ବାହାଘର ବେଳେ ବାପା ପଇସା ଦେଇପାରିଲେନି ବୋଲି ମୋତେ ନିଶା ଦେଇ ଏମିତି କଲେ | DOWRY HARASHMENT |

Поделиться
HTML-код
  • Опубликовано: 9 фев 2025
  • A1 ODIA | ODISHA NEWS | ODIA NEWS | BHADRAK NEWS |
    ବାହାଘର ବେଳେ ବାପା ପଇସା ଦେଇପାରିଲେନି ବୋଲି ମୋତେ ନିଶା ଦେଇ ଏମିତି କଲେ | DOWRY HARASHMENT | @A1odia |
    #bhadrak #bhadraknews #marraige #dowrycase #harashment #latest #viralvideo #trending #A1Odia #Odianews #Odishanews #A1TVOdisha
    ___________________________________________________________________________________
    ✳️ A1 ODIA ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ କୁ SUBSCRIBE କରନ୍ତୁ, 🎥 ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ । ନୂଆ ନୂଆ ଭିଡ଼ିଓ ସଂପର୍କରେ ନୋଟିଫିକେସନ୍‌ ପାଇବା ପାଇଁ ବେଲ୍ 🔔ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ ✳️
    ___________________________________________________________________________________
    🔆MORE UDATE🔆
    ↪️Facebook: / a1tv-odisha-1102393747...
    ↪️Twitter: / ea1tvodisha
    ↪️RUclips(A1 ODIA): / @a1odia
    ↪️RUclips(A1 ODISHA) : / @a1odisha
    ▶️RUclips Live
    📱Jio TV live
    📡On DTH: Tata sky -1186, AirTel - 349, Available on 🆓 DTH
    ___________________________________________________________________________________
    📺A1 ODIA News Channel 📺: -
    A1 ODIA ଚ୍ୟାନେଲ ଓଡିଶା ର ୪ କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    A1 ODIA is Odisha State leading news channel, which is the most popular in rural and urban area’s for its simplicity and the variety of programmes telecast by the channel.
    ___________________________________________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔆CONTACT US🔆
    📧E-mail : a1tvodisha@gmail.com
    ☎️Phone No. : 0674-2744921
    #A1ODIA #OdiaNewsChannel #Odisha #OdiaNews
    © A Group Of Shree Mandir Media

Комментарии • 418

  • @harekrushnabehera5851
    @harekrushnabehera5851 Год назад +172

    ଶଳା ବାଳ ପୋଲିସ ହେଇଛି। ଏପରି ପୋଲିସକୁ ସିଧା ନିଲମ୍ବନ କର।ଯଦି ଚାକିରିଆ ବୋହୁ ଦରକାର ଥିଲାବିବାହ କରୁଥିଲ କାହିଁକି ?

    • @KartunGalaxy2025
      @KartunGalaxy2025 Год назад +2

      भाई इसमें गलत कहां है? पढ़ाई लिखाई नौकरी के बाद अगर लड़की उससे भी एक बड़ा नौकरी वाले से शादी करना चाहती है एक अनपढ़ से शादी करना नहीं चाहती है लड़की l तो लड़का का भी इच्छा होगा कि वह एक अच्छी नौकरी करने वाली लड़की से शादी करें तभी जाकर पुरुष और नारी का सामान्य आएगा

    • @RamaranjanKanhar
      @RamaranjanKanhar Год назад +1

      Unko agar job karne wali Bibi chahiye tha ta alag ja kar Sadi q nahi ki kon mana kar raha tha ? Are Bhai ye ladka ko pata tha ye nahi ki ladki noukiri nahi karti....Sadi se pehele qn nahi bola....unko ta naukri wali Bibi chahiye qn unki Sadi karke unki life barbaad ki....?

