Class 9 girl student 'murdered' for objecting to lewd comments in Odisha | Special Story

Поделиться
HTML-код
  • Опубликовано: 27 ноя 2024

Комментарии • 539

  • @SharmajiFoodie1M
    @SharmajiFoodie1M 2 года назад +229

    ଦୋଷୀ ଜିଏବି ହଉନା କାହିଁକି ତାକୁ ଫାଶୀ ଦିଆ ଯାଉ😠 ନ ହେଲେ ମୁଁ କଳକୀ ଅବତାର ନେବି ଆଉ ଦୋଷୀ ଙ୍କୁ କଠର୍ ରୁ କଠର୍ ଦଣ୍ଡ ଦେବୀ💯

    • @niharikabiswal8732
      @niharikabiswal8732 2 года назад +1

      You are right 👍👍👍

    • @chitrasentv
      @chitrasentv 2 года назад +5

      Sat katha kahicha bhai a video dekhile nijaku sambhali heuni semananku fasi diajiba darkar

    • @sanurajputff1583
      @sanurajputff1583 2 года назад +4

      tame aparjanta abatara nei na jaldi kalki avtar nio..

    • @bharatindianagamer
      @bharatindianagamer 2 года назад +3

      @@sanurajputff1583 😂

    • @manojbarik3588
      @manojbarik3588 2 года назад

      👍👍👍

  • @Ashutosh55342
    @Ashutosh55342 2 года назад +56

    ଶାସ୍ତି ନାହି ଆମ ଦେଶ ରେ, କାମ ପିଶାଚ ସବୁ ବେଳେ ଖୋଲା ରେ ବୁଲୁଛନ୍ତି।

  • @ginamohan4265
    @ginamohan4265 2 года назад +199

    ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତର ମହିଳା ମାନଙ୍କୁ ସ୍ଵତନ୍ତ୍ର ମିଳୁନି" ମ ମତରେ ହାଇଦ୍ରାବାଦରେ କେମିତି ଏନକାଉଣ୍ଟର କରିଥିଲେ ଅପରାଧୀ ମାନଙ୍କୁ ଠିକ୍ ସେହିଭଳି କରିବା ଦରକାର "କିନ୍ତୁ ଏହା ସମ୍ଭବ ନୁହେଁ କାରଣ ଓଡ଼ିଶା ସରକାରଙ୍କୁ ଓ ଓଡିଶା ପୋଲିସ୍ ସଂସ୍ଥାକୁ ଏତେ ଦମ୍ ନାହିଁ ବା ବାଳ ନାହିଁ

    • @chandrikhianl4293
      @chandrikhianl4293 2 года назад +1

      Hhhhh++hhhhhhhhhhhhhhh

    • @SKumar-rb1tz
      @SKumar-rb1tz 2 года назад

      For that reason, we have No 1 CM of India. No rules applicable for these aimless, characterless youth of our state. It also due to faulty judiciary system of our country.

    • @muralidharbehera2009
      @muralidharbehera2009 2 года назад

      A mgh nabeen PATTNAIK thila jaein kichi habani

    • @dhulianaik7308
      @dhulianaik7308 2 года назад

      thik kahila bhai

    • @purandarbhoi4419
      @purandarbhoi4419 2 года назад

      Odisha bahare nuhe Odisha re amiti besi heuchi

  • @santoshkumardakua3079
    @santoshkumardakua3079 2 года назад +47

    ଏ ସରକାର ଓଡ଼ିଆ ରେ ଯେତେ ଦିନ ରହିବ ଏ ସବୁ ହେବା ବଡ଼ ନାହିଁ ସେଥିପାଇଁ ଓଡ଼ିଆ ପାଇଁ ଭଲ ସରକାର ଦରକାର ନଚେତ ଆଉ କିଛଦିନ ଗଣେ ସବୁ ଝିଅ ଙ୍କ ସହ ବି ହୋଇପାରେ ଓଡ଼ିଆ ବସି ସବୁ ଏକାଠି ହୁଅନ୍ତୁ ଏ ସରକାର ବଦଳ କରାଯାଉ

  • @dmahanayak3281
    @dmahanayak3281 2 года назад +33

    ହିଞ୍ଜିଡା ସରକାର ମଦ କୁ ପ୍ରତ୍ସହନ ଦେଉଚି କହିବ କାହାକୁ ଶୁଣିବ କିଏ । ସରକାର ନିଜ ପାଣ୍ଠିକୁ ମଜବୁତ୍ କରିବାକୁ ଯାଇ କେତେ ଯେ ସରଳ ପରିବାରକୁ ଧ୍ଵଂସ କଲାଣି , ଏହା ଜନତା ଜାଣି ମଧ୍ୟ ନିରବ ଦ୍ରଷ୍ଟା ସାଜୁଛି । ଆଉ ରହିଲା ଆମ ଦେଶ ନ୍ୟାୟିକ ବ୍ୟବସ୍ଥା ଓ ପୋଲିସ ଙ୍କ ପାରିବା ପଣିଆ ଯାହାର ଫାଇଦା ଉଠାଉଛନ୍ତି ଜାରଜ ମାନେ ।

