ସୋସିଆଲ ମିଡ଼ିଆ trending Boy "ଟେଙ୍ଗେ ଟେଙ୍ଗେ" ସହ ଦେଖା ହେଲା || meet with tange tange Viral boy

Поделиться
HTML-код
  • Опубликовано: 29 янв 2025

Комментарии • 4,9 тыс.

  • @MuTraveller
    @MuTraveller  10 месяцев назад +4625

    ମୋ କାମ ସରିଲା ଏବେ ଆପଣମାନଙ୍କର ପାଳି ସେୟାର କରନ୍ତୁ 🙏🙏🙏

  • @sudhirmpm7488
    @sudhirmpm7488 10 месяцев назад +3404

    ସାରା ପୃଥିବୀ ର ଲୋକ ତାକୁ କେହି ଧରି ପାରୁନଥିଲେ ଆମୋ ଓଡ଼ିଶା ହିରୋ ଲବ ଭାଇ ଧରିଛନ୍ତି ❤❤❤❤❤❤❤

  • @lipakkumar7056
    @lipakkumar7056 10 месяцев назад +109

    ମାଡି ବସିଛି ସେ tenge tenge କୁ... Sabas

  • @rajeshcreation9426
    @rajeshcreation9426 10 месяцев назад +319

    ଓଡ଼ିଶା ରୁ ଯିଏ ଦେଖୁଛ-ଜୟ ଶ୍ରୀ ରାମ 🚩🔥🚩

  • @Madhasoren459
    @Madhasoren459 10 месяцев назад +1643

    କିଏ କିଏ ଚାହୁଁଛ tenge tenge video 1million ହେବ ବୋଲି ଯଉ ମାନେ ଚାହୁଁଛ ଗୋଟିଏ ଲେଖାଏଁ ଲାଇକ କର ❤❤❤

    • @ALLSANTALIROMANTICSONG
      @ALLSANTALIROMANTICSONG 10 месяцев назад

      Mu

    • @Cuttack.toka.2891
      @Cuttack.toka.2891 10 месяцев назад +1

      Kahara koi chinta tame magia kete ta acha bala khali like kara kai chodi houcha

    • @nijolokoferozbhai7909
      @nijolokoferozbhai7909 10 месяцев назад

      ​@@Cuttack.toka.2891...tu

    • @Krishnamusic112
      @Krishnamusic112 10 месяцев назад

      😂😂​@@Cuttack.toka.2891

    • @badalbhai659
      @badalbhai659 10 месяцев назад

      ଆପଣ ଟେଙ୍ଗେ ଟେଙ୍ଗେର ସମ୍ପର୍କରେ କ'ଣ ହୁଅନ୍ତି..?

  • @JesusLoveyou
    @JesusLoveyou 10 месяцев назад +218

    ମୁଁ ଚ୍ୟାଲେଞ୍ଜ ମାରୁଛି ଲବଭାଇଙ୍କ ପରି ଏତେ ପ୍ରେମି ଏତେ ସରଳ, ଏତେ ସାହସିକ ମେଳାପୀ ମଣିଷ ଅଭିନୟ ନୁହଁ ସବୁ ଦେଶର ସଂସ୍କୃତି,ଖାପଖୁଆଇ ଆମ ଓଡିଶାର ତଥା Indiaର Talented ଦେଖାନ୍ତି। ଏହିପ୍ରକାର କୌଣସି Youatuber ସାରା ବିଶ୍ବରେ ଜଣେସୁଧା ମିଳିବ ନାହିଁ।
    Thank you Laba Bhai for Your Talented ❤❤👍👍👍🙏🏻🙏🏻🙏🏻👌
    God bless you

  • @sudarsanmallick1923
    @sudarsanmallick1923 10 месяцев назад +409

    ଲବଭାଇଙ୍କର ଗୋଟିଏ ମହାନ ଗୁଣ କଣ ଜାଣ କି ? ଆଳୁ ପରିବା, ସବୁ ପରିବାରେ ମିଶିଯିବେ, କହିବାର ଅର୍ଥ ଯୋଉ ଦେଶକୁ ଯିବେ ସେହି ଦେଶର ଲୋକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିପକାନ୍ତି.ଏହି ଗୁଣ ବିଶ୍ବରେ କାହା ନିକଟରେ ନାହିଁ କହିଲେ ଚଳେ।ପୁରା "ନିଜର" ଓଡିଶାବାସୀ ଭାବରେ ମୁଁ ଗର୍ବିତ ଧନ୍ୟ ମୋର ଲବଭାଇ ❤

