କୁହ ସିପ୍ରା, ଯଦି ସେ ତୁମ ସ୍ବାମୀ ମୁଁ ତାହେଲେ କିଏ ? wife Second marriage without divorce, keonjhar.

Поделиться
HTML-код
  • Опубликовано: 24 ноя 2024

Комментарии • 2,4 тыс.

  • @funnyashok2937
    @funnyashok2937 2 месяца назад +292

    bhai part-2 ପାଇଁ request plz jhia ra photo ଦେଖେଇବେ | ଯେତେଜଣ ଦେଖିବା ପାଇଁ ଚାଁହୁଛନ୍ତି like କରନ୍ତୁ |

    • @bivukrupa9545
      @bivukrupa9545 2 месяца назад

      Bastard girl

    • @chandinicc7766
      @chandinicc7766 24 дня назад +2

      😂

    • @ritikabehrra
      @ritikabehrra 19 дней назад

      Ci​@@chandinicc7766

    • @Papurout-f5b
      @Papurout-f5b 17 дней назад

      ​@@chandinicc7766ppppppppppppppppppppppppppppppppppppppppppppppppppppppppppppppppppppppppp

    • @geniusmansi7670
      @geniusmansi7670 13 часов назад

      Ama gaon pakha jhia aji se jhia ghara jati helani

  • @gsmedia9626
    @gsmedia9626 2 месяца назад +113

    ଏମିତିକା ଝିଅମାନଙ୍କୁ ପୁଅ ଦରକାର୍‌ ନୁହେଁ ଘୋଡା ଦରକାର୍‌ ଘୋଡା

  • @hariharpradhan7990
    @hariharpradhan7990 2 месяца назад +70

    ଆମ ଓଡ଼ିଶା ର ନାରୀ ସମାଜ ସେବୀ ମାନେ
    ଗଲେ କୁଆଡେ। ଏଇଟା ତ ଅନ୍ୟାୟ ହଉଚି ପୁଅ ମାନଙ୍କ ସହିତ. We are justice ⚖️⚖️⚖️⚖️⚖️⚖️

    • @aratidas2172
      @aratidas2172 28 дней назад

      Bhai a maniko dusoru bholo jhio bodnam hau chhonti

  • @SubhankarpatraBulBul
    @SubhankarpatraBulBul 2 месяца назад +74

    ନାରୀ ମାୟାରେ ସଂଯୁକ୍ତ ହୋଇଛ ମାନେ ବର୍ବାଦ ହେବଟା ଥୟ 😢😮😢। ଚାଣକ୍ୟ ନୀତି ❤

  • @SasmitaMallick-y4s
    @SasmitaMallick-y4s 2 месяца назад +60

    କୋଉଠି ପୁରୁଷ କୋଉଠି ନାରୀ ଖରାପ ହେଉଛି କେବଳ ନାରୀ ଖରାପ ନୁହେଁ, ସରଳ ନାରୀକୁ ଭଲ ପୁରୁଷ ମିଳେନି ଭଲ ପୁରୁଷ କୁ ଭଲ ନାରୀ ମିଳେନି, ଏଇଟା ସତ୍ୟ

  • @URCristiano999m
    @URCristiano999m 2 месяца назад +106

    ଏ ଭାଈ କୁ ନ୍ୟାୟ ମିଳୁ 😢❤

  • @khantiodia1289
    @khantiodia1289 2 месяца назад +393

    ନାରୀ ନେତ୍ରୀ ମାନେ କୁଆଡେ ଗଲେ
    ଏ ଭାଇଙ୍କୁ ନ୍ୟାୟ ମିଳୁ

  • @rabindranathnahak6461
    @rabindranathnahak6461 2 месяца назад +333

    A ନାରୀ ନେତ୍ରୀ ମାନେ କୁଆଡେ ଗଲେ ଖାଲି ନାରୀ କୁ ହିଁ ସପୋର୍ଟ କରିବେ ଆଉ ପୁଅ କୁ ଏ ଶଳା ନାରୀ ସମାଜ ସେବୀ ମାନକୁ ପିଟିବା

    • @Chess6385
      @Chess6385 2 месяца назад +3

      Super

    • @sourabhasahoo40
      @sourabhasahoo40 2 месяца назад +5

      Sata katha

    • @manaswineerayasingh9618
      @manaswineerayasingh9618 2 месяца назад +2

      Hmmm,incase jadi jhia heithile athi ahuri10/12 thante 😂😂😂😂😂😂

    • @BenudharMohanta-v9b
      @BenudharMohanta-v9b 2 месяца назад +1

      Nari netri ku thiaa re thiaa re

    • @subhasishmallick6183
      @subhasishmallick6183 2 месяца назад

      @@rabindranathnahak6461 ସବୁ ସତ କିନ୍ତୁ ନିଜ ଚରିତ୍ର ପାଇଁ ନିଜେ ଦାୟୀ, ସେ ପୁରୁଷ ହେଉ କି ନାରୀ l

  • @SasmitaMallick-y4s
    @SasmitaMallick-y4s 2 месяца назад +17

    ଏହି ଭଳି ନାରୀକୁ ପୁରୁଷ ମାନେ ଦୁରେଇ ରହିବା କଥା, କିନ୍ତୁ ତୁମେ ବାର ବାର କ୍ଷମା କରିବ, ଆଇନ ବି ଯେଉଁ ଵେବସ୍ତା କରିଛି ତାହା ବିଚିତ୍ର ସମାଜ ଆଡ଼କୁ ନେଉଛି

  • @himanshugochhayat464
    @himanshugochhayat464 27 дней назад +3

    ବେଟି ପଢ଼ାଓ ବିବି ନେହୀ
    ନିଜେ ନପଢ଼ି ଲଭର କୁ ପଢେଇଲା
    ବାହା ହେଇଥିଲା ପ୍ରୁଫ ନାହିଁ
    ପୁଅ ଭଲ ପାଇଲା ନିଜ ବାପା ମାକୁ
    ଜଣେଇ ନାହିଁ
    ଯାହାକୁ ଭଲପାଇବ ତାକୁ ବାହା ହବନି
    ଯାହାକୁ ବାହା ହବୋ ଆଗରୁ ଦେଖି ବନି
    Love destroy Life

