Locals accuse women of performing black magic in Soro

Поделиться
HTML-код
  • Опубликовано: 20 ноя 2024

Комментарии • 601

  • @laxmikantahansdah121
    @laxmikantahansdah121 Год назад +43

    ଆମେ ମନ୍ଦିର ଯାଉଛନ୍ତି ଭଗବାନଙ୍କୁ ବିଶ୍ବାସ କରୁଛନ୍ତି ବୋଲି, ହେଲେ ସୈତାନ ଶକ୍ତି କୁ ବିଶ୍ବାସ କରିବାନି କାହିଁକି?

  • @Khirachoradham
    @Khirachoradham Год назад +31

    ଏ କଥା ନିଶ୍ଚିତ ଭାବରେ ସତ ଆଜିକା ଦୁନିଆରେ ସବୁ ଏମିତି ଲୋକ ଅଛନ୍ତି ବହୁତ ଖରାପ ଲୋକ

  • @bikramtriia9804
    @bikramtriia9804 Год назад +13

    ହିଁ ଆଜିକା ଦୁନିଆଁ ରେ ଭଗବାନ ଅଛନ୍ତି ମାନେ ଗୁଣିଗାରେଡ଼ି ବି ଅଛି। ଜୟ ଜଗନ୍ନାଥ।।

  • @laxmidharapatra2956
    @laxmidharapatra2956 Год назад +89

    ମନ୍ତ୍ର ଅଛି ମାନେ ତନ୍ତ୍ର ଅଛି।

  • @maheshk5258
    @maheshk5258 Год назад +75

    ଜୟ ମାଁ କାଳୀ......🙏🙏🙏🙏🏻🙏🏻🙏🏻🌺🌺

  • @minaketan5562
    @minaketan5562 Год назад +26

    ବିଜ୍ଞାନ କାହାଣୀ ଛାଡ ମନେରଖିବ ଦୁନିଆ ରେ ସବୁ କିଛି ସମ୍ଭବ । ଜୟ କଳିଯୁଗ ।

  • @od-monk
    @od-monk Год назад +93

    ଜେଉ ମାନେ ବିଶ୍ୱାସ କରୁ ନାହାନ୍ତି ସେମାନଙ୍କୁ ହେଲେ ହିଁ ଜାଣିବେ

  • @sarojlivestyle6728
    @sarojlivestyle6728 Год назад +54

    ଏଇଟା ପୁରା ସତ କଥା ମତେବି ଗୁଣୀ କରିଥିଲେ ୬ ମାସ ଯାଏଁ ପାଗଳ ପରି ହେଇ ଗଲି ମୋ ଘରର ସମସ୍ତେ ବହୁତ ହଇରାନ ହେଲେ ଭଗବାନଙ୍କ କୃପାରୁ ଜଣେ ଗୁଣିଆ ମତେ ପୁରା ଭଲ କରିଦେଲେ 🙏 ଜୟ ଶ୍ରୀ ହନୁମାନ 🚩

    • @Maagouri2828
      @Maagouri2828 Год назад +2

      Mu 2 year bhogichhi 3 lak sarichhi God hni varasa hebe ebe b ketebele kn houchhi mo maa ମଙ୍ଗଳା ହିଁ ସାହାଭରସା 🙏🙏🙏

    • @lipuliza2631
      @lipuliza2631 Год назад +1

      Bhai tame kouthi thik heiki asila

    • @lipuliza2631
      @lipuliza2631 Год назад +1

      Aau semiti kichi nahi ama family re semiti kichi heichi

    • @smitaishani6993
      @smitaishani6993 Год назад

      Bhai tanka mob no tike deba pz

    • @smitaishani6993
      @smitaishani6993 Год назад

      Bhai thik mob no send Kariba ki

  • @khushitiki4470
    @khushitiki4470 Год назад +159

    ଆଜିକା ଦିନରେ କିଛି ବି ଅସମ୍ଭବ ନୁହେଁ ସବୁ କିଛି ସମ୍ଭବ, ଏଇ ଟା ନିଚୟ ସତକଥା ହେଇଥିବ

  • @prakashbehera6516
    @prakashbehera6516 Год назад +100

    ଗୁଣି ଗାରେଡ଼ି କଥା ସତ ଯିଏ ଶିଖିଛି ସେ ଜୀବନ ଦେଇ ପାରିବ ଜୀବନ ନେଇ ବି ପାରିବ।

    • @chakradharbanara6138
      @chakradharbanara6138 Год назад +4

      ସମସ୍ତେ ମାରି ପାରନ୍ତି କିନ୍ତୁ ଜୀବନ ଦେଇ ପାରିବେନି

    • @villagegirllali3689
      @villagegirllali3689 Год назад

      ​@@chakradharbanara6138jadi ayusha thai guni karimarithib, ta hele jibita କରିପାରିବ

    • @SalmanNayak-ji6gv
      @SalmanNayak-ji6gv 11 месяцев назад

      ​@debasmita1823😮

  • @lyricistbalaramnayak5194
    @lyricistbalaramnayak5194 Год назад +166

    ହଁ ସତ ହେଇଥିବ କାରଣ ଗୁଣି ଗାରେଡ଼ି ହେଇଥିଲେ doctor ମଧ୍ୟ ଜାଣି ପାରନ୍ତି ନାହିଁ । ତାଠାବି ସତ ସାମ୍ନା କୁ ଅଣାଯାଉ ।

