ହାଇୱେ ମ୍ୟାନ୍ ନୀତିନ ଗଡକରୀଙ୍କ ଫୋକସରେ ଏବେ ଓଡ଼ିଶା || BJP Govt || Nitin Gadkari

Поделиться
HTML-код
  • Опубликовано: 10 сен 2024
  • #ହାଇୱେ_ମ୍ୟାନ୍_ନୀତିନ_ଗଡକରୀଙ୍କ_ଫୋକସରେ_ଏବେ_ଓଡ଼ିଶା
    କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ମଧ୍ୟରେ ନୂଆଦିଲ୍ଲୀ ବୈଠକ ଓଡ଼ିଶା ପାଇଁ ଆଣି ଦେଇଛି ଖୁସିର ସମ୍ଭାର। ଓଡ଼ିଶାରେ ଜାତୀୟ ରାଜପଥର ଜାଲ ତିଆରି କରିବାକୁ ବଡ଼ ଯୋଜନା କରିଛନ୍ତି ମୋଦି ସରକାର।
    #ArgusNews #BJPGovt #NationalHighways #NitinGadkari #CMMohanMajhi #development #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    RUclips : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900
    ହାଇୱେ ମ୍ୟାନ୍ ନୀତିନ ଗଡକରୀଙ୍କ ଫୋକସରେ ଏବେ ଓଡ଼ିଶା || BJP Govt || Nitin Gadkari

Комментарии • 258

  • @mscl9512
    @mscl9512 27 дней назад +27

    Congratulations sir.jay.hind

  • @rajendramahanta
    @rajendramahanta 27 дней назад +40

    ବେକାରୀ ସମସ୍ୟା ଉପରେ ଧ୍ୟାନ ଦେବାକୁ ଅନୁରୋଧ। ଜୟ ବିଜେପି ।

    • @galaxyboy6873
      @galaxyboy6873 27 дней назад +4

      ତତେ ବୁଝିବାକୁ ପଡିବ ଯେ ରୋଡ ନହେଲେ jobs ନାହିଁ ଆରେ ଯଦି jobs ମିଳିଲା ତୁ କଣ ମାଟି ରାସ୍ତାରେ ଯିବୁ ନା କଣ l ରୋଡ ହେଲା development ର ମେନ ଅଂଶ l jobs ଆସିବ ଖାଲି କିଛି ସମୟ ର ଅପେକ୍ଷା 🙌

    • @chinmayaray7834
      @chinmayaray7834 27 дней назад

      @@galaxyboy6873 R8

    • @abhijitkarna9990
      @abhijitkarna9990 16 дней назад +1

      America is rich because of their road, not because of that America have road because they have road.

  • @beheramusic2771
    @beheramusic2771 27 дней назад +22

    କଟକ ସମ୍ବଲପୁର ରୋଡ କେବେ ସମାପ୍ତ ହେବ ଆଜ୍ଞା କେତେ ଜୀବନ ଗଲାଣି

    • @prakashmishra8126
      @prakashmishra8126 27 дней назад +1

      କେତେ ଦିନ or କେତେ ବର୍ଷ ଲାଗିବ ????