    • @KartunGalaxy2025
      @KartunGalaxy2025 Год назад

      R bhai Dushmani kya itni aasani chij hai kahin bhi Ho jaaye. Kya vah ladki ko pahle se jaanta tha koi dusmani tha bhai hanste khelte ghar men jab ladki Aag lagane ki koshish our apna manmani karti hai jab vah police station jaati hai is baat Ko lekar chhoti chhoti baat ko lekar . Koi bhi rakhna nahin chahega usko

    • @DilipSabar-o8h
      @DilipSabar-o8h Год назад +1

      ସତ କଥା

    • @JyoshnaraniSahoo-rm1cu
      @JyoshnaraniSahoo-rm1cu Год назад

      😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
      08😊8😅u​@@KartunGalaxy2025

  • @AvinnaChandradas
    @AvinnaChandradas Год назад +124

    ଭଦ୍ରକ ପୋଲିସ ପ୍ରଶାସନ ଙ୍କୁ ଅନୁରୋଧ ବିଚାରି ଗରିବ ଝିଅ ର ନ୍ୟାୟ ଦିଅନ୍ତୁ

  • @Lipi.lifestyle
    @Lipi.lifestyle Год назад +87

    ଏ ପୋଲିସ କୁ କିଏ ଚାକିରୀ ଦେଲା ଯଦି driver ଝିଅ ପସନ୍ଦ ନ ଥିଲା କଣ ପାଇଁ ସେ ଝିଅ ଜୀବନ ନଷ୍ଟ କଲୁ ତୋର ଚାକିରିଆ ଝିଅ ଦରକାର ଥିଲା ବାହାହୋଇଥାନ୍ତୁ ସେ ଝିଅ ଜୀବନ ନଷ୍ଟ କରିକି କହୁଚୁ driver ଝିଅ ଏ ଶଳା କୁ କିଏ ଦେଲା ପୋଲିସ ଚାକିରୀ

    • @user-wv4mg1hm1h
      @user-wv4mg1hm1h Год назад +4

      chakiria ku hojare jhio milibe....hele jhio manonko mekup loga chehera dui dino pain....lila khela sorila to kahani sorila....oti lovi jhio ro porinamo....jhio mane aago nijo level ta dekhiba dorkar...✍️

    • @shantanupradhan3310
      @shantanupradhan3310 Год назад +5

      ଯେତେବେଳେ ୨ ଲକ୍ଷ ଟଙ୍କା demand କଲେ ସେତେବେଳରୁ ଜଣା ପଡୁଥିଲା ଏ family ଟଙ୍କା ପାଇଁ କିଛି ବି କରିପାରେ, ତେଣୁ ସବୁ ଜାଣି ଶୁଣି ଚାକିରିଆ ବର ଭାବି ବାହା ହେବା ଠିକ୍ ନୂହଁ,

  • @prabhakardas4898
    @prabhakardas4898 Год назад +80

    ତୁମକୁ ଧନ୍ୟବାଦ୍ ନ୍ୟାୟ ପାଇଁ ମିଡ଼ିଆ ସାମ୍ନାକୁ ଆସିଥିବାରୁ

    • @hamarakhabarhamaradesh
      @hamarakhabarhamaradesh 9 месяцев назад

      Nija stree asiki micha case jetebele deba setebele Jana padiba kete bhala lage

  • @manaromaswain9328
    @manaromaswain9328 Год назад +62

    ଏଭଳି ଲୋକଙ୍କୁ ଫାଶୀ ଦିଆଯାଉ

  • @Skgbul470
    @Skgbul470 Год назад +46

    ମାଇଚିଆ ହିଞ୍ଜଡ଼ା ମାନେ ଯୌତୁକ ନିଅନ୍ତି ,ପ୍ରକୃତ ISI ବ୍ରାଣ୍ଡ,( ଷଣ୍ଢ ମାର୍କା ପୁରୁଷ ଅଲୋଟା ପଇସା ଦେଇ ବାହା ହେବ,

  • @Krishna_internet
    @Krishna_internet Год назад +49

    ସରକାରୀ ଚାକିରୀ ଦେଖି ବାହା ହେଲେ ଏମିତି ହୁଏ ମୁ କହୁନି ସମସ୍ତେ ସମାନ କିନ୍ତୁ, ଯାହା ହାତ ଧରି ତମେ ସାରା ଜୀବନ ଖୁସୀରେ ରହିବ ସିଏ କେବଳ ଯେ ସରକାରୀ ଚାକିରୀ କରିଥିବା ଦରକାର ତାହା ନୁହେଁ। ଖୁସୀରେ ରହିବାକୁ ହେଲେ ଭଲ ମଣିଷ ଟିଏ ଦରକାର। ସିଏ ସରକାରୀ ଚାକିରୀ କରୁ କି ଅନ୍ୟ କିଛି।

