ରାସ୍ତାରେ ଯାଉଥିବା ବାଇକକୁ ରଖେଇ ବସରୁ ଯାତ୍ରୀଙ୍କୁ ଟାଣିଟାଣି ଉଦ୍ଧାର କରିଛି | Cuttack bus accident

Поделиться
HTML-код
  • Опубликовано: 18 сен 2024
  • ରାସ୍ତାରେ ଯାଉଥିବା ବାଇକକୁ ରଖେଇ ବସରୁ ଯାତ୍ରୀଙ୍କୁ ଟାଣିଟାଣି ଉଦ୍ଧାର କରିଛି | Cuttack bus accident
    #latestnews #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 350

  • @travelwithsoumyaranjan5392
    @travelwithsoumyaranjan5392 11 месяцев назад +220

    ଡ୍ରାଇଭର ଙ୍କୁ ଧନ୍ଯବାଦ ଦିଅନ୍ତୁ ଏତେ ପ୍ରଶ୍ନ କାହିଁକି ପଚାରୁଛନ୍ତି

  • @rabindrakumarmohanty9415
    @rabindrakumarmohanty9415 11 месяцев назад +91

    ସେ ଯାହାଵି ହେଉ ଭଗବାନ୍ ସମସ୍ତ ଙ୍କୁ ଵଞ୍ଚାଇ ଦେଇ ଅଛନ୍ତି।ଜୟ ଜଗନ୍ନାଥ।

  • @suchitrasathapathy8592
    @suchitrasathapathy8592 11 месяцев назад +81

    କୋଟି ଦଣ୍ଡବତ ପ୍ରଭୁ ଜଗନ୍ନାଥଙ୍କୁ 🙏🙏🙏🙏ଗୋଟେ ବଡ ଦୁର୍ଘଟଣାରୁ ଜୀବନ ରଖିଦେଲେ ପ୍ରଭୁ 🙏🙏🙏

  • @rashmiranjan286
    @rashmiranjan286 11 месяцев назад +84

    ଡ୍ରାଇଭର sir ଙ୍କୁ ହୃଦୟରୁ namaskar, ଏଇ ଡ୍ରାଇଭରକୁ ସରକାର ଓ ପବ୍ଲିକ ସାହସିକତା ର ଆୱାର୍ଡ଼ ଦେବା କଥା ।

  • @UpendraKumarBehera
    @UpendraKumarBehera 11 месяцев назад +39

    ଡ୍ରାଇଭର ଭାଇଙ୍କୁ ଧନ୍ୟବାଦ, ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।
    ଜୟ ଜଗନ୍ନାଥ

  • @Deuli.vlog-7199
    @Deuli.vlog-7199 11 месяцев назад +91

    ଜୟ ଜଗନ୍ନାଥ ଓଡିଶା ଡ୍ରାଇଭର ମହାସଙ୍ଘ ଦିଲ ସେ ସୌଲୁଟ ଭାଇ ତୁମର ସଂଘର୍ଷ

  • @babunamallick5594
    @babunamallick5594 11 месяцев назад +95

    ରଖେ ହରି ତ ମାରେ କିଏ, ଜୟ ଜଗନ୍ନାଥ🙏ପ୍ରଭୁ

    • @Beaware4208
      @Beaware4208 11 месяцев назад

      ​@rojalinnaik9145tike laja achhi ???

  • @DEEPANKAR_SINGH99
    @DEEPANKAR_SINGH99 11 месяцев назад +47

    ସାଧାରଣ ଧକା ହେଲେ ଡ୍ରାଇଭର ମାନେ ଖସି ପଳେଈ ଯାଆନ୍ତି କିନ୍ତୁ ଏ ଡ୍ରାଇଭର ଙ୍କୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ମା ଡାରିଣୀ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

