SBI ra bhul lagi aama acc clear Thai b aamaku mililani subhadra tanka. Mora acc clear achhi bt bank ru call asila jadi tume register na kara tebe subhadra tanka asibani mu bank gala pare semane e-rupee app download kale. Ta para dina dekhilu subhadra 1 tanka pathri chhanti seta transaction failed asichhi Sethi lagi kn ame daay ki. Au thare se acc re send karantu govt.
Angan badi didi tankara nija gharoi lokanka bhalabhabare frome fill up kari ki tara tara hoi online karidele, baki mananka bhul bhal kari filup kari chanti au anek jananka frome 17 tarik reaturn kari nije online karibaku kahichanti
କାହାକୁ କାହାକୁ କାଲି ସୁଭଦ୍ରା ଯୋଜନା ମିଳିନି ଲାଇକ୍ କର😢
Like na bala karibu 😊😡
Tu sabu vdo re comment karuchhu ,kama dama tu karuchhu naa nahni khali mobile kenchuchhu😅😅😅
ଶ୍ରୀ sis ତମେ ପାଇଲକି
@@sipunsahoo7724 chall😏
@@kumarpravatofficial3664 Tu sabu cmnt re reply karuchhu tu bi phone kenchuchu
ସବୁ ରାସନ ଜିନିଷ ବଢେଇ ଦେଉଛନ୍ତି 😢ଆଉ ଏଥି ସୁଭଦ୍ରା ଦଉଚନ୍ତି😂 ଆମ ଠାରୁ ନେଇକି ଆମକୁ ହିଁ ଦେଉଛନ୍ତି ନା କଣ ସୁଭଦ୍ରା 😂 କିଏ କିଏ ଏ କଥା ରେ ଏକମତ ଗୋଟେ ଲାଇକ କରନ୍ତୁ ❤👍
ସେ କଣ ବାପ ର ସମ୍ପତି ଦେଇ ଭିକାରୀ ହେବେକି
Thik kahila
ମାଗଣା ପାଉଛ ଖୁସି ଅଛ , ଦବ ସୁଦ୍ଧମୁଳ ସହ ଯଥା ତେଲ ଦର, ପରିବା ଦର ପେଟ୍ରୋଲ ଦର ବୃଦ୍ଧି ମଧ୍ୟମ ରେ ନେବେ ସରକାର
Already started
ଲାଞ୍ଚ ଦେଉଛି ମୋଦୀ, ଆଗାମୀ ନିର୍ବାଚନ ପାଇଁ। ପୁଣି ସେଇ ଟଙ୍କାକୁ ଜିଏସଟି ଲଗେଇ ଟାଣି ନେବ। ଏୟାତ ଚାଲ୍ ଆଉ
ଆରେ ଭାଇ ନେବେ କ'ଣ
ନବା ଆରମ୍ଭ ହେଇସାରିଲାଣି😂
@@dibyaranjan3454Hm Sato katha kahilo bhai 😢
Right
ଯଦି ଦେବାର ଅଛି ସମସ୍ତଙ୍କୁ ଦିଅ ନେହେଲେ ଫଳ ଓଲଟା ପାଇବା ସୁନିଶ୍ଚିତ
Tamara problem thiba na aasile se kan Karibe mara bi aasini kintu chup chap achi
😂😂
ଆବେଦନ ପୂର୍ବରୁ ଏଗୁଡା କହିବା କଥା @@sasmitadas8887
ସତ୍ କଥା
