Sabu Bandhana mo Kholidei Prabhu (ସବୁ ବନ୍ଧନ ମୋ ଖୋଲିଦେଇ ପ୍ରଭୁ) by Shantilata Barik

Поделиться
HTML-код
  • Опубликовано: 17 окт 2024
  • Click the 'bell' icon and Subscribe!
    For always being informed, and entertained find us here:
    News Website: www.odisha.live
    Facebook: / odishalive
    RUclips: / odishalive
    Twitter: / odishalive
    Event Name - He Chakanayana organized by Shantilata Barik Chhotray Cultural Trust
    Singers - Shantilata Barik, Rabindra Mohapatra, Guru Dr. Bijay Kumar Jena, Dibakar Mohanty, Devi Prabha, Harapriya Swain, Sushree Ipsita Panda, Lata Ghosh, Prashant Padhi, Manmath Mishra, Dr. Sangeeta Gosain.
    ---
    An OdishaLIVE Web Production.
    Web Channel: www.odishalive.tv
    (A Web Initiative of Academy for Media Learning Private Limited)
    M-6, Samanta Vihar, Near Kalinga Hospital,
    Bhubaneswar-751017 (Odisha).
    Email: mail@odisha.live
    Tel: +91-674-2303311
    Produced and broadcast in public interest.
    Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Комментарии • 731

  • @sabitanayak4716
    @sabitanayak4716 Год назад +29

    ଆପଣ କେତେ ଭାଗ୍ୟବତୀ ଏତେ ସୁନ୍ଦର ଭଜନ ଗାଇ ପ୍ରଭୁଙ୍କୁ ମନାଇ ପାରୁଛନ୍ତି।🙏😭😭😭😭😭♥️♥️♥️♥️♥️♥️ଆଉ ଯୋଗ ଜନ୍ମା କବିଙ୍କ ଭାବରେ ମଥାଲୋଟ ପ୍ରଣାମ । ମୁଁ ଅଭାଗୀ କେମିତି ମୋ ପ୍ରିୟତମ ଶ୍ୟାମ ସୁନ୍ଦର ଙ୍କୁ ମନାଇ ପାରିବି !!!!!!!!!!!!!😭😭😭😭😭😭🙏🙏🙏🙏🙏

  • @harekrushnapattanayak5331
    @harekrushnapattanayak5331 Год назад +5

    ଏ ଟିୟୁନିଗଂ ଓ ଭଜନ କନ୍ଦେଇ ଦେଉଛନ୍ତି ଆଃହା ଧନ୍ୟ ହେଲି ମା ମୋର ।ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।❤❤❤❤❤❤❤❤❤❤❤❤❤❤❤

  • @seemamishra4118
    @seemamishra4118 3 года назад +21

    ଚନ୍ଦ୍ରମା ମନସୋଜାତ ଶ୍ଚକ୍ଷୋଃ ସୂର୍ଯ୍ୟୋ ଅଜାୟତ।ଶ୍ରୋତ୍ରାଦ୍ ଵାୟୁଶ୍ଚ ପ୍ରାଣଶ୍ଚ ମୁଖାଦଗ୍ନି ରଜାୟତ। ସେହି ପ୍ରଭୁ ହେଉଛନ୍ତି ବିରାଟ ପୁରୁଷ।ତାଙ୍କ ମନରୁ ଚନ୍ଦ୍ରମା,ଚକ୍ଷୁରୁ ସୂର୍ଯ୍ୟ, କର୍ଣ୍ଣ ରୁ ବାୟୁ,ମୁଖରୁ ଅଗ୍ନି ଜାତ ହୋଇଅଛି। ସେହି ଵିରାଟ ପୁରୁଷଙ୍କୁ ମୋର ପ୍ରଣାମ।

  • @hrudanandsharma757
    @hrudanandsharma757 Год назад +37

    ଜୟ ଜଗନ୍ନାଥ। ବହୁତ ସୁନ୍ଦର ଲେଖା।
    ଶାନ୍ତିଲତା ମେଡମ ଙ୍କ ଭାବପୁର୍ଣ ଗାଇକି।
    ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ।
    Thanks to entire team