  • @ChhabilaMunda
    @ChhabilaMunda 2 года назад +32

    Heart ♥ Touching News.... 😭😭😭....ତୁମର ଆତ୍ମା କୁ ସତଗତି ପ୍ରାପ୍ତି ହେଉ । ଜୟ ଜଗନ୍ନାଥ 🙏🙏🙏 । ଏ ଭଳି କାମ ଯେଉଁମାନେ ମିସିକି କରିଛନ୍ତି ଧରା ପଡ଼ିଲେ ସେମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ । Hey Prabhu Raskhya Kara 🙏🙏🙏

  • @shrranjanofficial9845
    @shrranjanofficial9845 2 года назад +31

    ପୋଲିସ , ପ୍ରଶାସନ କୁ ଅନୁରୋଧ ସେହି ଏରିଆରେ ଆଉ ଦୁଇଟା ଚାରିଟା ଦେଶୀ ଓ ବିଦେଶୀ ମଦ କାଉଣ୍ଟର ଖୋଲା ଯାଉ

  • @mrsahu755
    @mrsahu755 2 года назад +22

    ଯିଏ ତାକୁ ମାରିଲା ସେ ଖୁନି ମାନଂକର ଭଉଣୀ କି ମାଙ୍କୁ ସେମିତି କରାଯାଉ 🙏🏻🙏🏻🙏🏻🙏🏻 ତାଙ୍କ ଆଗରେ

    • @baesoo3601
      @baesoo3601 2 года назад +3

      Kahiki jie karichi ta sahita hau
      Ta maa bhauni kana dosha kale

    • @untalentedgys4139
      @untalentedgys4139 2 года назад +2

      Oviously right baesooo

  • @smrutiranjanpanda2817
    @smrutiranjanpanda2817 2 года назад +37

    Naveen pattnaik be like : ଆପଣ ମାନେ ଖୁସି ତ??
    ବାଳ ଖୁସି 😡😡😡
    Graduation pare scope nahi, scope thile job nahi, job thile bhala salary nahi
    Rape, murder, suicide, insecurity, unemployment
    ଏତେ ସବୁ ପରେ ବି କେଉଁ ମୁହଁ ରେ ପଚାରୁଛ
    "ଆପଣ ମାନେ ଖୁସି ତ"?? 😡😡

    • @subhasmitarout7119
      @subhasmitarout7119 2 года назад +1

      Ri8 👍

    • @sunilnayak3134
      @sunilnayak3134 2 года назад +1

      Right 👌

    • @sunilnayak3134
      @sunilnayak3134 2 года назад +1

      Naveen change haba darkar.... Yogi asiba darkar

    • @smrutiranjanpanda2817
      @smrutiranjanpanda2817 2 года назад +2

      Bharat ane nenu film bhalia aama rajya ku jane young, educated, practical and noble CM darkar jiye crimes pain hardcore punishment, employment pain opportunities, health aau education pain developmental schemes introduce kari paariba Thare khali young and energetic IAS nku CM habara chance diya jaau Dekhibe Odisha ra ruparekha badali jiba aagyan
      Thare chinta kari kuhantu mu thik kahili na bhul

    • @sunilnayak3134
      @sunilnayak3134 2 года назад +1

      @@smrutiranjanpanda2817 good thoughts

  • @dhamalbandparty3608
    @dhamalbandparty3608 2 года назад +23

    ଶଳା ସବୁବେଳେ ନବୀନ ବାବୁ ଏଥର ତା ବାଣ୍ଡ ବାବୁ କହିଲେ ବି ମନ ଶାନ୍ତି ଲାଗିବ ନାହିଁ, ଶଳା ସରକାର ପାୱାର କଣ ଏହା ଦେଖିବାକୁ ଅଛି ଶଳା ସବୁବେଳେ ଆମ ଓଡ଼ିଶାରେ ଅନ୍ୟାୟ ହେଉଛି ସରକାର ଖାଲି ଗଟେ ଦୁଇଟା ସୁବିଧା ଜଗେଦେଲେ ହେବା ନି,କୋଉଠି ଅନ୍ୟାୟ ହେଉଛି ସେଥିପ୍ରତି ଧ୍ୟାନ ଦେବା ଉଚିତ୍, ଏବଂ ଏ ଝିଅକୁ ନ୍ୟାୟ ମିଳିବା ଉଚିତ୍ ହିଁ ଉଚିତ୍

  • @bijaysahoo1006
    @bijaysahoo1006 2 года назад +30

    ଆଜି କାଲି ସବୁ ବର୍ଗର ଲୋକଙ୍କୁ ଗୋଟିଏ ନିଶାରେ ଅଛନ୍ତି ଯେ ସେମାନେ ଯେମିତି ସର୍ବ ବିଦ୍ୟା ଅଧିକାରୀ , କିନ୍ତୁ ଜଣେ ମୁଣ୍ଡ ଡାକ୍ତର ଆଖି 👀 ଚିକିତ୍ସା କରିପାରିବେ ନାହିଁ ସେଥିପାଇଁ ସେ ଶିକ୍ଷା ଲାଭ କରିନାହାନ୍ତି ବୋଲି ନିଜକୁ ଭାବୁଛ ଭଗବାନ ବିଷ୍ଣୁ କୃଷ୍ଣ ରାମଚନ୍ଦ୍ର ହନୁମାନ ନାଁ ତମେ ମାନେ ମଣିଷ ଯଦି ମଣିଷ ହୋଇ ପାରିବ ଭଲ ନଚେତ୍ ସମସ୍ତେ ମରିବାକୁ ଯାଉଛ ଇଛା ତୁମ ମାନଂକର ଧନ୍ୟବାଦ୍

  • @ramachandra2341
    @ramachandra2341 2 года назад +58

    ଏହି ପରିବାରକୁ ନ୍ୟାୟ ମିଳୁ,!

