Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ସତରେ ମୋ କାଳିଆ ଠାକୁର କରୁଣା ସାଗର ତାଙ୍କୁ ଯିଏ ଯେପରି ଡାକିଛି ତାଙ୍କ କରୁଣା ଓଜାଡ଼ି ଦେଇଛନ୍ତି ଅତି ସୁନ୍ଦର ଉପସ୍ଥାପନାଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
ଭାଇ ଆପଣଙ୍କୁ ଧନ୍ୟବାଦ. ମୋ ମହାପ୍ରଭୁ ଙ୍କର ଏତେ ସୁନ୍ଦର କାହାଣୀ କହିଥିବାରୁ 🙏.. ସତରେ ଆମ କଳା ଠାକୁର ର ଲୀଳା ବୁଝିବା ଅସମ୍ଭବ..
ମୋ ଦେହ ବି ଶୀତେଇ ଗଲା, ହେ ମହାପ୍ରଭୁ ତୁମ ନୀଳା ସତରେ ମହାନ 🙏🏾🙏🏾🙏🏾🙏🏾
ସେତ ଅନୁଭବର ଠାକୁର ତାଙ୍କୁ ଯିଏ ହୃଦୟରୁ ଡାକିଚି ସେ ତାଙ୍କର ମହିମା ନିଶ୍ଚୟ ଅନୁଭବ କରିଛି ଜୟ ଜଗନ୍ନାଥ 🙏
Jay shree jagarnath ❤️💪💪🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆଜ୍ଞା ଏହି କାହାଣୀ ଶୁଣିବା ପରେ ଆଖିରୁ ଲୁହ ଝରିଆସିଲା🥺ହେ ମହାପ୍ରଭୁ ଆପଣଙ୍କ ମହିମା ଅପାର🙏🏻 ସବୁବେଳେ ଆପଣଙ୍କ ଆଶୀର୍ବାଦ ଥାଉ ମୋ ମୁଣ୍ଡରେ🥰🙏🏻ମୋ କାଳିଆ ସୁନା💝
ଘଟଣାଟି ଶୁଣି ମୋ ଦେହ ଶୀତେଇ ଯାଉଛି ମୋ ମହାପ୍ରଭୂ ଶ୍ରୀଜଗନ୍ନାଥ 🙏🙏🙏
ଆଖିରୁ ଲୁହ ଆସିଗଲା ବନ୍ଧୁ ❤️ ସତରେ କାଳିଆ ସାନ୍ତେ ତୁମ ଲୀଳା ଭାରି ବିଚିତ୍ର 🙏🙏🙏🙏 ଜୟ ଜଗନ୍ନାଥ ପ୍ରଭୁ 🙏🙏🙏🙏
ଏ ଘଟଣା ଶୁଣି ଆନନ୍ଦ ଅଶ୍ରୁ ବାହାରିଗଲା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ଧନ୍ଯ ସେ କଳା ଠାକୁର କେତେବେଳେ କାହାକୁ କିଭଳି କରୁଣା କରନ୍ତି ସାଧାରଣ ଲୋକଙ୍କ ପକ୍ଷରେ ବୁଝିବା ମୁସ୍କିଲ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ମୋ ଦେହ ଶୀତେଇ ଯାଉଛି ଶୁଣିଲା ବେଳକୁ. ଧନ୍ୟ ତମ ଲୀଳା ପ୍ରଭୁ ଶ୍ରୀ ଜଗନ୍ନାଥ ❤️ 📿🙏🚩⚫❗⚫🚩
ଦେହ ମୋର ଶୀତେଇ ଗଲା ଆଖିରୁ ଲୁହ ବୋହି ଗଲା।ମୋ ମହାପ୍ରଭୁ ଙ୍କର ଲୀଳା ଅତୁଳନୀୟ।ଜୟ ଜଗର୍ନାଥ।🙏
Satare prbhutume acha
Jay Jagannath Mora bi luha asigala
ସତରେ ପ୍ରଭୁ ତୁମ କୃପା ଅପାର ମୁଁ ଧନ୍ୟ ହୋଇଗଲି ଜୟ ଜଗନ୍ନାଥ 🙏🏻🙏🏻🙏🏻 😥😥😥
@@mbbalarambehera7119 no
Jai Gagannath 🙏🙏
ସେ ଭାବର ଠାକୁର, ଏବଂ ତାଙ୍କ ଅଲୌକିକ ଲୀଳା ନିତ୍ୟ ନିଳାଚଳରେ ପ୍ରତ୍ଯକ୍ଷ ରୂପେ ଅନୁଭୂତ ହୁଏ।ମୋ ସହିତ ମଧ୍ୟ ଏମିତି କିଛି ଘଟିଥିଲା। ଜୟ ଶ୍ରୀଜଗନ୍ନାଥ ସ୍ବାମୀ। 🙏🙏
ମୋ' ପ୍ରଭୁ ଦୟାର ଅସୀମ ସାଗର। ଟିକେ ଭଲପାଇବା ଦେଲେ ସେ ଗୋଟାପଣେ ନିଜର ହୋଇଯା'ନ୍ତି । ଜୟ ଜଗନ୍ନାଥ ।
ଜୟ ଜଗନ୍ନାଥ 🙏
ସାର୍ ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ
ଏ କଥା ଶୁଣି ମୁଁ ଧନ୍ୟ ହୋଇଗଲି ମହାପ୍ରଭୁ, ତୁମକୁ କୋଟି ନମସ୍କାର. 🙏🙏🙏🙏🙏
A sabu bakar katha ok
He kalia saante apanka nila dhanya... Mu aji apanaka ahi ambruta katha suni dhanya heli..... Jay jagannath... 🙏🙏🙏🙏🙏🙏🙏🙏🙏🙏🙏🙏❤
ସତ ରେ ଭାଇ ମନ ଭିତରେ ଯେତେ ଯାହା ଦୁଃଖ ଥାଉ ଜୋଦି ଆପଣ ଙ୍କ ମୁଖରୁ ପ୍ରଭୁ ଜଗନ୍ନାଥଙ୍କ ମହିମା ଶୁଣିଲେ ସତ ରେ ମନ ଟା ଖୁସି ରେ ଭରି ଯାଉଛି ଜୟ ଜଗନ୍ନାଥ 🙏🙏
ସତରେ ହୃଦୟସ୍ପର୍ଶୀ କାହାଣୀଟିଏ ... ଆଖିରେ ଲୁହ ଆସି ଗଲା ଶୁଣିକି ..... ଧନ୍ୟ ମହାପ୍ରଭୁ ମହିମା ତୁମର 🙏🙏🙏
ଭକ୍ତ ବତ୍ସଳ ଭାବଗ୍ରାହୀ ମୋ କାଳିଆ ସାଆନ୍ତ। ସତରେ ମୋ ଜଗବନ୍ଧୁ ପରି ନାହିଁ ବନ୍ଧୁ କେହି ତ 🙏🏻🙏🏻🙏🏻🙌🙌🙌
ସତରେ ଲୀଳାମୟ ଙ୍କ ଲୀଳାକୁ କିଏବା ବୁଝିପାରିବ ଏ କଥା ଶୁଣିକି ଆଖି ର ଲୁହ ଝରିଯାଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
ଶିହରି ଉଠିଲି। ଧନ୍ୟରେ ତୁ ଜଗା! ଧନ୍ୟ ତୋ ଲୀଳା! ଜୟ ଜଗନ୍ନାଥ। 🙏❤️
ସତରେ ମୁଁ ଭାବ ବିହ୍ବଳ ହେଇ ଗଲି ,,, 🥺🥺🥺
@@rakeshsatapathy5803 ଜୟ ଜଗନ୍ନାଥ। 🙏
ଯେତେ ଯେତେ ଗହନତା ବଢୁଛି ସେତେ ସେତେ ମୋ ଦେହ ଶିହରୀ ଉଠୁଛି । ମୁଁ ଜାଣେ ତୁ ଲୀଳାମୟ , ତୋ ପାଇଁ ଛାତିରେ ଛାତିଏ କୋହ , ଆଖି ରେ ଆଖିଏ ଲୁହ ।
ପ୍ରଭୁ ଆପଣଙ୍କ କ୍ଷେତ୍ର ରେ ଆପଣଙ୍କ ଓଡିଶା ରେ ଯନ୍ମ ହୋଇ ଧନ୍ୟ ହୋଇଗଲି ପ୍ରଭୁ 🙏🙏🙏😭😭😭🙏🙏 ଜୟ ଜଗନ୍ନାଥ 🙏🙏🙏
Jai jagannath Jai shree ram😭😭😭😭😭😭😭😭😭😭
Jai jaganntha
Anubhuti
ଭକତ ବତ୍ସଳ ଭକତର ପାଇଁ,କେତେ ଯେ ଲୀଳା ତୁମର ।ନୀଳାଦ୍ରି ବିହାରୀ ନୀଳାଚଳ ନାଥ,ଧନ୍ୟ ମହିମା ତୁମର ।। 🙏🏻😭🙏🏻ଜୟ ଜଗନ୍ନାଥ ମହାପ୍ରଭୁ 🙏🏻