  • @JJO761
    @JJO761 11 месяцев назад +65

    Salute driver bhai 🙏🙏 God bless you all ways 😊😊😊

  • @prakashpanda-811
    @prakashpanda-811 11 месяцев назад +54

    Good driver jai jagannath

  • @bijanbasinisahoo3746
    @bijanbasinisahoo3746 11 месяцев назад +39

    Bhala driver please taku cooperation miliba darkar

  • @user-hv3tn9tm1t
    @user-hv3tn9tm1t 11 месяцев назад +34

    Driver ର ଉପସ୍ଥିତ ବୁଦ୍ଧି ଯୋଗୁଁ ଯାତ୍ରୀ ଗୁଡିକ ବଞ୍ଚିଗଲେ

  • @jayantakumarmuduli1247
    @jayantakumarmuduli1247 11 месяцев назад +44

    ଲୀଳାମୟ ର ଲୀଳା ସବୁ ତୁମରି ଇଛା ପ୍ରଭୁ

  • @bhimasennaik2169
    @bhimasennaik2169 11 месяцев назад +37

    ଡ୍ରାଇଭର ଙ୍କୁ ପ୍ରଥମେ respect କରନ୍ତୁ ତା ପରେ ପର୍ଶ୍ନ ପଚାରିବେ

  • @kshyamakarmahanta2256
    @kshyamakarmahanta2256 11 месяцев назад +15

    Driver ଭାଇଙ୍କୁ ଧନ୍ୟବାଦ ତାଙ୍କୁ ସାହସିକତା ର ପୁରଷକାର ଦିଆଯାଉ ।

  • @sujatabhutia6421
    @sujatabhutia6421 11 месяцев назад +35

    Great driver

  • @SubodhPradhan-te3zw
    @SubodhPradhan-te3zw 11 месяцев назад +40

    Driver bhaai bahut bhala loka nahele gaadi chhadi palaaithhanta

  • @pabitranath5075
    @pabitranath5075 11 месяцев назад +50

    Driver ra kichi vul nahi se olta loko manaku udhara karichi

  • @manoramasahoo4582
    @manoramasahoo4582 11 месяцев назад +15

    ଡ୍ରାଇଭର ଙ୍କୁ ଧନୟବାଦ ❤🙏🙏🙏

  • @Twins_Lifestyle
    @Twins_Lifestyle 11 месяцев назад +8

    ଭଲ ଡ୍ରାଇଭର.....ତାଙ୍କୁ ହଇରାଣ କରନି ଏମିତି ସେମିତି ପ୍ରଶ୍ନ ପଚାରି ହଇରାଣ କରନ୍ତୁ ନାହିଁ... ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଦୁର୍ଘଟଣା ରୋକିବା ପାଇଁ ଆଉ ଯାହା ପାରିଛନ୍ତି କରିଛନ୍ତି ବି... ଜୟ ଜଗନ୍ନାଥ 🙏🙏🙏🙏🙏

  • @pankajinipanda8710
    @pankajinipanda8710 11 месяцев назад +10

    ଡ୍ରାଇଭର ଭାଇ ଙ୍କୁ ଧନ୍ୟବାଦ 🎉🎉🎉

  • @Englishadda969
    @Englishadda969 11 месяцев назад +6

    Tq sir great job you are also simple man God giving you more blessing

  • @garib788
    @garib788 11 месяцев назад +15

    Driver ur a hero

  • @geetanjalibishwal2637
    @geetanjalibishwal2637 11 месяцев назад +17

    Jaya jagannath 🙏🙏

  • @abinashtarai6067
    @abinashtarai6067 11 месяцев назад +14

    My respect for the driver : 📈

  • @Bapi636
    @Bapi636 11 месяцев назад +11

    Jay Jagannath jay driver ma hasangha💯💯💯🙏🙏🙏

  • @priyankajena5184
    @priyankajena5184 11 месяцев назад +6

    Driver vai apanku salute .apana jatrinkara jiban bancheidele

  • @harihardhal1974
    @harihardhal1974 11 месяцев назад +10

    Gadi katha kahihebni jagannath rakhaya karichhanti

  • @RanjanKumar-wj9ye
    @RanjanKumar-wj9ye День назад

    ଧନ୍ୟବାଦ ଡ୍ରାଇଭର ଭାଇଙ୍କୁ ଯାହା ହଉ କାହାରି କିଛି ହୋଇନାହିଁ ଜୟ ଶ୍ରୀ ଜଗନ୍ନାଥ

  • @Sana143
    @Sana143 11 месяцев назад +3

    A news ବାଲା କଣ ଏମିତି ପ୍ରଶ୍ନ ପଚାରୁଛି ମୋ 😡😡👺ଗାଡ଼ି କଥା କଣ କହିହେବ କେତେବେଳେ କଣ ଘଟିବ 👺👺👺👺👺👺👺

  • @laxmidharsahoo2431
    @laxmidharsahoo2431 11 месяцев назад +1

    ମା ଚର୍ଚ୍ଚିକାଙ୍କ ଆଶୀର୍ବାଦରୁ ଏତେବଡ଼ ଅଘଟଣ ରୁ ରକ୍ଷା ମିଳିଲା , ଜୟ ଜଗନ୍ନାଥ...

