ଦିଦି ମୋବାଇଲରେ ଗୀତ ଶୁଣିବେ, ପଢେଇବାକୁ କହିଲେ ମା ବାପା ନାଁ ଧରି ଶୋଧିବେ | PratidinTv
HTML-код
- Опубликовано: 16 окт 2024
- ଦିଦି ମୋବାଇଲରେ ଗୀତ ଶୁଣିବେ, ପଢେଇବାକୁ କହିଲେ ମା ବାପା ନାଁ ଧରି ଶୋଧିବେ | #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like Our Facebook Page
: / pratidinodisha
Subscribe To Our RUclips Channel: / @pratidintvodisha
Subscribe To Our Hashtag Channel: / @hashtag6187
ଏ ଛୁଆ ଗୁଡାକ ଙ୍କ ଜୀବନକୁ କେବଳ ତାଙ୍କ ବାପ ମାଆ ମାନେ ଖରାପ କରୁଛନ୍ତି
Right
Thik katha kahuchanti
Right
କିଛି ବଦମାସ୍ ପିଲା ଆଉ ଅବିବହକ ପାଇଁ ସରକାରି ସ୍କୁଲ ରେ ପଡ଼ିବାକୁ ପିଲା ଇଚ୍ଛା କରୁନାହାନ୍ତି l
Sarakari school re teacher mana nka present bii Bahut kam paduchhi puni patha padheiba naare ph re gapa athire taa pila nka bhabisyata bhari ujal haba au...
ଏଇ ଛୁଆ ମୋ ଘର ପାଖରେ ରହେ ପକା ହାରାମି
ତାର
Hm ki
ସେ ପ୍ରଥମ ପିଲାର ଭାଷା ରୁ ବହୁତ୍ ଭଲ ଭାବରେ ବୁଝି ହଉଛି, ପିଲା କେତେ ପଢ଼ିଛି ଏବଂ କେତେ ସମ୍ମାନ ଗୁରୁଙ୍କ ପ୍ରତି।
Jadi guru bholo heithante tebe pila emti heinathanta Tara aei marjito bhasa pai sei guru hi dai
@@kumarchinmay1588 you are right
Are kia kemiti ka ta katha kahiba saili ru janapadiba..ae pila ra katha barta thik nahi
ପିଲାର ମାଆ ବାପା ପିଲାଙ୍କୁ ଏସବୁଥିରୁ ନିବୃତ କର... ସେ ପଠା ପଢି, ଶିକ୍ଷକ, ଗୁରୁଜନଙ୍କ ଆଶୀର୍ବାଦ ପାଉ...
ବାପା ମାନେ ଏମିତି ହୁଅନିରେ, ଜୀବନ ବହୁତ ଲମ୍ବା ରାସ୍ତା ଚାଲିବାକୁ ବାକି ଅଛି
Bhai news ta tk bholo ki suno tapore kohibo
ଆଜିକାଲିର ଛୁଆ ମାନେ କେତେ ସତ କହୁଛନ୍ତି ଥରେ ବିଚାର କରନ୍ତୁ ।
Tu kete respect karu thilu
ପିଲାଟା ବହୁତ୍ ବଦମାସ୍ ଅଛି ଶିକ୍ଷୟତ୍ରୀଙ୍କୁ ଟିକେବି ସମ୍ମାନ ନାହିଁ.....କି ସଂସ୍କାର ପାଇଛନ୍ତି କେଜାଣି
Aei sanskaro katha ta kahidele na aeita kie dea guru dea guru jadi thik thanta debe deithanta
