ଗୋପାଳ ରହସ୍ୟ (ଭାଗ-5) ଜୋଇଁ ଡାକରା || GOPALA RAHASYA -5 Joiin Dakara

Поделиться
HTML-код
  • Опубликовано: 31 дек 2024

Комментарии • 439

  • @tophanbiswal
    @tophanbiswal 3 года назад +126

    ସମୟ ବଦଳିବା ସହିତ , ଗାଆଁ ର ମନୋହର ଦୃଶ୍ୟ ସ୍ୱନ୍ଦ୍ରର୍ଯ୍ୟ , ସୁନ୍ଦରତା ବଦଳି ଯାଉଛି , ଆଉ ସେ ଖୁସି ନାହିଁ 🙏🏾

  • @maheshkumarpanda7530
    @maheshkumarpanda7530 2 года назад +28

    ବହୁତ ସୁନ୍ଦର ପ୍ରୋଗ୍ରାମ ଥିଲା, ସେ ପିଲା ବେଳେ ଦେଖିବା ପାଇଁ ବହୁତ ବ୍ୟଗ୍ର ଥିଲୁ

  • @radhakrushnabehera8413
    @radhakrushnabehera8413 3 года назад +18

    ଓଡ଼ିଶାର ଏକ ନମ୍ବର ଲୋକପ୍ରିୟ ହାସ୍ୟ ରସା ଆମୂକ ଧାରାବାହିକ ଗେପାଳ ରହସ୍ୟ

  • @rabindrakumarpradhan2027
    @rabindrakumarpradhan2027 Год назад +20

    ପିଲାଦିନ ମଜା ମସ୍ତି ଆଉ ଫେରିବନି ସପ୍ତାହରେ ଥରେ ଓଡ଼ିଆ ସିନେମା ରବିବାର ଦିନ ଅପେକ୍ଷା କରିଥାଉ କେତେ ମଜା ଲାଗେ ୧୦/୧୫ଜଣ ବସିକି ଏକାସାଙ୍ଗରେ ଦେଖିବା ଯୋଉ ମଜା ଆଉ ଫେରିବନି 😭😭😭😭

  • @ashishkumarnayak1264
    @ashishkumarnayak1264 4 года назад +105

    ଓଡିଆ ସଂସ୍କୃତି ର ଏକ ନିଛ୍ଛକ ଝଲକ କୁ D.D odia ପରିପୃଷ୍ଟ କରିପାରିଛି👍👍👍

  • @manasbehera7296
    @manasbehera7296 2 года назад +271

    ସ୍ୱାଦ ଲାଗୁଥିବା ଖାଦ୍ୟ ଅଳ୍ପ ରନ୍ଧା ହେଇଥିବ କିନ୍ତୁ ଅଧିକ ଖାଇବାକୁ ଇଛା ହଉଥିବ ସେମିତି ଦୁରଦର୍ଶନ କେବଳ ଗୋଟେ ଚ୍ୟାନେଲେ ଗୋଟେ ଟିଭି ଅଧିକ ଲୋକ ଦେଖୁଥିଲେ ସେ ଯୋଉ ମଜା ଏ ଯୋଉ ହଜାରେ ଚ୍ୟାନେଲେ ରେ ନାହିଁ

    • @lelaparida8687
      @lelaparida8687 2 года назад +9

      ହଁ, ନିହାତି ସତ କଥା 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

    • @golumoluvlog7838
      @golumoluvlog7838 Год назад +2

      Right

    • @agricorridor1343
      @agricorridor1343 Год назад +4

      It's an emotion 😍😍😍😍🥰🥰🥰🥰

    • @chinmayalenka8420
      @chinmayalenka8420 Год назад +7

      ସତ କଥା ରେ ଭାଇ, ସେତେବେଳେ ସମୟ ରେ ଗାଁ ର ଘର ଦ୍ଵାର, ଚାଳ ଘର ର ମଜା ଅଲଗା ଏବେ ଜମା ନାହିଁ, ଶାନ୍ତି ନାହିଁ, ସମସ୍ତେ ପଇସା ପଛରେ ପଡ଼ିଲେ, ରାସ୍ତା ଘାଟ ସବୁ ପରିବର୍ତ୍ତନ ଆଉ ସେ ଖୁସି ନାହିଁ