  • @GagaraiLadura
    @GagaraiLadura 10 месяцев назад +125

    ଢେଙ୍କାନାଳ ଜିଲ୍ଲାରୁ କିଏ କି ଏ ଦେଖୁଛନ୍ତି like ଗୋଟି ହେଉ❤❤❤

  • @deepakkumarmishra5267
    @deepakkumarmishra5267 10 месяцев назад +98

    Interesting and amazing part ସବୁଠାରୁ ଅଧିକ ତୁମେ ନିଜେ ..........ଓଡ଼ିଆ ସାନ୍ତାଳୀ ପିଲା ଆମେ ଗର୍ବିତ ତୁମ ପାଇଁ ❤❤❤❤❤🎉🎉🎉🎉🎉🎉❤❤❤❤❤❤❤❤❤❤❤

  • @B-ow9zf
    @B-ow9zf 10 месяцев назад +102

    ବହୁତ୍ ବଢିଆ ଲାଗିଲା ଲବ ଭାଇ ପାଇଁ ଗୋଟେ ଲାଇକ ହେଇଯାଉ ❤❤❤

    • @bikashmohapatra8135
      @bikashmohapatra8135 10 месяцев назад +2

      Laba is really a very good traveler. One problem is that His communication skills are not very good. But overall ok.

  • @SeshaDev-r4t
    @SeshaDev-r4t 10 месяцев назад +49

    ଜୟ ଜଗନ୍ନାଥ ଲବ ଭାଇ ମୋତେ ବହୁତ୍ ଗର୍ଵ ଲଗୁଚିଜେ ଜଣେ ଓଡ଼ିଆ ପୁରା ପୃଥିବୀ ଦେଖେଇ ପାରୁଚି ଆମକୁ love you bro

  • @swapnikasahu
    @swapnikasahu 9 месяцев назад +8

    Nice vlog👍🤩
    ଜୟ ମାଁ ସମଲେଇ🙏

  • @sudhirmpm7488
    @sudhirmpm7488 10 месяцев назад +176

    Tenge tenge ଧାରା ପଡ଼ିଲା ଏହା କେବଳ ଲବ ଭାଇ ପାଇଁ ହୋଇପାରିଲା ଲବ ଭାଇ କି ଜୟ

  • @hemantabahera8047
    @hemantabahera8047 10 месяцев назад +89

    ଶୁଭ ସକାଳ ବହୁତ୍ ଭଲ ଲାଗିଲା ସେ ପିଲା ମାନଙ୍କୁ ଦେଖା କଲ ଆଉ ତାଙ୍କୁ ଯେଉଁ ଟଙ୍କା ଦେଲ ସେ ଟଙ୍କାରେ ତାଙ୍କର ପାଠ ପଢ଼ା ଖାଇବା ରେ କାମରେ ଲାଗୁଛି ଜାଣି ବହୁତ୍ ଖୁସି ଲାଗିଲା,, କିନ୍ତୁ ମନରେ ଅବଶୋଷ ରହିଗଲା ଯେ ତେଙ୍ଗେ ତେଙ୍ଗ dence ଦେଖି ବାକୁ ମିଳିଲାନି ବହୁତ୍ ବହୁତ୍ ଧନ୍ୟବାଦ୍ thenks brother BBSR ରୁ ମୁଁ ହେମନ୍ତ ଭାଇ,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤

  • @BuluTodayNews
    @BuluTodayNews 10 месяцев назад +172

    କେତେ ଜଣ ଲବ ଭାଇକୁ ଭଲ ପାଆନ୍ତି ♥️♥️♥️♥️ଲାଇକ କରନ୍ତୁ

  • @Cutebabi-w7p
    @Cutebabi-w7p 10 месяцев назад +7

    Nice vlog daa 😊😊 tenge tenge very nice song 🥰🥰

  • @krushnalohar675
    @krushnalohar675 10 месяцев назад +44

    ଟେଂଗେଟେଂଗେ କୁ ଦେଖେଇ ଲୋ ବହୁତ ଖୁସି ଲାଗିଲା thank you labobhai

  • @santoshnayak7906
    @santoshnayak7906 10 месяцев назад +89

    ମୁଁ ତମ ପାଖରୁ ଗୋଟେ ଭଲ କଥା ଶିଖିଲି ଛୋଟ ଛୁଆ ମାନଙ୍କୁ ପଇସା ଆବଶ୍ୟକତା ଠାରୁ ତାଙ୍କର ଖାଦ୍ୟ ଅନ୍ୟାନ୍ୟ ନିତାନ୍ତ ବ୍ୟବହାର ଜିନିଷ ଦେବା ଉଚିତ, love you laba ଭାଇ ଆମ ପାଇଁ ବହୁତ କଷ୍ଟ କରୁଛ

  • @sumanstatusedit75
    @sumanstatusedit75 10 месяцев назад +648

    🙋‍♂️ ଭାଇ ମୁ ଏଇ ଭିଡ଼ିଓ ଦେଖିବା ପାଇଁ ରାତିରେ ଶୋଇନି ଭାଇ.. ମୋତେ ତମ ଭିଡ଼ିଓ ଦେଖିବା ପାଇଁ ବହୁତ ବହୁତ 👌ଭଲ ଲାଗେ 👌ମୋ ପାଇଁ ଭାଇ ଙ୍କ ପାଇଁ ହୃଦୟ ରୁ ❤️ଲବ ଭାଇ i love you bhai ❤

