Woman thwarts hubby's second marriage in Odisha‘s Bolangir

Поделиться
HTML-код
  • Опубликовано: 3 янв 2025

Комментарии • 422

  • @sisirbhuyan9278
    @sisirbhuyan9278 11 месяцев назад +150

    ସେହି ଝିଅ ମୂର୍ଖ ତାହାର ବି ଅବସ୍ଥା ତୁମ ପରି ହେବ l ଜଣେ ଝିଅର ଦୁଃଖ ଆଉ ଜଣେ ଝିଅ ନ ବୁଝିବ l ଏହି ପୁଅ ମାନେ ଏହାକୁ ବାହାଘର ନୁହଁ ବ୍ୟାପାର କରିଦେଲେଣି l🙏

    • @kamalinibehera8615
      @kamalinibehera8615 11 месяцев назад +9

      Thik kahila bhai

    • @hrusikeshbarik1686
      @hrusikeshbarik1686 11 месяцев назад +4

      Sisir bhai. What u know about that ...kindly u explain

    • @F9TH3R-Of.Bhikaristan
      @F9TH3R-Of.Bhikaristan 11 месяцев назад +2

      Duhi pakhyar katha sunla pare matamat dia Bhai .Kie Jane Kana heithiba je :( hei Thai pare ie maikina woman card kheluthiba

    • @hrusikeshbarik1686
      @hrusikeshbarik1686 11 месяцев назад

      Tu kn janichhu je tor judgement deideidelu

    • @Isoolated_Irl
      @Isoolated_Irl 11 месяцев назад +3

      ତାଳି କଣ ଗୋଟେ ହାତରେ ବାଜେ l ଦ୍ବି ପକ୍ଷ ସାମିଲ ଅଛନ୍ତି

  • @barshapriyadarshinii
    @barshapriyadarshinii 11 месяцев назад +15

    ଶଳା ଏତେ ସୁନ୍ଦର ସ୍ତ୍ରୀ ଥାଉ ଥାଉ ଦିତୀୟ ବିବାହ

  • @MahendraNaik-jd3ku
    @MahendraNaik-jd3ku 9 месяцев назад +22

    ଝିଅମାନେ ଶାଶୁ,ଶଶୁର, ନଣଦ, ଦିଅର ଙ୍କୁ ବେଶୀ ହଇରାଣ କରୁଥିବା ଦେଖି ସ୍ୱାମୀ ପଦେ କହିଲେ ମିଛରେ ଯୌତୁକ ନିର୍ଯାତନା ଦେଉଛି ବଳି ଥାନାରେ ଅଭିଯାଗ କରୁଛନ୍ତି. ଆଉ କେତେ ମହିଳାତ ସ୍ୱାମୀଘରେ ରହିବି ଅନ୍ୟ ପିଲାଙ୍କୁ ଭଲପାଉଛତି

  • @iloveodisha6003
    @iloveodisha6003 11 месяцев назад +20

    ଆଜିକାଲି ଝିଅ ମାନେ ମିଛ ଯୌତୁକ ଅଭିଯୋଗ କରୁଛନ୍ତି, ନା ସ୍ୱାମୀ ସାଥିରେ ଭଲରେ ରହୁଛନ୍ତି, ନା ସ୍ୱାମୀ କୁ ଛାଡ଼ପତ୍ର ଦେଉଛନ୍ତି, ନା ସ୍ୱାମୀ କୁ ଶାନ୍ତିରେ ରଖିବାକୁ ଦେଉଛନ୍ତି, ତେଣୁ ମୋର ପୁଅକୁ ଅନୁରୋଧ ପୁରୁଷ କମିଶନ ବ୍ୟମୋକେଶ ସାର ଙ୍କ ସାଥିରେ ଯୋଗାଯୋଗ କରନ୍ତୁ,

    • @cmhvetcreation7295
      @cmhvetcreation7295 11 месяцев назад +2

      Thik kotha jhio ku dekhile jana poduchi sata kon boli

    • @purtystarofficial217
      @purtystarofficial217 11 месяцев назад +3

      Jhiota tautor maruchhi se ta swami pakhore rohiparunahi fer pila ta ologa marriegekole taku Badhuchhi

    • @suraimurmu3128
      @suraimurmu3128 11 месяцев назад +1

      ମହିଳା ବଳ ନା ଯୌତକ 😄😄😄😄😄

  • @bijaysahoo1006
    @bijaysahoo1006 11 месяцев назад +10

    ଏହି ଗୋରୀ କୁ ମୁଁଇ ବିବାହ କର୍ମୀ ଗୋ ଚିନ୍ତା କରନି ମୁଁ ଅଛି ତୋ ପାଈଁ ଜଉତକ ଡାଉରୀ ଧନସମ୍ପଦର ଆବଶ୍ୟକ ନାହିଁ କେବଳ ତୁ ଦରକାର ମୋତେ ଯୋଗାଯୋଗ କରି ସିଘ୍ର ଆସି ବିବାହ କରି ତୋ ପାଖରେ ମୋତେ ରଖିବାକୁ ଶତଚେଷ୍ଟିତ ହେବାର ଆବଶ୍ୟକତା ରହିଛି ❤ I love 💕 you thanks to OTV

