ମୁଁ kili Paul ଘରକୁ ଆସି ବହୁତ ବଡ ଭୁଲ କରିଦେଲି || Odia travel video Africa Tanzania 🇹🇿

Поделиться
HTML-код
  • Опубликовано: 6 сен 2024
  • ମୁଁ kili Paul ଘରକୁ ଆସି ବହୁତ ବଡ ଭୁଲ କରିଦେଲି || Odia travel video Africa Tanzania 🇹🇿

Комментарии • 3,7 тыс.

  • @mdrcreation8249
    @mdrcreation8249 Год назад +121

    ତା ପାଇଁ ପଇସା ଖର୍ଚ୍ଚ କରନି...... ଆମୋକୁ ସେଇ ପଇସା ରେ ଭଲ ଭଲ ଜାଗା.... ଆଦିବାସୀ ମାନଙ୍କୁ ପଇସା ଦେଇକି video ତିଆରି କରିକି ଅମୋକୁ ଦେଖାଅ ❤❤

  • @hokule6515
    @hokule6515 Год назад +2335

    ଲବ ଭାଈ ଆଉ ମୁଁ ସାଙ୍ଗ ହେଇକି ସ୍କୁଲ ଯାଉଥିଲି । ବହୁତ୍ ଭଲ ପିଲା ଟା ତାକୁ ସମସ୍ତେ ଭଲ ପାଇବା ଦିଅ।

  • @BudhuramSingh-xl1vd
    @BudhuramSingh-xl1vd Год назад +83

    ଲଵ ଭାଇକୁ ଯିଏଵି ଭଲପାଓ ଗୋଟିଏ ଲାଇକ କରନ୍ତୁ,,👍👍👍👍👍

  • @mkrproductions8998
    @mkrproductions8998 Год назад +448

    ଭାଇ ଏତେ କଷ୍ଟ କରି ଭିଡ଼ିଓ ବନାଉଛନ୍ତି, ତାଙ୍କ ପାଇଁ like ଗୋଟେ ହଉ, ଆମେ ଓଡ଼ିଆ ଭାରି ବଢିଆ, 🙏ଜୟ ଜଗନ୍ନାଥ 🙏

  • @itssangramvlogs952
    @itssangramvlogs952 Год назад +959

    କେଉଁ କେଉଁ ମାନେ ଲବ ଭାଇ ଙ୍କୁ support କରନ୍ତି Like 👍🏻 କରିଦିଅନ୍ତୁ.

    • @Danishnaik-os6pq
      @Danishnaik-os6pq Год назад +5

      Se bhai kn pai ta pakha ku jai chi😡😡😡😡😡😡

    • @MGyana
      @MGyana Год назад +2

      👍

  • @sambitkumar628
    @sambitkumar628 Год назад +38

    ❤️ ଭାଇ ତମେ ଗୋଟେ ଭିଡ଼ିଓ ଦୁଇଟି ଭାଷାରେ କେମିତି Vlog କରୁଛ ସେଇ ଗୋଟେ Voice So Proud Of U ଲବ ଭାଇ ଜୟ ଜଗନ୍ନାଥ 🙏

  • @ajnnathnath4070
    @ajnnathnath4070 Год назад +211

    ସେଗୁଡା ଗୋଟେ ଚୁର ରେ ଭାଇ,ତୁମେ ଭାଇ ମାଡି ଚାଲ, ଜୟ ମୟୁରଭଞ୍ଜ, ଜୟ କିଚକେସ୍ୱରୀ

    • @Rishiofficial7305
      @Rishiofficial7305 Год назад +5

      ଜୟ ମା କିଚକେଶ୍ୱରୀ ❤

    • @backtofood8901
      @backtofood8901 Год назад +2

      I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba

    • @user-ls4er3yo6p
      @user-ls4er3yo6p Год назад +1

      Jay Maa Kichakeswari 💐🙏🙏🙏

  • @ranjitcreations6163
    @ranjitcreations6163 Год назад +97

    କିଛି କଥା ନାହିଁ ଭାଇ... ଦୁଃଖ କର ନାହିଁ ଆଗକୁ ଚାଲ ଆମେ ସମସ୍ତେ ଅଛୁ...ସତରେ ମୋତେ ବି ଦୁଃଖ ଲାଗିଲା.. ଜୟ ଜଗନ୍ନାଥ 🙏🙏

  • @oye_miku235
    @oye_miku235 Год назад +21

    ସେ kili କୁ କେହିବି ସପୋର୍ଟ କର ନାହିଁ total ସମସ୍ତେ ମିଶିକି ରିପୋର୍ଟ ମାର ତାର ଚର୍ବି ଅଧିକ ହେଇ ଗଲାଣି, ଭାଇ ତମେ ଆମର ଆଗକୁ ମାଡ଼ି ଚାଲ 🥰🥰god bless you bro🥰love from BBSR 🥰

  • @krushnadas3927
    @krushnadas3927 Год назад +67

    ଯେଉଁଠି ସମ୍ମାନ ନାହିଁ । ସେହି ଘରକୁ ଯାଅ ନାହିଁ ଭାଇ , ସେଠାକାର ଗରିବ ଦୁଖୀ ଲୋକ ମାନଙ୍କ ପାଖକୁ ଯାଅ , କି ଭଳିଆ ଜୀବନ ଯାପନ କରୁଛନ୍ତି । ତାଙ୍କ ଭିଡ଼ିଓ Share କଲେ ଆମେ ବହୁତ ଖୁସି ହେବୁ ... ଜୟ ଜଗନ୍ନାଥ