  • @Gbofficial-o3y
    @Gbofficial-o3y 10 месяцев назад +19

    ତିନି ଦିନରେ 1.2 m views❤

  • @virat.1986
    @virat.1986 10 месяцев назад +20

    ଭାଇ କୁ ବହୁତ ବହୁତ ଧନ୍ୟବାଦ ଆଉ ବହୁତ ସୁନ୍ଦର ଜଗନ୍ନାଥଙ୍କ କୃପାରୁ ସବୁ ଦିନ ଖୁସି ହୋଇ ରୁହ

  • @sunirmalvlogs
    @sunirmalvlogs 10 месяцев назад +67

    ଲବ ଭାଇଙ୍କ ଗୋଟିଏ କାମ ଗର୍ବ ଅନୁଭବ ହୁଏ କି ସେ ଅଲଗା ଦେଶର ଲୋକଙ୍କ ମୁହଁରୁ ଜୟ ଜଗନ୍ନାଥ କୁହାଇଥାଏ, Jay Jagannath 🙏 proud of Odisha

  • @Bikashparidavlogger.Artist
    @Bikashparidavlogger.Artist 10 месяцев назад +2693

    ଯେଉଁ ମାନେ ଓଡ଼ିଆ ଲାଇକ୍ କରନ୍ତୁ ଯାହା ଦ୍ଵାରା ଜଣାପଡିବ କେତେ ଓଡ଼ିଆ ଲାଇକ୍ କରୁଛନ୍ତି। "ଜୟ ଜଗନ୍ନାଥ"🙏🙏🙏🙏🙏🙏🙏🙏🙏⭕‼️⭕🙏🙏🙏🙏🙏🙏

  • @rashmirekhatripathymama
    @rashmirekhatripathymama Месяц назад +1

    Bhai nkara sabuthu alaga content and interesting video so excited laguchi dekhiba pai.. video actually re emiti haba uchit.

  • @mahendradas6420
    @mahendradas6420 10 месяцев назад +87

    ଗରୀବ ପିଲାଙ୍କୁ ସାହାଯ୍ୟ କରିବା ତରିକା ବହୁତ୍ ବଢିଆ ଭାଇ ❤❤❤ଏଥିପାଇଁ ଗୋଟେ ଗୋଟେ like ହୋଇଯାଉ ❤❤❤

  • @jaysriram51
    @jaysriram51 10 месяцев назад +44

    ଜୟ ଶ୍ରୀ ରାମ
    ଭାଇ ଭଗବାନଙ୍କ କୃପାରୁ ଏମିତି ଆଗକୁ ବଡି ଚାଲ ।
    ଧନ୍ୟବାଦ ଟେଙ୍ଗେ ଟେଙ୍ଗେ ପାଖକୁ ଯାଇଥିବାରୁ ।

  • @SKMANOJENTERTAINMENT
    @SKMANOJENTERTAINMENT 10 месяцев назад +27

    ଓଃ ଭାଇ କି views ଆସୁଛି।1 million କ୍ରସ କରି ଯିଉ।ମାରାଂ ବୁରୁ ଜାହେର ଆୟ।ଜୟ ଜଗନ୍ନାଥ। Love From MAYURBHANJ Rairangpur