  • @kishorkumarparida2675
    @kishorkumarparida2675 6 месяцев назад +3

    ଶାନ୍ତି ମା ଆପଣଙ୍କ ଆତ୍ମାର ସଦଗଡି କରନ୍ତୁ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏

  • @sukadev2515
    @sukadev2515 2 года назад +19

    ସବୁ ବନ୍ଧନ ଖୋଲିଦିଅ ପ୍ରଭୂ ମାୟାରେ ମୋହିତ ମୁଁ ଜୟ ଜଗନ୍ନାଥ ହରି ହରି ଭବ ସାଗରୁ କର ପାରୀ

  • @pramodkumarjena6442
    @pramodkumarjena6442 6 месяцев назад +1

    ଭଜନ ସାମ୍ରାଜ୍ଞକୁ କାହିଁକି ନେଇ ଗଲ ପ୍ରଭୋ ଏତେ ଶିଘ୍ର

  • @BRAJENDRABHATTA-fv5pp
    @BRAJENDRABHATTA-fv5pp 6 месяцев назад +4

    ଆପଣ ସବୁବେଳେ ଓଡ଼ିଶା ବାସୀଙ୍କ ହୃଦୟରେ ରହିବେ। Rip 🙏

  • @anirudhakanhar8374
    @anirudhakanhar8374 2 года назад +7

    ଆପଣଙ୍କର ଭଜନ ଶୁଣି ବହୁତ ଆନ ନ୍ଦ ଲାଗୁଚି

  • @sukantakumartripathy923
    @sukantakumartripathy923 3 года назад +4

    ଶାନ୍ତି ଲତା ବାରିକ୍ ଗୀତ ଭରୀ ଭଲ ଲଗିଥିେଲ

  • @lokanathdas5246
    @lokanathdas5246 2 года назад +3

    ଭାରି ଭଲ ଲାଗୁଛି ଏହା ଏକ ଉଚ୍ଚ କୋଟିର କ ପ୍ରିୟ ଓଡ଼ିଆ ଭଜନ ଓ କଣ୍ଠ ଅତୀବ ପ୍ରିୟ ଅଟେ,

  • @subashpalai5365
    @subashpalai5365 Год назад +3

    ଗୀତ ସେସହେବାଜାଏ ହ୍ରୃଦୟରୁ ସବୁ ମୋହମାୟା ହଜିଜାଉଛି ମନ ଖୋଜୁଛି କେବଳ ପ୍ରଭୁଆସ୍ରା

  • @ajoykumarrath5476
    @ajoykumarrath5476 6 месяцев назад +1

    ଭଜି ଭଜି ତୋ ନାମ ଚକାନୟନ
    ମୋର ଯାଉ ଜୀବନ...ରୁ ପ୍ରଭୁ ବନ୍ଦନା ଆରମ୍ଭ ଏବଂ
    ସବୁ ବନ୍ଧନ ମୋ କାଟି ଦେଇ ପ୍ରଭୁ
    ତୁମରି ବନ୍ଧନେ ରଖ....ରେ ଶେଷ
    ଏହାହିଁ ପ୍ରମାଣ ଦିଏ ଏକ ପ୍ରଭୁ ସମର୍ପିତ ଜୀବନର ଯାତ୍ରା..🙏

  • @SubaschandraDas-yd2fz
    @SubaschandraDas-yd2fz Год назад +2

    ଏଭଳି ସୁମଧୁର କଣ୍ଠ ସ୍ବର ଏ ଦିଗରୁ ସେ ଦିଗକୁ ମହକି ଯାଉ

  • @yasovantarout740
    @yasovantarout740 6 месяцев назад +7

    ପ୍ରଭୁଙ୍କୁ ପାଇବା ପାଇଁ ଏ ଭାବର ଗୀତ, ଅପାଙ୍କୁ ସତ କୋଟି 🙏

  • @manaspatra6932
    @manaspatra6932 4 года назад +3

    ପ୍ରକୃତରେ ଶାନ୍ତିଲତା ମାମ ଆପଣ ଜଗନ୍ନାଥ ଙ୍କର ଦ୍ୱିତୀୟ ଅବତାର କି କଣ୍ଠ ବା outstanding and mindblowing