    • @SMISRA-nn1mb
      @SMISRA-nn1mb 10 месяцев назад +1

      କିସ କରୁଚ କି ତୁମେ...ବେକାର ନାଇଁ ନ

    • @bijaysahoo1006
      @bijaysahoo1006 10 месяцев назад +1

      @@SMISRA-nn1mb ସାହାରା ଦେଉଛୁ ବିହା କରି ମୁଁ ତାକୁ ଭଲସେ ଚଲବା ବୁଝିଲେ କି ନାଁ ଯେ

  • @ajittandi2713
    @ajittandi2713 11 месяцев назад +35

    ଏମିତି ସୁନ୍ଦର ସ୍ତ୍ରୀ ୟାକୁ ସୁହାଇଲା ନାହିଁ 😮 , ମୁଁ ବାହା ହେବାପାଇଁ ରାଜି ଅଛି ,ନମ୍ୱର୍ ଦିଅ ତାର .....

    • @Jitu94_100k
      @Jitu94_100k 11 месяцев назад +1

      😆😂

    • @AKASH03-a
      @AKASH03-a 11 месяцев назад +2

      ସତ କଥା ଭାଇ 🥲 ଏମିତିକା ସୁନ୍ଦରୀ ସ୍ତ୍ରୀ ପାଇଲେ ମୁଁ ବିନା demand ରେ ବାହା ହେଇଯିବି 😂

    • @niranjansahu7233
      @niranjansahu7233 11 месяцев назад

      😅😅😅😅😅

    • @Shortsbreak676
      @Shortsbreak676 11 месяцев назад +1

      Kuchh bhi😂😂😂😂

    • @ajittandi2713
      @ajittandi2713 11 месяцев назад +1

      @@Shortsbreak676 saj main majak nehi

  • @rakeshworld2
    @rakeshworld2 11 месяцев назад +32

    ଏତିକି ହେଲା ପରେ ବି ଟୁକେଲ ଆଉ ତାର ଘରର ଲୋକ ମାନେ ନାଇ କିଛି ହେଲା ବାଗିର କରୁଛନ

  • @suryakantamahalik3462
    @suryakantamahalik3462 9 месяцев назад +5

    ରହସ୍ୟ କିଛି ଅଲଗା ଥିବ କିନ୍ତୁ ଟିକେ କଣ ହେଲେ ସବୁ ଝିଅ କୁହନ୍ତି ଯୌତୁକ ପାଇଁ ମୋତେ ବାହାର କରିଦେଲେ...

  • @basantasethy7816
    @basantasethy7816 11 месяцев назад +176

    ହାତରେ ମାରିବା ଅପେଖ୍ଯା ଦି ଗୋଇଠା ମାରିଲେ ଭଲ ହୁଅନ୍ତା

  • @niranjankhanda1417
    @niranjankhanda1417 11 месяцев назад +24

    କିଛି ମାଇକିନା ଏବେ ଏତେ ଉତ୍ପାତ ହେଉଛନ୍ତି ଯେ କିଛି ପିଲା ବାହା ହେବାକୁ ଭୟ କଲେଣି 🤭🤭🤭

  • @motilaltudu7275
    @motilaltudu7275 11 месяцев назад +50

    ଧନ୍ୟ ତୁମର ପରମପରା ଧନ୍ୟ ତୁମର ଆଇନ କାନୁନ୍

    • @rabindrakumarmohanty9415
      @rabindrakumarmohanty9415 11 месяцев назад +3

      ଯଦି ତୋର ଧର୍ମ ପରମ୍ପରା ନୁହଁ ଅନ୍ୟ କୁ ସମାଲୋଚନା କରିଵା କୁ ତୋତେ କିଏ ଅଧିକାର ଦେଲା। ଆଇନ୍ ଅନୁଯାୟୀ ଯାହା ଯାହା ହେଵା କଥା ହେଵ,ଜଣକ ଭୁଲ ପାଇଁ ଗୋଟିଏ ସମ୍ପ୍ରଦାୟ କୁ ଦୋଷ ଦେଲେ ହୁଏତ ଆଇନ୍ ର ପରିସରଭୁକ୍ତ ହୋଇ ଦଣ୍ଡିତ ହେବାକୁ ପଡିପାରେ।