  • @jayantakumar5622
    @jayantakumar5622 10 месяцев назад +22

    ଟେଙ୍ଗେ ଟେଙ୍ଗେ ମୁହଁରୁ ଜୟ ଜଗନ୍ନାଥ🙏🙏🙏ଜୟ ଓଡିଶା❤❤❤Thanks ଲବ ଭାଇ

  • @Sunyabrahmaenterprises24
    @Sunyabrahmaenterprises24 10 месяцев назад +43

    ଲବ vai ର 1 MILION karidia re odisha ଭାଇ ଓ ଭଉଣୀ mane ❤❤ Jay JAGANNATH 🙏

  • @sureshmajhi4280
    @sureshmajhi4280 10 месяцев назад +65

    ତେଙ୍ଗେ ତେଙ୍ଗେ କୁ ଦେଖାଇ ଥିବାରୁ ଧନ୍ୟବାଦ ଲବ ଭାଇ,❤️👍

  • @debasisdishaexpress
    @debasisdishaexpress 10 месяцев назад +152

    ଓଡିଆ ଲୋକ ଏମିତି ଏତେ ସୁନ୍ଦର୍ ଭିଡ଼ିଓ ଦେଖିବେ ନାହିଁ... କିନ୍ତୁ ଓଡ଼ିଶାର କିଛି ନଙ୍ଗୁଳି ଭିଡ଼ିଓ ଚାଡ଼ିବେ ଦେଖିବେ ଆଉ ସ୍ଵାମୀ ସ୍ତ୍ରୀ ହଗିଲେ ଖାଇଲେ ଶାଳୀ ଆସିଲା ପୁଅ ମୂତିଲା ଏହି ଭିଡ଼ିଓ ଛାଡ଼ିବେ ତାକୁ ଦେଖିବେ... ଲବ୍ ଭାଇଙ୍କ ଭିଡ଼ିଓ ଦେଖ ସେ ଆମ ଓଡ଼ିଶା ନାଁ ବହୁତ୍ ଆଗକୁ ନେଉଛନ୍ତି ❤

    • @SIMU188
      @SIMU188 10 месяцев назад +1

      Right

    • @travelentertainmentvlog199
      @travelentertainmentvlog199 10 месяцев назад

      ଓଡ଼ିଆ ମାନଙ୍କ ଗୁଣ ସେଇଆ

    • @Adityafoodandvlogs
      @Adityafoodandvlogs 10 месяцев назад

      Emiti sundar vidio ra mulya bujhba darkar ama odia pua ti kete sundar vidio karuchi bhagaban bahut agaku niantu ❤❤❤❤❤

    • @hembramkola1346
      @hembramkola1346 10 месяцев назад

      Right

    • @anitalifestyle8159
      @anitalifestyle8159 10 месяцев назад

      Right

  • @BFBalmiki
    @BFBalmiki 10 месяцев назад +51

    ଜଗତସିଂହପୁର ର ଗୋରେଖନାଥ ପୀଠ ରୁ ଲାଇକ ହଉ।

  • @RasmiiRanjann
    @RasmiiRanjann 10 месяцев назад +30

    Mr. Hans Smile is Awesome 👌Love from Odisha

  • @Ramesh-ff.10k-s3y
    @Ramesh-ff.10k-s3y 10 месяцев назад +29

    ଟେଙ୍ଗେ ଟେଙ୍ଗ ଆଜି ଧରା ପଡ଼ିଲା ଆମ ଓଡ଼ିଆ ଲବ୍ ଭାଇ ହାତରେ ଧରା ପଡ଼ିଲା😊😊❤❤

  • @RanjitaMaharana-w3s
    @RanjitaMaharana-w3s 10 месяцев назад +26

    ଆମ ଲବ ଭାଇ ଥିଲେ ଆମକୁ ସବୁ ଫୋନ୍ ରେ ଦେଖିବାକୁ ମିଳିଯିବ ଆଉ କୁଆଡେ ଯିବା ଦରକାର ନାହିଁ । Really we love you all laba bhai and we proud of you,we proudly say we're odia

  • @MiliDas-dq1om
    @MiliDas-dq1om 10 месяцев назад +9

    Congratulations bhai apana jaha kahithile seya hin hela apananka a video 1 million cross karigala 🎉🎉

  • @mangulubehera4313
    @mangulubehera4313 10 месяцев назад +589

    ଗଞ୍ଜାମ ଜିଲ୍ଲାରୁ କେଉଁ ମାନେ ଦେଖୁଛନ୍ତି ଗୋଟେ ଲାଇକ୍ କରନ୍ତୁ

  • @SatyabrataDas56785
    @SatyabrataDas56785 10 месяцев назад +31

    Omg ଟେଙ୍ଗେ ଟେଙ୍ଗେ fans ଲାଇକ କର 😄😄😄

  • @Anantavloggerdesia
    @Anantavloggerdesia 10 месяцев назад +524

    ଟେଂଗେ ଟେଂଗ ପାଇଁ like ହେଇଯାଉ

    • @badalbhai659
      @badalbhai659 10 месяцев назад +1

      ବାଳ ଟା ମିଳିବ ସେଥିରୁ

  • @JituDas-ou9nu
    @JituDas-ou9nu 10 месяцев назад +213

    ଜଗତସିଂହପୁର ରୁ କିଏ କିଏ ଦେଖୁଚନ୍ତି like.କର ❤👈🏼

    • @Sanojjani
      @Sanojjani 10 месяцев назад

      Maghia banda jagatsinghpur rakh be

    • @nabinashrestha6027
      @nabinashrestha6027 9 месяцев назад

      ाेे्िौू्बेुुपनन्नंनैिौि❤❤िे्ुुैिौम्

  • @StudyHelp2U
    @StudyHelp2U 10 месяцев назад +21

    Jay Jagannath Au Odia ଭାଷାରେ ବହୁତ ଭଲରେ "ଟେଙ୍ଗେ ଟେଙ୍ଗେ" କହିପାରିଲା ମୋତେ ଏହା ଅଧିକ ଭଲ ଲାଗିଲା ।