    • @sudamnaik983
      @sudamnaik983 Год назад

      Right mis u my childhood

  • @pintusethi4290
    @pintusethi4290 2 года назад +52

    ସେ କାଳ ପଖାଳ ଗଲାଣି
    ବହୁତ ଖୁସି ଲାଗିଲା😍😍😍
    ଆଉ ସେ ଦିନ ଆସିବନି ରେ ଭାଇ😭😭😭

  • @pandasirofficial2860
    @pandasirofficial2860 3 года назад +206

    ରବି ମିଶ୍ର ଙ୍କ ମୃତ୍ୟୁ ପରେ ଦେଖୁଛ like କର

    • @prasantabehera8473
      @prasantabehera8473 3 года назад +1

      Qqqqqqqqqqqqqqqqqqqqqqqqqqqq@qqqqqqqqqqqqqqqqqqqqqqqqqqq@qqqqqqqqqqqqqqqqqqqqqqqqqqqqqqqqqqq^^mqqqqqqeqxqvmluqfqqrqs GgppmmmlmlliiiuyHtmqqkWVKHUQ

    • @prasantabehera8473
      @prasantabehera8473 3 года назад +1

      LoPpqoLKQBijuQHqquqqqrqtqqfqFqtqGqquqqykqkKIQqqqiqqQqQqqqqqqQQuqqkKKKKIkqQqqjILlQoQoqqQqqqqqqqqqqqqqqqqquqqkqoqqqoqqqoqQpqpqqQqqqqqqqqqqqqQqqqQKQkgqlqlqqoqoOOOQQPQOQQQQIQUQQUQUQQQuuqquqqqqququuUQUqqIqQqQQQQQQqqqqqqQqqqqqqqQQQQUQIIQOQOQQQoOPQoqMQQM^Mam qt QUT namste QT paayin Ehi qqqqqqQIQqQqqqqqqqqqiqqiqqqqiqqqoqqoqqiqquqqqyqqqqqqququqqquqqquQ7qquqquqqoqqoogquqqjqqhqqgqgqqqgqqqqkqqqq qqqq@qqqkqqqjqqqquqquqquqqqyqqqqyqqyqqqqqqqqqqqqgiqqqqqqqqqqqhqqqqjqquqqqqqiquqqqqqqqqqqqqqQqquqqqqiqqiqqqiqiqqiqqiiqqqiqiqqqqqqqqqqqqqqqqqqqqqqqqquuqquqqqqqqqqiqqooqqqqQqqqqqqqqqqqqqqqqqqqq
      QqqqqqqqqqqqqqqqqqqqqqqqqqqqqqqqqqmqqqqqqqqqmqqqlqqqkqqwQqQQQqQQQQqQqqqqqqqqqqqqqqqqqqqQqqqqqqqqQQqqQQqoqqqqqmqmqqmMmKkjjvfWQQQQQq'QnqqQNNqBQ qv QqcCXWqqqqqqqqqqqqqQqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqQqqqqQqqQqqQQQqqq

    • @prasantabehera8473
      @prasantabehera8473 3 года назад

      Qqqqqqqqqqqqqqqqqqqqqqqqqq

    • @pravatibiswal2039
      @pravatibiswal2039 3 года назад

      O

    • @sukantipanda8691
      @sukantipanda8691 3 года назад

      @@prasantabehera8473 popHu

  • @likudash3594
    @likudash3594 Год назад +11

    ଏ ଯଉ ଗାଁର ସୁନ୍ଦର ଦୃଶ୍ୟ ଆଉ ଦେଖିବାକୁ ମିଳୁନି ଭଉତ ମିସ କରୁଛି ସେ ଗାଁର ମହାଲ ❤❤❤

  • @JEETSWAIN
    @JEETSWAIN Год назад +3

    ସେ ଦିନ କିନ୍ତୁ ବହୁତ୍ ବଢିଆ ଥିଲା ଯେତେବେଳେ ମନୋରଞ୍ଜନ ର ମାଧ୍ୟମ କେବଳ ଦୂରଦର୍ଶନ ଚ୍ୟାନେଲ ଥିଲା❤