  • @deepakranjankhilardeepak3655
    @deepakranjankhilardeepak3655 11 месяцев назад +1

    👍👍👍 bhai very good loka nka jiban rakhe dela tame

  • @prasantapanda1703
    @prasantapanda1703 11 месяцев назад +6

    ଡ୍ରାଇଭରଙ୍କୁ ଧନ୍ୟବାଦ ଦିଅ ସେ ହଡ଼ବଡ଼ ନହେଇ ବ୍ରେକ ମାରିକି ରଖିଛନ୍ତି, ମନ୍ତ୍ରୀ ବିଧାୟକଙ୍କ କଥା ଛାଡ ଜଣେ ପୋଲିସ କନେଷ୍ଟବଳ କୁ ଯଦି ଏମିତି ପ୍ରଶ୍ନ ପଚାରି ପାରିବୁ ମୁଁ ଜାଣିବି ତୁ ଠିକ ସାମ୍ବାଦିକ, ବର୍ତମାନ ଡ୍ରାଇଭର ମନ କଣ ହେଉଥୁବ ତାକୁ ଏମିତି କଥା ହେଉଛି

    • @nilu143
      @nilu143 11 месяцев назад

      ଭାଇ ଆମ ସାମ୍ବାଦିକ ଭାଇମାନେ କଟା ଘା ରେ ଚୂନ ଲଗେଇଲା ଭଳି ପ୍ରଶ୍ନ କରୁଛନ୍ତି, ଓଡିଶା ଡ଼୍ରାଇଭର ମହାସଂଘ ଜିନ୍ଦାବାଦ, ଜୟ ଜଗନ୍ନାଥ

    • @prasantapanda1703
      @prasantapanda1703 11 месяцев назад

      ​@@nilu143ମୋ କହିଥିବା କଥା ତମେ ଅନ୍ତରରୁ ବୁଝି ଥିବାରୁ ଧନ୍ୟବାଦ, ତମେ ନିଜେ ଦେଖ ସେ ସାମ୍ବାଦିକ ପଚାରୁଛି କେତେଜଣ ସ୍ତ୍ରୀ ଲୋକ ଥିଲେ, କଣ ସେ ଡ୍ରାଇଭର ସ୍ତ୍ରୀ ଲୋକଙ୍କୁ ଗୋଟି ଗୋଟି କରି ଗଣିଥିଲା, ସେ ସାମ୍ବାଦିକର ସ୍ତ୍ରୀ ଲୋକ ପ୍ରତି ଟିକେ ଦୁର୍ବଳତା ଅଛି ବୋଧେ

    • @krushnamohansahoo5633
      @krushnamohansahoo5633 11 месяцев назад

      ​@@nilu143ଆମ ସାମ୍ବାଦିକ ହେଲେ ଏକ ନମ୍ବର ଝାଟିଆ, ସ୍ଥାନ,କାଳ , ପାତ୍ର ତାହା ତାଙ୍କୁ ଜଣା ନାହିଁ।ଖାଲି କେମିତି କ'ଣ ହେଲା ଆମକୁ କୁହ।

  • @JJO761
    @JJO761 11 месяцев назад +4

    Salute Bhai manaku God bless you all ways 🙏🙏🙏🙏🙏🙏

  • @mrdamodar2933
    @mrdamodar2933 11 месяцев назад +1

    ମିଡ଼ିଆ ଭାଇ ମାନଙ୍କୁ ଏତିକି ମୋର ଅନୁରୋଧ.... ଗାଡି ଚାଳକ କେବେବି ଜାଣିଶୁଣିକି ଏଭଳି ଭୁଲ କରନ୍ତି ନାହିଁ... ସତରେ ଏହି driver ଙ୍କୁ ମୋ ହୃଦୟ ତରଫରୁ ଧନ୍ୟବାଦ ଜଣାଇବି ସେ ନିଜେ ସାହାସ କରି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କର ପ୍ରାଣ ବଞ୍ଚାଇଲେ....ମିଡ଼ିଆ ଭାଇ ମାନେ ଅଧିକ କଥା ପଚାରନି ପଚାରନି