  • @shibarana6535
    @shibarana6535 Год назад +5

    ଯେଉଁଠି ତନ୍ତ୍ର ସାଧନା ଜୋର ଥାଏ ସେଠି ବିଜ୍ଞାନ କିଛି କରିପାରିବ ନାହିଁ। ଯେପରି ବିଜ୍ଞାନ କୁ ବିଜ୍ଞାନ ଦ୍ବାରା ଠିକ୍ ସେହିପରି ତନ୍ତ୍ର ସାଧନା କୁ ତନ୍ତ୍ର ସାଧନା ଦ୍ଵାରା ଠିକ୍ କରିହେବ। ତନ୍ତ୍ର ସାଧନା ର ବଳ ଏପରି ଯେ, ବିଜ୍ଞାନ ଶକ୍ତି କୁ ମଧ୍ୟ ବ୍ୟତିକ୍ରମ କରି ଅସଫଳ କରି ହୁଏ।

  • @TheWordOfGodOBM
    @TheWordOfGodOBM Год назад +49

    ହେ ପ୍ରଭୁ ସମସ୍ତଙ୍କୁ ବୁଦ୍ଧି ଦିଅ🙏🙏🙏

  • @surathapradha
    @surathapradha Год назад +6

    🙏ଗୀତା ରେ ଅଛି ପରା ମାନିଲେ ଠାକୁର🙏
    ନୋମାନିଲେ ପଥର 🙏 ଜୟ ମାଁ କାଳୀ

    • @kishanraita2711
      @kishanraita2711 Год назад

      ଯାହାକୁ ପୂଜା କରୁଛ ସେ ହିଁ ତୁମୋରୋ ଜୀବନ ନେଉଛି 😂😂😂

    • @DallyBisoi
      @DallyBisoi 7 месяцев назад

      ​@@kishanraita2711Tora bi jiban niya haba basyta hani

  • @bhajamohannayak1652
    @bhajamohannayak1652 Год назад +244

    ଗୁଣି ଗାରେଡି କୁ ମୁଁ ବିଶ୍ୱାସ କରେ

    • @sadanmajhi4264
      @sadanmajhi4264 Год назад +15

      ହଁ sir ମୁଁ ବି ବିଶ୍ୱାସ କରୁଛି ଏଇଟା ସତ କଥା.. ଆମ area ରେ ବି ବହୁତ ଅଛନ୍ତି ଗୁଣି ଗାରିଡି ଲୋକ 👍🏻👍🏻🙏🙏

    • @rudrakumar8024
      @rudrakumar8024 Год назад +6

      ସତ କଥା କହିଲେ ଭାଇ👍👍👍👍100% ସତ

    • @pashupati55
      @pashupati55 Год назад +5

      🤣🤣😂😂 O bhai Padha likha pila ta Biswasa karu chanti au murkha loka nka katha kn kahiba😂

    • @sadanmajhi4264
      @sadanmajhi4264 Год назад +3

      You are right Sir 👍🏻👍🏻🙏🙏

    • @nabaghanabehera390
      @nabaghanabehera390 Год назад +1

      Nonsense

  • @RockstarPankajofficial
    @RockstarPankajofficial Год назад +16

    ହେଇ ଥାଇ ପାରେ କାହିକି ନା ଏଠି ସବୁ କିଣା ବାଳ ଦୁଃଖ ମାଗଣା। ବୁଝିଲେ ଭଲ ନ ବୁଝିଲେ ବାଳ।

  • @sabitabhadra7031
    @sabitabhadra7031 Год назад +12

    ହଁ ଆମେ ବିଶ୍ବାସ କରୁଛୁ

  • @rayagadalocalcomedy3848
    @rayagadalocalcomedy3848 Год назад +76

    ଗୁଣୀ ଗାରେଡି ଅଛି ଭାଇ ,,ଗାଁ ଗହଳି ରେ ତୁମେ କଣ ସବୁ ଜାଣିଛ ??

  • @rajkumarbagh3934
    @rajkumarbagh3934 Год назад +3

    ହଉଛି ଆଜ୍ଞା,ସତ କଥା ....ନହେଲେ ଠାକୁରଙ୍କ ଏତେ ଫଟୋକୁ ପୂଜାର୍ଚ୍ଚନା କରୁଛି କଣ ପାଇଁ...କିଛି ଗୋଟେ ଜାଣତରେ ହଉ ଅବା ଅଜାଣତରେ ହଉଛି...ଇର୍ଷା,ଅହଙ୍କାର....

  • @karuababu3800
    @karuababu3800 Год назад +5

    ଆଜି ଲୋକମାନେ ଏମିତି ହେବାର କାରଣ ସେମାନେ ଆଜି ନିଜକୁ ନିଜେ ଜାଣି ପାରୁନାହାନ୍ତି. ସେ କଣ ବୋଲି.
    ସେଥି ପାଇଁ ଅନ୍ଦ ବିଶ୍ୱାସୀ ବଢିବାକୁ ଲାଗିଛି.
    ସତ୍ୟ ଭଗବାନକୁ ବିଶ୍ଵାସ କର. ସବୁ ମିଛ ଜାଣି ପାରିବ.