    • @anitabhoi9411
      @anitabhoi9411 2 года назад +3

      Nyaya deba kie sir ethito sabu tanka pachhare dhainle 😭😭

    • @deepak-zs2gp
      @deepak-zs2gp 2 года назад

      @@anitabhoi9411 Tu kaha sange gia heichu kaha

    • @anitabhoi9411
      @anitabhoi9411 2 года назад

      @@deepak-zs2gp bhai kichhi na jani emiti kahaku kuhanti ni please🙏🙏 😭😭

    • @anitabhoi9411
      @anitabhoi9411 2 года назад

      @@deepak-zs2gp bhai gote kathasunantu mara bada bhai katua pooja pain ama gaon ra jane bada bapa saha kathalaguthile jane madya pana kari bhai ku kahile e gaon ku kn kie biki baku anithila bhai kahila mu dekhini Tu amaku pachar ni ta pare se bhai ku gond kahiki bahut kharap bhasare gali kariki taku mada mari kupare pakeibaku neuthila ta pare tara mamu puo asi kahila eta ku mariki pakeideba eta chhata chhuata ta pare ta opa puo Bhai ra tanti kati semane duhi bhai hei kupaku pakeibaku neuthile ama gaon ru samaste taku udhara kale 😭 maa jaiki pacharila mo puo tamara kn kala j tame ta sathire emiti kala ta pare se daudi asi maa ku donduni bedha kahiki mada marila maa ra hata kati chhudi bhangi jaithila 😭😭😭

    • @anitabhoi9411
      @anitabhoi9411 2 года назад

      @@deepak-zs2gp ama pakhay re sara gaon ta achhi bhai kintu police tanka khaiki chhup achhi bahut khela khelilani mu kn karibi bhai kuha tame mate nyaya dar kar bhai kau police Prasation b sununi

  • @abinashsamantaray2847
    @abinashsamantaray2847 2 года назад +23

    ହେ ପ୍ରଭୁ ! ନାରୀ ପ୍ରତି ଅସଦାଚରଣ କେବେ ଯିବ ? ସରକାର ଙ୍କୁ ଅନୁରୋଧ ଏମାନଙ୍କୁ ଫାଶୀ ଦଣ୍ଡ ଦିଅନ୍ତୁ, ତେବେ ଯାଇ ନାରୀ ପ୍ରତି ଅତ୍ୟାଚାର କମିବ 🙏😞🙏

    • @rasmirekhamohanty6923
      @rasmirekhamohanty6923 2 года назад +2

      ନାରୀ ପ୍ରତି ହଉଥିବା ଅନ୍ୟାୟ କୋ ରୋକିବା ପାଇଁ ସେଇ ଲୋକଙ୍କ କଠୋର ଦଣ୍ଡ ଦିଆଯାଉ

    • @satyabanpujari97
      @satyabanpujari97 2 года назад

      Right ସେମାନଙ୍କୁ ଫାଶୀ ଦିଆଯାଉ।

  • @rathenterprisespuri
    @rathenterprisespuri 2 года назад +64

    ଏ ସରକାର ବଦଳିବା ଦରକାର 😞

    • @gbijayalaxmireddy9958
      @gbijayalaxmireddy9958 2 года назад +1

      Loka mane murka taku vote dei jitauchanti

    • @rathenterprisespuri
      @rathenterprisespuri 2 года назад

      @@gbijayalaxmireddy9958 thik

    • @psahoo698
      @psahoo698 2 года назад +1

      Tamara kahibara Mane Sarkar badali gale. Aa sabu habani ??

    • @rathenterprisespuri
      @rathenterprisespuri 2 года назад

      @@psahoo698 na tike tike kamiba

    • @psahoo698
      @psahoo698 2 года назад

      @@rathenterprisespuri tame future ru asicha !!
      Tame jahaku sarkar bhabe dekhucha tanka nija State ra crime rate ama State tulana re dher adhika janicha na nahj

  • @prabhatpradhan2144
    @prabhatpradhan2144 2 года назад +17

    ଦୁନିଆରେ କି ଭଳିଆ ଲୋକ ଅଛନ୍ତି ! ମାରିଦେଲ କଣ ମିଳିବ

  • @mugapadatoka7125
    @mugapadatoka7125 2 года назад +367

    She is my best friend

  • @iamkumar9712
    @iamkumar9712 2 года назад +37

    ଓଡିଶା ର ପରିସ୍ଥିତି କଣ ହେଇ ଚାଲିଛି.. ଦିନକୁ ଦିନ 😡😡

    • @ସଚେତନନାଗରିକ
      @ସଚେତନନାଗରିକ 2 года назад +1

      ଅଧିକ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ, ତା ହେଲେ ସବୁ ଠିକ ହେବ.