ଯେତିକି ଆଶ୍ଚର୍ଯ୍ୟ ସେତିକି ହୃଦୟ ସ୍ପର୍ଶି l ଧନ୍ୟ ତୁମର ଲୀଳା ଖେଳା ପ୍ରଭୁ l ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏ଜୟ ଜଗନ୍ନାଥ
ଧନ୍ୟ ମହାପ୍ରଭୁ । ଧନ୍ଯ ତୁମ୍ଭର ଲୀଳା । ସେ ତ ଭାବର ଠାକୁର। ତୁମ ଚରଣ ରେ କୋଟି ପ୍ରଣାମ ମହାପ୍ରଭୁ 🙏
ଯେତେବେଳେ ବି ଆପଣଙ୍କ ର କାହାଣୀ ଶୁଣେ ମୋର ମୋ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆହୁରି ବିଶ୍ୱାସ ବଢ଼ି ବଢ଼ି ଯାଏ ଆଉ ବହି ଆସେ ଆଖିରୁ ଦୁଇ ଟୋପା ଲୁହ ସତରେ ମୋ ପ୍ରଭୁ କେତେ ମହାନ୍ ଜୟ ଜଗନ୍ନାଥ।
d3d33
Jay jagannath
ଜୟ ଜଗନ୍ନାଥ ମହାପ୍ରଭୁ 🙌🥺
Jay gannath
Jay Jagannath
ସତରେ ଆଜ୍ଞା ଆପଣଙ୍କ କାହାଣୀ ଶୁଣିଲେ ଆଖିରେ ଆଖିଏ ଲୁହ ଆସିଗଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏
ଧନ୍ୟ ସେ ଭକ୍ତ ଧନ୍ୟ ମୋ ମହାପ୍ରଭୁ ଙ୍କ ନିଳା 🥺😭ଜୟ ଜଗନ୍ନାଥ ମହାପ୍ରଭୁ 🙌🚩
ଜୟ ଜଗନ୍ନାଥ ଜୟ ❤❤❤❤
ହେ ଭାବଗ୍ରାହୀ, ଭାବରେ ଭାବରେ ମୋତେ ନିଜର କରି ନେ, ହେ ଦୀନବନ୍ଧୁ ତୁମକୁ ତୁମ ବଂଧୁ ମହାନ୍ତିଙ୍କ ରାଣ ରହିଲା ମୋତେ ତୋର ଭାବରେ ବାନ୍ଧି ଦେ ରେ କାଳିଆ ❤️🙏ହେ ମହା ବାହୁ ତୋର ଇଛା ପୂର୍ଣ୍ଣ ହେଉ.
Jagannath apananka ichha purana karantu . Jay Jagannath 🙏🙏🙏🚩🚩🚩
ଅତି ସୁନ୍ଦର ଆଖିରେ ଲୁହ ଆସିଗଲା ♥️🙏 ହେ ପ୍ରଭୁ ସମସ୍ତଙ୍କୁ ସେମିତି ଆଶୀର୍ବାଦ କର 🙏♥️
ସତରେ କାଳିଆ ସାାଆନ୍ତେ କେଡ଼େ ଲୀଳାମୟ...ଜୟ ଜଗନ୍ନାଥ..
ସେପରା ଭକ୍ତ ଭାବରେ ବଧା 🙏 🙏 ମୋ ପ୍ରଭୁ ଜଗନ୍ନାଥ ଅତି ସୁନ୍ଦର 🙏 🙏 ❤️ ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର 🙏 🙏
Jaye Jagannath 🙏🌷🙏🌷🙏🌷
ମୋହାବାହୁ♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤲🙏🙏🙏🙏🙏🙏🙏🙏🙏🙏🙏🙏🙏ହେମୋହାବାହୁ🥥🤲
Prabin babu u r really lucky how much sweet your voice??? Am anxious to listen this type of real story delly.ple send me.
ମୋ ପ୍ରଭୁ ମହାନଆଖି ରେ ଲୁହ ଆସିଗଲା
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
ସତରେ ମୋ ପ୍ରଭୁ ମହାନ୍ 🙏 ଆଖିରେ ଲୁହ ଆସିଗଲା 😭
Hi
ଜୟ ଜଗନ୍ନାଥ
ruclips.net/user/shortsQlNq8gsZnGE?feature=share
@@mitaliparida1626 oo bhala u
ଧନ୍ୟ ମହିମା ଧନ୍ଯ ତୁମ ଲୀଳା........ 🥺🙏❤ ଏ କଥା ଶୁଣି ମୋ ଆଖିରୁ ଲୁହ ବାହାରି ପଡିଲା 🥺🙏 ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ, ଧନ୍ୟ ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଘଟଣା ଟି ଶୁଣୁ ଶୁଣୁ ଅସରାଏ ଲୁହ ବୋହି ଗଲା 🙏🙏🙏🙏
Jay jagannatha Jay jagannatha
Jay jaganath
ଏ କଥା ଶୁଣି ମୋ ଦେହ ପୁରା ଶୀତେଇ ଗଲା ଆଉ ମୋ ଆଖି ରୁ ଲୁହ ଧାର ଧାର ହେଇ ବୋହିଗଲା ସତରେ ପ୍ରଭୁ ତମେ ମହାନ ଜୟ ଜଗନ୍ନାଥ 🙏🙏ତମକୁ କଟି କଟି ପ୍ରଣାମ 🙏🙏🙏
ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ କୋଟି କୈବଲ୍ୟନାଥ ପ୍ରଭୁଙ୍କ ଲୀଳା ଅପାର 🙏🙏ଜୟ ଜଗନ୍ନାଥ ସ୍ଵାମୀ ମୋ ପ୍ରଭୁ କାଳିଆ ସାଆନ୍ତ 🌹🌹🙏🙏🌹🪔🪔🪔🪔🪔🪔🙏🙏🙏
🙏 ଯିଏ ତାଙ୍କୁ ବିନା ସ୍ବାର୍ଥ ମନରେ ଭାବରେ ଡାକିବ ସେ ସତରେ ଆସିବେ 🙏ହେ ମହାପ୍ରଭୂ ଶ୍ରୀଜଗନ୍ନାଥ ତୁମ ଚରଣ ରେ କୋଟି କୋଟି ପ୍ରଣାମ 🙏💖
ହେ ପ୍ରଭୁ କାଳିଆ ଠାକୁର ତୋର ଲୀଳା ଖାଲି ତତେ ହିଁ ଜଣା ତୋ କଥା ଶୁଣିଲେ ଆଖିରୁ ଲୁହ ଚାଲି ଆସୁଛି ଜୟ ଜଗନ୍ନାଥ ପ୍ରଭୁ ହେ ମଣିମା ତୋତେ କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏🙏Jay Jagannath 🙏
ହେ ମହାବାହୁ
ପ୍ରଭୁ ଙ୍କ ଲୀଳା ଶୁଣି ଆଖି ରେ ଲୁହ ଆସିଗଲା ମୋ କାଳିଆ ସାଆନ୍ତ 🙏🙏🙏
ସିଏ ବା ଆମ ମଉଡମଣୀ କାଳିଆ ଶାନ୍ତ ତାଙ୍କ ପରି କିଏ ସେ ହେବ ସତରେ ପ୍ରଭୁ ତୁମେ ବହୁତ ମହାନ ମାନିଲି ପ୍ରଭୁ ମାନିଲି 🙏⭕️‼️⭕️🙏 ଆହେ ମହାବାହୁ 🙏
. kalia re aji au thare anuvuti tiku suni akhiru Luha jhari paduchi....... pranam prabin sir...............
