Mo akhiru ta luha aaigala waw waw waw jete bhi kahile Bhai mu kiche kahi bhi jaggantha nka upare song pare ram nka upare dito aka music aka sabu Bhai 😢😢mu kn kahibe ❤❤❤
Satare gita ti pura hrudaya ku chuin jauchi sourav bhai god bless you 🙏🥰❤️ jay shree ram pravu tama ku sabu bele emt hni khusi rakhantu ✨♥️🥰🙏🙏 jay shree ram 🙏
ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତ ଟିଏ 👌👌👌ତୋ କଣ୍ଠସ୍ୱର ତଥା ଭାବ ପୂର୍ଣ୍ଣ ଗାୟନ ପାଇଁ ପ୍ରଭୁ ଶ୍ରୀରାମ ଙ୍କ ଅଶୀର୍ବାଦ ଝରିପଦୁ ଏତିକି ପ୍ରାର୍ଥନା 🙏🏻🙏🏻🙏🏻
A very beautiful heart touching song
I pray for the blessings of lord sriram for your voice
Jay shree Ram 🙏🙏🐒🐒🐒🐒🐒🐒🐒 jay shree Ram 🙏🙏🙏🙏
ଜୟରାମ
Jay sri Ram🙏🙏🙏🙏💐💐
ଅତି ଚମତ୍କାର ଭଜନ। ହୃଦୟ ସ୍ପର୍ଶୀ କଣ୍ଠ। ରୋମ ଟାଙ୍କୁରି ହେଇଯାଉଛି।
Share karibe tk samastanku 🙏🚩
Nischita bhabare . Se kamo arambha karisarilini.
𝑽𝒆𝒓𝒚 𝒏𝒊𝒄𝒆 𝒃𝒓𝒐❤❤
ମୋ ଦେହ ମନ ପ୍ରାଣ ସବୁ ରୋମାଂଚିତ ହୋଇକି ରହିଲା ପୁରା ଗୀତ ଟି ଆରମ୍ଭରୁ। Lyrics, music, visualisation all are really mesmerising.
Not that mesmerizing
ମୋ ରାମ ଆସୁଛନ୍ତି କେତେ ସୁନ୍ଦର ଭାବେ ବୋଲିଛନ୍ତି ଭାଇ ❤❤ଜୟ ଶ୍ରୀ ରାମ 🥺🥺🙇♀️😊😇🪔✨🫶🌼🙏
ସଉରଭ ଙ୍କ ଉପରେ ସତରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଙ୍କର ଆଶ୍ରୀଵାଦ ଅଛି, ଅମୃତ ଝରା ଭଜନ ଅତି ସୁନ୍ଦର ଭାବରେ ଗାଉଛନ୍ତି ,ଜୟ ଶ୍ରୀ ରାମ 🙏🏼🙏🏼🙏🏼❤❤❤❤❤❤❤❤❤❤❤
ଭାଇ ମୋ ହୃଦୟ କିଣି ନେଇଚ ❤love you Bhai ❤ ପ୍ରଭୁ ଶ୍ରୀ ରାମ ଆପଣଙ୍କୁ ସବୁ ବେଳେ ଖୁସି ରେ ରଖନ୍ତୁ ଜୟ ଶ୍ରୀ ରାମ 🙏🙏🙏
🙏🙏🙏🚩🚩🚩
ଭାଇ ଗୀତ ଟି ବଢିଆ ହୋଇଛି ମୋ ମନ କୁ ଛୁଇଁଲା ଆଗ କୁ ସେମିତି ଗୀତ ଛାଡ ଜୟ ଶ୍ରୀ ରାମ 🚩🙏
ମୋ ରାମ ଆସୁଛନ୍ତି ବହୁତ୍ ସୁନ୍ଦର୍ ହେଇଛି ଏହି ଗୀତଟି ମନକୁ ଛୁଇଁଲା ଭାଇ ❤ ଜୟ ଶ୍ରୀ ରାମ 🚩🙏🥰
Dhanyabad bhai 💓🙏
ଅତି ସୁନ୍ଦର । ପ୍ରଭୁ ଶ୍ରୀରାମଙ୍କ ଗୀତ ଅତ୍ୟନ୍ତ ଭାବ ବିହ୍ବଳ ❤❤❤
ହେ ପ୍ରଭୁ ତୁମ ଚରଣରେ ମୋର କୋଟି କୋଟି ପ୍ରଣାମ 🙏jay shree ram
Finally ମୋ ରାମ ଆସିଯାଇଛନ୍ତି 🙏
ମୋ ରାମ ଆସୁଛନ୍ତି
ମୋ ରାମ ଆସୁଛନ୍ତି
ମୋ ରାମ ଆସୁଛନ୍ତି......
