ପାବାର୍ || pabar || rajo special || odia comedy || balasoriya aurabinda !!

Поделиться
HTML-код
  • Опубликовано: 21 сен 2024
  • Producer - Aurabinda Dey
    Director - soumyajit Barik
    Concept- Amrutanshu
    Dop - Anil Jena
    Production manager - jitun
    Cast - Aurabinda
    Adya
    Sameer
    Jitun
    #manmaydey #odiacamedy #balasoriyaauracomedy #chandanbiswal #chandan_chanchal_bhojpuri_new_video #rajospecial #naveenpatnaik #naveenbabucomedey

Комментарии • 844

  • @Balasoriyacomedy
    @Balasoriyacomedy  3 месяца назад +143

    Naveen Sir Amara Fvrt Thile Au Rahibe , Video ku Last Jae Dekhantu Sabu janiparibe 🙏❤️ Comedy Ku Samaste Comedy Re Hii niantu ,Dehaku Kehi Neijauni 🙏Jay Jaga ❤

  • @Bnshort499
    @Bnshort499 3 месяца назад +51

    ଦିଦିଙ୍କ ଅଭିନୟ ସତରେ ହୃଦୟକୁ ଛୁଇଁ ଗଲା 😢ସତରେ ଦିଦି ଆପଣଙ୍କୁ ଅଭିନୟରେ ଶତ ପ୍ରତିଶତ ମାର୍କ ଦିଆ ଯିବ🥰

    • @pradipkumardas1975
      @pradipkumardas1975 3 месяца назад +1

      You are grat

    • @Balasoriyacomedy
      @Balasoriyacomedy  2 месяца назад +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

    • @Bnshort499
      @Bnshort499 2 месяца назад

      @@Balasoriyacomedy it's my pleasure Brother 🥰🥰

  • @ganeshsing5580
    @ganeshsing5580 3 месяца назад +29

    Balasore ru kia dekuchha like kara

    • @mishra_com4611
      @mishra_com4611 2 месяца назад

      OD 01 balasore only one No 1 balasore

  • @dilipsamal5980
    @dilipsamal5980 3 месяца назад +10

    ବହୁତ ବଢିଆ ସଂଳାପ ସାଙ୍ଗକୁ ସୁନ୍ଦର ଅଭିନୟ, ଗୋଟେ ପରେ ଗୋଟେ ସମସ୍ତ ଯୋଜନା କିପରି ଫେଲ୍ ମାରିଛି, ସେ ବିଷୟରେ ଜଣାଯାଇଛି ।ସମସ୍ତଙ୍କୁ ବହୁତ ଧନ୍ୟବାଦ ।

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @SubhabishnuMahapatra-w5i
    @SubhabishnuMahapatra-w5i 2 месяца назад +2

    ଭଉଣୀ ଙ୍କ ଅଭିନୟ ଭଲ ହେଇଚି

  • @KhushiDanceDhamaka
    @KhushiDanceDhamaka 3 месяца назад +41

    Keonjhar ru kie ଦେଖୁଛ like kara❤❤

  • @bhaktirahasya9910
    @bhaktirahasya9910 3 месяца назад +10

    ଭଲ ଲାଗିଲା. । ଏଭଳି ନିର୍ଛକ ସତ୍ୟ ପ୍ରସଗଂକୁ ଆଗକୁ ଆଣନ୍ତୁ । ଆମେ କେଉଁ ଦଳ ବିରୋଧରେ ନାହୁଁ । ଯାହାସତ୍ୟ ସେଇଆ ହିଁ ସତ୍ୟ

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @jagannathvibes
    @jagannathvibes 3 месяца назад +17

    ନବୀନ ବାବୁ ସବୁ ଯୋଜନା କଲେ ମଧ୍ୟ ତାହା ଗରିବ ପରିବାରରେ ପହଞ୍ଚି ପାରିଲା ନାହିଁ । ସବୁ ଲୁଟିନେଲେ 😢😢

    • @Balasoriyacomedy
      @Balasoriyacomedy  2 месяца назад +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @GSOFFCIAL56
    @GSOFFCIAL56 3 месяца назад +9

    ବହୁତ ଭଲ ହେଇଛି ଷ୍ଟୋରି ଧନ୍ୟବାଦ 🙏🙏🙏

  • @Jagasgift.jyotsna01
    @Jagasgift.jyotsna01 3 месяца назад +31

    ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ୍ କିଛି କରିଛନ୍ତି କିନ୍ତୁ ଲୋକମାନଙ୍କ ପାଖରେ ତାହା ପହଞ୍ଚି ପାରିନାହିଁ 😢କିନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କ ଭଳି ଆଉ କେହି ବି ଆମକୁ ମିଲିବେନି 😢Naveen sir 🙏

    • @Balasoriyacomedy
      @Balasoriyacomedy  3 месяца назад +3

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

    • @ganeshodiavlog4976
      @ganeshodiavlog4976 3 месяца назад +1

      Pura thik kahichantu

    • @user-sujay182
      @user-sujay182 3 месяца назад +1

      Kn kachi tk kahilo...kn...kn...list...Dio...joldi..dei pariba....

