Dayakara Dinabandhu Subhe Jau Aaja Dina | New Odia Bhajan | Biswarupa Mohanty | Trivuban Music
HTML-код
- Опубликовано: 16 окт 2024
- Dayakara Dinabandhu Subhe Jau Aaja Dina | New Odia Bhajan | Biswarupa Mohanty | Trivuban Music
LYRICS - RAMAKRUSHNA
VOICE - BISWARUPA MOHANTY
MUSIC COPMOSER - TRADITIONAL
MUSIC DIRECTION - GURU SURENDRA TRIPATHY
MUSIC ARRANGEMENTS - BULU MISHRA
POST PRODUCTION - REAL VOICE
ACTING - BISWARUPA MOHANTY
CAMERA & DIRECTION - MANOJ BEHERA
Bhakta Salabega
Odia Shree Jagannath Bhajan
SALABEGA BHAJAN
CHALA SAKHI AMBHE
Bhikari Bal sings Ahe Nila Saila
Odia Movie 'Bhakta Salabega
Jagabandhu He
SALABEGA BHAJAN
EKA TO BHAKATA JIBANA
SALABEGA BHAJAN KENE GHENI JAUCHHA JAGANNATHANKU
Ramakrushna
Jagabandhu Hey Gosain Oriya Jagannath Bhajan
chal begi begi jiba sangata
SALABEGA BHAJAN BRUNDABANE BANGSHI KE BAJAILA
Best of Bhikari Bala All Time Hit Odia Bhajan
Best of Salabega All Time Hit Odia Bhajan
#trivubanmusic #DayakaraDinabandhu #BhajanHits
धन्यवाद, ବିଶ୍ୱରୁପା, ଆଗେଇ ଚାଲ। ବହୁତ୍ ସୁନ୍ଦର୍ ତଥା କ୍ଲିଅର୍ tone.
ମା ଲୋ ଅତି ସୁନ୍ଦର ଵୋଲୁଛ
ଗୀତଟି ଯେତେଥର ଶୁଣିଲେବି
ବିଶ୍ଵରୂପ। କଣ୍ଠରେ ଏକ ଯାଦୁ ରହିଛି।
ଭଗବାନ ତାକୁ ଗୋଟିଏ ଶ୍ରେଷ୍ଟ ଗାୟିକା ଭାବରେ ସେ ସୁନାମ ଅର୍ଜନ କରୁ ଏତିକି କାମନା।
ପ୍ରଫୁଲ୍ଲ କୁମାର ତ୍ରିପାଠୀ
ଗୀତିକାର.
ଖୁବ୍ ସୁନ୍ଦର ମଧୁର କଣ୍ଠ ସ୍ବରରେ ଭକ୍ତି ଅର୍ଘ୍ଯ ନିବେଦନ ସାଦର ଅଭିନନ୍ଦନ ସହିତ ଶୁଭକାମନା
ଅତି ସୁନ୍ଦର ସ୍ୱର, ତାଳ, ରାଗ
କି ଭାବ କି ଲୟ
ଜୟ jagannath
ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ତଵ ଶ୍ରୀ ଚରଣ ରେ କୋଟି କୋଟି ଦଣ୍ଡବତ l🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
3:54
7
Very sweet áong