ଜୟ ଶ୍ରୀ ରାମ 🙏
କାଳ କାଳ ରୁ ଏହି ପ୍ରଥା ରହିଅଛି 😢
ଅତି ସୁନ୍ଦର ହେଇଚି ଗୀତ ଭାଇ..
ଶୁଣିକି ବହୁତ ଭଲ ଖୁସି ଅନୁଭବ ହେଲା
🚩🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🚩
ଚମତ୍କାର ଲେଖା, ବେଶ୍ ହୃଦୟସ୍ପର୍ଶୀ । କୁଲଦୀପ ଙ୍କ ପରେ ନୂଆ ସ୍ୱର ଗୋଟିଏ ବହୁତ୍ ଭଲ ଲାଗିଲା 🌼😌🎉
Hmmm 🎉🎉
ସତରେ ଭାଇ ଆପଣଙ୍କ ସ୍ଵର ରେ ଯାଦୁ ଅଛି . ବୋହୁତ ସୁନ୍ଦର୍ ଭାଇ ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ . ଆଉ ଆପଣ ଏମିତି ହିଁ ବୋହୁତ ସୁନ୍ଦର୍ ସୁନ୍ଦର୍ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାନ କରନ୍ତୁ ।❤
ମୋ ଜଗା କାଳିଆ ରେ ଏବଂ ମୋ ରାମ ଆସୁଛନ୍ତି ❤ଵହୁତ ବଢିଆ ଲାଗୁଛି❤
the line " mo Ram asuchanti " is splendid heart touching line .... heartful of gratitude to all the team ...
🎉🎉
ମୋ ରାମ ଆସୁଛନ୍ତି
ମୋ ରାମ ଆସୁଛନ୍ତି
ମୋ ରାମ ଆସୁଛନ୍ତି
ମୋ ରାମ ଆସୁଛନ୍ତି
ବହୁତ ହୃଦୟସ୍ପର୍ଶୀ ଗୀତ ଶୁଣିଲା ବେଳେ ରୁମ ଟାଙ୍କୁରି ଯାଉଛି
ଜୟ ଶ୍ରୀରାମ ଚନ୍ଦ୍ର କି ଜୟ 🙏
❤❤❤❤❤🥰🥰🥰🥰🙏🙏🙏🙏 ବାଃ... କି ମନୋରମ ଭଜନ👌👌 ମନକୁ ଛୁଇଁ ଗଲା। ଜୟ ଶ୍ରୀରାମ 🙏🥰🥰🥰
Share kara tk aji saamastanku 🚩🚩🙏🙏🙏
@@rkfilms1888 ନିଶ୍ଚୟ ଭାଇ 👌👏👏👏
❤
@@rkfilms1888 you can utter it tt
❤
ଏ ଗିତ ଶୁଣି ସତରେ ଆଖିରୁ ଲୁହୋ ଆସିଲା ଜୟ ଶ୍ରୀ ରାମ 🚩🚩🚩🚩🚩🏹🏹🏹🏹🏹🙏🙏🙏🙏🙏
ସୋୟୁମ୍ ଜଗା ଗୀତ ବୋଲୁ🎉ଛନ୍ତି😊ଯାଇ ଜୟ ଶ୍ରୀ ରାମ
👏👏👏👏👏👏👏👏 ଏଇ ଭୋଜନ ସୁଣି ଏତେ ଖୁସି ଲାଗିଲା ଯେ ଅଧୀକ ଆଉ କିଛି ବି କହିପାରୁନି ମୁଁ ସୁଫୋର୍ ହିଟ୍ ଭୋଜନ 👏👏👏👏👏👏👏
Bhai tk share kara samastanku ae Gita ta samastanka kana re bajiba darkar 🙏🚩🚩
@@rkfilms1888 Thank you bhai
😅@@rkfilms1888
''ମୋ ରାମ ଆସୁଛନ୍ତି....ମୋ ରାମ ଆସୁଛନ୍ତି'' ଅତ୍ୟନ୍ତ ହୃଦୟସ୍ପର୍ଶି ।
