ଟଙ୍କିକିଆ କଏନ୍ ଆପଣଙ୍କୁ କରିବ ଲକ୍ଷପତି | NandighoshaTV

Поделиться
HTML-код
  • Опубликовано: 17 дек 2024

Комментарии • 3,7 тыс.

  • @jagannathabadatya6513
    @jagannathabadatya6513 3 года назад +685

    କେବେ କାହାଠୁ ଏକ ଟଙ୍କିଆ କଇନି ନେଇକି ଏକ ଲକ୍ଷ୍ୟ ଟଙ୍କା ଦେଇଛନ୍ତି ସେଇ ଭିଡିଓ ପୋଷ୍ଟ କରନ୍ତୁ ତାହା ହେଲେ ଆମେ ତୁମ କଥାକୁ ବିଶ୍ୱାସ କରିବୁ ଏମିତି ଖାଲି ଖାଲି ଭିଡିଓ କାହିଁକି ପୋଷ୍ଟ କରିକି ଗରିବ ମାନଙ୍କୁ ଲୋଭ ଦେଖୋଉଛନ୍ତି

  • @artofvillagerk9948
    @artofvillagerk9948 Год назад +30

    ପ୍ରକୃତରେ media ହିଁ ମିଛ ।

    • @PurushottomMeher
      @PurushottomMeher 25 дней назад

      ମୋ ପାଖରେ ୧୦୦ ଅଛି କିଏ ନେବେ ହେଳେ,୯୭୭୭୦୬୧୪୭୨ଫୋନ କରିବେ

    • @SumitraReddy-jn2gv
      @SumitraReddy-jn2gv 25 дней назад

      Yes right kahila tame 😅😅😅

  • @niyatibehera2069
    @niyatibehera2069 Год назад +22

    ଏହି ଟଙ୍କା ମାଧ୍ୟମରେ ଆମକୁ କିଛି ଅଧିକ ଟଙ୍କା ମିଳିବ ସହି ଆସାରେ ଆମେ ରହିଛୁ, ହେଲେ କାହା ମାଧ୍ୟମରେ ବିକ୍ରି କରିବା କୁହନ୍ତୁ

  • @madhusudanmohapatra4177
    @madhusudanmohapatra4177 2 года назад +126

    ଏହା ଗୋଟିଏ ସମ୍ପୂର୍ଣ୍ଣ ମିଥ୍ୟା ଓ ହସ କଥା 😃🙄🙄😃

  • @balabhadra4671
    @balabhadra4671 3 года назад +89

    Media Bala ଜନସାଧାରଣ ଲୋକ ଙ୍କ ବିଶ୍ୱାସ ସହ ଖେଳୁଛନ୍ତି ଆଉ କନ କିଛି ନିଉଜ ଅଛି ଯେ ପୋଷ୍ଟ କରିବେ

  • @papunkumar7104
    @papunkumar7104 2 года назад +108

    ଆପଣ 100/-ହିସାବରେ ଦେବେ କି ମୋ ପାଖରେ ଅଛି, ଆପଣ ଯୁବ ପିଢ଼ିକୁ ଭୁଲ୍ ରାସ୍ତା ଦେଖାଉଛନ୍ତି, ଦୟାକରି ଏଭଳି ଭିଡିଓ ଦେଖାନ୍ତୁ ନାହିଁ 🙏

  • @sanjaynahak8266
    @sanjaynahak8266 2 года назад +38

    ନନ୍ଦିଘୋଷ ଟିଭି ମାଡାମ ସତରେ ମୋ ପାଖରେ ଅଛି କିମିତି ବିକ୍ରି କରିବା ଆମକୁ କୁହ

    • @rahulsahoo9520
      @rahulsahoo9520 2 года назад

      Aloksahoo

    • @rakeshkumarnayak2486
      @rakeshkumarnayak2486 2 года назад

      ମୋ ପାଖରେ ଅଛି କେମିତି ବିକ୍ରି କରିବି କୁହନ୍ତୁ କିଛି ସାହାଯ୍ୟ କରନ୍ତୁ

  • @ChaitanyakumarMallick-s3y
    @ChaitanyakumarMallick-s3y Год назад +3

    କିଏ ଏ ସବୁ ଆପଣଂକୁ ଜଣେଇଛି ସେ ଲୋକ କିଏ. ଓଡ଼ିଶାରେ କିଏ ଏଭଳି ଜଣାଉଛନ୍ତି ନା ସୋସିଆଲ ମେଡିଆରେ ମିଛ କହୁଛନ୍ତି.