  • @learnwithtrick843
    @learnwithtrick843 Год назад +10

    ଏମିତି ସିନ୍ସ କେବଳ ବଲାସୋର୍ ରେ ଦେଖିବାକୁ ପାଇବା

  • @achyutamajhi5509
    @achyutamajhi5509 Год назад +26

    ଏଇଟା ସତ କଥା ଗୁରିଗାରେଡି ସେ ଘରେ ଯିଏବି ଯଣେ ସିଖିଛି, ଘରେ ଯେତେବି ଫଟୋଅଛି ସେଥୁରିହି ଯଣାପଡୁଛି

  • @AnitabhoiAni
    @AnitabhoiAni Год назад +1

    ହେ ଭଗବାନ ଏମିତି କଣ ପାଇଁ ହେଉଚି ମତେ ବି ଆମ ଗାଁ ରୁ କିଏ ଜଣେ ଏମିତି କରିଥିଲା ମୁଁ କାହାର କିଛି କରିନି ହେଲେ ମୁଁ ବହୁତ୍ କଷ୍ଟ ପାଇଛି । ଏବେ ମୁଁ ଠାକୁରଙ୍କ ପାଖକୁ ଯାଇକି ତାବିଜ୍ ପିନ୍ଧିଲି ଆଉ ଏବେ ଭଲ ଅଛି।

  • @bimalhansdah3927
    @bimalhansdah3927 Год назад +31

    ଗୁଣି ଯଦି କରିଦେବେ ପୃଥିବୀ ରେ କେହି ଡାକ୍ତର ବଞ୍ଚେଇ ପାରିବେନି।ବଞ୍ଚେଇ ପାରିବ ଯଦି ମନ୍ତ୍ର ଦ୍ଵାରା ହିଁ ବଞ୍ଚେଇ ପାରିବ।

  • @suryapratapgiri7964
    @suryapratapgiri7964 Год назад +2

    This is real ,i m also realise it once upon a time in before 25 years,when i was child

  • @gitanjalisenapati6761
    @gitanjalisenapati6761 Год назад +4

    ଏଇଟା ବାଲେଶ୍ବର? ମୋର ବହୁତ ସାଙ୍ଗ ବାଲେଶ୍ବର ର,,, ସେମାନେ କୁହନ୍ତି ଆମେ ବହୁତ ଶିକ୍ଷିତ କିନ୍ତୁ ଅସଲ ଶିକ୍ଷିତ ଖୋର୍ଦ୍ଧା ଓ ଜଗତସିଂହପୁର ରେ,,,,ସେମାନେ କୁହନ୍ତି ଆମ ଭାଷା ଶୁଦ୍ଧ ,, ହସ ଲାଗେ,,,,,,, ବହି ଭାଷା ଠାରୁ ବାଲେଶ୍ବର ଭାଷା ସଂପୂର୍ଣ୍ଣ ମିଶେ ନାହିଁ। ।।। କୌଣସି ବାଲେଶ୍ବରିଆ ଭୁବନେଶ୍ୱର ଆସିଲେ ନିଜ ଭାଷା କହିବା କୁ ଲୁଚାନ୍ତି। ସେମାନ ଙ୍କ ପୋଲ୍ ଆଜି ସୋସିଆଲ ମିଡିଆ ଖୋଲୁଛି।

    • @noyc4514
      @noyc4514 Год назад

      Tote baleswar re baha debe wait koro

    • @rituparnaash8821
      @rituparnaash8821 Год назад

      @@noyc4514 right bhai thik kahichha... Bahut katha kahuchi balasoria nku

  • @jaysivasankar4268
    @jaysivasankar4268 11 месяцев назад

    ଭାଇ ସତ ନିଶ୍ଚିତ ସତ ଭାଇ ଗୁଶି ଗାରିଡି ଏବେବି ହେଉଛି ଓ ବଳି ମଧ୍ୟ ଦିଆ ଯାଉଛି ଓ ତେଣୁ ଏମାନଙ୍କୁ ଧ୍ୟରା ଯାଉ ବୋଲି ମୋର ମତ

  • @ALONEROYALMRUTYU
    @ALONEROYALMRUTYU Год назад +7

    ଆଜି ର ସମୟରେ ସବୁ କିଛି ହେଇପାରେ

  • @bhimaraohimirika4381
    @bhimaraohimirika4381 Год назад +51

    ଭଗବାନ ଅଛନ୍ତି ମାନେ ଗୁଣି ବି ଅଛି....

    • @susantabehera9142
      @susantabehera9142 Год назад

      Asabu hindu dharm re hi hauchi alaga dharma re haunita✝️✝️✝️✝️

    • @gunajanboe5930
      @gunajanboe5930 Год назад

      Sata kahile sir

    • @gunajanboe5930
      @gunajanboe5930 Год назад

      Apana puraa sata kahi chhanti jadi vagawan ku maanuchhu to guni garedi b achhi

    • @gunajanboe5930
      @gunajanboe5930 Год назад +1

      Sabu dharama heuchhe bhaai hindu re b au sabu re nije dekhi chhu aame

  • @kirtianuragmohanty5543
    @kirtianuragmohanty5543 Год назад +5

    Welcome 6G Odisha 🙏

  • @jaymaavighnaharta1572
    @jaymaavighnaharta1572 Год назад +3

    Right sir

  • @jharjhuricreations7524
    @jharjhuricreations7524 Год назад +1

    ଠାକୁର ପୂଜା କରୁଛ ମାନେ ବିସ୍ଵାଶ ବି ଅଛି ତେଣୁ ଗୁଣି ଗାରେଡି ବିସ୍ଵାଶ ବି ଅଛି

  • @kalidas8262
    @kalidas8262 Год назад +71

    ଭାଇ. କେହି ଯଦି ମରିଗଲା. ତାହା ନିୟତି ର ବିଚାର. ଯେପର୍ଯନ୍ତ ତା କାଳ ନ ପୁରିଛି. କୌଣସି ଗୁଣିଆ. ଡାହାଣୀ. ପିଶାଚ କିଛି କରି ପାରିବନି.. ଅନ୍ଧବିଶ୍ୱାସ ରେ ନ ପଡି ନିଜ ବିଚାରଧାରା ଠିକ ରଖନ୍ତୁ..