    • @pujaraniswain963
      @pujaraniswain963 3 месяца назад +1

      Are khali karidele habani jaha b karuthile seya kemiti Janata nka pakhare pahanchiba taha upare padakhyepa nebara thila au khali karidele kichhi lava nahi jia khaiba katha sia khaichhi

  • @SUSHANT_KUMAR_10
    @SUSHANT_KUMAR_10 3 месяца назад +85

    ସତ କହିବାକୁ ଗଲେ ଭିଡିଓ ଟିକୁ କମେଡି ର ରୂପ ଦେବାକୁ ଯାଇ ,ଯେଉଁ ପରି ଭାବରେ ବର୍ଣ୍ଣନା କରାଯାଇଛି ,ତାହାକୁ କହିବା ସମ୍ଭବ ନୁହଁ। ତା..ଛଡା ଶେଷରେ ମା..ର ଯୋଉ ବିକଳିଆ କାନ୍ଦ,ସତରେ ଆଖିରୁ ଲୁହ ଆଣିଦେଲା ..।
    କହିବାକୁ ଗଲେ ନବୀନ sir ୨୫ ଶାସନ କରିଲେ ସତ କିନ୍ତୁ ତାଙ୍କର ଯୋଜନା ଗରିବ ମାନଙ୍କ ପାଖରେ ପହଞ୍ଚିଲାନି।
    ଭାଇ ଭିଡିଓଟି ମନକୁ ଛୁଇଁ ହୃଦୟକୁ ଏମିତି ସ୍ପର୍ଶ କଲାଯେ ,ମୁଁ କମେଣ୍ଟ୍ ନ ଦେଇ ରହିପରିଲିନି ।❤

  • @rinkusahu8775
    @rinkusahu8775 3 месяца назад +44

    ଏ ଭିଡ଼ିଓ ଟି ନିହାତି ଓଡ଼ିଶାର ନେତା ମନ୍ତ୍ରୀ ମାନେ ଦେଖିବା କଥା, ଥରେ ଦେଖି ଆସ ଗାଁ ଗାଁ ବୁଲି, ଲୋକ ମାନେ କେତେ ସରକାରୀ ସୁବିଧା ପାଉଛନ୍ତି ନାଁ ପାଉ ନାହାନ୍ତି, ଯିଏ ଗୋଟେ ଗରିବ ଲୋକର ଦୁଃଖ କଥା ବୁଝୁଥାଏ ସେ ହିଁ ପ୍ରକୃତ ସଚୋଟିଆ ମଣିଷ ଆଉ ନେତା, ଭିଡ଼ିଓ ଟି ବହୁତ ହୃଦୟସ୍ପର୍ଶୀ ହୋଇଛି, ସମସ୍ତ କଳାକାର ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ, Love You ଆଦ୍ୟାଶା ଦିଦି 🙏🏻

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @GayadharMallick-rp2dy
    @GayadharMallick-rp2dy 3 месяца назад +146

    ଓଡ଼ିଶାର ବାସ୍ତବ ଚିତ୍ର କୁ ଆପଣ ନିଚ୍ଛକ ଭାବରେ ବର୍ଣନା କରିଛନ୍ତି ଗଲା ଚବିଶ ବର୍ଷ ରେ ଓଡ଼ିଶାର ବିକଳ ଚିତ୍ର କୁ ବର୍ଣନା କରିଛନ୍ତି ଓଡ଼ିଶାର ଉପାନ୍ତ ଅଞ୍ଚଳ ରାୟଗଡା ରେ ମୁଁ ନିଜ ଆଖିରେ ଦେଖିଛି ରାସ୍ତା ନାହିଁ ପିଇବା ପାଣି ନାହିଁ ଉପାନ୍ତ ଛାଡ଼ନ୍ତୁ ମୋ ଭଦ୍ରକ ଜିଲ୍ଲା ରେ ପ୍ରାୟ phc ରେ ଡାକ୍ତର ନାହାନ୍ତି ଆଶା ନୂଆ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବେ. ଜୟ ଜଗନ୍ନାଥ

