Liza Mam Mate Bi Bahut Bhala Lagichi Jadi Geeta Ti Bahut Bhala Ta hele Ame e kahili bhuluche ki Yara Original Ku Ame Dekhiba Darakar Nuhen Ki Tanku Bi Ta sanmana Biliba Darkar 🙏🏻
@R & K absolutely right 👍,Papu bhai ta news ରେ bite ଦେଇଛନ୍ତି ସେ ଏଇ ଗୀତ ଟିକୁ mobile ରୁ suniki ଗାଇଛନ୍ତି,ସେତ କହିନାହାନ୍ତି mu lekhici , mu compose karici boli
Apana original singer Bt Apananka gitara mulya papu nka jogu hin badhichhi... Sethipain papunku v dhanyabad janeiba katha... Au apana ete sundar gita ti karithibaaru mo taraf ru v aapananku dhanyabad oo subhechhya...
Bhul kahile apana..... Papu bhai sumadhura gainahanti ki sie professional singer nuhan....Sie jouthi pain viral hele se katha loka mane kahunahanti.....only for his facial expressions and tanka dance style pain sie viral hele okk ...govinda bhai bhala singer.....but bhai nka kahiba katha bujha .....nahele aau kichi dina pare BHAJAN SAMRATA NKU b comparison karibaku lagibe samaste.....Jay Jagannath
Both are awesome,good singer no doubt but this song was Populared , Viraled by PAPU who presented it with super performance. Congratulations both of you.
Pappu Babu with tremendous devotional character.....Jay Odisha .....Jay Jagannath. Dear media please have yours watch and observation on Body Language and devotional emotions of PAPPU BABU.
Dear Gobindji,swara,tala laya re apana prathame gaichanti....Apana knu bahut bahut dhanyabad as original singer...🙏🙏🙏Papu madhya yoytube ru suniki gaichanti boli interview re kahichanti....Bhajan samaste gaantu....pravu kna nama bistra heu ea jagata re....Jai Gopal 🙏🙏
Bahut Sundar bhajan tiye mo manaku aanand laguchi mu bar bar sunuchi mote laguchi gobinda babu hi prakruta singer🎤 gobind babu jadi prakruta singer hoinathante tahahele se dabi karinathante kahi au kehi ta dabi karunahanti
Superb excellent sir i know r u this song lyrics preparing and singing perfect original...aame janichu aapan hin original singer god bless you sir ahead
First singer Gobind Babu is my favorite singer . ଏହି ଗୀତଟି ଶୁଣିଲେ ମନ ଭିତରେ ଗୋଟେ ବାସ୍ଚଲ୍ୟ ଭକ୍ତି ଜାଗ୍ରତ ହେଉଛି । ଧନ୍ୟ ସେ ଲେଖକ ଓ ଧନ୍ୟ ସେ ଗାୟକ ।
ଠିକ କଥା ଭାଇ
Right 👍
Writer narotam das
Gobind voice better than papu and original writer is narottam das
Yes
ଏହା ଏକ ସମ୍ପୂର୍ଣ୍ଣ ଆତ୍ମା କୁ ଶାନ୍ତି ପ୍ରଦାନ କରେ ଏହି ଗୀତ ଟି ମର ବହୁତ୍ ପଶନ୍ଦ 🤗🤗🤗🙏🙏🙏
Mor bi
Right
Mar b
More bi
Liza Mam Mate Bi Bahut Bhala Lagichi Jadi Geeta Ti Bahut Bhala Ta hele Ame e kahili bhuluche ki Yara Original Ku Ame Dekhiba Darakar Nuhen Ki Tanku Bi Ta sanmana Biliba Darkar 🙏🏻
ଝୁଲ ରେ ନିତାଇ ଝୁଲ ପ୍ରକୃତ ଗାୟକ ଗୋବିନ୍ଦ କୁମାର
Right
Right
Right
No
Papu bhainka voice is best
ମୋର ଏହି ଗୀତଟି ବହୁତ ପସନ୍ଦ, ମୁଁ ବାରମ୍ବାର ଶୁଣେ, ଯେତେ ଶୁଣିଲେ ବି ମନ ବୁଝେନା, ପପୁ ଭାଇ ଙ୍କ କଣ୍ଠ ରୁ ଅଧିକ ଭଲ ଲାଗେ
Original singer ଜିଏ ହେଲେ ବି ପପୁ ବିଶ୍ଵାଳ ଭାଇ ଙ୍କ କଣ୍ଠ ରୁ ଗୀତ ଟି ବହୁତ୍ ଭଲ ଲାଗୁଚି....
