Brave boy from Kendrapara narrates his confrontation with crocodile

Поделиться
HTML-код
  • Опубликовано: 24 ноя 2024

Комментарии • 1,4 тыс.

  • @girishch.dehury1603
    @girishch.dehury1603 2 года назад +178

    ସେଇ ସମୟରେ ଭଗବାନଙ୍କୁ ମନେ ପକେଇ ପାରିବା ବହୁତ ବଡ଼ କଥା। ତେଣୁ ଭଗବାନ ତମକୁ ସାହସ ଦେଲେ ଓ ବଞ୍ଚେଇଲେ। 🙏🙏🙏ଏବେ ଭଗବାନଙ୍କ ଦିଗରେ ଅର୍ଥାତ୍ ଆଧ୍ୟାତ୍ମିକ ରାସ୍ତାରେ ଚାଲ।

  • @lucky4110
    @lucky4110 2 года назад +51

    ହେ ଭାଇ ରେ କେତେ ସାହସୀ ଛୁଆ ପ୍ରଭୁ। କେନ୍ଦ୍ରାପଡ଼ା ଛୁଆ ପା ଆମର ସବୁବେଳେ Brave. ଭାଗ୍ୟ ଜୋର , ଧନ୍ୟବାଦ୍ ଦିଅ ଈଶ୍ୱରଙ୍କୁ।
    ଜୟ ଜଗନ୍ନାଥ

    • @hsgaming0734
      @hsgaming0734 2 года назад +1

      Hmm

    • @odia7002
      @odia7002 2 года назад +2

      Very good beta

    • @ipsitajyoti8751
      @ipsitajyoti8751 2 года назад +1

      Hann,pa kendrapada chua ate brevery je prati masare Jane dui Jana kumbhir petare janti,news re ase 😀😀😀😀

  • @gdhirennathnaik7916
    @gdhirennathnaik7916 2 года назад +983

    ବହୁତ୍ ବଡ ଭାଗ୍ୟ ତମର ନହେଲେ କୁମ୍ଭୀର ପାଟିରୁ ଆସିବା ଅସମ୍ଭବ ପ୍ରଭୁ ତମକୁ ମଙ୍ଗଳ କରି ରଖିଥାନ୍ତୁ ଭାଇ ଜୟ ଜଗନ୍ନାଥ

  • @anantakumarnaik4509
    @anantakumarnaik4509 2 года назад +85

    ପ୍ରଭୁ ତୁମଡାକ ଶୁଣିଲେ ସତରେ ପ୍ରଭୁ ତୁମେ ଜୁଗେ ଜୁଗେ ଭକ୍ତର 🙏🙏ଜୟଚକ୍ରଧର ଜୟ ଜଗନାଥ

  • @laxmipriya9385
    @laxmipriya9385 2 года назад +138

    ତୁମର ସାହସିକତା ଆମ ଓଡ଼ିଆ ବାସୀ ଙ୍କ ପାଇଁ ଏକ ଉଦାହରଣ ହୋଇପାରିଛି ଧନ୍ୟ ତୁମର ସାହସିକତା 🙏🏻🙏🏻

    • @hsgaming0734
      @hsgaming0734 2 года назад +2

      Hmm

    • @niranjanabhuyan891
      @niranjanabhuyan891 Год назад

      ବୁଦ୍ଧି ବିବେକ ଜ୍ଞାନ ବଳେ ମରଣ ଜିଣି ପାରେ ହେଳେ ଏଇ ଭାଇ ଜଣକ ୟାର ନିଛକ ଉଦାହରଣ...😌😒 ଜୟ ଜଗନ୍ନାଥ 🙏🙏

    • @tarunkumarpatra2951
      @tarunkumarpatra2951 Год назад

      ​@@niranjanabhuyan891p

  • @Sikhyabharati
    @Sikhyabharati 2 года назад +49

    ଉପସ୍ଥିତ ବୁଦ୍ଧି, ସାହସିକତା ଆଉ ଭଗବାନଙ୍କ ଆଶୀର୍ବାଦ ତୁମକୁ ନୂଆ ଜୀବନ ଦେଲା। ତୁମ ସାହସିକତାକୁ ପ୍ରଣାମ ଜଣାଉଛି 🙏

  • @purnachandranaik1014
    @purnachandranaik1014 2 года назад +111

    ସାହସିକତା ପୁରସ୍କାର ପାଇଁ ମନୋନୀତ

  • @sanjeetbehera5620
    @sanjeetbehera5620 2 года назад +20

    This boy deserve an award..such a courageous act..

