ବିଧାନସଭାରେ ଖଲଖଲ ! | Odisha Reporter
HTML-код
- Опубликовано: 15 сен 2024
- ଗତ ଜାନୁୟାରୀ ୩ ତାରିଖ.. ବହୁପ୍ରତିକ୍ଷିତ ବଲାଙ୍ଗିର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରେ ସେତେବେଳର ଜଳସେଚନ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହିତ, ଉପସ୍ଥିତ ଥିଲେ ବଲାଙ୍ଗିର ସଂସଦୀୟ ନିର୍ବାଚନ ମଣ୍ଡଳୀର ସାଂସଦ ଓ ସମସ୍ତ ବିଧାୟକ । କିନ୍ତୁ ସମସ୍ତଙ୍କ ଭିତରୁ ସେତେବେଳେ ଚର୍ଚ୍ଚାରେ ଥିଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ସୋନପୁର ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଭାଷଣ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RUclips: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Balangir #NaveenPatnaik #BJP #Assembly #Odisha #OdishaPolitics
୨୪ ବଷଁ ଶାସନ ରେ କଣ କରୁଥିଲେ ସବୁ ଆଡେ ଖଲଖଲ
ନିରଞ୍ଜନବାବୁ ପାଟିବାଟେ ଖଲ ଖଲ ପାଣି ବାହାରୁଥିବ ନାଁ 😢, ମିଛୁଆ ରାଧୁଆ
ଖଲ ଖଲ ଖଲ,,
24ବର୍ଷ ସବୁ ଆଡେ ଖଳ ଖଲ ଖାଲି
Are🥦BJP bala🥦NABIN babu nka pakharu rajaniti sikha🥦jay JAY NAVEEn👍👍👍👍🥦🥦🥦🥦🥦🥦🌹🌹🌹🌹
ଖାଲି ତ ଖଲ ଖଲ ଖଲ ଖଲ ଘଳିଆ ପଡିଛି ନା କଣ ଖାଲି ତ ବହି ଯାଉଛି ଖଲ ଖଲ ଖଲ ଖଲ,ମନ ଟା ଖାଲି କନ କନ କନ କନ ।
ମଘି ଆ ଖଳ ଖଳ କରି ଯାଉଛେ ରେ ପୂଝାରୀ
Sabu chalu contractors
Nobin Ra Dala Khal Khal .
ONLY navine
ଖଲ ଖଲ ଗଲ ଗଲ😁😁😁😁
ଗଲୁ ମଲା ବେଳକୁ ଆଉ ୨୪ ବର୍ଷ ଲାଗିବା
ଅଲାଜୁକ ଗୁଡାକ । ୧୯୯୯ ରୁ ୨୦ ୨୩ ତମ ବାପା କଂଗ୍ରେସର ଆବଦାନ ।
ନବୀନ ଯାହା କରିଥିଲା ଏମାନେ ନୂଆ କିଛି କରିନାହାନ୍ତି। କେବଳ ତାମିଲ ଙ୍କ ପାଇଁ ହାରିଛି।
Behia
B j D
Maagihaa nku guli kara.
ସୋନପୁର ଗାଁ ଗାଁ ରେ ମଦଭାଟି ଖୁଲିକରି ମଦୁଆ କରିସାର୍ଲାନ ।ଲୋକ ବି କେନ୍ତା ଭୋଟ୍ ଦଉଛନ୍ ଯେ
"Andhari yojana"( vote ra agar dina rati 9 baje ghar ghar kabat piti piti paisa banti banti jituchhe per vote 500/-). Mui mor janmu dekhi asuchhe Sonepurie 500/- re bikrihauchhan hetir lagi Sonepurie bhakue balsan.
Naveen babu jindabad ❤❤❤❤❤❤
Rampur kerala nu badkrley kerala restaurant maji kainbaki Rakhi cho
Khala khala fasile Niranjan
Suktel Kam clear Kara rajneti ni kara
Niranjan jaha kahuchanti daha michha kahuchanti election bele chalak kari aga turia tara bara udghatan karichanti super chalu bjd
La KR and af.
Niranjan pujati ele nimente tarabaria udghatan karithele. Bundai pani nahi. BJD pahije odisa basi sabu khatre bhogichanti
Nn budhi kamnaidia.
Pani ta rakha jaou tapre chasi
ନିରଞ୍ଜନ ପୂଜାରୀ ଚମଚା ଟେ
Pjd kujineta khala khala
Tautor ta kire niranjan pujari tume ta kama sarithila nije kahila puni bidhan sabhare prasna kahinki alo sakhi apan Mahat aape rakhi