    • @kjrdanceboyz8966
      @kjrdanceboyz8966 Год назад +15

      Jou jiniso ta apono dekhi nahanti seita ta andhho biswas hin kohibe na 😂 Jie dekhi6i sie ta kebe mi6 kohiboni

    • @kjrdanceboyz8966
      @kjrdanceboyz8966 Год назад

      Main kotha hela tanko pakhre proof nai , sethi pain apono mane kohi paruchanti ,, nahele apononka patiru kotha bahari boni ,,, eita ondho biswas nuhe ,, Village eria re ki6i achhanti black magic koronti au loko manonku hoiran koronti , mu dekhi nijo akhire

    • @neuvlgrudrashubhashree9420
      @neuvlgrudrashubhashree9420 Год назад

      ଭାଇ ରେ ଏଇ ପରା କଳି ଯୁଗ 🤣🤣🤣🤣ଏବେବି କେତୁଟା mg ଅଛନ୍ତି ଭାଣ୍ଡ ସାରଥୀ ବାଣ୍ଡ କୁ ପୂଜା କରୁଛନ୍ତି 😡😡😡ସେମିତି କେତୁଟା mg ଅଛନ୍ତି ଅନ୍ଧବିଶ୍ୱାସ କୁ ବିଶ୍ୱାସ କରନ୍ତି 🤣🤣🤣🤣🤣🤣🤣

    • @deepakkusahoo8928
      @deepakkusahoo8928 Год назад +3

      Sata kahilee 🙏🏻🙏🏻🙏🏻

    • @kjrdanceboyz8966
      @kjrdanceboyz8966 Год назад

      @@neuvlgrudrashubhashree9420 Tu Tahele Proof dekha je Seita Andho Biswas boli ki,,, ki6i no jani bok bok kai heuchu be 😂😂

  • @hemantacineproduction750
    @hemantacineproduction750 Год назад +5

    ଜୟ ଜଗନ୍ନାଥ

  • @Khirachoradham
    @Khirachoradham Год назад +1

    ବେଶୀ ଗାଁ ଗହଳି ରେ ଏମିତି ଲୋକ ଅଛନ୍ତି

  • @santoshpuhan8081
    @santoshpuhan8081 Год назад +12

    Soro area ta pura nasta hoigala. 😀😀😀

  • @rabinarayannayak435
    @rabinarayannayak435 Год назад +30

    Yes black magic exist...
    Beleive it or not

  • @Mr.Sk.youtubes
    @Mr.Sk.youtubes Год назад +2

    ସରକାର ଏବେ ମଧ୍ଯ ମାନୁନାହାନ୍ତି ଗୁଣି ଗରେଡି କିନ୍ତୁ ଏହା ସତ୍ୟ । ଏହା ପ୍ରତି ପୋଲିସ କର୍ମଚାରୀ ମାନେ action ନେବା କଥା । 😂

  • @BikashPadhan-v4f
    @BikashPadhan-v4f Год назад +1

    Veri good

  • @sabitabage2841
    @sabitabage2841 Год назад +3

    ବିଜ୍ଞାନ ଏତେ ଆଗକୁ ଚାଲିଛି ହେଲେବି ଅନ୍ଧ ବିଶ୍ୱାସ ଏବେ jai ଅଛି

    • @tkart1402
      @tkart1402 Год назад

      Didee tame jani na santire ruha besi chodi heba ni

  • @MituAlex..955
    @MituAlex..955 Год назад +9

    ଏମିତି ଲକକୁ ଜୀବନରୁ ମାରିଦେ ବା ବଲ🙏

  • @achyutamajhi5509
    @achyutamajhi5509 Год назад +40

    ସତକଥା

  • @odisha495
    @odisha495 Год назад +4

    The people jealous for his success and it is the true

  • @djdhanu5763
    @djdhanu5763 Год назад +7

    ନିଜେ ଭଲ ତ ଦୁନିଆ ଭଲ

  • @rabindrasai6334
    @rabindrasai6334 Год назад +4

    ଗୁଣି ଗାରେଡି ଯିଏ ସାଧନା କରୁଛି ସେମାନଙ୍କ ହାତ ଦୁଇଟା କାଟି ଦିଆଯାଉ

  • @KunaNayak.447
    @KunaNayak.447 Год назад +7

    ଏଗୁଡା ସବୁ ଶୟତାନ ର କାର୍ଯ୍ୟ

  • @Khirachoradham
    @Khirachoradham Год назад +1

    ଆଉ ବେଶୀ ନିଜ ଲୋକ ହଁ ଏମିତି ସଵୁ କରିଥାନ୍ତି

  • @heramaramarama9377
    @heramaramarama9377 Год назад +2

    Right

  • @Khirachoradham
    @Khirachoradham Год назад +1

    ଯେକି ମୁଁ ଏହି ଗୁଣିଗାରେଡି ରେ ପିଡୀତ ହେଇଛି ବାପା ମୋର ନାହିଁ ମୋ ବୁଢ଼ୀ ମା ମୋତେ କେତେ ଡକ୍ଟର ବାଲେଶ୍ଵର ରେ କେତେ ଡକ୍ଟର ଦେଖେଇଲୁ ଜମା ଭଲ ହେଲିନି ମୁଁ ଭାବିଲି ମୁଁ ଆଉ ବଞ୍ଚିବି ନି
    ମୁଁ କେତେ କଷ୍ଟ ପାଇଛି ମୋ Exam ବି ବହୁତ କଷ୍ଟ ରେ ଦେଇଛି 😭😭
    ଘର ପାଖ ଲୋକ ଏମିତି କଲେ ମୋତେ