    • @Balasoriyacomedy
      @Balasoriyacomedy  3 месяца назад +16

      Sei Katha Kichhi loko Bujhiparu nahanti

    • @bhaktirahasya9910
      @bhaktirahasya9910 3 месяца назад +10

      bhai ରାୟଗଡା କାହିଁ ଯାଉଛ..ବେଶି ବାଟ ହେଉଯାଉଛି , ଆମ ରାଜଧାନୀ ଭୁବନେଶ୍ବରକୁ ଆସ ମୁଁ ଦେଖେଇଦେବି ଏଠି ବି ରାସ୍ତା ନାହିଁ ଏବଂ କିଛି ଅନ୍ଚଳରେ ପାଣି ପାଇଁ ନଦୀ ଗାଡିଆ ଉପରେ ଲୋକ ନିର୍ଭରଶୀଳ । ୨୪ ବର୍ଷର ଶାସନରେ ବିକାଶ ହେଉଛି ଓଡିଶାର ନୁହେଁ ..ଓଡିଶାର ନେତା , ମନ୍ତ୍ର ଏବଂ ତାମିଲ ଅଫିସରମାନକଂର । ଆମ ଫିଲା ୫ଟି ସ୍କୁଲରେ ପାଠ ପଢୁଛନ୍ତି , ଶିକ୍ଷକ ନାହାନ୍ତି ଆମେ ଗରିବ ଓ ଶୋଷିତ ଆମ ପିଲା ବି ସେଭଳି ଭୋଗିବେ । ତାକଂ ପିଲା ଫରେନ ସ୍କୁଲରେ ପଢୁଛନ୍ତି , ପଢିଶାରି ପୁଣି ଓଡିଶାକୁ ଫେରି ଆମ ପିଲାକୁଂ ଶାସନ କରିବେ । ଓଡିଆର ରକ୍ତ ଶୋଷିବେ । କେବେ କୋଉ ସଚିବ କିମ୍ବା ନେତାର ପିଲା ୫ଟି ସ୍କୁଲ କି କଲେଜ ରେ ପଢିଥିବାର ଦେଖିଛନ୍ତି ? ନା..ଦେଖିବେ ନାହିଁ ମଧ୍ୟ । ସେମାନେ ଫରେନ ରେ ପଢବେ । ଆଉ ଓଡିଶା ଆଶି ଓଡିଆକୁଂ ଲୁଟିବେ ।

    • @balasorecomedy7994
      @balasorecomedy7994 3 месяца назад

      Right 👍 ​@@bhaktirahasya9910

    • @deepakvengra4512
      @deepakvengra4512 3 месяца назад +1

      Thank you 🙏🙏🙏🙏 bhai.
      Satya samna ku aniba pai..

    • @rejeshmoharana1561
      @rejeshmoharana1561 3 месяца назад +2

      Jay nabine sir

  • @DwivedyPrangyashree6183
    @DwivedyPrangyashree6183 2 месяца назад

    Video 📸 ti khub sunder hoichi......Jay Jagannath 🙏😃

  • @SonuDas-ts8bn
    @SonuDas-ts8bn 3 месяца назад +24

    ବହୁତ୍ ବଢିଆ ଲାଗିଲା 😢😢 ଲାଷ୍ଟ୍ 5 ମିନିଟ୍ ଆଖିରୁ ଲୁହ ବାହାରିଲା

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

    • @AmrutKumar-yr8xq
      @AmrutKumar-yr8xq 3 месяца назад

      Bhai bohut kosto lagila😂😂😂😭😭😭😭😭last re

  • @sudhirgouda4391
    @sudhirgouda4391 3 месяца назад +35

    ବାସ୍ତବିକ ଆମ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବହୁତ ଯୋଜନା କରିଛନ୍ତି l ସେ ଗୁଡିକ ବାଟ ମରଣା ହେଇଯାଇଛି l ଯାହାଦ୍ୱାରା କୋଟି କୋଟି ଖର୍ଚ୍ଚ ହୋଇ ମଧ୍ୟ ସଠିକ କାମରେ ଲାଗିନି l ଦେଖିବା ଆଗକୁ ଆମ ନବ ନିର୍ବାଚିତ ମୁଖ୍ୟ ମନ୍ତ୍ରୀ କଣ କରୁଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ 🙏🏻🙏🏻🙏🏻😞