ଭାବକୁ ଅବଶ୍ଯ ଭାବଗ୍ରାହୀ ଗ୍ରହଣ କରନ୍ତି।ଚମତ୍କାର କେବଳ ସରଳ ଭକ୍ତଙ୍କ ଜୀବନରେ ଘଟେ। ଶଂକା ସଂନ୍ଦେହର ସ୍ଥାନ ହିଁ ନାହିଁ। ସେ ତ ଭକ୍ତ ଭାବରେ ବନ୍ଧା, ଭକତ ଜୀବନ ଧନ।💐👏
ପ୍ରଭୁ ଜଗନ୍ନାଥ ପ୍ରତ୍ୟକ୍ଷ ଠାକୁର, ତାଙ୍କୁ କୋଟି ପ୍ରଣାମ 🙏
ବହୁତ୍ ସୁନ୍ଦର୍ ପୁରା ସତ୍ୟ ଘଟଣା ପରି ଲାଗୁଛି ଦେହ ଶୀତେଇ ଗଲା ପ୍ରଭୁଙ୍କୁ ସ୍ପରଣ କରି 🙏
ହେ ପ୍ରଭୁ କେଉଁଠି ଅଛ ତୁମେ, ଏ ଆଖିରେ ଲୁହ ତୁମେ ବୁଝି ପାରୁଥିବ, ଜୟ ଜଗନ୍ନାଥ ସ୍ଵାମୀ 🙏ଭାଇ ଆପଣଙ୍କର ଭକ୍ତି ଭାବପୂର୍ଣ୍ଣ ପଠନ ହୃଦୟରେ ଭାବ ଜାଗ୍ରତ କରେ,ଧନ୍ୟବାଦ୍ ଆପଣଙ୍କୁ,
Jay jaganatha 🙏😭🙏 Swami Nayana patha gami bhova tume prabhu
ଜୟ ମହାପ୍ରଭୁ ତୁମ ଲୀଳା ଅତୁଟ ରହୁ 🙏🙏🙏
ମୋ ଜଗା ର ଲିଳା ଅପୁର୍ବ ସେ ସମସ୍ତଙ୍କ ଉପରେ କୃପା କରନ୍ତି ସେ ପରା ଓଡ଼ିଆ ଙ୍କର ଜୀବନ ଧନ ଜୟ ଶ୍ରୀ ଜଗନ୍ନାଥ 🙏🚩🙌
ଆଉ କିଛି କହିବାର ନାହିଁ କେବଳ ଗୋଟିଏ କଥା ଜୟ ଜଗନ୍ନାଥ ହେ ମହାପ୍ରଭୁ ସମସ୍ତକୁ ସହାୟ ହୁଅନ୍ତୁ.
ସବୁ ତୁମରି ଲୀଳା ରେ କାଳିଆ🥺🙏
ହେ ମହାପ୍ରଭୁ ଜଗନ୍ନାଥ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🥺🥺🥺🥺🥺
ଜୟ ଜଗନ୍ନାଥ ଆମ ମୌଡମଣି ଗଜପତି ମହାପ୍ରଭୁ🚩💖❤️
ତା ଆଗେ ସବୁ ପରା ହୀନସେତ ଭକ୍ତ ବତ୍ସଳ ଭଗବାନ🙏🙏🙏💖💖💖
ସତରେ ଆଖିରେ ଲୁହ ଆସିଗଲା।ହେ ଜଗନ୍ନାଥ ତମେ ସତରେ ମହାନ।ଜୟ ଜଗନ୍ନାଥ 🙏
ଏଇ କାହାଣୀ ସୁଣିକି ସତରେ ମୋ ଦେହ ଶିହରୀ ଉଠିଲା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
ମୋ ବାପା ସବୁବେଳେ ସେମିତି ସେ ଅବର୍ଣ୍ଣନୀୟ ପରା।jauthi ସମର୍ପଣ ସେଇଠି ମୋ ବାବା
ଭାଈ ମୋ ଆଖିରୁ ଲୁହ ଆସିଗଲା 🥺😭😭😭😭 ଜୟ ଜଗନ୍ନାଥ 🙏🙏🙏🌍
ଧନ୍ୟ ସେ କାଳିଆ ଠାକୁର । ସେ ଭକ୍ତ ର ଦେବତା । ଧନ୍ୟ ସେ ଭକ୍ତ ନବଘନ ମଉସା । ସେ କାଳିଆ ଠାକୁରଙ୍କୁ ସତ ସତ ପ୍ରଣାମ 🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ 🚩🚩⭕❗⭕🙏 ମୋ କାଳିଆ ସାଆନ୍ତ ତୁମକୁ କୋଟି କୋଟି ପ୍ରଣାମ ମୋ ପ୍ରଣାମ ଘେନ କରହେ ମହାବାହୁ 😭😭😭🙏🙏🙏
ସତରେ ପ୍ରଭୁ ଆପଣଙ୍କ ଲୀଳା କୁ କିଏ ବା ବୁଝିବ 🙏🙏🙏ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥଧନ୍ୟ ଭାଇ ଧନ୍ୟ ତୁମ ଉପସ୍ଥାପନାଅଆଉ ଧନ୍ୟ ସେହି ଅନୁଭୁତି ବାଣ୍ଟୁ ଥିବା ଅନୁଭବି ମାନେ ମଧ୍ଯ।
ସତରେ ଭାଇ ଆପଣ ଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା। Jay JAGANATH 🙏
ଆଖିରେ ଲୁହ ଆସିଗଲା କିଛି ଶବ୍ଦ ନାହିଁ ଲେଖିବାକୁ ଜୟ ଜଗନ୍ନାଥ 🙏🙏🙏🙏🙏
Akhiru luha asigala bhaiJay jagnnath 🙏🙏🥺🥺
⭕️‼️⭕️ ଜୟ ଜଗନ୍ନାଥଙ୍କ ଚରଣରେ ମୋର ଏ ଦାସନୁ ଦାସର କୋଟି କୋଟି ନମସ୍କାର 🙏, ସତରେ ଏ ଭାବ ପୂର୍ଣ୍ଣ ସତ୍ୟ କାହାଣୀ ଶୁଣି ମୋ ଦୁଇ ନୟନଟି ଲୋତକ ପୂର୍ଣ୍ଣ ହୋଇଗଲା..
