Ashara Aloka | Consumption of alcohol causes disturbance in conjugal life

Поделиться
HTML-код
  • Опубликовано: 1 фев 2025

Комментарии • 577

  • @Game__Over_111
    @Game__Over_111 Год назад +170

    ଦୁନିଆଁ ରେ ଦୁଇ ପ୍ରକାର ର ଭୟଙ୍କର ନିଶା ଅଛି ଗୋଟେ ହେଲା ନାରୀ ନିଶା ଆଉ ଗୋଟେ ମଦ ନିଶା

  • @mrinocent6557
    @mrinocent6557 Год назад +30

    କେତେ ଦୁଃଖଦ ଘଟଣା ଆଜ୍ଞା ସେ ମହିଳା ଜଣଙ୍କ କେତେ ଦୁଃଖ ଆଉ ସେ ଲୁହ ଭରା ଆଖି 😢 ଯେ ସେ ମୋତେ ଛାଡ଼ିଦେବ 😢

  • @SarojiniRout-j6i
    @SarojiniRout-j6i 3 месяца назад +8

    ସେ ଯାହା ହେଉ ଭାରି ମଜା ଲାଗେ ଦେଖିବାକୁ,, ମୁଁ ଏହି ବିଷୟ କେତେ ଥର ଦେଖି ସାରିଛି ତାହାର ହିସାବ ନାହିଁ,,,, ଏମିତି ମଣିଷ ମୁଁ କୋଉଠି ଦେଖି ନାହିଁ,,, ପୁରା ସଫା ହୃଦୟ ର ମଣିଷ 😊😊 କିଛି ପେଟରେ ରଖୁ ନାହିଁ 😊😊 ସବୁ ସତ କଥା ଖୋଲି କି କହି ଦେଉଛି 😊😊

  • @jyotiprasadnayak3042
    @jyotiprasadnayak3042 Год назад +120

    Anugulia banty ashara andhara .. inspired by this episode

  • @prasannadas3507
    @prasannadas3507 Год назад +25

    ବା ବା ରେ ଆମ ରାଜ୍ୟ ର ମୁଖିଆ ଏ ସବୁ କଣ ଦେଖିପାରୁନ ଏଇ ମଦ ପାଇଁ ଦେଖନ୍ତୁ କେତେଟା ପରିବାର ଭାଙ୍ଗିଯାଇଛି😢😢😢😢

  • @upasanabariki7073
    @upasanabariki7073 Год назад +175

    ଜଣା ନାହିଁ ଏ ମଦ ପାଇଁ କେତେ ଜିବନ ନଷ୍ଟ ହଉଛି😢😢😢

  • @balramdas1612
    @balramdas1612 Год назад +92

    ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଯଦି ତୃତୀୟ ଲୋକ ଆସେଝଗଡାହୁଏ❤

  • @Amlifestyle7
    @Amlifestyle7 Год назад +28

    ସେ ଯାହାହେଉ video ଟା ଯେତେଥର ଦେଖିଲେବି ବହୁତ୍ ହସ ଲାଗୁ ଛି 😂😂😂😂

  • @mitanaik6582
    @mitanaik6582 Месяц назад +5

    ଏଇଠି ମଦ ହେଲା କାଳ ମଦ ହିଁ ସବୁ ଘର ଭାଙ୍ଗୁଛି 😢 ସରକାର ଟିକେ ଆଖି ଖୋଲି କି ଦେଖନ୍ତୁ

  • @pptransport7046
    @pptransport7046 Год назад +150

    ଆଦିବାସୀ କୁ ବୁଝେଇ ବା ବହୁତ କଷ୍ଟ ,

    • @Saracsim
      @Saracsim Год назад +8

      Right bhai ...they need proper education

    • @OdiaBeautyLifeStyleVlogs
      @OdiaBeautyLifeStyleVlogs Год назад +2

      Right 👍

    • @Globalhindu296
      @Globalhindu296 Год назад +8

      Education debe general wala 😂.. chhibchakr kriki... Pare kahibe kam mark rkhiki job neuchi😂

    • @Being7762
      @Being7762 Год назад +3

      Atleast sie doso manuchi jaha sata seita kohuchi ajikali ka puo kete manuchi kohila kn na adivasi

