJD Rudra gunda criminal 2 Rudra father gunda criminal 1 🤣🤣🤣🤣🤣
ଡାହା ମିଛୁଆ ରୂଦ୍ର କ୍ଷୁଦ୍ର
Bjd dala micha kahibare PHD karichi
ସୂର୍ଯ୍ୟ ବଂଶୀ ସୁରଜ ଠିକ କହିଛନ୍ତି .
ଲାଲ ଟୋପା ଓ ଚନ୍ଦନ ଟୋପା ତୁମ ପାଇଁ ଏକଦମ ସଠିକ
ହଇରେ ରୁଦ୍ର ତୋ ବାପା ଅନ୍ୟାୟ କରୁଥିଲେ ବୋଲି ତୋ ବାପା ମଲା ତୁବି। ସେଇଆ କଲୁଣି।
100 % really right 👍👍👍 jatra party Rudra gunda criminal chi chi chi 🤮🤮🤮 boycott boycott Bjd gunda rudra
ଦୁଇଜଣ ଓଡ଼ିଶାର ଭବିଷ୍ୟତ କର୍ଣ୍ଣଧାର।
ଋଦ୍ର ତୋ ବୋପା ଗଣନାଟ୍ୟ ରଙ୍ଗ ମଞ୍ଚରେ ରେ ଜା ଅଭିନୟ କରିବୁ ଏଠି ମିଛ କହନା ଓଡ଼ିଶା ରେ ଲୋକମାନେ ବୋକା ନୁହଁନ୍ତି ଗେଣ୍ଡା ଦଳ ରେ ସବୁ ଚୋର
ତୋ ବାପା ଠାରୁ ରୁଦ୍ର ବାବୁ ଆହୁରି ବଡ଼ ଗାଲୁଆ।
ସୂରଜ ଭାଈଙ୍କ କଥା ଠିକ
amiti baya MLA ଅଛନ୍ତି ଏହା ବିଜେଡି ର ଖରାପ ଦିନ ଆସିଲା
Suraj you are great
ସୁରଜ ଭାଇ ସତ କଥା କହି ଛନ୍ତି
ଆଉ କିଛି ପାଇଲେନି last ku aita kahibara thila
Suraj Bhai 🚩
,ସୁଯୂଭାଇ,ବିଜେଡି,ଔଡିସାକୁଖାଇକଲେଣି,ଇଏବିବାଦପଡିବେକେମମିତି,ରାସନବାହାନାରେ,ପାଲଟିକ ଚାଉଳଦେଇଲୋକକୁ,ମରଣମୁହକୁଠେଲିଲେଣି,ଊୁଦୂଭାଇଏମିତିକଥାକହିବା,ପାଗଳାମି ,ନୁହେତ କଣ,ସେବାତୁମରପାଣିକିଯାଉ,ଆମେତୁମକୁ,ଇସୋରପରିମାନୁଥିଲୁ,କିତୁ,ଭାବନା,ଭୁଲ,ଆବଗଛରୁ,ନଡିଆକିଫଳିବ,
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Rudra ଟା ବାପା ଠାରୁ ଆହୁରି ଗାଲୁଆ
100% right 👍👍👍👍
Right broo ❤️❤️
Real Hero Suryabanshi. You are right. 🙏
ସୂର୍ଯ୍ୟ ବଂଶୀ Sir 🙏🙏🙏 ଠିକ୍ କଥା କହିଛନ୍ତି ଆଜ୍ଞା 🙏🙏🙏🙏🙏
ଏଇଟା ମିଛୁଆଟାରେ। ପିପିଲି ରେ ଏବେବି ଗାଁ କୁ ରାସ୍ତା ନାହିଁ।
Tora maa bia
😀😀😀😀
Are Bhai tame kete thara pipil asicha ki
ପିପିଲି ଲେ କେତେ ଗଣ ବଳାତ୍କାର ହେଲାଣି ଯାତ୍ରା ବାଲା ଏରିୟା ରେ
Pipili re tma ghara kauthhi
ରୁଦ୍ର ବାୟା ଭଳିଆ ବା ଭଳି ଚ। ଉ ଳି ହେବାଟା, ନିଜଦଳ ପ୍ରତି ଖରାପ ପ୍ରଭାବ ଯେ ବେଶି ସନ୍ଦେହ ଆଡକୁ ନ ନେବ କିଏ କହିବ ପାରିବ ।