🙏 ଜୟ ଜଗନ୍ନାଥ ପ୍ରଣାମ ହଜୁର
ସତରେ ଦୀନବନ୍ଧୁ ମଉସା କେତେ ଭାଗ୍ୟବାନ। ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଅପାର। ସେ କେବଳ ଭକତ ପାଖରେ ଥାଆନ୍ତି। ଏହା ପ୍ରମାଣ କରିଦେଲେ। ଜୟ ଜଗନ୍ନାଥ 🙏🙏🙏🙏
Jagannath Swami Nayana patha gami Bhaba tume 🙏❤️🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏🙏🙏🙏🙏🙏🙏
ତମୋ ଲୀଳା ମହାନ୍ କାଳିଆ ଠାକୁର 🙌🙌🤗😢😢ଆଖିରୁ ଲୁହ ଆସିଗଲା ଦେହ ଶୀତେଇ ଉଠିଲା ମୋ କାଳିଆ ସୁନା⭕❗⭕🤗🤗ଜୟ ଜଗନ୍ନାଥ
ହୃୟସ୍ପର୍ଶୀ..ମନ ଛୁଇ ଗଲା❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️
ଜୟ ଜଗନ୍ନାଥ ସ୍ୱାମୀ🌹 କୋଟି କୋଟି 👏👏👏ନମସ୍କାର 👏
🙏❤️🙏 ମହାପ୍ରଭୁ ଙ୍କ ମହିମା ବଡ ବିଚିତ୍ର ❤️🙏❤️
ମହାପ୍ରଭୁଙ୍କ ମହିମା ବଡ଼ ବିଚିତ୍ର। ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଆମକୁ ମହାପ୍ରଭୁଙ୍କ ଲୀଳା ବିଷୟରେ ଅବଗତ କରୁଥିବା ରୁ।ଜୟ ଜଗନ୍ନାଥ।
ଯେତେବେଳେ ବେଶୀ କଷ୍ଟ ହୁଏ ମୁଁ କାଳିଆ କୁ ପ୍ରାଥନା କରେ ମୋର ସବୁ କାମ ହୋଇଯାଏ 🙏 ଯେତେ ବେଳେ ମୁଁ ଆପଣଙ୍କ କାହାଣୀ ଶୁଣିଲି ମୋତେ ବୋହୁତ ଖୁସୀ ଲାଗିଲା ଜୟ ଜଗନ୍ନାଥ 🙏⭕❗⭕🙏
Mu bi Shree Krishna Mane Jagannath nku dake
ସତରେ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା 💐 jai jagarnath 🙏🏻
🙏🏻🙏🏻🙏🏻ହେ ପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ଜୟ ହେଉ 🙏🏻🙏🏻🙏🏻
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର 😭🙏❤️
ଅତି ସୁନ୍ଦର ପ୍ରାକୃତିକ ଉପସ୍ଥାପନା । ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆହୁରି ବଢିଯିବ ।
Jay Jagannath Jay Jagannath Jay Jagannath
ସତରେ କାହାଣୀ ଶୁଣି ଆଖି ରୁ ଲୁହ ବାହାରି ଗଲା . ସତରେ ଜଗା ରେ ତୋ ଲୀଳା ଅପାର ..🙏🏻🙏🏻🙏🏻
ମହାପ୍ରଭୁଙ୍କର ଜୟ ହେଉ🙏⭕❗⭕ଜଗବନ୍ଧୁ ପରି ସାମନ୍ତ ନାହିଁ ନାହିଁରେ🙏😭
🙏❤️🙏 ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ 🙏❤️🙏
Mahabahu He Tumehin Bharasa
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙇🙇
ଧନ୍ୟ ତୁମେ ମହାପ୍ରଭୁ ଧନ୍ୟ ତୁମ ମହିମା 🙏
ସତରେ ପ୍ରଭୁ ମୁ ବି ଧନ୍ଯ ତୁମ ପାଖରେ 😭😭😭😭 ମୁ କେବେ ଭୁଲିପାରିବି ନାହି ସେ ଦିନ 🙏🙏🙏🙏🙏🙏😭😭😭 ତମ ଲୀଲା ଓପାର 🙏🙏🙏😭 ଜୟ ଜଗନ୍ନାଥ
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
ବହୁତ ବହୁତ ସୁନ୍ଦର...ହୃଦୟ ରୁ କୋଟି ପ୍ରଣାମ... ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ପ୍ରଭୁ ତମେ ଏତେ ମହାନ ଆପଣ କୁ କୋଟି ନମସ୍କାର 🙏🙏🙏🙏
ସତରେ କଳା ସାଆନ୍ତେ, ଜୟ ଜଗନ୍ନାଥ
ଜୟ ଜଗନ୍ନାଥ... କାହାଣୀ ଟି ଶୁଣି ମୋତେ ଅନୁଭବ ହେଲା ଜଗନ୍ନାଥ ମୋ ପାଖରେ ଅଛନ୍ତି
ମୋଆଖିରୁ ଧାର ଧାର ଲୁହ ଝରୀପଡୁଛୀ ଧନ୍ୟ ତୁମେ ଭାଇ ତୁମ୍ଭର ପ୍ରାନ୍ତର ନାହିଁ ଜୟ ଜଗନ୍ନାଥ
ଧନ୍ୟ ମହାପ୍ରଭୁ ତୁମେ 🙏🙏🙏🙏🙏
ଚଳନ୍ତି ଠାକୁର ମୋର ଭଗବାନ ପ୍ରଭୁ ଜଗନ୍ନାଥ । ⭕❗⭕ ଆପଣଙ୍କ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା ।
ମୋ ଉପରେ କୃପା କର ମହାବାହୁ ମୋପରିବାରକୁ ସହାୟ ହୁଅ ଜୟ ଜଗନ୍ନାଥ 🙏🙏🙏🌹🌷
Satare Kalia saanta Tora. ,bada hrudaya. Tu samastanku deuhiuu hele mate puatie deunahu
ହେ ଲୀଳାମୟ ଜଗନ୍ନାଥେ, ଧନ୍ୟ ତୁମ ମହିମା।ମୁଁ ସୁଦାମା ଠାରୁ ଦରିଦ୍ର, ବନ୍ଧୁ ମହାନ୍ତି ଭଳି ନିରାଶ୍ରୟ ।ତୁମେ ଏକା ଭରଷା । ପ୍ରଭୁ କାଳିଆ ଠାକୁର
🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ🚩🙏...