ଜୟ ଶ୍ରୀ ରାମ🚩🚩🚩
Jay shree Ram
🚩🚩💓💓🙏
"ମୋ ରାମ ଆସିଗଲେ" 😢😢😢😢😢😢
🙏🙏🙏
ଗାୟକଙ୍କୁ ଦେଖି ବୋହୁତ ଖୁସି ଲାଗିଲା 😊 ବୋହୁତ ଖୁସି ରେ ଝୁମି ଗୀତ କୁ ଗାଉଛନ୍ତି 😊☺️❤️ ଆଉ ଗୀତ ୧୦୦% devine 🧡 ପ୍ରଭୁ ଜୟ ସୀତାରାମ 🚩🙇
❤❤❤❤❤😮😮😊
Bahut sundara heichi Prabhu 🚩🙏 ram ram bahut proud laguchi ama odia re Sri Ram nkara Gita jay shree Ram ji 🙏🙏🙏🚩🚩🚩
ବହୁତ ଭଲ ଲାଗୁଛି 🎉🎉❤
The word "ମୋ ରାମ ଆସୁଛନ୍ତି" thrill the soul, thank you Sourav. You and your team create another reason to proud to be a balasorian.
I found this song from Kunal's status
Jay.sri.ram🙏🙏🙏🙏🙏🙏🙏🙏🙏🙏🙏🙏💐🌹🌼🥀🌺🌷🪷🌸💮🏵️🪻🌻🍂🍁🍄🌱🌾@@santoshkar84
@@santoshkar84😊😊😊
ତୁମର ଆବେଗଭରା କଣ୍ଠରେ ଏ ଭଜନଟି ଶୁଣିବା ପରେ ହୃଦୟରେ ଭକ୍ତିଭାବ ଭରିଯାଉଛି।
Ty Bhai share kara tk samastanku 🙏
@@rkfilms1888ame comment dauchi amku reply dia baa bhai😅
ମୁଁ କେବେଠୁ ବାଟ ଚାହିଁ ବସିଥିଲି ଏହି ଦିନକୁ finally apekshyar anta ghatilaମୋ ରାମ ଆସୁଛନ୍ତି🥰ବହୁତ ଖୁସି ଆମେ bolo 🚩🚩jay shree Ram ki jay🙏🙏
जय श्री राम जय सियाराम जय सनातन धर्म 0:45
ଆଖିରେ ଲୁହ ଆସିଯାଉଛି ଏହି ଗୀତ ଶୁଣିଲେ।
ଅତି ସୁନ୍ଦର
ବହୁତ୍ ବହୁତ୍ ସୁନ୍ଦର ଲାଗିଲା ଏଇ ରାମ ଭଜନ ଟା🙏🙏🙏
ସୌରଭ ତମ କଣ୍ଠରେ ସେହି ଅମୃତପ୍ରଦାୟୀ ସୌରଭ ଭରିରହିଛି ।ମାଆ ସରସ୍ବତୀ ତୁମକୁ ସହାୟ ହୁଅନ୍ତୁ । ସମସ୍ତ ଟିମ୍ ଓ କର୍ମକର୍ତା କୁ ଅଶେଷ ଅଶେଷ ଧନ୍ୟବାଦ ।
ଜୟ ଶ୍ରୀରାମ 🚩🕉
Share kara tk aji saamastanku 🚩🚩🙏🚩
ଭାଇ ଆପେ ହେଇଯିବ ଜୟ ଶ୍ରୀ ରାମ@@rkfilms1888
ମୋ ରାମ ଆସୁଛନ୍ତି । ପୁରା ହୃଦୟସ୍ପର୍ଶୀ। ଭାଇ ତମ କଣ୍ଠ ରେ ମା ସରସ୍ଵତୀ ବିଯେମାନ।
❤❤❤ From କେନ୍ଦୁଝର