  • @ranima_pradhan_reel_Queen
    @ranima_pradhan_reel_Queen Год назад +155

    କିଛି କଥା ନାହିଁ ଭାଇ 😍 ଏମିତି ଭାଙ୍ଗି ପଡିଲେ ହେବନାହିଁ ଆଗକୁ ଆଉ କେତେ ସଙ୍ଗର୍ଷ କରିବାକୁ ପଡିବ ବାସ ମୋଜଭୁତ ବା ଦମ୍ଭ ଧରିକି ଥାଅ ସେ ତାର ଫଳ ପାଇବ ତମେ ସେଦିନ ଖୁସି ହେବ 🙏🏻🙏🏻

  • @sanjuktaroul4748
    @sanjuktaroul4748 Год назад +39

    ଆମ ଆଖି ଖୋଲିଦେଲ, ପ୍ରଭୁ ଜଗନ୍ନାଥ ତା ଗର୍ବ ଭଙ୍ଗିବେ ।

  • @sarbeswarasisa1810
    @sarbeswarasisa1810 Год назад +105

    ତାଙ୍କୁ ଦେଖା କରିବାକୁ ଯାଇ କାହିଁକି ଭାଇ ବାର ବାର ମନଦୁଃଖ କରି ଫେରି ଆସୁଛ ତମେ ଓଡ଼ିଶା ଆସ ତମକୁବି ବହୁତ ଲକ ଦେଖା କରିବାକୁ ଆସିବେ
    Support from koraput odisha ❤

  • @nirmalnjnirmal
    @nirmalnjnirmal Год назад +273

    ଜୟ ମା ତାରିଣୀ ସବୁବେଳେ ଏମିତି ଆପଣ ଙ୍କୁ ଆଗେଇ ନିଅନ୍ତୁ 🙏
    ଲବ ଭାଇ ପାଇଁ ଗୋଟେ like ହଉ

    • @suprobhat7609
      @suprobhat7609 Год назад

      ruclips.net/video/LrwQCgdrOS0/видео.html

    • @technicalboys2816
      @technicalboys2816 Год назад +1

      Sat kahuch

    • @durgeshpatra4498
      @durgeshpatra4498 4 месяца назад

      ପାଓଲ ଆମ ପ ଇସା ଚଳି ଆମକୁ ଲବ୍ ସେମିତି ହେଲେ ଆଗକୁ ବଢିବ କେମିତି ତାକୁ ଛାଡ଼ ଆପର ଠୁ ତାକୁ ଆମେ ଦେଖିବା ନାହିଁ

  • @bishnupadajena4779
    @bishnupadajena4779 9 месяцев назад +16

    ଲବ ଭାଇ ଆଗେଇ ଚାଲ। ଓଡ଼ିଶା ବାସୀ ତୁମ ସହିତ ଅଛନ୍ତି। Love you Bro.

  • @prakashve7649
    @prakashve7649 Год назад +77

    Kili Paul famous ହେଲା ପରେ ବହୁତ ଗର୍ବ ଅହଙ୍କାର କରୁଛି।ସେ ଏଇଟା ଜାଣିନି ଯେ ଭଗବାନ ଏ ସବୁକୁ ସହନ୍ତିନି ସମୟ ଆସିବ ଅନୁତାପ କରିବ। ଲଭ ଭାଇ ପାଇଁ ଗୋଟିଏ like କରନ୍ତୁ। 🙏ଜୟ ଜଗନ୍ନାଥ 🙏

  • @krishnavlog2.0405
    @krishnavlog2.0405 Год назад +188

    ଦୁଃଖ କରନି ଭାଇ ଆମେ ତମ ସହ ଅଛୁ

  • @Musicjunction382
    @Musicjunction382 Год назад +349

    କିଏ କିଏ Killi Paul କୁ ଗାଳି ଦେବ Like କର 🙏

  • @bikashjena7207
    @bikashjena7207 Год назад +253

    ଯଦି ବି ଆମ ଲବ ଭାଇ ସହ ତୁମେ ଏକ ମତ ଜୟ ଓଡିଶା
    Like here jai jaganath🚩🚩🚩🎉🎉🎉

    • @AamaGaonAamaMati
      @AamaGaonAamaMati Год назад

      ଜୟ ଓଡ଼ିଶା 🇮🇳🇮🇳🇮🇳

    • @KANHU_PATRA
      @KANHU_PATRA Год назад

      Jya Odisha

    • @kapilendramohanta9767
      @kapilendramohanta9767 Год назад

      ସେମାନେ ରାନୁ ମଣ୍ଡଳର ଜାତିଭାଇ ତାଙ୍କଠାରୁ ଆଉ କଣ ଆଶା କରୁଛନ୍ତି

    • @tapasraj8901
      @tapasraj8901 Год назад

      Bhai Jay Jagannatha
      Kichi asubidha nahin
      Se gote Balla loka

    • @sukantamallik4876
      @sukantamallik4876 Год назад

      Bhai comment re answer nehai debo bhai

  • @Zendarkx
    @Zendarkx Год назад +110

    killi pull କୁ ପଇସା ଦେଇନ ଭଲ ହେଇଛି ଜମାବି ଦେବା କଥା ନୁହଁ ❤

  • @suryakantaroutmanas3904
    @suryakantaroutmanas3904 Год назад +68

    ଭାଇ ରେ ପଇସା ନଥିଲେ କେହି ଚିହ୍ନିବେନି ପଇସା ହେଇଗଲେ ସେ କାହାକୁ ଚିହ୍ନି ପାରେନି ଜୟ ଜଗନ୍ନାଥ ଜୟ ଓଡି଼ଶା 🙏😍🙏

  • @lalitasingh9649
    @lalitasingh9649 Год назад +343

    ତାକୁ ପଇସା ନ ଦେଇ ଆମ ଓଡ଼ିଶାରେ ଯେଉଁ ଅସହାୟ ମଣିଷ ଅଛନ୍ତି ତାଙ୍କୁ ସାହାଯ୍ୟ କର ଭଗବାନ ତମଙ୍କୁ ଖୁସିରେ ରଖନ୍ତୁ