    • @debasish5246
      @debasish5246 10 месяцев назад +1

      Tu converted Christian kire

    • @rabindrakumarmohanty9415
      @rabindrakumarmohanty9415 10 месяцев назад

      @@debasish5246 ମୁର୍ଖ ହିନ୍ଦୁ ଧର୍ମ ହିନ୍ଦୁ ସଂସ୍କୃତି ହିନ୍ଦୁ ପରମ୍ପରା ଵିଷୟ ରେ କିଛି ଯାଣିଛୁ, ଅନ୍ୟ କୁ ଭାଷାର ମର୍ଯ୍ୟାଦା ଉଲଘଂନ କରି ଟିପ୍ପଣୀ କରିଵା ଵହୁତ ମହଙ୍ଗା ପଢିବ।ଵିଶ୍ବର ସର୍ବ ପୁରାତନ ସନାତନ ଧର୍ମ କଣ ଏହାର ମୁଳ ତତ୍ବ କଣ କିଛି ଜଣା ଅଛି, ଜଦି ଜଣାନାହିଁ ଵେଦ ଉପନିଷଦ ପଢ ଜାଣି ପାରିବ। ହିନ୍ଦୁ ଧର୍ମ କୁ ବିଧର୍ମୀ ମାନେ ଟାର୍ଗେଟ କରୁଛନ୍ତି କନ୍ଧମାଳ ଗଜପତି ଓ କୋରାପୁଟ ଭଳି ଜିଲ୍ଲା ରେ ମିଶନାରୀ ମାନେ ଗରିଵ ଅଶିକ୍ଷିତ ଆଦିବାସୀଙ୍କ ଧର୍ମ ପରିବର୍ତନ କରାଉଛନ୍ତି ପାରିଵ ଯଦି ଲୋକଙ୍କୁ ସଚେତନ କରି ଏହାକୁ ରୋକିବା ଵା ପାଇଁ ଚେଷ୍ଟା କର।

  • @simabhoi.swadhin3103
    @simabhoi.swadhin3103 11 месяцев назад +87

    Thik karicha jhia👍

  • @himansubehera4604
    @himansubehera4604 11 месяцев назад +9

    Very Good 👌

  • @snehalatarath6659
    @snehalatarath6659 4 месяца назад

    PROUD FOR THIS LADY SHE SAVED THE LIFE OF THAT GIRL 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @soumyaranjanmohapatra7933
    @soumyaranjanmohapatra7933 9 месяцев назад +6

    ନିଶ୍ଚିତ ଭାବରେ ପ୍ରଥମ ମାଇକିନା ର କିଛି ଦୋଷ ଥିବ ନହେଲେ ଏମିତି ସେ ପୁଅ ଖୁଲମ୍ ଖୁଲ ବାହା ହେଇନଥାନ୍ତା

  • @JangyaseniBibhar
    @JangyaseniBibhar 11 месяцев назад +9

    ଏତେ କଳହ ହେଇ ଲୋକେ ଛିନ୍ ଛତର ହେଲେନ ଆର୍ ପଇସା ଲଗିର୍ କନିଆଁ ପୂଜାରୀ କିଛି ନାଇ ଜନଲା ଭଳିଆ ରହିଛେ ମେଝିଃ ଥାଇ କନିଆଁ ଆର୍ଗୁଟେ ଵିହା ହେଉଛି ପହିଲା ବିହ ଥି କେନ୍ କନିଆଁ ପୂଜାରୀ 7 ଜନମ ର ବନ୍ଧନ୍ ମନ୍ତ୍ର କରିଥିବା ହେଲେ କାଣା ହେଲା ରାଜ ଯୋଟକ ବି ହେଇଥିବା ହେଲେ ଇସବୁ କଣ ହେଉଛି ଧନ୍ଦା ଚଲଉଛ