  • @aksar1608
    @aksar1608 2 года назад +7

    ସବୁ ଦିନ ଓଡିଶାରେ 😡😭

  • @ranjanpanda7159
    @ranjanpanda7159 2 года назад +7

    କଠିନ ଦଣ୍ଡ ଅଭାବ ରୁ ସବୁ ଏହି ପରି ଘଟଣା ଘଟୁଛି l ଏପରି ଦଣ୍ଡ ଲାଗୁକର ଯେପରି ଅପରାଧୀ, ଅପରାଧ କରିବା ଆଗରୁ 1000 ଥର ଭାବିବ l ଆଉ ଯଦି ବା ତାପରେ ବି ପୁଣି ଭୁଲ ରେ ଅପରାଧ କରିଦିଏ, ସେ ପୁଣି ସେହି କଠିନ ଦଣ୍ଡ କଥା ପାଇବା ଆଗରୁ ନିଜେ ସୁସାଇଡ କରିବାକୁ ବାଧ୍ୟ ହେବ l ଜୟ ଜଗନ୍ନାଥ l

  • @alltypevideosagmkhadiach3525
    @alltypevideosagmkhadiach3525 2 года назад +17

    ଭାଇ ଇଣ୍ଡିଆ ରେ ଏମିତି murder ସବୁ ଦିନ ହେଉଛି, ହେଲେ Govt କଣ ଫାଶୀ ଦଣ୍ଡ ଦେଇପାରୁଛି , କିଛି ଦିନ ଜେଲ୍ ରେ ରହି ତାପରେ, ଆରାମ ରେ ଦୋଷୀ ବାହାରେ ବୁଲୁଛି ,IND GOVT କୁ ମାନିବାକୁ ପଡ଼ିବ

    • @anitabhoi9411
      @anitabhoi9411 2 года назад

      Odisha police dasinku saharjya karuchi 😭

    • @ସଚେତନନାଗରିକ
      @ସଚେତନନାଗରିକ 2 года назад

      ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁ ରାଣ୍ଡୁଆ ବାହୁଡ଼ା ରଥ ଟାଣୁଥିଲା,

    • @alltypevideosagmkhadiach3525
      @alltypevideosagmkhadiach3525 2 года назад

      @@anitabhoi9411 pura puri right katha

    • @alltypevideosagmkhadiach3525
      @alltypevideosagmkhadiach3525 2 года назад

      Bhai odisha GOVT ପୁରା ପୁରୀ ଲାଞ୍ଚୁଆ ଶଳା ପୋଲିସ୍ ମାନେ ଭି 1 ନମ୍ବର ଲାଞ୍ଚୂଆ ,ଯେ ପର୍ଯ୍ୟନ୍ତ ଓଡ଼ିଶା GOVT change ନହେବା ଯାଏ ଆହୁରି କିଛି ଭି ହଏ ପାରେ ,ଏତେ ସବୁ ହେଲା ପରେ ଭି ଲୋକ BJD କୁ କିପରି ଭୋଟ ଦେଉଛନ୍ତି କିଛି ଜାଣି ପାରି ହେଉନି 🤔🤔

    • @barshiyanmohanty2663
      @barshiyanmohanty2663 2 года назад

      @@alltypevideosagmkhadiach3525 1 tankia chaula auu Kalia daba

  • @yesraj2260
    @yesraj2260 2 года назад +12

    ଆମେମାନେ କମେଣ୍ଟ ରେ ଯେତେ ଚିତ୍କାର କଲେ କଣ ହବ ଆମ ସରକାର ସେଇଟା କଣ ବୁଝି ପାରିଛନ୍ତି କେତେ ନିରୀହ ଲୋକଙ୍କ ଜୀବନ ଯାଉଛି ନବୀନ ବାବୁ କିଛି ତ କର 🙏🙏🙏🙏🙏

    • @rudraprasadnayak1990
      @rudraprasadnayak1990 2 года назад

      Nai se kichhi bi karibeni kn pain kahile tanka murder bussiness chalibo kemiti ,chora dakayat criminal minister mana nku ta team rakhichhanti aau puni ehi police mananku b kichhi kahunahanti samaste mana mutabak kama karichaluchhanti jadi ama rajya re jogi sarkar thante tebe ete aau muder dakayat case chalunathanta jadi nabin babu no 1 C.M. heithante tebe se kn emiti chup hoi basi thante .

    • @yesraj2260
      @yesraj2260 2 года назад

      @@rudraprasadnayak1990 right

  • @sanjibsade
    @sanjibsade 2 года назад +39

    Odisha slowly becoming law less. Odisha Govt should act faster. More protection for girls and elderly shall b provided

  • @priyasworld51
    @priyasworld51 2 года назад +9

    ହେ ଭଗବାନ 😳😭

  • @alltakesports8735
    @alltakesports8735 2 года назад +13

    ଫାଶୀ ହେଲେ ଦିଅ,,, ଆଉ କିଛି ନାଇଁ

  • @bikramadityamohanta6068
    @bikramadityamohanta6068 2 года назад +5

    ଏଥିପାଇଁ ନବୀନ ପଟ୍ଟନାୟକ ଦାୟୀ ,

  • @phenomenal_smn
    @phenomenal_smn 2 года назад +4

    ଯୋଉ ମାଗିଅ କରିଛି ତ ଭଉଣୀ ଵିଆ ରେ ପାଇପ ଲଗେଇ ଗରମ ତେଲ ପୁରେଇ ଦିଅ😡😡😡😡

  • @MrAshok07655
    @MrAshok07655 2 года назад +8

    ମଣିଷ ର ଚିନ୍ତା ଧାରା ଦିନ କୁ ଦିନ ଏତେ ମାତ୍ରାରେ ତଳକୁ ଖସି ଗଲାଣି ନ କହିବା ଭଲ , ଉଚିତ୍ ନ୍ୟାୟ ମିଳିବା ଦରକାର ଏ କୁନି ଭଉଣି ଟିକୁ 👍 ପୋଲିସ ତଦନ୍ତ କରି ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଦରକାର 👍 ଜୟ ଜଗନ୍ନାଥ 🙏🙏🙏🙏