  • @rpaulaminiaka1678
    @rpaulaminiaka1678 Год назад +1

    ଭାଇ ସେମାନଙ୍କ ପାଖରେ ଭଲ ହେବା ପାଇଁ ଯିବ ପୁଣି ସେମାନଙ୍କୁହିଁ ହିଂସା ତୁଚ୍ଛ କରୁଛ ଟିକେ ଲାଜ ଲାଗିବା କଥା ଚି ଏହି ବୁଦ୍ଧି କୁ ।

  • @politicalhackerm2303
    @politicalhackerm2303 Год назад +18

    Guni garidi kari mo Maa ku bi maridele 😭😭😭 ama nija loka 🙏🙏🙏 bhagbaan mo pari kasta kahaku na diantu.

    • @pintupin4370
      @pintupin4370 Год назад +1

      😭😭😭😭😭😭

    • @mitumitu154
      @mitumitu154 Год назад +1

      Yes thik emitinhi mo pari kasta bhadaban kahaku b na diantu mo nija loka nhi mo bapanku guni garidi kari maridele....

    • @jagabhai5712
      @jagabhai5712 Год назад +1

      ଘର ଢ଼ିଙ୍କି କୁମ୍ଭୀର

    • @siduop
      @siduop Год назад +1

      Same happening with us..

    • @queenashiq_
      @queenashiq_ Год назад

      Ama vae ki front home loka maridele, fir marigala 1 month pare mo sana bapa nka name re se loka kahila michha re au gaan loka blv kle, loka lagei mo sana baba nku marichantii... Hle ame asabu jsni b kichhi kahunu, ama family ra samasta nku se loka semt karuchi, se ama sahi near home bada bapa😢😢😢💔bht kasta heuchi

  • @dhananjaykishan9226
    @dhananjaykishan9226 Год назад +1

    "Kali Kali Mahakali Kalike Papa Harini Dharmatha mokhya de Devi Mangalai Namastute"........mother is Great...wish you Maha Shivaratri

  • @santoshlifelive2693
    @santoshlifelive2693 Год назад +2

    ଏହା ସତ ୧୦୦% କଥା...

  • @Kichi-Nua234
    @Kichi-Nua234 Месяц назад +1

    ଗୁଣି ଗାରେଡି ରେ କଣ ଦଫା ଅଛି

  • @arunamohanty2986
    @arunamohanty2986 Год назад

    Yes thi is truth i am feeling

  • @bhagyabanmahalik7449
    @bhagyabanmahalik7449 Год назад +3

    ଯେ ପର୍ଯ୍ୟନ୍ତ ଏହାର କିଛି ସମାଧାନ ନ ହୋଇଛି ଆମ ପିଲା ଠିକ୍ ନ ହୋଇଛି ସେ ପର୍ଯ୍ୟନ୍ତ ଆମ୍ଭେମାନେ ଏମିତି ତା ଘରକୁ ଘେରାଉ କରିବୁ ଏବଂ ଦରକାର ପଡ଼ିଲେ ଏହି ଗ୍ରାମରୁ ବହିସ୍କ୍ରୁତ କରିବାବକୁ ପଛାଇବୁନି।

    • @Sahujiten648
      @Sahujiten648 Год назад

      A bhai emiti loka ku ati torture kariba thik nuha bhala se samadhan karidia nahele pare problem heba reality eta raga re decision neba thik nuha .....
      Dahani bali ki chi chi thu thu karani
      Taku normal human being karibaku try kara brain wash kari ki se lady ra baki torture kara nahin

    • @sabitabage2841
      @sabitabage2841 Год назад

      ଏକ ଅନ୍ୟ କହିବା ଆଗରୁ ନି ଜ କୁ ମଧ୍ୟ ଦେ ଖ

    • @MeteraBabu143
      @MeteraBabu143 Год назад

      ଆରେ ଭଲ ଶିକ୍ଷିତ ଡକ୍ଟର ପାଖରେ ନିଅ ତମର ପିଲା ଠିକ ହେଇଯିବ ଗୁଡ଼ି ଗାରେଡ଼ି ରେ ବିଶ୍ୱାସ କରନି ତା କୁ ଶୀଘ୍ର ମନୋବୈଜ୍ଞାନିକ କୁ ଦେଖା ଅ

  • @GD1234jjk
    @GD1234jjk Год назад +1

    ଆମ ଗାଁ ରେ ଡାହାଣୀ ପ୍ରବଳ ମାତ୍ରା ରେ ଅଛନ୍ତି ମୁଁ ଯାତ୍ରା ଦେଖିବାକୁ ଯାଇଥିଲି ଆଉ ମୁଁ ଏକା ରାତି 1.50 time ରେ ଫେରୁଥିଲା ବେଳେ ୩ଜଣ ମାଇକିନା ଆଉ ଜଣେ ପୁରୁଷ ଦେଖିଲି ଆଉ ଠିକ ନିଆ ଭଳୀ ମ ଆଡକୁ ଆସୁଛି ମୁଁ ଲେଙ୍ଗେଲା ହଇ ସାଇକଲ ଜୂର୍ ମାଡ଼ି ପହଞ୍ଚି ଗଲି ଘରକୁ ଆଉ ଫୁଙ୍କା ଫୁଙ୍କି କଲି କଲିଜା attack'କରିବେ