  • @Suser-gv1cw9fe8v
    @Suser-gv1cw9fe8v 10 месяцев назад +50

    ଵ‌ଡିଆ ଲାଗିଲା ମୋତେ ଭାଇ ❤❤❤ ଠାକୁର ମୁଣ୍ଡା ମୟୂରଭଞ୍ଜ
    #Hovlogerodia

  • @dpcreation2792
    @dpcreation2792 10 месяцев назад +768

    ମୟୁରଭଞ୍ଜ ରୁ କିଏ କିଏ ଦେଖୁଛନ୍ତି ଗୋଟେ ଲାଇକ ହେଇଯାଉ

  • @jadupatilifestyle8939
    @jadupatilifestyle8939 10 месяцев назад +135

    ଜଗତସିଂହପୁର ଜିଲ୍ଲା ରୁ କେଉଁମାେନ ଦେଖୁଛନ୍ତି ଲାଇକ୍ କର

  • @mkproduction1057
    @mkproduction1057 10 месяцев назад +28

    Jaha hau laba bhai ku manibaku podibo laba bhai heuchi no 1 really vloger in odisha

  • @S_Likuncreation143
    @S_Likuncreation143 10 месяцев назад +23

    Love you laba bhai finally tenge tenge saha ଦେଖା ହେଇ ଗଲା ଓଡ଼ିଆ ଭାଷା ରେ କହିଲା ତେଙ୍ଗେ ଟେଙ୍ଗେ ଲବ ଭାଇ କୁ viral kara ସମସ୍ତେ ମୋ କମେଣ୍ଟ କୁ ଲାଇକ କର

  • @Odishadjqfamily
    @Odishadjqfamily 10 месяцев назад +203

    ଲବ ଭାଇକୁ ଯେଁଉ ମାନେ ହୃଦୟ ରୁ ଭଲ ପାଉଛ ଗୋଟେ like ❤ କର

  • @jagadishtudu248
    @jagadishtudu248 10 месяцев назад +4

    ଲବ ଭାଇକୁ ବହୁତ ବହୁତ ଦାନ୍ୟବାଦ ❤️❤️❤️❤️

  • @Sahu362
    @Sahu362 10 месяцев назад +293

    ନବ ଭାଇଙ୍କ ପାଇଁ ଟେଙ୍ଗେ ଟେଙ୍ଗେ ଥରାପଢିଗଲା ❤ trending tinga tinga ପାଇଁ like 🧐

    • @Cuttack.toka.2891
      @Cuttack.toka.2891 10 месяцев назад +1

      Tame magia kete ta acha khali like like hei mala magia

  • @dineshbhoi6480
    @dineshbhoi6480 10 месяцев назад +7

    Excellent laba bhai. First man of India to meet tenge tange .. Odisha no-1 international travelar vlogger laba bhai.. jai hind jai bharat 🇮🇳🇮🇳.. like share comment plz 🙏

  • @StyleBoySkm1
    @StyleBoySkm1 10 месяцев назад +519

    ଯାଜପୁର ରୁ କିଏ କିଏ ଦେଖୁଚନ୍ତି ଗୋଟେ like ହଉ 👍

  • @shila5768
    @shila5768 9 месяцев назад +1

    Aapana bahut bada bhagya apana Sabu country buli bhala bhala video banauchhanti ❤❤❤❤bahut bhala lagila

  • @surmidhurmientertainment4423
    @surmidhurmientertainment4423 10 месяцев назад +168

    ସାନ୍ତାଳି ଲୋକମାନେ ଲାଇକ୍ କର ରେ 👍 ଜୟ ଜଗନ୍ନାଥ⭕❗⭕

  • @MMSTAR143
    @MMSTAR143 10 месяцев назад +353

    ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛ ଟିକେ ଲାଇକ ହେଇଯାଉ ❤

  • @kkvlogs1819
    @kkvlogs1819 10 месяцев назад +22

    8:43 is epic 😝😝😝 ଭାଇ ସତ କହୁଛି ଏଇଟା ଶୁଣିକି ମୋ ମୁହଁରେ ହସ ବାହାରି ପଡ଼ିଲା 😊😝😝😝😛😜🤪MBJ 🤣

  • @gurucharanmundary3089
    @gurucharanmundary3089 10 месяцев назад +5

    . ଲବ ଭାଇ ସତରେ ତମେ ଯାହା କହୁଛନ୍ତି କରିକି ଦେଖାଉଛନ୍ତି ଓଡିଶା sundar garh very happy❤❤❤❤❤❤❤