  • @prakashkumardas6996
    @prakashkumardas6996 5 месяцев назад +6

    ସେଇ ଚାଳ ଘର, ମାଟି କାନ୍ଥ, ବାରଣ୍ଡା, ଛଣ ଗଦା ଇତ୍ୟାଦି ଇତ୍ୟାଦି.... ବହୁତ ମନେ ପଡେ

  • @lionkapil8775
    @lionkapil8775 Год назад +5

    ଅବିସ୍ମରଣୀୟ
    ମୋ ପିଲା ଦିନ କାହାଣୀ
    ବହୁତ ଖୁସି ଲାଗିଲା

  • @mithunkumarsahoo1589
    @mithunkumarsahoo1589 4 месяца назад +3

    ବହୁତ ସୁନ୍ଦର ସେ ସମୟ ଥିଲା, ଆଉ ନାହିଁ ସେ ସମୟ କି ସେ ସୁନ୍ଦର କାହାଣୀ ବି ନାହିଁ

  • @rockranjan9321
    @rockranjan9321 4 года назад +7

    ସତ ରେ ପିଲା ଦିନ କଥା ମନେ ପଡିଗଲା.. କେତେ ଭଲ ଥିଲା ସେ ପିଲା ଦିନ.. my favorite show.... i miss you this show...

  • @rajeshsahoo3721
    @rajeshsahoo3721 4 года назад +110

    RIP Ravi sir...you will be always missed.. 🙏🙏🙏🙏🙏🙏🙏

  • @mscreative2208
    @mscreative2208 9 дней назад +1

    ଦୂର ଦର୍ଶନ ରେ ଏହି ପ୍ରୋଗ୍ରାମ ଦେଖିବାକୁ ଗୋଟିଏ କୋଣାର୍କ ଟିଭି କୁ ସାଇକଲ ରିମ୍ ଆଣ୍ଟିନା ରେ ସବୁ ଠୁ ପ୍ରିୟ ଓଡ଼ିଆ ଚ୍ୟାନେଲ୍।❤❤❤

  • @ajayakumarbeherabehera1097
    @ajayakumarbeherabehera1097 3 года назад +6

    Old episode more bahut bahut like, old story more bahut like

  • @bikun4036
    @bikun4036 3 года назад +31

    RIP Ravi sir😭😭🙏🙏 @Gopala ra Hasa katha one of the favourite seriel of My childhood 🙏🙏

  • @tunanayak3337
    @tunanayak3337 2 года назад +6

    Brilliant video,bande Utkal janani

  • @amiyaranjansah5460
    @amiyaranjansah5460 2 месяца назад +3

    ପିଲାଦିନେ ଆମେ ସାହି ପଡିଶା ରେ ଯାହା ଘରେ ଟିଭି ଥିବ ତାଙ୍କ ଘରେ ସବୁ ଭିଡ ରବିବାର ଦିନ ସକାଳେ ମହାଭାରତ, ଶ୍ରୀକ୍ରିଷ୍ଣା, ୩ଟା ବେଳେ ଓଡ଼ିଆ ଫିଲ୍ମ , ୭ଟା ବେଳେ ନିୟୁଜ୍

  • @arunjena366
    @arunjena366 4 года назад +18

    Rip ଗୋପାଳ (ରବି ମିଶ୍ର )🙏

  • @RAGADATOKA
    @RAGADATOKA 2 года назад +4

    ଛୋଟ ବେଳର ସବୁ କଥା ଏବେବି ଆଖି ଆଗରେ ନାଚି ଯାଉଛି...

  • @odiakabitabyprabhati2828
    @odiakabitabyprabhati2828 4 года назад +241

    ପିଲା ଦିନ ର କଥା ମନେ ପକେଇଦେଲ,, ଗୋପାଳ ରହସ୍ୟ ସତରେ ବହୁତ ଭଲ ଲାଗୁଥିଲା... ତାର title song ବି ବହୁତ ଭଲ ଲାଗେ..... ମୁଁ ଏବେ କିଛି ଦିନ ହେଲା ଏଇ serial କୁ ଖୋଜୁଥିଲି....