    • @deepanjalipradhan3725
      @deepanjalipradhan3725 2 года назад

      Bhai kaha katha kahuch police .... Se chora mananka katha kahucha.. tankari pain aji desa talaku juchi nirdosi danda pauchi dosi khasi jauchi.

  • @chitrasentv
    @chitrasentv 2 года назад +4

    ଏମିତି କିଛି ପଶୁ ମଣିଷଙ୍କ ପାଇଁ। ଆମ ଝିଅ ଭଉଣୀ ମାନଙ୍କୁ ସ୍କୁଲ୍ ଛାଡ଼ିବାକୁ ଡର ଲାଗୁଚି । କିଏ ଜାଣିଛି କଉ ଦିନ କାହା ପାଲି ଅଛି । ଆଜିଠୁ ମୁ ମୋ ଝିଅକୁ ସ୍କୁଲ୍ ଛାଡିବିନି । ସେଇଦିନ ସ୍କୁଲ୍ ଛାଡ଼ିବି ଜଉଦିନ ସେ ଦସୀ ମାନଙ୍କୁ ଫାଶୀ ମିଳିବ

  • @santoshkumar-xh8su
    @santoshkumar-xh8su 2 года назад +6

    Just encounter order needs to stop theses type of culprits।।।। Navin Sarkar chor ସଙ୍ଗେ ଥାଏ ପଇସା ଯୁଆଡେ ଓଡ଼ିଶା police ସିଆଡେ।।।।। ଡର ନାହିଁ ଅଥି। ଦୁର୍ବୃତ।।। ମାନଙ୍କୁ

  • @bikashofficial193
    @bikashofficial193 2 года назад

    ଶଳା ଏ ଦୁନିଆଁ ଟା ହିଁ ଭଲ ନାହିଁ ଓଡିଶା ରେ ପୋରା ବହୁତ ଶାନ୍ତି ଶୃଙ୍ଖଳା କୁଆଡେ ଗଲା । ବାଳ ଦିନ କୁ ଦିନ ମୁଣ୍ଡ ଟିନ କରୁଚି

  • @narayansahoo7347
    @narayansahoo7347 2 года назад +7

    ସରକାରଙ୍କୁ କୃହପ୍ରତି ପଞ୍ଚାୟତରେ ଗୋଟିଏ ମଦଦୋକାନ ଖୋଲିବ

  • @lijamaharana364
    @lijamaharana364 2 года назад +2

    😥😥😥😥I feel fear ,,,,
    When our society will change?

  • @AKNandy-bb8pr
    @AKNandy-bb8pr 2 года назад +66

    In rural areas most of youths are Vagabonds created by useless local colleges. These are having certificate without having knowledge for which these have become unemployed Vagabond criminals. Local police should watch on these culprits and arrest.

    • @educenter9361
      @educenter9361 2 года назад +2

      Sir khayama karibe... vagabond meaning kn??

    • @dmahanayak3281
      @dmahanayak3281 2 года назад

      @@educenter9361 vagabond ମାନେ ବାରବୁଲା , ଛତରା , ରାଣ୍ଡିପୁଅ ଅନନ୍ତା , ଚାରିଦୌଡି କଟା , ଯେଉଁ ମାନଙ୍କର ବାପା ମା ଥାଇ ମଧ୍ୟ ନାହାନ୍ତି , ଘର ଦ୍ଵାରା ଥାଇ ମଧ୍ୟ ଶୁଣ୍ଡିପିଣ୍ଡା ହୁଅନ୍ତି । ଆଉ ଆମ ସରକାର ଙ୍କ ଦ୍ଵାରା ଦିଆ ଯାଉ ଥିବା ନାଲି ପାଣି ର ପୁରା ସଦୁପଯୋଗ କରନ୍ତି । ଅନ୍ୟ ଭାଷାର କହିବାକୁ ଗଲେ ସରକାରଙ୍କର ଗେହ୍ଲା ପୁଅ ।

    • @rajkumari1939
      @rajkumari1939 2 года назад +5

      @@educenter9361 youtube ree comment kri asuchi google ree tike search kariaku time nai

    • @MRShark7
      @MRShark7 2 года назад +3

      @@educenter9361 ବାରବୁଲା

    • @saulapattamajhicreation6962
      @saulapattamajhicreation6962 2 года назад +5

      Sir you are saying in rural area youths Vagabonds but what happened in BJB college in Bbsr , is it rural or smart city ? You can't say this type of offence or matter only in rural it's become in urban area also

  • @Sahityapanda
    @Sahityapanda 2 года назад +1

    ଆପଣ ମାନେ ଖୁସିତ

  • @prasantasabar7088
    @prasantasabar7088 2 года назад

    Thanks!