    • @omkardash4472
      @omkardash4472 3 месяца назад +2

      ଯଦି ଯୋଜନା ଯାହା ପାଖରେ ପହଂଚିବା କଥା, ପହଂଚିନି, ତାହେଲେ.. କଣ କରିଛନ୍ତି? ଏଇଟା କେବଳ ମିଛ ଭଲ ପାଇବା... କେବଳ ପ୍ରଚାର ଚାଲିଛି ବଗ କୁ ସାଧୁ ସଜାଇ

    • @Manas_Bhoi
      @Manas_Bhoi 3 месяца назад

      ​@@omkardash4472ସତକଥା

    • @Balasoriyacomedy
      @Balasoriyacomedy  3 месяца назад +2

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @MukeshKumarSahu-gw4sq
    @MukeshKumarSahu-gw4sq 3 месяца назад +53

    ବାସ୍ତବିକ୍ ଭାବେ naveen sir ଗରିବ ଖଟିଖିଆ ଲୋକ ଙ୍କ ଠାରୁ ଆରମ୍ଭ କରି କୃଷକ ଓ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ବହୁ ଯୋଜନା ପ୍ରଣୟନ କରିଥିଲେ କିନ୍ତୁ ଦୁଃଖ ର କଥା ଯେ ତାହା ଲୋକ ଙ୍କ ପାଖରେ ପହଞ୍ଚି ପାରୁନଥିଲା
    I love Naveen
    I miss you Naveen

    • @Balasoriyacomedy
      @Balasoriyacomedy  3 месяца назад +2

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @SiliDash-z
    @SiliDash-z 2 месяца назад +1

    What a video😮 just wowww...

  • @DeepakBehera-qx2mx
    @DeepakBehera-qx2mx 3 месяца назад +4

    Adya ର ecting ବହୁତ୍ ଭଲ ଲାଗିଲା

  • @biswanathpradhan8789
    @biswanathpradhan8789 3 месяца назад +6

    RUclips ra samasta odia video bhitaru ehi video ta sarbasrethha video heichhi.thanks for all team.keep it up

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @kailashdas6270
    @kailashdas6270 3 месяца назад +55

    Manmay ଭାଇ ବିନା comedy ଅଧୁରା miss u manmay bhai❤❤❤

    • @janmejaytripathy4386
      @janmejaytripathy4386 3 месяца назад +2

      ସିଏ ଗୋଟେ କାଢୁ😂

    • @Manashcreativevidio
      @Manashcreativevidio 3 месяца назад +3

      Manmaya bhai jane bhala actor baki kaha bina kanasi jinisa adhura huani.... So all the best madi chala...... ❤❤

    • @kailashdas6270
      @kailashdas6270 3 месяца назад

      @@Manashcreativevidio but bro ebe comedy re au majaa asuni 😔😔

    • @janmejaytripathy4386
      @janmejaytripathy4386 3 месяца назад +1

      @@Manashcreativevidio this is the difference between appreciation or expectation 🫠

    • @ChanduNaik-rd2iz
      @ChanduNaik-rd2iz 3 месяца назад +1

      Manmay ku dekhibo hele ta channel ku jao

  • @IndraGouda-j6d
    @IndraGouda-j6d 3 месяца назад +1

    ମୁ କୋରାପୁଟ ରୁ ଆପଣଙ୍କ‌ ଭିଡିଓ ବହୁତ ଭଲ ଲାଗିଲା good message ❤❤❤

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @daisykidairy
    @daisykidairy 3 месяца назад +17

    Nabina sir sabu jyojan kariki v gariba nka pakhre pahnchi parila nahi....jauthi pain dhani dhani hei gala au gariba gariba rahi gala....🤔

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @Khantichandabalia
    @Khantichandabalia 3 месяца назад +5

    ଓଡିଶା ର ବାସ୍ତବିକତା କୁ ଲୋକଲୋଚନକୁ ଅଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, 24 ବର୍ଷର ଏକ ଛତ୍ରବାଦ ଶାସନ ର ଅନ୍ତ ଘଟିଛି, ଆଉ ଆଶା ଅଛି ଓଡ଼ିଶାର ମାନଚିତ୍ର ବଦଳିବ 🙏

    • @ramsudarshan2163
      @ramsudarshan2163 3 месяца назад +2

      ଦେଖା ଯାଉ ଓଡ଼ିଶା ର କେତେ ମାନଚିତ୍ର ବଦଳୁଛି BJP ଗୋଟେ ମାସରେ ଚାଉଳ 400 ଟଙ୍କା କୁଇଣ୍ଟଲ ତେଲ 15 ଟଙ୍କା ଡାଲି 10 ଟଙ୍କା କେଜି ପିଛା ବଢ଼ି ଲାଣି କଣ ମାନଚିତ୍ର ବଦଳିବ ଜଣାପଡୁଛି