  • @SanjayNayak-tz8xs
    @SanjayNayak-tz8xs 2 месяца назад +202

    ଝିଅ ର ଫୋଟ ଟିକେ ଦେଖା ଯେ ଆମେ ଦେଖିବୁ ଝିଅଟା କେତେ ସୁନ୍ଦରୀ ବୋଲି😂😂😂

    • @THEKJR07RIDER
      @THEKJR07RIDER 2 месяца назад +2

      Message kara

    • @Sukantajharana-5511
      @Sukantajharana-5511 2 месяца назад

      Please re bhai mote call kara​@@THEKJR07RIDER

    • @rkk50
      @rkk50 2 месяца назад +1

      Sundir heba kichi darakat nahin.. nalua dunai re bohut

    • @djloveryt1581
      @djloveryt1581 2 месяца назад

      Ruha bhai mu khojiki ଦେଉଛି 😂😂

    • @slsarju2262
      @slsarju2262 2 месяца назад

      Mar bi dekhibar a6i

  • @pradiptparida8206
    @pradiptparida8206 2 месяца назад +210

    କି ଧର୍ଯ୍ୟ ରେ ଭାଇ ତୋ ର କି ଶକ୍ତି ରେ ତୋର

  • @pramodbehera8711
    @pramodbehera8711 2 месяца назад +80

    ଏଠି କୌଣସି ମହିଳା ଆସିବେ ନାହିଁ କାରଣ ପୁରୁଷ ପ୍ରତି ଅନ୍ୟାୟ ହେଇଚି

  • @bagraybagraytudu7696
    @bagraybagraytudu7696 24 дня назад +5

    ଧନ୍ୟ ତର ପେରମ ରେ ଭାଇ

  • @jitendra33453
    @jitendra33453 2 месяца назад +25

    ଏଥିରେ ଗୋଟେ 🎥 film ହବ sure beautiful story brother

  • @shaswati436
    @shaswati436 2 месяца назад +126

    Gote ଝିଅ ଯଦି ଚାହିଁବ ସେକେଣ୍ଡ marriage karibaku se kari ପାରିବ but gote pua ଚାହିଁଲେ ବି କରି ପାରିବନି । ଆଜି କାଲି ଝିଅ ମାନେ ବହୁତ ଉତ୍ପାତ ହେଉଛନ୍ତି। ସେଥିପାଇଁ ପୁଅ ମାନେ ବହୁତ୍ harash ହେଉଛନ୍ତି । Sarkar ଙ୍କୁ ଅନୁରୋଧ ଯେ ନାରୀ ଆଉ ପୁରୁଷ ଙ୍କ ପାଇଁ ସମାନ ଆଇନ କରନ୍ତୁ। ତେବେ ନାରୀ ମାନେ ଠିକ୍ ବାଟ କୁ ଆସିବେ ।

  • @arajunmaharana6147
    @arajunmaharana6147 2 месяца назад +37

    ମିଲନ୍ ଭାଇ, ତୁମେ ଦୁହିଁଙ୍କର ଯେତେବେଳେ ମିଳନ ହେଲା ସେତେବେଳେ ଜ୍ୟୋତିଷଙ୍କୁ ଡାକି ଶୁଭବେଳା ଦେଖିବାର ଥିଲା l ପରିବାରର ସହମତି ଏକାନ୍ତ ଆବଶ୍ୟକ ଥିଲା l ତୁ ଭାଇ ଯଦି ଶାନ୍ତିରେ ରହିବାକୁ ଚାହୁଁ ତେବେ ସେ ବାଟରୁ ଓହରି ଯାଅ l

  • @santoshkumarmishra2620
    @santoshkumarmishra2620 2 месяца назад +27

    ଯିଏ ପରିବାର ର ବିନା ଅନୁମତିରେ ଓ ଭଲପାଇ ବାହା ହେଲେ ଏପରି ଦୁର୍ଦଶା ଭୋଗିବାକୁ ପଡେ. ଯିଏ ବୁଲିବୁଲି ଖାଇଲାଣି ସେ ମାଇକିନା ତୁମପାଖରେ କିପରି ରହିବ ? ଅବଶ୍ଯ ତାର ଭୁଲ ନାହିଁ .କାରଣ ପରକୀୟା ପ୍ରୀତି ଅପରାଧ ନୁହେଁ.

  • @PriyadarsiniMohanty-xe7id
    @PriyadarsiniMohanty-xe7id 3 дня назад +1

    Bhai jhia ku patha padhao.. hele stree ku nuha ... Ea duniata ba kharap 🙂

  • @startwithmrmuna
    @startwithmrmuna 2 месяца назад +9

    ଭାଇ ପୁରା ପର୍ଫେକ୍ଟ କଥା କହିଛ ଖାଲି ତମ ସହ ନୁହେଁ ବହୁତ୍ ଜଣଙ୍କ ସହ ଏମିତି ହଉଛି

  • @rocksoumyaranjan2610
    @rocksoumyaranjan2610 2 месяца назад +73

    ଝିଅ ଙ୍କୁ 2nd time believe କଲେ ତମେ ମରିବା ଟା ଫାଇନାଲ

  • @RINKUUUUUU12333
    @RINKUUUUUU12333 2 месяца назад +61

    ମାଗଣା ଜିନିଷ କାହାକୁ ପସନ୍ଦ ନୁହଁ, ସହଜେ ମିଳିଯାଉଥିବା ଜିନିଷ କୁ ଲୋକ value ହିଁ ବୁଝନ୍ତିନି

  • @mr.sanjayinformationdiscov3282
    @mr.sanjayinformationdiscov3282 2 месяца назад +172

    ମହିଳା ନେତ୍ରୀ ମାନେ କୁଆଡେ ଗଲେ,,, ସବୁ ଲାଙ୍ଗୁଡ଼ ଜାକି ସୋଇଥିବେ,,, ଯେତେବେଳେ ପୁଅ କୋଉଠି କଣ କଲା ଆସିକି ଭୋ,,,,ଭୋ,,, ହେବେ।।।।।

    • @jogendrapatra3074
      @jogendrapatra3074 2 месяца назад +9

      Mo banda nari netri

    • @BikramLenka-iw2gq
      @BikramLenka-iw2gq 2 месяца назад +3

      Right bro

    • @mranantapuri
      @mranantapuri 2 месяца назад +3

      Right bro

    • @sumantakumar844
      @sumantakumar844 2 месяца назад

      Thik kahila Bhai ...nari netri mananku aga mada darkar 😡😡😡

    • @sdash6242
      @sdash6242 2 месяца назад +1

      Bedha Byomkesh para sabu bedha mananka saviour. Misiki jaauno bedha gosthi tiari kariki?