    • @popukumar1873
      @popukumar1873 Год назад +2

      ​@@Being7762 Sata kohile Kan hebo Bhai ta 3ta pila ku Kan tu palibu 😂

  • @Rasmiranjanparida83
    @Rasmiranjanparida83 Месяц назад +4

    Best episode of Ashara Aloka till now ❤

  • @RohitGupta-so2zt
    @RohitGupta-so2zt Год назад +152

    Who’s here after watching asha ra andhara 😅

  • @yuvarajdutta5249
    @yuvarajdutta5249 Год назад +24

    ଆଶାର ଅନ୍ଧାର

  • @Odiaclasic
    @Odiaclasic 7 месяцев назад +3

    ଟୋକା ସବୁ ସତ କହିଦେଉଛି ତେଣୁ ଏଠି ମଦ ର କିଛି ଭୁଲ ନାହିଁ, ସେ ଟୋକା କୁ ହୃଦୟରୁ ପ୍ରେମ ହୋଇଯାଇଛି

  • @manoranjansingh5209
    @manoranjansingh5209 Год назад +28

    ଦିଲ ❤❤❤❤ ସେ ମୟୁରଭଞ୍ଜିଆ 😂😂😂😂😂😂.... ଯାହା କହିବି ସତ କହିବି

  • @nabakishoreojha6508
    @nabakishoreojha6508 Год назад +54

    ନବୀନ ବାବୁ ଥରେ ଶୁଣ ତମ ମଦର କମାଲ। ଏମିତି ଓଡ଼ିଶାରେ କେତେ ଘର ଦିନକୁ ଭାଙ୍ଗୁଛି ବୁଝିପାରୁଛତ।

    • @manojsahu2039
      @manojsahu2039 Год назад +1

      ଲେଖିଲ ଭାଇ ପଦେ , ମନକୁ ଛୁଇଁଲା 👍

    • @kadambininanda573
      @kadambininanda573 Год назад

      Right

    • @milanmallick3018
      @milanmallick3018 Год назад

      Hmm nabin pain sabu hauchhi tume guda bhala auu chali na jani batara dosa 😂😂😂😂😂😂😂

  • @asisgiri7021
    @asisgiri7021 Год назад +91

    ଏଥି ପାଇଁ ଆମ ନବୀନ ପଟ୍ଟନାୟକ ଓଡ଼ିଶାର ମଦ ଭାଟି ହିଁ ଦାୟୀ 🌸🌸

  • @jeebanmahanayak5591
    @jeebanmahanayak5591 Год назад +6

    We need education.
    We need counseling.
    We need awareness.
    We need to know own responsibility.
    Please save our people from such situation.

  • @Sibasuva-Lifestyle
    @Sibasuva-Lifestyle 25 дней назад +2

    ହେ ପ୍ରଭୁ 😢😢

  • @tulusirdaspattanayak5671
    @tulusirdaspattanayak5671 Год назад +57

    ମୟୂରଭଞ୍ଜ ର ଲୋକ କେତେ ସାଧା ସିଧା ଏଥିରୁ ଜଣାପଡିଲା।ସତ ବ୍ୟତିତ ମିଛ କଣ ଏମାନେ ଜାଣନ୍ତି ନାହିଁ। ଏଣୁ ଗର୍ବ ସହିତ ମୁଁ କୁହେ ମୁଁ ମୟୂରଭଞ୍ଜିଆ।

    • @arpitadash7438
      @arpitadash7438 Год назад +3

      Ati chalakhia

    • @DiptiJadav-k8e
      @DiptiJadav-k8e Год назад

      Hee hee😂😂sala pura nipata gaonli

    • @thetraveller7668
      @thetraveller7668 Год назад +2

      But Sala bujheiba bahut kasta

    • @kcpkartikchandrapradhan6219
      @kcpkartikchandrapradhan6219 Год назад +3

      ଲୋକ ଟି ଭୁଲ କରିଛି କିନ୍ତୁ ସବୁ ସତ ମାନି ଯାଉଛି। ଖୋଲା ହୃଦୟ ଲୋକ ଟି।
      କିନ୍ତୁ ଭୁଲ କରିଛି ସେ ଲୋକ ଟି।