  • @biswaranjan772
    @biswaranjan772 Год назад +61

    ତମ ପରିକା ଝିଅ କୁ ଏମିତି ହିଁ ଦରକାର୍,,, ପୋଲିସ, ଇଞ୍ଜିନିୟର, ଅଫିସର୍ ଏମିତି ପୁଅ ଦେଖିକି ବାହା ହବ ନା, ଗରିବ ପୁଅ ତ ତମକୁ ଖୁସି ଦେଇପରିବନି କି ଦାମୀ ଗାଡ଼ି ରେ ବୁଲେଇ ପାରିବନି, ଆରେ ଆମେ ଗରିବ ହେଲେ କଣ ହବ ଆମ ପାଖରେ ଯେଉଁ ହୃଦୟ ଅଛି ନା ସେ କୋଉ ବଡ଼ ଲୋକର ପାଖରେ ନଥିବ,, ତମକୁ ଠିକ୍ ହେଇଚି,,, ମୋ ମତରେ🙏🙏🙏🙏🙏

    • @anantagopalpanigrahi6722
      @anantagopalpanigrahi6722 Год назад +1

      100% right bhai

    • @rabatipatra6589
      @rabatipatra6589 Год назад

      Tuma jhio ku gate bhikari ku baha debu

    • @GouripriyaDutta
      @GouripriyaDutta 11 месяцев назад +1

      Correct 💯💯💯

    • @rasmitaraut7983
      @rasmitaraut7983 10 месяцев назад +6

      Tama bhalia murkha pua ku b kie baha heba katha nuha...Se dhani hau ki gariba pua hau tame sabu gote category...Ebe b a jhia ku hin blame karucha tame mane

    • @biswaranjan772
      @biswaranjan772 10 месяцев назад

      @@rasmitaraut7983 ତୁମେ କହିବା କଥା ଯାହା ପାଖରେ ପଇସା ଅଛି ସେ ଖାଲି ଶିକ୍ଷିତ ଆଉ ଯାହା ପାଖରେ ପଇସା ନାଇ ସେ ମୂର୍ଖ, ଆଉ ରହିଲା ଝିଅକୁ ବ୍ଲେମ୍ କରିବା କଥା ସବୁ ଝିଅ ସମାନ ନୁହନ୍ତି କି ସବୁ ପୁଅ ସମାନ ନୁହଁ କିନ୍ତୁ 80% ଝିଅ ଏମିତି,,, ଲାଗୁଚି ତୁମେ ବି ଏମିତି ,, ଠିକ୍ ନା ?

  • @somanathkhara8368
    @somanathkhara8368 Год назад +30

    ହାରାମି ମାଗ୍ୟାଶଳା ତ!ଶଳାକୁ କିଏ ଚାକିରୀ ଦେଲା?ବୋଧମାସ ପୋଲିସ।

  • @Luvsahu4836
    @Luvsahu4836 9 месяцев назад +10

    Reserve Police ବାଲାର ଏ କି ହୀନ ମାନସିକତା। ପ୍ରଶାସନିକ ଅଧିକାରୀମାନେ କ'ଣ କରୁଛନ୍ତି ?????

  • @DilipSabar-o8h
    @DilipSabar-o8h Год назад +147

    ଗରିବ ଲୋକମାନେ ଗରିବ ଲୋକଙ୍କର ସ୍ବପ୍ନ ଦେଖ।ଧନୀ ଲୋକଙ୍କର ସ୍ବପ୍ନ କାହିଁକି ଦେଖୁଛ

    • @bishwanathbagh2884
      @bishwanathbagh2884 Год назад

      Tor buaa ra bal j biha hele jani thila ki ni j a garib Ghar ra jhee bile

    • @rajupandara8419
      @rajupandara8419 Год назад +7

      Garibo loka dhoni loka aithi nai ok seita bhagya upore nirnoya huo jodi nijo bhouni ki hele kn karibo give me answer garibo dhoni dekheiheuchi j

    • @anantagopalpanigrahi6722
      @anantagopalpanigrahi6722 Год назад +2

      100 % right

    • @Ankitadalai75.
      @Ankitadalai75. Год назад

      ​@@rajupandara8419🎉

    • @sunilsethy2464
      @sunilsethy2464 Год назад +3

      100 right

  • @brainlicker5647
    @brainlicker5647 Год назад +35

    ନାରୀକୁ ସମ୍ମାନ କହୁଥିବା ନବୀନ ପାଖକୁ ଯାଇ ଗୁହାରି କର, କାରଣ ଗୁହ ବିଭାଗର ସେ ହେଉଛନ୍ତି ମନ୍ତରୀ ।