  • @gourangacharanbiswal8628
    @gourangacharanbiswal8628 6 месяцев назад +9

    💮💮💮 ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ । ପ୍ରଭୁ ଜଗନ୍ନାଥ ଜଗନ୍ନାଥ ଆପଣକଂ ଅମର ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ ।,💮💮💮

  • @sukadev2515
    @sukadev2515 2 года назад +8

    ସବୁ ବନ୍ଧନ ଖୋଲିଦିଅ ପ୍ରଭୂ ମାୟାରେ ବାୟା ମୁଁ ଜୟ ଜଗନ୍ନାଥ

  • @nuakarseth1310
    @nuakarseth1310 Год назад +2

    ଜୟ ଜୟ ଜଗନ୍ନାଥ ଅପା ଙ୍କ ର ଭଜନ ମହାପ୍ରଭୁ ଙ୍କୁ ମଧ୍ୟ ମୋହିତ କରିବ

  • @prasannakumarsahoo3338
    @prasannakumarsahoo3338 8 месяцев назад +1

    ହେ ଭଗବାନ ଏଭଳି ସୁନ୍ଦର ଦେବ ପ୍ରତିମ ଙ୍କୁ ଦୀର୍ଘାୟୁ ଜୀବନ ଦିୟନ୍ତୁ ଓ ସେ ଆମକୁ ବହୁତ୍ ପଶନ୍ଦ ଭଜନ ଜଣାଣ ସୁନାନ୍ତୁ
    🎉🎉🎉

  • @gitanjalipanigrahi6062
    @gitanjalipanigrahi6062 18 дней назад +2

    Jay Jagannath kaliasanta Mahaprabhu 🙏🏼🙏🏼

  • @jyotsnaranipanda2613
    @jyotsnaranipanda2613 6 месяцев назад +1

    ଏମତି ସ୍ୱର ଆଉ କେବେ ବି ଶୁଣି ବାକୁମିଳିବନି, ଅନ୍ତିମ ପ୍ରଣାମ ଶାନ୍ତି ଅପା, ଜୟ ଶ୍ରୀ ଜଗନ୍ନାଥ

  • @laxmidharbarik770
    @laxmidharbarik770 2 года назад

    ଅତିସୁନ୍ଦର

  • @DAKOTA1940s
    @DAKOTA1940s 4 года назад +28

    ଭଜନ ଏକ ମାଧ୍ୟମ ,ଭାବର ଆଦାନ ପ୍ରଦାନ କରିବାକୁ ଭଗବାନ ଙ୍କ ସହ । ହଁ... ଭଜନ ର ପ୍ରତେକ ଶବ୍ଦ ରେ ପୂର୍ଣ ସମର୍ପଣ ଭାବ ରହିଥିବା ଦରକାର ,ଯାହା ଭଜନ ସମ୍ରାଟ ଭିକାରୀ ବଳ, ଶ୍ରୀ ଅରବିନ୍ଦ ମୁଦୁଲି ଓ ଶ୍ରୀ ଶାନ୍ତିଲତା ବାରିକ ଙ୍କ ଭଜନ ରୁ ଜଣା ପଡେ 🙏🏻,ଜୟ ଜଗନ୍ନାଥ🌷😱 ( ମୋ ମତରେ )।

    • @sunilkumarnaikofficial1425
      @sunilkumarnaikofficial1425 3 года назад +3

      ବହୁତ ଭଲ କଥା କହିଛନ୍ତି ମୋ ମତରେ ବି ସେୟା... 🙏🙏🙏🙏 ଭିକାରି ବଳ, ଅରବିନ୍ଦ ମୁଦୁଲି ଶାନ୍ତିଲତା ବାରିକ, ନମିତା ଅଗ୍ରୱାଲ ପ୍ରତ୍ୟେକ word ରେ ଭାବ ସମର୍ପଣ ଭାବ ରହିବା କଥା ଜୟ ଜଗନ୍ନାଥ