    • @prashantmishra2341
      @prashantmishra2341 27 дней назад +2

      Bjd ku pachara

    • @beheramusic2771
      @beheramusic2771 27 дней назад

      @@prashantmishra2341 BJ'd ku kan pain aeita kendra project na

    • @sujit_sahoo
      @sujit_sahoo 27 дней назад

      ​@@prashantmishra2341NH ta Center under re jaa na ki State under re

    • @chinmayaray7834
      @chinmayaray7834 27 дней назад

      @@prashantmishra2341 NH RASTA ....CENTRA GOVT DAYITWA

  • @user-wc3rq1ki5w
    @user-wc3rq1ki5w 27 дней назад +27

    ମୋହନ sir ଙ୍କୁ ମୋର ଏତିକି ଅନୁରୋଧ.. ଆପଣ ଅତି ସରଳ ଲୋକ ଆପଣ ଟିକେ ଷ୍ଟ୍ରୀଟ ହୁଅନ୍ତୁ..ଯେ କୌଣସି ଜାଗାକୁ ଜନ୍ମଦିନ ବର୍ଷିକିଆ କୁ ଡାକି ଦେଲେ ଯାଉ ଛନ୍ତି ହେରି ବହୁତ ସମୟ ବି ଯାଇକି ରହୁଛନ୍ତି.. ଆପଣ ବର୍ତମାନ cm ଏତେ ସରଳ ହେଲେ ଓଡିଶା ଲୋକ ମୁଣ୍ଡ ରେ ବସିବେ ଓଜନ କମିବ ଆପଣଙ୍କ .. ନବୀନ ବାବୁ ଜାଣିକି ଓଡ଼ିଆ କହୁନ ଥିଲେ ସେ ଠିକ ଜାଣିଛନ୍ତି ଆମ ଲୋକ ଙ୍କ ଗୁଣ..ଭଗବାନ ଆପଣଙ୍କୁ ଧର୍ଯ୍ୟ ଆଉ ଆଶ୍ରିବାଦ ଦିଅନ୍ତୁ ଭଲରେ 5ବର୍ଷ କଟୁ... 🙏

  • @chandrapanda7222
    @chandrapanda7222 27 дней назад +44

    କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳ ରୁ ନିକଟରେ ଥିବା ଛୋଟିଆ ସହର କୁ ଯିବା ଆସିବା ପାଇଁ ରାସ୍ତା ନାହିଁ, ଏହି ଜିଲ୍ଲା କୁ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ.

    • @chinmayaray7834
      @chinmayaray7834 27 дней назад

      JOUTHI ADHIKA LOKANKA SUBIDHA HABA SETA AGA DEKHAJIBA ...... AU KORAPUT RE RASTA PAIN TAMA CONGRESS MP KU KUHA

    • @samiracharya1455
      @samiracharya1455 18 дней назад

      ​@@chinmayaray7834bhai Congress hau ki jie hau, road haba darkar

  • @nikhilbarankarna7505
    @nikhilbarankarna7505 27 дней назад +24

    ପ୍ରଥମେ ଗ୍ରାମାଞ୍ଚଳ ରାସ୍ତା ଠିକ କରନ୍ତୁ ଆଜି ବି ଗାଁ ରାସ୍ତା କାଦୁଅ ପଚ ପଚ

    • @uttambaba6800
      @uttambaba6800 27 дней назад

      haan bhai amo ro same obasta😅😢😂

    • @prashantmishra2341
      @prashantmishra2341 27 дней назад +1

      25 barsha sarkar bjd thila sethi kahibaku pati re kn kie madeideithila

    • @somyasudhinpatel1607
      @somyasudhinpatel1607 27 дней назад

      ଗାଁ ରାସ୍ତା କୁ ଗାଁ ଲୋକ ଖରାପ କରିଛନ୍ତି
      ନିଜ ଘର ପାଣି ସବୁ ସମୟରେ ରାସ୍ତା ରେ ଛାଡୁଛନ୍ତି

    • @galaxyboy6873
      @galaxyboy6873 27 дней назад

      ଆଗ ଭୁବନେଶ୍ବର ରୋଡ ଠିକ୍ ହେଉ ଖାଲି ଖାଲ ଢିପ ଗାଡି ଚଳେଇବା ବହୁତ କଷ୍ଟକର ହେଉଛି ନବୀନ ର ରୋଡ କୋଉ କୂଳକୁ ନୂହେଁ କିଛି ବି ଠିକ୍ ସେ ତିଆରି କରିନାହିଁ 😐

  • @user-jj4di4dr6u
    @user-jj4di4dr6u 27 дней назад +6

    ନମସ୍କାର ମୋଦିଜୀ❤

  • @cpanditray
    @cpanditray 3 дня назад

    ଏମାନଙ୍କୁ ଓଡିଆ ଶବ୍ଦ ମିଳୁନାହିଁ। ଓଡ଼ିଆ ଚ୍ୟାନେଲ୍ ହେଇଛି। ଶୌଗାତ କେବେ ଠୁ ଓଡ଼ିଆ ଶବ୍ଦ ହେଲା। ଧନ୍ୟ ତୁମ ଓଡ଼ିଆ ଚ୍ୟାନେଲ