  • @LOVELY-c6p
    @LOVELY-c6p Год назад +21

    ଦିଦି ଖରାପ ଭାବିବ ନି ସରକାରି ଚାକିରି ଦେଖିକି ବାହା ହେଲେ ଏହି ସବୁ ଅସୁବିଧା ହବ,କେହି ତା ପାଇଁ ଦାୟୀ ନୁହେ,

  • @amrjitbiswal7243
    @amrjitbiswal7243 Год назад +8

    ଶଳା ପୋଲିସ କୁ ଚାକିରୀ ରୁ ବହିଷ୍କାର କରାଯାଉ

  • @BalaramNayak-cx5jh
    @BalaramNayak-cx5jh Год назад +8

    ଗରିବ ଲୋକ ଗରିବ ଲୋକଙ୍କ ସ୍ବପ୍ନ ଦେଖ କିନ୍ତୁ ଏହି ବଡ଼ ଲୋକ ମାନଙ୍କ ସ୍ବପ୍ନ ଦେଖନି କାହିଁକି ନାଁ ବଡ଼ ଲୋକ ମାନଙ୍କର ମଣିଷ ମାନେ କଣ ବୁଝନ୍ତି ନାହିଁ କିନ୍ତୁ ମୁଁ ଏଠି ଗୋଟେ କଥା କହିବି ଗରିବ ଲୋକ ଟା ଭାତ ଡ଼ାଲମା ଖାଉଛି କାହିଁ ବଡ଼ କଣ ଭାତ ଡାଲମା ଖାଉନିକି ବଡ଼ କଣ ବେ

  • @jyotirmayeenayak8330
    @jyotirmayeenayak8330 Год назад +4

    Ethi paain ma Baapaa dhani loka ghare mate mrg debaku mana karanti...kahanti aame jemiti semiti ghare jhia debi...... middle class family re....nachet jhiaku nija goda re chhida kareibi...... Love you Baapaa 🎉🎉

  • @sanjaynayak1462
    @sanjaynayak1462 Год назад +15

    Se ଅଭଦ୍ର ଟା କି ପୋଲିସ ଯେ ସ୍ତ୍ରୀ କୁ ସନମାନ ଦଉନି ସେ ବାଳ ପୋଲିସ ଭଉଣୀ ଟୋଟାଲ ଯାଅ ନି ସେ କେତେବେଳେ ବି କଣ କରିପାରେ 😂👍🙏

  • @pradipmishra7846
    @pradipmishra7846 Месяц назад

    ବହୁତ ଭଲ ହୋଇଛି, ପୋଲିସ ବର ତୁ ବହୁତ୍ ଖୁସି ଥିଲୁ ନା, ଏବେ ତୋ ବାପାଙ୍କୁ କହ

  • @MAHAAKAL...
    @MAHAAKAL... Год назад +7

    ଯଦି ବାପା ସକ୍ଷମ ନଥିଲେ କଣ ପାଇଁ କଥା ଦେଲା 2.5 lakh,,,,, ଚାକିରିଆ ବର ଖୋଜିଲେ ଏମିତି ହୁଏ,,,,,,,,, ବାକି ଝିଅ ସହ ଅନ୍ୟାୟ ହୋଇଛି

  • @sunilkumarpatnaik6953
    @sunilkumarpatnaik6953 Год назад +16

    Jhia ku self dependence karao....Job..or Business. ..Tution. ..any thing. Police Deptt & Shri Amit Shah, Home Minister nku letter lekhi complaint karantu....

  • @Nabaj45
    @Nabaj45 10 месяцев назад +2

    ତୁରନ୍ତ ଆକ୍ସନ ନିଆଯାଉ ଆଇନ ଅନୁଯାୟୀ। ଜୟ ଜଗନ୍ନାଥ।

  • @babinanayak8307
    @babinanayak8307 2 месяца назад

    ପୋଲିସ ଙ୍କୁ ଝିଅ ଦବନି ମନେରଖ

  • @baskeytechnical7578
    @baskeytechnical7578 Год назад +5

    ଏହିପରି ହାରାମି ଯୌତୁକ ଲୋଭି ଲୋକଙ୍କୁ ଫାଶୀ ଦଣ୍ଡାଦେଶ ହେବା ଦରକାର,

    • @KartunGalaxy2025
      @KartunGalaxy2025 Год назад

      Mujhe ek baat batao yah Dahej ka jo kissa hai yah kaise udata hai har pariwar mein Tum husband wife mein kuchh jhagada hua de do Dahej ka kesh