Papu bhai nku suppurt kara
Right
ପପୁ ଭାଇ ତ କହିନାହାନ୍ତି ମୁଁ ପ୍ରଥମେ ଏ ଗୀତ ଗାଇଛି
ପପୁ ଭାଇଙ୍କ ଗୀତ, ନାଚ, ଅଙ୍ଗଭଙ୍ଗୀ ପାଇଁ ସେ ଭାଇରାଲ ହେଇଛନ୍ତି,🙏🙏🙏
Ae katha ku samaste bujhiba katha
Right
Hnn
Right
Thik kotha bhai
Original ଯିଏ ଗାଉ ନା କାହିକି ଗୀତ ଟା ପପୁ ଭାଇ ଙ୍କ କଣ୍ଠ ସ୍ୱର ରେ ଭଲ ଲାଗୁଛି
Papu nk paiin Gita ti viral
Gita pain Papu asila
Really Papu (Narada) bro. song re original chhunka marichhanti. Au kan kariba.
Bt Papu is the real hero this song🎧🎧
@@sambitsambit3777 bla na
ଯିଏ ବି ଭାଇ ଏହି ଗୀତ ଗାଇଛନ୍ତି ବହୁତ ଭଲ ଗାଇଛନ୍ତି ,କିନ୍ତୁ ଏହି ସ୍ୱର ରେ ଆଗରୁ ଗୋଟେ ଓଡ଼ିଆ ଗୀତ ଅଛି ,ସେହି ଗୀତଟି ହେଉଛି 'ହରିଣ ନଦିଏ ଧରା ଦଉଡ ନାଆ ବଡ ଖରା '
ଓଡ଼ିଆ ଚଳଚିତ୍ର ପରଦେଶୀ ଚଢ଼େଇ ଏଭଳି ସ୍ଵର ରେ ଗୀତ ଅଛି
ଭଲ କଥା କହିଲ ଭାଇ👍👍👍👍👍👌👌👌
Sabu copy
Bhai sunichanti na emiti kahuchanti copy heichi boli
ଗୋବିନ୍ଦ କୁମାର ଗାଇଛନ୍ତି, ଆଉ ପପୁ ଭାଇ ଆମ ଗୀତିନାଟ୍ୟ ରେ ଗାଇଛନ୍ତି resently, ଏଇଟା ପୁରୁଣା ଗୀତ ,but ଲୋକମାନେ ପପୁ ଭାଇ ଙ୍କ କଣ୍ଠ ରୁ ଶୁଣିବାକୁ ପସନ୍ଦ କରୁଛନ୍ତି ,ତେଣୁ ସେ viral ହେଲେ, ପପୁ ଭାଇ ତ ଦାବି କରୁନାହାନ୍ତି କି ସେ ପ୍ରଥମେ ଏଇ ଗୀତ ଟି ଗାଇଛନ୍ତି ,ତ ଏତେ tanaaotara kn pai
Absolutely 👉
Over style re gauchi
Kemiti hajam karibe nija song heithile Sina hajam karibe copy kariki gaiba hajam kan karibe
@R & K absolutely right 👍,Papu bhai ta news ରେ bite ଦେଇଛନ୍ତି ସେ ଏଇ ଗୀତ ଟିକୁ mobile ରୁ suniki ଗାଇଛନ୍ତି,ସେତ କହିନାହାନ୍ତି mu lekhici , mu compose karici boli