    • @monamotivationspeaker
      @monamotivationspeaker Год назад

      U r hundred percent right 🙏🙏🙏

    • @jyotsnaranipanda2613
      @jyotsnaranipanda2613 6 месяцев назад

      Realy କଥା କହିଲେ sir

    • @kunusanju2587
      @kunusanju2587 6 месяцев назад

      ଏମାନେ ସମସ୍ତେ ଆମ ଓଡ଼ିଶା ର ଗର୍ବ ଆଉ ଗୌରବ। ଭକ୍ତିର ଅନନ୍ୟ ସ୍ରୋତ।

    • @rajkishorgochhayat1155
      @rajkishorgochhayat1155 4 месяца назад

      ​@sunilkumarnaikofficial❤1425

  • @rameshchandrapatra9730
    @rameshchandrapatra9730 4 года назад +28

    ସାନ୍ତୀ ଅପା 🙏🙏🙏 ହୃଦୟ ସ୍ପର୍ଶ କରୁଛି ଆପଣ ଙ୍କ ଭଜନ। ବଂଚି ଥିବା ପର୍ଯ୍ୟନ୍ତ ଆମମାନଙ୍କୁ ଶ୍ରବଣ କରିବା ର ସୁଯୋଗ ଦେବା କୁ ଅନୁରୋଧ ।

  • @banacreations2684
    @banacreations2684 Год назад +2

    ବହୁତ ସୁନ୍ଦର ଭଜନ.

  • @basantakumarsahoo1872
    @basantakumarsahoo1872 2 года назад +3

    Very interesting

  • @santoshkumaracharya3521
    @santoshkumaracharya3521 Год назад +2

    ଆହାଃ କି ସୁମଧୁର 🙏

  • @swadhinkumarswain3479
    @swadhinkumarswain3479 4 года назад +5

    Jay jagannath swami nayana patha gami bhaba tume

  • @prakashchandrapradhan173
    @prakashchandrapradhan173 Месяц назад

    Ati Sundar Gaichhanti.hriday ku chhuinchhi.dhanyavad kanthha silpi.

  • @HareKrushna-f3d
    @HareKrushna-f3d 8 месяцев назад +1

    ଆଃହା - -- - ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ

  • @smitamohanty3302
    @smitamohanty3302 Год назад +1

    Queen of bhakti sangeeta

    • @smitamohanty3302
      @smitamohanty3302 7 месяцев назад +1

      I listen this beautiful music again and again

  • @mamatamayeepradhan6410
    @mamatamayeepradhan6410 2 года назад +1

    Bhut sunder bhajan jay jagnath

  • @abinashjena8000
    @abinashjena8000 4 месяца назад +1

    Jay ଜଗନ୍ନାଥ ମହାପ୍ରଭୁ ଶାନ୍ତି ଅପା ସବୁ ଦିନ ଅମର ରହିଲେ

  • @jayguru1505
    @jayguru1505 4 года назад +10

    Bahut sundar vaba vara gita... Jay gurudeba

  • @magunidei4769
    @magunidei4769 9 месяцев назад +1

    Sabu bandhan mo Kholi dei Prabhu tumari bandhene rakh. Heart touching song.