    • @narayannaik7820
      @narayannaik7820 11 месяцев назад

      Jhooth mane chakiria bara demant karibata fist jautuka

  • @SaiSaina939
    @SaiSaina939 Год назад +5

    ଏମାନଙ୍କ କଥାରୁ ଜଣାପଡ଼ୁଛି ଏସବୁ ମିଛ କହୁଛନ୍ତି ଝିଅର ବି କିଛିଟା ଦୋଷ ଅଛି ଯଦି ଜଣେ ଝିଅ କୁ ଏକ ବର୍ଷ ଯାଏଁ ର୍ଟଚର୍ କଲେ ଏବେ କାହିଁ ଅଭିଯୋଗ ଆଣିଛନ୍ତି

    • @deepakumar07creations7
      @deepakumar07creations7 Год назад +2

      Nai tume thik kahuchha...tuma bhauni heithile tume janithanta

    • @chesta197
      @chesta197 Год назад +2

      ​​@@deepakumar07creations7Bala katha kahana se Toka ra govt job pita laguchi na kn ee jhia micha kahuchi 💯 se fiada naba pain plan nija ghare rahiba month ku month se Paisa milaba divorce case maghia aji ka date jadi kia govt job karuchi se emiti kama karibani na hele divorce hele Paisa naba eta business nuha ki dokan ki baap paisa bujhila

    • @BanitakumariNayak
      @BanitakumariNayak Месяц назад

      ଏଇଥିପାଇଁ 1 ବର୍ଷ ଅପେକ୍ଷା କରିଲା ଯେ, ସେ ଭାବିଥିଲା ଆଜି ନହେଲେ ନାହିଁ ଦିନେ ନାଁ ଦିନେ ତା ସ୍ୱାମୀ ତାକୁ ନିଜର କରିବ....

  • @Sriyanshi-123
    @Sriyanshi-123 11 месяцев назад +2

    God bless you didi

  • @sudhakarsahoo1153
    @sudhakarsahoo1153 8 месяцев назад +1

    ନାୟା ଦେବା ବାଲା ଲୋକଙ୍କ ପାଖରେ ଏମିତି ସୋଭାବ

  • @Magik-y4c
    @Magik-y4c День назад

    ଏପରୀ ସ୍ବାମୀ ଠାରେ ନ ରହିବା ହିଁ ଭଲ କାରଣ ଏ ସ୍ବାମୀ ନୂହ ଗୋଟିଏ ନର ରାଖାଷ

  • @papalipapali5978
    @papalipapali5978 10 месяцев назад +2

    Govt service holder ku Baha hele amti haba

  • @ajayapatnaik1191
    @ajayapatnaik1191 11 месяцев назад

    Thanks for you

  • @akupatro8802
    @akupatro8802 Год назад +3

    ପୁଅରGovt job ଦେଖି ଝିଅ ମାନେ ବିବାହ କରିଦେଉଛନ୍ତି।
    ଯାହା ହେଇଛି ଭଲ ।

  • @PrafullaBarik-q4o
    @PrafullaBarik-q4o 11 месяцев назад

    Vare good 👍

  • @LingarajRout-x5q
    @LingarajRout-x5q 19 дней назад +1

    Seitanichhayabedhachua.heithib

  • @dhrubaraja6413
    @dhrubaraja6413 Год назад +9

    please Collector and sp police of bhadrak take action against the calpits immediately and 5t department also fully take action against the calpits immediately. Jay Jagannath Swami