  • @KANHU_PATRA
    @KANHU_PATRA Год назад +55

    ଆମ ଲବ ଭାଇ ଙ୍କୁ ୨୦୨୪ ସୁଦ୍ଧା 1M heba ଦରକାର🎉❤❤❤❤❤❤❤❤❤❤❤❤

  • @sekharrouta9908
    @sekharrouta9908 Год назад +56

    That's why education is important for so called celebrity killi paul
    Keep it up brother ✨

  • @mixupdd...
    @mixupdd... Год назад +114

    କିଏ କି ସେ killi paul taku ଆମେ ଚିନିନାହୁଁ ଆମେ ଖାଲି ଜନକୁ ଚିନିଛୁ ସିଏ ହେଲେ ମୁଁ traveller ।।।।bhai full support for u 🤞🤞🤞💪💪💪💪🙏🏼 Jay Jagannath 🙏🏼❤️⭕❗⭕

  • @manojlituvlog
    @manojlituvlog Год назад +437

    ଯିଏ ମୋ comment ଟିକୁ ପଢୁଛ ଜଗନ୍ନାଥ ତାଙ୍କ ପରିବାର କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏

  • @kjr_toka_sk_purty_023
    @kjr_toka_sk_purty_023 Год назад +11

    ଭାଇ ବହୁତ୍ ଭଲ ଲାଗିଲା ❤❤ କେନ୍ଦୁଝର ପିଲା କିଏ ଅଛ like କର ❤️🥰🥰

  • @sumanmahanta9667
    @sumanmahanta9667 Год назад +5560

    Kili paul ର ଭିଡିଓ କୁ ଆମେ report ମାରିଦେଉଛୁ କିଏ କିଏ report ମାରିବା like kara

  • @mdqueen329
    @mdqueen329 Год назад +826

    ହଉ ଛାଡ 😏😏 ସେମାନେ ଆମ ପାଇଁ ତେଣୁ ଏଇଟା ବହୂତ ଭୂଳ କଲେ ଆମ ଓଡିଶା ରୂ କେହି ବି support ଦିଅନ୍ତୂ ନାହିଁ. Jai jagannath 🙏❤️❤️❤️

  • @cfww1984
    @cfww1984 8 месяцев назад +6

    I love my odisha..

  • @PS-CREATION.96
    @PS-CREATION.96 Год назад +985

    ବଡ଼ ଦୁଃଖର ବିଷୟ, ଭାଇ ତମେ ଆଗେଇ ଚାଲ ତମ ସହ ଆମେ ଅଛୁ, କଟକ ଓଡ଼ିଶା. ❤️we always support you brother 😊

  • @nirmalranjansahoo2410
    @nirmalranjansahoo2410 Год назад +313

    କିଲି ପଲ ପାଇଁ ଯାହା ଭାବନା ଥିଲା ପୁରା change ହେଇଗଲା 😢 ଲବ ଭାଇ ର ଅପମାନ ମାନେ ପୁରା ଓଡ଼ିଆ ଜାତି ଓ ଲୋକମାନଙ୍କର ଅପମାନ , ତୁମେ ଆଗେଇ ଚାଲ ଆମେ ତୁମ ସହ ଅଛୁ ..କିଲି ପଲ ସହିତ ନୁହେଁ

  • @baikunthasabar3267
    @baikunthasabar3267 11 месяцев назад +4

    ସତ କଥା ଭାରତ ପାଇଁ ସେ ଏତେ ଆଗକୁ ଗଲା ଆଉ ଏବେ ଅହଙ୍କାର ଆସିଗଲା

  • @itssangramvlogs952
    @itssangramvlogs952 Год назад +29

    କିଲି ପୌଲ ଅହଂକାରୀ ହେଇଗଲାଣି ଆମେ କେହି ବି ତାକୁ support କରିବୁନି ଆଉ 👍🏻.

  • @manojanandamandal9003
    @manojanandamandal9003 Год назад +636

    ଚିନ୍ତା କର ନାହିଁ ଭାଇ.. 🥺....ପ୍ରଭୁ ଜଗନ୍ନାଥ ଆପଣଙ୍କ ହୃଦୟରେ ଅଛି ❤️💕
    .... 🌍🌍🌍 ଜୟ ଓଡିଶା ଜୟ ସାନ୍ତାଳୀ... 😊

  • @divyadishasahoo3657
    @divyadishasahoo3657 Год назад +42

    Everything is fine but be it a lie or an excuse u should respect every one's space and time,if he doesn't want to meet you thn it's okay .But don't say something rude for tht person.❤️

    • @DebapriyaSahoo-sc6yy
      @DebapriyaSahoo-sc6yy Год назад +2

      He should not charge $2500 for one meeting. If he didn't want to meet laba then it is okay but he can't charge him only for one meet. We the people of India supported him and he is charging 4 lakh to meet an Indian

    • @sankarpradhan3486
      @sankarpradhan3486 Год назад

      True ❤

  • @sundar_mohan
    @sundar_mohan Год назад +109

    ସେ ନିଜକୁ କଣ ବୋଲି ଭାବୁଚୁକି don't worry ଭାଇ ଆମେ ତୁମ ସହିତ ଅଛୁ, ଜୟ ଜଗନ୍ନାଥ, ଆମେ ଓଡ଼ିଆ ଭାରି ସ୍ଵାଭିମାନୀ...