  • @mohantymohanty377
    @mohantymohanty377 2 года назад +90

    ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ 🙏 ସକଳ ଘଟ ରେ ତୁମେ ହିଁ ପ୍ରଭୁ , ଆମେ ତ ନିମିତ୍ତ ମାତ୍ର 🙏 ଜୟ ଜଗନ୍ନାଥ ❣️

  • @ChhabilaMunda
    @ChhabilaMunda 2 года назад +9

    ଏ ବାଳକକୁ ପୁରଷ୍କାର ଦିଆଯାଉ...... God Bless Bro

  • @besttraditionalupdate
    @besttraditionalupdate 2 года назад +49

    ରଖେ ହରି ମାରେ କିଏ...ତମ ସଂଗର୍ଷ୍ ଆଉ ଭଗବାନ୍ ଙ୍କ ଦୟା...

  • @akshaykumar-cf9sl
    @akshaykumar-cf9sl 2 года назад +5

    Really high level confidence and very bravery boy government should be taken awarded this brave boy god bless you

  • @lopamudramohanty7879
    @lopamudramohanty7879 2 года назад +376

    You are truely epitome of bravery.. only bookish education is not everything.. using your brain and strength at the right situation make you one in millions.. In future do something where you can excel in your talents.

  • @abhaynaik3606
    @abhaynaik3606 2 года назад +30

    ସବୁ ପ୍ରଭୁ ଙ୍କ କୃପା... Brave boy.

  • @girishprasadsahoo380
    @girishprasadsahoo380 2 года назад +842

    ପାଣି ଭିତରେ କୁମ୍ଭୀରର ବଳ ଆଗରେ ସବୁଠାରୁ ବଡ଼ଜୀବ ହାତୀ ମଧ୍ଯ ହାର ମାନିଥାଏ । ମନୁଷ୍ଯତ ସାମାନ୍ଯ । ସ୍ବୟଂ ପ୍ରଭୁଙ୍କର ଆଶୀର୍ବାଦ ସେ ବାଳକ ଓ ତାର ପିତା ମାତାଙ୍କ ଉପରେ ଅଛି । କଥାରେ ଅଛି " ରଖେହରି ମାରେକିଏ........." ।

  • @jyoshnakumarinayak3286
    @jyoshnakumarinayak3286 2 года назад +18

    ଚେଷ୍ଟା କରିଲେ ସବୁ କାମରେ ସଫଳ ନିଶ୍ଚିତ ପାଇବ, ଭଗବାନ ତମର ଆଉ ତମ ଘର ର ସବୁବେଳେ ମଙ୍ଗଳ କରନ୍ତୁ,

  • @aanilifestyle9666
    @aanilifestyle9666 2 года назад +167

    ତୁମ ସାହସିକତା କୁ ମାନିବାକୁ ପଡ଼ିବ 🙏 ହେଲେ ସେଇଠି ସବୁବେଳ କୁମ୍ଭୀର ବାହାରୁଛନ୍ତି ସରକାର ୟା ପ୍ରତି ଧାନ୍ କଣ ପାଇଁ ଦଉନାହାନ୍ତି 🙏 ଦୟା କରି କିଛି ପଦକ୍ଷେପ ନିଅନ୍ତୁ 🙏

    • @nilamanichand7558
      @nilamanichand7558 2 года назад +2

      Thik କେନ୍ଦ୍ରାପଡା ସରକାର ଶୁଣିବା darkar

    • @GB-pz3th
      @GB-pz3th 2 года назад +3

      Sarkar ta pachha katha sangare thiba sanga Mane kn karuthile

    • @shreedressdesigner6778
      @shreedressdesigner6778 2 года назад

      🙏🏿🙏🏿

    • @bullymaguire7843
      @bullymaguire7843 2 года назад +1

      Govt kn kariba nai rr kumbhira jagiba na kn ... jadi kumbhira achi nai re gan loka janiki b nai ku gadhei jiba kn darkar