@@kumarchinmay1588 age pila b thick heba darkar,,,,, ପିଲା ଯୋଉ ଭଳି ଅଭଦ୍ର।ମୀ ହେଲେଣି କୋଉ ଗୁରୁ ସମ୍ଭାଳିବା b କଷ୍ଟକର
School କୁ ତ ସରକାର "ଦଣ୍ଡମୁକ୍ତ ଅଞ୍ଚଳ" କରିଦେଲେ । ମାଡକୁ ଦେବତା ଡରନ୍ତି । ମାଡ଼ ନାହିଁ ତ , ଡର ନାହିଁ । ତେଣୁ ଏମିତି ଅବସ୍ଥା,,,
Tu sala kie be se mane kn amo ku kn pusujanti ki
ସାରଙ୍କୁ ଦେଖିଲେ ଆମେ ସାଇକେଲ ରୁ ଓଲ୍ହେଇ ପଡ଼ୁଥିଲୁ.... ଏବ ପିଲା ତ ଭାରି ବଦମାସ ହେଲେଣି
Right
Only for BJD
You are right
But sabu finger saman nuhe
Yes ❤
ଆମେ ଯଦି ବହି ନେଇନୁ ନିହାତି teacher କହିବେ
ଆରେ ଦଶମ ଯାଏଁ ଆମ ପାଟି ଫିଟୁ ନ ଥିଲା ସାର୍ ଙ୍କୁ ଦେଖିଲେ ଆମେ ଡରୁଥିଲୁ କେବଳ ନିଜ ପଢା ଉପରେ ନଜର ଦେଉଥିଲୁ ଆଉ ଆଜି ଆମେ ପାଠର ମୂଲ୍ୟ ପାଇଁ ସମାଜରେ ବହୁତ୍ ସମ୍ମାନ ପାଉଛୁ
ତୁ ପୁଅ ଏତେ କଥା କେମିତି କହୁଛୁ ତୋ ଉପରେ ବି ମୋର ସନ୍ଦେହ
Correct brother
ଭାଇ ଖାଲି ସେତିକି ନୁେହଁ ବାଟରେ ଯଦି ଆମେ ଗୁରୁମା ଗୁରୁଜୀଙ୍କୁ ଦେଖିଦେଇ ସାଇକେଲରେ ଓହ୍ଲାଇ ପଡୁ ଆଉ ଏବେ ବି ଆମେ ଗାଁକୁ ଗଲେ ଯଦି ବାଟରେ କେବେ କେବେ ଗୁରୁଜୀ ଗୁରୁମା ଦେଖା ହୁଅନ୍ତି ପଚାରନ୍ତି ମାରେ ଭଲ ଅଛୁ ଵହୁତ ଦିନ ପରେ ଦେଖିଲି ତୋତେ।। ଆଉ ଏ କଥା ଶୁଣି ଆମକୁ ବହୁତ ଖୁସି ଲାଗେ।। ଆମକୁ ଲାଗେ କି େସମାନଙ୍କର ଭଲ ପାଇବା ଏବେବି ଆମପ୍ରତି ସେମିତି ଅଛି ☺☺🙏🙏ଯେମିତି ପାଠ ପଢ଼ିଲା ବେଳେ ଥିଲା ।। ଆଉ ଏବେ ଛି ଛି ଭାବିଲେ କଷ୍ଟ ଲାଗୁଚି।। ଏ ପିଲାର ମୁଁହରୁ ସବୁ ଜଣା ଯାଉଛି କି କେତେ ଭଲ😌😌🙏🙏🤝🤝
Bhai...Jana e guardian nku dekhile Jana paduchi e chhuna nka bhabisyata Kan heba...bada hele criminal tie haba
ଏ ଛୁଆଟିକୁ ବହେ ବାଡ଼ୁଅ
ବୋହୁତ ବହକା
Not right comment
ବାଳୁଙ୍ଗା ହେଲେ ଟିଚର କହିବେ ତମେ ଛଟ ପିଲା ଗୁଡା ଏମେତି ହେବା ଜମା ଠିକୀ ନୁହଁ
ଭଗବାନ ମଣିଷ କୁ ସଦ୍ବୁଦ୍ଧି ଦିଅନ୍ତୁ 🙏
ଘର କଳି ଭାବି ସମସ୍ଯା ସମାଧାନ କରିଦେବା କଥା ଶଳା ମିଡିଆ ବାଲା କୁ ଲାଭ ମିଳୁଛି ।
Hm
TRP bhai😂
ଏପିଲାଟା ବହୁତ ବଦମାସ ଲାଗୁଛି ଏସବୁ ଘଟଣାର ନାୟକ ବୋଲି ଲାଗୁଛି
ଏ ଟୋକା ଟା ମହା ବାଳୁଙ୍ଗା ...ୟାକୁ ଖାଲି ମାଡ ଦରକାର ...ପାଠ ପଡ଼ିବନି ତା ଉପରେ ଶିକ୍ଷକ ଙ୍କୁ ଓଲଟି ପଢ଼ାଓଛନ୍ତି ...