  • @gayatripande9525
    @gayatripande9525 4 года назад +130

    ଏ କାହାଣୀ ଦେଖିବାକୁ କେତେ ମାଡ଼😀🤣 ପରିଖିଆ ଥିବ ବହୁତୁ ମନେ ପଡେ ସେ ବେଳ ଆଉ ଆସିବନି ଆଉ ସେ ଗୋପାଳ ଫେରିବେନୀ ବହୁତୁ ମନେ ପଡିବେ😭😭

    • @subhashree87
      @subhashree87 2 года назад

      Right

    • @sameerpatra345
      @sameerpatra345 2 года назад

      I also missed my childhood days. .
      Loved to watch old dd odia serial ❤❤❤

    • @golumoluvlog7838
      @golumoluvlog7838 Год назад

      Right

    • @rishikesh4340
      @rishikesh4340 5 месяцев назад

      ​ମୋ କ୍ଲାସ୍ ମେଟ୍ ଝିଅ ବି ସେତେବେଳେ ବହୁତ୍ ସୁନ୍ଦରୀ ଆଉ ନିଜର ନିଜର ଲାଗୁଥିଲେ @@subhashree87

    • @manojbag1139
      @manojbag1139 4 месяца назад +1

      Satare na kana

  • @manaswiniacharya2426
    @manaswiniacharya2426 4 года назад +32

    ପିଲା ଦିନେ ଏଇ ଧାରାବାହିକ ଦେଖିଛି, ଏବେ ସେଦିନ ସବୁ ଗୋଟି ଗୋଟି ମନେ ପଡି ଯାଉଛି।

  • @jogendrasethi9540
    @jogendrasethi9540 4 года назад +34

    ପୁରୁଣା ଦିନ କଥା ସବୁ ମନେ ପଡିଗଲା।ଧନ୍ୟବାଦ ଡି.ଡି

  • @baazigardewana9193
    @baazigardewana9193 2 года назад +19

    RIP one of bst Actor Ravi Mishra sir 🙏🏼
    Refresh my childhood memories wo sab bachpan ki din yad aagya kya din the wo sab .. Tab ye show dekhne keliye school se aane ke bad wo excitement tab dant v padti padhai kar tv dkh rha or aaj ke din rokne wala koi nai lekin wo din sab nehi Missing my childhood so much ♥️😥..

    • @baazigardewana9193
      @baazigardewana9193 2 года назад

      @@Pihu523 I'm from odisha ji app ko aise kyn laga ki I'm not frm odisha

    • @baazigardewana9193
      @baazigardewana9193 2 года назад

      @@Pihu523 Yupp extremely sryy ji semiti kichi vabhini mun bas emiti lekhu lekhu lekhi deli bt apanaku kharap lagila then again I'm sry mun Jane proud odiya nd i lub all old odiya songs, movies nd telly serials.. nd bohut Khushi lagila aaji Kali ra jhia bhali apana nuhanti 👍

  • @soumendash3911
    @soumendash3911 4 года назад +24

    Thank you DD ODIA for such an amazing show loved it❤️❤️

  • @chandrasekharparida7490
    @chandrasekharparida7490 3 года назад +6

    Voice of RabiMishra will never be heard again

  • @sangramkeshari4673
    @sangramkeshari4673 3 года назад +4

    ଗୋପାଳ ରହସ୍ୟ ଦେଖିଲେ ମୋର ଆଜିବି ପିଲାଦିନ କଥା ମନେପଡ଼େ ସେତେବେଳେ ଆମେ କଳାଧଳା ଟିଭିରେ ଦେଖିବାକୁ ବହୁତ ଭିଡ଼ ଲଗାଉଥିଲୁ ସତରେ ସେଦିନ ଆଜିବି ମୋ ହୃଦୟରେ ସ୍ମୃତି ହୋଇ ରହିଛି ଆଉ ରହିବ ମଧ୍ୟ

  • @prabakarkumar7993
    @prabakarkumar7993 4 года назад +12

    ପିଲ୍ଲା ବେଳେ ମୁଁ ଗୋପାଳ ରହସ୍ୟ ବହୁତ ଦେଖୁଥିଲି ପିଲ୍ଲା ବେଳର କଥା ମୁଁ ବହୁତ miss କରେ

    • @CreaterDivaofc
      @CreaterDivaofc 9 месяцев назад

      ପିଲ୍ଲା ନୁହେଁ ପିଲାବେଳ

  • @avinashds
    @avinashds 4 года назад +94

    More than 15-20 years but it still feels like yesterday when we used to come from school n watch this serial

    • @JJJENA-
      @JJJENA- 3 года назад +1

      Absolutely 😍

    • @pritiswain3718
      @pritiswain3718 3 года назад +2

      Exactly. True words

    • @sitalsrotaswineeswain1016
      @sitalsrotaswineeswain1016 2 года назад

      Anyone here please kie kahi pariba 1996 re ae show ra timing kete taru kete ta thila .