Right
ଏ କଣ କହିଛି ନିଜେ ବି ବୁଝପାରୁନାହିଁ କାହିଁକି ନା କାଲି କହୁଥିଲା ଯାହାକୁ ମିଳିନି ତାଙ୍କୁ ମିଳିବ ଏବେ କହୁଚି 2000 ଲୋକ ଙ୍କ ନା କଟି ଯାଇଚି ଥିକ ଅଛି ଯାହାର rejecte ହେଇଚି ତାକୁ ଚେକ୍ କରିବା ପାଇଁ ଲିଙ୍କ ଦିଅନ୍ତୁ ତମ ମାନଙ୍କୁ ଖାଲି ଚପଲ ମାଡ଼ ଦରକାର 😊
Reject list baharu
Dear madam, ଯଦି ଆପଣ ଙ୍କ ଚଉଦ ପୁରୁଷ ଙ୍କୁ ଗାଳି ରୁ ଉଦ୍ଧାର କରିବାକୁ ଚାହୁଁଥିଲେ ଯଥା ଶୀଘ୍ର ସମସ୍ତ ଙ୍କୁ poisa ଦିଅନ୍ତୁ ନୋହେଲେ ଶୁଣିବାକୁ ପ୍ରସ୍ତୁତ ରୁହନ୍ତୁ।।।
ତେଣିକି ଉପ ମୁଖ୍ୟମନ୍ତ୍ରୀ ହେଉକି ପ୍ରଧାନ ମନ୍ତ୍ରୀ କେହି ବାଦ୍ ପଡିବେ ନାହିଁ।।
Tru line
100%right 👍👍
100%right Sir 👍👍
ହଁ ଭାଇ ସୋଧ ବାଜ୍ୟ ଅଭଦ୍ର ମହିଳା.... ସବୁ pending ରେ ରଖି ନାଟକ କରୁଛି ଗୋଟେ.... ମନ ହଉଚି ୟକୁ ଜାବଡ ମାରିବାକୁ
ବିଜେଡି ଵାଲା କିରେ ତୁ, କାଳିଆ ଯୋଜନା ସମସ୍ତଙ୍କୁ ତ ମିଳୁନଥିଲା, କୁଜି ନେତା ମାନେ ଚେହେରା ଦେଖିକି ଦଉଥିଲେ,24 ବର୍ଷ ଭିତରେ ନବୀନର କିଛି ଖଣ୍ଡିଆ କରି ପାରିଲୁନି, ଏବେ ୟାଙ୍କର ଖଣ୍ଡିଆ କରିବାକୁ ଆସିଲା, ହଉ ଯଦି ଖଣ୍ଡିଆ କରିବ ତେବେ 2029 ଆସୁ ଦେଖିବା, ତାପରେ ରାହୁଲ ଖାନ ଶାସନ କରିବ, ସେ ବି ତାର ଅସଲ ରୂପ ଦେଖେଇବ..
ଶଳା ଏଠି ଲୋକ ଠିକ ନାହାନ୍ତି କୋଉ ସରକାର ଆସିଲେ ବାଳଟା ହେବ, ସମସ୍ତେ ଜାଣି ସାରିଲେଣି ଓଡ଼ିଆ ଲୋକ ମାଗଣା ଖାଇବାକୁ ବେଶୀ ପସନ୍ଦ କରୁଛନ୍ତି, ସେଥିପାଇଁ ଶିଳ୍ପ କ୍ଷେତ୍ର, କୃଷି, ଶୀତଳ ଭଣ୍ଡାର ଉପରେ ଧ୍ୟାନ ନଦେଇ ବାଳ ଯୋଜନା ସବୁ କରୁଛନ୍ତି..
Reject list ଯଥା ଶୀଘ୍ର ବାହାର କରାଯାଉ
Thik kahichhanti
ଠିକ୍ କହି ଛନ୍ତି ଭାଇ
Thhik kahichha vai
Right ame janiba darkar
Yes
ବିଜେପି, ଵାଲା ସବୁ ମିଛୁଆ ଟା, 25ଲକ୍ଷ 11 ଜଣ ଖାଲି ଭୋଟ ଦେଇ ଥିଲେ କୀ, ବାକି ମହିଳା କୁଆଡେ ଯିବେ, ମୁଁ ଭାବୁଛି ଆଉ ଦେବେନି ବୋଧେ, 2029 ରେ ଦେଖା ହେବ, ମୋ ବାଳ ଯୋଜନା, ଖାଲି ଲୋକଙ୍କୁ ହଇରାଣ କରୁଛ,
ଠିକ୍ କହି ଛନ୍ତି ଭାଇ
Right 👍
Thanks bro
💯💯💯👍👍👍👍👍
ମାଗଣା ଖିଆଟା କିରେ,ସରକାର ମାଗଣା ଦେଇ ଦେଇ ଓଡିଶାକୁ ଭିକ୍ଷାରୀ କରିଦେଲେ, ନବୀନ କାଳିଆ ଯୋଜନା ଦେଇକି କୃଷକ ମାନଙ୍କୁ ମଦୁଆ ସଜେଇଦେଲା, ଏବେ ସୁଭଦ୍ରା ଯୋଜନା ଦେଇକି ବିଜେପି ସରକାର ନାରୀ ମାନଙ୍କୁ ମର୍ଡେନ କରିବାକୁ ଚାହୁଁଛି..