ବହୁତ ସୁନ୍ଦର ଲାଗଲା ଭଉଣୀ ଜଗନ୍ନାଥ ର ଆଶୀର୍ବାଦ ରହୁ 🙏🙏🙏
ହୃଦୟସ୍ପର୍ଶୀ ଜଗନ୍ନାଥ ଭଜନ । ଜୟ ଜଗନ୍ନାଥ 🙏
ମୁ ପ୍ରତିଦିନ ସକାଳୁ ଉଠିଲେ ଶୁଣେ , ବଡ ସୁନ୍ଦର ସ୍ବର , ମନକୁ ଛୁଇଁଲା ଭଳି ଭଜନ , ଜଗନ୍ନାଥ ମହାପ୍ରଭୁ ଏ ଗାୟିକା ର ସର୍ବ ମଙ୍ଗଳ କରନ୍ତୁ 🙏🙏🙏
ବହୁତ ସୁନ୍ଦର ହେଇଛି
P papa
ବହୁତ ସୁନ୍ଦର
ବହୁତ ସୁନ୍ଦର କଣ୍ଠଜୟଜଗନ୍ନାଥ
ସୁନ୍ଦର ଗଳା ମା ସାରସ୍ୱତୀ ଦେଇଛନ୍ତି
Nice song
ସୁନ୍ଦର୍ କଣ୍ଠ ବୁହେନ
Wow excellent singing, ବହୁତ ଭଲ ଲାଗିଲା
ଶୁଭ ସକାଳ ବିଶ୍ଵ ରୂପା ।ପ୍ରତି ଦିନ କାହାରି କାହାରି ଶୁଭରେ କଟେ ନାହିଁ ,କିନ୍ତୁ ଏ ପ୍ରାର୍ଥନା ଶୁଣି ସରିଲା ପରେ ତାଙ୍କ ଦିନଟି ଶୁଭାରେ କଟିଯାଉ,ଏହାହିଁ ତ୍ରିଭୁବନ ର ଯିଏ hartakartta ଦଇବ ଦଣ୍ଡ ବିଧାତା ତାଙ୍କ ପାଖରେ ମୋର ଅଳୀ ଓ ନିବେଦନ।🙏 ❤️ଜୟ ଜଗନ୍ନାଥ।
ଭେରୀ ଗୂଡ଼ song
ମନ ପୁରା ମୁଗ୍ଧ ହୋଇଗଲା ଭଉଣୀ।
ଅତି ସୁନ୍ଦର ।
ଜୟ ଜଗନ୍ନାଥ 🙏🙏🙏
Bahut sundar hoichi Jaya jagannath
My prabhu sarbamangala Jagannath🌹 om nama🙏🙏 shivaay🌹
ବହୁତ୍ ଦିନ ହେଲାଣି Bisearupa ତୁମ ଏହି ଭଜନ ସୁନିନାହିଁ।ତ୍ରିଭୁବନ musics ସୁଣିନାହିଁ।ଓଡ଼ିଆ ଲେଖିକା ବେଳେ କିଛି କିଛି ନା।କିଛି ଭୁଲ ହୋଇ ଯାଉଛି।ଜୟ ଜଗନ୍ନାଥ।
Jay Jagannath
ThankYouForThisSuperHotSongGodBlessYou.
ଅତି ସୁନ୍ଦର ଭାବରେ ସଂଗୀତ ଟି ଗାଇଛ ।
ସୁନ୍ଦର ଗାୟୀକା ଭବିଷ୍ୟତ ଉଜ୍ଜ୍ୱଳ ହେଉ
ତେବେ ହେଁ ଉପମା ଦେବାକୁ ନାହିଁ ତ ତ୍ରିଭୁବନ, biswarupa ରତନ।।।।ଜୟ ଜଗନ୍ନାଥ।
So sweet heart touching present my dear
Viswa Rupa tumbha mukha nisrut samast bani Satya heu.Jay Jagannatha.
Very. Sweet. Voice. Jai. Jagannath 🙏🙏🙏🙏🙏🙏
Biswarupa ଙ୍କ voice ବହୁତ୍ ବଢିଆ ଲାଗିଲା ଜୟ ଜଗନ୍ନାଥ
Jayaho,patitapabana,,jayasrikhetra,jayaho,namana,jayasrihari,radhe,radhe,namana,kotikoti,namana
ମନ ଶାନ୍ତ ହୋଇ ଗଲା ଅତି ସୁନ୍ଦର
ବହୁତ ସୁନ୍ଦର ହୃଦୟ୍ପର୍ଶୀ ଭଜନ 🌺ସୁନ୍ଦର ସୁମଧୁର ସ୍ୱର 🌺ଜୟ ଜଗନ୍ନାଥ 🌹🙏
CT
Q
❤ b❤@@ganeshsahoo9995
Beautiful ❤
God bless you Biswarupa.