  • @tophanbiswal
    @tophanbiswal 3 года назад +9

    ଆଗ ସମୟରେ ଗାଆଁ ର ଦୃଶ୍ୟ ଅତ୍ୟନ୍ତ ମନୋହର ଥିଲା , କିନ୍ତୁ ଆଜି ପ୍ରାୟତ ନାହିଁ 🙏🏾

  • @anjumanara3493
    @anjumanara3493 8 месяцев назад +3

    କି ସୁନ୍ଦର ଚlଳଘର । ଅଗଣା ,ଗଛ ସବୁ ବଢିଆ ଲାଗୁଛି

  • @Amit_Nayak_91
    @Amit_Nayak_91 28 дней назад +2

    Refreshing childhood memories of 90s😂

  • @banitachouhan9465
    @banitachouhan9465 16 дней назад +1

    Mo pila dina katha mane padi gala😢❤❤❤

  • @prafullachandrasahu5791
    @prafullachandrasahu5791 2 года назад +2

    ଗୋପାଳ ରହସ୍ଯ ଶୁଣିବାକୁ ଭାରି ମଜାଲାଗେ

  • @rockjitstar5551
    @rockjitstar5551 4 года назад +23

    ଓଲ୍ଡ ଇଜି ଗୋଲ୍ଡ ।

  • @tarakiranpatnaik1049
    @tarakiranpatnaik1049 4 года назад +21

    My memory.... so so so fav programme in my childhood... Thank you Doordarshan

  • @nirajnaliniparija4206
    @nirajnaliniparija4206 3 года назад +8

    We miss u Rabi Mishra

  • @bblpbiswjit4736
    @bblpbiswjit4736 2 года назад +4

    ବହୁତ ପୁରୁଣା କାହାଣୀ ଦେଖିବାକୁ ବହୁତ ଭଲ ଲାଗେ

  • @royalbikascreation5846
    @royalbikascreation5846 3 года назад +4

    ସତରେ ପିଲା ଦିନ କଥା ମନେ ପଡିଗଲା ଆଉ black &White TV ରେ ଦେଖୁଥିଲି।।
    Please upload ଭୂସ୍ୱର୍ଗ ଭାରତ ସିରିଏଲ ।।

  • @deepakbrainworks858
    @deepakbrainworks858 4 года назад +35

    Only 90's kid can feel the magic

  • @manasranjanmoharana5191
    @manasranjanmoharana5191 3 года назад +4

    Very very miss Rabi Mishra and this video is very beautiful to me

  • @BikashDas-vj2ws
    @BikashDas-vj2ws 5 месяцев назад +1

    Memory childhood ❤ lovely sirel Gopal rahasya 😊

  • @jeetkota4311
    @jeetkota4311 4 года назад +17

    ପିଲା ଦିନ ମନ ପଡ଼ିଗଲା 😍

    • @sarojmohanty7964
      @sarojmohanty7964 4 года назад

      Bnnmkcfghkkpp Xbox N।
      ଛଘଚଜଞଞଡଢଚଜଝଞ

  • @prakashchandramallick4748
    @prakashchandramallick4748 2 года назад +4

    ଦୂରଦର୍ଶନ କୁ ଅନୁରୋଧ କି "କାହାଣୀ ସେ କେବେ rajadulani" ଏ ଗୀତଟିକୁ youtube ଛାଡନ୍ତୁ

  • @allfilms9430
    @allfilms9430 4 года назад +9

    Now I am sciencetist now I am in America but I am still watching Gopal rahayasa Katha thanks to DD oriya

    • @soubhagyadas9328
      @soubhagyadas9328 4 года назад +8

      Haan tama spelling ru jana paduchi tame kete bada scientists........

    • @sakshii9.
      @sakshii9. 2 года назад

      @@soubhagyadas9328 😄 🤣 😂

  • @biswajitpinku209
    @biswajitpinku209 4 года назад +24

    Rip 🙏♥️ sir satare apana legend

  • @ranjan09146550149
    @ranjan09146550149 4 года назад +5

    Odia Sanskriti Odia budhiman aur Chalak Khoob entertainment lagta hai ! Old serial Pune prasaran karne ke vajah se Hamare Bachpan Yad a raha hai I love Odisha

  • @judhisthiranaik2503
    @judhisthiranaik2503 4 года назад +10

    Very nice Gopal Rahasya

  • @sudhansupatel3038
    @sudhansupatel3038 4 года назад +5

    Ye thila ama odia ghara ra sanskriti bapa Jhia hharku gale goda dhoi debe...miss u all this now day

  • @ranjitsahu11
    @ranjitsahu11 3 года назад +4

    Remember childhood..............please. upload "CHOORA BALI" Serial....................