    • @TulasiDas-lb9dt
      @TulasiDas-lb9dt Год назад +2

      Right..bhitare jaha upare b seia

  • @DeepakIndianprank
    @DeepakIndianprank Год назад +7

    ଏତେ episode ଦେଖିଲି but e episode ଦେଖିଲା ପରେ ମୁ କିଛି ଶିଖିବାକୁ ପାଇଛି

    • @Best_Sayari
      @Best_Sayari Год назад

      Kn ଶିଖିଲ ଡ଼ାଲମା କୁ ରଖିବିନି

    • @DeepakIndianprank
      @DeepakIndianprank Год назад

      @@Best_Sayari dalemare ମସଲା ପଢ଼ିନି ଆଉ

    • @Pravati-z7j
      @Pravati-z7j 11 месяцев назад

      😂😂😂😂​@@Best_Sayari

  • @pramodbehera5192
    @pramodbehera5192 Год назад +18

    ନବୀନ ବାବୁ ଦେଖ ତୁମରି ପାଇଁ ଏଦୁଇ ଜୀବନ ଆଜି ଅନ୍ଧାର ଆଉ କେତେ ଦିନ । ଓଡ଼ିଶାରେ ଆଉ

  • @prakashpaikaray9051
    @prakashpaikaray9051 Год назад +17

    ଧନ୍ୟ କହିବ

  • @MonalisaMahanta-b3d
    @MonalisaMahanta-b3d 10 дней назад

    Bahut sundar

  • @archanadash2844
    @archanadash2844 Год назад +46

    Very interesting episode 😀

  • @kishorkumarbhitiria323
    @kishorkumarbhitiria323 Год назад +15

    ଏତିକି ବୁଝାପଡିଲା ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଯଦି "ମଦ କି ତୃତୀୟ ଲୋକ" ଆସିଲା ଝଗଡା ନିଶ୍ଚିତ..😀😀😀😀😀😀

  • @pratimareddy3002
    @pratimareddy3002 Год назад +9

    ହେ ପ୍ରଭୁ ଏ ଦୁନିଆ ରେ ଏତେ ପାଗଳ ଲୋକ ଥାଆନ୍ତି 😮😂

  • @sachitranayak8843
    @sachitranayak8843 Год назад +118

    Kia kia bunty anugulia comedy Dekhiki asicha😀😀😀😂😂

  • @COMMANDANTBSF
    @COMMANDANTBSF Год назад +18

    LEGEND OF THE YEAR😂😂

  • @bapunijena5009
    @bapunijena5009 15 дней назад

    Anugulia banti bhai Most video🎥📹📼 baneichanti

  • @Odiaclasic
    @Odiaclasic 7 месяцев назад +3

    ଏ episode ଦେଖିକି ମୁଁ ଏୟା ଶିକ୍ଷା ଲାଭ କରିଲି ଯେ,...ଯିଏ ଯାହା ବୁଖାଉ .ଯାହା ବି ହେଇଯାଉ କିନ୍ତୁ ନିଜର ଲକ୍ଷ୍ୟ ଭ୍ରଷ୍ଟ ହେବାର ନାହିଁ

  • @geetapatel137
    @geetapatel137 Год назад +2

    bohut interesting kes

  • @trptoneaboveall7627
    @trptoneaboveall7627 Год назад +4

    କିଛି ଲୋକ କୁହନ୍ତି ଆଦିବାସୀ ମାନେ ସରଳ ଆଉ ନିରୀହ 💀💀💀

  • @sudeshpradhan4288
    @sudeshpradhan4288 Год назад +15

    Thanks to your entire team (Ashara aloka). You are doing the great job making a misunderstanding family to understanding family.I must say that it's a great initiative by you.Salute❤❤❤

  • @newvloggersona5968
    @newvloggersona5968 Год назад +24

    ଏତେ କଥା କରିଦେଲା ପରେ ଭି ମନରେ ଟିକେ ଗର୍ବ ନାହିଁ

  • @bikashpatra8822
    @bikashpatra8822 Год назад +5

    Ehi loka thik achhi,good,sabu sata kahuchi

  • @realallrounder9960
    @realallrounder9960 8 месяцев назад +5

    ଆଦିବାସୀ ku nuha ଗୋଟେ ମୂର୍ଖ ku ବୁଝେଇବା kasta.... ଅଶିକ୍ଷିତ ବୋଲି ତା ଚିନ୍ତାଧାରା ଏମିତି