  • @jagabandhugiri6980
    @jagabandhugiri6980 27 дней назад +20

    Jay Hind Modi Jay Hind 🇮🇳🇮🇳🙏

  • @sibarampatra9512
    @sibarampatra9512 27 дней назад +6

    Ganjam district Aska , Berhampur, Bhanjanagar pain kichi hei parilani dukha ra bisaya, BErhampur, Aska, Bhanjanagar, phulbari railway project NH project, airport aai sabu kie bhi dhyan deu nahanti dukha ra bisaya

  • @LaxmanKumarBeheraF
    @LaxmanKumarBeheraF 27 дней назад +6

    Angul nh 55 ku tk dhyan diantu😢

  • @manoranjsahoo9197
    @manoranjsahoo9197 27 дней назад +4

    Jai 🙏 ho 🙏 nitin gadkari sir 🙏
    Namho namsker sir 🙏

  • @SatrughanNayak-qf1rt
    @SatrughanNayak-qf1rt 27 дней назад +6

    ଭାରତୀୟ ଜନତା ପାର୍ଟି ଓଡିଶା ସରକାର ମୂଖ୍ୟ ମନ୍ତ୍ରୀ କେନ୍ଦୁଝର କୁ ରେଲୱେ ସଂଯୋଗ କରନ୍ତୁ କେନ୍ଦୁଝର ଠାରୁ ଚମ୍ପୁଆ ଦେଇ ଝାଡ଼ଖଣ୍ଡ ର ହାଟ ଗମ୍ଭାରି କୁ ସଂଯୋଗ କରନ୍ତୁ, କେନ୍ଦୁଝର ଠାରୁ ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଦେଇ ବାଦାମ ପାହାଡ଼ କୁ ସଂଯୋଗ କରନ୍ତୁ, କେନ୍ଦୁଝର ଠାରୁ ଆନନ୍ଦପୁର ଦେଇ ଭଦ୍ରକ କୁ ସଂଯୋଗ କରନ୍ତୁ କେନ୍ଦୁଝର ଠାରୁ ପାଲ୍ ଲହଡ଼ା କୁ ସଂଯୋଗ କରାଇ ପାରିଲେ ଜିଲ୍ଲାବାସୀ ଉପକୃତ ହେବେ

    • @DHARANIDHARMUNDA-wy6mo
      @DHARANIDHARMUNDA-wy6mo 27 дней назад

      କେନ୍ଦୁଝର cKP
      ଓ କେନ୍ଦୁଝର ଯାଜପୁର ରୋଡ ରେଲରାସ୍ତା ଆଗରୁ ଅଛି ।
      ଏଥର କେନ୍ଦୁଝର ବାଦାମ ପାହାଡ ଘୋଷଣା ହେଲା ।
      କେନ୍ଦୁଝର ନୁହଁ ହରିଚନ୍ଦନପୁର ରୁ ପାଲଲହଡା ରେଲପଥ ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏକ ଉତ୍ତମ ଦାବି ।
      ଆଉ ସବୁ ଶୂନ

  • @NeyarKumar
    @NeyarKumar 25 дней назад +3

    କିରେ ବେହିଆ ଦଳ କଟକ - ସମ୍ବଲପୁର ଜାତୀୟ ରାଜପଥ କେବେ ସମ୍ପୂର୍ଣ ହବ ଆଗେ କୁହ.. ତା ପରେ କଣ କରିବ କହିବ