  • @odstudents1936
    @odstudents1936 4 года назад +2

    ଅତିଥି ଚର୍ଚ୍ଚା ଭଲ କଲ ଗୋପାଳ ଜ୍ୱାଇଁ ବାବୁ ର ମନେ ରହିଯିବ

  • @gokulanandameher9693
    @gokulanandameher9693 3 года назад +5

    Old memory........all episode beautiful

  • @nmtheatre
    @nmtheatre 4 года назад +32

    Luv this always. My childhood memories 💖💖💖

  • @sanjunsanju1085
    @sanjunsanju1085 3 года назад +5

    mate gopal rahasya bahuta vala lage dd odia chanel ku 1 request ao thare prasarana karantu dd odiare serial tiku jao manankku vala lage shaport karantu mate

  • @samarendrarout4341
    @samarendrarout4341 3 года назад +14

    Superb ❤️... missing u Gopala(Rabi Sir)🙏

    • @abhisek-p-1
      @abhisek-p-1 3 года назад

      ❤️❤️❤️❤️😘😘

  • @niharranjanbehera5639
    @niharranjanbehera5639 4 года назад +10

    My childhood memories thanks to dd national channel for remember gopal rahasya

  • @prateekmohanty9379
    @prateekmohanty9379 3 года назад +9

    Rip sir 😭😭😭😭😭😭🙏🙏🙏🙏🙏🙏

  • @nirupamadas8668
    @nirupamadas8668 3 года назад +5

    Jay jagannath 🙏

  • @seriallovers1848
    @seriallovers1848 4 года назад +12

    Rip 😭😭😭😭rabi sir

  • @jayashreebarik6359
    @jayashreebarik6359 4 года назад +8

    School ru asiki tv kholidei eaita agare dekhuthili . satare bahut miss Karuchhi see dinaku

  • @chandrasekharparida7490
    @chandrasekharparida7490 3 года назад +14

    True condition of a middle class family has been clearly depicted through comedy

  • @k.kamaleswarighatal7347
    @k.kamaleswarighatal7347 2 года назад +2

    Bahut badiya
    Episode

  • @prakashnayak869
    @prakashnayak869 4 года назад +23

    Love this serials. It is a very like. I had seen this series in my childhood time. I can't forgive all series.

    • @JLS2023
      @JLS2023 4 года назад

      Forget or forgive ?

  • @surendrasahu6101
    @surendrasahu6101 2 года назад +3

    ହ ଗୋବିନ୍ଦ

  • @rameshdas2168
    @rameshdas2168 2 года назад +1

    Bahut bhala e programe rasagola pari

  • @Inspiring_Odia
    @Inspiring_Odia 3 года назад +1

    ଏଥିରେ କଣ ଶିଖିବାକୁ ମିଳିଲା. 😊 😊 😊

  • @sanatana9094
    @sanatana9094 3 года назад +1

    ସତରେ ପୁରା ଗାଉଁଲି ପରିବେଷ ଆଉ ଗାଉଁଲି ସଂକୃତି ଭରି ରହିଥିଲା ଏଇ ସିରିଏଲ ରେ, ମୁଁ ବହୁତ ଅଧ୍ୟାୟ ଦେଖିଚି ଆଉ ଏଥିରେ ଅଭିନୟ କରିଥିବା ଗୋପାଳ (ରବି ମିଶ୍ର )ନନା ବାସ୍ତବିକ ଆମ ଗାଁ ର ଜ୍ୱାଇଁ ସେ