ruclips.net/video/T5IIhNU_HNI/видео.html
ଗୋବିନ୍ଦ ଭାଇ ହାତୀ ବଣରେ ରହିଲେବି ରାଜା ର । ଜୟ ଜଗନ୍ନାଥ ଆମେ ଓଡ଼ିଆ।
Jay tetiskoti Deva Devi 🙏🙏🙏🥰
ବହୁତ ସୁନ୍ଦର ଗିତ ଭାଇ
ଗୋବିନ୍ଦ ଭାଈ ଠିକ୍ କହୁଛନ୍ତି
ସେ ହିଁ ପ୍ରଥମ ଏ ଗୀତ ଗାଇଥିଲେ ଆଉ ତା ପରେ ଏ ଗୀତ ଶୁଣି ସବୁ ଗ୍ରାମରେ, କୀର୍ତ୍ତନ ଆଉ ଭଜନ ରେ ମଧ୍ୟ ଶୁଣି ବାକୁ ମିଳିଲା କିଛି ଦିନ ପରେ ପପୁ ଭାଈ ଏ ଗୀତ ନାଟକରେ ଗାଇଲେ ।। ଜଗନ୍ନାଥ ।।
ଗୋବିନ୍ଦ କୁମାର କଣ୍ଠ ରୁ ୧ବର୍ଷ ପୂର୍ବରୁ ଶୁଣୁଛି। ତାଳଧ୍ବଜ ଟିଭି ଚେନାଲ୍ ରେ
ଆମ ଓଡ଼ିଆ ସଂସ୍କୁତି କୁ ବଞ୍ଚିରଖିଥିବାରୁ ବହୁତ ବହୁତ ଧନ୍ୟବାଦ l
ପ୍ରକୁତ ଗାୟକ ଗୋବିନ୍ଦ ଭାଇ ଆମେ ଆଗରୁ ଶୁଣି ଆସିଛୁ.. ଅମେବି କ୍ରୀତନ ମଣ୍ଡଳୀରେ ଗାଁଉଁ
ମୁଁ ଯେତେବେଳେ ଏ ଗୀତ ଟା ପ୍ରଥମେ ଶୁଣିଲି ମୋତେ ବହୁତ ଭଲ ଲାଗିଲା. କିନ୍ତୁ ସେଟା ପପୁ ଭାଇର କଣ୍ଠ ସ୍ୱର ନଥିଲା. ଯାହା ବି ହଉ ଯିଏ ବି ଏ ଗୀତ ଟି ପ୍ରଥମେ ଗାଇଛି ବହୁତ ବଢିଆ
Really story
real
Papu bhai nka awas sete bhala nuha. Ye loka Govind kintu full professional. Voice and scale changes are very sensible.
ସେଇ ଗୀତଟି ଗେବିନ୍ଦ କୁମାର ଗାଇଛନ୍ତି !ଝୁଲ୍ ରେ ନିତାଇ ଝୁଲ୍ ଗୀତର ପ୍ରକୃତ ଗାୟକ ହେଉଛନ୍ତି ଗୋବିନ୍ଦ କୁମାର
Right
ସୁପର୍ ଗୀତ ବୋବିନ୍ଦ ଭାଈ
Papu Bhai really singer and actor. Odisa ra garba. Nayagarha matira pua. Thank you Papu Bhai. Thanks kanak news.
ଏହି ଗୀତଟି ମୁଁ ଦୀର୍ଘ ୨୫ ବର୍ଷ ହେଲା ସୁଣି ଆସୁଛି ଆମର ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ରେ ତ ମୁଁ କହିବାକୁ ଚାହିଁବି କି ଆକୁ ଏବେକାର ଗୀତ କୁହା ନଜାଉ.