    • @kassahoo715
      @kassahoo715 18 дней назад

      Pandu ku pachariki asa aga..😂😂

  • @kedaranaik5478
    @kedaranaik5478 9 дней назад

    ଶ୍ରୀମନ୍ଦିର ଜଗନ୍ନାଥ ମନ୍ଦିର ଭଣ୍ଡାର ଖୁଲିକି ଆଠ ଲାଇନ୍ ରାସ୍ତା କରୁଛନ୍ତି

  • @gitanjali7274
    @gitanjali7274 27 дней назад +4

    Jayhindi

  • @harprasadsenapati3945
    @harprasadsenapati3945 2 дня назад

    Narendra Modi Jindabad Jindabad . Modi hai to munkin hai . Jay Odisha Jay Mohan

  • @user-yy7ic6nu1c
    @user-yy7ic6nu1c 27 дней назад +6

    Bjp❤❤❤

  • @NarayanDas-x7f
    @NarayanDas-x7f 9 часов назад

    ଯାହା କଲେଵି ଇଲେକ୍ଟ୍ରି ବିଲ ଛାଡ ନକଲେ ହାରିବେ

  • @bipinibipini7100
    @bipinibipini7100 27 дней назад +5

    Cuttack sambalpur road tike aga dekhantu

  • @jagabandhugiri6980
    @jagabandhugiri6980 27 дней назад +5

    Jay Hind India 🇮🇳🙏🙏🙏🙏 Happy New year 2024

  • @AmbedkarMallick-jw9yt
    @AmbedkarMallick-jw9yt 27 дней назад +3

    Jay Jagannath

  • @SsPix23
    @SsPix23 27 дней назад +17

    ଭଲ ହେଲା bjd ହାରି ଗଲା

  • @sibasankarsamal3514
    @sibasankarsamal3514 27 дней назад +2

    Tqsm Modiji

  • @jagabandhugiri6980
    @jagabandhugiri6980 27 дней назад +5

    Good evening sir odisha Jay Jagannath 🙏🙏🙏🙏🙏🙏🙏 Happy New year 2024

  • @SachidaChouhan-oj2oj
    @SachidaChouhan-oj2oj 11 дней назад

    12 ଲାଇନ ରୋଡ ତିଆ ରି କର 8 ଲାଇନ କମହେଇଗଲା ଜଙ୍ଗଲ ରାସ୍ତାରେ ଗାଁ ମାନେ ସେମିତି ଥାଉ

  • @pradyumnasahu2043
    @pradyumnasahu2043 27 дней назад +2

    It is double engine sarkar.Jai hind,Jai Bharat.

  • @niharkantabehera9776
    @niharkantabehera9776 12 дней назад

    Bharat mata ki jai 🙏🚩🇮🇳🙏🚩
    Only Modi Raaj 🇮🇳🇮🇳🙏🚩🇮🇳

  • @pusparout333
    @pusparout333 3 дня назад

    Jay highway mantri gadkar ji jindabad Jay Jagannath Swami Jay

  • @Nishi5555
    @Nishi5555 27 дней назад +1

    55 ନଂ ଜାତୀୟ ରାଜପଥ

  • @mantunayak8847
    @mantunayak8847 27 дней назад +3

    Nice disision

  • @Sidhhu00095
    @Sidhhu00095 15 дней назад

    କେନ୍ଦୁଝର ରୁ ସବୁ ଲୁହା ପଥର ନେବାପାଇଁ ସୁବିଧା ହେଲା ସିଧା ପାରାଦୀପ ବନ୍ଦର

  • @susantrait6176
    @susantrait6176 27 дней назад +4

    Good

  • @basantimohapatra5663
    @basantimohapatra5663 5 дней назад

    Jai Hind

  • @mohanmallick6255
    @mohanmallick6255 17 дней назад

    Jai odisha

  • @debashisjena6836
    @debashisjena6836 15 дней назад

    ହେଲେ ଆମ ମନ୍ତି ମହୋଦୟ ହିନ୍ଦୀ ତ କହି ପାରୁନାହାଁନ୍ତି ସେଇଟା ଖାଲି ଟିକେ ଦୁଃଖ ଦଉଛି ନହେଲେ ଆଉ କିଛି ନାହିଁ