  • @nikhilranjan6130
    @nikhilranjan6130 Год назад +19

    ଆରେ ଭାଇ ଆପଣ ଙ୍କୁମଦ ପିଇ ବାରଥିଲାଜୋଦି ଝିଅ ଜୀବନ ନଷ୍ଟକରୁଥିଲ କ'ଣ ପାଇଁ ତୁମ ମାନଂକ ପାଇଁ ବହୁତ ଝିଅ ଙ୍କଜୀବନନଷ୍ଟ ହେଇଯାଉ ଛିସୁଦୁରି ଯାଆନ୍ତୁ ଭଲ ହବ

  • @abhijeetdalei123
    @abhijeetdalei123 Год назад +28

    Anugulia bunty ଟୁ best acting କରୁଛି ଆଉ episode my favourite episode 😂😂😂🎉

  • @sanam151
    @sanam151 Год назад +7

    ଆଉ ଓଡିଶା ରେ ରହିବିନି ଶଳା ଖାଲି ମଦ ମଦ ଆଉ ମଦ 😊😊

  • @traveltost
    @traveltost Год назад +24

    ଅନୁଭବ ଭାଈ ଯଦି ଏମିତି ହେଇଥାନ୍ତେ ତାହାଲେ ବର୍ଷା ଠିକ ହେଇଯିଏଥାନ୍ତେ।

  • @Uniquemodisha
    @Uniquemodisha Год назад +23

    ଏ ଖଳନାୟକକୁ ଜେଲ୍ ଦରକାର, ବୋକା ଟା....ଭୁଲ୍ ବୋଲି ଜାଣି ମଧ୍ୟ ଭୁଲକୁ ଆପଣାଉଛି .......😮

    • @milisahoo4195
      @milisahoo4195 Год назад +4

      ଭାଇ ଜେଲ ଯିବାକୁ ବି ସେ ପଛେଇବନି ତାକୁ ଦେଖୁନ କେମିତି ହଉଚି ସେ 🤭🤭🤭🤭🤭🤭🤭

    • @arpitadash7438
      @arpitadash7438 Год назад +1

      Sata katha

    • @Uniquemodisha
      @Uniquemodisha Год назад +1

      @@milisahoo4195 ଚଗାଲା...ଟା

  • @sasmitasahujaba1264
    @sasmitasahujaba1264 Год назад +4

    Adbhuta Loko ye amananku kia bujheiba

  • @MadhusmitaBehera-i4n
    @MadhusmitaBehera-i4n 4 месяца назад

    Very interesting 😮😮

  • @gourinaik4555
    @gourinaik4555 Год назад +72

    Who is watching this episode after watching banty anugulia comedy video

  • @sujatadash_73
    @sujatadash_73 Год назад +4

    Dhanya ta jibana

  • @tunijena5012
    @tunijena5012 Год назад +17

    😂😂😂😂😂😂😂😂😂😂🙆‍♀️🙆‍♀️🙆‍♀️🙆‍♀️🙆‍♂️🤦‍♀️🤦‍♀️🤦‍♀️🤦‍♀️🤦‍♀️ଏ ଜାଗା ରେ ମିହିର sir ଥିଲେ 100%😂😂😂😂😂

  • @sushree_biswajit1769
    @sushree_biswajit1769 Год назад +32

    ete episode dekhichi hele emiti funny episode dekhinathili 🤣🤣🤣 pura comedy scenes

  • @Divya-lg4xy
    @Divya-lg4xy Год назад +60

    Once a Legend Always a legend ❤

    • @prabeen2008
      @prabeen2008 Год назад +1

      Uu
      Ye,..
      .

    • @srshreeswain
      @srshreeswain Год назад +1

      ​@@prabeen2008😅😅😅😅😅😅😮 12:06

  • @jaysrirambulurakhal
    @jaysrirambulurakhal Год назад +13

    ଜୟ ଶ୍ରୀ ରାମ 🙏💝💐🌹🌺🙏

  • @dharmendranaik4087
    @dharmendranaik4087 8 месяцев назад +4

    ଡାଲେମା କୁ ରଖିବିନି ମୋର ୧୮ ବର୍ଷର love ଅଛି ।।।😂😂😂

  • @kilogram382
    @kilogram382 3 месяца назад

    ମଦ ଛାଡ଼ିବି ନାହିଁ ନାହିଁ ନାହିଁ ନାହିଁ
    ଛାଡ଼ିବି ନାହିଁ
    ସ୍ତ୍ରି ପଛେ ଛାଡ଼ି ଦେବି ମଦ ଛାଡ଼ିବି ନାହିଁ । ହେ ଭାଈ ସ୍ଵୟଂ ପ୍ରଭୁ ଆସି ବୁଝେଇଲେବି ବୁଝିବନି ମଣିଷ।