  • @crazyxyzranjan8141
    @crazyxyzranjan8141 3 года назад +120

    ସବୁ ମିଛ କଥା ଭାଇମାନେ କେହି ସତ ଭବାନୀ ନହଲେ ଥକାମିର ଶିକାର ହେବେ

  • @sarmisthasahoo9829
    @sarmisthasahoo9829 2 года назад +30

    ଆଜ୍ଞା ମୋ ପାଖରେ ଅଛି but ନବ କିଏ ଆଉ ଲକ୍ଷେ ଟଙ୍କା ଦବ କିଏ ...... ଅନ୍ଦିଘୋଷ channel କତୃପକ୍ଷ ନେବେ କି ଆପଣ

  • @Jagnyaseni123
    @Jagnyaseni123 12 дней назад +2

    ମୋପଖରେ ଆଛି କେବେ ନବାକୁ ଆସିବେ କୁହ

  • @hritikroshanofficial7631
    @hritikroshanofficial7631 3 года назад +110

    ବିକି ହେବ nai a coin ଭାଇ ମାନେ mu ସତ କହୁଛି ?.. Coin ରେ ବାୟା ହୁଅ ନାହିଁ କିଛି ପୋଇଶା ମିଳିବ ନାହିଁ

  • @mrnayakbabu9629
    @mrnayakbabu9629 2 года назад +12

    ଛି ମିଛୁଆ ନେଉଜ୍ ଲୋକମାନଙ୍କ ଠକିବା ଆଉ କିଛି ଉପାୟ ନାହିଁ ଛି ଛି ଲଜା

  • @sibaparida4839
    @sibaparida4839 5 месяцев назад +1

    ମିଛ କହିବା ପାଇଁ ନନ୍ଦିଘୋଷ ଟିଭି ଏକ ନମ୍ବର

  • @dinakrushnamohanty2701
    @dinakrushnamohanty2701 3 года назад +8

    ତୁମ ର କିଛି କାମ ଧନ୍ଦା ନାହିଁ ବୋଧେ ବେକାର କଥା କହୁଛୁ

  • @santoshpatra9308
    @santoshpatra9308 2 года назад +24

    ଆଜ୍ଞା ମୋ ପାଖରେ ୫ ଟି ଅଛି କିଏ ନେବ ୫୦ ଟଙ୍କା ଦେଇ ନିଅନ୍ତୁ।

  • @chhabibrana9341
    @chhabibrana9341 8 месяцев назад +5

    ଆମ ଘରେ ମଧ୍ୟ ଅଛି ଏହି ଟଙ୍କା

  • @rbssvideoall6706
    @rbssvideoall6706 3 года назад +62

    ଆଉ କିଛି nesw ମିଲିଲାନିକି ଫାଲତୁ ଖବର ଦେଖାଉଛୁ ।।

  • @hritikroshanofficial7631
    @hritikroshanofficial7631 3 года назад +51

    ମୋ ବାଳ news ଛାଡୁଛୁ ତୁ ? ତତେ to ବିକିବାକୁ ଜଣା ନାହିଁ ତୁ କଣ news ରେ କହୁଚୁ ? ବେକାର କଥା ଲୋକଙ୍କୁ କହିକି time wast କରୁଛୁ ତୁ ?