ସେଥିପାଇଁ ମାଗଣା ଯୋଜନା ଉପରେ ନିର୍ଭର ନକରି ରାଜ୍ୟରେ ଶିଳ୍ପ, କାରଖାନା କେମିତି ହେବ ସେପ୍ରତି ଜାଗ୍ରତ ହୁଅ..
Rejected form check kemiti karibu...
Business man HUSBAND , CAR maintain କରୁଥିଲେ ବି ପାଇଛନ୍ତି, ଠିକ୍ ରେ ENQUIRY ହୋଇ ନାହିଁ😢😢
Jahar ta reject hoi6i kana semane kuadu form ani ki au thare apply karibe,se subidha madhya karajiba darkar
Reject list send karantu
😂
ସରକାର ଘୋଷଣା କଲେ 15 ତାରିଖ ଭିତରେ ଯୋଉମାନେ ଆବେଦନ କରିବେ ସେଇମାନଙ୍କୁ 17 ତାରିଖ ରେ ଟଙ୍କା ଦିଆଯିବ ହେଲେ 25 ଲକ୍ଷ୍ୟ 11 ଜଣକୁ ଦେଲ କଣ ହେଲା କାଇଁଅନ୍ୟ ମାନଙ୍କୁ ଦେଲନି
ତମ କଥା ବାର୍ତା ଠିକନାହିଁ
ଆଉ କେହିବି ବିଜେପି କୁ vote ଦେବେନି ଆଗକୁ 100%
ବଡ ଖୁସି ହଉଛି କେବେ 5 ହଜାର ଜୀବନରେ ଦେଖିନି ବୋଧେ, ଯାଇକି ଦେଇଦେବ ଯୋଉଠି ଆଳୁ ପିଆଜ ତେଲ ଡାଲି ବିକ୍ରି ହଉଛି, ସବୁ ତ BJP ରେଟ କରିଦେଲାଣି ଥରେ ଦେବ ଜୀବନ ସାରା ଲୁଟିବ ଏତିକି କେହି ବୁଝି ପାରୁନାହାନ୍ତି ଧିକ ଏହିଭଳି ସ୍ତ୍ରୀ ଲୋକଙ୍କୁ
Right
Right
ଲାଞ୍ଚ ଦେଉଛି ମୋଦୀ, ଆଗାମୀ ନିର୍ବାଚନ ପାଇଁ। ପୁଣି ସେଇ ଟଙ୍କାକୁ ଜିଏସଟି ଲଗେଇ ଟାଣି ନେବ। ଏୟାତ ଚାଲ୍ ଆଉ
Right
ଯାହାର riject ହେଇଚି ସେମାନଙ୍କ ଲିଷ୍ଟ ବାହାର କର.
ହଁ ତୁମେ ମାଗଣା ପାଉଛ ଆଉ ଖୁସି ହେବୁନି କେମିତି, ରସୁଣ 500,ସୋରିଷ ତେଲ 200 ରେ କିଣିଲା ବେଳେ ବି ଖୁସି ହେବ, ଜମା ମନ ଦୁଃଖ କରିବେନି ଭଉଣୀ ଆପଣ ଙ୍କର ଏମିତି ମାଗଣା ଖିଆ ଅଭ୍ୟାସ ପାଇଁ ଆମ ରାଜ୍ୟରେ ଆଜି ପ୍ରତି ପରିବାର ରେ ବେକାର ହୋଇ ପିଲା ବୁଲୁଛନ୍ତି l ସମୟ ଆସିଛି ମାଗଣା ନେବା ପରିବର୍ତ୍ତେ ଘରର ଶିକ୍ଷିତ ପୁଅଝିଅ ମାନଙ୍କୁ ଚାକିରୀ ଖଣ୍ଡେ ଦେବାକୁ ସ୍ୱର ଉତ୍ତୋଳନ କରିବାକୁ, ନହେଲେ 25ବର୍ଷ ସେମାନେ ମାଗଣା ଦେଇ ଧର୍ଷଣ, ଲୁଣ୍ଠନ, ଚୋରି, ଡକାୟତି ଯେତିକି ବଢ଼େଇଛନ୍ତି, ଏମାନେ ସେଇ ଧାରା କୁ ଆହୁରି ଆଗକୁ ନେଇଯିବେ, ବିକାଶ ର ଧାରା ବଦଳରେ....