  • @Techsriram123
    @Techsriram123 10 месяцев назад +23

    ନବରଙ୍ଗପୁରୀଆ ପାଇଁ ବହୁତ ବହୁତ ଧନ୍ୟବାଦ ଲବ ଭାହି

  • @dwarikanath1958
    @dwarikanath1958 10 месяцев назад +20

    ଟେଂଗେ ଟେଂଗେ ପିଲା ର ନୃତ୍ୟ ଶୈଳୀ ବହୁତ ଭଲ।

  • @morazu8781
    @morazu8781 10 месяцев назад +277

    କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲବ ଭାଇ ପାଇଁ ଲାଇକ୍ ଗୋଟେ ହୋଉ

    • @labamahantaofficial
      @labamahantaofficial 10 месяцев назад +1

      Telkoi

    • @AllTYPESHORTS.
      @AllTYPESHORTS. 10 месяцев назад +1

      ​@@labamahantaofficiallaba kauthi achu kire

    • @labamahantaofficial
      @labamahantaofficial 10 месяцев назад +1

      @@AllTYPESHORTS. ତୁମେ କିଏ ବା ମୁଁ ଜାଣି ପାରୁ ନାହିଁ

    • @k_sgamer0785
      @k_sgamer0785 10 месяцев назад +2

      ❤❤❤❤

    • @AllTYPESHORTS.
      @AllTYPESHORTS. 10 месяцев назад +1

      @@labamahantaofficial to bhai kusha na,nuagoan tama ghara

  • @pradipshaw7193
    @pradipshaw7193 10 месяцев назад +2

    Bahut sundar presentation😮... Bahut kichi fact janiba ku milila... Thanku bhaii❤❤❤stay healthy😍

  • @Ashokkumarrr
    @Ashokkumarrr 10 месяцев назад +53

    କେନ୍ଦୁଝର ଆନନ୍ଦପୁର ରୁ ଭାଇ ଭଉଣୀ ମାନେ ଲାଇକ୍ ଗୋଟେ ହଉ 🥰

  • @bibhutimuduli2318
    @bibhutimuduli2318 10 месяцев назад +326

    ନୟାଗଡ଼ ରୁ ଯୋଉ ମାନେ ଦେଖୁଚ ଗୋଟେ ଲାଇକି ହେଇଯାଉ ଜୟ ଜଗନ୍ନାଥ

  • @badalkumarpapu2671
    @badalkumarpapu2671 10 месяцев назад +11

    ଗୋଟେ film release ହେଲା ଭଳିଆ ଲାଗୁଛି
    ଆଜିର ଏ vdo ❤

  • @hemantakumarsingh51
    @hemantakumarsingh51 10 месяцев назад +4

    Thank you LABO BHAI mu heouchee mbj shyamakhunta block ru

  • @RanjitaMaharana-w3s
    @RanjitaMaharana-w3s 10 месяцев назад +51

    ଆମ ଓଡ଼ିଶାରେ କେବଳ ଜଣେ ମାତ୍ର ଏମିତିକା ହିରୋ ଅଛି , ସେ ଆଉ କେହି ନୁହଁ ଆମ ସମସ୍ତଙ୍କ ପ୍ରିୟ ଲବ ଭାଇ ।

  • @rajeshkumarmajhi2540
    @rajeshkumarmajhi2540 10 месяцев назад +8

    ଜୟ ଜଗନ୍ନାଥ ଭାଇ ବହୁତ୍ ସୁନ୍ଦର ❤

  • @chakradharamuduli5006
    @chakradharamuduli5006 10 месяцев назад +22

    ଭାଇ ଏଇ ଭିଡ଼ିଓ ଦେକିବା ପାଇଁ ଭଉତ ଇଚ୍ଛା ଟିଲା ଦେକିଲି ଭଉତ ଭଲ ଲାଗିଲା ❤❤❤❤

  • @dipakguru523
    @dipakguru523 10 месяцев назад +5

    Tme jia ki sabuthu Sunder aau bhala odia pila 👌👌❤️❤️❤️❤️🙏🙏💖💖 your Great Bhai

  • @dillipnayak1737
    @dillipnayak1737 10 месяцев назад +4

    Khordha ru Bhai advance happy holi ଭଲ ଲାଗିଲା vdeo ଟେଙ୍ଗେ ତେଙ୍ଗେ

  • @bajisingh4924
    @bajisingh4924 10 месяцев назад +40

    ମୟୂରଭଞ୍ଜ ଜିଲ୍ଲା ❤

  • @Kanhupro
    @Kanhupro 10 месяцев назад +6

    Love from Odisha bhai amiti aghaku badhi chala amiti nua nua volg hard work karichala