ଏହି ଗୀତ ଟା ମୋ ଜଗା କାଳିଆ ପରି ଲାଗୁଛି ❤
Mo akhiru ta luha aaigala waw waw waw jete bhi kahile Bhai mu kiche kahi bhi jaggantha nka upare song pare ram nka upare dito aka music aka sabu Bhai 😢😢mu kn kahibe ❤❤❤
ଭାଈ ମୋ ମୁହଁ ରୁ କିଛି କଥା ବାହାରୁ ନାହିଁ ଏ ଗୀତ ଶୁଣିଲା ପରେ ସମସ୍ତେ ମିଶି କୁହ ଜୟ ଶ୍ରୀ ରାମ
ଯେତେ ଥର ଶୁଣେ ପ୍ରତିଥର ଭାବ ବିହ୍ୱଳ ହୋଇ ପଡେ । ମୋ ରାମ 😢😢😢 ଆସିଗଲେ । କି ମନୋହର , ଦିବ୍ୟ ରୂପ ପ୍ରଭୁ ତୁମ୍ଭର । କୋଟି କୋଟି ପ୍ରଣାମ ହେ ରାଘବ ❤❤
Share kara tk samastanku 🙏
@@rkfilms1888 nischaya
🙏🏿
Gbjjg
😢
ଜୟ ଶ୍ରୀ ରାମ 🚩🚩🚩⭕‼️⭕ ଭାଈ ହୃଦୟ ହଲ୍ ଚଲ୍ ହେଇଗଲା କି କଣ୍ଠ ମାଇଣ୍ଡ ବ୍ଲୋଇଙ୍ଗ 🪔🪔🪔🪔🪔🌹🌹🌹🌹👌👌👌🌹🌹🌹🌹♥️♥️♥️♥️♥️❣️❣️❣️🥰🥰🥰🥰🥰🥰🥰🥰🥰🥰
ମୋ ରାମ ଆସୁଛନ୍ତି ଏ ଗୋଟେ ଲାଇନ୍ ର ସ୍ୱର ବାପ୍ ରେ ହୃଦୟକୁ ଦହଲେଇ ଦେଉଛନ୍ତି। 🙏🙏😊
It's right 👍
🙏🙏🙏🙌
Jay Shri Ram 🙏🙏
Jai shree ram
You are right 👍❤
ଏ ଭାଇ ମୋର ୨ଟା ଗୀତ ଗାଇଛନ୍ତି ବହୁତ୍ ଭଲ ଲାଗୁଚି ହୃଦୟକୁ ଛୁଞ୍ଚି କି ଆନନ୍ଦ ମୟ ଗୀତ ଏମିତିକା ସୁନ୍ଦର ସୋରରେ ମୋ ସାଇ ବାବାଙ୍କ ପାଇଁ ଏମିତି ଗୋଟେ ହଉ ଠିକ୍ ଏହିପରିକା ମୁ ଅନୁରୋଧ କରୀକି କହୁଚି ❤❤❤
Sourav ଭାଇ ଆପଣ ବହୁତ୍ ସୁନ୍ଦର୍ ଭଜନ ଗାଉଛନ୍ତି ପୁରା ମନ କୁ ଛୁଇଁ ଯାଉଛି ଏମିତି ଆଗକୁ ବଢି ଚାଲ ❤❤ଏଇ ଭଜନ ଟି ଶୁଣି ସବୁ ଦୁଃଖ ଭୁଲି ଯାଉଛି ଯେତେ ବି କଷ୍ଟ ଥିଲେ ସବୁ ମନ ରୁ ଭୁଲି ଯାଉଛି ❤❤🥺🥺🥺ଜୟ ଶ୍ରୀ ରାମ 🙏🙏 ଧନ୍ୟବାଦ ଏମିତି ଭଜନ ଆଣି ଥିବାରୁ ଆଗକୁ ଫୋଣି ଆଣ ଏମିତି ଭଜନ 🥺ଜୟ ଜଗନ୍ନାଥ 🙏🙏🙏
🙏🚩♥️ଜୟ ଶ୍ରୀ ରାମ♥️🚩🙏
Wahhhh....Best Ram Bhajan of Odia Industry...👏🏻👏🏻👏🏻👏🏻
Mo Rama Asuchanti...Ei gote line ra composition pura gita ku hrudayasparshi karitolichi....