ଠିକ୍ କହିଛ
Right
Pura thik,tar path re Maan nahin,Khali a newswala nk sange matichi
ଏ ଭାଇ ଏଇ ଛୁଆ ମୋ ଘର ପାଖରେ ରହେ ପକା ହାରାମି
ବେତ ମାଡ଼ ଯୋଉ ଉଠିଗଲା ସେଥିପାଇଁ ଏ ଦଶା...
ବାପା ଏମିତି ହୁଏନି ରେ ....teacher କୁ ଟିକେ respect ଦିଅ।
News bala nka khela bh.
Right
Mo Bala teacher...
Amane guru padabachya nuhe.
Aei chuua rajaniti Kariba...
Are bhai sabu teacher nku emiti kuha hauni bapa jie bhu karichi taku kuaheuchi
ମେଡ଼ିଆ ଵାଲା କାହିଁକି ଏ ଛୋଟ ପିଲାଙ୍କ ବାଇଟ ନେଇ ତାଙ୍କୁ ଖରାପ କରୁଚ.. ଶିକ୍ଷକ କଣ କହିଦେଲେ ଖରାପ ହେଇଗଲା.. ଆମେ ବି ଆମ ବେଳେ ଶୁଣିଛୁ...
Plz brings back traditional education system
ଏ ପିଲାଟି ପୁରା ମିଛ କହୁଛି ଏହାପଛରେ କିଛି କାରଣ ଥାଇପାରେ।
Right
Pila michha kahuchhi kete arrogant pila ta
ପୁଅ ରେ ତୋ କଥା ରୁ ଜଣା ପଢୁଛି ତୁ କେତେ ପାଠ ପଡୁଚ୍ଛୁ। ଆଉ ଏଇଠି ଯୋଉ ଲୋକ ମାନେ ସେମାନଙ୍କର ଭୁଲ୍ ତାହେଲେ ପ୍ରମାଣ କର। ଆଗ ଏ ଇ କଥା ର ସତ୍ୟ ଟା ପ୍ରମାଣ ହୋଉ ତାପରେ teacher nku ଦୋଷ ଦବ
ସବୁ ଟା ରେ ରାଜନୀତି ରେ ବାପା
ବିଦେଶ ଯିବୁ ପୁଅ ତୋ ମୁହଁ କହୁଛି ତୁ କେତେ ଦୁଷ୍ଟ
Surat jiba 😂😂😂
Students should respect the Teachers.
Teacher is always right
Bopa banda na magiha
ଆପଣ ବହିଲେଖନ୍ତୁ।
ଏ ଛୁଆ ଟା respect ଶିଖିନି। ଜଣେ କହୁଛି routine ଦିଆ ଯାଇଛି ଆଉ ଜଣେ କହୁଛି ଦିଆ ହେଇନି। ଛୁଆ ଗୁଡ଼ ପାଠ ପଢନ୍ତି ନି । ସେଥି ପାଇଁ ବହି ଆଣି ନାହାନ୍ତି । Always respect your teacher 🙏
ଆମ ଶିକ୍ଷକ ଶିକ୍ଷୟିତ୍ରୀ ଆଗରୁ ଆମେ କେତେ ସେମାନଙ୍କ ସମ୍ମାନ ଦେଇଥିଲେ କିନ୍ତୁ ଏବେ ସୁବି କ'ଣ 🙉🙈🙊
ଆଜିକାଲି ସରକାରୀ ସ୍କୁଲରେ ବହୁତ ଜାଗାରେ ଏମିତି ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କେବଳ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ...ବିଦ୍ୟାଳୟକୁ ମୋବାଇଲ ମନା ହେଉ
Gurur-Brahma Gurur-Vishnu
Gururdevo-Maheshwaraha |
Guru Saakshaat Param
Brahma Tasmai Shree-Gurave Namaha I|
Teacher is always right...