  • @YsMkp-e4b
    @YsMkp-e4b Месяц назад

    Thanks laba bhai .tenge tenge video jay jaganath

  • @hrudanandasankhua5824
    @hrudanandasankhua5824 10 месяцев назад +11

    ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍

  • @binodkumar-px7ld
    @binodkumar-px7ld 10 месяцев назад +6

    ତେଙ୍ଗେ ତେଙ୍ଗେ ଭିଡିଓ ଦେଖି ବହୁତ୍ ଖୁସି ଲବଭାଇ

  • @SureshChandra-b3c
    @SureshChandra-b3c 10 месяцев назад +3

    Bahut badia Odia Bhai meet to Tange tange So very much

  • @RamsinghHaiburu-c6u
    @RamsinghHaiburu-c6u 10 месяцев назад +13

    ଟିକେ ଲେଟରେ ବହୁତ ବହୁତ ସୁନ୍ଦର ଟେଙ୍ଗେ ତେଂଗେ କୁ ଦେଖା କରିଥିବାରୁ।

  • @anupamjena8416
    @anupamjena8416 10 месяцев назад +13

    ଶେଷରେ କିଛି ପଦ କଥା ହୃଦୟକୁ କୁ ଛୁଇଁ ଗଲା
    ଲଭ ୟୁ ଫ୍ରମ୍ ଓଡ଼ିଶା❤❤❤

  • @Alekhakumar-c1n
    @Alekhakumar-c1n 10 месяцев назад +17

    ବହୁତ ଦିନ୍ ପରେ ଟେଙ୍ଗେ ଟେଙ୍ଗେ ଅଜି ଧରା ପଡିଲା ❤️❤️❤️❤️❤️❤️

  • @ratanpuriapila32
    @ratanpuriapila32 10 месяцев назад +7

    Bhai tame bahut ,dil dar mu traveller🎉❤❤❤❤❤❤❤

  • @Madhaba_Dora
    @Madhaba_Dora 10 месяцев назад +11

    ଲବ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ୍ 🙏tenge tenge nku dekhei thibaru ....... Trending reels 🤪🎉 love you lava bro.....❤❤❤❤❤

  • @kushalapradhan2643
    @kushalapradhan2643 10 месяцев назад +9

    ଭାଇ ତେଙ୍ଗେ ତେଙ୍ଗେ କୁ ଦେଖିଲା ପରେ ବହୁତ ଖୁସି ଲାଗିଲା 👍

  • @SANTOSH-vlogs-g5n
    @SANTOSH-vlogs-g5n 10 месяцев назад +22

    ବହୁତ୍ ଭଲ ଲାଗିଲା ଭାଇ ଏହିପରି ସବୁ ବେଳେ ଭଲରେ ରୁହ ଭାଇ❤❤❤❤❤❤

  • @MrDeepakbiswal
    @MrDeepakbiswal 9 месяцев назад +2

    Dear Laba you are the genius boy of Odisha. Really always waiting for your updates. Lord Jagannath bless you.❤

  • @AdityaNaikTR
    @AdityaNaikTR 10 месяцев назад +7

    ବହୁତ ଭଲ ଲାଗିଲା ଭାଇ ଟେଙ୍ଗେ ଟେଙ୍ଗେ କୁ ଦେଖିକି ଆଉ ତୁମୋ ଦ୍ୱାରା ହିଁ ଆମେ ଦେଖି ପାରିଲୁ,ଜୟ ଜଗନ୍ନାଥ

  • @niliaminiaka330
    @niliaminiaka330 10 месяцев назад +269

    କୋରାପୁଟ ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲବ ଭାଇ ପାଇଁ ଗୋଟିଏ ଲାଇକ ହେଉ

    • @Mysterious939
      @Mysterious939 10 месяцев назад +1

      🙋🏻‍♂️🙋🏻‍♂️

    • @IndraGouda-j6d
      @IndraGouda-j6d 10 месяцев назад +1

      ମୁଇ

    • @jagathevlogger
      @jagathevlogger 10 месяцев назад

      Hmm

    • @godasmityt3731
      @godasmityt3731 10 месяцев назад +1

      ମୁଇଁ କୋରାପୁଟ ଜିଲ୍ଲା କୋଟପାଡ଼ ରୁ କହୁଛି ❤

    • @sonamsjhisonamajhi7208
      @sonamsjhisonamajhi7208 10 месяцев назад

      To karaputiya luko manonku gihe .......sola maa giha

  • @susantadas9713
    @susantadas9713 10 месяцев назад +45

    ପ୍ରିୟ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଲବ ଭାଇ ଆମ ଓଡ଼ିଶାର ହିରୋ ତାଙ୍କ ପାଇଁ ପ୍ଲିଜ୍ ଲାଇକ କରନ୍ତୁ ଓ ଟେଙ୍ଗେ ଟେଙ୍ଗେ ଭାଇରାଲ ବଏ ପାଇଁ ଗୋଟିଏ ଲେଖାଏଁ ଲାଇକ କରନ୍ତୁ ❤❤❤❤❤❤❤❤❤❤❤❤❤❤❤❤❤❤ ମୁଁ ଓଡ଼ିଆ ହୋଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ❤❤❤। I love my india ❤❤❤❤❤❤❤❤all the best dear my friend s❤❤❤