ସମଗ୍ର ବିଶ୍ୱର ରୂପ ସମ୍ଭାର ନେଇଆସିଲେ, Biswarupa।ଆଉ ତାଙ୍କ ସହିତ ଏକ ସ୍ବତନ୍ତ୍ର ବାଦ୍ୟ ।ଯାହାର ନାମ ତ୍ରିଭୁବନ musics।କଣ୍ଠ ବାଦ୍ୟ ପରିଚାଳନା ସବୁ ସମ୍ମାନ ପାଇବା ପାଇଁ ଯୋଗ୍ୟ।ଧନ୍ୟବାଦ୍।
ବହୁତ ସୁନ୍ଦର କଣ୍ଠ।
ଭାବପୂର୍ଣ୍ଣ ଭଜନ,, nice
Beautiful song and with a Beautiful voice👌👌👌
Beautiful song and with a beautiful voice
@@balaramrout4664 4r
@@balaramrout4664 0
Biswarupa tumaku au Tribhuban musics samasta bhai mananku mora Dipabali parba pain dher shubha kamana.Jay Jagannatha.
ସୁନ୍ଦର
ବଡ ସୁନ୍ଦର କଣ୍ଠଟିଏ ପାଇଛନ୍ତି ବିଶ୍ବରୂପା ।ତାଙ୍କରି ଏହି କୋକିଳ କଣ୍ଠରେ ସୁଖ୍ୟାତ କବି ମାନଙ୍କର ଗୀତି ଗୁଡିକୁ ପରିବେଷଣ କରାଇପାରିଲେ ଭଲହୁଅନ୍ତା ।ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।
କାଳୀଚରଣ ମିଶ୍ର ସିଡିଏ 7 କଟକ
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
Dear Bishwaswatupa.Sweet voice.Iiked it so much.
Jay Gagarnnath
Ki sundar swar.jay jaganath..
Biswarupa ମୁଁ ଯେଉଁ ଦିନ ସକାଳୁ ସକାଳୁ ତୁମ ଏ ସୁନ୍ଦର୍ ଭକ୍ତି ଭାବପୂର୍ଣ୍ଣ ଭଜନ ଶୁଣେ ସେ ଦିନ ମୋର ଏମିତି ଭଲରେ କଟେ, କହିବା ସମସ୍ତଙ୍କୁ ମିଛ ଲାଗିପାରେ।ଜୟ ଜଗନ୍ନାଥ 🙏।ଜୟ Biswarupa,ତୁମର dnati ମଧ୍ୟ ଭଲରେ କଟୁ।ବଡ଼।ଠାକୁରଙ୍କ pakhre ମୁଁ ଏହି ନିବେଦନ କରିବି।
Beauty full voice biswariupa good singing very very nice
Very good
Wa....ki sundar voice.... Jay shree jagannath...con......
Very good voice
ଖୁବ୍ ସୁନ୍ଦର।
Very beautiful Jay Jagannath
ବିଶ୍ୱାକୃପା ଙ୍କ କଣ୍ଠରେ ଆଉ କିଛି ଭଜନ କରିବାକୁ ଅନୁରୋଧ 🙏
❤ Jay shree jagannath swamy ❤🙏🙏🙏🙏🙏🙏🙏🙏🙏🙏🚩🪔🪔
ବହୁତ ସୁନ୍ଦର ଧନ୍ୟବାଦ
Swara re sei bhava jhalakuchhi. Bright Star singer.
Marvelous. 🙏🌞🙏🌹🙏🌞🙏
ଵିଶ୍ୱରୁପା ଭଉଣୀ ଅତି ସୁନ୍ଦର ଭାବରେ ଗାଇଛନ୍ତି।
Jay jagannath
ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଭଜନ ଆତ୍ମହରା ହେଇଯାଉଛି। ଧନ୍ୟବାଦ ମା ।
Very sweet voice song Good bless U
Jay jagannath swami nayana path gami bhaba tume 🙏🙏🙏🕉️🕉️🕉️❤️❤️❤️🥀🥀🥀🌹❤️🥀🥀🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
ଜୟ ଶ୍ରୀ ରାମ. ଧନ୍ୟବାଦ
Very nice tune thanks.
VERY CLRAN VOICE. VERY GOOD.
Good wishes to Biswarupa.MayJagannath bless her for bright future.Jay Jagannath Swami namah.