    • @mkmemes3484
      @mkmemes3484 11 месяцев назад

      Tui be henta biha ru eka janam bo😂😂😂😂

  • @hemsagarmeher8541
    @hemsagarmeher8541 11 месяцев назад +8

    ତୁଇ ଭଲ ଥିତୁ ବେଳେ ନନି ରି ମେରେଜ ନି କରି ଥିତା ପୋଲିସ ବି ସପୋର୍ଟ ନେଇ ଥିତା

    • @Aditi-nag22
      @Aditi-nag22 11 месяцев назад

      Sat Katha pade kahela ho sir

  • @mkmemes3484
    @mkmemes3484 11 месяцев назад +3

    ଝିଅ ଏତେ ସଜେଇ ହେଇ ଆସିଛି, ତା husband ବାହା ହେଉଛି ନା ତା BF 😂😂😂😂😂

  • @Maamohini2563
    @Maamohini2563 11 месяцев назад +21

    ମାଗିହେ ଇ ପୋଲିସମାନେ ସାବୁନ ଇନଭୋଲ ଅଛନ ଛିଛି

    • @Srikanta_YT
      @Srikanta_YT 11 месяцев назад

      Bhai police ର କଣ ଭୁଲ୍ / ତମ ଜାଗା ପିଲା ଖରବା 😅 2 in one Wife

    • @milisamal675
      @milisamal675 11 месяцев назад

      Sata katha e police guda sala harami guda

  • @susmitasoren9418
    @susmitasoren9418 11 месяцев назад +29

    , ତାରୋ ଭାଇ ର କି ଫୁଟାନି ପହିଲା ତାକୁ ଗିରଫ କରାଜା ଓ

    • @hrusikeshbarik1686
      @hrusikeshbarik1686 11 месяцев назад +1

      Tu kn janichhu re jhio video dekhiki Toro judgement deidelu ...Tome sobu mahajyani loko ..tome sobu court re boso..

  • @Abhi-panda
    @Abhi-panda 11 месяцев назад +12

    ପିଲା ର ଅଣ୍ଡା କଟାଯାଉ।।ଆଉ ସେ ଜେତକି ଟା ଵିହା ହଉଚେ କରିଦିଆଯାଉ

  • @Rani62269
    @Rani62269 11 месяцев назад +1

    ବିଚାରି କେନ୍ତା ଫିଲ୍ କରୁଥିବା ତାର husband ଆଉ କାହାର ସଙ୍ଗେ ବାହା ହୁଛେ 😢

  • @ranjitsatapathy5951
    @ranjitsatapathy5951 11 месяцев назад +11

    Priests are requested to check the diversion certificates before attending any second marriage groom, else may not be denied to be beaten by brides family

  • @rispalparekh9266
    @rispalparekh9266 11 месяцев назад +7

    Jadi e jhia jagare pua hoi thanta tebe pua ra katha kehi v suni na thante ,ulta kahi thante ki jhia ra mana au kaha ku achi taku ta sahita jiba ku dya boli kahi thante ......
    Sabu bhul pila ra na thiba sir mane jhia ra v kichi bhul thiba se thi pain pua au kaha ku baha heu chi

  • @shraddhashreegiri5213
    @shraddhashreegiri5213 11 месяцев назад +10

    More power to you woman❤

  • @meherbabu4091
    @meherbabu4091 11 месяцев назад +9

    E sabu khali bolangir district na eka hauchhe... Dhanya re bolangir wale....

    • @Bhruguraj
      @Bhruguraj 9 месяцев назад

      Henta nuhese ... amar jharsuguda ne hele biha utru gutkar jude maijhi ar gute girlfriend baharla...abga talented lok bharichan

    • @SubasiniVlogs
      @SubasiniVlogs 8 месяцев назад

      Sayad tame bargarh news nei dekhbar

    • @Bhruguraj
      @Bhruguraj 8 месяцев назад

      @@SubasiniVlogs "sayad" kana aye ... sambalpuri nae sikhi kaen

  • @odishadancemancha170
    @odishadancemancha170 11 месяцев назад +28

    Ete sundar stre paiki jautuka kan haba

  • @genuinereviewer.1528
    @genuinereviewer.1528 11 месяцев назад +8

    Jo jhia mandap re basichi se etiki suniki v basichi kemiti

  • @JogendraSahu-m7f
    @JogendraSahu-m7f 11 месяцев назад +1

    Very nice brother

  • @JasoSahu
    @JasoSahu 11 месяцев назад +1

    ଜଣକର ଘର ଯିଏ ଭାଙ୍ଗୁଛେ ସେ କେବେ ଖୁସି ରେରହିବନି ଭଗବାନ ସବୁ ଦେଖୁଛନ୍ତି ଇଏମିତି ପପି ଙ୍କୁ ଜଲଦି ଜମପୁର ପଠେଇ ଦେବେ

  • @Ranjeet-prof
    @Ranjeet-prof 11 месяцев назад +9

    OTV ଆମ ରାଜ୍ୟ ସମସ୍ୟା କୁ ନ ଦେଖୀ family problems କୁ expose karuchi

  • @LuckyRaula-to4fh
    @LuckyRaula-to4fh 11 месяцев назад +1

    ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ଲୋକ ଙ୍କୁ ପ୍ରଥମେ ପିଟ ସଲା

    • @amiyarana8733
      @amiyarana8733 11 месяцев назад

      😂😅😂😅😅😂😅😂

  • @anandiniputel7875
    @anandiniputel7875 3 месяца назад

    ତୁ କୋର୍ଟ ମେରେଜ୍ କରିଥିଲୁ କି ତୁ ଥାଉ ଥାଉ ତୋର ସ୍ବାମୀ ଆଉ ଜଣକୁ କେମିତି ବାହା ହେବାକୁ ଯାଉଛି ତୁ ବେଧେଇ ଏବେ ଆଇରନ ର ଆଶ୍ରୟ ନେଉଛୁ ଵାରେ ନାରୀ 😂😂