  • @bimalhansdah3927
    @bimalhansdah3927 Год назад +2

    ଯିଏ କରିଛି ସିଏ ଯଦି ଡାକ୍ତରଖାନ ନବ ନିଶ୍ଚୟ ଭଲ ହେଇଯିବ।

    • @lombudharmajhilombudharmaj3342
      @lombudharmajhilombudharmaj3342 Год назад +1

      Hn .SE chalaki pa sabujani6i .guni garediku mun bi biswasa kare asabuku mun ange livau6i Sabu bele . Doctor medicine kichhi Kama Kare Nahin.pooja kale thik hua.

    • @shibarana6535
      @shibarana6535 Год назад

      ଗୁଣି ଗାରେଡ଼ି କରିଥିବା ଲୋକ ହିଁ କେବଳ ସେଇ ଗୁଣି ତନ୍ତ୍ର ସାଧନା ଦ୍ଵାରା ଠିକ୍ କଲାପରେ ଡ଼ାକ୍ତରୀ ଔଷଧ କାମ କରିବ ନଚେତ୍ କୌଣସି ଡ଼ାକ୍ତର ବିଜ୍ଞାନ ଜରିଆରେ ଭଲ ହେବ ନାହିଁ।

  • @Madhaba_Dora
    @Madhaba_Dora Год назад +5

    ଯେଉଁମାନେ ଗୁଣିଗାରେଡି ପ୍ରତି ବିଶ୍ଵାସ ଅଛି 😋 !!!!??👍

  • @ankitsabar5081
    @ankitsabar5081 Год назад +8

    କିଏ କହିଲା ଗୁଣି ଗାରେଡି ଗୋଟିଏ ଅନ୍ଧ ବିଶ୍ୱାସ . ଠିକ ଅଛି ଆଜି କାଲି ଯୁଗରେ କେହି ବିଶ୍ୱାସ କରିବେନି. ହେଲେ ମୁ
    ବି ଜଣେ ଶିଖିତ ଲୋକ .ମୁ ମଧ୍ୟ Science କୁ ବିଶ୍ୱାସ କରେ .କିନ୍ତୁ ଗୁଣି ଗାଣି କରିବା ଟା ମୁ ନିଜ ଆଖିରେ ଦେଖିଛି. ଗୁଣିଆ ଭୂତ କୁ ନଚାଉ ଥିଵାର ଦ୍ରୁଶ୍ଯ ଏଵଂ ମାଟିର ପୁତୁଲା ବଲି ଦେବାର ମୁ ନିଜ ଆଖିରେ ଦେଖିଛି

    • @gurusukri8021
      @gurusukri8021 Год назад +3

      Right bro mu bi educated but mi bi bisbas kara

    • @stylishsj5916
      @stylishsj5916 Год назад +2

      I'm science students but muvi biswas kare guni garedi ku mo saha v amiti Kichi heichi Mu nije janichi Moriba aagaru kmt Mu banchi gali......... Amiti gaon gahali re bahut huua....

    • @bijaysabar3111
      @bijaysabar3111 Год назад

      Kee Science poducho thome maane
      Guni garedi boli keechi naayie

    • @saraswatimahanta6808
      @saraswatimahanta6808 Год назад +2

      Hmm science kahuchi positive achhi mane negative achhi mu bi biswas kare😌

  • @somyaranjanbhoi6414
    @somyaranjanbhoi6414 Год назад +2

    ହେଥିର ଲାଗି ପାଟ ଶାର୍ଟ ଟିକେ ପଢ ବୋ 😂😂😂😂

  • @j.jcreation2522
    @j.jcreation2522 Год назад +1

    Bring education system in this area

    • @ramshree4332
      @ramshree4332 Год назад +1

      Kou education katha kahuchhanti...jouta kebala pustak bhitare simita....pruthibire asima gyana achhi.... black magic b gote knowledge....tome se bisayare kichhi janina ta mane aita to nue ki se knowledge exist karuni duniya re.....mote se bisayare knowledge nahi kuhantu exist karuni black magic kahibeni

  • @samirbehera4990
    @samirbehera4990 Год назад +111

    It is not a black look. It is reality. I feel it.

  • @tapukumarjena9522
    @tapukumarjena9522 Год назад +4

    Right 👍 sir Jay shree Ram jayguru

  • @ChandanPradhan-k7f
    @ChandanPradhan-k7f Год назад

    Very good

  • @mazalo02
    @mazalo02 Год назад +1

    Thik katha yeh bahi

  • @MohammadIsrar-ty2vy
    @MohammadIsrar-ty2vy Год назад

    Awesome ❤🎉💯👌👌👌👌

  • @educationforall486
    @educationforall486 Год назад +1

    ଏହା ହେଉଛି ସତ୍ୟ ଘଟଣା ଆଜ୍ଞା - ଆମ ଗାଁରେ ମଧ୍ୟ ହେଉଛି ଏମିତି କିନ୍ତୁ ପ୍ରତିବାଦ ର କଥା ଯେତେବେଳେ ଉଠୁଚି, ସେତେବେଳେ ପ୍ରଶ୍ନ ଉଠୁଚି ପୋଲିସ କଣ ଏହାକୁ ବିଶ୍ୱାସ କରିବ, ନା e ଜନସାଧାରଣ ବିଶ୍ୱାସ କରିବ। ନୋହେଲେ ଏମିତି ସତ ଘଟଣା ଘଟି ଯାଉଛି ଆଉ ଲୋକକୁ ମାରିଦେଉଛନ୍ତି

  • @ashisbehera7707
    @ashisbehera7707 Год назад +1

    Jaha helebi black magic achhi. Pila bele school re history book re padhithilu je Atharba veda re guni garedi achhi boli. Samaja re emiti b khatarnak loka achhanti 😡.