  • @MrBTLpro
    @MrBTLpro 2 года назад +2

    Real Struggle for Existence
    Hats off you brother

  • @babitabehera6173
    @babitabehera6173 2 года назад +11

    God nka blessing au tumara confidence ସାହସିକତା ପାଇଁ ତମେ banchigala
    Thanks god🙏🙏

  • @lingarajdas9096
    @lingarajdas9096 Год назад +1

    ଜୟ ଜଗନ୍ନାଥ

  • @happylucky6465
    @happylucky6465 2 года назад +346

    ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ.... ଜୟ ଜଗନ୍ନାଥ.....

    • @binodbiharisahoo
      @binodbiharisahoo Год назад

      ​@@shreedressdesigner6778 😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮😮

    • @a_sraistargamer3489
      @a_sraistargamer3489 Год назад

      😮😮😢

    • @sumitranayak5326
      @sumitranayak5326 Год назад

      @@binodbiharisahoo o

    • @ranirout-pu4iv
      @ranirout-pu4iv Год назад

      ​@@binodbiharisahoo😢😅

    • @ANSHUGAMINGSRKSQUARD
      @ANSHUGAMINGSRKSQUARD Год назад

      😢😢😢😢

  • @ranieemohapatra9570
    @ranieemohapatra9570 2 года назад +23

    May God bless you my brave boy
    This situation reminds and connects to the divine with the devotional song
    ଚକ୍ର ପେଷି ନକ୍ର ନାଶି ଉଧାରିଲେ ଆପଣ 🙏🙏🙏🙏🙏🙏
    This childs name should be recommemded for national bravery award for self defence is also very important. 🙏

  • @satyajit8056
    @satyajit8056 2 года назад +36

    Brave in heart ,in mind.....in soul.....not in figure.....muscle builder's thought they are power ful....but see that guy how brave he is....salute the boy.....hats off to you

  • @manoramapanda5227
    @manoramapanda5227 2 года назад +22

    Our state govt. Should recommend for presidential bravery award to the boy. May he flourish in his life as he has got second birth.

  • @saumyakanta
    @saumyakanta 2 года назад +86

    God is great..bravery award should be given .

  • @ugond484
    @ugond484 Год назад +3

    ଧନ୍ୟ ଭାଇ
    ଯାହା ହେଉ ଭଗବାନଙ୍କ କୃପାରୁ ନୂଆ ଜୀବନ ପାଇଲ ।👉❤🙏🙏🙏

  • @debasishbehera3132
    @debasishbehera3132 2 года назад +69

    ଯାହା କୁ ଭଗବାନ ରଖିବେ ତାକୁ କୁମ୍ଭୀର କଣ ମହାବଳ ବାଘ ବି କିଛି କରିପାରିବନି ତମ ଉପରେ ଭଗବାନ ଙ୍କ ଆଶୀର୍ବାଦ ଅଛି ଭାଇ ଜୟ ଜଗନ୍ନାଥ 🙏

  • @bnmohanty2553
    @bnmohanty2553 2 года назад +5

    ସବୁ ସେହି ପ୍ରଭୁଙ୍କ କୃପା
    ଠାକୁର ଙ୍କ ଆର୍ଶୀବାଦ ପାଇଁ ଓ ତୁମର ସାହସିକତା ଯୋଗୁଁ ଏତେ ବଡ଼ ବିପଦରୁ ରକ୍ଷା ପାଇଲେ ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ ସ୍ବୟଂ ଭଗବାନ ଏଭଳି ବିପଦ ରୁ ଉଦ୍ଧାର କରିଛନ୍ତି ସେହି ଭଗବାନ ଙ୍କ ନିକଟରେ ଆରୋଗ୍ୟ କାମନା କରୁଛି ଜୟ ଜଗନ୍ନାଥ 🙏

  • @nilamanichand7558
    @nilamanichand7558 2 года назад +28

    Really appreciate 🙏 🙌 for all boys , girls and all about today's generation

  • @satyabahubalendra6348
    @satyabahubalendra6348 2 года назад +12

    You Truly Brave Boy...due to your presence of mind and action..you save your life...Deserve for Brave Award