  • @sweetypatra2624
    @sweetypatra2624 2 года назад +10

    Can't blv Amrita we all really miss you 😭😭

    • @explresujit5431
      @explresujit5431 2 года назад

      Na.micha kemiti..bhabi.bani
      Hele janiba
      Na....

  • @dinabandhusubudhi4815
    @dinabandhusubudhi4815 2 года назад

    ଦେଖନ୍ତୁ କମେଣ୍ଡେ ମରାରୁ ହତ୍ୟା !! ଝିଅ ଆସି ଘରେ କହିଛି !! ଘରଲୋକ କଥାକୁ ହାଲୁକା ଭାବେ ନେଇଛନ୍ତି !! ତାର ପରିଣତି ଛୋଟ ଝିଅଟି ପାଇଲା !! ତେଣୁ ଏହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଆବଶ୍ୟକ !! ❤️👍

  • @binodroutbinod2171
    @binodroutbinod2171 2 года назад

    ସେ ମାନଙ୍କୁ ଜିଅନ୍ତା ଜଲେଇ ଦିଅ ଆଉ କେହିକହାକୁ ମାରିପରିବେନି 😡😡😡😡😡😡😡

  • @pritamrupam7507
    @pritamrupam7507 2 года назад +2

    Jay jagannath.

  • @shwetaj5495
    @shwetaj5495 2 года назад +7

    oh my god
    this is really heinious the culprits should be punished as soon as possible
    new organization should be form or functioned to look after similar to Asha scheme ..men can teach boys to be responsible
    Mostly our youth either in village or urban are going in wrong direction these days

  • @rojalinrout7595
    @rojalinrout7595 2 года назад

    Plz do justice.

  • @ajayvlogs0319
    @ajayvlogs0319 2 года назад +21

    Murder pura normal heiejaichi..
    Maghiya unku godie godie hano maghiya unku ..ghre pasie hano salnku.

  • @forgetforget8557
    @forgetforget8557 2 года назад +11

    Where is corrupted CM There is no Justice

    • @manoranjansamal1969
      @manoranjansamal1969 2 года назад +1

      Hmmm cm asiki ta ghara pakhare security guard heiki jagiba......... Kuchhh bhiiii🤣🤣🤣🤣

    • @forgetforget8557
      @forgetforget8557 2 года назад +1

      Everybody need Justice bro….

    • @Ashish810
      @Ashish810 2 года назад

      @@manoranjansamal1969 Right😆

    • @suryakantasahoo7378
      @suryakantasahoo7378 2 года назад

      @@manoranjansamal1969 encounter permission dabaku ta pen chalu na thila ki

    • @manoranjansamal1969
      @manoranjansamal1969 2 года назад

      Are phasi dabaku hele 25 year wait jau sambidhan re Kara hauchi...... Sethi encounter ete jaldi
      ...... Chance nahi

  • @shrikrishna5861
    @shrikrishna5861 2 года назад +1

    So sad 🥺

  • @Akshay-k8k
    @Akshay-k8k 2 года назад +6

    Bahut kharap lagila _____😠😠😠

    • @shravankumarmishra5513
      @shravankumarmishra5513 2 года назад

      Se Ladly Ta Au Nahin Kharap Lagile Kn Haba 😔😔😔😔😔Eai Bhali Nara Rakhyasa Mane jete Dina banchithibe emiti komala Mati jhia Mane Mari Mari jauthibe 😭😭😭😭😭😭ea harami sarkar hin mula dayii matha re khaiki khatare soiba loka se kn bujhiba gote jhia Ra value 😭😭😭😭😭😭jahara jhia nhin ki sister nhin se hin janiba naa