  • @JibanjyotiMallick-e2t
    @JibanjyotiMallick-e2t 10 месяцев назад

    Super video 👍👍👌👌👌👌

  • @SwarnapravaBehera-bk5nw
    @SwarnapravaBehera-bk5nw 11 месяцев назад

    Good job sister keep it up for your self defence

  • @basantadhal4167
    @basantadhal4167 Год назад +1

    God bless you sister

  • @sandhossandhos465
    @sandhossandhos465 11 месяцев назад

    ଓଁ ମା

  • @asishbehera1561
    @asishbehera1561 Год назад

    God Bless you

  • @MiluSahoo-l3v
    @MiluSahoo-l3v Год назад

    Bhala haichhi

  • @Narasinghbsnlstorespl
    @Narasinghbsnlstorespl 9 месяцев назад

    ଶଳା କୁ କିଏ ଚାକିରୀ ଦେଲା ଏମିତି ଶଳା ବାହା ହବାର ନଥିଲା

  • @NSERIES36
    @NSERIES36 10 месяцев назад

    Good

  • @G.G_Vlogs_Odhisha76
    @G.G_Vlogs_Odhisha76 Год назад +1

    ଆକୁ ପୋଲିସ ଚାକ୍ରି କିଏ ଦେଲା ମୁଁ ତୋ ବାବୁଛି ଆକୁ କୁକୁର ଛାକରୀ ଦିଅ ସଲା କିଛି ସିକି ନୁ ତୋ ଗୁଟେ କାମ କରେ ଅଙ୍ଗୱାଡ଼ି ରେ ଯୋଇଁ ନ କରେ ସିକିବୁ ହେଲା କି ମୋ ବାଲ ପୋଲିସ ରେ ତୁ କିଛି ଜଣା ନାହିଁ ତୋତେ ଆମୋ ଦେଶ କୁ ହିଁ ନୋଷ୍ଟୋ କର୍ବେ ଚି କୁକୁର ଯୋବ କର୍ ଶଳା

  • @SilpaJena-y2t
    @SilpaJena-y2t Год назад

    Good blesu sister❤

  • @minakshidehury3189
    @minakshidehury3189 Год назад

    ସେ ଝିଅ ଯିବା ପାଇଁ ଚାହୁଁନି, କାରନ ପୁଅ ର ଅଧା ଦରମା ପ୍ରତି ମାସ ରେ ସେ ଝିଅ ନେବ।
    ଗରିବ ଝିଅ ଅତି ଚାଲାକ୍ ଦେଖେଇ ହେଉଛି।

    • @chesta197
      @chesta197 Год назад

      Se toka abe galu marijiba divorce pare month ku month Paisa daba jhia ku kebe bi kandila jhia ku biswas karibani ee jhia paka achi

  • @dhirenkumar-yi9bf
    @dhirenkumar-yi9bf Год назад +2

    Please 🙏 Sir Jhia tiku Naya dia please 😢

  • @jogeswarkisan9645
    @jogeswarkisan9645 10 месяцев назад

    ତଦନ୍ତ କରି ପ୍ରଶାସନ ଉଚିତ ନ୍ୟାୟ ଦେବା କଥା ପୋଲିସ ବୋଲି ଛାଡି ଦେଲେ ଠିକ ହଉନି

  • @kaibalyadey706
    @kaibalyadey706 Год назад

    Val haichhi

  • @ranjannayak3591
    @ranjannayak3591 Год назад

    ଜଗନାଥ ତମୋ ସେଥିପାଇ ଦାରୁ ତମର କାଠର ଆଖି ଏମାନଙ୍କୁ ଦଣ୍ଡକିଏଦଵ ତମର ତ ହାତ ନାହିଁ😂

  • @cutenessoverloadedume4250
    @cutenessoverloadedume4250 Год назад

    NAME TA HAUCHI PABITRA BUT KAMA SABU APABITRA..... JAGANNATH TUMAKU KHAYAMA KARIBENI. 1LIKE PLEASE

  • @kalandicharanmarndi9154
    @kalandicharanmarndi9154 Год назад +10

    Police heiki kn kolu sola........

  • @nirmalsamal4490
    @nirmalsamal4490 10 месяцев назад

    Police ku jela hau

  • @krushnachandrananda1670
    @krushnachandrananda1670 Год назад +10

    SWAMIKU DANDA DIAJAU

  • @NabakishoreTanty
    @NabakishoreTanty Месяц назад

    Dear friends ! The story is too much heart touching. When a girl marry to someone else, & fut her feet from her door & she hopes so many wishes from her husband to full feel but after marrige, if the husband hurrah her ,what could she do ?Now who,s she is ? Do the parent gave her peace& feedback for ever? So like this ,should not be happen in the society. The administration's must take action like this type of situation.