  • @LipiNaik-w6e
    @LipiNaik-w6e 3 месяца назад +13

    Original v.k pandiyan bhali dekha jauchanti se😅😅😅

  • @madhusmitaraito
    @madhusmitaraito 2 месяца назад +1

    Very interesting didi tama acting

  • @pramodkumar-ii4tl
    @pramodkumar-ii4tl 3 месяца назад +9

    Best visual. Nikhun abhinaya. Salute to all three specially Adyasha mam is the jewel of video. Arvind babu, bahanaga train tragedy ra emotional video ku taja karidela.

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @chandu-tf2nq
    @chandu-tf2nq 3 месяца назад +1

    Amo bhai mane bhala emotional story video karanti ❤

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @satrughnamallicj8703
    @satrughnamallicj8703 2 месяца назад

    ମୋ ଓଡ଼ିଶା ନବୀନ ଓଡ଼ିଶା ରୁପାନ୍ତି କରଣ ଅଭିନୟ ମାଧ୍ୟମ ରେ ଜନସାଧାରଣ ଙ୍କୁ ଜଣାଇ ଥିବାରୁ ବହୁତ ବହୁତ ଧନ୍ୟବାଦ 😂😂😂😂😢😢😢😢 ନବୀନ ବାବୁ 😂😂😂😂

  • @kumardeepak14
    @kumardeepak14 2 месяца назад +1

    ଏତେ ସୁନ୍ଦର ଅଭିନୟ ❤ ଭଉତ ଭଲ ଲାଗିଲା .
    ଏ video ସବୁ ନେତା ଦଖିବା ଦରକାର ତମରି ମାନକ ପାଇଁ ଆଜି ନବୀନ sir ଆଉ ପଦବୀ ରେ ନାହାନ୍ତି । ତମର ଟିକେ ଟିକେ ଭୁଲୁ ପାଇଁ ଲୋକ ମାନେ ଆଜି କାନ୍ଦୁଞ୍ଚନ୍ତି 😢

  • @Bnshort499
    @Bnshort499 3 месяца назад +4

    ଭିଡିଓଟି ଖାଲି ମନୋରଞ୍ଜନ ପାଇଁ ନୁହେଁ ଭାଇ ଏହା ପ୍ରକୃତରେ ସତକଥା... ଧନି ଆହୁରି ଧନୀ ହେବାରେ ଲାଗୁଚି ଆଉ ଗରିବ ଗରିବ ହେଇ ରହି ଯାଉଚି 😔😔

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @user-barsha116
    @user-barsha116 2 месяца назад

    Bahut badhia lagila🙏❤️❤️🙏🙏

  • @STATUSKING-uq2sf
    @STATUSKING-uq2sf 3 месяца назад

    Ati sundar 🎉🎉🎉 continue 👍👍👍👍👍

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @AratiSss
    @AratiSss 3 месяца назад +2

    Tomo video dekhi bohuto khushi lagila😊😊😊

  • @bharatmajhi8536
    @bharatmajhi8536 2 месяца назад

    O bhai hasi hasi peto batha bahut sad 😢 lagila ❤❤❤😂😂😂😂👍

  • @odiadesisinger5032
    @odiadesisinger5032 Месяц назад

    Dil se Love you bro amiti video upload karithibaru ❤❤❤

  • @ch-cr7on
    @ch-cr7on 2 месяца назад

    Bahut sundar ❤

  • @sasmitaparida9804
    @sasmitaparida9804 2 месяца назад

    Video last re bhai akhhiru luho asigola .mindblowing video.

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @bdlarun
    @bdlarun 3 месяца назад +3

    ଅଭିନୟ no 1

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @rashmitaroul7955
    @rashmitaroul7955 2 месяца назад

    Nice video bahut sundar

  • @AkshayaNayak-yq3ic
    @AkshayaNayak-yq3ic 2 месяца назад

    Very good brother khusi lagila

  • @simanchalpujari6762
    @simanchalpujari6762 3 месяца назад +24

    ଏଭଳିଆ ଭିଡ଼ିଓ କରି ଓଡ଼ିଶାର ସତ୍ୟତା ଦେଖାଈଥିବାରୁ ହୃଦୟରୁ ଅଭିନନ୍ଦନ

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @mr.biswajit11
    @mr.biswajit11 2 месяца назад

