Baki diantu nanhi// part 1 //barsha special//mr gulua comedy

Поделиться
HTML-код
  • Опубликовано: 1 окт 2023
  • #barshaspecial #odiacomedy #mrgulua

Комментарии • 1,1 тыс.

  • @arjunsahoo1852

    ଗୁଲୁଆ ଭାଇ କାହିଁକି ନଣ୍ଡା ହେଇଛନ୍ତି , କେବଳ ଏଇ ଭିଡିଓ ପାଇଁ ନା କିଛି ବ୍ୟକ୍ତିଗତ କାରଣ ଅଛି...ସେ ଯାହା ବି ହଉ ଗୋଟେ ନୁଆ ଲୁକ ରେ ଦେଖି ଭଲ ଲାଗିଲା😂

  • @FreshData415

    ଭାଇ ମାନେ ମୁଁ ବି କିରାଣି ଦୋକାନ ଟିଏ କରିଥିଲି କିନ୍ତୁ ଆମ ଗାଁ ଲୋକେ ସବୁ ବାକି ନେଇ ମୋ ଦୋକାନ ଟାକୁ ପୁରା ଖାଇଗଲେ।😢😢😢

  • @mayurbhanjmasala1918

    ଝିଲ୍ ଝିଲ ନାହିଁ ପୁରା clear 😂😂😂

  • @tapankumarnayak4950

    ସମାଜ ରେ ଘଟୁଥିବା ବାସ୍ତବ ଚିତ୍ର କୁ ବ୍ୟଙ୍ଗତ୍ମକ ଢଙ୍ଗରେ ଉପସ୍ଥାପନ କରୁଛନ୍ତି ବହୁତ୍ ଭଲ ❤

  • @PapuBindhani933

    ଏତେ ଦିନ ପରେ ଗୁଲୁଆ ଭାଇ ନଣ୍ଡା ହେଇଛନ୍ତି ଦେଖିକି କାହାକୁ କାହାକୁ ଭଲ ଲାଗୁଛି 👍👍👍👍 କର

  • @user-wv7zx6yq8n

    ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏହି କମେଡି ମାଧ୍ୟମରେ ଦୋକାନୀ ମାନଙ୍କର ହୃଦୟ ଜିଣିବା ନିମନ୍ତେ ଛୋଟ ପ୍ରୟାସ । ସେଥିପାଇଁ ପୁଣି ଥରେ ଧନ୍ୟବାଦ । ଆଗକୁ ବଢ଼ାଇବା ବଢିଆ ପ୍ରୟାସ । ଜୟ ଜଗନ୍ନାଥ 🙏

  • @gangulidas9356

    ମନଜ ଭାଇ ବାକି ଦେଇ ଦେଇ ପାଗଳ ହେଇଗଲେ ❤❤❤❤❤

  • @MaheswarPrusty-we6tx

    Very good video

  • @rbcreation5545

    Super comedy

  • @bibhutisahoo-wb1fi

    Super comedy

  • @benudharcreations8464

    Gulua Bhai A1 Lagila😂😂😂

  • @rajendramallick7554

    Video ta bohut sunder heichhi 👌 gulua bhai pura ghatidele😂

  • @bibhutivusannaik8608

    ବାକି ନାହିଁ most speech 😊😊😊👌👌

  • @tarinibehera2119

    ଗୁଲୁଆ ଭାଇ ଧନ୍ୟବାଦ, ମୋ ଜୀବନରେ ବି ଏମିତି ଏକ ଘଟଣା ଘଟି ଯାଇଛି, କିଛି ଫରକ ନାହିଁ same to same. ଖାଲି ଫରକ ଏତିକି ପରିବା ଦୋକାନ ବଦଳରେ ମୋର ପାନ ଦୋକାନ. ଏହି vedio ଦେଖିଲା ପରେ ମୋର ସେ ଦିନର କଥା ମନେ ପଡି ଯାଉଛି... ଟଙ୍କା ମଧ୍ୟ same 5000😂😂😅😅, ମାଲକାନଗିରି

  • @sekharrouta9908

    One like for Pariba wala😂❤

  • @DjDj-zz5sz

    Super dunia re emiti chalichi 😂

  • @MrOdishagod

    Jai jagannath gulua bro

  • @rabindramallik2346

    B. , ବହୁତ ହସିଲି keep it up

  • @nibaspanda1902

    Cute concept video.. bhai ❤ but. barsa...didi so cute 🥰🥰

  • @akhileshbehera6780

    ବାକି ଜମା ଦବନି ସମ୍ପର୍କ ଭାଂଗିଯାଉ କିନ୍ତୁ ବାକି ଜମା ନାହିଁ 😂😂😂😅😅