    • @happylucky4839
      @happylucky4839 Год назад

      😂😂😂

    • @pragyandash4221
      @pragyandash4221 Год назад +1

      😂

    • @sharmisthasahoo4638
      @sharmisthasahoo4638 Год назад

      Kalia pechha😂🤣🤣🤣😆😆😆😆

    • @Pihu523
      @Pihu523 Год назад +2

      Kalia pecha kana pain kahuchha bhai, seita bodyshaming, racist. Tame jou Jagannathankara jaya hau boli lekhichha sie b kalia. Ame samaste tanku snehare kalia kahu.

    • @asnaa3662
      @asnaa3662 Год назад

      Moro manare gote prasna
      Je kill Paul pai atee raga kahiki au iyee asliyat re kiyee
      Please moro doubt clear Kariba ki

  • @AdibasiVloger
    @AdibasiVloger Год назад +147

    ତୁମେ ଠିକ କହିଲ ଭାଇ... ମଣିଷ femous ହେଲା ପରେ ଗର୍ବ ଆଉ ପଇସା କୁ ଲୋଭ କରେ....😢😢😢😢😢😢😢କିନ୍ତୁ kili poll ଯାହା ତୁମେ କରିଲ ତୁମେ ଦିନେ ନା ଦିନେ... ପସ୍ତେଇବ...

    • @St.talking
      @St.talking Год назад +7

      Odia song re reels kole strike mariba

    • @suprobhat7609
      @suprobhat7609 Год назад

      ruclips.net/video/LrwQCgdrOS0/видео.html

    • @kharpahansda2973
      @kharpahansda2973 Год назад +3

      Ame b ready achhu. Just wait for odia songs reels.

    • @backtofood8901
      @backtofood8901 Год назад +1

      I agree with you bhai. But ae youtuber baki odisha youtuber ku kete help kariba dekhiba. Ea b Ranga dekheiba

    • @AdibasiVloger
      @AdibasiVloger Год назад +2

      @@backtofood8901 mu laba bhai ku parsanaly katha haichi... Laba bhai... Kebe bi ego auu garba karanti nahi... Samastanka sahita bhala re katha huanti❤🙏🏿

  • @salkhanhansda4833
    @salkhanhansda4833 Год назад +21

    Don't worry Laba bhai.. once you will be good Celebrity then Kili Paul will miss you.
    ଲବ ଭାଇ ତୁମେ ହିଁ ଆମ ପାଇଁ Celebrity..
    ଅନ୍ୟ celebrity ଙ୍କ ପଛରେ ପଡ଼ିବା ଦରକାର ନାହିଁ।

  • @manojmohanta5601
    @manojmohanta5601 Год назад +108

    ଦୁଃଖ କରିବାର ନାହିଁ ନିଜ କର୍ମରେ ଅଗ୍ରସର ହୁଅ ନିହାତି ସଫଳତା ମିଳିବ.. ତୁମେ କିଲି ପୋଲ ପାଖରୁ ବେଶୀ ଫେମସ ହୋଇଯିବ ❤

  • @yashmishra9692
    @yashmishra9692 Год назад +24

    ଭାଇରେ ମୁଁ ଭାବୁଥିଲି ସେ ତା wife କିନ୍ତୁ ଜାଣିଲି ତା ଭଉଣୀ ସେ ଯାହା ହେଉ ତମ ମାଧ୍ୟମ ରେ ଜାଣି ପାରିଲି
    N u don't worry ଆଗକୁ ମାଡ଼ି ଚାଲ
    ଜୟ ଜଗନ୍ନାଥ 🙏

  • @activetraveller
    @activetraveller Год назад +6

    Laba Bhai you are very simple and good man. Many days before we had an discussion about my Africa trip. You explained so nicely by calling me even in your busy schedule
    I welcome you if you will come to Koraput
    Thanks

  • @tikimapradhan4449
    @tikimapradhan4449 Год назад +35

    ବେସି ଦୁଃଖ ଲାଗିଲା ଭାଇ।
    କଣ କରିବା, ଆମେ ତମରି ସାଙ୍ଗରେ ଅଛୁ।

  • @chintu-cartoon-world
    @chintu-cartoon-world Год назад +28

    ଯଦି ଆମେ ପ୍ରକୃତ ରେ ଓଡ଼ିଆ ତାହାହେଲେ ଆଉ kili paul video ଦେଖିବା ନାହିଁ ଯଦି ବି short feed re ଅସୁଚି ତାହାହେଲେ Dislike te ଦବା। Love you Laba Bhai always support you ❤

  • @CB-tt8sk
    @CB-tt8sk Год назад +4

    Jay jagannth Aama Odiya Bhai proud of You Bhai I am Bengali From Odisha. A mane emiti janinathili Lots of thanks bro.

  • @debasishpatra1090
    @debasishpatra1090 Год назад +29

    ଭାଇ ହିନ୍ଦୀରେ ଗୁଟେ ତାର ଭିଡିଓ ବନାନ୍ତୁ ତା ବିଷୟରେ ଆମ ଭାରତ ଲୁକ ଜଣାନ୍ତୁ ତାର ବ୍ୟବହାହାର କେମିତି ଜୟ ଜଗନ୍ନାଥ

    • @ankitasam2.0
      @ankitasam2.0 Год назад

      ruclips.net/video/8zlEo0zG4Rw/видео.html

    • @storylifejps
      @storylifejps 5 месяцев назад

      Yes ବନେଇବା କଥା

  • @Manojbalikuda
    @Manojbalikuda Год назад +68

    ଆଜି ଯଦି କିଲିପୁଲ ଷ୍ଟାର ହେଇଛି କେବଳ ଇଣ୍ଡିଆ ଲୋକଙ୍କ ଦୌରା ମନ ଦୁଃଖ କରନି ଜୟ ଜଗନ୍ନାଥ

    • @akshaypradhan40
      @akshaypradhan40 Год назад

      Ki bala star ho . Se sala kie mu kai janini ka🙂😆🙂😆🙂

  • @gourisankarmohanty6761
    @gourisankarmohanty6761 Год назад +104

    Brother Jay Jagannath, I must know that you love the God of Jagannath very much in heart. Brother don't request the froud Kili Paul. Not necessary, you may proceed on your destiny. God bless you. Always keep smiling & energetic on your self.