ଗୋବିନ୍ଦ ବାରିକ ହେଉଛନ୍ତି ପ୍ରକୃତ ଗାୟକ ଆମ ଗାଁର ଭାଇ ମାନେ ସଂଗିତ ନିଦେ୍ର୍ଧଶନା ଦେଇଥିଲେ 🙏
କୋଉ ଗାଁ ତମର ଭାଇ
Supper 👍
@@ranjitpradhan4177 chhatia
Chatia govindpur 🙏
Gobinda Bhai Apananka Voice Super.... A Gita Ku Anya Mane Bi Gaichanti But U R Voice Super 👌👌👌👌👌...Jay Jagannath 🙏🙏🙏🙏...
Jea bi Gau kintu Sri Charan bohuta bhal gaeichanti nice Bhajan nice voice 🙏🙏👍👍👍
Right
ଗୋବିନ୍ଦ ଭାଇ original ଗାୟକ ୧୦୦% ସତ ଜୟ ଜଗନ୍ନାଥ
Papu Bhai nku salut. Jay jagannath blesing you Papu Bhai.
ପପୁ ଭାଇଙ୍କ କଣ୍ଠରେ ଗୀତଟି ବହୁତ୍ ବଢିଆ ଲାଗୁଛି ନାରଦ ମୁନିଙ୍କ କଣ୍ଠରେ
ହଁ ସତରେ ଏ ଗୀତ ଗୋବିନ୍ଦ ଭାଇ ପ୍ରଥମେ ଗାଇଛନ୍ତି
ଗୋବିନ୍ଦ କୁମାର ପ୍ରକୃତ ଗାୟକ ମୁ ବହୁ ଆଗରୁ ଏ ଗୀତ ଶୁଣି ଆସୁଚି ❤️👍🏻
ବହୁତ ସୁନ୍ଦର ଗୋବିନ୍ଦ ଭାଇ।
ଆପଣ ବହୁତ ସୁନ୍ଦର ଗାଇଛନ୍ତି।
ଆଉ ପପୁ ଭାଇ ମଧ୍ୟ
ଏ ଗୀତଟି ପ୍ରଥମେ ଗୋବିନ୍ଦ ଭାଇଙ୍କ କଣ୍ଠରୁ ବର୍ଷେ ତଳେ live music masti channel ରେ ଦେଖିଛି, କିନ୍ତୁ ପପୁ ଙ୍କ ପରେ ଟିକେ ଅଧିକ viral ହେଲା, କିନ୍ତୁ Gobinda voice is better than papu, ଏ ଗୀତର original writer ହେଲେ ନରୋତ୍ତମ ଦାସ, ଯାହାକୁ ସମସ୍ତେ ଭୁଲିଯାଇଛନ୍ତି
ପପ୍ପୁ ଭାଇ କଣ୍ଠ ରେ ବହୁତ ସୁନ୍ଦର ଗୀତ
ଯିଏ ଲେଖୁ ନା କାହିଁ
ପପୁ ହି ବେଷ୍ଟ୍ ❤️❤️❤️❤️
ଛେନା ଗୁଡ ଭଳିଆ କଣ୍ଠ ପପୁର....
Papu bhai....Thik sea songs ta ku ....Nibheichonti....Great papu
ଆମେବି ଦ୍ଵନ୍ଦ ରେ ପ୍ରକୁତ ଗାୟକ କିଏ
ଗୀତ ଚୋରି ଅଭିଯୋଗରେ କେତେ ଦଫା
ଲାଗିବ ଲାଗୁ ଅସଲ କୁ ଛାଡ଼ି ନକଲି ମାନେ
ନାଆ ନୋଉଛନ୍ତି ।
Ama gobinda bhai gaichanti
Govinda Bhai real singer
Original singer govind sir
Apana original singer Bt Apananka gitara mulya papu nka jogu hin badhichhi... Sethipain papunku v dhanyabad janeiba katha...
Au apana ete sundar gita ti karithibaaru mo taraf ru v aapananku dhanyabad oo subhechhya...
1st singer voice is mind blowing, no one can beat him on this song.