  • @akashsahoo4306
    @akashsahoo4306 Год назад +2

    Evil power can harm u but does not kill you as it is upon god

  • @suryabiswal8882
    @suryabiswal8882 Месяц назад +1

    Mnu bi padha lekha pila mo maa agaru thik thila..kichhi dina pare se mote bi chihni parila nai....au pegeli pari hela...doctor pakhaku neli report normal asila kichhi bi roga nai....goda ape fatijaye.....jetebele doctor roga bhala kariparile nai bhagwan nka pakhare thik hoigala ...jay shree ram🙏🏻🙏🏻🪔🪔🪔🪔🪔🙏🏻

  • @mnandinireddy553
    @mnandinireddy553 Год назад +1

    Ganjam dist gudipadar village re bahut gunigaridi hue,mo family Barbad karideichanti mo nija mousi bada gunia seyi village Ra sarapanch b Tara chela seyi village re only gunia Kari lokmanaku maridihanti aajikali kichi loko biswas karanti nahi kintu eta Sata mu nije feel karichi amaku jadi guni heithiba deha kharap hue hospital gale madya checkup karile kichi report asibani doctor b dariparanti nahi rogo kana heichi boli mo sahita heichi Moro bada bhai ku maridele mo life spoil karile mo mousi bada gunia ta se mo maa bapa ku gunia Kari pagala Kari Sabu money,house, property Sabu neigala Sabu neiki samasantak samane amaku beizzati karidela eyi odisha re ke amaku help karile nahi,police hau ki Village ra sarpanch hau Sabu choro nijara duty karibeni kintu amaku damki debe,mu media re Amara story Debi boli bahut janaku contact karile madya tv re telecast kareile nahi mote Justice milini,,etaku bodhe kuhanti ghor kaliyuga..mandir Jai Sabu munda maribe kasta re thiba lokaku help karibeni hazar paap kariki bhagban ku puja karibe karam kintu thikse karibeni,emiti hi sarvnash Heba eyi prutivi..

  • @rcdesikalakarofficial2152
    @rcdesikalakarofficial2152 Год назад +2

    ମେଡିକାଲ ନିଅନ୍ତୁ ଦୟାକରି.....

  • @jhonmallick72
    @jhonmallick72 Год назад +1

    Nice

  • @saritajena2793
    @saritajena2793 Год назад

    Hmm bhai

  • @greenodisha4560
    @greenodisha4560 Год назад

    Tantrik number miliba bhai ghare problem bahuti chalichi

  • @arjunkumartudu8027
    @arjunkumartudu8027 Год назад +6

    Likewise God exists so as evil 's black magic too exists n some evil nature people performs evil magic to disturbs good people for sake of their own goods, even to kills also.
    This evil magic cannot be curable by doctors too if not cure by ojha's Puja .

  • @daktarsing6085
    @daktarsing6085 Год назад +1

    ବାଳ ଯିଏ ବୁଝି ପାରୁନି ତାକୁ ବୁଜେଇବା ଦରକାର ନାହିଁ ତାକୁ ପିଟିକି ମାରିଦିଅ ତା ପରେ ଯାହା ହବ ଦେଖା ଯିବ

  • @PMDPMD9944
    @PMDPMD9944 Год назад

    Confuse--- hoi pare , na hoi pare

  • @sowmyapavan9959
    @sowmyapavan9959 Год назад +2

    Is this really 21st century ?

  • @TumeswarPatra-qq9vc
    @TumeswarPatra-qq9vc 6 месяцев назад

    ଏଇଟା ଶତକଥା ଜିଏ ଗୁଣିକରିଛି ଶିଏ ଶଳା ପୂଜ ହେଇକି ମରୁ କୁକୁର ଶଳା ଵଦମାସ୍ ଶଳା ହେ ଭଗବାନ୍

  • @ganeshkhatua8732
    @ganeshkhatua8732 Год назад +2

    ଗୁଣିଆ କରିବା ସତକଥା କାରଣ ସେ ମହିଳା ଜଣକ କହୁଛନ୍ତି ମୁଁ ନେଇକି ଭଲକରିବି ଏ ହାର କାରଣ କଣ

  • @hanumanbhakta788
    @hanumanbhakta788 Год назад +12

    😭😭jaha upre e prabha paduchi se hi janichi tara kana hauchi mu jete bele soi paduchi mo chati upare kie basi paduchi Bhai mo upare ek 2.barsa helani guni garedi helani medisinc khailani kete dactor dekhye lani ripto kichi baharuni mote mote mari debaku chauchnti semane 🙏 🙏🙏