ବେକାରୀ ସମସ୍ୟାର ସମାଧନ କରି ପିଲା ଙ୍କୁ ଗୋଟେ ଚାକିରୀ ଦେଇଥିଲେ ବୋହୁତ ଭଲ ହେଇଥାନ୍ତା
Badalare DYASS chumma. Debe
କୁଆଡେ ହଜିଗଲା ସେ ଦିନ, ଆମ ପ୍ରିୟ ମୋନମହୋନ ସଂ ପ୍ରଧାନମନ୍ତ୍ରୀ ଥିବା ସଯୟ। ଏ ଶଳା ଗୁଡାକ ଟାଉଟର,ଜୁମୁଲା ଗୁଡାକ, ଲୋକଙ୍କୁ ଖାଲି ଶୋଷଣ କରିଚାଲିଛନ୍ତି ୨୦୧୪ ଠାରୁ। ଶଳା ବେପାରୀ ଗୁଡାକ, ଦେଶକୁ ବିକ୍ରି କରି ସାରିଲେଣି
Bhai thick katha kahicha
ଲିଷ୍ଟ ବାହାର କରନ୍ତୁ | ଆମକୁ ଜଣାପଡ଼ୁ ନାହିଁ
ଟିକେ ଲୋକ ଲୋଚନକୁ ଆଣନ୍ତୁ ଲିଷ୍ଟ୍, ସମସ୍ତେ ଜାଣିବା ଦରକାର ,ମା କୁ ସମ୍ମାନ ଏବେ ଭଲସେ ପରିବର୍ତ୍ତନ କର😂😂😂
Thik kahicha
Jeu form reject hei6i...se mahila mane kemiti janibe...
ଆରେ ଭାଇ ସେଇ ଦୁଇ ହଜାର ମହିଳା ବିନା ରାସନ କାର୍ଡ ଧାରୀ ହୋଇ ଥିବେ ସେଇଟା ସରକାର ଲୋକ ଲୋଚନକୁ ନ ଆଣି କିଛି ଡ୍ରାମା ଓ ସିନେମା ଷ୍ଟୋରି ସୁଣାଉ ଛନ୍ତି
Right
୭୨ ରୁ ୧୧ କାଣା ଆଏ, ହେ ନାଟକୀୟ ଦୃଶ୍ୟ ବନ୍ଦ୍ କର ।
ଏଟି ତ ସବୁ ଥିଲା ଵାଲା କୁ ମିଳିଲା ପରି ଲାଗୁଛି, ନଥିଲା ଵାଲା କୁ ଦିଅ ହେ ସରକାର!!😂😂
ଆଗରୁ ଠିକ୍ କରାଯାଇଛି କାରଣ ସାମ୍ବାଦିକ video ଦେଖେଇବା ପାଇଁ ଏଟା
BJP ଦଳ ମିଛୁଆ। ଟଙ୍କା ନଦେବା ପାଇଁ ଏସବୁ କହୁଚି। 2000 କହୁଚି କିନ୍ତୁ 500000 ମହିଳା ମାନଙ୍କୁ ଦବନି। BJP ସରକାର କୁ ବାହାର କରାଯାଉ ଵୋଲି ମୋର ଓଡ଼ିଶା ବାସୀଙ୍କୁ ଅନୁରୋଧ ଓଡ଼ିଶା ରେ ରାଷ୍ଟପତି ଶାସନ ଚାଲୁ ଜୟ ଜଗନ୍ନାଥ। ଜୟ କିଶାନ ଜୟ ଯବାନ ଜୟ ଓଡ଼ିଶା
Right
Yes
😂😂😂😂😂😂😂😂😂😂
କେଉଁ କାରଣରୁ କଟିଯାଇଛି ଫର୍ମ tk ଜାଣନ୍ତୁ
କହିବାର କଥା ହେଲା ଲିଷ୍ଟ ଜରିହେଉ,ସାର୍ବଜନୀନ କରାଯାଉ
ସୁଭଦ୍ରା ଟଙ୍କା କଟିଯାଇଥିବା ୨୦୦୦ ମହିଳାଙ୍କ ସବିଶେଷ ବିବରଣୀ ପ୍ରକାଶ କରାଗଲେ ଭଲ ହୁଅନ୍ତା !