    • @anjupattanayak3581
      @anjupattanayak3581 Год назад

      Dayakari kehi nadire gadheibaku jantu nahi
      Jani Jani bipada barana karantu nahi

  • @msdhoni1973
    @msdhoni1973 2 года назад +27

    ତତେ ନାରାୟଣ ରକ୍ଷା କଲେ ରେ ,,,,, 🙏ଭଗବାନ୍ ଙ୍କୁ ଡାକ୍ ରେ 🙏❤️🙏

  • @narayangouda8923
    @narayangouda8923 2 года назад +7

    he is a very brave boy. never give up mind..... god bless u bro..

  • @brundabanajena5094
    @brundabanajena5094 2 года назад +53

    ଏମିଥି ପୁଅ ହେବା ଦରକାର

  • @bishnucharanparida736
    @bishnucharanparida736 2 года назад +5

    God bless you boy! Hats off to you for your courage and ready wit. My heart goes for you. Long live boy , leave your name behind.
    This year's bravery award should be yours.

  • @nilamanichand7558
    @nilamanichand7558 2 года назад +23

    God gifted 🙌 🙏 the pride and bright of odisha

  • @bibhutibhusannayak6445
    @bibhutibhusannayak6445 2 года назад +5

    କୁମ୍ଭୀର ସବୁ ଏବେ ଭୟରେ ଲୁଚିକି ରହିବେ । ସାହାସିକତା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ । ଅଶେଷ ଅଶେଷ ଧନ୍ୟବାଦ୍ ।

  • @shakaharipruthivi8696
    @shakaharipruthivi8696 2 года назад +33

    କୁମ୍ଭୀର ଆକ୍ରମଣ କଲେ ତା ଆଖିକୁ ପ୍ରତି ଆକ୍ରମଣ କଲେ ସେ ଛାଡ଼ି ଦେବ। ତା ଦାନ୍ତ ଓ ପାଟି ଖୁଵ୍ ଶକ୍ତିଶାଳୀ ତେଣୁ ତାର ଦୂର୍ବଳ ଅଂଶ ହେଉଛି ଆଖି। ସେଇଠି ହିଁ ମଣିଷ ଜିତି ପାରିବ। ୟୁଟ୍ୟୁଵ୍ ରେ ଏଭଳି ଭିଡ଼ିଓ ଅଛି। କୁମ୍ଭୀର ଥିଲା ଅଂଚଳର ଲୋକଙ୍କ ପାଇଁ ଏଇ ଉପାୟ କାମରେ ଲାଗି ପାରେ। ସାହାସୀ ପିଲା ହୋଇ ଥିବାରୁ ଵଂଚି ପାରିଲା। ମୃତ୍ୟୁ କୁ ସାମ୍ନା କରିବା ର ମାନସିକତା ହିଁ ଜୀବନ । ସନାତନ ଧର୍ମ କହେ ଜନ୍ମ ମୃତ୍ୟୁ ଚକ୍ର ଚାଲିଥିବ ।ଏହାର ଶେଷ ଜୀବନ କୁ ଠିକ୍ ଭାବରେ ବୁଝିବା ପରେ ହିଁ ମୋକ୍ଷ ମିଳିବ। ତେଣୁ ଜନ୍ମ ମୃତ୍ୟୁ ଏକ ଆରମ୍ଭ ଓ ଶେଷ ନୁହେଁ। ସାହାସୀ ହେଵା ଵୀର ହେଵା ହିଁ ଧର୍ମ। ପିଲାଟିର ସାହାସ ହିଁ ତାର ଜୀବନ ରକ୍ଷା କଲା। ତାକୁ ପୁରସ୍କୃତ କରିବା ସହିତ କୁମ୍ଭୀର ମୁକ୍ତ କରିବା ର ଉପାୟ ମଧ୍ୟ ଜରୁରୀ ଅଟେ। ମଣିଷର ଜୀବନ ଏତେ ଶସ୍ତା କି ସହଜ ନ ହେଉ ଯେ କୁମ୍ଭୀର ର ଭୋଜନ ହେଉ ।

    • @amitff6370
      @amitff6370 2 года назад +1

      Bhai se situation re kichi mundare pasiba nahi jahara dharjya rakhiba khyamata adhika se hi kama ti karipariba samaste nuhe.