    • @kjrdanceboyz8966
      @kjrdanceboyz8966 Год назад +3

      Mo soho bi emiti heithila ,,, Bohut puja patho kola pore jae thhik hela

    • @hanumanbhakta788
      @hanumanbhakta788 Год назад

      🙏Bhai apnka nbr diyantu mo upare masana prayog kari deichnti Bhai mote tike sahajya kara nahale.mote mariba upare kari deleni ratire soi paruni🙏

    • @Rohit39076
      @Rohit39076 Год назад

      @@hanumanbhakta788 Aita medical problem doctor dekha aita gote problem jane jane nku amiti hua ratire kia madi basila pari lage but aita medically problem. Please don't mind mu jaha janichi taha kahuchi

    • @sasmitabehera532
      @sasmitabehera532 Год назад

      Thik katha

    • @kjrdanceboyz8966
      @kjrdanceboyz8966 Год назад +3

      @@Rohit39076 Ame nohele murkha ki6i janinu 😂 Medical re ta report hnee bahare nai,,, mu face kori6i pora,,, Doctor ro mundo tino hei jaithila ,, seita bi Cuttack bodo medical re,,, Apono kn bhabuchanti 😂

  • @rasmitavlogs1
    @rasmitavlogs1 Год назад

    Bhala emiti ekagrata loka nkara 👍

  • @narendrapurty4418
    @narendrapurty4418 Год назад +2

    ଅଥର୍ବ ବେଦ ରେ ଗୁଣି ଗାରେଡ଼ି ଅଛି ସତ୍ୟ, ମନ୍ତ୍ରବିଦ୍ୟା ଅଛି ତନ୍ତ୍ରବିଦ୍ୟା ବି ଅଛି

  • @laxmimanimahali3308
    @laxmimanimahali3308 Год назад

    It is real i feel that😢😢

  • @dajibehera180
    @dajibehera180 Год назад

    Sata katha bhai

  • @seemabagarty9815
    @seemabagarty9815 Год назад +1

    Village re guni garudi really exist

  • @bhumi7331
    @bhumi7331 Год назад +16

    Black magic is real, work out during the unfortunate time

  • @amarbagh5286
    @amarbagh5286 Год назад

    It is really

  • @jemesrinku9391
    @jemesrinku9391 Год назад

    ଗୁଣି ଗାରେଡ଼ି ନା ବାଳ ସେ ସବୁ କିଛି ନାହିଁ । ସବୁ ମିଛ କଥା।

  • @jagannathbagh8636
    @jagannathbagh8636 Год назад +2

    Ghatana sata amiti heichi mo bapa vi ae pari medicin vi kichi kamakalani aau bapa exp heigale mara mgh ku 10month bulei bulei jibana rarideli bapa ra. I LOVE YOU BAPA JIYE AE KAMAKARICHI TAKU TA NICHYA MARIBI TAGHARA PASIKI A SABUGHATANARA KARANA *JAMI BADI PAE *

    • @jagannathbagh8636
      @jagannathbagh8636 Год назад +1

      Kintu police akathaku andha biswas kare ghatana kintu sata.10masa haspital bulei bulei kichi medison kamakalani doctor v aacharya hoegale. Dr.pacharile tume vala tantrik ku dhara kahile guniaa . Akama kalapare valaheigale dekhile satru loka valaheigala kahiki aau tharake kamakariki jibana neigale.I LOVE YOU BAPA MY JAAN .

  • @jharjhuricreations7524
    @jharjhuricreations7524 Год назад

    ଗୁଣି ଗାରେଡି ବିସ୍ଵାଶ ଯଦି ଦୁନିଆରେ ନାହିଁ, କଣ ପାଇଁ ମନ୍ଦିର ରେ ପୂଜା କରୁଛନ୍ତି, ପୁରୀରେ ଜଗନ୍ନାଥ ଙ୍କ ରଥ ଟଣା ହେଉଛି, ଏ ସବୁ କଣ ଅନ୍ଧ ବିସ୍ଵାଶ

  • @rameshrout6506
    @rameshrout6506 Год назад +7

    ସତ, କଥା,

  • @rajeshbehera8116
    @rajeshbehera8116 Год назад +3

    Debate karajau PRATHANA TV O SIDHHARTH BHAKTI TV re kan eha SATYA na Mithya au Tahale MAHA PRABHU PARAMATMA AU SRUSTI KARTA NIYATI AU BIDHATA SARVESWAR Bisayare Abagata karantu....

  • @atulyaray4203
    @atulyaray4203 Год назад

    ଭାଇମାନେ ଶେଗୁଣିଆକୁକହୀଵମତେଗୁଣୀକରୀଵ

  • @sgesports69
    @sgesports69 Год назад +2

    ଏସବୁ ଅନ୍ଧବିଶ୍ୱାସ 🤫

  • @anitagouda2141
    @anitagouda2141 Год назад +1

    Sata katha guni garedi achhi mu janichi mate bi guni karithile bahut kastare banchichhi

  • @dameswarbhoi7294
    @dameswarbhoi7294 Год назад

    Doctor କୁ ଦେଖାଅ

  • @Gtr_Chixxuz_ff
    @Gtr_Chixxuz_ff Год назад +1

    Focus on science, and believe on god , But don't focus on guni garedi and don't focus this on matter

    • @tkart1402
      @tkart1402 Год назад

      Obha o besi english chhod ni. Bhagaban ku kanpain believe karibu kahunu jadi bhagwaan ku maniba ta guni garedi ku bi manibaku podiba. Nahe le kahaku maniba nahi. Science can't proof everything