    Bahut bhala lagila last part 〽️🎉

  • @hikimmarndi3970
    @hikimmarndi3970 2 месяца назад

    Didi ro choritro bohuto bholo lagila

  • @Debasmitalife
    @Debasmitalife 3 месяца назад +8

    A man with zero haters,....only Naveen sir 🙏🥺

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @daisykidairy
    @daisykidairy 3 месяца назад +4

    Video ti bhut Sundar au emotional hei thila pura heart touching ❤

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @sasmitamohanty-gb8fx
    @sasmitamohanty-gb8fx 3 месяца назад +12

    Pandian sir ke जैसा जो एक्टिंग करते है वो सुपर और नवीन सर भी

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @akbcreation9336
    @akbcreation9336 Месяц назад

    Bahut Sundar video

  • @shradha219
    @shradha219 3 месяца назад +1

    Tanka gachha part 2. Asibani ki ❤️❤️🎈🥰🤗😀🤗🥰❓

  • @manaskumardas1466
    @manaskumardas1466 3 месяца назад +8

    ଦେଖି ଲା ପରେ ବହୁତ ଭଲ ଲାଗିଲା ଓ ତା ପରେ ଶାନ୍ତି ମିଳିଲା ହେ ପ୍ରଭୁ ଏ ଭଳିଆ ସରକାର ଓଡିଶା କୁ ଆଉ କେବେ ବି ଦିଅ ନାହିଁ କାରଣ ଏ ଭଳି କେତେ ପରିବାର ନଷ୍ଟ ହେଇଚି ଏଇ ଚାବିଶ ବର୍ଷ ହେଲା

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @beautifulvoicesanjureallyi2665
    @beautifulvoicesanjureallyi2665 3 месяца назад +2

    Satare bhai e video dekhiki akhiru luha asijauchhi bahut bhala story bahut badhia thanks your allbteem members

  • @BhagabanNayak1991
    @BhagabanNayak1991 3 месяца назад +2

    ଅତି ସୁନ୍ଦର କାହାଣୀ ଟିଏ. 👍👍👍

  • @ame_gaonli_toka_02
    @ame_gaonli_toka_02 2 месяца назад

    Nice acting 👌😢❤ love you all ❤

  • @udayabmohapatra845
    @udayabmohapatra845 2 месяца назад

    Beautiful concept.

  • @entertainmentpoint3218
    @entertainmentpoint3218 3 месяца назад +2

    ସତରେ ଏହା ହିଁ ଓଡ଼ିଶା ର ବାସ୍ତବିକତା....ଆଖିରୁ ଲୁହ ଆସିଗଲା 😢😢😢😢

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @balajibehera3663
    @balajibehera3663 3 месяца назад +5

    Nabin sir ama paine sabu karichanti,kintu tanka chela chamunda paine se sobu yojona ama pakhe pahanchi paru ni...

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @basantakumarswain362
    @basantakumarswain362 3 месяца назад

    Heart touching really story

  • @pradeepbadi2048
    @pradeepbadi2048 18 дней назад

    Super super super acting bhai

  • @saiurnat
    @saiurnat 2 месяца назад

    Mam jaha kahicha pura Thik au apanka abhinaya ek Number 👍

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @SharpLearner295
    @SharpLearner295 2 месяца назад +1

    ଯିଏ ଏଠି ମାଉସୀ ର ଚରିତ୍ର ଲିଭେଇଛନ୍ତି ତାଙ୍କର ଅଭିନୟ ରେ ମୁଁ କାନ୍ଦି ପକେଇଲି ସତରେ ଦିଦି ଆପଣଙ୍କ ଅଭିନୟ ରେ ବହୁତ୍ ଦମ୍ ଅଛି ଆପଣ ଗୋଟେ ବହୁତ୍ ଭଲ କଳାକାର❤😊

  • @Preetilifestyle143
    @Preetilifestyle143 2 месяца назад

    Bhala karichanti ei bhali vedio kariki 🙏🙏🙏🙏🙏

  • @MMotivesonl
    @MMotivesonl 3 месяца назад

    Bhai hasi hasi pagal heigani na Bhai sopat form balangir

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @sibudash9056
    @sibudash9056 3 месяца назад +3

    ଭାଇ ଛୋଟ ମୁଁହ ରେ ବଡ କଥା ଆଉ ମୁଁ କଣ କହିବି..this is resembles of different part of odisha .. and video is nostalgic 💕 sundargarh

  • @Preetilifestyle143
    @Preetilifestyle143 2 месяца назад

    Pura right 👍👍👍👍

  • @susantaodishafarming7001
    @susantaodishafarming7001 3 месяца назад

    Acting is so good and heart touching 💕

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @HariharJena-z6u
    @HariharJena-z6u 2 месяца назад +1