    • @chandandas1082
      @chandandas1082 Год назад +1

      Mo bhabanaku apana lekhithibaru dhanyabad . Jete paruchhanti Tara aakhiki attack krile kumbhira tharu banchipariba.

    • @shakaharipruthivi8696
      @shakaharipruthivi8696 Год назад +1

      @@chandandas1082 utube ରେ ଭିଡିଓ ଅଛି ଭାଇ। କୁମ୍ଭୀର ଠାରୁ ବଞ୍ଚିବା ପାଇଁ ତା ଆଖି ପ୍ରଥମେ ଫୁଟାଇବା ଦରକାର। ନାକ ବି ଦୁର୍ବଳ ଅଂଶ। ସବୁଠୁ ହେଲା ସାହସ। ବଞ୍ଚିବା ମାରିବା ଭଗଵାନଙ୍କ ଉପରେ ନିର୍ଭର କରେ। ତେଣୁ ଲଢେଇ ଜୋରଦାର କରିବା ସହିତ ମାନସିକ ଶକ୍ତି ଓ ବୁଦ୍ଧି କୁ ପ୍ରୟୋଗ କରି ହେବ।
      ସବୁଠୁ ବଡ଼ କଥା
      ଶାକାହାରୀ ହୁଏ।
      ନିଶା ରୁ ଦୂରରେ ରହ।
      ଭଗଵାନ ଉପରେ ଗବେଷଣା କଲେ ହିଁ ଅପମୃତ୍ୟୁ ରୁ ରକ୍ଷା ମିଳିବ।କଳୀ ର ଅନ୍ତିମ ସମୟ।

  • @manas13mohanta
    @manas13mohanta 2 года назад +3

    Braveheart and He deserves Bravery Award. Blessings of Jai Jagannath be always with him..

  • @BadalKumar-ko3cl
    @BadalKumar-ko3cl 2 года назад +37

    ଭାଇ ତମ ଖବର ବହୁତ୍ ପଛରେ ଆସୁଛି ।ଟିକେ ଶୀଘ୍ର ଆଣିବା ପାଇଁ ଚେ ।

  • @tapasrout1686
    @tapasrout1686 2 года назад +1

    You really very brave in this critical moment fight with crocodile 🐊 like decease by yr present mind
    God bless you long life 🙏....

  • @niranjanpanigrahi6187
    @niranjanpanigrahi6187 2 года назад +14

    You are the best motivation of all time, nobody can't do that

  • @BISWAJITPADHI
    @BISWAJITPADHI Год назад +7

    ଶିଖିବାର ଜିନିଷ:- ବିପଦ ପଡ଼ିଲେ ସାଙ୍ଗ ବି ପିଠି ରେ ପଡ଼ିବେନି। " ରେ ମଣିଷ ତୁ ଆସିଛୁ ଏକା ସଂଘର୍ଷ ବି ତୋର"

  • @spvlog888
    @spvlog888 2 года назад +9

    Best attitude,never give up,gd bls him

  • @svsomevideo
    @svsomevideo 2 года назад +4

    Brother you have very strong luck, its a blessing of god.

  • @help-centerz
    @help-centerz 2 года назад +46

    Such a brave boy 🙏❤️

  • @satyaprakashsahoo3674
    @satyaprakashsahoo3674 2 года назад +3

    He is a real fighter and also thanks to GOD 🙏🙏 gave him new life.

  • @sambithota7950
    @sambithota7950 2 года назад +8

    God bless you beta. ଏମିତି ସାହସ ସବୁବେଳେ ରଖିଥା 👌

  • @rabindranathmangual4357
    @rabindranathmangual4357 2 года назад +9

    This brave boy should be rewarded by govt of odisa and in future he should get a job in indian army,or police.

  • @sachinswain4620
    @sachinswain4620 2 года назад +36

    Brave boy. God save you

  • @manash4891
    @manash4891 2 года назад +2

    *When god gives you a second chance.. Don’t make the Same Mistake Again* ♥️🙏

  • @kesharikumar188
    @kesharikumar188 2 года назад +19

    god bless him .he is big fighter...