Reject list ku Declare karajau
BJP ଭକୁଆ ବନେଇ ଦେଲା
❤❤❤❤BHANDAMI❤❤❤❤❤❤❤❤
2000 nuhon 200000 rejected heichi kohibe khas ki amor mayurbhanj dist re 10% bhi milini
ପଇସା ଆଉ ନାହିଁ ଆମେ ଖାଇଦେଇଚୁ କହୁନ ଭୁଲ କଣ ପାଇଁ ହେବ ବେକାର କଥା କୁହନି 😡😡😡
ଗରିବମାନଙ୍କର ସୁଭଦ୍ରା ହେବା ଉଚିତ
ଯୋଉ ମାନ ଙ୍କ ର pending ରେ ଅଛି ସେ କୋଉ ବର୍ଷ ପୁଣି clear ହେବ କହୁନ ଆମେ କଣ ମରିଗଲା ପରେ 🤭😅
😂
Reject list diantu. Jahara reject heichi ta phon ku msg.diajau.ame kemiti janibu amara reject heichi
Right
Reject list dia
Right 👍🏻
ଅତି ସୁନ୍ଦର ବାର୍ତ୍ତା
Sabu thaka sarkar
Kemiti janibu reject hoichi boli
Status check option ରଖା ଯାଉ website ରେ ତା ହେଲେ ଲୋକ ଜାଣିପାରିବେ କହାର କଣ rejected or submitted successfully ହେଇଛି
ମୁଁ,୯ ତାରିଖରେ,ଆବେଦନକରିଥୀଲି,ମୋର ଆସିଲାନାହଁ
Reject bala kan au thare apply karibe ki
ସମସ୍ଥ ପଞ୍ଚାୟତ କୁ ସୁଭଦ୍ରା ଲିଷ୍ଟ ପଠାଇ ଦିଅ କାହାର କଟିଛି କାହାର ହୋଇଛି ମହିଳା ମାନଙ୍କୁ ଜଣାଅ
ମୁଁ 12 ତାରିଖ ରେ ଆପ୍ଲାଏ କରିଥିଲି, ମୋ ମିଳିନି
Same
Mu bi@@rajeshbiswal143
ଏ BJP ra ଗୋଟେ ଚାଲ ରେ ବାବା।।
Aou 5 years b milibani lo
ଆରେ 2000 form rejected ହେଇଥିବା ଭିତରେ ଯଦି ଗରିବ ଆଉ ଅସହାୟ ଲୋକ ହୋଇଥିବେ ତେବେ ସରକାର ଙ୍କ ସୁବିଧା ସେଇ ଲୋକଙ୍କ ପାଖକୁ ନ ପହଞ୍ଚିଲେ କଣ ସେଇ ଗରିବ ପରିବାରରେ କାନ୍ଦିବେ... ବାଳ ଯାହା କରୁଛି ସରକାର ଯେଉଁ ମାନେ କି S.O.G Ra CRP ମାଆ ମାନଙ୍କ account କୁ ପଇସା ଗଲା କିନ୍ତୁ ଗରିବ ଲୋକଙ୍କ account କୁ ଜମା ଯାଇନି
Reject hoichhi boli kemiti janniba kuhantu.