Govinda Kumar from Chhatia Batta Dist -Jajpur ei gitara original singer 💯% Thick .
ବହୁତ ସୁନ୍ଦର ସ୍ୱର
Gobinda Barik is first singer. Who first performed in Bhajan Samaraho. Great Gobind Bhai.
ନାଟକ ମଞ୍ଚ live thare ଅଭିନେତ୍ରୀ ଦେଖିଲି ନାଟକ ରେ ଶୁଣିଲେ ଯେମିତି ଲାଗିବ all kalakar ku super super super
Kya baat salute to this writer nd lyricist and the original singer 🙏👍👍
guru aga
ଅରିଜିନାଲ ଗାୟକ ଛତିଆ ର ଗୋବିନ୍ଦ ଭାଇ
Original is original.. very good sir your voice.... ଆପଣକ ସ୍ୱର ବହୁତ ସୁନ୍ଦର
ଜୟ ନିତାଇ ଗୌରାଙ୍ଗ 🙏🚩🚩🚩🚩🚩🚩🙏
ଗୀତ ରଚୟିତା ଙ୍କୁ କୋଟି ପ୍ରଣାମ ନୃତ ସହିତ ସଙ୍ଗୀତ ପରିବେଷଣ କରିଥିବା କଳାକାରଙ୍କୁ କୋଟି ପ୍ରଣାମ
ସତ କଥା ଗୋବିନ୍ଦ ଆଜ୍ଞ ଙ୍କ ଠୁ ମୁଁ ପ୍ରଥମେ ଶୁଣିଥିଲି, ତାଙ୍କ youtube channel re,,
ଗୋବିନ୍ଦ ଆଜ୍ଞା ବହୁତ୍ ଭଲ ଭଲ ଗୀତ ଗାଆନ୍ତି
ଗୋବିନ୍ଦ କୁମାର is a reall singer
Galua ta...chora
Best compose this song is by Papu .it very softly and sweet tone 💗💗💗💗
ବହୁତ ବଡ଼ିହା ଗୀତ ପପୁ ଭାଇ ଙ୍କ କଣ୍ଠ ରୁ ବହୁତ ଭଲ ଲାଗେ
ଜୟ ଜଗନ୍ନାଥ 🙏 ଭାଇ ମାନେ ଏହି ଭଜନ ଟିକୁ ଯିଏ ଵା ଗାଆନ୍ତୁ, କିନ୍ତୁ orginal ସବୁବେଳେ orginal 🙏
ପପ୍ପୁ ଭାଇ ଆପଣ ବହୁତ ବଡ଼ିଆ ଗାଉଛନ୍ତି ଓ acting ଟା ଭି ମସ୍ତ ହଉଛି,,,, keep it up
Perfect bhai papu bhai voice mind-blowing
Gobinda ku is real singer.... But.. Papu (Narada).'S Performance is so amusing... 🌹🌹👍👍
ଅତି ସୁନ୍ଦର ଭଜନ
Mind blowing song jhul re nitai jhul bhajana
ଏ ଗୀତ ଟି ବହୁତ ପୁରୁଣା ପଶ୍ଚିମାଞ୍ଚଲ ରେ ନଗର କୀର୍ତ୍ତନ ମାନଙ୍କୁ ବହୁତ ଗାଁ ରେ ଦେଖାଯାଏ l
ଶ୍ରୀ ଚରଣ ମହାନ୍ତି ଙ୍କ ଭଳି ଗାୟକ ମଧ୍ୟ ଏହି ଗୀତ ଗାଇଛନ୍ତି ନମିତା ଅଗ୍ରୱାଲ, ଏମିତି ଅନେକ କଣ୍ଠ ଶିଳ୍ପୀ ଙ୍କ କଣ୍ଠରୁ ଆମେ ଏ ଗୀତ କୁ ଶୁଣି ସାରିଲେଣି
ପ୍ରକୃତ ଗାୟକ ଙ୍କୁ ଲୋକ ଚିହ୍ନିବା ଦରକାର
ଗୋବିନ୍ଦ ଭାଇ ଆପଣ ଧନ୍ୟ ହୋଇଗଲେ l ଆପଣ ଗାଇ ଥିବା ଗୀତଟିକୁ ଓଡିଶାର ଖୁବ୍ ନାମକରା କଣ୍ଠଶିଳ୍ପୀ ମାନେ ଯେମିତି, ଶ୍ରୀ ଚରଣ, ମାନସୀ ପାତ୍ର, ମଂଟୁ ଛୁରୀଆ... ଇତ୍ଯାଦି ଆପଣଁକୁ ଅନୁସରଣ କରି ବୋଲିଛନ୍ତି l
ଭଗବାନ ଆପଣଁକ ର ମଂଗଳ କରନ୍ତୁ ll
ଏ ଗୀତଟିର ଗୀତିକାର ଓ ସ୍ବରକାର କିଏ??