  • @RaniShahu-pr9mo
    @RaniShahu-pr9mo 11 месяцев назад

    ନିଜର ପତ୍ନୀ ଥାଇକି ଆଉ ଝିଅ ଙ୍କୁ ବାହା ହୋଇଛି ବା ବା ମଣିଷ ପୁଣିଆ ପିଲା ଜାତି ର ଧୋକା ଦିଆ ମଣିଷ ... ସେ ଲୋକ ଙ୍କୁ ଜେଲ ହେବା କଥା 10 ବର୍ଷ ଯାଇ...

  • @purnimakanhar4519
    @purnimakanhar4519 11 месяцев назад +3

    ଏମିତି ହେବା ଦରକାର୍ 😂😂😂😂😂😂

  • @ByamokeshRath-fb3cj
    @ByamokeshRath-fb3cj 10 месяцев назад +3

    Gote hatare tali nehin baje. Jhia jani ki divorce nehin shield to torture

  • @hrusikeshbarik1686
    @hrusikeshbarik1686 11 месяцев назад +3

    Aee jhio ro case exparte heyichhe ...high court judgemet deichhon aee jhio tahake manbar nei

    • @Rakeshsahu678
      @Rakeshsahu678 11 месяцев назад

      Bhai 2 side Raji nai hele ek tarfa judgement kenta Kari deba

    • @amiyarana8733
      @amiyarana8733 11 месяцев назад

      ​@Rakeshsahu678 exparte divorce ra provision achi.

  • @hrusikeshbarik1686
    @hrusikeshbarik1686 11 месяцев назад +2

    Aee jhi ro divorced ...law dyara heyisarichhi...Respected high court ...tankoro judgment deichhanti.aau jhio jadi sata kouchhi ta ...court appear kahiniki helani...bagaghoro bedi ku asila police ku neiki asilani...law ku hataku nei khola challenge koruchhi...high court order ku...aee jhio bohut maratmoko

  • @mrreddyvai9235
    @mrreddyvai9235 11 месяцев назад +11

    Bhai kichi na jani mana icha comment karani karana sae Tara 1st wife black mailing kari bahathibo pua ku jadi ta hale Kano hebo sae pua ta au gote marriage karibo na...kano aamo pua manoka icha boli kiche nahi sorry ae comment kiche loko ku kharap lagipare MO life re bi emiti kiche hoithila boli Mu comment karuchi..jadi pua icha anusa re Tara 1st wife ku khusi re marriage karithibo ta hale pua ra bhul taku uchit danda meliba Katha

    • @competitivecenter826
      @competitivecenter826 11 месяцев назад +2

      Tu janichhu se pua badmas pua birodhi kahilaku badhuchhi tu kan jani support karuchhu

    • @mrreddyvai9235
      @mrreddyvai9235 11 месяцев назад

      @@competitivecenter826 arey Bhai ma comment bhalo Se pada

    • @alexneel4593
      @alexneel4593 10 месяцев назад

      Jhia kn sati sabitri, jadi same gote pua sahita ghati thanta kete dharama bhouni bahari thante. Sympathy😢😢😢
      Divorce ta heba se ta life banchu eiye aa life. Se jhia kn karuchhi kaha sahita kahaku jana​@@competitivecenter826

  • @prasaddmk-v4d
    @prasaddmk-v4d 11 месяцев назад +3

    Bhadra people- tamara bahaghara hele bala Na hele bala Ame bhoji khaiki nihati jibu 😂😂😂

  • @lilamayasahu6669
    @lilamayasahu6669 10 месяцев назад

    ପିଲା ମା ବୁଆ କେ ଧନ୍ତ୍ନ

  • @bollywoodgossip123-b8v
    @bollywoodgossip123-b8v 8 дней назад +1

    Mar gate hatare tali bajuni bhai apanankara bjajucheki jadi bajuche tahele prathama patni thek kahu che

  • @pashupati55
    @pashupati55 11 месяцев назад +2

    ଶଳା କୁ ବହେ ବାଡ଼ାଅ ଗୋଟେ ସ୍ତ୍ରୀ ଥାଉ ଥାଉ ଆଉ ଜଣକୁ ବାହା ହେବାକୁ ହୁକୁ ହୁକୁ ହଉଛି।😡

    • @dharnaoram7679
      @dharnaoram7679 11 месяцев назад

      Are bhai purana to delay new taet

    • @Filmsce
      @Filmsce 11 месяцев назад

      Sola 9 barsa ologa rahila pare tu kon karibu

    • @pashupati55
      @pashupati55 11 месяцев назад

      @@Filmsce Tathapi mun baha hebini. Aga legally matter solve ta Kara jadi ate problem achi . Divorce heini au gote marriage kale mada khaibani kn haba