  • @wemad4volleyball317
    @wemad4volleyball317 Месяц назад +11

    Exact ଏମିତି କିଛି ହେଇ ଥିଲା ମୋ ସାଙ୍ଗରେ କିନ୍ତୁ ମୁଁ ଗୋଇଠା ମାରି ଦୁରେଇ ଦେଲି 9 years ର ସମ୍ପର୍କ ଥିଲା.... ଏବେ କୁକୁର ଭଳିଆ ହଉଛି ସେ.... ଭାଇ ଦୟାବାନ ହୁଅ ଏତେ ବି ନୁହଁ ବରବାଦ ହେଇ ଯିବ

  • @NiteiBhoiofficial
    @NiteiBhoiofficial 2 месяца назад +4

    ମୋର୍ ଜୀବନ ସହ ଏମିତି ହଉଚି
    ପହିଲା ନାରୀ ମାନେ ଭୁଲ୍ କରୁଛ ହେ ଲେ ପୁରୁଷ ଙ୍କୁ ନିନ୍ଦା ମିଳୁଚି

  • @santoshreddy3903
    @santoshreddy3903 2 месяца назад +82

    No marriage no tension
    Enjoy life like anything 😊😊

  • @sasmitamuduli5348
    @sasmitamuduli5348 2 месяца назад +31

    ପଛ କଥା ଭୁଲି ଯାଅ ଆଗକୁ ଆଗେଇ ଯାଅ, ଭଗବାନ ଅଛନ୍ତି ସେଇ ଝିଅ ଏମିତି ଭୋଗିବ ତମେ ଦେଖିବ,

    • @deepakpatra7892
      @deepakpatra7892 2 месяца назад +2

      Hele jaha upar bitithiba sia janithiba na move on samaste karipaeibeni na😅🥺

    • @bipindehury569
      @bipindehury569 2 месяца назад

      Right katha kahila

  • @upendranayak5238
    @upendranayak5238 2 месяца назад +205

    ଭାଇରେ ତ ଷ୍ଟୋରୀ ଶୁଣିକି ମୋ ଆଖିରେଲୁହ ଆସିଗଲା 😂😂😂 ଭିଡ଼ିଓ କେତେବେଳେ ସରିଗଲା ମୁଁ ଜାଣିପାରିଲିନି 😂😂😂😂😂

    • @sumantakumar844
      @sumantakumar844 2 месяца назад

      Tate Mali ketebele mu bi jani parilini byasta ha naa chhua heijiba ....harami sala....jahara heichi se janichi tamari mana nko pain aji purusa nirjatita😡😡😡😡

    • @priyanka1898
      @priyanka1898 2 месяца назад +4

      Hahh😅😅😅mu b ten's heigalini kemiti ka story

    • @upendranayak5238
      @upendranayak5238 2 месяца назад +4

      @@priyanka1898 ଭଉଣୀ ଏମିତି love ଷ୍ଟୋରୀ ମୁଁ କେବେଶୁଣିନଥିଲି ସେ ଝିଅ କୁଆଡେ ଯାଉଛି ଟୋକାତାକୁ ନେଇକିଅସୁଚି ସେ ଝିଅ ବାହା ହେଇଗଲା ଟୋକା ଜାଣିପାରିଲାଣି 😀😀😀😀

    • @MadhusmitaMadhu-y8q
      @MadhusmitaMadhu-y8q 2 месяца назад +1

      😂😂😂😂😂😂

    • @ashokbhuyan8404
      @ashokbhuyan8404 2 месяца назад +1

      Nee to

  • @PujaraniNayak-j7y
    @PujaraniNayak-j7y 2 месяца назад +5

    ଭାଇ ରାଗିକି କିଛି ଭୁଲ୍ ସୋମାଜକୁ ଶିକ୍ଷା ଦେଲେ ଆପଣ ଆପଣଙ୍କର ପତ୍ନି ପରି ସବୁନାରି ନାହିଁ

  • @arunpanda2456
    @arunpanda2456 28 дней назад +1

    Salute to you Bhai......tama patience ku manibaku padiba

  • @Mu-Raghunath
    @Mu-Raghunath 2 месяца назад +29

    ତିନି ଟା ଛୁଆ ନଷ୍ଟ କରିଦେଲ ଯିଏ କି ଦୁନିଆଁ ବିଷୟରେ କିଛି ଯାଣିନଥିଲା ପେଟ ଭିତରେ ମାରିଦେଲ କ'ଣ ପାଇଁ କ'ଣ କଣ୍ଡମ୍ କିଣିବାପାଇଁ ପଇସା ନଥିଲା କି ତିନୋଟି ଯିବନ ନଷ୍ଟ କରିଦେଲ ଟିକେ ସୁଖ ପାଇଁ ଛି ଛି ସେ ସୁଖ ର ଏବେ ଫଳ ମିଳିଲା କେବେ ସାନ୍ତି ରେ ରହି ପାରିବନି ଯାହାର ପିଲା ହୋଉ ନାହିଁ ତାକୁ ପଚାର ପିଲା ପାଇଁ ସେମାନେ କେତେ କଷ୍ଟରେ ଅଛନ୍ତି ଆଉ ତମେ ମାନେ ତିନି ଥର ନଷ୍ଟ କରିଦେଲ ଆ ଥୁ........!?😡😡😡😡😡🤬😡🤬😡🤬

  • @UrmilaPatra-c4f
    @UrmilaPatra-c4f 2 месяца назад +154

    ସବୁ ପୁଅ ମାନେ ଖରାପ ନୁହେଁ ସବୁ ଝିଅ ମାନେ ଖରାପ ନୁହେଁ ତୁମ ଭଳି କେତେକ ଝାବେରା ପୁଅ ଝିଅ ମାନେ ସମାଜ ପାଇଁ ବାପା ମା ପାଇଁ କଳଙ୍କ ପ୍ରେମ କଲାବେଳେ ଦୁନିଆଁ କୁ ଜଣାଅ ନାହଁ ନିଶା ଛାଡ଼ି ଗଲେ ଏମିତି ନିଉଜ କରି ଅନିମାନଙ୍କ ଟାଇମ୍ ବରାଦ କରୁଚ

  • @raneemunda6778
    @raneemunda6778 2 месяца назад +17

    ପୁରୁଷ ମାନଙ୍କୁ ମଧ୍ୟ ନ୍ୟାୟ ମିଳିବା ଦରକାର ,କାରଣ ନାରୀ ଯେତିକି ନ୍ୟାୟ ପାଇବ ପୁରୁଷ ମଧ୍ୟ ସେତିକି ପାଇବା ଉଚିତ୍ ,ଏହିପରି ନାରୀ ପାଇଁ ପୁରା ନାରୀ ଜାତି କଳଙ୍କ ,କିନ୍ତୁ ପୁରୁଷ ୧୦୦ ରୁ ୧୦୦ ନ୍ୟାୟ ପାଇବା ଉଚିତ୍

  • @nikhilesh754
    @nikhilesh754 2 месяца назад +4

    Bhai tumaku mani baku padiba aji. Ka duniya re amiti Manish achanti . God bless you bhai bahut ବହୁତ୍ ଧର୍ଯ୍ୟ

  • @PradhanPrashan
    @PradhanPrashan Месяц назад +1

    ଭାଇଙ୍କୁ ନ୍ୟାୟ ମିଳିବା ଦରକାର

  • @nirakarrout1973
    @nirakarrout1973 2 месяца назад +38

    ଶଳେ ତମମାନେ ପ୍ରେମ ପରି ଗୋଟାଏ ପବିତ୍ର ଶବ୍ଦ କୁ କଳଙ୍କିତକରୁଛ ପ୍ରେମ କ'ଣ ଯଦି ତମେ ବୁଝିଥାନ୍ତ ଏ ସବୁ ସମସ୍ୟା ହୁଅନ୍ତା ନାହିଁ, ଦୈହିକ ଆକର୍ଷଣ କୁ ପ୍ରେମ ଭାବି ଏହି ଦଶା ଭୋଗୁଛ ଧିକ୍ ଶଳେ

  • @jitendrameher3096
    @jitendrameher3096 2 месяца назад +66

    ଲେମ୍ବୁ ଅତି ଚି଼ପେଲେ ପିତା. ଏଭଳି ନାରୀକୁ. ତାର pravite ପାର୍ଟ କାଟିକି ତାହାତରେ ଧରିଇ ଦେବା କଥା.......

