Jadumani Rahasya || ଯଦୁମଣି ରହସ୍ୟ || Jadumani Mahapatra || ଯଦୁମଣିଙ୍କ ପିତା ଶ୍ରାଦ୍ଧ ||

Поделиться
HTML-код
  • Опубликовано: 3 фев 2025

Комментарии • 40

  • @arobindamohanty6886
    @arobindamohanty6886 3 года назад +4

    ସତରେ ବହୁତ କିଛି ଜାଣି ହେଲା। ବହୁତ ଭଲ ଲାଗିଲା। ଏ ଭଳି ପ୍ରଚେଷ୍ଟା ଲାଗିରହୁ।

  • @parikhitamohapatra8714
    @parikhitamohapatra8714 4 месяца назад +1

    ନମସ୍କାର। ସୁନ୍ଦର ଉପସ୍ଥାପନା।

  • @tukunaful
    @tukunaful 3 года назад +1

    ବହୁତ ବଢିଆ । ବାସ୍ତବ ରେ ଆନନ୍ଦଦାୟକ ।

  • @gyanabandhusahoo4830
    @gyanabandhusahoo4830 2 года назад +1

    Mahasaya pranam 🙏 sundar bakhya

  • @melapradhan7662
    @melapradhan7662 2 года назад +2

    ସାର୍ ପ୍ରଣାମ 🙏 ଆଶୁ କବି ଯଦୁମଣି ମହାପାତ୍ରଙ୍କ ପ୍ରତ୍ୟୁତ୍ପନ୍ନମତିତା ର ଚମତ୍କାର ନିଦର୍ଶନ ସମ୍ପର୍କ ରେ ଅନେକ କଥା ଜାଣିହେଲା ।ସାର୍ ଆପଣଙ୍କୁ ଅନୁରୋଧ ଏହି ଭଳି ଆଲୋଚନା ଆଗକୁ ମଧ୍ଯ ଜାରି ରଖନ୍ତୁ।

  • @godabarimangaraj5027
    @godabarimangaraj5027 2 года назад +1

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏

    • @VirKalinga
      @VirKalinga  2 года назад +1

      ଜୟ ଜଗନ୍ନାଥ

  • @srikantaharichandan1464
    @srikantaharichandan1464 2 года назад +1

    ଆପଣଙ୍କୁ ବହୁତ ବହୁତ ପ୍ରଣାମ। ଏବେ ବହି ସଂଗ୍ରହ କରି ପଢ଼ିବା ଆଉ ସମ୍ଭବ ହେଉନାହିଁ। ସେ ଭଳି ସ୍ଥିତି ରେ ଆପଣଙ୍କ ଉଦ୍ୟମ ପାଇଁ ଆମେ କୃତଜଞତା ଜଣାଉଛୁ।

  • @sadanandanaik950
    @sadanandanaik950 2 года назад +1

    ଧନ୍ୟବାଦ

  • @manojmanoj9952
    @manojmanoj9952 Год назад +1

    ଅତି ଚମତ୍କାର 😀😀❤🙏🏽🙏🏽

  • @anitanaik2986
    @anitanaik2986 2 года назад +1

    Bahut sundar alochona sir🙏🙏🙏

  • @ratankumarmahapatra7086
    @ratankumarmahapatra7086 3 года назад +3

    ଜୟ ଜଗନ୍ନାଥ

  • @prafulladas9168
    @prafulladas9168 3 года назад +2

    ଧନ୍ୟବାଦ ମହୋଦୟ, ପ୍ରାଚୀନରୀତି ସାହିତ୍ୟର ପ୍ରଚାର ଏଯୁଗରେ ଦୁର୍ଲଭ ତଥାପି ଆପଣ ଅବଚଳିତ ଭାବେ ପ୍ରଚାର କରୁଥିବାରୁ ମୁଁ ବିଶେଷ କୃତିଜ୍ଞ । ପରମେଶ୍ଵର ଆପଣଙ୍କ ମଙ୍ଗଳ କରନ୍ତୁ ।

  • @anadichandrapradhan1657
    @anadichandrapradhan1657 5 месяцев назад

    🙏🏼🙏🏼🙏🏼

  • @sradhasamratcreation5378
    @sradhasamratcreation5378 3 года назад +1

    Mu aya hi chhauthili 🤗🤗🤗

  • @krushnachandrasahoo6868
    @krushnachandrasahoo6868 6 месяцев назад

    🙏🙏🙏💐💐

  • @laxmidharsatapathy3597
    @laxmidharsatapathy3597 2 года назад +1

    जय जगन्नाथ

  • @anantgopalrout6425
    @anantgopalrout6425 5 месяцев назад

    Bt ful story tq।sir

  • @krushnasahu7514
    @krushnasahu7514 3 года назад +1

    👌

  • @sumitrakumariswain3288
    @sumitrakumariswain3288 2 года назад +1

    Very nice

  • @RajendraKumar-tf9kg
    @RajendraKumar-tf9kg 2 года назад +2

    ଯଦୁମଣି କବି ଉଚ୍ଚ କୋଟି କବି
    ଯଦୁମଣି କବିଙ୍କୁ କୋଟି କୋଟି ପ୍ରଣାମ

  • @Mindfresher_Songs
    @Mindfresher_Songs 2 года назад +3

    ଏ କାକରରେ,
    ଦ୍ଵିକର ମାନେ,
    ସ୍ତ୍ରୀ କର ଧରି,
    ଚତୁଷ୍କର ଦର୍ଶନ ପାଇଁ,
    ପଞ୍ଚୁକରେ,
    ସଡକରେ ଯାଉଛନ୍ତି ।

  • @yudhisthirabehera2993
    @yudhisthirabehera2993 2 года назад +1

    Sir,namaskar, apananka alochana ati ucha kotira, kintu sir, mu bahubara pachailini j Sarbajamakara aau gotie udaharana deba pain, kintu e paryanta deunahanti,prakrutare achhi na nai.

    • @VirKalinga
      @VirKalinga  2 года назад +1

      ଆପଣଙ୍କ ଅନୁରୋଧ ରକ୍ଷାକରି ଆମେ ସର୍ବଜମକର ଆଉ କିଛି ଉଦାହରଣ ଦେଇଛୁ। ଯଦି କୌଣସି କାରଣରୁ ଆପଣ ଦେଖିପାରି ନାହାଁନ୍ତି, ସେଥିପାଇଁ ଆମେ ଦୁଃଖିତ। ତେବେ ନିମ୍ନରେ ଲିଙ୍କ ପ୍ରଦାନ କରୁଛୁ ଦେଖିପାରିବେ 👉 ruclips.net/video/U1pPfcKbNHE/видео.html

  • @basicknowledge2488
    @basicknowledge2488 3 года назад +1

    Sir apana upsc odia optional ra katha ghoda upare alochana karantu plzz sir au km din rahila exam

  • @sudarshan368
    @sudarshan368 11 месяцев назад

    E kakare dwikaramane streekara dhari chatuskaranku darshan pain panchakare sadakare jaauchanti.

  • @panditashutoshnayak1917
    @panditashutoshnayak1917 2 года назад +2

    ଆର ଭିଡିଓକୁ ଅପେକ୍ଷା.

  • @gitanjaliacharya4746
    @gitanjaliacharya4746 24 дня назад

    Very nice