  • @DreamGirlSima
    @DreamGirlSima 2 года назад +2

    Jay Jagannath

  • @Mithunsahu161
    @Mithunsahu161 2 года назад

    ଜୟ ଶ୍ରୀ ମହାକାଲ

  • @ManojKumar-ki9tm
    @ManojKumar-ki9tm 2 года назад +5

    ଭାଇ କାଇ ଏମିତି କରୁଛ, ସମାଜରେ ଭଲ କାମ କର, କାଇ କାହାର ଆଶା ଭରଷା କୁ ମାଟିରେ ମିଶେଇ ଦଉଛ।

  • @kunakisku6389
    @kunakisku6389 2 года назад +3

    Odisha police khali paisa khaiba janichi

  • @MALAYA60
    @MALAYA60 2 года назад +2

    didi 🙏🙏🙏😭🙏 maa

  • @ghrxyuvgaming8341
    @ghrxyuvgaming8341 2 года назад

    Jay Jagannath 🙏🏻

  • @kalandisethi3420
    @kalandisethi3420 2 года назад

    Jay jagannatha

  • @Statuslover-md2xn
    @Statuslover-md2xn 2 года назад +5

    She is my friend ❤️😔😭

  • @KHERWALBAZAR
    @KHERWALBAZAR 2 года назад

    ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରିଛି

  • @mrmilanbehera2807
    @mrmilanbehera2807 2 года назад +1

    ଯୋସଲା ତାକୁ ମାରିଚି ଘରର ସମସ୍ତକୁ ଗାଁଲୋକେ ମିଶି ରେଫ କରନ୍ତୁ ଏସଲାର ଘରେ

  • @sushilkumarbehera9694
    @sushilkumarbehera9694 2 года назад

    Accused should be Punished hard 😡😡😡

  • @sumanbblsumanbbl
    @sumanbblsumanbbl Год назад +1

    ରାଷ୍ଟ୍ର ପତି ଗୁଡା ଗେହୀ ଶାଳୀ ମଦ ଦୁକାନ ବନ୍ଦ୍ କରୁନୁ ବଡ଼ ଭାଷଣ ମାରୁଥିଲୁ ମାଘିଆ ନବୀନ ପଟ୍ଟନାୟକ ତ ଆଖିରେ ବାଣ୍ଡ୍ ବଜିନି ଗୀ ବେ ଶଳା ଦୁ ସି ମାନଙ୍କୁ ମାରିଦିଆଯାଓ ଆଉ କେତେଜଣ ମରିଲେ ଶାନ୍ତି ହେବ ବେ ପାଣ୍ଡିଆ ନ ତାମିଲ ମାଘିଆ ବୁପା ଟ୍ଟଙ୍କା ରେ ତ ଅ ଏ ସ୍ କରୁଛୁ ଜ ମଘିଆ ମାରିଚୀ ମ ହାବୁଡରେ ପ ଇଲେ ବାଣ୍ଡ୍ କାଟିଦେବି

  • @trozen4327
    @trozen4327 2 года назад +1

    How such things are are happening in Odisha 😥

  • @Subhrabunnyboys60
    @Subhrabunnyboys60 2 года назад +5

    Arrest the culprits and punish them.

  • @DRSPAPU
    @DRSPAPU 2 года назад +2

    ଯୋଉ ବେଧ ପିଲାମାନେ comment ମାରିଥିଲେ ସେମାନଙ୍କ ବୋଉ, ଭଉଣୀ ସହ ବି same ଦୁଷ୍କର୍ମ କରାଯାଉ

  • @dhirendrakumarbehera8418
    @dhirendrakumarbehera8418 2 года назад

    ଆମ ଓଡ଼ିଶାର ଶାସନ ଢିଲା। ସୁଭାଷ ଚନ୍ଦ୍ର ବୋଷ ଙ୍କ ***ଯେଶା କୁ ତେସା **
    *ଆୟିନ ପ୍ରଚଳନ ନିହାତି ଆବଶ୍ୟକ। ତେବେ ଯାଇ ଆମ ରାଜ୍ୟ କଣ ଦେଶ ର ଝଅ ବୋହୁ ମାନେ ନିରାପଦ ରେ ରାତି ୧୨ ଟାରେ ଏକା ଯିବା ଆସିବା କରି ପାରିବେ। ଆମ ସରକାର ଶାସନ ବ୍ୟବସ୍ଥାକୁ କଡ଼ା କରିବା ନିହାତି ଆବଶ୍ୟକ।

  • @amohapatra123
    @amohapatra123 2 года назад

    Should inquiry

  • @chittaranjansau2295
    @chittaranjansau2295 2 года назад

    Very sad

  • @keshabchandrasahoo1428
    @keshabchandrasahoo1428 2 года назад

    ସେ ଏରିଆ ରେ ଡେନାମିଇଟି ପକେଇ ଦିଅ ସବୁ ସଫାହୋଇଜିବ

  • @surabhadhal1224
    @surabhadhal1224 2 года назад +1

    Sarkara change karantu plz odissa basi

  • @Sudhansuhappy06
    @Sudhansuhappy06 2 года назад +4

    INDIA re Girls mananka Safety pain Kichi amiti Rule karuni kn pain.....jou thire Girls mananku kichi kahiba purba ru , Rule Katha mane padi jiba😡😡😡

  • @manojmallick273
    @manojmallick273 2 года назад +5

    Shame odisha
    everyday this type news

  • @bhagabanbadatiya3677
    @bhagabanbadatiya3677 2 года назад

    Odisha govt will make strong rules

  • @trailoknathkhatua6995
    @trailoknathkhatua6995 2 года назад

    ଏହାର ବିଚାର କେବଳ Encounter

  • @rajendra1440
    @rajendra1440 2 года назад +4

    That's results of Nabin yova clubs in villages.

  • @deepakpradhan3738
    @deepakpradhan3738 2 года назад

    ମୋ ମତରେ ଏମିତି ଲୋକଙ୍କୁ ସମ୍ବିଧାନର ଧାରା ନିୟମ ଅନୁସାରେ ନିୟମ କୁ ଉଲଂଘନ ନ କରି କଠୋର ଦଣ୍ଡ ଦିଆଯାଉ । ଏମିତି ଲୋକ ଏହି ସମାଜରେ ବଞ୍ଚିବା ଅପେକ୍ଷା ନ ରହିଲେ ବରଂ ଭଲ । କାରଣ ସମାଜ ପ୍ରତି ଏହା ଏକ ବହୁତ ବଡ଼ ଧରଣର କ୍ଷତିକାରକ ଅଟେ । ତେଣୁ କରି ଫାଶି ଦେଲେ ବହୁତ ଭଲ । କାହିଁକି ନା ଏମିତି ଲୋକଙ୍କୁ ଜେଲ୍ ରୁ ମୁକ୍ତ କରି ଦିଆଯାଉଛି ଯାହା ଫଳରେ ସମାଜରେ ଏମିତି ଘଟଣା ଗୁଡ଼ିକ ହେବାରେ ବହୁତ ଦେଖିବାକୁ ମିଳୁଛି । ଏହି ପରିବାର କୁ ଆଇନ୍ ମିଳୁ ।

  • @dr.biswajeet2130
    @dr.biswajeet2130 2 года назад

    Result of choosing one person as cm for 5 terms.