Share kara tk Bhai 🙏🚩🚩
ଭାଇ ଓଡ଼ିଆ ର ବେଷ୍ଟ ପ୍ରଭୁ ଶ୍ରୀ ରାମ ଭଜନ ଜୟ ଶ୍ରୀ ରାମ 🙏🙏🙏
🙏🚩🚩🚩🚩
ଭାଇ ଆଉ ଏମିତି ଗୀତ ତିଆରି କର ସୁନ୍ଦର ଗୀତ ହେଇଛି ମୁଁ ଏ ଗୀତ କୁ ମୋ ringtone ରଖିଚି 😁😁😁
ଦିନ ସାରା ଶୁଣିଛି ହେଲେ ବି ମନ କୁ ଶାନ୍ତି ମିଳୁନି, ବାର ବାର ଶୁଣିବାକୁ ପଡୁଛି really great song my heart touching 🙏🙏🙏 RAM RAM RAM
ଜୟ ଶ୍ରୀରାମ ଏ ମିତି ଭଂଜନ ସବୁବେଳେ ଦରକାର ❤❤❤❤❤❤❤❤❤❤🙏🙏🙏🙏🙏🙏🙏🙏
So beautiful song ❤❤❤ God bless you sourav bhai🙏🏻🙏🏻 Jay sri Ram ❤❤❤❤🏹🏹🏹🏹 ହୃଦୟକୁ ଛୁଇଁବା ଭଳି ଏକ ଗୀତ 🤗🤗🤗🤗😊😊😊😊
⭕‼️⭕....🙏🏿ଅତି ଅସମ୍ଭବ ସୁନ୍ଦର ମଧୁର ସ୍ୱର ଆପଣଙ୍କ ର କାଳିଆ ର କୃପା ଅଛି ବଢିଚାଲନ୍ତୁ😊🙌🏿
Jay shree ram 🚩🚩🚩🚩🚩🙏🙏🙏
Sourav bharadwaja's hay jaga and mo Rama asuchanty are not song it's emotion 😢😊
ଅତିସୁନ୍ଦର ସୁର 💐💐💐
ବଜରଙ୍ଗବାଲିଙ୍କ ଭଳି ଆମ ସମସ୍ତଙ୍କ ହୃଦୟରେ ପ୍ରଭୁ ଶ୍ରୀରାମ ବାସ କରୁଛନ୍ତି।❤😊
ଜୟ ଶ୍ରୀରାମ🕉️🚩🌄👑
ଜୟ ସୀୟ ରାମ🙏🌸🌸🌸🌸🌸🪔🪔🪔🪔🪔🙏🙏🙏🙏🙏🙏ସାହା ହୋଇଥାଏ ପର୍ଭି ସଠିକ୍ ମାର୍ଗରେ ଚଳାଇ ପର୍ବୁ🙏🌸🌸🌸🌸🌸🌸🌸🌸🌸🌸🙏
ବହୁତ ସୁନ୍ଦର ଗୀତ। ରାମ ମନ୍ଦିର ପାଇଁ ଓଡ଼ିଆ ଭାଷା ର ପ୍ରଥମ ଗୀତ ହେଇଥିବ କାରଣ ଏହି ଗୀତ ଛଡ଼ା ଆଉ କୌଣସି ଗୀତ ଶୁଣି ନାହିଁ।
ମୋ ରାମ , ମୋ ପ୍ରଭୁ ଆସିଗଲେ 😢😢😢😢😢 ।
କି ସୁନ୍ଦର ଗୀତ ଭାଇ ଗାଉଛନ୍ତି ମନ ପୁରା ଶାନ୍ତି ଲାଗୁଛି ଏତେ ସୁନ୍ଦର ଗୀତ😊😊😊
ସତରେ ହୃଦୟକୁ ମୋହିତ କରିଦେଉଛି Jay shree ram🙏 🚩🚩🚩🚩🚩🚩🚩🚩🚩
ବହୁତ୍ ବଢ଼ିଆ ହେଇଛି ଗୀତ ଟି। ଜୟ ଶ୍ରୀ ରାମ