  • @payalsatapathy3795
    @payalsatapathy3795 2 года назад +5

    Such a brave boy. God bless you beta. ❤❤💐💐

  • @vapianjali8901
    @vapianjali8901 2 года назад +6

    Brave you
    God bless you my brother
    God bless your family

  • @binodinimallik6491
    @binodinimallik6491 2 года назад +1

    😱😱😱😱😱😱 omg you're great Bhai tame real hero 😘

  • @anjanamohapatra1985
    @anjanamohapatra1985 2 года назад +17

    His life is God gift👍

  • @pikueverything7483
    @pikueverything7483 Год назад +1

    ରିଲ ହିରୋ ନୁହ
    ଭାଇ ତମେ ରିଏଲ ହିରୋ

  • @laxmansethy2470
    @laxmansethy2470 2 года назад +5

    Your are brave..... Parents and God Bless , So you are live.....❤

  • @rihanmallik1916
    @rihanmallik1916 2 года назад +2

    Bhai Aap ta real hero apne Maa ka saat he tum hare saat💙♥️🥺🥺🙏🙏

  • @anjalicreations9723
    @anjalicreations9723 2 года назад +7

    You are strong boy.
    god bless you.
    really God is great 🙏jay jagannath

  • @pabanpatnaik
    @pabanpatnaik Год назад

    Power of local boy,,,,, bcz this boy know very well how to swim, how to fight with crocodile,
    And most of all he is a brave hero
    Salute boy

  • @durgamadhabmohapatro9796
    @durgamadhabmohapatro9796 2 года назад +18

    Blessing of The God . Thanks God

  • @Sorenvisualpresent
    @Sorenvisualpresent 2 года назад +6

    ତମର ଏମିତି ସାହାସିକତା ଅନ୍ୟ ମାନଙ୍କୁ ପ୍ରେରଣା ପ୍ରଦାନ କରିବ । ଅତିଶୀଘ୍ର ଆରୋଗ୍ୟ କାମନା କରୁଛୁ, ଜୟ ଜଗନ୍ନାଥ...

  • @kadambinitripathy3240
    @kadambinitripathy3240 2 года назад +6

    Waaaaooooo super HERO BETA
    God bless you brave boy
    A great salute to U 💐💐
    Welcome to your new life 💐🙏

  • @satyamebajayate
    @satyamebajayate Год назад +1

    Excellent brave🌹🌹🌹

  • @abhijeetsahoo621
    @abhijeetsahoo621 2 года назад +26

    Must have done good thing nd help others that's why God Helped him 🙏🙏🙏

  • @girishchandramishra3966
    @girishchandramishra3966 2 года назад +3

    Without the blessings of lord Jagannath this is not possible lord Jagannath gives him a new life.

  • @bharatibehera143
    @bharatibehera143 2 года назад +7

    Oh my god.. Bhagawan nka asirwad ru rakhya paigale 🙏🙏🙏

  • @thabir1972
    @thabir1972 2 года назад +2

    Bravery boy.. Salute to your confidence and brave..
    May GOD bless you & get quick recovery from injury.. Love❤ you bhai..

  • @manojkumargouda5546
    @manojkumargouda5546 2 года назад +6

    He is the really hero👌👌👌👌kebebi kauthibi bipada samayare sahasa ku hareibeni 🙏🙏

  • @Your_EclecticVibes
    @Your_EclecticVibes 2 года назад +3

    While listening to him only I m scared of.... hats off to u dear...brave boy 😊

  • @hrudananda7497
    @hrudananda7497 2 года назад +5

    May GOD bless you always anywhere & everywhere .