SBI ra bhul lagi aama acc clear Thai b aamaku mililani subhadra tanka. Mora acc clear achhi bt bank ru call asila jadi tume register na kara tebe subhadra tanka asibani mu bank gala pare semane e-rupee app download kale. Ta para dina dekhilu subhadra 1 tanka pathri chhanti seta transaction failed asichhi Sethi lagi kn ame daay ki. Au thare se acc re send karantu govt.
Reject list kothi miliba
ସୁଭଦ୍ରା ଟଙ୍କା ସମସ୍ତଙ୍କୁ ମିଳିବା ଦରକାର
Madam dhanya bad
Why Rejected??? And How to Check Karo ochi karo nahi
Mun subhadra tanka paili mun aji bahuta khusi ❤❤❤❤
ଯୋଉ ଲୋଙ୍କଙ୍କର ଏହି ଅସୁବିଧା ହେଇଚି ତାକୁ କେମଟି ରେଡ୍ଡୀ କରିବା କହିଲେଣି ତ ଖାଲି ହଇରାଣ କେମତି ହେବେ ସେ ବିଷୟରେ ହିଁ କହୁଛନ୍ତି
ଖାଇବା ତେଲ କେତେ ବଢ଼ିଲା ବହୁତ ଖୁସି ହେଇଗଲ
ନରେନ୍ଦ୍ର ମୋଦି ଲୋକଙ୍କୁ ଜେରକ୍ସ ଆଉ କମ୍ପ୍ୟୁଟର କରେଇ କରେଇ କି ହଇରାଣ ହେଇ ସାରିଲା ପରେ ଲୋକେ ଆପେ ଆପେ ବୁଝିଯିବେ ଅଧେ ଲୋକ ପାଇବେ ଅଧେ ନୁହେଁ ଯେଉଁ ମାନେ ରହିଯିବେ ସେ ମାନଙ୍କୁ bank account aau adhar card thik ନାହିଁ ବୋଲି ଆଖ୍ୟା ଦିଆ ଯିବ
ସମସ୍ତ ଙ୍କୁ ସମାନ ଦୃଷ୍ଟି ରେ ଦେଖାଯାଉ
BJP ku lifetime vote debuni
ଯେଉଁ ମାନଙ୍କର କଟିଛି ତାଙ୍କ ପାଇଁ ବିକଳ୍ପ କଣ ମହିଳା ମାନଙ୍କୁ ଠକ ନାହିଁ
ଏତେ ଖୁସି ଘଇତାକୁ ଛାଡି ଆଉ କୋଉ ଟୋକା ସହ ଚାଲିଯିବ
Reject list' bahara jara jau
ବଢ଼ିଆ କଥା..
କିନ୍ତୁ ସମସ୍ତେ କାମ ରେ ଲଗାନ୍ତୁ ଏମିତି ସେମିତି ନୁହେଁ.
ଜୟ ଜଗନ୍ନାଥ 🙏🙏🙏
ବାଳ ସେଇ 25lakh ସୁଭଦ୍ରା କୁ ଛାଡିକି ପରବର୍ତୀ phase କେଉଁଦିନ ଦିଆଯିବ ସେ କଥା ପଚାର ଘରେ ମାଇକିନା ମୁଣ୍ଡ ଟୀଣ କରିସାରିଲାଣି।।
ମୋର ପଇସା ପଡିଛି ହେଲେ ଖାତାରେ ଆସି ନାହିଁ ଖାଲି ମେସେଜ୍ ଆସିଛି ଆଉ ଖାତା ନମ୍ବର ଟା ଭୁଲ ଅଛି ସୁଭଦ୍ରା ପଇସା ପାଇଁ ଆମେ ବହୁତ ହଇରାଣ ହେଲିଣି କଲ centar କୁ କଲ କଲା ପରେ ଆମ ପାଖରେ ହେମିତି କିଛି ଅପଦେତ ନାହିଁ ବୋଲି କୁହିଲେ ମୋର village ଟା କଣ୍ଟାବାଞ୍ଜି ବଲାଙ୍ଗିର ଜିଲ୍ଲା ର ମୁଁ
ଯୋଉ ସୁଭଦ୍ରା ପାଇଁ ଓଡ଼ିଶା ରେ BJP ସରକାର ଆସିଥିଲା ଦିନ ଆସିବ ସେଇ ସୁଭଦ୍ରା ପାଇଁ ଓଡ଼ିଶା ରୁ ତଡା ଖାଇବ....