  • @JituSwain-bi3gb
    @JituSwain-bi3gb 3 месяца назад +2

    ମୋରପି ମସିହାର୧୯୮୫ ଅଛି ଜାହାର ଦରକାର ସେଆସିକି ନେଉଜିବ

  • @BMW.Lover9740
    @BMW.Lover9740 2 года назад +5

    ବହୁତ ବହୁତ ଧନ୍ଯବାଦ 🙏

  • @simapradhan6437
    @simapradhan6437 3 года назад +23

    ଭାଇ ମୋ ପାଖରେ କେତେ କି ଅଛି ନେବେକି ନମ୍ବର ଦେଉନ୍ତୁ ।

  • @DaniHati-u2b
    @DaniHati-u2b 7 месяцев назад +1

    Jai Shreeram 🙏

  • @rajeshpradhan5498
    @rajeshpradhan5498 3 года назад +17

    ଆପଣଙ୍କ ଚାନେଲ୍ କୁ ଲକମନେ ବିଶ୍ୱାସ କରିଛନ୍ତି କିନ୍ତୁ ଆପଣ ମିଛ ନିଉସ୍ ପ୍ରକାଶ କରିଛନ୍ତି

  • @abpart8655
    @abpart8655 2 года назад +14

    ମୋପାଖରେ ୫ ଟି ଅଛି କିଏ ନେବାକୁ ଚାହୁଁଛ ୧ଲକ୍ଷ୍ଯ ଦିଅ ବହୁତ ଲାଭ ରେ ରହିବ 😀😀😀

  • @MunaBhai-qh9fl
    @MunaBhai-qh9fl 7 месяцев назад +1

    ଜୟ ଜଗନ୍ନାଥ ଶୁଭ ସକାଳ ଏଟଙ୍କିଆ କ ମୋ ପାଖରେ ଅଛି ଦଶ ଟଙ୍କିଆ କୋଡ଼ିଏ ଟଙ୍କିଆ ପଚାଶ ଟଙ୍କିଆ ମୋ ପାଖରେ ଅଛି ତ ତାହା ହେଲେ କଣ ହେବ ଏକଥା ସତ ନା ମିଛ 🙏

  • @santoshtipiria3378
    @santoshtipiria3378 3 года назад +22

    ବାଳ ନା ଆଉ। ଏ ସବୁ ମହା ମିଛ.... ତୋତେ ମିଛ କହିବା ର ପାପ ଲାଗିବରେ... । ମୋ ପାଖରେ 1000 ରୁ ଅଧିକ ଅଛି...

  • @sambhabanasevaparisad1793
    @sambhabanasevaparisad1793 3 года назад +26

    ମିଛ କହି ଲୋକଙ୍କୁ ଠକିବା ବେପାର କଣ ପାଣ୍ଡିୟାନ ସାର କହିଛନ୍ତି । ସକାଳ ପେପର ମାଧ୍ୟମରେ ଏହି coin କିଣାବିକା ପାଇଁ ଆଡ ଦିଅନ୍ତୁ ଏବଂ ନମ୍ବର ଦିଅନ୍ତୁ । news ର ଓ ସାମ୍ବାଦିକତାର ସମ୍ମାନ ରଖନ୍ତୁ ।

  • @MohanRao-gb5eh
    @MohanRao-gb5eh 8 месяцев назад +1

    ମୋ ପାଖରେ ୨୦ ଟି ଅଛି ୧୦୦୦ ରେ ଦେଇଦେଵି

  • @santoshminyaka2889
    @santoshminyaka2889 2 года назад +5

    ସବୁ ପୃଷ୍ଠା ଏହି ନାଆଁରେ ଆରମ୍ଭ ହେଉଥିବା ପୃଷ୍ଠାଗୁଡ଼ିକୁ ଦେଖାଇବେ ନାହିଁ କିନ୍ତୁ ଯଦି ଏହା ଦେଖିବାକୁ ମିଳିଥାଏ ଏହା ସବୁ କରିଛନ୍ତି ମିଛ କହନ୍ତି

  • @dhrentandi5179
    @dhrentandi5179 2 года назад +7

    ଏ ସବୁ ପୁରା ପୁରୀ ଫୁଲ ଫାଳ ତୁ କଥା 🤣😂🤪😊🤗ମେଡ଼ମ ବହୁତ ଭଳ ଏଙ୍କର କରୁଛନ୍ତି ...❤️ୟୁ 🤪🌹🌹🌹🌹🌹🌹🤣🤣🤣🤣