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁମେ ଭବତୁମେ ଭବତୁମେ🙏 କାଳିଆ ଠାକୁର ପ୍ରଭୁ ଜଗତର କଲ୍ୟାଣ କରନ୍ତୁ। ଏତିକି ମୋର ପ୍ରାର୍ଥନା ⚫❗⚫ 🙏💐🪔🪔🪔
ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ🙏❤️
ଭାଇ ଏମିତି କାହାଣୀ ମୁଁ ଜମା ଶୁଣି ନଥିଲି ।।ଆଜି ଶୁଣିଲି ବହୁତ୍ ଭଲ ଲାଗିଲା।।ହେଲେ ଜଗନ୍ନାଥଙ୍କ କଥା କୁ ନେଇ କାହାଣୀ ।।ଶୁଣି ନଥିଲି କେବେ ।।ବହୁତ୍ ଆଶା ଭରସା ର ଠାକୁର ସେ।।ଦୁନିଆରେ ସେ ହେଉଛି ଜଣେ ଯିଏକି କଥା ଶୁଣିବ ଆଉ ସାହା ହେବ ।।।ଶୁଣିଲେ ତ ଲୁହ ଆସି ଯାଉଚି ।।।ବହୁତ୍ ଭଲ ଲାଗିଲା।।
ସତରେ ମୋ କାଳିଆ ଠାକୁର କରୁଣା ସାଗର ତାଙ୍କୁ ଯିଏ ଯେପରି ଡାକିଛି ତାଙ୍କ କରୁଣା ଓଜାଡ଼ି ଦେଇଛନ୍ତି
ଅତି ସୁନ୍ଦର ଉପସ୍ଥାପନା
ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏
ଭାଇ ଆପଣଙ୍କୁ ଧନ୍ୟବାଦ. ମୋ ମହାପ୍ରଭୁ ଙ୍କର ଏତେ ସୁନ୍ଦର କାହାଣୀ କହିଥିବାରୁ 🙏.. ସତରେ ଆମ କଳା ଠାକୁର ର ଲୀଳା ବୁଝିବା ଅସମ୍ଭବ..
ମୋ ଦେହ ବି ଶୀତେଇ ଗଲା, ହେ ମହାପ୍ରଭୁ ତୁମ ନୀଳା ସତରେ ମହାନ 🙏🏾🙏🏾🙏🏾🙏🏾
ସେତ ଅନୁଭବର ଠାକୁର ତାଙ୍କୁ ଯିଏ ହୃଦୟରୁ ଡାକିଚି ସେ ତାଙ୍କର ମହିମା ନିଶ୍ଚୟ ଅନୁଭବ କରିଛି ଜୟ ଜଗନ୍ନାଥ 🙏
Jay shree jagarnath ❤️💪💪🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆଜ୍ଞା ଏହି କାହାଣୀ ଶୁଣିବା ପରେ ଆଖିରୁ ଲୁହ ଝରିଆସିଲା🥺ହେ ମହାପ୍ରଭୁ ଆପଣଙ୍କ ମହିମା ଅପାର🙏🏻 ସବୁବେଳେ ଆପଣଙ୍କ ଆଶୀର୍ବାଦ ଥାଉ ମୋ ମୁଣ୍ଡରେ🥰🙏🏻ମୋ କାଳିଆ ସୁନା💝
ଘଟଣାଟି ଶୁଣି ମୋ ଦେହ ଶୀତେଇ ଯାଉଛି ମୋ ମହାପ୍ରଭୂ ଶ୍ରୀଜଗନ୍ନାଥ 🙏🙏🙏
ଆଖିରୁ ଲୁହ ଆସିଗଲା ବନ୍ଧୁ ❤️ ସତରେ କାଳିଆ ସାନ୍ତେ ତୁମ ଲୀଳା ଭାରି ବିଚିତ୍ର 🙏🙏🙏🙏 ଜୟ ଜଗନ୍ନାଥ ପ୍ରଭୁ 🙏🙏🙏🙏
ଏ ଘଟଣା ଶୁଣି ଆନନ୍ଦ ଅଶ୍ରୁ ବାହାରିଗଲା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏
ଧନ୍ଯ ସେ କଳା ଠାକୁର କେତେବେଳେ କାହାକୁ କିଭଳି କରୁଣା କରନ୍ତି ସାଧାରଣ ଲୋକଙ୍କ ପକ୍ଷରେ ବୁଝିବା ମୁସ୍କିଲ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
ମୋ ଦେହ ଶୀତେଇ ଯାଉଛି ଶୁଣିଲା ବେଳକୁ. ଧନ୍ୟ ତମ ଲୀଳା ପ୍ରଭୁ ଶ୍ରୀ ଜଗନ୍ନାଥ ❤️ 📿🙏🚩⚫❗⚫🚩
ଦେହ ମୋର ଶୀତେଇ ଗଲା ଆଖିରୁ ଲୁହ ବୋହି ଗଲା।ମୋ ମହାପ୍ରଭୁ ଙ୍କର ଲୀଳା ଅତୁଳନୀୟ।ଜୟ ଜଗର୍ନାଥ।🙏
Satare prbhutume acha
Jay Jagannath Mora bi luha asigala
ସତରେ ପ୍ରଭୁ ତୁମ କୃପା ଅପାର ମୁଁ ଧନ୍ୟ ହୋଇଗଲି
ଜୟ ଜଗନ୍ନାଥ 🙏🏻🙏🏻🙏🏻 😥😥😥
@@mbbalarambehera7119 no
Jai Gagannath 🙏🙏
ସେ ଭାବର ଠାକୁର, ଏବଂ ତାଙ୍କ ଅଲୌକିକ ଲୀଳା ନିତ୍ୟ ନିଳାଚଳରେ ପ୍ରତ୍ଯକ୍ଷ ରୂପେ ଅନୁଭୂତ ହୁଏ।ମୋ ସହିତ ମଧ୍ୟ ଏମିତି କିଛି ଘଟିଥିଲା।
ଜୟ ଶ୍ରୀଜଗନ୍ନାଥ ସ୍ବାମୀ। 🙏🙏
ମୋ' ପ୍ରଭୁ ଦୟାର ଅସୀମ ସାଗର। ଟିକେ ଭଲପାଇବା ଦେଲେ ସେ ଗୋଟାପଣେ ନିଜର ହୋଇଯା'ନ୍ତି । ଜୟ ଜଗନ୍ନାଥ ।
ଜୟ ଜଗନ୍ନାଥ 🙏
ସାର୍ ଆପଣଙ୍କ ଫୋନ୍ ନମ୍ବର ଦିଅନ୍ତୁ
ଏ କଥା ଶୁଣି ମୁଁ ଧନ୍ୟ ହୋଇଗଲି ମହାପ୍ରଭୁ, ତୁମକୁ କୋଟି ନମସ୍କାର. 🙏🙏🙏🙏🙏
A sabu bakar katha ok
He kalia saante apanka nila dhanya... Mu aji apanaka ahi ambruta katha suni dhanya heli..... Jay jagannath... 🙏🙏🙏🙏🙏🙏🙏🙏🙏🙏🙏🙏❤