  • @jagabandhugiri6980
    @jagabandhugiri6980 27 дней назад +2

    Jay Hind Modi Jay Hind Modi Jay Hind 🇮🇳🇮🇳🙏🙏 Happy New year 2024

  • @jagratodisha1112
    @jagratodisha1112 27 дней назад +1

    Thank you 🙏🙏🙏

  • @bhabanidas1843
    @bhabanidas1843 23 дня назад

    Wow great odisha BJP ❤❤❤❤❤

  • @ajubabumohanta7121
    @ajubabumohanta7121 20 дней назад

    Great job

  • @Jsisjbdkdk
    @Jsisjbdkdk 27 дней назад +1

    Thank you bjp government finally

  • @prafullamohantakumar8941
    @prafullamohantakumar8941 26 дней назад

    ଜୟ ଓଡ଼ିଶା, ମୋହନ ଓଡ଼ିଶା

  • @mrutyunjaya07
    @mrutyunjaya07 12 дней назад

    NH 55 #JatiyaRajapatha#Maranajanta

  • @mitunayak8751
    @mitunayak8751 27 дней назад +2

    ଭାରତ ମାଳା କୋଣାର୍କ ଦେଇ ଯାଉଥିବା କାର୍ଯ୍ୟ 2015 ମସିହାରୁ ଶୁଣେଇଲେଣି କାମ କେବେ ସରିବ

    • @chinmayaray7834
      @chinmayaray7834 27 дней назад

      Bharatmala PROJECT band kariki corrider based deelopment re focus karajauchi

  • @ShesadevBag-vr5yk
    @ShesadevBag-vr5yk 27 дней назад +2

    Jai modi

  • @bhimasennayak8348
    @bhimasennayak8348 17 дней назад

    Very good

  • @pradeepkumardas6344
    @pradeepkumardas6344 27 дней назад +2

    ଆମ ଓଡ଼ିଆଙ୍କୁ ଏ ସବୁ କଣ ଦରକାର , ତୁମ ଗାଣ୍ଡୀ ଗଲୁ ହେଉଛି ଆମକୁ ରୋଡ ଦେଉଛ , ଦେବାର ଅଛି ତ ମାଗଣା ମଦ ଦୀୟ , ମାଗଣା ଖାଇବା ଦୀୟ , ମାଗଣା ଲୋନ୍ ଦୀୟ , ମାଗଣା ପଇସା ଦୀୟ , ତୁମେତ ଜାଣିଛ ଆମେ ଓଡ଼ିଆ , ଆମେ ପରମ କୋଢୀୟା , ସେ ରୋଡ ରୁ ବାଳ ମିଳିବ, ନବୀନ ମାଗଣା ଦେଲା , ୨୫ ବର୍ଷ ଶାସନ କଲା , ତୁମେ ମାଗଣା ନ ଦେଲେ , next election ରେ କେହି ଭୋଟ ଦେବେନି , ଯେତେ ଗାଣ୍ଡୀ ମାରୁଛ ମାର , କିନ୍ତୁ ଓଡ଼ିଆ ଙ୍କୁ ମାଗଣା ଦିଅ, ନହେଲେ last କୁ ପେଳ ଖାଇବ

    • @sujit_sahoo
      @sujit_sahoo 27 дней назад

      Pagala ta

    • @xVIRUS-
      @xVIRUS- 27 дней назад

      😂

    • @abhisekbehera8776
      @abhisekbehera8776 26 дней назад

      Tama bhalia lokanka pain odisha aji pachare padichi

    • @pradeepkumardas6344
      @pradeepkumardas6344 26 дней назад

      @@abhisekbehera8776 ମୁ ଗୋଟେ business person , monthly income 70000+, ମୁଁ କଣ ପାଇଁ ଏମିତି comments ଦେଲି, ମୋର କଣ ଅଭାବ ଅଛି , ଭାଇ ମୁ ଯୋଉ struggle କରି ଆଜି ୭୦୦୦୦ income କରୁଛି , ମୁ କାହାକୁ idea ଦେଲେ ବି ସେ କରିବାକୁ interest ନୁହେଁ , ଆଉ କଣ କହିବି କୁହ

    • @pradeepkumardas6344
      @pradeepkumardas6344 26 дней назад

      @@abhisekbehera8776 ଭୁବନେଶ୍ୱର ରେ ମୋର business, ଘର ଭଡ଼ା ୨୦୦୦୦ , ଷ୍ଟାଫ , ଏଲେକ୍ଟ୍ରୀ ବିଲ, ଗାଡ଼ି ଖର୍ଚ୍ଚ , ଆହୁରି କେତେ , ମୁ କଣ ପାଇଁ ଲୋକଙ୍କୁ ଖରାପ idea ଦେବି, ଲୋକଙ୍କୁ ସାହାଯ୍ୟ କର first ସେ ତୁମକୁ ମାରିବ, ଏଇଟା ଆମ ଓଡ଼ିଆ ଙ୍କ ପ୍ରକୁତି