    • @ranjani2359
      @ranjani2359 2 года назад

      Bhai madam phul galu maruchantima

  • @BenudharBehera-ph4re
    @BenudharBehera-ph4re 6 месяцев назад

    ଆମ ପାଖରେ ଅଛି ❤

  • @jaymahakal719
    @jaymahakal719 3 года назад +12

    Mor pakhe achhe 💞👑👑

  • @lipuprusty8550
    @lipuprusty8550 3 года назад +44

    ନନ୍ଦିଘୋଷ ଟିଭି ଗାଲୁଆଙ୍କର ଗୁରୁ

  • @muna7019
    @muna7019 Месяц назад

    ମିଡ଼ିଆ ସର୍ବଦା ମିଛ କହି ଗରିବ ମାନଙ୍କୁ ଭୁଆଁ ବୁଲାଉଛି

  • @lokesjhankarlokeshjhankar584
    @lokesjhankarlokeshjhankar584 3 года назад +19

    1985 କଏନ ମୋ ପାଖରେ ଅଛି

  • @prakashnandi4224
    @prakashnandi4224 3 года назад +6

    ତମେ ଶଳା news ଛାଡି coin business କର କୋଟିପତି ହେବେ

  • @ParikhitaPatra-zn6fz
    @ParikhitaPatra-zn6fz 13 дней назад

    ମୋ ପାଖରେ ଅଛି କେବେ ନବ ୯୩୪୮୩୨୩୧୨୪

  • @alokgopalodisha6799
    @alokgopalodisha6799 2 года назад +4

    ଆପଣ ଆସିକି ନିଅନ୍ତୁ ନନ୍ଦିଘୋଷ ✍️😄😄😄

  • @kishorgoud2743
    @kishorgoud2743 2 года назад +22

    ମୋ ପାଖରେ ଅଛି 1985 H ମାର୍କ ର କଣ ଆପଣ ନେଇ ପାରିବେ କି ,ସିଧା ମୋ ସହିତ କଥା ହୁଅନ୍ତୁ

  • @santoshminyaka137
    @santoshminyaka137 Год назад

    ବହୁତ ସଂଖ୍ୟା ରେ ମୋପାକରେ ଅଛି

  • @Rakeshdas-fw4uz
    @Rakeshdas-fw4uz 3 года назад +15

    ମୁଁ ସେ site କୁ ଅନୁସନ୍ଧାନ କଲି.... ଜାଣି ପାରିଲି କି ସେଇଟା ଠିକ୍ ନୂହେଁ.... ଦୟାକରି ଏ ଭୁଲ news ପଛରେ ସମୟ ଦିଅନ୍ତୁ ନାହିଁ... ଧନ୍ଯବାଦ୍

  • @mahatmagond9126
    @mahatmagond9126 2 года назад +6

    ଆମର ପାଖରେ ଅଛି ।

    • @shankarbehera2633
      @shankarbehera2633 Год назад +1

      Hello nandighosh TV 1985 h March Sikka Mona sankarshan Behera morooche Gujarat jila devbhumi Dwarka

  • @Rajkishormallamalla
    @Rajkishormallamalla 4 месяца назад

    ହଁ ଅଛି କୁହ କାହାକୁ ଦବୁ କଏ ନବ କୁହ

  • @samirswain6996
    @samirswain6996 2 года назад +15

    Nandi ghos. Madam... ମୁଁ ଆପଣଙ୍କୁ takna ଦେବି ମୋତେ ଦୟା କରି 1ଲକ୍ଷ୍ୟ ଟଙ୍କା ତିଆନ୍ତୁ ।।। ଯଦି ନ ପାରିବେ ଲୋକଙ୍କୁ ବୋକା ବନାନ୍ତୁ ନାହିଁ।। Main stream media ହେଇ ନିଜର ବୋକମି କାହିଁକି ପ୍ରଦଶନ କରୁଛନ୍ତି।।

  • @nasibtailor8395
    @nasibtailor8395 2 года назад +6

    Yes

  • @Adhivasi5
    @Adhivasi5 3 года назад +5

    Gajab news

  • @rahuldigal7103
    @rahuldigal7103 3 года назад +6

    If Anyone have H Mint.mark coin They they will get arround 200000-3lakh but remember one thing i.e - It should be Only Cuper coin which is 7.15 g.m which is very rare, It is made in England in city of Helton .. H... Mark..
    But guys Cuper Nikel coin H mint mark, coin which is 6. gm is not costly only It's value 3-4 Rupies only REMEMBER.... ITS IMPORTANT NEWS... ITS RIGHT INFORMATION GUYS