ସୁରଜ ଭାଇ ଙ୍କ କଥା ଶୁଣି ବିଷ୍ଣୁ ଭାଇ ଙ୍କ କଥା ମନେପଡ଼ିଗୋଲା , ବିଷ୍ଣୁ ଭାଇ🙏🙏🙏🙏🙏
ମିଛ କହିବାରେ ବିଜେଡ଼ି ନେତା ଓସ୍ତାଦ୍ । ମିଛ କଥା କହିକହି ୨୩ ବର୍ଷ ମାରି ସାରିଲେଣି ଏଣିକି ତାଙ୍କ ମିଛ କଥା ଆଉ କାମ ଦେଉନାହିଁ । ମିଛ କହି ସବୁ ଧରା ପଡୁଛନ୍ତି ।
ଜୟ ଶ୍ରୀ ଜଗନ୍ନାଥ
Dipali thik janichhanti baba nku Kia. Muder karichhi
ରୁଦ୍ର ଭାଇ ଆଜି ଶୋଇ କି ଉଠିଲ କି।
ସୁରଜ ବାପା ଠାରୁ ଅଧିକ ଗାଲୁଆ
ରୁଦ୍ର ହେଉଛି ଗାଲୁଆ
right bhai
ରୁଦ୍ର ପାଗଳ ଭଳି କଥା କହୁଛି
ରୁଦ୍ର ମିଛୁଆ ଟା ବୋପ ଜେମେତୀ ପୁଅ ଶେମେତି
ସଳା ରୁଦ୍ର ପାଗଳ ହେଇଜାଇଚି
ରୁଦ୍ର ମହାରଥୀ ମନ୍ତ୍ରୀ ପଦ ପାଇବା ପାଇଁ ଏ ମନ ଗଢା ଗପ କହୁଛନ୍ତି ।କିନ୍ତୁ ତାଙ୍କ ଆଶା ଆଶାରେ ରହିଯିବ ।ମନ୍ତ୍ରୀ ପଦ ତ ପାଇବେ ନାହିଁ।ସେ କିନ୍ତୁ ଜଣେ ମିଛୁଆ ଓ ଡହରା ବିଧାୟକ ବୋଲି ଓଡ଼ିଶାବାସୀଙ୍କ ମନରେ ସଦା ସର୍ବଦା ରହିବେ ।
CBI KU DIAJAOU
ରୁଦ୍ର ପୁରା ମିଛ କହୁଚୁ
ଭାଇ ତୁମକୁ ସମସ୍ତ ଲୋକ ଭଲ ଭାବନ୍ତି ତୁମ ମୁହଁରେ ମିଛ ଭଲ ଲାଗୁନି
😂😂😂😂😂😮 4:06 4:06
Jay Shree Jagannath i love you Suraj sir
ସୁରଜ ବାବୁ.. ଆପଣଂକୁ ଜଣେ ଜନ ନେତା ହିସାବରେ ଓଡିଶା ବାସୀ ପାଇ ବେଶ ଗର୍ବିତ... ସମଗ୍ର ଓଡିଶା ରେ ଯେତେବେଳେ ନବୀନ ବାବୁ ଙ୍କର ପତିଆରା ଥିଲା ସେତେବେଳେ ଆପଣଙ୍କ ବିଜୟ ବେଶ ଚକିତ ଥିଲା... ଆପଣଙ୍କ ଭଦ୍ରୋଚିତ ବ୍ୟବହାର ଓ ବକ୍ତ୍ୟବ ଓଡିଶା ର ନୂଆ ପିଢ଼ି ରାଜନୀତି ରେ ବହୁତ ପ୍ରଭାବ ପକାଇବ.... ରାଜନୀତି ଆଉ ବାହୁବଳ ର ସଂଜ୍ଞା ହୋଇ ରହିବ ନାହିଁ... ସମସ୍ତ ଶିକ୍ଷିତ ବର୍ଗ ରାଜନୀତି ଆଡକୁ ନିଶ୍ଚିତ ମନ ବଳାଇବେ.... ମୋ ମତ ରେ ଆପଣ ଧାମନଗର ର ବିଧାୟକ ନୁହନ୍ତି... ଓଡ଼ିଶା ର ଜଣେ ସୁଯୋଗ୍ୟ ଓ ସୁଦକ୍ଷ ବିଧାୟକ... ଜୟ ଜଗନ୍ନାଥ!!!!
Bjd hatao Odisha bachao, goondagiri on high ....
ଶଳା ଗୋଦରା ଗୋଡ଼ ସବୁ ବିଜେଡି ରେ ତେବେ କହୁଛ କାହାକୁ
ସୁଯ୍ୟ ଭାଇ ହିରୋ
Right bhai
Thank.u.suraj.babu.given.the.v.good.counter.answer
Nabadas, jhiaku, Bahaheb, Rudra💕
ସୂରଜ ବାବୁ ଠିକ୍
ସୂର୍ଯ୍ୟବଂଶୀ ସୁରଜ ହିଁ ଭଭିଷ୍ୟତ ମୁଖ୍ୟମନ୍ତ୍ରୀ
ସୁରଜ ବାଳ କହୁଛି