ସତ ରେ ଭାଇ ମନ ଭିତରେ ଯେତେ ଯାହା ଦୁଃଖ ଥାଉ ଜୋଦି ଆପଣ ଙ୍କ ମୁଖରୁ ପ୍ରଭୁ ଜଗନ୍ନାଥଙ୍କ ମହିମା ଶୁଣିଲେ ସତ ରେ ମନ ଟା ଖୁସି ରେ ଭରି ଯାଉଛି ଜୟ ଜଗନ୍ନାଥ 🙏🙏
ସତରେ ହୃଦୟସ୍ପର୍ଶୀ କାହାଣୀଟିଏ ... ଆଖିରେ ଲୁହ ଆସି ଗଲା ଶୁଣିକି ..... ଧନ୍ୟ ମହାପ୍ରଭୁ ମହିମା ତୁମର 🙏🙏🙏
ଭକ୍ତ ବତ୍ସଳ ଭାବଗ୍ରାହୀ ମୋ କାଳିଆ ସାଆନ୍ତ। ସତରେ ମୋ ଜଗବନ୍ଧୁ ପରି ନାହିଁ ବନ୍ଧୁ କେହି ତ 🙏🏻🙏🏻🙏🏻🙌🙌🙌
ସତରେ ଲୀଳାମୟ ଙ୍କ ଲୀଳାକୁ କିଏବା ବୁଝିପାରିବ ଏ କଥା ଶୁଣିକି ଆଖି ର ଲୁହ ଝରିଯାଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻
ଶିହରି ଉଠିଲି। ଧନ୍ୟରେ ତୁ ଜଗା! ଧନ୍ୟ ତୋ ଲୀଳା! ଜୟ ଜଗନ୍ନାଥ। 🙏❤️
ସତରେ ମୁଁ ଭାବ ବିହ୍ବଳ ହେଇ ଗଲି ,,, 🥺🥺🥺
@@rakeshsatapathy5803 ଜୟ ଜଗନ୍ନାଥ। 🙏
ଯେତେ ଯେତେ ଗହନତା ବଢୁଛି ସେତେ ସେତେ ମୋ ଦେହ ଶିହରୀ ଉଠୁଛି । ମୁଁ ଜାଣେ ତୁ ଲୀଳାମୟ , ତୋ ପାଇଁ ଛାତିରେ ଛାତିଏ କୋହ , ଆଖି ରେ ଆଖିଏ ଲୁହ ।
ପ୍ରଭୁ ଆପଣଙ୍କ କ୍ଷେତ୍ର ରେ ଆପଣଙ୍କ ଓଡିଶା ରେ ଯନ୍ମ ହୋଇ ଧନ୍ୟ ହୋଇଗଲି ପ୍ରଭୁ 🙏🙏🙏😭😭😭🙏🙏 ଜୟ ଜଗନ୍ନାଥ 🙏🙏🙏
Jai jagannath Jai shree ram
😭😭😭😭😭😭😭😭😭😭
Jai jaganntha
Anubhuti
ଭକତ ବତ୍ସଳ ଭକତର ପାଇଁ,
କେତେ ଯେ ଲୀଳା ତୁମର ।
ନୀଳାଦ୍ରି ବିହାରୀ ନୀଳାଚଳ ନାଥ,
ଧନ୍ୟ ମହିମା ତୁମର ।। 🙏🏻😭🙏🏻
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻
ଯେତିକି ଆଶ୍ଚର୍ଯ୍ୟ ସେତିକି ହୃଦୟ ସ୍ପର୍ଶି l ଧନ୍ୟ ତୁମର ଲୀଳା ଖେଳା ପ୍ରଭୁ l ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
ଜୟ ଜଗନ୍ନାଥ
ଧନ୍ୟ ମହାପ୍ରଭୁ । ଧନ୍ଯ ତୁମ୍ଭର ଲୀଳା । ସେ ତ ଭାବର ଠାକୁର। ତୁମ ଚରଣ ରେ କୋଟି ପ୍ରଣାମ ମହାପ୍ରଭୁ 🙏
ଯେତେବେଳେ ବି ଆପଣଙ୍କ ର କାହାଣୀ ଶୁଣେ ମୋର ମୋ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆହୁରି ବିଶ୍ୱାସ ବଢ଼ି ବଢ଼ି ଯାଏ ଆଉ ବହି ଆସେ ଆଖିରୁ ଦୁଇ ଟୋପା ଲୁହ ସତରେ ମୋ ପ୍ରଭୁ କେତେ ମହାନ୍ ଜୟ ଜଗନ୍ନାଥ।
d3d33
Jay jagannath
ଜୟ ଜଗନ୍ନାଥ ମହାପ୍ରଭୁ 🙌🥺
Jay gannath
Jay Jagannath
ସତରେ ଆଜ୍ଞା ଆପଣଙ୍କ କାହାଣୀ ଶୁଣିଲେ ଆଖିରେ ଆଖିଏ ଲୁହ ଆସିଗଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏
ଧନ୍ୟ ସେ ଭକ୍ତ ଧନ୍ୟ ମୋ ମହାପ୍ରଭୁ ଙ୍କ ନିଳା 🥺😭
ଜୟ ଜଗନ୍ନାଥ ମହାପ୍ରଭୁ 🙌🚩
ଜୟ ଜଗନ୍ନାଥ ଜୟ ❤❤❤❤
ହେ ଭାବଗ୍ରାହୀ, ଭାବରେ ଭାବରେ ମୋତେ ନିଜର କରି ନେ, ହେ ଦୀନବନ୍ଧୁ ତୁମକୁ ତୁମ ବଂଧୁ ମହାନ୍ତିଙ୍କ ରାଣ ରହିଲା ମୋତେ ତୋର ଭାବରେ ବାନ୍ଧି ଦେ ରେ କାଳିଆ ❤️🙏
ହେ ମହା ବାହୁ ତୋର ଇଛା ପୂର୍ଣ୍ଣ ହେଉ.
Jagannath apananka ichha purana karantu . Jay Jagannath 🙏🙏🙏🚩🚩🚩
ଅତି ସୁନ୍ଦର ଆଖିରେ ଲୁହ ଆସିଗଲା ♥️🙏 ହେ ପ୍ରଭୁ ସମସ୍ତଙ୍କୁ ସେମିତି ଆଶୀର୍ବାଦ କର 🙏♥️
ସତରେ କାଳିଆ ସାାଆନ୍ତେ କେଡ଼େ ଲୀଳାମୟ...ଜୟ ଜଗନ୍ନାଥ..
ସେପରା ଭକ୍ତ ଭାବରେ ବଧା 🙏 🙏 ମୋ ପ୍ରଭୁ ଜଗନ୍ନାଥ ଅତି ସୁନ୍ଦର 🙏 🙏 ❤️ ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର 🙏 🙏
Jaye Jagannath 🙏🌷🙏🌷🙏🌷
ମୋହାବାହୁ♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤲🙏🙏🙏🙏🙏🙏🙏🙏🙏🙏🙏🙏🙏ହେମୋହାବାହୁ🥥🤲
Prabin babu u r really lucky how much sweet your voice??? Am anxious to listen this type of real story delly.ple send me.