    • @r.ppanda5079
      @r.ppanda5079 2 года назад

      I have lot of old coins how I tell sell please if you are really buyer

  • @RanjanBehera293
    @RanjanBehera293 Месяц назад

    ଏମିତି କାହିଁକି ମିଛ କହୁଚ ମିଛ କହିବାର ଗୋଟେ ସିମା ଥାଏ

  • @satyabhau69
    @satyabhau69 3 года назад +11

    ମୋ ପାଖରେ ଅଛି ଏ ସବୁ ଟଙ୍କାକିଆ କଏନ, ଯଦି ନେବ ତାହେଲେ ଏଇଠି କମେଣ୍ଟ କର, ଶସ୍ତା ରେ ଦେବି

  • @adaityabiswal2238
    @adaityabiswal2238 3 года назад +5

    ଶଳା ଲୋକଙ୍କୁ ବୋକା ବନାଇ ଦେଇଛନ୍ତି ମିଡିଆ ବାଳ ମିଳିବ

  • @GaganDas-xf9cn
    @GaganDas-xf9cn Год назад +1

    Hii

  • @laxminarayansahoo6752
    @laxminarayansahoo6752 2 года назад +9

    ମୋ ପାଖରେ ବହୁତ ଅଛି ସେମିତି କିଏ ମାଗଣା ରେ ନବ ଆସ‌.😜

  • @help9907
    @help9907 3 года назад +19

    Like ଓ comment ପାଇଁ.
    Nandighosh news ଲୋକ ମାନଙ୍କୁ ଭୁଆ ବୁଲାଉଛି,, ମୋ ପାଖରେ 1ଟଙ୍କା coin H Mark ବହୁତ୍ ଅଛି , ଯଦି ନନ୍ଦିଘୋଷ ଟିଭି ମୋତେ ପ୍ରତି coin ବାବତ 10,000 ଦବ ତାହାଲେ ଜାଣିବି ଏଇଟା ବେଷ୍ଟ୍ news channel,,, ନହେଲେ ଟାଉଟର ଓ ଗ!ଲୁଆ channel,,

  • @babitarana2377
    @babitarana2377 8 месяцев назад +1

    Jitenda rana baleswre

  • @biswajitnayak9370
    @biswajitnayak9370 3 года назад +4

    Achi ..

  • @sibendranathmukharjee8298
    @sibendranathmukharjee8298 3 года назад +6

    Madam , Namaskar. The coin Rs.1/-
    having ' H ' mint has already posted
    by me in the exact Wave site by me.
    What to speak about Rs.2.5 lakhs as you said in your Video, my suggested
    cost was Rs.36.9 thausand but sorry
    no reply since been received ofcourse
    the details of Coin & myself has been
    Posted yesterday for which I hope I may wait for some time. Thank U very
    much for giving detail information.
    Praying the ALLMIGHTY to bless you
    for ever.