  • @bijaypadhan5967
    @bijaypadhan5967 9 месяцев назад

    ମଗିହା କେ ବହିସ୍କାର କର ।

  • @abhayabehera6515
    @abhayabehera6515 10 месяцев назад

    Emiti police nku kathor danda deba darkar

  • @dibyajyotisahu2605
    @dibyajyotisahu2605 Год назад

    Ate sundar jhia sahita amiti he bhagaban😢😢😢😢

  • @malayamallik1901
    @malayamallik1901 Год назад +3

    Bhai aji kali pray jhia government job wala swami pain sabu bhuluchanti
    Jou jhia government job husband pain love ku dhoka dauchanti sa jhia nku eamiti darkar
    Kintu ei jhia nku nyaya miliba darkar

  • @shree6104
    @shree6104 Год назад +7

    Wow Pabitra congratulations 👏🎉 police job pai proud.... lajar katha...

  • @priyadarshinimishra6347
    @priyadarshinimishra6347 9 месяцев назад

    Police ku encounter kariba katha

  • @sabitreemahapatra9535
    @sabitreemahapatra9535 10 месяцев назад

    Quick action please sir

  • @nilamanimeher1592
    @nilamanimeher1592 3 месяца назад

    ଏହାକୁ ଫାଶୀ ଦିଆଯାଉ

  • @ArunKumar-rh2tf
    @ArunKumar-rh2tf Год назад +3

    ମାଘିଆ ଛକା ରାଣ୍ଡି ଛୁଆ ବେଧ ଛୁଆ ଗୁଡାକ
    ସମାଜରେ ଅଛନ୍ତି, ସେଥି ପାଇଁ ୟେ ଝିଅ ଆଜି କାନ୍ଦୁଛି

    • @NSERIES36
      @NSERIES36 10 месяцев назад

      Bhai yankara bahut galagala Khali government services balaku jhiaa debu

  • @jitendas6522
    @jitendas6522 Год назад +1

    ତାକୁ କୋଉଠି ବାହା ହୋଇଥିଲ , ତା ଚାକିରିକୁ ବାହା ହୋଇଥଲ !!!

    • @AnnapurnaJena-h5d
      @AnnapurnaJena-h5d Год назад

      Ki chakiri dekhaucha ma loka achhanti jaha ghare samaste govt....chakiri karichanti ......chakiri khande pain vari garba ahankara ....

  • @chinusingh2266
    @chinusingh2266 Год назад

    Dhana Sabu tharu bada lako ke pacharuchi maa tate Kalia bharasa 🎪🙏🌸

  • @snigdhasunandapattanayak5160
    @snigdhasunandapattanayak5160 11 месяцев назад +1

    Emiti sabu hauchi boli aaji kali jhia mane baha habaku v darichanti.....aau kete v emiti jhia achanti joumane pua manaku dhoka deki aau gote pakha ku jauchanti....bhala loko kun aaji kali bhala pila ki bhala jhia milunahanti.....bala kama sabu....emiti marriage ku dhik aau emiti pila ku v dhik.....chi....baha na hei hele chakiri kari khusi re ruha....hele emiti pasu gudaku khasu karidiya.....😡😡😡😡😡

  • @gandharbsahoo791
    @gandharbsahoo791 Год назад

    Driver jhia boli kan Amit kariba

  • @SidhuAmit0780
    @SidhuAmit0780 Год назад

    Nice

  • @BasantiBehera-z2g
    @BasantiBehera-z2g 5 месяцев назад

    Jaya jagarnatha.

  • @SilpaJena-y2t
    @SilpaJena-y2t Год назад

    Pliz respeçt the womean,, gari ba pila boli kana tahara kichibi ijat nahi nakana gariba helebi tanka pakhare manisa paniya achi. Tanka dar kar thila taku kintu bhala bohu dar kar nathila. Pliz I réqest to respect 10:58 womean...
    😂😂😂😂😂

  • @kishoreparida7892
    @kishoreparida7892 Год назад +1

    Very sad

  • @manaspradhan672
    @manaspradhan672 10 месяцев назад

    ati uttam vor kalikal

  • @sanjeebkumarsahu8532
    @sanjeebkumarsahu8532 9 месяцев назад

    Government job ku mrg karile emiti haba... good 👍

  • @Kadambinisamantaray5141
    @Kadambinisamantaray5141 Год назад

    Please take action Odisha govt against of pabitra Dey.

  • @sanatanmaharana8746
    @sanatanmaharana8746 Год назад +2

    କି ବାଳ ଚାକିରି ସଲାକୁ ମାଡ଼ ମାରିବା ଦରକାର

  • @sureshkisan9048
    @sureshkisan9048 Год назад

    ବାହାରେ ଖାଇ ଖାଇ ଘର ଟା ମନ୍ ଲାଗିବ କି

  • @dibyajyotipradhan8872
    @dibyajyotipradhan8872 10 месяцев назад

    Se kemiti ka police nija family ku ta thik se rakhi paruni loka kara kna help Kariba .