Very heart touching janan and very nice tune.Gd bless you.🎉🎉🎉🎉
Khub sundor eswer asirbad karontu
ଅତି ସୁନ୍ଦର କଣ୍ଠ,ଓ ପ୍ରାଣ ଛୁଆଁ
Wonderful voice .Biswarupa you are future voice of Odisha.Jay Jagannath.
ମନ ମୁଗ୍ଧକର. ଆଗେଇ ଚାଲ.
Best song, and Bahut sundar kabita.🎉 Jai jagannath, pranam.
ଜୟ ଜଗନ୍ନାଥ🙏🙏🙏🙏
Tribhuban musics ra Biswarupa nka prati bada thakura nka eapari Krupa drusti rahithau.Jay Jagannath.
ଜୟ ଶ୍ରୀ ଜଗନ୍ନାଥ
Very nice sister mind-blowing go ahead
Wow very nice Jay Jagannath
ବହତ ସୁନ୍ଦର ଲାଗିଲା ଝିଅ ,ମୋ କଣ୍ଠ ଟା ବି ତୋ ଭଳି ଲାଗେ❤
He prabhu subhe jau aja dina🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath Swayami Namo.
Thank you bisworupa ଏମିତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ତୁମ ଉପରେ ରହୁ
🙏ଜୟ ଜଗନ୍ନାଥ🙏
Bahut Sundar
Jay Jagannath Swami 🙏🙏🙏
Bahut sundar bhajan
Sarbamangala Jagannath🌹 om nama🌹 sivaay 🌹💟🌹💛🌹🖤🌹🙏🙏
Thanks. Hearttouching
Very nice and beautiful, sweet Singer biswarup
🙏🌷🙏 Jay Sri Jagannath Mahaprabhu Sri Charane SubhaSakala Pranam Prabhu Sabu Tumari Iechha ❤️🙏🌷🙏🌷🙏🌷🙏🌷🙏❤️
Jay jagannath ati sundar bhajan dhanyabad
Very sweet. May God bless you Biswarupa
Jay jaganath sundar. Voice
ବହୁତ୍ ସୁନ୍ଦର୍ ସ୍ୱର। ଦେଖିବାକୁ ବହୁତ୍ ସୁନ୍ଦର୍।କୌଣସି ମେକୁଆପ ନାହିଁ ।ପୋଷାକ ମଧ୍ୟ ଅତି ସାଧାରଣ।ଏ ଭଳି ଝିଅ ମାନଙ୍କର ଭବିଷ୍ୟତ ଅତି ଉଜ୍ବଳ।।।ଜୟ ଜଗନ୍ନାଥ।
ଠିକ କହିଛନ୍ତି ଭାଇ
Bahut Sundar Bhajan Jay shree Jagannath Swami 🎉
ପତିତୋପାବାନ ଆଳତି ଠାରୁ ସିଂହଦ୍ଵାର ଫିଟା ସହିତ ବଡ଼ ଠାକୁର ଙ୍କର ପ୍ରତିଦିନ ଯେତେ ନୀତି ନିୟମ ସହିତ ସବୁ ଏ ଭଜନରେ ମୁଁ ଦେଖି ପାରୁ ଥିବାରୁ ନିଜକୁ ଧନ୍ୟ ମନେ କରୁଛି।ଏ କେବଳ ତୁମ୍ଭର ଭକ୍ତି ପୂର୍ଣ୍ଣ ଭଜନ ପାଇଁ ଦେଖି।ବାକୁ ମିଳୁଛି।ଧନ୍ୟ ଧନ୍ୟ ବିଶ୍ଵରୂପ।ଧନ୍ୟ ତୁମ୍ଭର ଏ ଭକ୍ତିଭାବ। ଜୟ ଜଗନ୍ନାଥ।
Excellent
Sweet voice
Jay Jagannath Swami Nayan patha gami Bhaba tumay 🙏🙏🙏
Beautiful abudhabi Happy supar
ମୋ ପିଲା ବେଳର ବହୁତ ଭଲ ଭଭନ ।best voice thank u madam my favourite song.
Bhuta sundar
Thanks Biswarupa again and again for your sweet tone really.