Mo ban$$$$$$$
Great parents 👍 you all r needs award 👏
It's not good thing if u don't fear to teacher u never successful in your life... respect your teacher...
No teacher. This is monster 💀
ଅପାଠୁଆ ବାପ ମା ଆଝାଡୁଆ ଛୁଆ I କେବଳ ରାଜନୀତି , ଆଉ କିଛି ନୁହେ I
ପାଠ ପଢାରେ ଧ୍ୟାନ ଦିଅ ପିଲା ମାନେ ଏମିତି ଶିକ୍ଷକ ଙ୍କ ଉପରେ ଦୋଷ ଦିଅନି ❤️ ଶିକ୍ଷକ ମାନେ ପରିଶ୍ରମ କରୁଛନ୍ତି କେବଳ ତମ ପାଇଁ
ଭାବିଚିନ୍ତି କହ ନହେଲେ ଆଗକୁ ବିପଦରେ ପଡ଼ିବୁ
Teacher କୁ କହିବା ପାଇଁ ତୋର ବାପା, ମା ଶିଖାଇଛନ୍ତି
ହଉ ହଉ ପିଲାଙ୍କ ବ୍ୟବହାର ବି ଜଣା ପଡୁଛି
Media is one of the pillars to build the nation. It's very important for media to play a constructive role.
Maa bapa pilanku apari sikhya daecha
ପିଲା ମାନେ ଡରୁ ନାହାଁନ୍ତି କାହାକୁ ... Dara ନାହିଁ ଯାହାର ଜୟ ନାହିଁ ତାହାର
Our society is different if a teacher asking anything to a student so he is wrong and if the student is doing any wrong then also the teacher blame so be aware the parents and parents after see this no one can believe it you r doing this things 😩
Gote teacher jete kharap hele bi se kebe chnaheni ki ta students Mane kharap huantu boli 🙏aou maghia tu teacher ku miss behaviour dekheibu nai 😏🤬
Main problem is media....I saw please respect teacher 🙏🙏🙏🙏🙏🙏🙏
ବାଳୁଙ୍ଗା ପିଲା ଗୁରୁଙ୍କୁ ଅଭିଶାପ ରେ ଆଗକୁ ଯାଇ ପାରିବନି
Ye student Definitely sab IAS aur OAS banibe... Respect To wards Teachers...
Ha. Mis. 😅😅😅😅😅😅😅
ତୁମେ ଛୁଆଙ୍କୁ ଯେମିତି ଟେକି କି ଧରିଛ, ଆଉ ରାଜନୀତି କରାଉଛ,ତୁମ ଛୁଆ ରେ ଭବିଷ୍ୟତ ପୁରା ଉଜ୍ଜଳ।
Ete asabhya pilaa.. Asikhita pilaa.. Teacher nku respect dia 🙏🙏🙏
ଧନ୍ୟ ରେ ପିଲା ତମ ଭବିଷ୍ୟତ ଉଜ୍ବଳମୟ ଗୁରୁ ଙ୍କୁ ନିନ୍ଧୁଛ....ପିଲା ଗୁଡା ଭଦ୍ର ତମେ ସ୍କୁଲ୍ ବନାନ ପାଟିରେ ଠିକସେ ପଶୁନି ତମେ କାଳେ ପାଠ padhuchha ବାଃ ବାଃ ରେ
ଗାଲୁଆ ଗୁଡା କଣ ଗଛରେ ଫଳନ୍ତି?