  • @sulochanadas1229
    @sulochanadas1229 11 месяцев назад +16

    Jou driver luchiki paleiba tara kichhi kariparibeni ye media wala jie achhi taku kemiti question karichhanti

  • @shyamsundargagarai5300
    @shyamsundargagarai5300 11 месяцев назад +1

    ଡ୍ରାଇଭର ଙ୍କୁ ଧନ୍ୟବାଦ..

  • @budhanathpradhan7059
    @budhanathpradhan7059 11 месяцев назад +2

    Jay Jagannath Swami

  • @AngryBirds2-p4k
    @AngryBirds2-p4k 11 месяцев назад +1

    Driver Bhai Bahut Bhala Luko ❤❤❤

  • @sanatan-ci1pr
    @sanatan-ci1pr 11 месяцев назад +4

    thank you bro

  • @sasmitamohanty9060
    @sasmitamohanty9060 11 месяцев назад +2

    Salute salute salute to the driver bhai

  • @abhilashapanda3810
    @abhilashapanda3810 11 месяцев назад +32

    Driver ta kichi dosa nahin auu na hin se mada piichi

  • @Reenabehera0
    @Reenabehera0 11 месяцев назад +1

    Driver bhai nku mora bhumista pranam aji tankara present mind jogu au samasta help bhai mananka jogu samasta jatri udhara paile❤❤🙏🙏🙏🙏🙏🙏🙏🙏🙏🙏🙏🙏🙏😭😭😭😭😭😭😭👍👌👍👌🌹✨🌼💕🙏♥️💕🌹👌👍👍👌✨🌼🌼♥️🙏

  • @santosh2058
    @santosh2058 11 месяцев назад +2

    କେବେହେଲେ ଜଣେ ଡ୍ରାଇଭର ଜୀବନ ନେବା ପାଇଁ ଚାହେନି,ଜୟ ଜଗନ୍ନାଥ

  • @chandrasekharsanta-bj2ux
    @chandrasekharsanta-bj2ux 11 месяцев назад +1

    ବ୍ରିଜ ଆଉ ଗଡ଼ାଣିଆ ଘାଟି ପାଖରେ ଦୟାକରି ଗାଡି ଧୀରେ ଚାଲନ୍ତୁ 🙏

  • @sudiptacharles5174
    @sudiptacharles5174 11 месяцев назад +4

    Honest driver 🙏🙏🙏🙏

  • @raghunathduari563
    @raghunathduari563 8 дней назад

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ ତୁମେ ହିଁ ସାର୍ବଭୌମ ମି

  • @MamtaCuttack
    @MamtaCuttack 11 месяцев назад +2

    Iswar ku koti pranaam.

  • @jenamanipatel4105
    @jenamanipatel4105 11 месяцев назад +8

    Jay maa tarni rakhsya kale maa samastanku..jay jagarnbstha 🔵❗🔵

  • @satyanandasahoo4152
    @satyanandasahoo4152 11 месяцев назад +1

    ଧନ୍ୟବାଦ ସହ ନମସ୍କାର ଜୟ ଜଗନ୍ନାଥ ଆଜି ଓଡିଶା ଡ୍ରାଇଭର ମହାସଂଘ ସମସ୍ତ ଡ୍ରାଇଭର ଭାଇମାନଙ୍କୁ ପୂଜା ପାଇଁ ଫୁଲଟିଏ ଆଜି ଓଡିଶା ଡ୍ରାଇଭର ମହାସଂଘ ସାଜିଛନ୍ତି ଜନତା ମାନଙ୍କ ଭଗବାନ ନମସ୍କାର ଜୟ ଜଗନ୍ନାଥ 🙏🙏🙏

  • @pritikantmahankuda8988
    @pritikantmahankuda8988 11 месяцев назад +1

    Tq so much odisha driver mahasangh paribara sadasya guru🙏🙏🙏🙏🙏🙏🙏🙏🙏🙏👌👌👌👌👌👌👌👌👌👌👌💐💐💐💐💐💐💐💐💐💐💐

  • @sarojinipradhan3096
    @sarojinipradhan3096 11 месяцев назад

    salute bhai tamaku. tama jogu bahut mulyaban jibana banchigala.