🙏🙏🙏🙏🙏
Reject list janeile huata au thare apply karibe
Hmm
ଗରିବ ଲୋକ ମାନଙ୍କୁ ସୁଭଦ୍ରା ଟଙ୍କା ଦେଉ ନାହାନ୍ତି ଆଉ ସବୁ ପଇସା ଥିବା ଲୋକ ଙ୍କୁ ତୋ ପଇସା ଦେଉଛ ଆଉ କହୁଛ ରେଜେକ୍ଟ ହେଇଛି ବୋଲି ଆଉ କେତେ ଡ୍ରାମା କରିବ 😠😠 ଯଦି ତମକୁ ଟଙ୍କା ଦେବାର ଅଛି ତୋ ସମସ୍ତଙ୍କୁ ଦିଅ 😠😠 କଣ ପାଇଁ ଜନ କୁ ଦେଇ କି ଜଣ ଙ୍କୁ ଦେଉନ 😢😢
ସବୁ ଫର୍ମ୍ ପେଣ୍ଟିଂ ରେ ଅଛି । ନ ଦେବା ବାହାନାରେ ଏମିତି କହୁଛନ୍ତି
ମହନା ମଝି ପୁରା ପାଗଳ
60 ବର୍ଷ ର ବି ଭତା ପାଇବା ନାଇଁ କଉ ଥିଲେ 60 ବର୍ସ ର ଭତା ପାଇବା ମହିଳା କୁ ବି କେମିତି ସରକର ପଇସା ଛାଡିଲା
ସବୁ ଠିକ ଥାଇ ବି ଠିକ ନାହିଁ କହୁଛନ୍ତି ଏଟା ମିଛ
ଏ ଗୋଟେ ନାଟକ, ଆଉ କେହି ପାଇବେ ନାହିଁ
ଆମ ଗାଁ ରେ ଯେଉ ମହିଳା ମାନେ bjp କୁ ଭୋଟ ଦେଇ ନଥିଲେ bjp ବିରୁଦ୍ଧରେ ଥିଲେ ସେହି ମହିଳା ମନକୁ ମିଳିଛି ଟଙ୍କା
Aama athi b
Vala ....
Bank re jadi addhar link Dbt mode jogu jadi reject heichi tebe bank account ku thik Kariki au thare registration apply Kari heba ki
Mam ekyc re kichhi loka karile puni ebe ekyc lagu samana rule kn pain nuhe
ପୁରୁବ ଓଡିଶା ର ମହିଳା କେତେ ଓ ପଚିମ ଓଡିଶା ର ମହିଳା କେତେ ସବୁବେଳେ ପୁରୁବ ଓଡିଶା ର ହରକାମ ପହିଳା ହେସି କିନୃ ପଚିମ ଓଡିଶା କେ ଶରକାର ଦେଖୀଵାନି
ତମ କୁ କଣ ଜଣା ପଡ଼ିବ, ତମ ଘଇତା ମାନଙ୍କୁ ଜଣାପଡ଼ିବ ଘରକୁ ସଉଦା ଅନିଲାବେଲକୁ, ତେଲ କିଲେ କିଣିଲେ ୨୦ ଟଙ୍କା ବଢ଼ିଛି ।
ଯିଏ ଯିଏ 2000 ଲିଷ୍ଟ ରେ ଅଛନ୍ତି,ତାଙ୍କ ଲିଷ୍ଟ ବାହାର କରାଯାଉ ok
ସବୁ ମାଗିଆ ଏଇ ରାଜନୀତିରେ
ଲଜ୍ଜ୍ୟା ନାହିଁ ଏ ମାନଙ୍କୁ ବିଜେପି 5000 ହଜାର ଦେଇ ଖାଉଟି ଜିନିଷରେ ଲୁଟୁଛି
କାହାକୁ ମିଳିଲେ କଣ ହେବ ଆମକୁ ତସୁଭଦ୍ରାଟଙ୍କା ମିଳିଲା ନାହିଁ ଆମେ ବହୁତ ମନ ଦୁଖଃରେ ଅଛୁ
ରିଜେକ୍ଟ ଯାହାର ହେଇଛି ସେମାନଙ୍କ ର ଲିଷ୍ଟ ଦିଆ ଯାଉ
Thanks to Mohan Government