  • @babulukisan5417
    @babulukisan5417 27 дней назад +1

    ଦିନରେ ଆଲୁଅ ଦେବେ ୩୦୦ ୟୁନିଟ ବିଜୁଳି ମାଗଣା।। ଓଡ଼ିଶା ସରକାର ଡୱଲ Enggenir ଦରଦାମ ବୂଧି।।।
    ।।।।।। ଜୟ ଜଗନ୍ନାଥ।।।।

  • @DiptikrushnaRay
    @DiptikrushnaRay 24 дня назад

    Congratulations, CM Sir.
    Proud of you Modi ji 🇮🇳🚩

  • @RajuMirdha-e6p
    @RajuMirdha-e6p 12 дней назад +1

    I don't think , we should expand current 4 lane to 6 lane or more, instead for public transport in short time , government should focus on rapid semi train in odisha.
    And one more thing, there will be huge trees to be cut bcz of this, which is not a good idea.
    1. Government should focus on repairing cureent 4 lanes that has damaged.
    2. Any of you have seen, currently there are bo trees on road sides , government should start planting trees.
    3. There should be proper manage of side wall if NG passing throuhg village.
    4. People's are randomly making way out of roads , which causing road accidents, that needs to be done.

  • @LOKANATHBHARATI
    @LOKANATHBHARATI 17 дней назад

    Thanks to Gadkari ji ,H,noble minister of express highway

  • @dinabandhumendili7019
    @dinabandhumendili7019 19 дней назад

    Jay shree Ram

  • @user-yi8qu9ks4j
    @user-yi8qu9ks4j 13 дней назад

    Jay Shri Ram🚩🙏🚩🙏🚩🙏🚩💐💐💐💐🙏

  • @PradeepNayak-h3r
    @PradeepNayak-h3r 13 дней назад

    👍

  • @user-jn6rj2je6d
    @user-jn6rj2je6d 24 дня назад

    mohan Majhi Sarkar jinda baad 🙏

  • @sharadamohanty5629
    @sharadamohanty5629 27 дней назад

    Thank you respected PM.

  • @prabiramishra9758
    @prabiramishra9758 11 дней назад

    Jaya bjp.

  • @sibasankarsamal3514
    @sibasankarsamal3514 27 дней назад +1

    Jay Hind

  • @ChittaranjanDas-dc5sc
    @ChittaranjanDas-dc5sc 27 дней назад +1

    Jay.hind.jay.bjp

  • @sureshchandradas88
    @sureshchandradas88 21 день назад

    Kalahandi, Kandhamal, Sonepur and Rayagada districts of Odisha are the most neglected, both in railways and roadways

  • @dakeshwarsabar5410
    @dakeshwarsabar5410 27 дней назад +1

    Jay bjp jay modi sir❤❤❤❤❤

  • @Agnidev143
    @Agnidev143 27 дней назад +1

    Good work BJP

  • @pintulohar5261
    @pintulohar5261 26 дней назад

    Jay jaganath Jay shree Ram

  • @Itz_royal_dipun
    @Itz_royal_dipun 15 дней назад

    କଟକ ପାରାଦ୍ୱୀପ ରାସ୍ତା କେବେ 4 ଲେନେ...??

  • @MrsurachPradhan
    @MrsurachPradhan 26 дней назад

    ମିଛୁଆ ସରକାର 😀😀😀😀🙏🙏🙏🙏🙏 ଆଗେ କାମ କରିକି ଦେଖାଅ

  • @rajeshkumargupta7078
    @rajeshkumargupta7078 27 дней назад

    Aai Ta Houchi Double Engine Sarkar Ra Kamal Aam ODISHA Pain.❤🙏

  • @AJ.....440
    @AJ.....440 9 дней назад +1

    Kn heba railway minister odisha ra heiki b kandhamala ku train 🚂🚆 nahi kebe heba au jaha b hebara thila taku change kaleni