  • @Itz_royal_dipun
    @Itz_royal_dipun 11 месяцев назад +3

    କିଏ ଆକୁ ରିପୋର୍ଟ ର କରିଛି କହିବାରେ ଶୈଳୀ ଶିଖିନି.. ଆଗରୁ ଜାଣିଥିଲା ଗାଡି ଖରାପ ବୋଲି ସେ ଡ୍ରାଇଭର... ସେ କଣ ପାଗଳ କେତେବେଳେ କଣ ହବ କିଏ କହିବ ଭାଗବାନ ଙ୍କୁ ଧନ୍ୟବାଦ ଯେ କାହାର କିଛି ହେଇନି

  • @gouragoura8412
    @gouragoura8412 8 месяцев назад +1

    Jai jagannath guru

  • @user-ls4er3yo6p
    @user-ls4er3yo6p 11 месяцев назад +1

    Jay Jagannath

  • @pt____raj8496
    @pt____raj8496 11 месяцев назад +1

    ଭାଇ ଆପଣଙ୍କୁ ମୋର କୋଟି ପ୍ରଣାମ, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଉ ଆଣଙ୍କ ପରିବାରକୁ ସବୁବେଳେ ଖୁସିରେ ରଖନ୍ତୁ.

  • @simarikapati9634
    @simarikapati9634 11 месяцев назад

    Driver Bhai apananku bahut bahut dhanyabad🙏🙏

  • @liturout8731
    @liturout8731 11 месяцев назад +3

    Give award to this man🥰

  • @rabindrasahu2083
    @rabindrasahu2083 11 месяцев назад +3

    Jay Shree Jagannath 🙏🙏

  • @allijalakra5831
    @allijalakra5831 11 месяцев назад +2

    Praise the Lord

  • @skkhuntia7901
    @skkhuntia7901 11 месяцев назад +9

    Jaya jaganntah maprabhu bharasa 🙏🙏🙏🙏🙏🙏🙏🙏🙏🙏🙏🙏🙏🕉️🕉️

  • @ddinnamazu7919
    @ddinnamazu7919 11 месяцев назад

    Very good deiver

  • @goodmorningodisha8642
    @goodmorningodisha8642 11 месяцев назад

    Koti koti pranam brabhu Jagannath

  • @prashantasethi9922
    @prashantasethi9922 11 месяцев назад +4

    Jay jagannath 🙏🙏🙏

  • @nirmalajena3026
    @nirmalajena3026 11 месяцев назад +2

    Salute driver

  • @sukantigomango4636
    @sukantigomango4636 11 месяцев назад

    Driver bhain ku more God bless you

  • @sushilkalyani9190
    @sushilkalyani9190 11 месяцев назад +2

    Salute the driver bhai❤🙏🙏🙏🙏🙏🙏🙏

  • @dhaneswarmallik8150
    @dhaneswarmallik8150 11 месяцев назад +3

    Jay jagannath Jay jagannath Jay jagannath 🙏🌺🙏

  • @biswapriya9653
    @biswapriya9653 11 месяцев назад +1

    Thanks god

  • @balaramkandiki5181
    @balaramkandiki5181 11 месяцев назад +1

    Jai jagannath 🙏 driver bhai man nku❤❤

  • @Rajashree-Life
    @Rajashree-Life 11 месяцев назад

    Thanks driver bhai God bless you

  • @bhabani8748
    @bhabani8748 11 месяцев назад +3

    Jay Jagannath🙏🙏🙏🙏🙏prabhu rakhya koro...🙏🙏🙏🙏🙏

  • @manasjena3654
    @manasjena3654 11 месяцев назад

    Driver vainku bahut dhanyawad

  • @sritamlipu7470
    @sritamlipu7470 11 месяцев назад

    Thanks daibhar Bhai

  • @ChandanBehera-wc7cf
    @ChandanBehera-wc7cf 5 месяцев назад

    Driver bhai ku thanks ❤❤

  • @sanjuktatripathy5338
    @sanjuktatripathy5338 11 месяцев назад

    Yebhali question karantini God bless you chalaka mahasaya prabhu Jagannath aapananku 100 Barsha aayusha diyantu