  • @satyadurga1267
    @satyadurga1267 2 года назад

    Jayjagannath🙏

  • @rinkumishra5623
    @rinkumishra5623 2 года назад

    ଶଳା ନବୀନ ସରକାର ମହିଳା ମନକୁ SAVE କରି ନାଇ PARBAR RESPECT KANNA DEBA

  • @soniasweet5596
    @soniasweet5596 2 года назад +1

    RIP 🙏🙏

  • @barshapriyadarshinisahu1849
    @barshapriyadarshinisahu1849 2 года назад

    Jay. Jagannth

  • @proudofkaling2267
    @proudofkaling2267 2 года назад

    Oh god 😱 plz why

  • @banamalikisan4160
    @banamalikisan4160 2 года назад +1

    O my g

  • @AshishBag-re6zl
    @AshishBag-re6zl 7 месяцев назад

    ଦେଖିଲେ,ଇ,ମାଗିହା, ନବୀନ ପଟ୍ଟନାୟକ ,ଆର, ପାଣ୍ଡିଆନ,ମଦ, ଆଉ ଗଞ୍ଚେଇ,କେ,ପରମିସନ,ଦ,ଉଛେ,ଇଥୀଳାଗି, ଅପରାଧ,ବଢୁଛେ,ଇତାକେ,ବନ,କରାଯ,,ଉ

  • @tapasyt9075
    @tapasyt9075 2 года назад

    O my god

  • @Prakashkumar-zp2ei
    @Prakashkumar-zp2ei 2 года назад

    ଏଥିପାଇଁ କିଏ ଦାୟୀ

  • @ranjitkumarnicesongsahoo1387
    @ranjitkumarnicesongsahoo1387 2 года назад

    Strong action niajau

  • @saritamadam2035
    @saritamadam2035 2 года назад

    Bahut Dukh lagta hai ise kaise ho gaya😭😭😭😭😭😭😭😭😭😭😭😭

  • @tapansahoo2081
    @tapansahoo2081 2 года назад +1

    ଘୋଡାଘେଇ ପୁଅ କମେଣ୍ଟ ମାରୁଛ ତମେ ମାଘୀଆ ତାକୁ ମାରିଛ

  • @goutamjena5629
    @goutamjena5629 2 года назад +6

    ମାଗିଆ ଙ୍କ ଯିବ କଟିଦିଅ ଶଳା ଙ୍କୁ ଫାଶୀ ଦେଇଦିଅ😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡😡

  • @pratapmoharana1188
    @pratapmoharana1188 2 года назад

    Shame on odisha govt

  • @bijaymarndi1745
    @bijaymarndi1745 2 года назад

    2ND part

  • @rajkumardasraj900
    @rajkumardasraj900 2 года назад

    ସେ ଝିଅ କୁ ଯିଏ ମାରିଚି ସେ ମାଗିହl ପିଲାକୁ ଫାଶୀ ଦିଆଯାଉ

  • @swagatsekhar5708
    @swagatsekhar5708 2 года назад

    ଭାରତ ର କାନୁନ୍ ଉପରେ ଆଉ ଟିକେ ବି ଭରସା ନାହିଁ ।

  • @sarozkumar69
    @sarozkumar69 2 года назад

    Bhai ra mana bilkul dukha nai🤬

  • @sunilnayak3134
    @sunilnayak3134 2 года назад

    Comment pain EMT karibara nathila police station re complain karithanta

  • @deepankar519
    @deepankar519 2 года назад

    Brother u don't know plz start investigation all this....this is not right...

  • @jrsaroch6770
    @jrsaroch6770 2 года назад

    This is called kaliyug 🥰🥰

  • @rehanmandal2966
    @rehanmandal2966 2 года назад

    I think it has murder..

  • @abhisekbiswal6502
    @abhisekbiswal6502 2 года назад

    Encounter

  • @INDIAN-zi4dx
    @INDIAN-zi4dx 2 года назад

    Are bhai amo nandi pur ...re sabu kn hauchii 😭😭

  • @binapanimahato9846
    @binapanimahato9846 2 года назад +37

    Absolute anarchy in odisha.When the chief minister itself is promoting wine culture..
    He jagannath saha hua....🙏

    • @subhashreesoni9930
      @subhashreesoni9930 2 года назад +1

      Sabu ta bjd pagal.SHG mahila mane besi vote duchhanti bjd ki.bjd (badmas janata dal) kuvote Diana aau

  • @Ganjamdance
    @Ganjamdance 2 года назад

    Odisha asabu pain famous famous achhi......

  • @XYZ20948
    @XYZ20948 2 года назад

    Dosi ku fasi diajau

  • @bishnumishra4355
    @bishnumishra4355 2 года назад

    Nabin pattnaik ku nobel puraskara dia jau