  • @rupalidj3373
    @rupalidj3373 8 месяцев назад +2

    Hn mo pakhare achhi😮😮

  • @SCHOOLEXERCISES
    @SCHOOLEXERCISES 2 года назад +4

    ମୋ ପାଖରେ 2 ବସ୍ତା ଅଛି କେତେ ଟଙ୍କା ହେବ ହିସାବ କରି କହିବେ ,,,😜

  • @then_im_subha_bls6765
    @then_im_subha_bls6765 3 года назад +5

    ନନ୍ଦିଘୋଷ ଆପଣ ନଜେ ନେବେ ଯଦି କୁହନ୍ତୁ ମୋ ପାଖରେ 10 ଟି 1₹ଅଛି

  • @KartikaKhila-w2h
    @KartikaKhila-w2h Год назад

    ଅଛି

  • @NoDaddyIssues
    @NoDaddyIssues 3 года назад +4

    ଅଛି ବିକି ଦେଲେ ଖୁସି ହେବି,,,

  • @balaramsethy5527
    @balaramsethy5527 3 года назад +14

    ଏସବୁ, ଫାଲତୁ new,,,, ମୋ ପାଖରେ ଏସବୁ ଅଛି

  • @papundas3284
    @papundas3284 4 месяца назад

    ଆପଣ ଯେଉଁଭଳି କହୁଛନ୍ତି ସେଇଭଳି ପଇସା ମୋ ପାଖରେ ଅଛି

  • @suryakumarjena4622
    @suryakumarjena4622 3 года назад +13

    କାହିଁକି ଲୋକଙ୍କୁ ଭୁଆଁ ବାଣ ଦେଖ ଉଛ ।ଖାଲୁଆ କଥା ଼

  • @benudharpradhan7915
    @benudharpradhan7915 3 года назад +8

    ମୋ ପାଖରେ ଅଛି, 1985ର H mint coin, ବିକ୍ରି କରିବାର ବ୍ୟବସ୍ଥା କରି ଦିଅନ୍ତୁ

  • @kaliakalia7088
    @kaliakalia7088 19 дней назад

    Yes👍

  • @trailoknathkhatua6995
    @trailoknathkhatua6995 3 года назад +19

    ଗାଲୁଆ କଥା

  • @rkdas3860
    @rkdas3860 10 месяцев назад

    RABINDRA MAHALIK 🙏🏽🤝🏾🙏🏽

  • @srinibaspadhy5828
    @srinibaspadhy5828 3 года назад +5

    ଗୋଟେ କାଇନ୍ କୁ 100 ଲେଖାଏଁ ଦିଆଯାଉ ।।।।ଅଧିକ ଆଶା କରିବା ନିର୍ବୋଧତା ଛଡ଼ା ଆଉ କିଛି ନାହିଁ

  • @jharanamallik5549
    @jharanamallik5549 2 года назад +7

    Mere pas coin hai

  • @ChaitanyakumarMallick-s3y
    @ChaitanyakumarMallick-s3y Год назад

    ଇଣ୍ଡିଆ ନମ୍ବର ୱାନ.....

  • @odiafood5538
    @odiafood5538 3 года назад +13

    ମୋ ପାଖରେ ଜର୍ଜ V ଠୁ ନେଇକି 1800 ମସିହାର East India company ର ବହୁତ୍ ଗୁଡେ ଅଲଗା ଅଲଗା ପ୍ରକାର ର କଏନ୍ ମୋ ପାଖରେ ଅଛି କିଏ ନେବ ଟଙ୍କା ଧରିକି ଆସ, କଏନ୍ ନେଇକି ଯାଓ ।

    • @Biju4433
      @Biju4433 3 года назад +4

      Nadighosa tv channel bala naba

    • @saradak400
      @saradak400 2 года назад

      @@Biju4433 kabe naba

  • @jitendrakumarpallei4377
    @jitendrakumarpallei4377 3 года назад +4

    Coin coin bhabi bhabi samaya sarijiba,sesara F A K E baharile kemiti lagiba setebele bhabiba

  • @SurendraSwain-y6i
    @SurendraSwain-y6i Месяц назад

    ଫୁଲ ମିଛ

  • @hariharbehera5957
    @hariharbehera5957 2 года назад +4

    Sir Good afternoon
    Sir mo pakhare 3ta coins achhi

    • @rajrealestate2875
      @rajrealestate2875 3 месяца назад

      Sir. Good. Afturnoiin. Sir. Mo. Prakhar. 10.ta.coin.achhi

  • @odishahacker8712
    @odishahacker8712 3 года назад +6

    ଏମିତି ରେ ତ ସବୁ କୋଟି ପତି ହୋଇଜିବେ ।।।
    ।।।। ବାଳନା ବୋକା ବନଉଚ ।।।

  • @namaratnabehera1587
    @namaratnabehera1587 4 месяца назад

    Yes❤❤

  • @Pabitraodiatv
    @Pabitraodiatv 3 года назад +7

    Nandigosh tv tame neba ki 2.5 lac darkar nai 50k re debi. Tame 2.5L re sell kariba. Tamar 2L profit heba

  • @mkshinningstar
    @mkshinningstar 2 года назад +5

    Same 1985 Wala achi but kemiti Ame Biswas koribu tome actually Lakanku bhondoucho