  • @pravaschandrarout7683
    @pravaschandrarout7683 3 года назад +4

    Please upload devadasi short story.please

  • @saibanoj5073
    @saibanoj5073 4 года назад +74

    Mane heuchi puni thare chua bela ku ferijantiki

  • @girijamohanta8322
    @girijamohanta8322 4 года назад +6

    Very nice episode

  • @stitiprajna437
    @stitiprajna437 3 года назад +1

    Nyc Story... Mo bada bhai kahile dekhiba pain so dekhili bahut vala lagila

    • @sakshii9.
      @sakshii9. 2 года назад

      Bada bhai apna ku thik kahivhanti.apna ku bhal lagila

  • @baburamsamal8755
    @baburamsamal8755 3 года назад +3

    Wow my favourite serials

  • @sureshchandranayak2938
    @sureshchandranayak2938 4 года назад +15

    It is a good. Idea to old
    memories

  • @sunitahota6542
    @sunitahota6542 3 года назад +3

    ସେ ଯାହେଉ actor perfact

    • @sakshii9.
      @sakshii9. 2 года назад

      Bilkul ,apna ku bhal lagila

  • @DKKRiSHNA90
    @DKKRiSHNA90 2 года назад +1

    ମନେ ପଡ଼ିଯାଏ ପିଲାଦିନ କଥା 🥲🥲

  • @sharatkumarnayak256
    @sharatkumarnayak256 4 года назад +8

    I like very much to see it

  • @arpitamishra1404
    @arpitamishra1404 4 года назад +11

    My all time favourite..
    Thanks alot to all.

    • @sakshii9.
      @sakshii9. 2 года назад

      Setebele ama ghare television nathila .au jana ka ghare dekhe.bhaut bhal lage

  • @muralibagati905
    @muralibagati905 4 года назад +11

    Rest in peace your soul Gopala (Rabi Mishra)..

  • @sportforce7625
    @sportforce7625 3 года назад +5

    Rip rabi sir🙏

  • @technicalsaumya8471
    @technicalsaumya8471 4 года назад +6

    Thank you DD Chanel👍

  • @sumitmoharana3962
    @sumitmoharana3962 4 года назад +5

    Rip ରବି ମିଶ୍ର🙏🙏

  • @subhrajitdeo406
    @subhrajitdeo406 3 года назад +8

    Childhood Memories..All Time Favourite...

  • @aswini4907
    @aswini4907 4 дня назад

    Dekhiki pila dina katha mane padigala 😊

  • @chinmayaranjansamal9056
    @chinmayaranjansamal9056 2 года назад

    Piladina Mane padigala gopala rahasya👍

  • @Ollywood170
    @Ollywood170 4 года назад +7

    ପୀଉସିମା uploaded karantu

  • @thecoastalpanda1556
    @thecoastalpanda1556 2 года назад +1

    We all nowadays going awwww for marvel characters like Deadpool or she hulk who are breaking the 4th wall....but less did we knew...ଗୋପାଳ ପ୍ରଥମ ଲୋକ ଯିଏ 4th wall break କରିକି audience ସହିତ direct interaction କରୁଥିଲା

  • @lokanathpatel8976
    @lokanathpatel8976 2 года назад +1

    ମୋ ବାପାର ବହୁତ ପସନ୍ଦ ଥିଲା

    • @sakshii9.
      @sakshii9. 2 года назад

      Tuma bapa nku mor namaskar janiei deba

  • @travelwithme71116
    @travelwithme71116 8 месяцев назад +1

    ରହସ୍ୟ ଧାରାବାହିକ କିଏ କିଏ ଦେଖିଛ ?

  • @subhalaxmiroutaray8642
    @subhalaxmiroutaray8642 4 года назад +3

    Pls upload Katha kahuthile saribani serial

  • @prasantapattanaik862
    @prasantapattanaik862 2 года назад +1

    What a beautiful n enchanting life style social tradition were that time We can not get such life any more in today's time

  • @krutibasonline1316
    @krutibasonline1316 3 года назад +4

    One of the best serial of 90s

  • @panchananbehera8365
    @panchananbehera8365 4 года назад +14

    Sabu episode diantu plz

  • @sunilkumarrout1788
    @sunilkumarrout1788 2 года назад

    Satare sei pila dina auu aasiba nahi
    Old is gold

  • @SantoshKumar-bn3sb
    @SantoshKumar-bn3sb 4 года назад +43

    Pila bele bahut dekhuthilu ebe pila Dina Katha bahut mane paduchi

  • @krishnabhoi2192
    @krishnabhoi2192 2 года назад +3

    mote e gaon paribesa bahut bhala lage ... sabu old odia serial ku upload karajau .. au chatura binoda katha ra sabu episode ku b ..

  • @deepakparida9152
    @deepakparida9152 4 года назад +7

    So sweeetttyyyy story.. missing this episode still

  • @rabinkumarswain4796
    @rabinkumarswain4796 3 года назад +1

    Pila Dina Katha bahut mane padi jauchhi miss u Ravi sir