  • @priyadarshiniparida3613
    @priyadarshiniparida3613 2 года назад +1

    ଯାହାକୁ ରଖିବେ ଅନନ୍ତ କି କରି ପରେ ବଳବନ୍ତ🙏🏻
    ଭଗବାନ ସାହା ହେଲେ ବୋଲୀ ଆଜି ଭାଇ ଉଦ୍ଧାର ହୋଇ ପାରିଲେ ନିଜର ସାହା ସିକତା ବଳ ରେ 😇ଏଇ ଙ୍କ ଠୁ ଆମେ ମାନେ କିଛି ସମସ୍ତେ ଶିଖିବା ଉତ୍ତଚିତ ଯେତେବେଳେ ଵି ବିପଦ ଆସିବ ତାର ସାମ୍ନା କରିବା ଦରକାର

  • @abhijitparida2003
    @abhijitparida2003 2 года назад +24

    Legendary person always in kendrapara
    Proud of
    Because I am from Kendrapara

  • @NandaSi-e4i
    @NandaSi-e4i Год назад

    ଭଗବାନ୍ ବୋଲି ଜଣେ ଅଛନ୍ତି 🙏🙏🙏🙏🙏🙏🚩🚩God bless you 🙏

  • @shuvampraharaj5622
    @shuvampraharaj5622 2 года назад +4

    God bless you beta really u r brave boy

  • @bhabanishankarpati466
    @bhabanishankarpati466 Год назад +1

    Most welcome & Heartly salute to bhai for yours bold & braveness..

  • @OnlyBibhuti
    @OnlyBibhuti Год назад +1

    Well Don Boy You Are Legend👍

  • @deepakmansingh5425
    @deepakmansingh5425 2 года назад +3

    Using presence of brain in a adverse condition and mostly blessings of almighty make himself safe..shows not to give off until last time.

  • @k.chandra7501
    @k.chandra7501 Год назад +1

    Really a brave boy. Must be awarded.

  • @namitajena6197
    @namitajena6197 2 года назад +9

    Brave boy.... god bless you...

  • @skshussain3597
    @skshussain3597 Год назад

    ସାହସ ଧର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ଅତ୍ୟନ୍ତ ପ୍ରଶଂସନୀୟ👏👏👏

  • @jayashreemallik6103
    @jayashreemallik6103 2 года назад +4

    U r such a brave boy ....God bless u

  • @rajalaxmimohapatra5995
    @rajalaxmimohapatra5995 Год назад +1

    God bless u chua bhagban ghanta ghodeiki rakha tu tumaku jai jagannath 🙏 mahaprabhu 🙏

  • @jyotirmayeepani7834
    @jyotirmayeepani7834 2 года назад +8

    O my gd brave boy.god bless him

  • @sayshivahommtr8845
    @sayshivahommtr8845 2 года назад +2

    U're truly Brave guy🙏🏻

  • @Prakash_kumr
    @Prakash_kumr 2 года назад +25

    ରଖିଲେ ଶିବ ମାରିବ କିଏ

    • @chittaranjanojha9439
      @chittaranjanojha9439 2 года назад

      Right

    • @rashmiranjan286
      @rashmiranjan286 2 года назад

      (1) Shiba rakhiba pain kumbhira habudare pilaku pakai thile ki ? (2) pilaku pratham ru kumbhira habudare pakeile kahiki ? (3) Shiba bhagwan ta pilaku bancheiba loka pratham ru taku kasta deba uchit na thila ahaa , Puara mangal heu .

    • @Prakash_kumr
      @Prakash_kumr 2 года назад

      @@rashmiranjan286 ଭାଇ ମୋର ହେଇ ପରେ କିଛି ଶିକ୍ଷା ମିଳି ଗଲା ସେ ପିଲାକୁ
      କୁମ୍ଭୀର ହାବୁଡ ରେ ପଡ଼ିଲା କାରଣ ସେ ନଦୀ କୁ ଗାଧେଇ ଯାଇଥିଲା ମହାଦେବ ତ ତାକୁ କୁମ୍ଭୀର ପାଖରୁ ବଞ୍ଚେଇଲେ ନ ହେଲେ ଭାବେ କୁମ୍ଭୀର ଏତେ ଭିତରକୁ ନେଇଛି ଆଉ ଏ ପିଲା ଏତେ ଦୁର୍ବଳ ଦିଶୁଛି ବଞ୍ଚିକି ପଳେଇ ଆସିଲା ଏମିତି ରେ hmm ମାନୁଛି ପିଲା ତ ସାହସୀ କିନ୍ତୁ ଭାବେ