  • @Indianarmy143
    @Indianarmy143 27 дней назад +1

    Congratulations 🎉

  • @UttamDas-lm6rk
    @UttamDas-lm6rk 21 день назад

    ଅଲଜ୍ୟା ଚେନେଲ

  • @GVaraprasad-gs4ye
    @GVaraprasad-gs4ye 23 дня назад +1

    dist hq rgda ku 10kmt door 😮jkpmrgda acromonokorichi pmgsyroad govtschool 522,35acradivasijomi 112,91govtjomi😢 govt😂modiguaranty action zero😅

  • @nayakdeb5026
    @nayakdeb5026 27 дней назад

    Costal highway is very important, it will improve tourism, give employment and revenue to state government, people of odisha won't understand this, that's why odisha situation is bad

  • @shaitansingh9698
    @shaitansingh9698 27 дней назад

    Jai ho BJP sarkar

  • @amitabsamal4118
    @amitabsamal4118 27 дней назад +1

    Fake prachar. Relatiy kichi nahi.
    10 yrs ra ra Argus ghela pua Dhremendra Gadkari kata photo shoot haichi au kata project odisha ra hela Odisha bashi janichanti.
    Nua photo ra Majhi jodi gala.
    Photo khali project nahi.
    Budget ra ta Alu milichi Odisha ku project haba double Alu.

  • @sandipdehury6098
    @sandipdehury6098 27 дней назад +2

    Angul dist ru ta Adika tax jauchi ta road kn heichi mohon Sarkar ku Jana achi ki nahi. Road jam ra khabar jauni Bodhe

  • @biswajitpanigrahi9153
    @biswajitpanigrahi9153 27 дней назад

    They all are focusing only on Bhubaneswar puri Cuttack Bramhpur Rourkela Sambalpur...No devlopment in south odisha like Rayagada Koraput
    Etc

  • @cbl9319
    @cbl9319 12 дней назад

    🌹🌹🌹🌹🌹🌹🌹🌹🌹🌹

  • @amarbag5933
    @amarbag5933 26 дней назад +1

    କୁଆଡେ ଗଲ BJD କାମେଣ୍ଟ ଲେଖୁ କୁଚି ନେତା

  • @tukunakumarsethi3773
    @tukunakumarsethi3773 27 дней назад

    Welcome sir

  • @anilkumarsahu6106
    @anilkumarsahu6106 27 дней назад

    Nitin Gadkari jewel of india

  • @mandalgond8863
    @mandalgond8863 25 дней назад

    WELL COME NHI

  • @subratkumarsahu1461
    @subratkumarsahu1461 19 дней назад

    ଦକ୍ଷିଣ ଓଡ଼ିଶା ପାଇଁ କିଛି ନାହିଁ

    • @subratkumarsahu1461
      @subratkumarsahu1461 19 дней назад

      ବ୍ରହ୍ମପୁର ପାଇଁ କିଛି ନାହିଁ ବିଜେପି କୁ ଭୋଟ ଦେଇ ନାହିଁନ୍ତି

  • @dandeswarrao5627
    @dandeswarrao5627 22 дня назад

    Please focus on rural roads to urban City Roads n maintenance implement of district block roads to urban City roads..We are requested to State govt from all' rural block road to urban City roads converted from single roads to Double Roads converted from Puri Districts to Cuttack districts..As well focused always on urban towns double roads..For not only National Highways.. Other also implement small projects likes hospitals, water pipes, School's, bring start up companies, n extension Bus services from small towns to smart citties. Particularly capital routes in state of Odisha.. Increase old pension 2 thousand RS to from 60 old age s

  • @debabratamohanty4567
    @debabratamohanty4567 22 дня назад

    Repair of NH 55

  • @anmayakumari1551
    @anmayakumari1551 17 дней назад

    failed in women safety
    #PMYOGiTheLastHope

  • @jyotinanda9931
    @jyotinanda9931 27 дней назад

    🙏🙏

  • @prakashgochhayat1019
    @prakashgochhayat1019 27 дней назад

    Wow nice❤

  • @moviecreation3169
    @moviecreation3169 27 дней назад

    No road for western odisha

  • @sasikantasahoo5945
    @sasikantasahoo5945 4 дня назад

    NH55 complete kara aga

  • @user-gb1jq7er9c
    @user-gb1jq7er9c 18 дней назад

    Salam gadkari ji

  • @subhendubehera4167
    @subhendubehera4167 27 дней назад +1

    Odisha coastal highway kuade gala

  • @balarambehera672
    @balarambehera672 27 дней назад

    Jay hind

  • @subashchand4241
    @subashchand4241 27 дней назад

    ମାତ୍ର ଏକୋଇଶି ହଜ଼ାର କୋଟି ଦେଇ ପଚାଶ ହଜାର କୋଟି ଦେଲା ଭଳିଆ attitude....!