  • @dambarudharsinku2293
    @dambarudharsinku2293 7 месяцев назад +2

    Very interesting
    But.….
    Can't find words to comment

  • @MadhusmitaBehera-i4n
    @MadhusmitaBehera-i4n 4 месяца назад

    Very interesting

  • @saswateesahoo8291
    @saswateesahoo8291 Год назад +32

    Ete din pare gote anila case hasi hasi episode gala😀😀

  • @Odiaclasic
    @Odiaclasic 7 месяцев назад

    Exceptional case

  • @rabindrakumarpuhan7688
    @rabindrakumarpuhan7688 5 месяцев назад

    Rare case really sir

  • @SukdevaMallik
    @SukdevaMallik Год назад +2

    Very interesting story

  • @daddaughterbitu
    @daddaughterbitu Месяц назад

    Au thare dakantu ❤

  • @Ashutoshashu-e2z
    @Ashutoshashu-e2z Год назад +4

    Amiti loka achanti duniare au

  • @kishorkumarbhitiria323
    @kishorkumarbhitiria323 Год назад +4

    11:15 to11: 16 ବୁଝି ପାରି ନ ଥିବ???😀😀😀😃😃😃

  • @indramanibehera613
    @indramanibehera613 Год назад +4

    Very Intersting

  • @dhumabatij6763
    @dhumabatij6763 Год назад +7

    Gud initiative bhai

  • @bijaysahoo1006
    @bijaysahoo1006 Год назад

    ଆରେ ଭାଇ ମୋ ପାଈଁ ଗୋଟିଏ ଲଭ୍ ଠିକ୍ କରିଦିଅ ତୁ ସଂଭାଳି ପାରୁ ନାହିଁ ଯଦି ମତେ ଗୋଟେ ଦେଇଦେ ବୁଝିଲୁ ଭଲ ହୁଅନ୍ତା ତୋ ପାଈଁ ଏତିକି ମୁଁ ଯଥେଷ୍ଟ ସାହାଯ୍ୟ କରିବାକୁ ଚାହେଁ ଧନ୍ୟବାଦ

  • @AT.385
    @AT.385 Месяц назад

    Good 😄😃😃😃😃😃

  • @odiavloger_01
    @odiavloger_01 Год назад +4

    Anugulia banty video dekhiki kie kie asicha like karo

  • @chagalamaharana9365
    @chagalamaharana9365 Год назад

    Nari jatiku 💯💯💯💯💯💯💯💯 salam

  • @BabitaKalindi-wn2rb
    @BabitaKalindi-wn2rb Год назад +3

    Seithi pain single life best life ❤❤

  • @prasantbehera4326
    @prasantbehera4326 Год назад +3

    Good

  • @kanhascreation49
    @kanhascreation49 5 месяцев назад

    Badhia

  • @baikunthabehera3971
    @baikunthabehera3971 Год назад

    Very good

  • @DillipKumar-t7e
    @DillipKumar-t7e 3 месяца назад

    Nice nice

  • @btajo5092
    @btajo5092 Год назад

    Nice character

  • @jeebanmahanayak5591
    @jeebanmahanayak5591 Год назад

    He is so innocent and genuine. It's a reality of tribe society in our district.

  • @kbkgam3957
    @kbkgam3957 Год назад +6

    ଏ କିକଥା ଭାଇ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ କୁ ଲଭ କରୁଛ 😂😂😂😂😂😂

  • @pradhan7113
    @pradhan7113 Год назад

    Bunti anugulia same story. He is inspire thus story. So ❤❤ and hands up for bunty and his team....