  • @Deepak_mashi_600
    @Deepak_mashi_600 Год назад +1

    Mu Reddy tuma jia ku bahahebi

  • @Fhani_mani_vlogs
    @Fhani_mani_vlogs 10 месяцев назад

    Taku saspent karant please

  • @ChakraPatel-bv5ho
    @ChakraPatel-bv5ho 8 месяцев назад

    ପୁଲିସ ର କଲନକ

  • @KapilSahoo-w2f
    @KapilSahoo-w2f Год назад

    Jai ho Government job ki😊😊😊

  • @sanyasimandi3472
    @sanyasimandi3472 Год назад

    Bhadrak sp sir plz action immediately.

  • @susanta659
    @susanta659 Год назад +1

    Volo haiche good 😂😂

  • @ravindrasahoo486
    @ravindrasahoo486 10 месяцев назад

    Jhia ra bapa maa nku Government job kari thiba pua darkar
    Kintu bapa maa jhia pai bhala pila te dekhibeni

  • @amiyakumardash1471
    @amiyakumardash1471 Год назад +2

    Khali Goment Chakiria Dekhi Jhia Dele Emty Hue😢 dukha Laguchi But kn Kahibi Chhada gote Gariba ghara Vala Pila Dekhi Jhia deithile hueta Sthiti Emty Hei nathanta..🤔

  • @milankumarsahoo1995
    @milankumarsahoo1995 11 месяцев назад

    ଚାକିରିଆ ଦେଖି ବାହା କରିଥିଲ ...ଏବେ ନାମ ନିଅ

  • @narendradas5533
    @narendradas5533 11 месяцев назад

    Nobody poor here . everybody is poor...Rich man God..

  • @Barsha-d5b
    @Barsha-d5b 10 месяцев назад

    😊😊😊

  • @Tusarkumarnaic
    @Tusarkumarnaic 8 месяцев назад

    Govt chakiria join darkar thik heichi👍👍👍

  • @sunilkumarsahoo5797
    @sunilkumarsahoo5797 Год назад

    Police ku suspended Kara Jau au arrest karajau, total bell pain mana karajau, taku jail diajau au Pura bahiskar karajau, total marriage jinisa sabu Saha tanka ra dasaguna intrest Saha recovery pakajau, au recovery nakale puni jail diajau tapare divorce deba pare ta pakharu monthly payment karajau, ta gharaku vigilance crime branch pathajau

  • @gurucharansahu7290
    @gurucharansahu7290 7 месяцев назад

    ମା ଗିହା କୁ ଘୋଷାଡ଼ି ପିଟିବା ଦରକାର

  • @nilamanidas1172
    @nilamanidas1172 Год назад

    Jay Jaganatha 🌹🙏🌹 Kai takuchadi gote gariba puaku bahahoiejauo.

  • @jatadhariparida7786
    @jatadhariparida7786 Год назад

    This lady looking very enocent

  • @RashmiRanjan-wu5dt
    @RashmiRanjan-wu5dt Год назад

    କଣ ପାଇଁ ତୁମେ ଚାକିରୀ କୁ, ବାହାହୁଥଲ ଗରିବ କୁ ଆଡେ ଜିବ

  • @chandrakantsutar2922
    @chandrakantsutar2922 Год назад +1

    This police should be punished as per law of our land....its very shameful that a COP is harassing his wife 😢

  • @sbs6388
    @sbs6388 Год назад +1

    Adha salary diajau

  • @parthabasahu9070
    @parthabasahu9070 2 месяца назад

    Sehi jhia ku nyaya milu

  • @durgakhuntia8251
    @durgakhuntia8251 11 месяцев назад

    policy ki fancy how

  • @KunaSahoo-c7s
    @KunaSahoo-c7s 3 месяца назад

    Mora sabu bapa maa mananku hatajodi anurodh kebehele nija swartha pain chakiria join karantu nahi nahale emiti dukha sabu ele dekhiba pain miliba

  • @ManineedehuryDehury-te9kk
    @ManineedehuryDehury-te9kk Год назад +5

    Very bad police babu

  • @SwarnapravaBehera-bk5nw
    @SwarnapravaBehera-bk5nw 11 месяцев назад

    Nyaya milu bhagaban