  • @trueindian4887
    @trueindian4887 Год назад +34

    ଏଇ ତ ସଂସାର ରୀତି ......ଏମିତି ହୁଏ ଭାଇ , ମନ ଦୁଃଖ କରନା । ତୋ ମୁହଁରୁ "ଜୟ ଜଗନ୍ନାଥ" ନାଁ ଟା ଶୁଣିଦେଲେ ଲାଗେ ଯେମିତି ମୋ video ଦେଖିବାଟା ସାର୍ଥକ ହେଇଗଲା । ମନରେ ଓଡିଆ ପୁଅ ହେବାର ଗର୍ବ ଅନୁଭବ ହୁଏ। ଜୟ ଜଗନ୍ନାଥ ଭାଇ ,take care 👍

  • @prakashmahakud1702
    @prakashmahakud1702 9 месяцев назад +4

    ବହୁତ ସୁନ୍ଦର ପ୍ରୟାସ 💐🤞

  • @pratimabehera7830
    @pratimabehera7830 Год назад +78

    ପୁଅ ତୁମ ଉପରେ ଜଗନ୍ନାଥ ଙ୍କ କୃପା ରହିଥାଉ ସବୁ ଜାଗା ସଫଳ ହୋଇ ଓଡିଶା ଆସ

  • @chandramanimahanta8332
    @chandramanimahanta8332 Год назад +24

    କିଛିକଥା ନାହିଁ ସାନ ଭାଇ ଲଭ୍
    ଆମେ ଅଛୁ ତୋ ସାଙ୍ଗରେ, ସେଇଥି ପାଇଁ ଆଫ୍ରିକା ଲୋକ ମାନେ କାଙ୍ଗାଳ ହୋଇ ରହିଛନ୍ତି

  • @mpsakshaypradhan8499
    @mpsakshaypradhan8499 Год назад +20

    Salute to you bro for your enthusiasm and courage . Visiting Tanzania and that too to his village is itself a great achievement .

  • @pratimabehera7830
    @pratimabehera7830 Год назад +36

    ଆମ ଓଡିଶା ମାଟି ର ପୁଅ ଏତେ କଷ୍ଟ କରି ସେ ଯାଇ ନିରାଶ ହୋଇ ପେରିବା ବଡ ଦୁଃଖ ଦାୟକ ଆମେ ବି କହୁଚୁ ପୁଅ ଏଥିରେ ଭାଙ୍ଗି ନ ପଡି ଆଗକୁ ଯାଅ ଦିନ ସେ ତୁମକୁ ଦେଖା କରିବାକୁ ଆସିବ ଯେଉଁ ମାନେ ପୁଅଟିକୁ support କରୁଛ ଗୋଟେ like ଦିଅ

  • @rinamaawithfamilyvlog
    @rinamaawithfamilyvlog Год назад +194

    ଧନରେ ଵିଡୁଓ ଦେଖି ବହୁତ ଖୁସି ଲାଗିଲା ଆଗକୁ ଆଗକୁ ଯାଅ ଠାକୁର ସମସ୍ତ କୁ ଭଲ ରେ ରଖନ୍ତୁ ମିସ୍ ୟୁ ❤❤

  • @user-nandu143
    @user-nandu143 5 месяцев назад +1

    Jay Jagannath Laba bhai tume sabu desha bidesha buli paruchha ❤❤❤se thankyou

  • @user-xy1be3ij3n
    @user-xy1be3ij3n Год назад +6

    ବହୁତ୍ ବଢିଆ ଭାଈ ଆପଣଙ୍କ video ବହୁତ୍ ଭଲ ଲାଗୁଚି ଏମିତି video ସବୁବେଳେ ବନାଓ ଆଓ ଜଗନ୍ନାଥଙ୍କ ପାଖରେ ମୋର ପ୍ରାଥନା ବହୁତ୍ ଆଗକୁ ଯାଅ

  • @bijayanandamahanta9600
    @bijayanandamahanta9600 Год назад +12

    ଲବ ଭାଇ ଦୁଃଖ କରିବ ନାହିଁ ତମର କର୍ତ୍ତବ୍ଯ ତମେ କରିଛ ତାର ବହୁତ ଗର୍ବ ହୋଇଗଲା

  • @aliemons9106
    @aliemons9106 Год назад +2

    Odisha re ete tallented loka achanti hele tamaku ta bada bada star mana nka saha video kariki viral habara achi.. Do search for real tallent & promote them.. it ll help to grow the odisha..

  • @Adityafoodandvlogs
    @Adityafoodandvlogs Год назад +6

    ହଉ ମନ ଦୁଃଖ କରନାହିଁ ବହୁତ ଆଗକୁ ଯାଇ ମଧ୍ୟ ଖୁସିରେ ଦେଖା କରିଥିଲେ ଖୁସି ଲାଗିଥାନ୍ତା ଏବେ ଲାଗୁଚି ଆମରି ଭାରତୀୟ ଙ୍କ ପ୍ରିୟ ସେ ପୁଣି ଦେଖା କଲେନହିନ୍ ଯେତେ ଅହଙ୍କାରୀ ଯେତେ ସ୍ୱାର୍ଥ ପର ହଉ ପୁଅ ଛାଡ଼ ମନ ଦୁଃଖ କରନି ❤❤❤❤