  • @jogeshdora580
    @jogeshdora580 10 месяцев назад +2

    Vai dhanyawad bahut kasta karucha aamaku khusi lagila aama odia toka pura duniya re buliki odia pain garba ra katha, JAI JAGANNATH

  • @SarojSatapathy-hj3wc
    @SarojSatapathy-hj3wc 10 месяцев назад +28

    ଲବ ଭାଇ ତୁମେ ସତରେ ଅନନ୍ୟ ଓ ଅସାଧାରଣ। ଢେର୍ ସାରା ଶୁଭେଚ୍ଛା ଓ ଭଲପାଇବା ଭାଇ।

  • @travelentertainmentvlog199
    @travelentertainmentvlog199 10 месяцев назад +102

    ବହୁତ ଭଲ ଲାଗିଲା vedio ଟି ତ ମୟୁରଭଞ୍ଜ ରୁ କଉ ମାନେ ଦେଖୁଛନ୍ତି like କରନ୍ତୁ

  • @rusika_brother
    @rusika_brother 10 месяцев назад +111

    ବାରିପଦା ରୁ ଯୋଉ ମାନେ ଦେଖୁଛ like 😊ଗୋଟେ ହେଇଯାଉ ।।।

  • @manasmanas7978
    @manasmanas7978 2 месяца назад

    ଲବ ଭାଇ 👍ତମର ଏଇ ହସ ମତେ ଭଲ ଲାଗିଲା ଭିଡ଼ିଓ ମାଝୀରେ କହିଲ ପାଇଗଲି ଟେଂଗେ ଟେଗେ super beautifull ❤️❤️❤️

  • @budumuduli1719
    @budumuduli1719 10 месяцев назад +178

    କୋରାପୁଟ ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି like ଗୋଟେ ହେଉ ❤

  • @BanditteachingTrick
    @BanditteachingTrick 10 месяцев назад +47

    ଯାହାବି ହେଉ ଯେମିତି ସେମିତି ଇଂରାଜୀ କହୁଛ ଲବ ଭାଇ

    • @radhashyamdash3193
      @radhashyamdash3193 10 месяцев назад +1

      He is speaking like a baby

    • @kanhucharanbarik7631
      @kanhucharanbarik7631 10 месяцев назад +1

      ତମେ ତ ଭଲ କହୁଚ ଯାଉନ foreign

    • @SAGARMAJHI-i7s
      @SAGARMAJHI-i7s 10 месяцев назад

      ​@@kanhucharanbarik7631thik kahichho bhai

  • @balaramjhankar9002
    @balaramjhankar9002 10 месяцев назад +7

    Odisha ra Don ...odisha ra real hero ama laba Bhai ... heartly love you Bhai ....🙏🙏🙏🙏🙏

  • @ngbhaiak8425
    @ngbhaiak8425 10 месяцев назад +2

    ବହୁତ ବଢିଆ ଧନ୍ୟବାଦ ❤❤❤❤

  • @NatDukan
    @NatDukan 10 месяцев назад +31

    ଏ ଭିଡିଓ ଗୋଟେ ଦିନ ଭିତରେ 1 million + views ଯିବା ଦରକାର

  • @subhransusekharmallick8660
    @subhransusekharmallick8660 10 месяцев назад +8

    ଭଉତ ସୁନ୍ଦର ଲାଗିଲା ଭିଡ଼ିଓ... ମାଡି ଚାଲ ଜୟ ଜଗନ୍ନାଥ 🙏🙏🙏🙏🙏

  • @Story891
    @Story891 10 месяцев назад +21

    ଲବ ଦାଦା ଆମର ଫୁଲ femily ଏ ଭିଡ଼ିଓ ଦେଖୁ ଥିଲୁ. ବହୁତ ଖୁସି ଲାଗିଲା
    ଜଉ ଭାଇ କି ଭଉଣୀ ମ commant ପଡୁଛ plese like କରି ବେ
    jay jagannath
    jay shree ରାମ

  • @BagtaramKhada
    @BagtaramKhada 10 месяцев назад +3

    Mu Koraput ru dekhuchi l am big fan in laba। bhai 🎉❤🎉

  • @dasarathimohapatra618
    @dasarathimohapatra618 10 месяцев назад +18

    ଟେଙ୍ଗେ ଟେଙ୍ଗେ‌ ଭିଡିଓ ଟି ବହୁତ ଭଲ ଲାଗିଲା ,ସେ ଭଲରେ ଓଡିଆ ଭାଷାକହିପାରିଲା, ପିଲାମାନଙ୍କୁ ସାହାଯ୍ୟ କରିବାଟା ଭଲ, କିନ୍ତୁ ସେଇଠି ଲୋକ ମାନେ ପଇଷା ମାରି ଦେଉଛନ୍ତି, ଜଗନ୍ନାଥ ମଙ୍ଗଳ କରନ୍ତୁ,ଜୟ ଜଗନ୍ନାଥ,