    କାହାରି ପାଖରେ ଏହି ଯୋଜନା କାର୍ଯ୍ୟକାରୀ ନୁହେଁ

  • @RahulRay-sj2ou
    @RahulRay-sj2ou 2 месяца назад

    Best and everest content,last re emotional heigali Bhai 😢❤

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @aniljena8439
    @aniljena8439 3 месяца назад

    ବହୁତ ଭଲ ଲାଗିଲା ଆପଣଙ୍କ ଭିଡିଓ ହେଲେ ସେ ମା ପାଇଁ ହୃଦୟ ରୁ🙏🙏🙏🙏

  • @buddhadevsahu1690
    @buddhadevsahu1690 3 месяца назад

    Sundar upasthana
    Really yojana upare yojana
    But ki6i officer msnanka pain unsucesaful.
    But Naveen sir great

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @AratiSss
    @AratiSss 3 месяца назад +1

    ଆମଭାଗ୍ୟ ବି ସେ ମିତି😢😢😢

  • @SurendraBehera-hw3cd
    @SurendraBehera-hw3cd 2 месяца назад

    ଭିଡିଓ ଟି ବହୁତ କରି ଛନ୍ତି ସତେ ଯେମିତି Riyl ଲାଗୁଲା ବିଶେଷ କରି ମା ର ବୁକୁଫଟା କନ୍ଦନ ମ ଆଖି ରେ ଲୁହ ଆଣି ଦେଇ ଥିଲା। ଧନ୍ୟବାଦ ମା ଆପଣଂକୁ।

  • @subhasisop2788
    @subhasisop2788 3 месяца назад

    Super ama baleswaria❤❤❤

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @sonalibehera5404
    @sonalibehera5404 3 месяца назад +2

    Super acting di

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @rupaliray6858
    @rupaliray6858 3 месяца назад +1

    Satare akhire luha asigala..nichhuka abhinaya madhayma re nirata satya ku paribesana karithibari apananku bahut bahut dhanyabad 🙏🙏

    • @Balasoriyacomedy
      @Balasoriyacomedy  2 месяца назад +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @sujaychaulya8443
    @sujaychaulya8443 3 месяца назад +4

    Ama odisha ra best cm

  • @Abhimanyu-ye4cq
    @Abhimanyu-ye4cq 3 месяца назад +3

    I love you Balasore teme😂😂😂😂😂

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @ajaypradhan319
    @ajaypradhan319 3 месяца назад +14

    Nice video bhai . ଆଜି ର ରାଜନେତା ଆଉ ସରକାର ମାନଙ୍କର ସୁବିଧା ଆଉ ଯୋଜନା 😢❤

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @statuskingraj9873
    @statuskingraj9873 3 месяца назад

    Adya ra acting super joy nabin sir

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @jolly0530
    @jolly0530 3 месяца назад +2

    Dis lady’s acting superb she had to in our ollywood ….

  • @jena403
    @jena403 2 месяца назад

    satare adya didi tama pari realistic acting kehi kariparibeni😢😢😢😢😢 satare ei vdo dekhiki akhire luhs chali asila😢😢😢😢😢😢😢love you diiiii

  • @ramaparida1622
    @ramaparida1622 3 месяца назад

    କଟକ ଜିଲ୍ଲାରେ କିଏ କିଏ ଦେଖୁଚ ❤️❤️❤️ କର

  • @miss__subhu__03
    @miss__subhu__03 3 месяца назад

    Satare vdo ta bahut bhala heichi end re akhi ru luha asi gala😢😢😢

  • @waterlife2998
    @waterlife2998 2 месяца назад

    ତରକାରୀ ହେଲା ସ୍ୱାଦ ବି ହେଲା ହେଲେ ଶେଷ ରେ ମସଲା ଟିକେ ଲୋଡ଼ା ଥିଲା ନବୀନ ଆଉ ପାଣ୍ଡୁ ତରଫ ରୁ ଅତି ସୁନ୍ଦର ଉପସ୍ଥାପନା

  • @sastapcgamer141
    @sastapcgamer141 2 месяца назад

    bhai au bhouni au jou choto chua satore bahut badhia avinyo karuthile. au jou bhai pandian hoichonti o bikolo sei sir nko pori laguthile.bohut bholo lagila video .
    👍👍👍👍👍👍👌👌👌👌👌👌👌👌👌👌👌

  • @FunnyFactory989
    @FunnyFactory989 3 месяца назад +2

    ମୁଁ ଭଗବାନ୍ ପାଖରେ ପ୍ରଥନା କରୁଛି ଯେ ମୋରୋ ଓଡ଼ିଆ ଭାଇ ଓ ଭଉଣୀ ମାନେ ସବୁବେଳେ ଖୁସିରେ ରୁହନ୍ତୁ ❤️❤️❤️❤️❤️❤️

    • @Balasoriyacomedy
      @Balasoriyacomedy  3 месяца назад +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @bapikumar4439
    @bapikumar4439 3 месяца назад +1

    Really ur team have shown a reality crucial phase of odisha govt..waao..