ମୋ ପ୍ରଭୁ ମହାନ
ଆଖି ରେ ଲୁହ ଆସିଗଲା
Jaya Baba Jagannatha Mahaprabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏❤️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️♥️
ସତରେ ମୋ ପ୍ରଭୁ ମହାନ୍ 🙏 ଆଖିରେ ଲୁହ ଆସିଗଲା 😭
Hi
ଜୟ ଜଗନ୍ନାଥ
ruclips.net/user/shortsQlNq8gsZnGE?feature=share
@@mitaliparida1626 oo bhala u
ଧନ୍ୟ ମହିମା ଧନ୍ଯ ତୁମ ଲୀଳା........ 🥺🙏❤ ଏ କଥା ଶୁଣି ମୋ ଆଖିରୁ ଲୁହ ବାହାରି ପଡିଲା 🥺🙏 ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ, ଧନ୍ୟ ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଘଟଣା ଟି ଶୁଣୁ ଶୁଣୁ ଅସରାଏ ଲୁହ ବୋହି ଗଲା 🙏🙏🙏🙏
Jay jagannatha Jay jagannatha
Jay jaganath
ଏ କଥା ଶୁଣି ମୋ ଦେହ ପୁରା ଶୀତେଇ ଗଲା ଆଉ ମୋ ଆଖି ରୁ ଲୁହ ଧାର ଧାର ହେଇ ବୋହିଗଲା ସତରେ ପ୍ରଭୁ ତମେ ମହାନ ଜୟ ଜଗନ୍ନାଥ 🙏🙏ତମକୁ କଟି କଟି ପ୍ରଣାମ 🙏🙏🙏
ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ କୋଟି କୈବଲ୍ୟନାଥ ପ୍ରଭୁଙ୍କ ଲୀଳା ଅପାର 🙏🙏
ଜୟ ଜଗନ୍ନାଥ ସ୍ଵାମୀ ମୋ ପ୍ରଭୁ କାଳିଆ ସାଆନ୍ତ 🌹🌹🙏🙏🌹🪔🪔🪔🪔🪔🪔🙏🙏🙏
🙏 ଯିଏ ତାଙ୍କୁ ବିନା ସ୍ବାର୍ଥ ମନରେ ଭାବରେ ଡାକିବ ସେ ସତରେ ଆସିବେ 🙏
ହେ ମହାପ୍ରଭୂ ଶ୍ରୀଜଗନ୍ନାଥ ତୁମ ଚରଣ ରେ କୋଟି କୋଟି ପ୍ରଣାମ 🙏💖
ହେ ପ୍ରଭୁ କାଳିଆ ଠାକୁର ତୋର ଲୀଳା ଖାଲି ତତେ ହିଁ ଜଣା ତୋ କଥା ଶୁଣିଲେ ଆଖିରୁ ଲୁହ ଚାଲି ଆସୁଛି ଜୟ ଜଗନ୍ନାଥ ପ୍ରଭୁ ହେ ମଣିମା ତୋତେ କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
🙏🙏🙏🙏🙏🙏🙏🙏🙏🙏🙏🙏Jay Jagannath 🙏
ହେ ମହାବାହୁ
ପ୍ରଭୁ ଙ୍କ ଲୀଳା ଶୁଣି ଆଖି ରେ ଲୁହ ଆସିଗଲା ମୋ କାଳିଆ ସାଆନ୍ତ 🙏🙏🙏
ସିଏ ବା ଆମ ମଉଡମଣୀ କାଳିଆ ଶାନ୍ତ ତାଙ୍କ ପରି କିଏ ସେ ହେବ ସତରେ ପ୍ରଭୁ ତୁମେ ବହୁତ ମହାନ ମାନିଲି ପ୍ରଭୁ ମାନିଲି 🙏⭕️‼️⭕️🙏 ଆହେ ମହାବାହୁ 🙏
. kalia re aji au thare anuvuti tiku suni akhiru Luha jhari paduchi....... pranam prabin sir...............
ଭାବକୁ ଅବଶ୍ଯ ଭାବଗ୍ରାହୀ ଗ୍ରହଣ କରନ୍ତି।ଚମତ୍କାର କେବଳ ସରଳ ଭକ୍ତଙ୍କ ଜୀବନରେ ଘଟେ। ଶଂକା ସଂନ୍ଦେହର ସ୍ଥାନ ହିଁ ନାହିଁ। ସେ ତ ଭକ୍ତ ଭାବରେ ବନ୍ଧା, ଭକତ ଜୀବନ ଧନ।💐👏
ପ୍ରଭୁ ଜଗନ୍ନାଥ ପ୍ରତ୍ୟକ୍ଷ ଠାକୁର, ତାଙ୍କୁ କୋଟି ପ୍ରଣାମ 🙏
ବହୁତ୍ ସୁନ୍ଦର୍ ପୁରା ସତ୍ୟ ଘଟଣା ପରି ଲାଗୁଛି ଦେହ ଶୀତେଇ ଗଲା ପ୍ରଭୁଙ୍କୁ ସ୍ପରଣ କରି 🙏
ହେ ପ୍ରଭୁ କେଉଁଠି ଅଛ ତୁମେ, ଏ ଆଖିରେ ଲୁହ ତୁମେ ବୁଝି ପାରୁଥିବ, ଜୟ ଜଗନ୍ନାଥ ସ୍ଵାମୀ 🙏
ଭାଇ ଆପଣଙ୍କର ଭକ୍ତି ଭାବପୂର୍ଣ୍ଣ ପଠନ ହୃଦୟରେ ଭାବ ଜାଗ୍ରତ କରେ,ଧନ୍ୟବାଦ୍ ଆପଣଙ୍କୁ,
Jay jaganatha 🙏😭🙏 Swami Nayana patha gami bhova tume prabhu
ଜୟ ମହାପ୍ରଭୁ ତୁମ ଲୀଳା ଅତୁଟ ରହୁ 🙏🙏🙏
ମୋ ଜଗା ର ଲିଳା ଅପୁର୍ବ ସେ ସମସ୍ତଙ୍କ ଉପରେ କୃପା କରନ୍ତି ସେ ପରା ଓଡ଼ିଆ ଙ୍କର ଜୀବନ ଧନ ଜୟ ଶ୍ରୀ ଜଗନ୍ନାଥ 🙏🚩🙌
ଆଉ କିଛି କହିବାର ନାହିଁ କେବଳ ଗୋଟିଏ କଥା ଜୟ ଜଗନ୍ନାଥ ହେ ମହାପ୍ରଭୁ ସମସ୍ତକୁ ସହାୟ ହୁଅନ୍ତୁ.
ସବୁ ତୁମରି ଲୀଳା ରେ କାଳିଆ🥺🙏
ହେ ମହାପ୍ରଭୁ ଜଗନ୍ନାଥ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🥺🥺🥺🥺🥺
ଜୟ ଜଗନ୍ନାଥ ଆମ ମୌଡମଣି ଗଜପତି ମହାପ୍ରଭୁ🚩💖❤️
ତା ଆଗେ ସବୁ ପରା ହୀନ
ସେତ ଭକ୍ତ ବତ୍ସଳ ଭଗବାନ🙏🙏🙏💖💖💖
ସତରେ ଆଖିରେ ଲୁହ ଆସିଗଲା।ହେ ଜଗନ୍ନାଥ ତମେ ସତରେ ମହାନ।ଜୟ ଜଗନ୍ନାଥ 🙏
ଏଇ କାହାଣୀ ସୁଣିକି ସତରେ ମୋ ଦେହ ଶିହରୀ ଉଠିଲା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏
ମୋ ବାପା ସବୁବେଳେ ସେମିତି ସେ ଅବର୍ଣ୍ଣନୀୟ ପରା।jauthi ସମର୍ପଣ ସେଇଠି ମୋ ବାବା
ଭାଈ ମୋ ଆଖିରୁ ଲୁହ ଆସିଗଲା 🥺😭😭😭😭 ଜୟ ଜଗନ୍ନାଥ 🙏🙏🙏🌍
ଧନ୍ୟ ସେ କାଳିଆ ଠାକୁର । ସେ ଭକ୍ତ ର ଦେବତା । ଧନ୍ୟ ସେ ଭକ୍ତ ନବଘନ ମଉସା । ସେ କାଳିଆ ଠାକୁରଙ୍କୁ ସତ ସତ ପ୍ରଣାମ 🙏🙏🙏
ଜୟ ଜଗନ୍ନାଥ ସ୍ୱାମୀ 🚩🚩⭕❗⭕🙏 ମୋ କାଳିଆ ସାଆନ୍ତ ତୁମକୁ କୋଟି କୋଟି ପ୍ରଣାମ ମୋ ପ୍ରଣାମ ଘେନ କରହେ ମହାବାହୁ 😭😭😭🙏🙏🙏
ସତରେ ପ୍ରଭୁ ଆପଣଙ୍କ ଲୀଳା କୁ କିଏ ବା ବୁଝିବ 🙏🙏🙏ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ
ଧନ୍ୟ ଭାଇ ଧନ୍ୟ ତୁମ ଉପସ୍ଥାପନା
ଅଆଉ ଧନ୍ୟ ସେହି ଅନୁଭୁତି ବାଣ୍ଟୁ ଥିବା ଅନୁଭବି ମାନେ ମଧ୍ଯ।
ସତରେ ଭାଇ ଆପଣ ଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା। Jay JAGANATH 🙏
ଆଖିରେ ଲୁହ ଆସିଗଲା କିଛି ଶବ୍ଦ ନାହିଁ ଲେଖିବାକୁ ଜୟ ଜଗନ୍ନାଥ 🙏🙏🙏🙏🙏
Akhiru luha asigala bhai
Jay jagnnath 🙏🙏🥺🥺
⭕️‼️⭕️ ଜୟ ଜଗନ୍ନାଥଙ୍କ ଚରଣରେ ମୋର ଏ ଦାସନୁ ଦାସର କୋଟି କୋଟି ନମସ୍କାର 🙏, ସତରେ ଏ ଭାବ ପୂର୍ଣ୍ଣ ସତ୍ୟ କାହାଣୀ ଶୁଣି ମୋ ଦୁଇ ନୟନଟି ଲୋତକ ପୂର୍ଣ୍ଣ ହୋଇଗଲା..