  • @JayantaDas-vk9xe
    @JayantaDas-vk9xe 4 года назад +6

    Ever green singer ....no 1 more. ..JAY SRI RAM aapnaku khusi re Rakhantu

  • @dhirenbadhai6393
    @dhirenbadhai6393 3 года назад

    Radhe Radhe

  • @jaisharma6627
    @jaisharma6627 3 года назад +9

    आपके आवाज में जादू है आप वास्तव में श्रेष्ठ गायिका है आपको माँ सरस्वती का वरदान है ये भजन बहुत अच्छा है मैं आपको प्रणाम करता हूँ ।

  • @rabindaradash6067
    @rabindaradash6067 4 года назад +2

    Aemeti vhajan sunai baru tumuku bahuta dhayanybad apnanka kantha ameti au jagannatha vhajan jagata ku sunau thau dhanyabad santi lata maa

  • @laxminarayanmahapatra9125
    @laxminarayanmahapatra9125 2 года назад +10

    आपकी इतनी सुरीला कंठ का भजन सुनने पर आंखों में अश्रु प्रवाह होता है। प्रयागराज।

  • @sanjaykumarbehera902
    @sanjaykumarbehera902 4 года назад +6

    ଇନ୍ଦ୍ରିୟ ସେନାପତି ମନକୁ ତୀକ୍ଷ୍ଣ ଶରାଘାତ କରିଥିବାରୁ, ଅପାଙ୍କର ଚରଣେ କୋଟି ନମସ୍ୟ, ଆଶା କରେ ମାରୁ ଥିବେ ଏହିପରି ଆଧ୍ୟାତ୍ମିକ ସଂଗୀତ ସାହାଯ୍ୟରେ

  • @seemamishra4118
    @seemamishra4118 3 года назад +37

    ହେ ପ୍ରଭୁ! ଆପଣଙ୍କ ଭଜନ ଶୁଣି ମୋର ତନୁ ମନକୁ ଆପଣ ଟାଣି ନେଉଛନ୍ତି। ମୋର ମନ ମଜ୍ଜି ଯାଉଛି। ପ୍ରଭୁ ଆପଣଙ୍କ ମହିମା ବର୍ଣ୍ଣନା କରିହେବ ନାହିଁ।

  • @pankajparida694
    @pankajparida694 2 года назад +1

    🙏🌹ଓଁ ଜୟ ଜଗନ୍ନାଥ 🌹🙏

  • @rabindrapalai5955
    @rabindrapalai5955 3 года назад +2

    Pranam

  • @nabindharnabindhar2546
    @nabindharnabindhar2546 3 года назад

    Bahut hrudayaswarsi bhajan, joy jagannatha.

  • @mamatasahu8342
    @mamatasahu8342 3 года назад

    ଜୟ ଜଗନ୍ନାଥ

  • @CccdVvv
    @CccdVvv 2 месяца назад +1

    ❤❤all the best MAA🇮🇳🙏🙏

  • @tutusahoo986
    @tutusahoo986 4 года назад +5

    🙏🙏🙏🌹🌹🌹କେତେ ଦୟାଳୁ ମୋ ପ୍ରଭୁ 🙏🙏🙏🌹🌹🌹🌹🌹🌹🌹🌹🌹🌹🌹🙏🙏

  • @kunjamohanmishra69
    @kunjamohanmishra69 3 года назад +1

    Apanka kanthhare Prabhu jetiki bandha, mun....kete hajar gun adhik bandha padigali.Jay Jagannathh.
    .

  • @laxmidharapalae1727
    @laxmidharapalae1727 2 года назад

    om shree Asutoshay namo namm. very very beuty ful djjs vajan.