  • @kunaVlog933
    @kunaVlog933 Год назад +18

    100% TO 100% Really bro ପୁରା ଶତକଥା ଭାଇ 😢 💸 ପଇଶା ତାଙ୍କ ରଙ୍ଗ ବଦଲେଇ ଦେଇଛି ରେ ଭାଇ 🤬🤬🤬 ତାଙ୍କୁ ଓ ତାଙ୍କ ରଙ୍ଗ କୁ 🤬🤬🤬

  • @udayhoriom1005
    @udayhoriom1005 4 месяца назад

    ❤ଭାଇ ବହୁତ ସୁନ୍ଦର ହୋଇଛି ଧନ୍ୟବାଦ ନୂଆ ଦୃଶ୍ୟ ନୂଆ ଜାଗା ଆମକୁ ଦେଖାଇ ଛନ୍ତି ଧନ୍ୟବାଦ

  • @PRAMILARANA-kd4sr
    @PRAMILARANA-kd4sr Год назад +10

    ଅତି ଗବୈ ହତ ଲକାଂ, ମନ ଦୁଃଖ କରନି ଭାଇ, ତମେ ଆମ ପାଇଁ କଉ ସେଲିବ୍ରିଟି ଠୁ କମ୍ ନୁହଁ, ତମେ ତା ପାଖକୁ ଆଉ କେବେବି ଜୀବନ, କିଲି ପାଉଲ ର ବେସି ଲୋଭ ଆଉ ଗର୍ବ ହେଇଗଲାଣି, ଆମ ଭାରତ ଆଉ ଓଡ଼ିଶା ର ଗୀତରେ ଭିଡିଓ ବନେଇ ଫେମସ୍ ହେଇକି ଆମ ଭାରତ ଆଉ ଆମ ଓଡିଆ ପୁଅକୁ ଦେଖା ବି କଲାନି, ଏତେ ଉପରକୁ ଉଡୁଛି ନା
    କାହାକୁ ଖାତିର କରୁନି, ଏମିତି ସମୟ ଆସିବ ମାଟି କାମୁଡି ତଳେ ପଡିବ, ଉାଇ ତେମେ ଆମପାଇଁ ଆଲଗା ଭିଡିଓ ବନାଅ, ବହୁତ ଆଗକୁ ଯାଅ, ସଫଳତା ଶିର୍ଷ ରେ ପହଞ୍ଚ, ଆମ ମାନଙ୍କ ଭଲ ପାଇବା ଆଉ ଆଶୀର୍ବାଦ ସବୁବେଳେ ତୁମ ସାଥୀରେ ଆଛି, ଜୟ ଜଗନ୍ନାଥ ଜୟ ମା ତାରିଣୀ🙏🙏

  • @ashokbhuyan8602
    @ashokbhuyan8602 Год назад +10

    So sad ଲବ ଭାଇ ତୁମ ମନ ବହୁତ୍ ବେଶୀ କଷ୍ଟ ହେଇଛି... 😔 ତେଣୁ ଆଜିଠୁ ତାହା ଭିଡ଼ିଓ ଦେଖିବାକୁ ପାଇଂ ବନ୍ଦ କରିଦେବୁ ..Don't Worry ଲବ ଭାଇ ଖୁସିରେ ରୁହ.. God bless U❤️❤️

  • @shradhaaradhyasambalpurivlogs
    @shradhaaradhyasambalpurivlogs 3 дня назад

    ଜୁହାର ଭାଇ ମୁଁ ତମର ନୁଆ Subscriber ମୋ ତରଫ୍ ରୁ Biggest congratulations🎉🎉🎉🎉 1M Subscriber ପାଇଁ 🎉🎉🎉🎉🎉Maa samalei bless u ❤

  • @abhiseksatpathy9540
    @abhiseksatpathy9540 Год назад +251

    Bhai we love your innocence, keep it up!! One day u will achieve more heights than Kili Paul.
    Jay Jagannath 🙏

  • @TaniTanveerTribal
    @TaniTanveerTribal Год назад +20

    Ok ଭାଇ ଆମେ ସବୁବେଳେ tuma ସହିତ ଅଛୁ ll ମନ ଦୁଃଖ କରନ୍ତୁ ନାହିଁ ❤❤❤❤

  • @Dailylife529
    @Dailylife529 Год назад +3

    Don't worry, leave them you carry on your own. Bahut baddhia 🎉

  • @trilochanbeheratrilochanbe0507
    @trilochanbeheratrilochanbe0507 Год назад +15

    ଭାଇ ସାରା ଓଡ଼ିଶା ତମ ସାଙ୍ଗରେ ଅଛନ୍ତି କିଛି ଚିନ୍ତା କରନି ମୋର ତରଫରୁ ❤❤❤❤❤❤❤❤❤❤❤❤❤❤❤❤ like and comment ସମସ୍ତ ଙ୍କ ବିଶ୍ୱାସ ଚିନ୍ତା କରନି ❤❤😂😂

  • @soumyaranjannayak6612
    @soumyaranjannayak6612 Год назад +51

    Good job brother more important in this type of people do your job achieve your dreams ❤❤

  • @kishorchandra4980
    @kishorchandra4980 5 месяцев назад +1

    Tme ama pai valuable but value jahara se deyuni se kn value able hobo..... love 💓😘 u bhai jai jagannath

  • @sngnlboys
    @sngnlboys Год назад +6

    Love Frome -ମୟୂରଭଞ୍ଜ ❤

  • @ll_monalisha_ll
    @ll_monalisha_ll Год назад +14

    Laba bhai nka pain gote like heijau 😉❤️

  • @professionalsound814
    @professionalsound814 Год назад +1

    ଆରେ ସମସ୍ତେ killi poul video ରେ #indboycutpoul lekha

  • @itssangramvlogs952
    @itssangramvlogs952 Год назад +118

    Kili Poul ର ବହୁତ ଗର୍ବ ହେଇଗଲାଣି ଦୟାକରି ଓଡ଼ିଶା ରୁ କେହିବି Support କରନି. ଓଡ଼ିଶା ରୁ ପିଲା ଦେଖା କରିବାକୁ ଗଲେ ସେ ଦେଖା କରିବାକୁ ଚାହୁଁନି. 🙏🏻 ଉଦାହରଣ ଆମ ଓଡ଼ିଶା ର International Vlogger ମୁଁ Traveller (Laba Hansda) ଙ୍କୁ ଦେଖା କଲେ ନାହିଁ.