    • @Santosh..767
      @Santosh..767 2 месяца назад +4

      Thik kahicha bhai

    • @sdash6242
      @sdash6242 2 месяца назад

      Low-caste people like you should not be allowed to be part of civilized society, because your mentality is very sick.

  • @rskumar6035
    @rskumar6035 2 месяца назад +573

    କି story ରେ ଭାଇ.... ମନ ଦେଇକି ସବୁ ଶୁଣିଲି 😂😂

    • @damanbeshra420
      @damanbeshra420 2 месяца назад +25

      😊😊😊😊

    • @kariamarandi9397
      @kariamarandi9397 2 месяца назад +11

      😅😅😅😅😅😅

    • @sumantakumar844
      @sumantakumar844 2 месяца назад

      Tate kn maja laguchi bee...jaha sahita bituchii see janichi harami sala

    • @AmiSc-s3l
      @AmiSc-s3l 2 месяца назад +6

      😂😂😂😢

    • @AmiSc-s3l
      @AmiSc-s3l 2 месяца назад +6

      ସବୁ କଣା ବାୟା 😂😂😂😂😂।କି ଗପ କି ରେ ପୁଅ ତୋର 😂😂😂😂😂

  • @chittaranjannaik1636
    @chittaranjannaik1636 2 месяца назад +1

    ଭାଇ,,,,,,,, କି ଷ୍ଟୋରି ରେ ତୋର ,,,,,,ଶୁଣି କି ମୋ ନିଦ ହଜି ଗଲା ,,,,,,,,ହଉ ଯାହା ହେଲା ହେଲା ,,,, କାଇଁ ତା ପଛରେ ପଡିଛୁ କହିଲୁ ,,,,,,ତାକୁ ଛାଡ଼ି ଦେ ,,,, ଜଣା ପଡିଲା ଆଉ ,,,,ସେଇ ଗାଡ଼ି ର ବହୁତ୍ ଜଣ ଡ୍ରାଇଭର ଅଛନ୍ତି ,,ଆଉ

  • @pitabashsethi9005
    @pitabashsethi9005 2 месяца назад +2

    ଏ ଯୁବକ ନପୁଂସକ, ମୁଁ ହୋଇଥିଲେ ସେ ଝିଅର କାନ କାଟି ଦେଇଥାନ୍ତି।ଆଉ ତା'ର ସୁନ୍ଦର ପଣିଆ ଥାଆନ୍ତା ନାଁ ପ୍ରେମ କରିଥାନ୍ତା ।

  • @jitendrasahoo3761
    @jitendrasahoo3761 2 месяца назад +23

    ଏଇ ଦୁନିଆ ରେ ଝିଅ କୁ ଚିହ୍ନିବା ଏତେ ସହଜ ନୁହେଁ ରେ ପୁଅ। ତୋତେ କେବେ ବି ନିୟ୍ୟା ମିଲିବନି

    • @deepakpatra7892
      @deepakpatra7892 2 месяца назад +2

      You are right brother 👍😄🥺

    • @jitendrasahoo3761
      @jitendrasahoo3761 2 месяца назад

      @Satan806 ମା ର ମୂଲ୍ୟ ତୁ ଜନିନାହୁ। ନ ହେଲେ ତୁ ମା କଥା କେବେ କହି ନଥାନ୍ତୁ

    • @jitendrasahoo3761
      @jitendrasahoo3761 2 месяца назад

      @Satan806 କଥା ଏଠି ଆଜି କାଲିକା ଝିଅ କଥା ପଡିଛି

  • @raznsamantaray4833
    @raznsamantaray4833 2 месяца назад +362

    ଭାଇ ତୁ ଜଲଦି ଯାଇକି ବୋମେକେଶ ତ୍ରିପାଠୀ ସହିତ ଦେଖା କରେ

  • @MyLove_SARADA
    @MyLove_SARADA 2 месяца назад +29

    ଭାଇ, ତୋ ଆତ୍ମଜୀବନୀ ମତେ ବହୁତ ଭଲ ଲାଗିଲା। ମୁଁ ଗୋଟେ କାହାଣୀ ଲେଖୁଛି। ଫିଲିମ୍ କରିବି। ପ୍ରକୃତି ମିଶ୍ର ତୋ ସ୍ତ୍ରୀ "ସିପ୍ରା" ରୋଲ୍ କରିବ। ତୋ ରୋଲ୍ ମିଟୁ ମିଥୁନ୍ କରିବ। ଟୁଟୁ ନାୟକ ଡିରେକ୍ସନ୍ ଦବ।👍

    • @uttambaba6800
      @uttambaba6800 2 месяца назад +1

      title ta rakho Chhaiya tole baiya bosha 😅😢😂

    • @subratkumarmishra7962
      @subratkumarmishra7962 2 месяца назад +1

      Mitu Mithun 😂😂😂😂😂

  • @SANGITAMALIK-k7g
    @SANGITAMALIK-k7g 2 месяца назад +2

    ଭାଇନା ଏଇ ଭଳିଆ ଝିଅ ପାଇଁ ସମାଜ ବରବାଦ ଏଇ ଝିଅ ଟିଚର ଅଛି ପିଲାମାନଙ୍କ ଭବିଷ୍ୟତ ଗଢିବ ଛି ଲାଜ ଲାଗିବା ଦରକାର

  • @AnkitG12
    @AnkitG12 14 часов назад

    14:05 Kichi nuhe straightforward jail. Gazab advice.

  • @explorewithdasjee9054
    @explorewithdasjee9054 2 месяца назад +63

    ଭାଈ ତମ ଜୀବନର ଲକ୍ଷ କିଛି ଅଛି ନା ସଂସାର ସେଇ ଝିଅ ପାଖରେ ସାରିଯାଉଛି ?