Nice Bhajan
ଗୋବିନ୍ଦ କୁମାର ପ୍ରକୃତ ଗାୟକ 💐💐💐👌👌👌👍👍👍👍👍👍👍👍👍👍👍👍👍👍👍👍👍👍👍
very nice guru ji radhe radhe
ପ୍ରକୃତ ଗାୟକ ଗୋବିନ୍ଦ ହୋଇ ପାରନ୍ତି! କିନ୍ତୁ ଏହି ଗୀତର ପ୍ରକୃତ ଲେଖକ କିଏ?
ଲେଖକ ସବୁବେଳେ ପରଦା ପଛରେ ରହି ଯାଇଥାଏ ଯିଏ କି ଗୀତଟିକୁ ଭାବନା ଦୁନିଆରୁ ଆଣିଥାଏ, ସେଇତ ଦୁଃଖର ବିଷୟ
ଏହି ଗୀତର ପ୍ରକୃତ ଗାୟକ ପ୍ରକୃତ ଗୀତିକାରଙ୍କ ନାମ ଜାଣିବା ଜରୁରୀ ଅଟେ।
ନିଉଜ୍ ଚେନେଲ୍ ଏହାର ସତ୍ୟତା ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁରୋଧ।
@@yamarajhansraj2599 ଆପଣ ଠିକ କହିଛନ୍ତି ଯିଏ ଗୋଟିଏ ଗୀତକୁ ସୃଷ୍ଟି କରି ଦୁନିଆକୁ ଆଣୁଛି ତାକୁ ହିଁ ଅଣଦେଖା କରା ଯାଉଛି
ନରୋତ୍ତମ ଦାସ ଯାହା
ଏ ଗୀତ କୀର୍ତନ ଗାୟକ ଅଞ୍ଜନା ଦେହେରୀ ଙ୍କ କଣ୍ଠ ରୁ ଭଲ ଲାଗୁଚି
Congratulations Gobind . original singer perfect singer. Gobind . God bless you. 👍
Beautiful voice..
Papu bhai nka voice re bohut sundar laguchi love you papu bhai
ପପୁ ଭାଇଙ୍କ କଣ୍ଠରୁ ଏହି ଗୀତଟି ସୁମଧୁର ହୋଇଗଲା ବୋଲି ଏଠି କାହିଁକି ଈର୍ଷା କରୁଛନ୍ତି?