  • @chhabilajani
    @chhabilajani Год назад +4

    ଭାଇ ଅତି ଦୁଃଖର ବିଷୟ ମାତ୍ର ତୋମେଯମା ଆର ମାନିବାଲୋକ ନୁହେଁ। ବହୁତ ବହୁତ ଧନ୍ୟବାଦ

  • @tapankumarp8890
    @tapankumarp8890 Год назад +21

    ଭାଈ ଭଲରେ ଥାଅ ଭଗବାନ ତୁମକୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ

  • @aashiqboyhembram
    @aashiqboyhembram Год назад +6

    ମାଡ଼ି ଚାଲ ଲବ bhai ବହୁତ୍ ଆଗକୁ ଯିବ jay jagarnnath ❤❤

  • @GeetanjaliSatapathy03
    @GeetanjaliSatapathy03 Год назад +1

    You Are Pride Of Odisha Dear🥰 You have a Real Divine Soul U Know Dear. Lord Jagannth Bless You 😇🙌🙌🙌😍

  • @dev4999
    @dev4999 Год назад +8

    ଦୁଃଖ କରନି ଭାଇ ମୁଁ promise karuchi se ଶଳା କିଲି ର ସବୁ vdo re paisa lobhi comments debi,u don't worry bro , it's ok

  • @tapanworld
    @tapanworld Год назад +73

    Don't worry Bhai now a Day Ur a Big Celebrity of Our Odisha ❤❤❤❤
    Ur a inspiration for all youngsters ... I hope one day i will meet you

  • @abhisheknaik7679
    @abhisheknaik7679 14 дней назад

    Nice ଭିଡିଓ ଭାଈ ଆଗେଇଚାଲ ଖୁସି ରେ ରୁହ ❤

  • @subhashreebehera9783
    @subhashreebehera9783 Год назад +11

    ଜୟ ଜଗନ୍ନାଥ .......ଓଡ଼ିଆ ବlସି ସମସ୍ତେ ତମ ସହିତ ଅଛନ୍ତି.....❤

  • @Adarsh_933-b1f
    @Adarsh_933-b1f Год назад +6

    ପୁରୀ ର ଯେତେ ଵୀ ସାଙ୍ଗ ମାନେ ଦେଖୁଛନ୍ତି like kara 👍 jay jagannath 🙏❤

  • @freestyleavidancer4373
    @freestyleavidancer4373 4 месяца назад

    Kili paul ku vhetile love bhai ..im very excited for you aponi ta pura virl oledy heisariloni ..india bahire jiki wastendi plyar sahito bheto helo ni ..mu full support agoku madhi chalo dua main yaad rakhna 🙏 har har mahadev 🙏

  • @BIRBALSINGH-qw2pk
    @BIRBALSINGH-qw2pk Год назад +4

    ଲବ ଭାଇ କିଲି ପାଉଲ୍ ଘରକୁ ତୁମେ ପାଇଥିଲ ସେଇଟା ଆମ ପାଇଁ ବହୁତ ଖୁସିର କଥା କିନ୍ତୁ ସେ ଘରେ ଥାଇକିବି ତୁମକୁ ଦେଖା ଦେଲା ନାହିଁ, ଏହି କଥା ଜାଣିଲା ପରେ ବହୁତ୍ ଦୁଃଖ ଲାଗିଲା, ସତରେ ଲବ ଭାଇ କିନ୍ତୁ ଆମେ ତୁମ ପାଇଁ ସବୁ ବେଳେ ବହୁତ୍ ଖୁସି ଅଛୁ ଆଉ ସବୁ ବେଳେ ଖୁସିରେ ରହିବା କିନ୍ତୁ ତୁମେ ମନ ଦୁଃଖ କର ନାହିଁ ତୁମେ ତୁମ ତରଫରୁ ୧୦୦% ଚେଷ୍ଟା କରୁଥିଲ କିଲି ପାଉଲ କୁ ଦେଖା କରିବା ପାଇଁ ଆଉ ତୁମେ ହାରିନ ତୁମେ ଜିତି ଯାଇଛ କାହିଁକି ନା ତୁମେ ତୁମର BEST ❤❤ଦେଇଥିଲ l କଣ କରିବା ବହୁତ୍ ଦୁଃଖର କଥା ଯେ ଆମେ ଯେଉଁ ମାଟିରେ ଜନ୍ମ ନେଇଛୁ ସେଇଠି ହିଁ ମିଶିଯିବା ତେଣୁ କିଲି ପାଉଲ ଭଳି ଲୋକ ମଧ୍ୟ ନିଜ ଗର୍ବ ରେ ନିଜେ ହିଁ ତଳକୁ ଖସି ଯିବ,, ଏତେ ଗର୍ବ ଦେଖେଇବାର ନଥିଲା ସେ ଭୁଲି ଯାଉଚି ଯେ ଯେଉଁମାନଙ୍କ ପାଇଁ ଆଜି ସେ ଏତେ ଉପରକୁ ଯାଇ ପାରିଛି ସେଇଠୁ ଖସିବାକୁ ତାକୁ ବେଶୀ ସମୟ ଲାଗିବନି ତେଣୁ ଯିଏ ଯେମିତି କରିବ ସେ ସେମିତି ହିଁ ପାଇବ ତା ମାନେ ନୁହଁ ଯେ ସେହି ଭଳି କାମ କରି ସମସ୍ତଙ୍କ ପାଇଁ ହିର ପାଲଟି ଯିବ ଏହା ତ କଦାପି ସମ୍ଭବ ନୁହଁ ତେଣୁ ଯାହା ହେଲା ଛାଡ଼ି ଦିଅ ଆମ ପାଇଁ ତୁମେ କେତେ କଷ୍ଟ ଉଠେଇ, କେତେ ପଇସା ଖର୍ଚ୍ଚ କରି ତାକୁ ଦେଖା କରିବାକୁଯାଇଛ ତାହା ମଧ୍ଯ ନିଜ ପାଇଁ ନୁହଁ କେବଳ ଆମରି ପାଇଁ ତେଣୁ ସତରେ ଲବ ଭାଇ ତୁମେ ଆମ REAL HERO 💜 ❤️ 💜 ❤️ ଆମେ ସବୁ ବେଳେ ତୁମପାଇଁ ପ୍ରଭୁ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ଠାକୁର ଙ୍କ ପାଖରେ ଆମର ଏହାହିଁ ପ୍ରାର୍ଥନା ଯେ ତୁମକୁ ପ୍ରଭୁ ସଦା ସର୍ବଦା ଖୁସିରେ ରଖନ୍ତୁ ଦୀର୍ଘାୟୁ କରନ୍ତୁ ଏବଂ ତୁମକୁ ପ୍ରତିଟି ବାଧା ବିଘ୍ନ ରେ ସାହା ହୁଅନ୍ତୁ ଶକ୍ତି ଦିଅନ୍ତୁ ❤❤❤❤❤❤