    • @amiyarana8733
      @amiyarana8733 11 месяцев назад

      ​@@pashupati55ଯଦି ତୋର ସ୍ତ୍ରୀ ତୋତେ ଛାଡ଼ିକି ଆଉ କାହା ସହ relation ରଖେ ସେତେବେଳେ କଣ କରିବୁ? କହ ମୋତେ। ଆଉ divorce ଏତେ ସହଜରେ ମିଳେନାହିଁ। ସ୍ତ୍ରୀ ର ହଜାରେ ଘଇତା ଥିଲେ ବି ସ୍ବାମୀ କୁ divorce ମିଳେ ନାହିଁ।

    • @pashupati55
      @pashupati55 11 месяцев назад

      @@amiyarana8733 Law ku follow Kariba nihati darkar. Ta Mane nuhan je illegally au kahaku marriage Kariba. Abe jemty illegally marriage kala jail jiba. Tama Katha setabale au Kia suniba

  • @CSKMATKAKalyan
    @CSKMATKAKalyan 11 месяцев назад +5

    Tor bf thilanaga hetir kaje tor buar ghare hetkidin rahigalu💯🔥🔥🔥💯👍

  • @manojpanda87
    @manojpanda87 9 месяцев назад

    He prabhu odisha re e kana chalichi

  • @JalandharJani-u7d
    @JalandharJani-u7d Месяц назад +1

    Call

  • @anantanaik-ln4te
    @anantanaik-ln4te 11 месяцев назад +3

    Sabubele puatara Dosha nathae . Jadi divorce hoithiba , se puata bahahabani kana abihari rahiba .

  • @samirdas-pn8tr
    @samirdas-pn8tr 11 месяцев назад +2

    What is karuchan ?? Jaichan?? Nainaa???

  • @abhijitparida6610
    @abhijitparida6610 10 месяцев назад

    yanku nayeaa milu....god bless u

  • @Saheb-Creation
    @Saheb-Creation 10 месяцев назад +1

    BJP wale kahuchhan j e ghatana ra pachhe b NEHERU ra eka haath achhe.. 😊😅😂

  • @Deadlysin18
    @Deadlysin18 11 месяцев назад +4

    Ye jama bhi bhala jhia nuha ye gote characterless .... Ye burla re ruhe au ta bapa gote hospital re sweeper ya maa buli buli dhanda kama kare au tanka jhia toh gote gamer nihati bajya. 2015 re baha heichi kebala paisa pain . Bahaghara 15 din pare ta bapa gharku chali asi court case karichi sehi bhitare 3-4 boyfriend au 3-4 abortion karichi . Tara boyfriend ra Naa hauchi Ramakant Sarbhang .. Ramakant ra toh 5-6 ta abortion. Ta bapa bhi dhanda karuchi au jhia bhi dhanda wali .au ta bhai mane pura choro . Abhadra ghara Loko yaku chappal mada darkar. Jhia pura characterless

    • @akashtripathy9488
      @akashtripathy9488 10 месяцев назад

      Tu kemiti janilu

    • @Deadlysin18
      @Deadlysin18 10 месяцев назад

      @@akashtripathy9488 we are neighbours

    • @Deadlysin18
      @Deadlysin18 10 месяцев назад

      @@akashtripathy9488 ama padisa ghara siye jhia

    • @amiyarana8733
      @amiyarana8733 10 месяцев назад

      15 din pare bapa gharaku asi au Jai nathila ki shashu gharaku?

    • @Deadlysin18
      @Deadlysin18 10 месяцев назад

      @@akashtripathy9488 ama padisa ghara jhia se

  • @chinmaymohapatra6993
    @chinmaymohapatra6993 11 месяцев назад +4

    Reason may be something different but that lady is showing dowery torture for separation of her husband, now a days it's fashion to make dispute using dowery case... just misusing the right

    • @friendshiprocks8673
      @friendshiprocks8673 11 месяцев назад +1

      May be she is the victim who knows. I know misusing the law is common but real victim also exists

    • @Deadlysin18
      @Deadlysin18 11 месяцев назад

      Exactly

    • @Deadlysin18
      @Deadlysin18 11 месяцев назад

      ​@@friendshiprocks8673I know her personally she is clearly misusing the rights . Women like this do not deserve to be called women

  • @golapmanahira
    @golapmanahira 11 месяцев назад +1

    Breking News ଖାଲି ବଲାଙ୍ଗୀର ରେ ହେସି

  • @KaajuBhaena
    @KaajuBhaena 6 месяцев назад

    Mui odisa sarkar k nivedan karuche prathama stri thaikari 2ya bivha karuchan kada se kada saja daun taki agami konasi jhia ra jindegi barbat nai hau mui bahut pilamannku dekhilina prathama stri thaie kari 2ya vivah karuchan pleese nyaya karun gote garib ghara jhia mane nyaya naipaie parbar bahut jhia mankar jindegi barbat hauche pleese kada saja daun😂😂😂😂