  • @santoshkumaracharya3521
    @santoshkumaracharya3521 Год назад +3

    ଅନନ୍ୟ ସମର୍ପଣ ଓ ସୁଲଳିତ ସ୍ବର 🙏🙏🙏

  • @technicalpralin7738
    @technicalpralin7738 2 года назад +1

    Ate sunder voice prabhu mota tike dia

  • @bupunjena5085
    @bupunjena5085 3 года назад +2

    Wowwww bhut Sundar song

  • @HareKrushna-f3d
    @HareKrushna-f3d 3 месяца назад

    ଅତିସ ସୁନ୍ଦର କଣ୍ଠ ଆଃହା,ଆଉ ମିଳିବନି ମା ମୋର କୋଟୀ ପ୍ରଣାମ ଜଣାଉଛି ।

  • @snehasubham689
    @snehasubham689 4 года назад +6

    चौका अखी चका नयाना सब वाले मिले प्रभु तुम दर्शन जय जगन्नाथ जय जगन्नाथ

  • @bebypanda.A-Z
    @bebypanda.A-Z Год назад +1

    Jaya jaganntha 🙏 ବହୁତ୍ ସୁନ୍ଦର ଗୀତ

  • @GitanjaliSahoo-wx3ud
    @GitanjaliSahoo-wx3ud Год назад +1

    Hrudaya sprsi song akhiru Luha bahari asijauchi

  • @pabitrachampati5239
    @pabitrachampati5239 2 года назад +2

    ହୃଦୟ କୁ ଛୁଇଁଗଲା , ଜୟ ଜଗନ୍ନାଥ ।।

  • @babynayak4427
    @babynayak4427 4 года назад +7

    Thanks mam. Apeke abaj so sweet

  • @sanatanbhoi5550
    @sanatanbhoi5550 Год назад +8

    ❤ Touching Song.

  • @rathamalik7907
    @rathamalik7907 4 года назад +1

    He Mahaprabhu Sara jagata ku bhalare rakha

  • @pradiptakumarpanda2266
    @pradiptakumarpanda2266 6 месяцев назад +1

    Hare krushna 🎉

  • @debabratabaral527
    @debabratabaral527 6 месяцев назад +1

    Mana dukha thila bele abhali sunder bhajan sunile sabu dukha dura huae jay jagarnath

  • @kumarpratap2849
    @kumarpratap2849 3 года назад +1

    Khub Sundar bhajan maa

  • @rohitlinkanrout3654
    @rohitlinkanrout3654 6 месяцев назад +1

    A tribute to odisha bhajan world's legendary singer Mrs santilata barik (Chotray) 🙏🏻🙏🏻

  • @rabindrasukla4691
    @rabindrasukla4691 2 года назад +1

    Wa beauty full song and voice very god

  • @rameshswain9459
    @rameshswain9459 5 лет назад +3

    Ehi kete jana maa saraswati nka santan manank pain aji odia sangita banchi6i Jay jagannth

  • @parsuramdas6127
    @parsuramdas6127 3 года назад

    ହୃଦୟସ୍ପର୍ଶୀ ଭଜନ ।

  • @gobindnayak7219
    @gobindnayak7219 4 года назад +3

    Khub Sunder bhajan,voice nice
    Thankyou.🍍💩🌹🌹🙏🙏

  • @SriHariSharanam455
    @SriHariSharanam455 4 года назад +3

    ଚୋରି କରା ହେଇଚି ଏ ଭଜନ ଆତ୍ମ ପ୍ରତିଷ୍ଠା ପାଇଁ ।।
    ଏ ଭଜନ ଶ୍ରୀ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଙ୍କ ରଚିତ ୧୯୫୦ ମସିହା ପୂର୍ବ ରୁ ।।

  • @amiyaranjannayak4004
    @amiyaranjannayak4004 2 года назад +1

    Santilata barik first first first.

  • @pramodtada7089
    @pramodtada7089 Год назад +4

    JayJagannath

  • @gunnidhipatel5643
    @gunnidhipatel5643 4 года назад +2

    Jai Jagannath

  • @DayanidhiNahakNahakdayanidhi
    @DayanidhiNahakNahakdayanidhi 6 месяцев назад +1

    Jay Jagannath swami nayan pathgami Hay mahaprabhu namaste 🙏

  • @susantakumargouda8229
    @susantakumargouda8229 Год назад

    Sabutharu niyara bhajan bahut sundar bhajan manaku bahuta santi prapta heuchi santilata maa nk bhajan ,jay Jagannath 🙏🙏🙏

  • @tutusahoo986
    @tutusahoo986 3 года назад +2

    🙏🙏🕉️🕉️🕉️🌹ଜୟ ଜଗନ୍ନାଥ ସ୍ୱାମୀ 🕉️🙏🕉️🙏🕉️🙏🌹🌹🕉️🙏🙏🕉️🕉️

  • @devajanimishra2814
    @devajanimishra2814 3 года назад +6

    This odia bhajan sacreds my mind and my soul.your voice is it self an offering to Lord Jagannath.what can I explain more...........I will be very lucky if you sing this type of more heart touching bhajanas

  • @divyashajena6941
    @divyashajena6941 9 месяцев назад +2

    No words to express my feelings at the time I listen this bhajan from u ma'am, no words to praise you, mesmerizing voice, JAY JAGANNATH 🙏🙏🙏.