  • @Jhilli.life_style
    @Jhilli.life_style 2 месяца назад +49

    Kjr ku kia kia dekhuchho like karo

  • @abhiabhi2511
    @abhiabhi2511 2 месяца назад +13

    କିଏ କହିଲା ଓଡ଼ିଶାରେ ଷ୍ଟୋରୀ ନାହିଁ ମୁଭି କରିବାକୁ ଆଉ କେତେ ଷ୍ଟୋରୀ ଦରକାର.... ଏଇଟା ଗୋଟେ ଭଲ ଷ୍ଟୋରୀ... କି ପ୍ରେମ କରୁଛ ରେ ଲଜ୍ୟା ନାହିଁ

    • @uttambaba6800
      @uttambaba6800 2 месяца назад

      title chhaiya tole baeya bosha 😅😢😂

  • @raja-pradan
    @raja-pradan 2 месяца назад +2

    ଏପୁଅ ସାଥିରେ ଜାହାହେଇଚି ଠିକ୍ ହେଇଚି ପ୍ରେମ କଲା ବୋଳେ ମାଆ ବାପା କଥା ଭାବିନଥିଲା ପ୍ରେର କରିଲା ଏତେହେଇଚି ଭଲ ହେଇଚି

  • @DevilKing-np3oc
    @DevilKing-np3oc 2 месяца назад +2

    Heart touching story Bhai 😢

  • @Comedyvision2023
    @Comedyvision2023 2 месяца назад +8

    ଭାଇ ତୁମେ ଯଦି ତୁମ ସ୍ତ୍ରୀ ନାମ ରେ 2/3 ଟା ବ୍ୟାଙ୍କ୍ ଲୋନ 3/4 ଲକ୍ଷ କରିଦେଇଥାନ୍ତ ତାକୁ କେଇ ନେ଼ଇ ନଥାନ୍ତେ। କାରଣ ରାସ ଲୀଳା କୁ ନେବେ କିଳା ନୁହେଁ।

  • @prafullamahanta10
    @prafullamahanta10 2 месяца назад +28

    Byamakesh sir nka Saha yogajog karantu

    • @Jfgjgiggo
      @Jfgjgiggo 2 месяца назад +2

      Are bhai se ghara Vada re engaged achanti kn pai sukila re e case re Nebe

    • @rajlaxmimohapatra4233
      @rajlaxmimohapatra4233 2 месяца назад

      Right

  • @rosnaranimohanty2406
    @rosnaranimohanty2406 2 месяца назад +5

    ଏଭଳି ସ୍ତ୍ରୀ ସମାଜ ପାଇଁ କଳଙ୍କ କିନ୍ତୁ ସବୁ ଝିଅ ସମାନ ନୁହନ୍ତି

  • @okilbehera823
    @okilbehera823 День назад

    Bahut bhala kahila

  • @LizalinNayakLiza
    @LizalinNayakLiza 29 дней назад

    ଭାଇ wait କର ଯଦି ଆଇନ୍ ସେ ଝିଅକୁ ଦଣ୍ଡ ଦେଲାନି ତାହାଳେ ଭଗବାନ୍ ଅଛନ୍ତି....🙏ସେ ଝିଅକୁ ନିଶ୍ଚିତ ଦଣ୍ଡ ଦେବେ କେବେ ଭଲରେ ରହିପାରିବନି ସେ ଝିଅ

  • @tapannaiknaik2952
    @tapannaiknaik2952 2 месяца назад +15

    ଆରେ ଭାଈ ତୁ ଜାଣିବା ଦରକାର ଯୋଉ ଝୀୟ ଆଉ କାହାକୁ ଭଲ ପାଉଥିଲା ,ତାକୁ ଭଲ ପାଇଲ କେମିତି ତା ପରେ ସେ ଝୀୟ କୁ ବାହା ହେଲା ବେଳେ ତା ପରିବାର କୁ କହି ବାହାଘର ହେବାର ଥିଲା

  • @sumatiroul3498
    @sumatiroul3498 2 месяца назад +5

    ଭାଇ ସବୁ ପୁଅ ଖରାପ୍ ନୁହଁନ୍ତି ଆଉ ସବୁ ଝିଅ ବି ଖରାପ୍ ନୁହଁନ୍ତି ତୁମ ଭଳି କିଛି ଲୋକଙ୍କ ପାଇଁ ସମାଜରେ କାହା ଉପରେ ଭରସା କରି ହେବନି ପ୍ରେମ କର କିନ୍ତୁ ବୋହୁତ ଭାବି ଚିନ୍ତି କର ନହେଲେ ଶେଷ ରେ ଏମିତି ଅବସ୍ଥା ହେବ ଆଉ ଭାବିଲା ବେଳକୁ କିଛି ନଥିବ ନେଡି ଗୁଡ଼ କୋହୁଣିକୁ ବୋହିଗଲା ପରେ ଆଉ କିଛି ନଥାୟେ ସେଥିପାଇଁ ଝିଅ ପୁଅଙ୍କୁ ଭଲ ପାଇବା ଅପେକ୍ଷା ବହି କୁ ଭଲ ପାଅ ଦେଖିବ ଜୀବନରେ ସକ୍ସେସ ପାଇବ ଆଉ ଭଲ ଜବ୍ ବି ମିଳିବ 😊😊😊

  • @princedeepta7753
    @princedeepta7753 2 месяца назад +14

    ଏଇ ଭିଡିଓ ଟା ସେ ବହୁତ୍ ମାତ୍ରା ରେ share hau ଯେମିତି ସେ ଝିଅ ପାଖକୁ ପହଁଚୁ 😢

    • @riyanchiranjeevrc1657
      @riyanchiranjeevrc1657 2 месяца назад

      Bhai re tu tike bike ta start kariki ja direct pahancheideiki aaa... 🫣

  • @SikandarBanara-v9o
    @SikandarBanara-v9o Месяц назад

    ଏ କେବେ ବି ସତ ଭଲ ପାଇବା କରିନି କେବଳ ବ୍ୟବହାର କରିଛି ଅଥବା ସେ ଝିଅ ର ଦାବି ମଧ୍ୟ ନିଶ୍ଚିତ ରୂପେ ସତ ଥିବ। ୟେ ଯେଉଁ ଭଳି ଭାବରେ ଏତେ ସୁନ୍ଦର ଭାବରେ ବଖାଣି ଚାଲିଛି ସେଥିରୁ ହିଁ ସ୍ପଷ୍ଟ ୟେ ଗୋଟେ ସେ ଝିଅ ସହ ଖେଳ ଖେଳୁଛି।ଆଉ ଅଲଗା କିଛି ନୁହଁ।