  • @Cartoon_Gang11
    @Cartoon_Gang11 27 дней назад +2

    ଏଇଟା ଗୋଟେ ନୂଆ ଚାଲ ପଇସା କମେଇବାର | ଯଦି ରାଜପଥ କରିବାର ଥିଲା ତା ହେଲେ ଏତେ ଦିନ କୋଉଠି ଶୋଇ ଥିଲେ ଏବେ ନିଦ ଭାଙ୍ଗିଲା | ଖାଲି ଓଡ଼ିଶାର ଖଣିଜ ସମ୍ପଦ ଉପରେ ଆଖି | କେମିତି ଲୁଟିବେ ସେ ଚିନ୍ତାରେ ଆଉ ବୁଦ୍ଧି ବାଟ କିଛି ଦିଶୁନି

    • @suvamraj9214
      @suvamraj9214 27 дней назад +2

      ଏବେ ଯୋଉ ରାସ୍ତା ଅଛି ସେହି ରାସ୍ତା ରେ କଣ ଖଣି ଲୁଟି ହେବା ନାହିଁ କି

    • @Cartoon_Gang11
      @Cartoon_Gang11 26 дней назад

      @@suvamraj9214 ଟିକେ ସମୟ ଲାଗିବ | ପୁଣି ସବୁ ଖଣି ଅଂଚଳକୁ ଭଲ ରାସ୍ତା ନାହିଁ ନା ତେଣୁ ନୂଆ କରି ବନେଇବାକୁ ପଡିବ | କେବଳ ଅନୁଗୁଳ ଜିଲ୍ଲାର ଛେଣ୍ଡିପଡ଼ା ତହସିଲରେ 10 ଟି ନୂଆ ଖଣି ଖୋଲିବାକୁ ଅନୁମତି ମିଳିଛି | ଭାବିପାରୁଥିବ କୋଉ ରେଟରେ ଓଡିଶାକୁ ଲୁଟିବାକୁ ଯୋଜନା ହେଇଛି

  • @SPChitah
    @SPChitah 15 часов назад

    Ame khusi nohu kana pai kahile sabu rajya re express way au odisha ku 0 kn pai

  • @venketsmartcreative4311
    @venketsmartcreative4311 27 дней назад

    ଆଉ ଦକ୍ଷିଣ ଅଡିଶା ଅଣଦେଖା କଣ ମିଳିଲା

  • @bkpujari1
    @bkpujari1 17 дней назад

    Progress of Odisha are damaged due to political and government officials corruption.

  • @Jsisjbdkdk
    @Jsisjbdkdk 27 дней назад

    NH 26 ku v 6 lane haba darkar

  • @rajkishorpanda4002
    @rajkishorpanda4002 27 дней назад

    Badhai ho C.m.ji

  • @Sanjib_494
    @Sanjib_494 27 дней назад +4

    Sethi pain ta aji jaea NH55 Ku 10 year helani thik kariparuna

    • @desiavengersofficial580
      @desiavengersofficial580 27 дней назад

      Khali NH 55 ahuri time lagiba

    • @user-zr8xo7li3z
      @user-zr8xo7li3z 27 дней назад +3

      Bjd kn karuthila 24 years

    • @Sanjib_494
      @Sanjib_494 27 дней назад

      @@user-zr8xo7li3z jaunu BJD ku pacharibu

    • @debasmitaparida2072
      @debasmitaparida2072 27 дней назад

      ​@@user-zr8xo7li3zNH central Govt kama state govt ra nuhen.Nabin kain karithanta NH kama

  • @jagabandhugiri6980
    @jagabandhugiri6980 27 дней назад +2

    Jay Hind 🇮🇳🇮🇳🙏🔥🔥🔥