  • @garibauserodiavlogger
    @garibauserodiavlogger 2 года назад

    ରଖିଲେ ହରି ମରିବ କିଏ ଜୟ ଜଗନ୍ନାଥ❤️🙏

  • @supriyanag2363
    @supriyanag2363 2 года назад +9

    Thanks God 🙏🙏

  • @swarnalatatechnicaleducati1992
    @swarnalatatechnicaleducati1992 2 года назад

    ସାହସୀ ପୁଅ ତୁମେ, God bless you brother 👍👍

  • @dhaniramkhamari206
    @dhaniramkhamari206 2 года назад +4

    Jay jagannath .thanks god. Thanks to brave boy. God has done his duty
    Now to see great people of odisha
    What they are doing for a brave boy.

  • @laxmipravamohanty7452
    @laxmipravamohanty7452 2 года назад +1

    Really he is brave boy . May God bless him .

  • @dkswainvlogs
    @dkswainvlogs 2 года назад +49

    ମାନିବାକୁ ପଡିବ ଏ ପିଲାର ସାହାସ କୁ କୁମ୍ଭିର ସାଥିରେ 15 ମିନିଟ ଲଢେଇ ଗ୍ରେଟ ମୋର ଛୋଟ ଭାଇ 🙏🙏🙏

  • @ms.hansdah6043
    @ms.hansdah6043 2 года назад +1

    You are real hero. May god bless you

  • @akashekashq3441
    @akashekashq3441 2 года назад +4

    Ohhh my goodness..
    Well done young man for getting a new life.

  • @RATNAKARSAHOO999
    @RATNAKARSAHOO999 Год назад

    Brave boy! I salute your present mind & patience.

  • @mathematicslibrary3958
    @mathematicslibrary3958 2 года назад +7

    ରଖିଲେ ଶିବ ମାରିବ କିଏ 🙏🏻

  • @Karakisnowhere...
    @Karakisnowhere... 2 года назад

    Nobody can hurt if God decides to protect you🙏❤️

  • @biswamitramishra7186
    @biswamitramishra7186 2 года назад +8

    ରିପୋର୍ଟର ଭାଈ ପିଲାଟିକୁ ପଚାରୁଛନ୍ତି ଆପଣଙ୍କୁ ଯେତେବଳେ କୁମ୍ଭୀର ଧରିଲା ତୁମ ମନ ଭିତରେ କଣ ଆସୁଥିଲା ମୁଁ ଭାବୁଛି ସେ ପିଲା ଯାଗାରେ ମୁଁ ଥାନ୍ତି ଭାବିଥନ୍ତି ଆହା ମୋବାଇଲ ଟା ଆଣିଥିଲେ ଡାଇରେକ୍ଟ ଲାଇଭ telicast କରିଥାନ୍ତି ବଢିଆ ନିଉଜ୍ ଟା ହେଇଥାନ୍ତା ଛି ଛି ଗୋଟେ ପିଲା ମରଣ ମୁହଁ ରୁ ଫେରିଚି ତାକୁ ଏମିତି ଅବନ୍ତର ପ୍ରଶ୍ନ କେମିତି ପଚାରୁଛନ୍ତି 😡😡😡

    • @mrntube3210
      @mrntube3210 2 года назад

      ଭାଈ, ଏମାନଙ୍କର କିଏ ମଲା କଣ ହେଲା ସେଇଠୁ,ସିଏ ଖାଲି ଟିଆରିପ ବଢ଼ାଇବା ପାଇଁ ଅବାନ୍ତରାଇଆ ପ୍ରଶ୍ନ ପଚାରିବେ,ଆଉ ମିଛ ଠାରେ ଲାଇଭ ଟେଲିକ୍ୟାଷ୍ଟ କରିବେ।

  • @sahildash7222
    @sahildash7222 2 года назад

    ଏହା କେବଳ ପିଲା ଟି ର ସାହସିକତା ଆଉ ପ୍ରଭୁ ଜଗନ୍ନାଥଙ୍କ କୃପା ।

  • @siprapradhan9270
    @siprapradhan9270 2 года назад +4

    Brave boy.god bless you always.