  • @user-its.your.lucky150
    @user-its.your.lucky150 2 месяца назад +1

    ସବୁ ତ କଲୁ ଛୁଆ 2 ଟା କଲୁନି
    ସିଏ ଆଉ ଯାଇନଥନ୍ତ।

  • @HOComedycartoon
    @HOComedycartoon 2 месяца назад +4

    ଗୋଟେ ହାତରେ ତାଳି ବଜେ ନାହିଁ,,,,, ଏହି ପିଲା ର କାହିଁ ମୋତେ କଥା ବାରଥା ଠିକ ଲାଗୁନି।।।।।

  • @surathanaik1169
    @surathanaik1169 2 месяца назад +21

    ଯିଏ ବାପା ମାଆ ଙ୍କୁ ଧୋକା ଦିଅ ସେ ଏଭଳି ଅବସ୍ଥା ହେବ

  • @susantanayak6618
    @susantanayak6618 2 месяца назад +14

    ଏମିତି ଝିଅ କୁ ଖାଲି ଦଣ୍ଡ ମିଳିବା ଦରକାର 🎉🎉🎉🙏🏻🙏🏻🙏🏻🙏🏻ଆଉ ବ୍ରିଜ ରାସ୍ତାରେ ଖାଲି ଗୋଡେଇ ଗୋଡେଇ ପିଟିବା କଥା

  • @NarottamaKanhar
    @NarottamaKanhar 7 дней назад

    ବହୁତ ସୁନ୍ଦର କାହାଣୀ l ଏହି ଝିଅ ଟି ବହୁତ ଚତୁର l

  • @PrakashJena-b3y
    @PrakashJena-b3y 20 дней назад

    ମୁ ଏ ଭାଇ କୁ ଜାଣୁଛି.... ଆମ ଘର keonjhar... ଆନନ୍ଦପୁର.....

  • @mamimunda6488
    @mamimunda6488 2 месяца назад +15

    ସେ ଝିଅ କୁ ଭୁଲିଯାଅ....
    ଭଗବାନ ତୁମ ପାଇଁ ଭଲ ବାଟ ଦେଖେଇବେ... ସେ ଝିଅ ତା କର୍ମ ର ଫଳ ଭୋଗିବ. ଏଇଟା ସୁନିଶ୍ଚିତ...
    ତୁମର ଭୁଲ ହେଲା ତୁମେ ତାକୁ ଅନ୍ଧ ଭଳିଆ ଭଲ ପାଉଥିଲ..
    ମୋ ଜାଣିବାରେ ବାପା ମାଙ୍କ ମନକୁ କଷ୍ଟ ଦେଇ ସ୍ୱ ଇଚ୍ଛାରେ ପ୍ରେମ ବିବାହ କଲେ ଏମିତି ଦିନ ବାରମ୍ବାର ଆସିଥାଏ...
    ଧର୍ଯ୍ୟ ରଖ ଭଗବାନ ସବୁ ଠିକ କରିଦେବେ..

  • @rocksoumyaranjan2610
    @rocksoumyaranjan2610 2 месяца назад +65

    ମହେନ୍ଦ୍ର ସିଂହ ଧୋନି ଗୋଟେ କଥା କହିଥିଲା - all girls are same😂😂😂

  • @RajendraHbm
    @RajendraHbm 2 месяца назад +9

    ଅନ୍ତ ସାରଙ୍କ ଡାଇଲଗ ମନେ ପଡେ :ଯାହାକୁ ଭଲ ପାଇବ ତାକୁ କେବେ ବିବାହ କରିବନି ,ଯାହାକୁ ବାହା ହେଵାର ଅଛି ତାକୁ କେବେ ଆଗରୁ ଦେଖିବନି😊😊😊

  • @enjalbagh9732
    @enjalbagh9732 11 дней назад +1

    Aji ki dunia re pua ku bi biswas kariba nahi jhia manku bi kebe biswas karba nai ethi pai paisa pawa re as self respect kara.

  • @DhaneswarpatraD
    @DhaneswarpatraD 2 месяца назад +1

    ମୁଁ କହିଲି ଭାଇ ତମର ବୁଦ୍ଧି ନାହିଁ କିରଣ , ଭଗବାନ ରାମ ବି ଏତେ ଥର କ୍ଷମା କରି ନାହାନ୍ତି 🎉🎉😮😢

  • @golapanaik9714
    @golapanaik9714 2 месяца назад +17

    ଭାଇ ତମ Wife ଭୁଲ୍ କଲା ସମସ୍ତଙ୍କ Wife ମାନେ କ'ଣ ପାଇଁ ମାଡ଼ ଖାଇବେ ଵିନା ଦୋଷରେ ।

    • @jesslysharma6835
      @jesslysharma6835 2 месяца назад

      Han pora mado mariba katha kahuchi au sister se na taa wife ku Facebook re abhdra word re b gali kau thila pakka eii sei bhalia karu thiba boli se paleila

    • @mamtabhatra143
      @mamtabhatra143 2 месяца назад

      Right

    • @SantoshRaulo-c3e
      @SantoshRaulo-c3e 2 месяца назад

      Binaa dosage kn pai kie maado maariba

    • @Chess6385
      @Chess6385 2 месяца назад

      @@golapanaik9714 super

    • @Chess6385
      @Chess6385 2 месяца назад

      @@golapanaik9714 nice

  • @arucharanpradhan5502
    @arucharanpradhan5502 2 месяца назад +14

    କଥାରେ ଅଛି -----ପ୍ରେମ କରିବ ନା ନା ମତେ, କେବେ ନଯିବ ଯୋନି ଗ୍ରତେ।

  • @RanjanPradhan-i9r
    @RanjanPradhan-i9r 2 месяца назад +15

    ଭାଇ ସେ ଝିଅ ପାଇଁ ତୁ ସବୁକିଛି କରିଲୁ ତା ପରେ ବି ସିଏ ଅଲଗା ଟୋକା ସହିତ ଗାଣ୍ଡି ମରେଇଲା ଏଥିରୁ ବୁଝିଯା ପ୍ରେମ କର କିନ୍ତୁ ଝିଅ ମାନଙ୍କୁ ରାଣ୍ଡି ମାନଙ୍କୁ ନୁହଁ

  • @ArabindaNayak-k2i
    @ArabindaNayak-k2i 2 месяца назад

    ଭାଇ ସେ ଝିଅର ଗୋଟିଏ ସ୍ବାମୀ ରେ ଶାନ୍ତି ନାହିଁ। କିଛି ଝିଅ ଅଛନ୍ତି ତାଙ୍କୁ ପ୍ରତ୍ୟେକ ମାସ/ବର୍ଷ ଚଞ୍ଜ ଦରକାର। ତା ପାଇଁ ନିଜ ଜୀବନ କୁ ନଷ୍ଟ କର ନାହିଁ।