ଧନ୍ୟବାଦ ଅପଣକୁଁ ଏପରି ଏକ ସୁନ୍ଦର ସ୍ମର୍ତି ବିଗତ ୫୦୦ ବରଷର କଷ୍ଟ ବଳିଦାନ ଏବଂ ସମର୍ପଣ କୁ ଉଜାଗର କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ।। ଜୟ ଶ୍ରୀ ରାମ।। ଜୟ ଜଗନ୍ନାଥ🙏🙏🙏🙏🪔🪔🪔🙏🙏
Ty🚩🚩🙏🙏
Right bhai ☝️
Heart touching song for Ajodhya Sri Ram Chandra 🙏 So.... Dil se bolo 🙏JAY SREE RAM 🙏
99
ଦ୍ଭାଇମତେ ବହୁତ ଭଲ ଲାଗିଲା ଶୁନ୍ଦର ଗାଇଛ🫰
ମୋ ରାମ ଆସୁଛନ୍ତି ଏଗୀତ ସୁନ୍ଦର ଭଲ ଏହାର ସ୍ୱର ହୃଦୟକ ଛୁଇଲା
ମୋ ରାମ ଆସୁଛନ୍ତି। ହୃଦୟ କୁ ଛୁଇଁ ଦେଉଛି। ସୁନ୍ଦର ଭଜନ❤
ଜୟ ଶ୍ରୀ ରାମ🚩🚩🚩🙏
Bhai song suniki akhi ru luha asuchi au mu nije bodhe ae gote song 200+ thara sunisarilani 🥹🥹🥹🥹🥹♥️♥️♥️
Apanka kanthare re ta Prabhu ramachandra basichhanti jay shree ram 🚩🚩🚩🚩🙏🙏
Kn comments re kahibi kichi bujhi paruni ate sundar bhajan mana ku anad miluchi❤
Bhai apana koti koti odia ra Hrudaya kini nei Chanti... bhagwan apanaku Amit Ashirbad karantu😊😊agaku jaantu apana.❤God bless uh brother ❤😊
Heart Touching Voice Saurav Bharadwaja.....❤❤❤❤
ଭାଇ ହୃଦୟକୁ ଛୁଇଁ ଗଲା ଜୟ ଶ୍ରୀ ରାମ 🚩🙏🎉♥️
TQ bhai 💓💓💓🙏
Bahut Sundar hechhi 🙏🌻✨ Jay shree Ram 🙏😌
ଯେତେ ଶୁଣିଲେ ବି ସେତେ ଶୁଣିବାକୁ ଇଚ୍ଛା ହେଉଛି jay Jagannath 🙏🙏🙏🙏
ମୋ ରାମ ଆସୁଛନ୍ତି 👌❤️❤️❤️ଜୟ ଶ୍ରୀ ରାମ 🙏🙏🙏🙏🙏
କି ସୁନ୍ଦର ଭଜନ....