  • @JalandharJani-u7d
    @JalandharJani-u7d 13 дней назад +1

    I love ❤ you

  • @manojsircomputer
    @manojsircomputer 10 месяцев назад +2

    Maikina swamy ku chadi bapa ghare rahuchi seithi pain au gote marriage kala eithire bhul pua ra nahin supreme court order anusare pua 2nd marriage karipariba 1st marriage diverse na kari madhya

  • @himansukumarpalei5740
    @himansukumarpalei5740 11 месяцев назад +2

    ଠିକ କରିଛେ, ତୁଇ ଭି ଗୁଟେ ପିଲା କେ ବାହା ହୋଇପଡ

  • @aliflaila905
    @aliflaila905 11 месяцев назад +3

    Shame on such man

  • @SanataniEktaSangathan
    @SanataniEktaSangathan 11 месяцев назад +2

    Maikina mane swami chhua ku chhadiki alaga baha hei jau chanti...semiti purusa mane karuchanti 😂😂

  • @R-K-Sing
    @R-K-Sing 11 месяцев назад +10

    କି ଅବସ୍ଥା

  • @krupasindhukrupasindhududuka
    @krupasindhukrupasindhududuka 8 месяцев назад

    Anta bahut hau chhe hethir kannun ban bar katha 😂😂like karo 🚩🙏🇮🇳🕉️

  • @niharkantabehera9776
    @niharkantabehera9776 11 месяцев назад +6

    Jay Jagannath 🚩🇮🇳🇮🇳🇮🇳🙏

  • @nature4112
    @nature4112 4 месяца назад

    Being Single is best all time

  • @sibaramSadangi-ld5oo
    @sibaramSadangi-ld5oo Месяц назад

    ଭାଇନା ଶାନ୍ତି ରେ ରୁହ

  • @sushantabahuka6203
    @sushantabahuka6203 11 месяцев назад +2

    Jay jagannath swami 🙏🅾️❕🅾️

  • @Dipenbag
    @Dipenbag 9 месяцев назад +1

    ପ୍ରେମ ରେ ଏମିତି ହୁଏ

  • @girijadas4424
    @girijadas4424 11 месяцев назад

    1955 hindu marriage act needs to be changed. Keeping society in 1955 law was made

  • @rasanandasethy
    @rasanandasethy 6 месяцев назад +1

    ଭାଉଜ ମୁ ଅଛି

  • @sunilkumarpatnaik6953
    @sunilkumarpatnaik6953 11 месяцев назад +3

    Jadi misi ki rahiba ni. ..tahahele immediately DIVORCE dia. 2015 paratharu alaga rahucha ....marriage raa value kaan rahila ?

    • @THENATIONALIST-r3z
      @THENATIONALIST-r3z 11 месяцев назад +3

      Divorce dei dele paisa paibeni pa😂😂😂
      Masa ku masa paisa darkar free re basi ki khaiba pai

    • @amiyarana8733
      @amiyarana8733 11 месяцев назад +2

      ​@@THENATIONALIST-r3zପୁରା right. Maintenance husband ଠୁ ନେବେ, ଆଉ ଗା* boyfriend ଠାରୁ ମାରେଇ ହେବେ। ଏଇ ତ ଆମ ସମାଜ

    • @Aditi-nag22
      @Aditi-nag22 11 месяцев назад

      Right

    • @Deadlysin18
      @Deadlysin18 11 месяцев назад +1

      Arey tanka divorce hei sarichi alimony pain drama karuchi jhia

    • @amiyarana8733
      @amiyarana8733 11 месяцев назад

      @@Deadlysin18 for real?

  • @ramanujanstudyclub
    @ramanujanstudyclub 10 месяцев назад +3

    A bhai tk bhal se bhaba ...🧐 jadi e tukel ate sundar thayi ki pila 6adi a6e bele tukel ra ki6i dosa a6e 100%

  • @JituKumar-v4b
    @JituKumar-v4b 10 месяцев назад +1

    Ahi jhia ra bhul achhe

  • @balgopalnayak5858
    @balgopalnayak5858 2 месяца назад

    Government job dekhi biha hyba Kenta hyba kaha

  • @annapurnasahoo8768
    @annapurnasahoo8768 11 месяцев назад +1

    Justice the family

  • @mr.labanyam2693
    @mr.labanyam2693 10 месяцев назад +1

    Police ken k gala

  • @subhakantabiswal2844
    @subhakantabiswal2844 11 месяцев назад +1

    auu emananaku phale odisha darkar... 😂😂. dekhila belaku ghara sambhali hauni😊

  • @duleswaribag9852
    @duleswaribag9852 11 месяцев назад +3

    Kesh kara didi

  • @simonmeher5624
    @simonmeher5624 11 месяцев назад +1

    Hare huduche ken j Otv re fer releass karicha j

  • @kulamanibehera2540
    @kulamanibehera2540 10 месяцев назад

    Right

  • @madanmohanparida3873
    @madanmohanparida3873 9 месяцев назад

    ସ୍ତ୍ରୀର କଣ କିଛି ଦୋଷନାହିଁ?