ଏ ଗାଲୁଆ ପିଲାଙ୍କ ଅଭିଭାବକ ମାନେ କେମିତି ଛାଡ଼ୁଛନ୍ତି ଏମାନଙ୍କୁ ବାହାରକୁ
Amiti bapa maa nku dhanya au pilanku b dhanya aji teacher nku respect karunahanti jadi pilamanku kichhi kahiparibeni tahale teacher heiki labha kn
ଏ ସ୍କୁଲ୍ ଠୁତ ଆମ ସ୍କୁଲ୍ ଭଲ ଯେଉଁଠାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପିଲାମାନଙ୍କୁ ବହୁତ ଭଲ ଭାବରେ ଶିକ୍ଷା ପ୍ରଦାନ କରୁଛନ୍ତି ଓ ସବୁ ପିଲାମାନେ Decipline ରେ ଅଛନ୍ତି ମୁଭି ଜଣେ ଦଶମ ଶ୍ରେଣୀର ଛାତ୍ର ଓ ଆମ ବିଦ୍ୟାଳୟରେ କୌଣସି ଛାତ୍ର କୌଣସି teacher ଙ୍କୁ ଖରାପ ବ୍ୟବହାର କରି ନାହାନ୍ତି। ମୁଁ ଭଗବାନ ନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଜଣେ ଛାତ୍ର ଅଟେ । ମୁଁ ଗର୍ବରେ କହୁଛି ମୁଁ ଓଡ଼ିଆ ମୋ ସ୍କୁଲ୍ ର ଶିକ୍ଷକ, ଶିକ୍ଷୟତ୍ରୀ ଭାରି ବଢ଼ିଆ। ଓ ସେ ପିଲାର କଥା ଶୁଣିକି ମତେ ଲାଗୁଛି ତାଙ୍କ ବିଦ୍ୟାଳୟ ର କିଛି ଅସୁଭିବା ଅଛି ଓ ତାଙ୍କର ବିଦ୍ୟାଳୟରେ ଶିଷ୍ଠାଚାର ଶିଖା ହେଉନାହିଁ । ସରକାର ଦଣ୍ଡମୁକ୍ତ ବିଦ୍ୟାଳୟ କରି କିଛି ଭୁଲ୍ କରିନାହାନ୍ତି । ଦଣ୍ଡମୁକ୍ତ ବିଦ୍ୟାଳୟ ଦ୍ୱାରା ପିଲାମାନେ ଆହୁରି ଭଲ ଭାବରେ ପାଠ ମନେ ରଖି ପାରୁଛନ୍ତି। ସବୁ ପିଲା ମାନେ ଖରାପ ନୁହନ୍ତି ଆଜ୍ଞା କିଛି ପିଲାମାନେ ଖରାପ । ତେଣୁ ସରକାର ଙ୍କ ଉପରେ ଦୋଷ ଦିଅନ୍ତୁ ନାହିଁ। ଏଭଳି ଛୋଟ ଛୋଟ ଦେଷ କୁ ଧରି ଦେଶ ଆଗକୁ ବଢିପାରିବ ନାହିଁ । ଆମ ପାଖରେ '5t' ଅଛି
ଦଣ୍ଡ ମୁକ୍ତ school ହେଇଯାଇଛି ପିଲା ମାନେ ଆଉ କାହାକୁ ମାନିବେନି ମାଡ଼ ଖାଇଥିଲେ ପାଠ ଟେ ପଢିଥାନ୍ତେ
Ok. Do you have a mind to study? However, what's the boy's performance in study, vompared to others.