ଜୟ ଶ୍ରୀରାମ୍🚩✊🏼
What a avoice 😊😊😊
Jay ଶ୍ରୀ ରାମ♥️♥️♥️
Ate sundar gita tiku deithibaru apana nku bahut bahut dhanyawad 🙏 mo akhiru luha asi jauchi a gita suni🥺 jay shree ram 🙏
ଅତି ସୁନ୍ଦର ମଧୁର ଭଜନ! ଜୟ ଶ୍ରୀ ରାମ
Jay shree Ram ji 🚩🙏
Hrudaya sabu Ram maya hehigala Bahi❤❤❤ jaya Siyaram
Bhai super duper viral heba darkar
ମୋ ରାମ ଆସୁଛନ୍ତି 🙏
ମୋ ରାମ ଆସୁଛନ୍ତି 🙏
ମୋ ରାମ ଆସୁଛନ୍ତି 🙏 ଆସୁଛନ୍ତି 🚩🚩🙏
Ki sunder bhajan heichi waah 🙏🙏🙏🙏👌👌👌mana bhari jauchi..jay shree jagannath 🙏🙏🙏 tq saurav bhai 🙏
Beautiful lyrics and heart touching song .....Jay sri ram
ବହୁତ ସୁନ୍ଦର ଗୀତ
ହେ ଜଗନ୍ନାଥ ଏ ବିଶ୍ଵ କୁ ଭଲରେ ରଖ ଓ ସମସ୍ତଙ୍କ ବାପା ମାଆଙ୍କୁ ଭଲରେ ରଖ❤😮
ମୋ ରାମ ଆସୁଛନ୍ତି ହୃଦୟସ୍ପର୍ଶୀ ଭଜନ ଜୟ ଶ୍ରୀରାମ 🙏🏿❤️
Sourav bhai amiti gaichala au samastanka hrudayare rama hni rama bharidia Jay sree ram 🙏🙏🙏🥹
Sri Sainath shower his blessings on you.All ur dreams come true.Beautifully sang the song
Goosebumps asigalaa 😢. Jai shree ram 🙏
Wowowo #sourav Bhai wonderful song Bhai Jay Shree Ram
ମୋ ସୁନା ଭାଇ ସୈରବ ,ଜୟ ଶ୍ରୀ ରାମ
Jay shree Ram 🙏🏻❤
Best song of the year for Pravu Shree Ram ❤❤ composition 🔥🔥🔥
ଜୟ ଶ୍ରୀରାମ 🙏🏻
Bhai 🙏🙏🚩
ସନାତନ ଧର୍ମ ସତରେ କେଡେ ସୁନ୍ଦର
ଗୀତ ମଝିରେ ଯେଉଁ ପଦଟି ବୋଲା ଯାଉଛି -ଜଗନ୍ନାଥ........ ଜଗନ୍ନାଥ...... ଓଃ କି ସ୍ୱର, କି ଅପୂର୍ଵ ଶବ୍ଦ ସେ! ଦେହର ସବୁ ଲୋମ ଟାଙ୍କୁରୀ ଉଠୁଛି... କି ଭଜନରେ ମହାପ୍ରଭୁ, ସତେକି ଏ କଳି ଯୁଗରେ ଭଗବାନ ବାହାରି ଆସିଲେ ଯେତେ ଶୁଣିଲେ ବି ମନ ବୁଝୁନି 😭😭😭😭ହେ ପ୍ରଭୁ ଅପୂର୍ଵ ଭଜନ ଏ ତୁମର...... 🙏🙏🙏🙏🙏🙏🙏🙏ଜୟ ଜଗନ୍ନାଥ....... 😭🙏🙏🙏🙏🙏🙏🙏🙏🙏🙏 ମୋ ଜଗା କାଳିଆ ରେ
ମୋ ଜଗା କାଳିଆରେ
ମୋ ଜଗା କାଳିଆରେ 🙏🙏🙏🙏🙏🙏 ଆତ୍ମା ଶାନ୍ତି ହେଇଯାଉଛି ଏ ଗୀତ ଶୁଣିକି 🙏🙏🙏🙏🙏🙏🙏😄😄😄😄😄😄
Hyyyy bhai ❤
Mu apana nkara bahut bada fan ❤
I loved ur voice ❤
What a voice bro 😊❤
Life main bahat age tak jao ❤❤😊
Jay shree Ram
This song is a mental therapy ❤
Satare gita ti pura hrudaya ku chuin jauchi sourav bhai god bless you 🙏🥰❤️ jay shree ram pravu tama ku sabu bele emt hni khusi rakhantu ✨♥️🥰🙏🙏 jay shree ram 🙏
ସତରେ ଭାଇ ମନକୁ ଛୁଇଁ ଯାଉଛି jay jagannath 🙏🙏🙏
Jay sita Ram
Jai Shree Ram 🙏🏻🚩
And Sourav's voice is exceptional ❤