Odisha govt aga Jts katha bujhantu.7 Barsa hela pila tensionre Ct kari.Jaldi joining diantu
ନାଟକ ଚଲେଇଚ କହିବ ଗୋଟିଏ କରିବ ଗୋଟିଏ କେମିତି ମୁହଦେଖେଉଛ
Maghia majhi sarkar role karuchi loka dekhania karuchi
ସବୁ କିଛି ଠିକ୍ ଅଛି ତଥାପି ମିଳୁ ନାହିଁ
ନହେଲେ ଓଡିଶା ବାସି ତମ ପଇସାରେ ଚଳୁଥିଲେ
ସବୁ ତ ଭୋଟ ପାଇଁ ନାଟ,ହେଲେ ଆଉ ଥରେ ଭୋଟ ପାଇବୁ ?
୧୮ ବର୍ଷରୁ ୨୦,୬୦ ରୁ ଆଗକୁ ଝିଅ ବୋହୂ ମା ମାନେ ଭୋଟ ନାଇଁ ଦେବା ତ ସେଥିପାଇଁ ସେମାନେ ଯୋଗ୍ୟ ନୁହେ,ତ ଆଗକୁ ଭୋଟ ପାଇବୁ,??????
E bhai reject list କେମିତି ଜାଣିବା
Reject list କେମିତି ଜାଣିବା
ସୁଭଦ୍ରା ପାଇଁ ଆଗାମୀ ଇଲେକ୍ସନ ରେ ଉଚିତ୍ ଶିକ୍ଷା ଦିଆଯିଵ BJP କୁ
ଲୋକ ଜାଣିବେ କେମିତି ସେ କଥା କୁହ ଜାହାଜ କଟିଛି
ସତରେ ମିଳିଛି କାଲି
Ebe kn apply Kari haba subhadra yojana
Sabu କଥା ଉପ ମୁଖ୍ୟମନ୍ତ୍ରୀ କହିବେ ମୁଖ୍ୟମନ୍ତ୍ରୀ କୁଆଡେ ଗଲେ
Kahara asiba boli bhabuchanti like kara
ଗରିବଲୋକ ପାଇ ନି ସରକାର ଦେଖିକିଦେଉନାହିଁ
ସବୁ ଜାଲିଆତି ହଉଚି...
2000 ହଜାର ନୁହେଁ ଅଧିକ ହେଇ ଥିବ । ଏବେ ଭୋଟ ସରିଲାଣି ନା
Angan badi didi tankara nija gharoi lokanka bhalabhabare frome fill up kari ki tara tara hoi online karidele, baki mananka bhul bhal kari filup kari chanti au anek jananka frome 17 tarik reaturn kari nije online karibaku kahichanti
BenificeryiList kemiti check Kariba
ଫାର୍ମରେ ତ୍ରୁଟି କିଛି ନାହିଁ
12/09୨୪ ଫାର୍ମ ପକହେଲା କିନ୍ତୁ ଟଙ୍କା ଆସିଲା ନାହିଁ କାହିଁକି...?
ଯେଉଁ ମାନଙ୍କର କଟିଛି ସେମାଙ୍କୁ କିଛି ଅପସନ ଦେଲେ ତୋ କିଛି କରିବେ
ସବୁ ବାହାନା, ମୋ ବାଳ ସମସ୍ତେ ଠିକ୍ କଲେ ମୋ ବେଳେ ରିଜେକ୍ଟ
ଏବେଚରଣି ତତେ ମେସେଜ ଆସିବଳୀ ଏତେ କୁସି ଅନା ଆଉ ଅନ୍ୟଲୁକ କଣ ବେକାର