  • @bisikesanpradhan5880
    @bisikesanpradhan5880 2 месяца назад

    ଭାଇ ଓକିଲ ବୋମକେଶ୍ୱର୍ ତ୍ରିପାଠୀଙ୍କୁ ଯୋଗା ଯୋଗ କରନ୍ତୁ ପୁରୁଷ କମିଶନର ଗଠନ ପାଇଁ ସମର୍ଥନ କରନ୍ତୁ ।

  • @biswamberbhutia3280
    @biswamberbhutia3280 2 месяца назад +10

    ମନ୍ଦିର ରେ ବାହାଘର ନୁହେ ଯେଉଁ ଗୁଡା ଧରିପଳା ସେମାନେ ଯାଆନ୍ତି

    • @antionbb727
      @antionbb727 2 месяца назад

      😂😂😂😂😂 mandira ra kama kana se kukura sueba ki gae sueba pae 😂😂😂😂

  • @subhraodishavlogs
    @subhraodishavlogs 2 месяца назад +29

    ମତେ କାହିଁକି ଲାଗୁଛି ତୁ ତାକୁ ଦେହ ସୁଖ ଦେଇପାରିନୁ ।ତାର ପ୍ରବଳ ଗଲୁ । ଗଲୁ ସେ ଅନ୍ୟ ପୁରୁଷ ମାରୁଛି।।।

  • @crazygirllora1907
    @crazygirllora1907 2 месяца назад +22

    Jadi ଏତେ ରାଣୀ କରୀକି ରଖିଥିଲେ ଆପଣ se ଗଲା କଣ ପାଇଁ 😅 ଆଉ ଗୋଟେ କଥା se Dhoka ତତେ ଦେଲା ତୁ ବାଳ ଉପଦେଶ ଦେଉଛୁ ଯେ ବିନା ରିଯିନ ରେ ପିଟିବା ପାଈଁ ଶଳା ଆଜି ତୋ କଥା ସୁନିକ୍ ଲାଗୁଛି ସେ ଠିକ୍ କରିଛି. ଗୋଟେ ଝିଅ ପୁଅ ଠୁ ପଇସା ନୁହେଁ respect darkar ବୁଝିଲୁ

    • @changeyourlife6224
      @changeyourlife6224 2 месяца назад +3

      ୧୦୦୦୦୦୦ ରେ ଘଇତା ଯାହାର , ସେ କାହାର ନୁହ

    • @sdash6242
      @sdash6242 2 месяца назад

      @@changeyourlife6224 tu kete number ghaita?

    • @krushnamohanta7176
      @krushnamohanta7176 2 месяца назад

      Tu gote jhio heiki semiti se bekar jhioku support karu6o

    • @sambhu1683
      @sambhu1683 2 месяца назад +4

      ଲାଳ ଦୋଷ ଟିକେ ରହୁଛି 😂😂😂 ତୁମର ବି।। ଯୋଉ ଝିଅ 2-3hand ହେଇଯାଏ ସେଇଟା free ହେଇଯାଏ।।।ଯେମିତି driving car

    • @diptisahoo4421
      @diptisahoo4421 2 месяца назад

      Tu vi jaei valia randi valia dekha jauchu gote banda re shanti hele sina tame mane rahiba

  • @dilipbehera342
    @dilipbehera342 2 месяца назад +7

    ବ୍ୟୋମ କେଶ ତ୍ରୀ ପାଠୀ ଙ୍କୁ ଦେଖା କର ନ୍ୟାୟ ମିଳିବ

  • @fullanu
    @fullanu 2 месяца назад +1

    ମା ବାପା କୁ ନ କହି କି ବାହା ହେବାର ନାତିଜା ଭୋଗିଲୁ ଭାଇ

  • @akstatusedit6292
    @akstatusedit6292 2 месяца назад +5

    ଭାଇ ସହିତ ଅନ୍ୟାୟ ହେଇଚି😢

    • @anjananayak747
      @anjananayak747 Месяц назад

      E ପୁଅ ତାକୁ ରକ୍ଷିତା କରିବା ପାଇଁ ଚାହିଁ ଥିଲା , ସେଥିପାଇଁ ସେ ଝିଅ ଗଲା

  • @sambhu1683
    @sambhu1683 2 месяца назад +8

    ତାକୁ ଖୋଜିଲେ ଆଉ kn ମିଳିବ ଏତେ ଦିନ ପେଲିଲ।।ଆଉ ଗୋଟେ ଦେଖ 😂😂😂

  • @arucharanpradhan5502
    @arucharanpradhan5502 2 месяца назад +11

    ପିତା ମାତାଙ୍କ ଅଜଣା, ଅରାଜିରେ ଆଜି କାଲିକା ପୁଅ ଝିଅ ମାନେ ଯେଉଁ ନିଷ୍ପତ୍ତି ନେଇଥାନ୍ତି ୯୯ ପ୍ରତିଶତ ବିଭିନ୍ନ ସମସ୍ୟାକୁ ଆପଣେଇ ଥାନ୍ତି। ପିଲାମାନେ ପୂର୍ବ ସିଦ୍ଧି ନଦେଖି ମହାକାଳ ଫଳ ଗୁଡ଼ିକୁ ଦେଖି ଫସିଯାଇ ଥାନ୍ତି।

    • @SubasiniJena-ri4hf
      @SubasiniJena-ri4hf 2 месяца назад

      Bhul kahuchanti, nija discussion nije naba nihati darkar

  • @Buluramesh198
    @Buluramesh198 Месяц назад +1

    ଭାଈ ମୋ ସାଙ୍ଗରେ ହଇଛି ସେମିତି 🙏ଏବେ ଗୋଟିଏ naya ହଉ

  • @smswarup
    @smswarup День назад

    Khatarnak 😮

  • @prafullanayak9729
    @prafullanayak9729 2 месяца назад +20

    ତୁ ପରମ ମାଗିହାଟେ ଆରେ ମାଗିହା ତତେପରା ସେକହିଥିଲାପରା ଜଣଙ୍କଠାରୁ ପେଲାଖାଇଛିବୋଲି,ଏଇଟା ଶୁଣିସାରିଲାପରେ ଏତେ ପଇସାଖର୍ଚ୍ଚକରୁଥିଲୁକହିକି, ଶଳାଅଇଁଠା ଖିଆ ଷ୍ଟୋରୀକହୁଛି,

  • @gundripasiproductions
    @gundripasiproductions 2 месяца назад +7

    ଏ ଗଣିତ ପାଠ ବୁଝି ହେଲାନି...
    ୨୦୧୯ ରୁ ୨୦୨୪ ମଧ୍ୟରେ କେତେବେଳେ ୭ ବର୍ଷ କେତେବେଳେ ହେଲା କି ରେ ରାଧୁଆ
    ହୋଉ ପ୍ରେମରେ ୨ ମିନିଟ୍ ରେ ବି ଗୋଟିଏ ଯୁଗ ପଳେଇ ଯାଏ