  • @RenubalaBehera1977
    @RenubalaBehera1977 10 месяцев назад

    Good morning

  • @pralayzhangirabadi9589
    @pralayzhangirabadi9589 10 месяцев назад

    Amaku gote miluni ho😢😢😢😢

  • @Jalalnhdra
    @Jalalnhdra 8 месяцев назад +1

    🤦🚶🤼🤼🤼🧑‍🦯

  • @jpenjoy0849
    @jpenjoy0849 6 месяцев назад

    Police kichhi kama karuni

  • @TribhangaNaik
    @TribhangaNaik 9 месяцев назад

    ପିଲାର ଗାଣ୍ଡିରେ ଗରମ ସାବଳ ପୁରାଓ

  • @ShivShankar-zd5qx
    @ShivShankar-zd5qx 10 месяцев назад

    ସଳାକୁ ଚପଲରେ ପିଟିବା କଥା

  • @sikerpat-mahotsav
    @sikerpat-mahotsav 11 месяцев назад +7

    Duniya khatre me hai.
    Yahan ladko ko ladki nahin mil rahi or yeh dusra shaadi karne chala wo bhi ek biwi hote hue
    Dhik tu aur tera parent

  • @techdhoomchannel
    @techdhoomchannel 11 месяцев назад +1

    He Mote ghatana alaga laguchhi, Sentiment match karuni

  • @SHIBANATHHARIJAN
    @SHIBANATHHARIJAN 10 месяцев назад +1

    2015 ru mrge heiki Tar maa bua ghare Kn karuchu pila ta mrge ni heba ta kana karb

  • @purandarbhoi4001
    @purandarbhoi4001 11 месяцев назад +2

    Balangir re esabu dekhba ke bahut miluche

  • @dillipkumarkumar1959
    @dillipkumarkumar1959 Месяц назад

    Se sala ku tadanta Kari jala patha jau thank you otv news ❤❤❤❤

  • @debashreechhatoi101
    @debashreechhatoi101 11 месяцев назад +1

    Chandi jhiya khali sampatti pain patitunda ...

  • @mitrabhanubag997
    @mitrabhanubag997 10 месяцев назад

    Thik nani

  • @koshlieducation9439
    @koshlieducation9439 11 месяцев назад +2

    Auu kehi baha huanire... Samaste single rahiki... Manisa jatiku duniya ru bilupta kArajau 😄

  • @sonaswain4709
    @sonaswain4709 4 месяца назад

    Know

  • @suryamanipradhan5839
    @suryamanipradhan5839 11 месяцев назад +2

    Kan kariba kuhantu se puo....1st wife pakhare rahuni...puo ra lalo b chhadini...se kan au kariba bayasa b gadi chalichi...tenu au te wife karidela...2nd marriage b bhangi dele..badhya heiki puo mali sahi jiba....au upaya hin nahi😢

  • @RatnakarBhattamishra-qr8zx
    @RatnakarBhattamishra-qr8zx 9 месяцев назад +1

    Sabu bhul 1 st jhia ra, au ta bapaghra ra.

  • @Aditya-ts9kg
    @Aditya-ts9kg 11 месяцев назад +3

    someone's personal life isn't state concern

  • @gautamnayaknayak6986
    @gautamnayaknayak6986 11 месяцев назад +2

    Jhia ra khichi bhulu thibaru sie alga merrage karuchi na hele ete sudari jhia ku Kia chhadiki sala aku dhariki soile nida lagibani

  • @GSgaming19k
    @GSgaming19k 11 месяцев назад

    Itna taklif me bhi sajdhaj ke chale jate manna padega 😮kis tarah ka dukh hai bhai

    • @ranjanbehera-d3j
      @ranjanbehera-d3j 11 месяцев назад

      first wife ta haawrami 1 number laguchhi. bichara husband.

    • @GSgaming19k
      @GSgaming19k 11 месяцев назад

      Uska sajna dekh kar nahi lagta ladies ko koi taklif hai.ladies hai to sahi hi hogi koi jaruri nahi hai

  • @rakeshpatra8275
    @rakeshpatra8275 10 месяцев назад

    Ma....a ku 😢😢😢😢