  • @aryaagrotech
    @aryaagrotech 11 месяцев назад

    Dhanyawad draiver 🎉

  • @lalitmohanmishra3561
    @lalitmohanmishra3561 11 месяцев назад +1

    This Driver is a good person 👌👌👌

  • @mangatasing1305
    @mangatasing1305 11 месяцев назад

    Thank you Driver Bhai👍👍

  • @krupasindhubeherakrupasind5906
    @krupasindhubeherakrupasind5906 11 месяцев назад

    Driver bhai nku dhanyabad dea

  • @sudhanyakumohanty
    @sudhanyakumohanty 11 месяцев назад +2

    Jay Jagannath 🙏🙏🙏🙏

  • @sanjeebkumarsahoo5132
    @sanjeebkumarsahoo5132 11 месяцев назад

    ଡ୍ରାଇଭର ଭାଇ👌🙏

  • @satyanarayanbadi8508
    @satyanarayanbadi8508 11 месяцев назад

    Driver bhai ଧନ୍ୟବାଦ diantu

  • @purtystar1434
    @purtystar1434 11 месяцев назад

    Thank you drive bhai

  • @birendrabag6775
    @birendrabag6775 11 месяцев назад

    Thanks God.. Thank driver...

  • @lipunsamal7005
    @lipunsamal7005 11 месяцев назад +1

    Great driver 🤗💙

  • @dinabandhumallick2780
    @dinabandhumallick2780 11 месяцев назад +1

    ଶଳା ମାଈପ କେତେ ଅଣ୍ଡିରା କେତେ.. କଣ ଡ୍ରାଇଭର ଗଣିକି ପୁରୋଉଚି... ନା କଣ୍ଟକ୍ଟର ଗଣିକି ପୁରୋଉଚି.... ଫାଲତୁଗିଆ ପ୍ରଶ୍ନ ପଚାରୁଚୁ....

  • @eloradas313
    @eloradas313 11 месяцев назад

    Thank you driver bhai

  • @SomyaCreation310
    @SomyaCreation310 11 месяцев назад

    Jay Jagannath bhai

  • @SKNAIK-kv8ls
    @SKNAIK-kv8ls 11 месяцев назад

    ଗାଡ଼ିରେ ନିହାତି କିଛି ଅତି ପୂନ୍ୟବାନ ଲକ ଥିଲେ... ଯାହା ଏହି ଚମତ୍କାର ର କାରଣ

  • @techyiclips
    @techyiclips 11 месяцев назад +1

    କେତେ ପୁରୁଷ କେତେ ମହିଲା ଆଉ ପଚାର କେତେ ଛୁଆ ଥିଲେ ପଚାରିପାରିଲନି ସମ୍ବଦିକ ଭାଇ

  • @sunilgouda2225
    @sunilgouda2225 11 месяцев назад

    Good driver Jay Jagannath

  • @jitendranathsahoo847
    @jitendranathsahoo847 11 месяцев назад

    Jay jagannath swami

  • @user-on1bo7rm7w
    @user-on1bo7rm7w 11 месяцев назад

    Thanks driver Bhai

  • @sanatanpradhan251
    @sanatanpradhan251 11 месяцев назад +1

    Jay jagannath

  • @somanathdehury7872
    @somanathdehury7872 11 месяцев назад

    Jai Shree Jagannatha 🙏🙏🙏😢

  • @brahmananda9787
    @brahmananda9787 11 месяцев назад +3

    ମାଇପି କେତେ ମରଦ କେତେ...... କି question be😂😂😂

    • @purnadas6840
      @purnadas6840 11 месяцев назад

      Khali marada thile ...reporter seithi camera band Kari deithanta

  • @itsbarashayoutube1746
    @itsbarashayoutube1746 11 месяцев назад

    Good Driver bhai

  • @gameringaming5622
    @gameringaming5622 11 месяцев назад

    ଜୟ ଜଗନ୍ନାଥ

  • @mcprasantakumarrana7619
    @mcprasantakumarrana7619 11 месяцев назад

    Prathame dvr ku thanks,