  • @Odiatokabapu2278
    @Odiatokabapu2278 Год назад +5

    କୁଲହ ଛୁଆ ରେ ବୁଝିବ ନାଇ ରେ ଭାଇ 😀😀😀😀😀

  • @RR-wp8jt
    @RR-wp8jt 10 месяцев назад

    ଗେଣ୍ଡା ଦଳ ଆଉ ଗେଣ୍ଡାସ୍ବାମୀଙ୍କର ଜୟ ହେଉ।

  • @apkstatus9807
    @apkstatus9807 Год назад

    Hey mahaprabhu🙏🙏

  • @DeepakCotray
    @DeepakCotray Месяц назад

    Bhi kolatel pakuchi Mane desi al❤

  • @lilypurty5875
    @lilypurty5875 Год назад +2

    Bhagaban kana marpit karibaku kahanti ki ? Jete sikhita sete kharap heuchhanti loko mane bahut dukha laguchhi

  • @papichhandanmoharana8606
    @papichhandanmoharana8606 Год назад +2

    Nisa nibarana kendra chhadidia bhala heijiba

  • @debasissatapathy5132
    @debasissatapathy5132 Год назад +2

    Mihir das is best anchor

  • @chandrasekharsenapati2288
    @chandrasekharsenapati2288 8 месяцев назад +2

    ତାକୁ ଟ୍ରଲର ରେ ବସେଇ ମଝି ସମୁଦ୍ର ରେ ଛାଡି ଦେଇ ଆସ, ସେଇଠି ଭଲ ପାଉ 😌

  • @balaram7952
    @balaram7952 Год назад +7

    Kia kia Funny anugulia comedy dekhi asicha eku dekhiba pai

  • @sarupanandadassarupa9932
    @sarupanandadassarupa9932 Год назад +2

    A katha suni mu ascharjy hoai gali

  • @indrajitworldofficial
    @indrajitworldofficial Год назад

    ସବୁରି ମୂଳରେ ମଦ, ନିଶା, କିନ୍ତୁ ନବୀନ ସରକାର ମଦ ବିକ୍ରି କୁ ପ୍ରୋତ୍ସାହନ କରୁଛି.

  • @radhashyampalei474
    @radhashyampalei474 Год назад +3

    ଏ ଭାଇକୁ Nisa Nivaran Kendra କୁ ପଠେଈ ଦିଅ

  • @foryou1717
    @foryou1717 Год назад

    ଆଜି କାଲି ଯାହା duniya ହେଲାଣି ନ ବାହା ହେବାଟା ବେଶ୍ ଭଲ, କୋଉ ଝିଅ ଠିକ୍ ଅଛନ୍ତି ନା କୋଉ ପୁଅ, ନ ବାହା ହୋଇ temporary ଖେଳ କରିବା ଟା ବେଶ୍ ଭଲ ବୋଲି ମୁଁ ଭାବୁଛି......,🤔🤦

  • @rebahk-2022
    @rebahk-2022 4 месяца назад +2

    ପୁରା Honest Answer 😂😂

  • @rameshchandrapalei1029
    @rameshchandrapalei1029 Год назад

    Mr CM Nabina babu sunantu mada ra karamati.dhanya tuma sasana

  • @biswaranjansha2929
    @biswaranjansha2929 Год назад +2

    ମଦ ଗୋଟେ ପରିବାରକୁ ନଷ୍ଟ କରିଦେଲା 😥

  • @gabardhanchattar
    @gabardhanchattar Год назад

    କନ୍ କହିଲେ ବାବା very good

  • @souravranjan4654
    @souravranjan4654 Год назад

    ସମସ୍ତେ ମଦ କୁ ଘ୍ରୁଣା କରନ୍ତୁନି😢, ମଦୁଆ କୁ ଘ୍ରୁଣା କରନ୍ତୁ

  • @Sonysonu-e2g
    @Sonysonu-e2g Год назад +4

    ଏ ଶଳା କୁ ପ୍ରବଳ ମାଡ ଦରକାର.....

    • @kousik8042
      @kousik8042 Год назад

      ବାଡ଼ା ୟାକୁ।କୋଉ ହାଇ କୋର୍ଟ ସୁପ୍ରିମ କୋର୍ଟ ଯିବା ଦେଖିବି 😂

  • @kedardhal8448
    @kedardhal8448 Год назад

    jai odisha

  • @pritirajchoudhury3873
    @pritirajchoudhury3873 Месяц назад

    What a personality he is ...?? Need punishment only ...

  • @satyabratasamal8648
    @satyabratasamal8648 Год назад +5

    Great Example of …How ALCOHOL 🍺 destroys someone LIFE…

  • @prakashpaikaray9051
    @prakashpaikaray9051 Год назад +6

    ଏକ ପ୍ରକାରର ମାଡୁଆ ପାଗଳ

  • @S220-r3e
    @S220-r3e Год назад

    Asar alokare vangijai thiba sansaraku jodibalagi kaha sahita joga goga karibaku haba