Accident heiki chodipuara chhidi jaithibare bapa patha padhare mana de sanman karibu sir nku aghaku jibu
Bapa teacher nku respect kar school tiku kichhiloka nastakaridele
ଏ ବଡ଼ ହେଲେ ନେତା ହେବ , ଏମାନଙ୍କ ଭାଷା ଆଉ କହିବା ଶୈଳୀ ରୁ ଜଣାପଡୁଛି କେତେ ଭଦ୍ର ଏମାନେ । ମାଡ଼ ଦରକାର ଏମାନଙ୍କୁ ଖାଲି
Teacher is a right
ତୁମକୁ ଶଳା 20 ବର୍ଷ ହେଲାଣି ପ୍ରଥମ ଶ୍ରେଣୀରେ ପାଠ ପଢୁଚ।
Teacher is right
ଏଇ ଭଳି teacher ସବୁ education system ଲାଗି ଗୋଟେ ଗୋଟେ କଳଙ୍କ
ସ୍କୁଲ କେମିତି ଚାଲିବ କମିଟି ,ପିଲା ,ଅଭିଭାବକ,ଅଫିସର,ମିଡିଆ ସମସ୍ତିଙ୍କର ପ୍ରେସରରେ ଜଣେ ଶିକ୍ଷକ କେଇତି ପଢାଇବ । ଜଣେ ଶିକ୍ଷକ ଡରି ଡରି କେମିତି ପଢାଇବ । କହିଲେ ଦୋଷ ନ କହିଲେ ଦୋଷ ଶିକ୍ଷକ ସମସ୍ତ ପାଇ ବିଷ ପାଲଟି ଯାଇଛି । ଏବେ ଗୁରୁ ରୁ ଗୋରୁ ବନାଇ ଦେଲେନି -ଭଗବାନ ସାହା ଭରଷା ରେ ଚାଲିଛନ୍ତି ଶିକ୍ଷକ ସମାଜ ।
ଏ ପିଲା ସବୁ ମିଛ କହୁଛି
ଏ ମିଡିଆ ଵାଲେ କେତେ ପଇସା ନେଇଛନ୍ତି ... ସେ ହଳଦିଆ ଆଉ red ସାର୍ଟ ଵାଲା president ଆଉ ସେକ୍ରେଟାରୀ ହେବେ । ଏ ସବୁ ସେମାନ ଙ୍କ ପ୍ଲାନ
All teachers is rights
Hello sir. Pratinidhi chanel guid plz se pila mind ku padha bhul achi se ra and teacher nka bhul nuhe video mandhyamaru Jana padhuchi ...like
Sabu sala chore. Kana pani teacher mananku badnamkarucha
Be respect for teacher 🙏 .modern chhua nunhe e chhua ra bapa maa satare chhuaku manner sikheinanhant.amiti kou chhua teacher nku amiti behavior dekhae. (Gurunku na maniba nara guru nhi sakshyata iswara )🙏
Ai pila michh kahuchhi spata jana paduchhi
Jia thik taku kebhebi kahaku dariki rahiba darkar nahin Sia teacher huantu ki Jia huantu sabas students 👍👍👍👍👍👍
If teachers will be questioned so much..they would never be able to rectify. students
First respect your teacher
Kou school bhai eita??