  • @kcsatapathy7231
    @kcsatapathy7231 4 года назад +3

    Bahut sundar

  • @parsuramjena7951suvam.cheneal
    @parsuramjena7951suvam.cheneal Месяц назад

    Jay jagantha 🎉🎉🎉🎉🎉 Santi apa 🎉🎉sundar voice 🎉🎉🎉🎉

  • @binodbehera7944
    @binodbehera7944 6 лет назад +12

    Very heart touch bhajan ...

  • @snehalatasahoo6067
    @snehalatasahoo6067 Год назад +11

    Unbelievable voice 🙏

  • @dillipmahanayak5332
    @dillipmahanayak5332 4 года назад +8

    A nice, sweet, dedicated BHAJAN of song Quee SHANTIJI

  • @pabitrakumarsahoo2632
    @pabitrakumarsahoo2632 5 месяцев назад

    ଅତି ସୁନ୍ଦର ଗୀତ

  • @SitakantaSahoo-zz8ew
    @SitakantaSahoo-zz8ew 4 месяца назад

    Very beautiful bhajan and nicely sung 🎉🎉❤❤

  • @seemamishra4118
    @seemamishra4118 Год назад

    ହୃଦୟ ସ୍ପର୍ଶ ସଙ୍ଗୀତ 👌👌👌

  • @alikeshthanapati8684
    @alikeshthanapati8684 4 года назад +8

    This song is one of the super hit song. Shantilata Barik is one of the great singer. Her singing quality is very high label and singing style is different from others. No one can compare with her. Nice video. Thanks.

  • @anasuyanayak7247
    @anasuyanayak7247 2 года назад

    Very nice...

  • @dasarathirout9156
    @dasarathirout9156 6 месяцев назад

    🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🌹🌹🙏🏻🙏🏻🚩

  • @govindchandranayak4988
    @govindchandranayak4988 5 лет назад +2

    Vety favoriti bhajan very nice voice.shanti medum.goog night.jay jagnnath.

  • @tutusahoo986
    @tutusahoo986 4 года назад +1

    🙏🙏🙏🌹🌹ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🌹🌹🌹🌹🌹🌹🌹🌹🌺🌹🌹🌹🌹🌹

  • @sachidanandabehera6929
    @sachidanandabehera6929 3 года назад

    Jai jagananth

  • @debasishdash1758
    @debasishdash1758 5 лет назад +5

    Nice voice jay santilata barik jay jagannath

  • @SunakarBehera-ez5lk
    @SunakarBehera-ez5lk 23 дня назад

    ଜୟ ଜଗନ୍ନାଥ 🇮🇳🙏❤

  • @krutarthapradhan5700
    @krutarthapradhan5700 4 года назад +2

    My favorite bhajan jay jagannath

  • @madhurisahoo8282
    @madhurisahoo8282 2 года назад

    Jay guru Jay guru Jai jagannath Jay guru Jai guru Baikuntha Natha 🙏🏻🙏🏻🙏🏻🙏🏻

  • @asha6730
    @asha6730 3 года назад

    Sabu vajana tharu ahivajanati bahut vhala lage mate

  • @snehopamatripathy5915
    @snehopamatripathy5915 2 года назад +9

    💖 touching. Very powerful song. Jay Jagannath🙏🙏

  • @bhagyashreebehera1180
    @bhagyashreebehera1180 6 месяцев назад

    Apana Amar heigale madam ❤❤❤ sabubele ama hrudaya bhitare rahibe