🙏 ଜୟ ଜଗନ୍ନାଥ ପ୍ରଣାମ ହଜୁର
ସତରେ ଦୀନବନ୍ଧୁ ମଉସା କେତେ ଭାଗ୍ୟବାନ। ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଅପାର। ସେ କେବଳ ଭକତ ପାଖରେ ଥାଆନ୍ତି। ଏହା ପ୍ରମାଣ କରିଦେଲେ। ଜୟ ଜଗନ୍ନାଥ 🙏🙏🙏🙏
Jagannath Swami Nayana patha gami Bhaba tume 🙏❤️🙏
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏🙏🙏🙏🙏🙏🙏
ତମୋ ଲୀଳା ମହାନ୍ କାଳିଆ ଠାକୁର 🙌🙌🤗😢😢ଆଖିରୁ ଲୁହ ଆସିଗଲା ଦେହ ଶୀତେଇ ଉଠିଲା ମୋ କାଳିଆ ସୁନା⭕❗⭕🤗🤗ଜୟ ଜଗନ୍ନାଥ
ହୃୟସ୍ପର୍ଶୀ..ମନ ଛୁଇ ଗଲା❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️
ଜୟ ଜଗନ୍ନାଥ ସ୍ୱାମୀ🌹 କୋଟି କୋଟି 👏👏👏ନମସ୍କାର 👏
🙏❤️🙏 ମହାପ୍ରଭୁ ଙ୍କ ମହିମା ବଡ ବିଚିତ୍ର ❤️🙏❤️
ମହାପ୍ରଭୁଙ୍କ ମହିମା ବଡ଼ ବିଚିତ୍ର। ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଆମକୁ ମହାପ୍ରଭୁଙ୍କ ଲୀଳା ବିଷୟରେ ଅବଗତ କରୁଥିବା ରୁ।ଜୟ ଜଗନ୍ନାଥ।
ଯେତେବେଳେ ବେଶୀ କଷ୍ଟ ହୁଏ ମୁଁ କାଳିଆ କୁ ପ୍ରାଥନା କରେ ମୋର ସବୁ କାମ ହୋଇଯାଏ 🙏 ଯେତେ ବେଳେ ମୁଁ ଆପଣଙ୍କ କାହାଣୀ ଶୁଣିଲି ମୋତେ ବୋହୁତ ଖୁସୀ ଲାଗିଲା ଜୟ ଜଗନ୍ନାଥ 🙏⭕❗⭕🙏
Mu bi Shree Krishna Mane Jagannath nku dake
ସତରେ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା 💐 jai jagarnath 🙏🏻
🙏🏻🙏🏻🙏🏻ହେ ପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ଜୟ ହେଉ 🙏🏻🙏🏻🙏🏻
ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର 😭🙏❤️
ଅତି ସୁନ୍ଦର ପ୍ରାକୃତିକ ଉପସ୍ଥାପନା । ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆହୁରି ବଢିଯିବ ।
Jay Jagannath Jay Jagannath Jay Jagannath
ସତରେ କାହାଣୀ ଶୁଣି ଆଖି ରୁ ଲୁହ ବାହାରି ଗଲା . ସତରେ ଜଗା ରେ ତୋ ଲୀଳା ଅପାର ..🙏🏻🙏🏻🙏🏻
ମହାପ୍ରଭୁଙ୍କର ଜୟ ହେଉ🙏⭕❗⭕
ଜଗବନ୍ଧୁ ପରି ସାମନ୍ତ ନାହିଁ ନାହିଁରେ🙏😭
🙏❤️🙏 ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ 🙏❤️🙏
Mahabahu He Tumehin Bharasa
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙇🙇
ଧନ୍ୟ ତୁମେ ମହାପ୍ରଭୁ ଧନ୍ୟ ତୁମ ମହିମା 🙏
ସତରେ ପ୍ରଭୁ ମୁ ବି ଧନ୍ଯ ତୁମ ପାଖରେ 😭😭😭😭 ମୁ କେବେ ଭୁଲିପାରିବି ନାହି ସେ ଦିନ 🙏🙏🙏🙏🙏🙏😭😭😭 ତମ ଲୀଲା ଓପାର 🙏🙏🙏😭 ଜୟ ଜଗନ୍ନାଥ
ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏
ବହୁତ ବହୁତ ସୁନ୍ଦର...
ହୃଦୟ ରୁ କୋଟି ପ୍ରଣାମ... ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ପ୍ରଭୁ ତମେ ଏତେ ମହାନ ଆପଣ କୁ କୋଟି ନମସ୍କାର 🙏🙏🙏🙏
ସତରେ କଳା ସାଆନ୍ତେ, ଜୟ ଜଗନ୍ନାଥ
ଜୟ ଜଗନ୍ନାଥ... କାହାଣୀ ଟି ଶୁଣି ମୋତେ ଅନୁଭବ ହେଲା ଜଗନ୍ନାଥ ମୋ ପାଖରେ ଅଛନ୍ତି
ମୋଆଖିରୁ ଧାର ଧାର ଲୁହ ଝରୀପଡୁଛୀ ଧନ୍ୟ ତୁମେ ଭାଇ ତୁମ୍ଭର ପ୍ରାନ୍ତର ନାହିଁ ଜୟ ଜଗନ୍ନାଥ
ଧନ୍ୟ ମହାପ୍ରଭୁ ତୁମେ 🙏🙏🙏🙏🙏
ଚଳନ୍ତି ଠାକୁର ମୋର ଭଗବାନ ପ୍ରଭୁ ଜଗନ୍ନାଥ । ⭕❗⭕ ଆପଣଙ୍କ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା ।
ମୋ ଉପରେ କୃପା କର ମହାବାହୁ ମୋପରିବାରକୁ ସହାୟ ହୁଅ ଜୟ ଜଗନ୍ନାଥ 🙏🙏🙏🌹🌷
Satare Kalia saanta Tora. ,bada hrudaya. Tu samastanku deuhiuu hele mate puatie deunahu
ହେ ଲୀଳାମୟ ଜଗନ୍ନାଥେ, ଧନ୍ୟ ତୁମ ମହିମା।
ମୁଁ ସୁଦାମା ଠାରୁ ଦରିଦ୍ର, ବନ୍ଧୁ ମହାନ୍ତି ଭଳି ନିରାଶ୍ରୟ ।
ତୁମେ ଏକା ଭରଷା । ପ୍ରଭୁ କାଳିଆ ଠାକୁର