Ae katha chhada bhai Nisa katha emiti sabu ekathi hoi Sora dele gote kharap jinisha samaja ku asiba agaru Rahi jiba... 🙏🙏Sabu bhai au bhauni mananku mora anurodh 🙏 khasi jiba pain baharichi step neba darkar poblic 🙏
Punishment free zone kara bt teacher ku b kichi power dia...jie gyana daba tara huq nai au kn e nonsense media ra huq achi... Always give Respect to the teacher
Student s investigation is all ready right heavy payments no. Duty that's . Are 100 percent true. Don't punish the students. Punishment is suitable for only government madam and teachers
Every student have rights to take all book ohk it is given by government so don't be like
E pila mane patha pathantini....teacher kichi kahile complain karuchanti
ଆଉ ତୁମେ ଯୋଉ ବାଳ ରିପୋର୍ଟର ହୋଇଛ ନା।
To dwara patha satha heuna thiba.... Patha padha re chua Mane
Toka pura chalak achhi
ସୁରାଟ ଯିବୁ ରେ ପୁଅ ...Ready hei jaa
A Pila bahut kahuchi respect boli kichhi nai jetiki tana re katha kahuchi setiki tana patha padhiba darkar
Pila patha padhibaku asuchanti na jatra dekhibaku asuchanti na bulibaku patha padhiba Pila mane tanka pakhare bahi rahuni
Jou gadiyan a pilanku support karuchanti semane nija pila mananku nasta karibara Bata tiyari karuchanti
A pilata bahut bahakalua sir kahile boli kn class room ru baharikiba kn thik sala aama time re sir kete badouthile sei Katha aaji bi aame Miss karuchu school time ku best life boli kahuchu aau apila bahut dusta jana paduchi
ତୁମୋ ଭଳିଆ ଗାଡିଆନ ପାଇଁ ଆଜି କାଲି ଶିକ୍ଷକ / ଶିକ୍ଷତ୍ରୀ ମାନେ ପିଲା ମାନଙ୍କୁ ପଢ଼େଇବା ପାଇଁ ପୋଛୋ ଘୁଞ୍ଚା ଦେଉ ଛଅନ୍ତି ତାଙ୍କର ବା କଣ ଯିବ ସେମାନେ ମାସକୁ ଦରମା ପାଇବେ ଆମରି ଛୁଆ ର ଭୋବିଷୋତ ଅନ୍ଧାର ଟିକେ ଚିନ୍ତା କର ଛୋଟ ଛୋଟ କଥା ରେ ଶିକ୍ଷକ ମାନଙ୍କୁ ତାଗିଦ କରନ୍ତୁ ନାହିଁ. ନିଜେ ମରିବ କାରଣ ତୁମୋ ଛୁଆ ଭୋବିଷତ୍ୱ ଅନ୍ଧାର
Bapa tame amiti kari teacher nku badnam karuna re ...tame Tama bhabisyata ku kharap ru kharap bhabe badnam karuchha ..sudhuri jao didi,sir mananku jai bhul magidia...au rahila media bhai tame tanka kichhi ta paien amiti karani 🙏
Mu a chhua mananku blessings debi se thik karichhanti 100%thik karichhanti amiti kichhi ta chhua nka pain agaku amiti teacher mane bhul kariba pain sahas bii karibeni pila nka future carior katha
Pila nka future katha sikhya au sikhyaka dunhe thik re rahiba katha bapa maaa nku dosa deba bhul pilanku sikhita Kariba pain hii ame sikhyanustan ku patha jae
ପିଲା ମୁହଁ ବଢାନୃ ନାହିଁ
Media ra kichi kamo nahi
E pila bahut hairan haba future re
Ai Toka Bada Hele Political party ra pachhare jiba..
Confirm.....
Police kebala paisa khaiba pain
Ohh bhari pathua chhua ta au... Sir nku dosha daucha tume aji kalika pila jaha upadiba desha ra sabu jana . Maa bapa sanskara sikhei nahanti.. age sanskaara sikha be...
Mediaa vaii emananka parents ku pacharantu abhali behaviour sikhei chhanti
Aga teachers badeiki pithi phatei dauthile,kintu hua mane sahi jauthile, kintu aji Kali ra chua au maa bapa😢😢😡
Teacher nku respect diantu,
Teacher nka selerry Kam heba darker,
25.000
A pila Koli juger chhua , gadiyan gadiyan gadiyan guardian bada ,
Ama school ra teacher amaku nija pila boli bhabuchanti oo ethi ki udhatami
ଅତି ଫାଲତୁ ପିଲା, ଉନ୍ନତି ଅସମ୍ଭବ ଏ ପିଲାର
Police action na niantu vala haba media sabuthi agua Khali badanam karucha