  • @TapanPanda-w3y
    @TapanPanda-w3y 2 месяца назад +17

    A story upre gote film 📽️ karajau

  • @mutevloger9242
    @mutevloger9242 11 дней назад +1

    ଭାଇ ସେ ହୁଙ୍କାରେ ବହୁତ ସାପ ପଶିଲେଣି
    ତୁ ଆଉଗୋଟେ ହୁଙ୍କା ଖୋଜ 😂

  • @babulamunda9653
    @babulamunda9653 2 месяца назад

    ଓ ଭାଇ ଜୋଉ ପିଲାମାନେ ଧକା ଖାଉଚ ତମେ ସେ ଝୀଅର ଫୋଟ ନାଁ ଗାଁ ସବୁ ଅନ୍ ଲାଇନ୍ ଛାଡିବ ହେଲେ ଆଉ ଆମେ ଧକା ପାଇବାନି 😢

  • @sankarbehera6011
    @sankarbehera6011 2 месяца назад +4

    କିଛି ନାହିଁ ରେ ଭାଇ ଯାହା ହେଇଛି ଭଲ ହେଇଛି ତତେ ଆଉ ଗୋଟେ ଭଲ ଝିଅ ମିଳିବେ ଭଗବାନ ଯାହା କରନ୍ତି ଭଲ କରନ୍ତି

  • @jdhar_11
    @jdhar_11 2 месяца назад +6

    Bahut bhala ...bhala karichi jhia

    • @Sharkpriceactiontrader
      @Sharkpriceactiontrader 2 месяца назад +1

      Eyi situation re toka ra bhul achi but se jhia ra mind re kan chalichi? au se kan ta bhala kama karichi?

    • @jdhar_11
      @jdhar_11 2 месяца назад

      @@Sharkpriceactiontrader Jane ete garbara sahita jebe kahuchi .. taku drink kareiki jie pitiparuchi ... Jahara nija upre nija raga upre control nae.se bhal behave kebe karithiba aeta michha . Ya ra matlab Aeya je , ta katha hisab re chalile bhala nachet kharap.

    • @micreation3733
      @micreation3733 2 месяца назад

      ​​@@jdhar_11o achha mam ki woman mu jani bass gote katha khile mo wife ra private pic mo wp ku asiba mu dekhiki Puja na kn taku puni au gote pila thu 1000 aniki drink Kariba mu janini b bt taku kichhi kahibini taku Puja karib na kn mu bujhi paruni mane sa bhul kari chalu thiba mu chupa chap dekhi ki rahu thib na kn 😅 mo personality status pain a jhio mo pain nathila mu taku 2017 ru 2024 jai mo hata dhariki asichi taku lone kari ki study complete karaichi last re techar karaichi bujhila kete problem face kariki mu Asichi kichhi na bhujiki comment dei deiduchha chiii 😅 apana pari man ki woman pain nari netri pain kalanka 😈

    • @jdhar_11
      @jdhar_11 2 месяца назад

      @@micreation3733 divorce boli gote shabd exist kare law re .. jiae tumar kharap karuchi ki chuchi ki kichi b mentally harash karuchi ta thu durejao .. ta saha pita mara kri ki nija ku o Anya ku pain daba hurt karibar kn abasyaka achhi.
      Pita mara karile kehi tumar heijibeni . This is human psychology.

    • @jdhar_11
      @jdhar_11 2 месяца назад

      @@micreation3733 apnka chintadhara re tike sudhar anantu .. janiparibe kn thik kn bhul. Emiti dekhibaku gale kichi bi jinsa ekdam thik ki ekdum bhul nuha. Aapna jebe bhalpauchanti kahaku ta kathare Kan pae padi ki Prema karuchanti ... Keunthi na keuthi ta action upre nazar pakantu . Se v apnka prati setiki loyal achhi na nae action re dekhantu. Clean ur brain 1st.

  • @ranjankumardas5745
    @ranjankumardas5745 2 месяца назад +24

    Story ଯେତେବଳେ ସରିଯିବ ମତେ ଡାକିଦବ😂😂😂😂😂

    • @MdRajak-hi9tw
      @MdRajak-hi9tw 2 месяца назад

      😂😂😂

    • @sumantakumar844
      @sumantakumar844 2 месяца назад

      Tu soipade too pochha pate Mari sarile daki debi sala ....tamo manko pain purusa jati nirjatita

    • @JyotiranjanSingh-x7o
      @JyotiranjanSingh-x7o 2 месяца назад

      😂😂😂😂

    • @brockvsrock
      @brockvsrock 2 месяца назад +1

      Story sarigola, asse ebe 😂😂😂

  • @pradeeppatra2655
    @pradeeppatra2655 Месяц назад

    ଏ ନାରୀକୁ ଜୀବନ୍ତ ନିଆଁ ଲଗେଇ ଦିଅ ।

  • @DeepakKumarDalai-f3u
    @DeepakKumarDalai-f3u 2 месяца назад +1

    ଏମିତ୍ ଝିଅ ଫାସି ଦବା ଦରକାର
    ଭାଇ ମୋ ଲାଇଫ୍ ତମୋପରି ମୁଁ ତମୋ କଥାରେ ସହମତ 😢😢😢😢😅

  • @rocksoumyaranjan2610
    @rocksoumyaranjan2610 2 месяца назад +24

    ଭଲ ମାଲ୍ ଟା ବୋଧେ ସେଥିପାଇଁ ଛାଡ଼ି ପାରୁନୁ 😂😂😂

  • @PaagalKhopdi
    @PaagalKhopdi 2 месяца назад +14

    କଥାରେ ଅଛି
    ପ୍ରକୃତି ନୈବ୍ୟ ମୁଚ୍ୟତେ 😂
    ଘୁଷୁରୀ ପ୍ରକୃତି ପଙ୍କରେ ଲୋଟେ
    ମଣିଷ ପ୍ରକୃତି ମରିଲେ ତୁଟେ😂

  • @then_i_am_sunil378
    @then_i_am_sunil378 2 месяца назад +5

    Hm bhai story ta pura maja .. mu aji new movie dekhiki kete actor e bhitare 😂😂

    • @Kabitagour-q9z
      @Kabitagour-q9z 2 месяца назад

      Kaha dukhare jadi vala katha pade kahi paribani please vai amiti kharap kari kuhantuni

  • @Tapan-kumar
    @Tapan-kumar 22 дня назад +1

    Bhai sabu jhia saman nuhanti okay

  • @omparkashdakua4741
    @omparkashdakua4741 2 месяца назад

    ନାରୀ ନେତ୍ରୀ ମାନଙ୍କୁ ମୋର ଅନୁରୋଧ ଆମ ପୁରୁଷ ମାନକୁ ଦାଇ କରିବା ପୂର୍ବରୁ ଆଗ ଦେଖ କିୟ ଭୁଲ କରିଛି