  • @prasantamallick4357
    @prasantamallick4357 Год назад +35

    Bhai Don't give them more importance.. because they don't know how to give respect to their fans.Great job doing my brother Love...keep it up🥰

  • @pitabassahu7369
    @pitabassahu7369 Год назад +2

    🎉🎉🎉im very much Glad to see you at kilpoul s home,,as you are from odisha...I'm from odisha puri,,,

  • @monalisachampatiray2249
    @monalisachampatiray2249 Год назад +18

    Don't get disheartened brother because of kili paul. I wish you will achieve high level status better than him. People like them will be looking for you. So keep going on. You are really doing good 👍🏻 which we are not aware of it in detail. Hats off 👏 to you. 🙌 👏👏🥰👍🏻👍🏻JAI JAGANNATH 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @dr.surendranathdash8861
    @dr.surendranathdash8861 Год назад +47

    Don't give him much importance. U are doing best . May God bless you.

  • @stylishboymiku8314
    @stylishboymiku8314 Год назад +11

    Kili Paul ଆମ ଇଣ୍ଡିଆ ପାଇଁ Femous ମୁ Request କରୁଛି ମୋର ସବୁ ଭାଇ ଆଉ ଭଉଣୀ କୁ କେହି ବି (କିଲି ପାଉଲ୍)
    Like comments କରନ୍ତୁ ନାହିଁ

  • @rasanandasahu6758
    @rasanandasahu6758 Год назад +11

    ଦୁଃଖ କରନା,ଭାଇ | ସେମାନେ ଯେମିତି ଉଠିଛନ୍ତି ସେମିତି ଖସିବେ | ଅପେକ୍ଷା କର |

  • @MahalaMandaa
    @MahalaMandaa Год назад +31

    ମୁଁ ହେଇଥିଲେ କୀଳୀ ପଲ୍ ଘର ବାହାରେ ହଗୀ ଦେଇ ଆସିଥାନ୍ତି 😂
    ଲବ ସାରେ ତମେ କିଲିପାଳ ଚଡି ନେଇକି ଆସିଥାନ୍ତା,ଦେଖିବା କିଳିଇ କେମିତି ବିନା ଚଡି ରେ ଭିଡିଓ କରିବ 😢

  • @prustysaurabh
    @prustysaurabh 5 месяцев назад

    In Tanzania they have Jaganath Temple by ISCKON.....try to visit that too....They can participate in Rath Yatra....

  • @kunameher5060
    @kunameher5060 Год назад +16

    ଜୟ ଜଗନ୍ନାଥ ଭାଇ, ଆପଣଙ୍କ ପ୍ରୟାସ ଏମିତି ଜାରିଥାଉ ଆଉ ସମସ୍ତଙ୍କୁ ଖୁସି ବାଣ୍ଟି ଚାଲନ୍ତୁ

  • @sanjanadas1237
    @sanjanadas1237 Год назад +36

    ମୁଁ ତମ ସାଗରେ ଅଛି ଆମର ଯେତିକି ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଅନୁରୋଧ please like share comment କର ଏହି ଆମ ଓଡ଼ିଆ ଭାଇକୁ

    • @rajeshstar8432
      @rajeshstar8432 Год назад

      କଉ ସାଗ ଭାଜି ସାଗ ନା ସଜନା ସାଗ 😂😂😂

  • @sorrybro8413
    @sorrybro8413 Год назад +2

    Love From ODISHA ❤️❤️

  • @nandinimalik7421
    @nandinimalik7421 Год назад +10

    Jay jagannath 🙏🙏 , god bless you vai sabubele Khushi re rahiba vai , enjoy your life and happy journey vai

  • @spb2111
    @spb2111 Год назад +5

    ସାଙ୍ଗ ମାନେ ଆମେ କିଲିପୁଲିର ଯଦି ଖାଲି ଓଡ଼ିଶାରେ 100000 subscribe kamei dele ହୁଅନ୍ତାନି

  • @prittamgenix
    @prittamgenix Год назад +1

    Laba bhai Juhar 🙏keep it up from Mayurbhanj Baripada .Don't worry bhai ,we are always with you. All are like bro & sist.