  • @kingkumar7022
    @kingkumar7022 3 месяца назад

    Didi act is so beautiful 😊

  • @SubhashreeDeepa-hq7gv
    @SubhashreeDeepa-hq7gv 2 месяца назад

    E story dekhiki mo aakhire luho chali aasila 😢😢😢😢😢😢

  • @Sonali80381
    @Sonali80381 2 месяца назад

    Pandu roll. Ta mast😂👍
    Voice misi jauchhi 😂

  • @user-lf4mz1kd7m
    @user-lf4mz1kd7m 3 месяца назад +4

    Satare bohut bhala video heichi 😂😂😂😂

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @PokemonUnitemaster-lv8cf
    @PokemonUnitemaster-lv8cf 2 месяца назад

    Sei Ghar picha re 😂kn aalua achi 😅.....yeh kemiti ka raati 😂😂...

  • @somanathbarik1445
    @somanathbarik1445 3 месяца назад +3

    I think you are the best female actor sister... nicely acted🙏

    • @Balasoriyacomedy
      @Balasoriyacomedy  3 месяца назад

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @maminapradhan2201
    @maminapradhan2201 3 месяца назад +1

    Thanks to all 🎉🎉 odia jhia team,,, a vidio sara odisha basi nku show kari kichhi satya ta odisha basinka samna nku anithibaru,, thank u so much,,

    • @Balasoriyacomedy
      @Balasoriyacomedy  2 месяца назад +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

    • @maminapradhan2201
      @maminapradhan2201 2 месяца назад +1

      Sure bro

    • @maminapradhan2201
      @maminapradhan2201 2 месяца назад

      Apana bahut bhala acting karuchhanti,,,

  • @DIBYARANJANROUT-e7n
    @DIBYARANJANROUT-e7n 3 месяца назад

    NABIN PATTNAIK AU PANDIAN ROLE SUPER

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @SonuMohanta-is5te
    @SonuMohanta-is5te 27 дней назад +1

    Right didi

  • @rohitnayak5466
    @rohitnayak5466 3 месяца назад

    Ati sundar manaku chunila bhalia video❤

    • @Balasoriyacomedy
      @Balasoriyacomedy  2 месяца назад

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @kajalsmrutilifestyle4906
    @kajalsmrutilifestyle4906 3 месяца назад +2

    ପାଣ୍ଡୁ ଚରିତ୍ର ପୁରା ପାଣ୍ଡିଆନ ସହ ମିଶି ଯାଉଛି 👍😂

  • @princesspinky3860
    @princesspinky3860 3 месяца назад

    Ketethara dekheibi 😂😂😂😂😂

  • @AVIRAM_143
    @AVIRAM_143 3 месяца назад +2

    ବହୁତ ହୃଦୟ ବିଦାରକ କାହାଣୀ 😭
    ଏ ହଉଛି ଆମ 24 ବର୍ଷ ସ୍ଥିର ସରକାରଙ୍କ କରୁଣ କାହାଣୀ 😢
    ସରକାର ଯଦି ଗରିବ ଲୋଲଙ୍କ ପାଖକୁ ଆସି ଥରେ ଦେଖି ଥାନ୍ତା ତାଙ୍କ ଅବସ୍ଥା 😢 ତାହେଲେ ସେ ନିଜେ ଜାଣି ପାରି ଥାନ୍ତା 😢 ଲୋକ ମାନେ କଉ ଅବସ୍ଥାରେ ଅଛି ! ଆଉ କଉ ଭଳି ଭାବରେ ଏବେବି ଜୀବନ ଜାପନ କରୁଛନ୍ତି 🙏

    • @Balasoriyacomedy
      @Balasoriyacomedy  2 месяца назад +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

    • @AVIRAM_143
      @AVIRAM_143 2 месяца назад

      @@Balasoriyacomedy Okkk

  • @rajeshkumarsahoo8842
    @rajeshkumarsahoo8842 3 месяца назад +4

    Fabulous acting sister