ନର ଦେହେ ନାରାୟଣ ଆଉ ବାସ କରୁନାହାନ୍ତି ଏଠି ନର ଦେହେ ନାଗସାପ ବାସ କରିଲାଣି।।।।
Bhul kahile apana..... Papu bhai sumadhura gainahanti ki sie professional singer nuhan....Sie jouthi pain viral hele se katha loka mane kahunahanti.....only for his facial expressions and tanka dance style pain sie viral hele okk ...govinda bhai bhala singer.....but bhai nka kahiba katha bujha .....nahele aau kichi dina pare BHAJAN SAMRATA NKU b comparison karibaku lagibe samaste.....Jay Jagannath
ଝୁଲୁରେ ନିତାଇ ଝୁଲୁ ମୋର,,,,,,, ଏ ଗୀତ ର ପ୍ରଥମ ସୂର ହେଉଛି ହରିଣ ନ ଦିଏ ଧରା ଦୌଡନା ବଡ଼ ଖରା
Gobinda Sir 🙏 Real Singer ❤️
ସେ real singer ହେଉଥାଉ but ତା ବେଳେ କାହିଁକି vairal ହେଲାନି।।। ଆଜି viral ହେଲା ବେଳେ ଯାଇକି ମନେ ପଡୁଛି ନା।। ଆଗରୁ କୁଆଡେ ଥିଲେ ki??
@@dushmantamohanta3866 Are Bhai Gobinda Sir Audio Viral Jaeki Dekhidia 🤞
ଶ୍ରୀଚରଣ is original and also best
Gobind kumar is the real singer
❤️❤️❤️❤️❤️❤️❤️❤️
Love u bhai 🤞💝
jhul re nitai jhul ra kabi nku bahut Danyabad manaku chuila .
ହଁ ଗୋବିନ୍ଦ ଏହା ତୁମର ଗିତ
Both are awesome,good singer no doubt but this song was Populared , Viraled by PAPU who presented it with super performance. Congratulations both of you.
This song is mind blowing 😊😊😊
ଏ ଗୀତଟି ଯିଏ ଗାଇଛି .... ସିଏ ଗୋଟେ....
ଦିବ୍ୟ ପୁରୁଷ ହେଇଥିବ......🤔🤔🤔🤔
Pappu Babu with tremendous devotional character.....Jay Odisha .....Jay Jagannath.
Dear media
please have yours watch and observation on Body Language and devotional emotions of PAPPU BABU.
ଗୋବିନ୍ଦ କୁମାର ଙ୍କ ଗୀତ ବହୁତ ଭଲ ଲାଗୁଛି
ଏହି ଗୀତର ପ୍ରକୃତ ଗାୟକ ହେଉଛନ୍ତି ଗୋବିନ୍ଦ କୁମାର !ଆମେମାନେ ପ୍ରଥମେ ତାଙ୍କ କଣ୍ଠ ରୁ ଶୁଣିଲୁ ଏହି ଭଜନ ଟି
Prusotam maharaj orignal lekhaka
ଏ ଗୀତ ଟି କେବଳ ପପୁଙ୍କ ପାଇଁ।Papu is best
Great singer gobinda sir
ଗୋବିନ୍ଦ ଭାଇ ଙ୍କର ସବୁ ଗୀତ super ପ୍ରଥମ ସିଏ ଗାଇଛନ୍ତି ଝୁଲ ରେ ନିତାଇ ଝୁଲ
Gobind Bhai tone ru Jana paduchhu ,he is real singer
Dear Gobindji,swara,tala laya re apana prathame gaichanti....Apana knu bahut bahut dhanyabad as original singer...🙏🙏🙏Papu madhya yoytube ru suniki gaichanti boli interview re kahichanti....Bhajan samaste gaantu....pravu kna nama bistra heu ea jagata re....Jai Gopal 🙏🙏
ସେ ଯାହା ହେଉ ଆଜି ଗୋଟିଏ ଭଜନ ପାଇଁ ଏତେ ଚର୍ଚ୍ଚା ଖୁସି ଲାଗିଲା ଏବଂ ଏହାର ଶ୍ରେୟ pappu ଙ୍କୁ ହିଁ ଯିବ ଗୀତ ସହ ତାଙ୍କ ଅଙ୍ଗ ଭଙ୍ଗୀ ପାଇଁ