  • @gyankstar
    @gyankstar 8 месяцев назад

    ନନ୍ଦିଘୋଷ ନିୟୁଜ ଚାନେଲକୁ କିଛି ସତ୍ୟ ନିୟୁଜ ମିଳୁନାହିଁ ଏ ଚାନେଲକୁ ବନ୍ଦ କରିଦିଅନ୍ତୁ ଲୋକଙ୍କ ମଙ୍ଗଳ heb

  • @rinkunahak3715
    @rinkunahak3715 3 года назад +7

    And please don’t disappoint me once you receive your payment kindly courier the item to the address given to you friend

  • @prasadshivam4468
    @prasadshivam4468 3 года назад +5

    କାଇ ସେ ବାଳ news ଦେଖାଇଛ

  • @chandrasekharnayak1515
    @chandrasekharnayak1515 Год назад

    ଏ କଥା ଵିସ୍ଵାଶ ଲାଗୁନାହିଁ ଯଦି କଥା ସତ୍ୟ ତାହା ଵିଜେନେଷ କିଏ କେମିତି କଲେ ହେବ

  • @akashmurmu_official
    @akashmurmu_official 3 года назад +4

    MOST FALTU NEWS OF THE YEAR AWARD GOES TO NANDIGHOSH TV

  • @satyamishra6540
    @satyamishra6540 7 месяцев назад

    Hi
    Good morning
    କିଏ ନେବ

  • @BishnuDalapati-z6i
    @BishnuDalapati-z6i 15 дней назад

    ଆମପାଖରେ ଅଛି କିଏକିଣିବ

  • @rajanayak7778
    @rajanayak7778 Год назад +1

    Satarejadi. Coina. Bikri. Heochhi.
    Tahale. Lokamananka. Ghareasi. Jadi
    Neiparante. Tahale. Lokamanankara.
    Biswasahuanta. Amejanantu. Nadighosa
    Niyaju. Chanala. Tivi. Lokamananku
    Opagarakaruchhi. Jayahinda

  • @hrudanayak95
    @hrudanayak95 3 месяца назад +1

    Mopakhare achhi 10 ta

  • @KalyaniNayak-js8cs
    @KalyaniNayak-js8cs 20 дней назад

    କେମିତି କରିବୁ ଆମ ପାଖରେ ଅଛି

  • @Akruranaik-u4f
    @Akruranaik-u4f Год назад

    ସୋପାନରେ,୧୦ଟାଅଛି,୯୬୬୮୬୧୮୪୮୨

  • @RashmitaBehera-yy2yf
    @RashmitaBehera-yy2yf 7 месяцев назад

  • @Rudra93-Priyanshi
    @Rudra93-Priyanshi 11 дней назад

    ମୋ ପାଗରେ ଅଛି ବୋହୁତ ଗୁଡ଼ାଏ ଅଛି ଆସନ୍ତୁ ଦେବି

  • @KumarDipak-o7h
    @KumarDipak-o7h 2 месяца назад

    କେତେ ନେବ ମୋ ପାଖରେ ଅଛି

  • @SipunMallik-b2y
    @SipunMallik-b2y Месяц назад

    Morning

  • @SipunMallik-b2y
    @SipunMallik-b2y Месяц назад

    Paisa Manoj Paisa Manoj

  • @ROWDYGAMING99947
    @ROWDYGAMING99947 Год назад

    0:10 0:11

  • @SanatanDalai-rs8di
    @SanatanDalai-rs8di 8 месяцев назад

    ଏ କଇନ୍ କିଏ ନଉଛି ଏହାର ପ୍ରମାଣ ଦିଅନ୍ତୁ ତାହାହେଲେ ଆମେ ବିଶ୍ଵାସ କରିବୁ ଏବଂମ୍ କଇନ୍ ଦେବୁ ନହେଲେ ତୁମକୁ ମିଛୁଆ ଟାଉଟର୍ ମିଡିୟ୍ଯା ବୋଲି କହିବୁ ଧନ୍ୟବାଦ୍

  • @UmeshmalikMalik
    @UmeshmalikMalik 4 месяца назад

    6:51

  • @BasuSaw-ki6io
    @BasuSaw-ki6io 6 месяцев назад +1

    Ha mo pakhare achhi