Bahut Sundar bhajan tiye mo manaku aanand laguchi mu bar bar sunuchi mote laguchi gobinda babu hi prakruta singer🎤 gobind babu jadi prakruta singer hoinathante tahahele se dabi karinathante kahi au kehi ta dabi karunahanti
Woww.. what a voice. Industry emananku chance nadeiki talent nathiba lokanku chance dauchi. That's why odia Industry ebe ete pachhare
Bhai gobinda bhai nka pakhare bhala talent achi hele papu bhai nka dance re gita b viral heigala 🤣
ପ୍ରଥମେ ଧନ୍ୟବାଦ ଦେବି ନରୋତ୍ତମ ଦାସ ମହାରାଜ କୁ ଯିଏ ଏପରି ସୁନ୍ଦର ଗୀତଟିଏ ଲେଖିଛନ୍ତି ଆମ ଯାଜପୁର ପାଇଁ ଗର୍ବ 🙏🙏🙏🙏🙏🙏 ତାପରେ ଏ ଗୀତ କୁ ଭକ୍ତି ସହକାରେ ଯିଏ ବି ବୋଲି ଵେ ସୁନ୍ଦର ଲାଗିବ ପ୍ରଥମ କିନ୍ତୁ ଯିଏ ଏହାର ଲେଖକ ଗୀତ କୁ ପ୍ରକାଶ କରିଛନ୍ତି ତାଙ୍କୁ ଧନ୍ୟବାଦ
Real singer govind bhai jajpur
ପ୍ରଥମେ ମୁଁ ଏହି ଗୀତଟିକୁ ମୋ ମାଉସୀ ପୁ ବଜେଇକି ଶୁଣୁ ଥିବାର ଦେଖିଥିଲି (2015)ମସିହା ରେ.ତା ପରେ2020 ରେ ସେଇ ଗୀତ କୁ ଖୋଜି ଆମ ଘରେ ବଜେଇଥିଲୁ ପୂଜା ରେ.ତା ପରେ ତ ସେଇ ଗୀତ ଟି ଅଧିକ ମାତ୍ରାରେ ଧୀରେ ଧୀରେ ଲୋକ ଚର୍ଚ୍ଚିତ ହୋଇ ଗଲା ଏବେ ତ ଯେଉଁଠି ବି ଦେଖ ସେଇ ଗୀତ ଟି ବାଜୁଛି...😀😀😃 Really this song is very beautiful and heart touching 🥰🙏 ଜୟ ଜଗନ୍ନାଥ 🌸🙏
ମୁଁ ଏ ଗୀତ ଛଅ ମାସ ତଳେ ୟୃ ଟ୍ୟୁବ୍ ରେ ଶୁଣିଛି ଗୋବିନ୍ଦ ଙ୍କ କଣ୍ଠ ରୁ।
ଏହି song ti papu ଭାଇ ଙ୍କ Best
Jay Jagannath 🙏🙏🙏
ଝୁଲରେ ନିତାଇ ଝୁଲ original singer govinda kumar
Yes...govind kumar is the original singer...i i love his singing... although many other singers tried but govind Kumar's voice is best
Gobind vs papu
@@Desibalakexplain yes but govind is original singer and govind had more feelings.
ପପୁ ଭାଇଙ୍କ ଗୀତ ବହୁତ ଭଲ ଲାଗୁଛେ
Gobinda bhai is the real singer
Superb excellent sir i know r u this song lyrics preparing and singing perfect original...aame janichu aapan hin original singer god bless you sir ahead
Gobinda kumar is the real singer
Jay Sri Krishna Chaitanya Gouranga Mahaprabhu 🙏🏾🙏🏾🙏🏾🙏🏾 Hare Krishna Hare Rama 🙏🏾🙏🏾🙏🏾🙏🏾
Bhai u r the real singer... luv ur singing style...
Naya Gada Papu vai
Fast singer ହେଉଛନ୍ତି ଗୋବିନ୍ଦ ଭାଇ
ଗୋବିନ୍ଦ ଭାଇ Original RUclips re tanka song 77 laksh views
@Daily Art's first gobind bhai gaichhanti
@Daily Art's sata katha je
Govinda bhai gaiba sahita nrutya karithile viral heithante