Bahut Badhia heichi … 1st time in male tone laxmipurana 🙏 and sweet part is small small kids are involved. It’s a Great massage to all of Us… beautifully produced 👌👌👍👍
Au kichi year pare papu bhai nk. Pari sabu pua mane padhibe khainki aji kali jhia mananku time nhin insta, Facebook re busy amo culture ku bhulijaichanti aeita gote lessons...🎉🎉❤
ଆବଶ୍ୟକତା ଆବିଷ୍କାର ର ଜନନୀ
ଆଜି ଦୁନିଆରେ ଲଷ୍ମୀ ଛଡା ଙ୍କ ସଂଖ୍ୟ ପ୍ରବଳ
"ମାଣ" ଆଜି ଦେଖିବାକୁ ସାତ ସପନ
ମାଣ ଧାନ ରେ ଅଧିକାର ନଥିବା ଝିଅ ଆଜି ପୈତୃକ ସମ୍ପତି ଅଧିକାର ପାଇଁ ଲଢୁଛି
ଘରର କୁଳ ଲଷ୍ମୀ ଆଜି ବନ୍ଧୁ ବାନ୍ଧବ ପରି
ଶେଷ ପାଳି ରେ ଗାଁ କୁ ଆସୁଛନ୍ତି
ମାଣ ଚାଉଳ ଢ଼ିଙ୍କି କୁଟା ଆଜି ଇତିହାସ ପାଲଟି ଯାଇଛି..
ଯୁବ ପିଢ଼ି ଆଜି relationship ସମସ୍ୟା ରେ ଜର୍ଜରିତ
ବାର୍ଦ୍ଧକ୍ୟ ଆଜି ଏକାନ୍ତ, ନିଷ୍ପେସିତ, ଦାରୁଣ୍ୟ ସ୍ଥିତି ରେ ବିଦ୍ୟମାନ...
ଶାଶୁ ବୋହୁ କଳି ରେ ବାପ ପୁଅ ଅଲଗା ହେଉଛନ୍ତି
ମୋବାଇଲ ଆଜି ମଣିଷର ଅପରିହାର୍ଯ୍ୟ ସାମଗ୍ରୀ.. ମାତା ପିତା ପରିହାର ଯୋଗ୍ୟ
ପାରିବାରିକ ଅଖଣ୍ଡତା କଣ ଆମକୁ ଜଣ ନାହିଁ
ଉତ୍ତଅଧିକାରୀ ଦୌଡ ରେ ଆମେ ସମସ୍ତେ ଦୌଡୁଛନ୍ତି, ନ୍ୟାୟାଳୟ ରେ ଅସଂକ୍ଷ ମାମଲା..
ଉତ୍ତରଦାୟିତ୍ୱ ପାଈଁ କାହା ପାଖରେ ସମୟ ନାହିଁ..
Extramarital affair ଆଜି ସାଧାରଣ କଥା ପାଲଟି ଯାଇଛି
ପିତା ସ୍ୱର୍ଗ ପିତା ଧର୍ମ ପିତା ହିଁ ପରମ ତପ ପୀତରି ପ୍ରିତୀମପାନନେ ପ୍ରିୟନ୍ତୀ ସର୍ବ ଦେବତା...
ଯେଉଁଠି ବୃଦ୍ଧବସ୍ଥା ରେ ସେବା ଟା ସ୍ବପ୍ନ
କଥା ହେବା ପାଇଁ ପୁଅ ପାଖରେ ବାପ ପାଈଁ କେତେ ସମୟ ଅଛି ତାହା ସମସ୍ତ ଙ୍କୁ ଗୋଚର ଯେଉଁଠି ଆପଣା ସୁନା ତ ଭେଣ୍ଡି..
ପର ଝିଅ କୁ ଦୋଷ ଦେଇ ଲାଭ କଣ....
ଏ ପବିତ୍ର ଲଷ୍ମୀ ପୂରାଣ, ମହାଲଷ୍ମୀଷ୍ଟକମ
ସବୁ ମୂଲ୍ୟ ହୀନ ପ୍ରଥମେ ବାପା ପୁଅ ଗୋଟିଏ ଛାତ ତଳେ ରୁହ
ନହେଲେ କୁଳ ଲଷ୍ମୀ ଙ୍କୁ ଉତ୍ତରଦାୟୀତ୍ୱ ପାଈଁ
ତାଙ୍କ ପାଖରେ ଛାଡ
ଆଗାମୀ ପିଢ଼ି ପାଇଁ ଜୀବନର ଆବଶ୍ୟକତା ଏବଂ ଆବିଷ୍କାର ର ବାଟ ଆପେ ଆପେ ପାଇଁ ଯିବେ....
🙏
ସବୁବେଳେ କିଛି ନୁଆଁ ଚିନ୍ତା କରୁଥିବା ବ୍ୟକ୍ତି ବିଶେଷ "ପପୁ ଭାଇ" 🎉🎉🎉🙏
Hmm bhai he's very talented
Right
ବହୁତ୍ ବହୁତ୍ ଧନ୍ୟବାଦ୍ ପପୁ ପମପମ୍ ଙ୍କ କଣ୍ଠ ସ୍ଵର ବହୁତ୍ ସୁନ୍ଦର୍। ସବୁ ସକାଳେ ନୁଆ ନୁଆ ଚିନ୍ତା କରିବା ପପୁ ପମପମ୍ ଙ୍କ କାମ ବହୁତ୍ ଜ୍ଞାନୀ ଉଚ୍ଚ ଅଭିଳାଷ ପୂର୍ଣ୍ଣ ବୁଦ୍ଧିମାନ ବ୍ୟକ୍ତି ପପୁ ଭଗବାନ୍ ସଦୃଶ। ସ୍ୱର ଲୟ ତାଳ ଭାବ ଭଙ୍ଗୀ ପରିବେଷଣ ଅତ୍ୟନ୍ତ ଚମତ୍କାର ପରିକଳ୍ପନା ପ୍ରଦର୍ଶନ। କେଉଁ ନାମ ଧରି ଡାକିବି ତୁମକୁ ତୁମେ ପପୁ ପମପମ୍ ସର୍ବ ନାମ ଉଚ୍ଚ ଅଭିଳାଷ ଉଚ୍ଚ ଅଭିନୟ ବାସ୍ତବ ଜୀବନ୍ତ ନିଖୁଣ। ଆପଣଙ୍କୁ ଜେତେ ପ୍ରଶଂସା କଲେ ବି କମ୍ ହେବ। ଆମ ଓଡ଼ିଶା ତଥା ଓଡ଼ିଶା ବାହାର ରାଜ୍ୟ ର ର ମଧ୍ୟ ଗର୍ବ। ଆପଣଙ୍କ ଚଲାପଥ କୁସୁମିତ ହେଉ। ଜୟ ମାଆ ଲକ୍ଷ୍ମୀ ଆପଣଙ୍କ ଆ ଶ୍ରିବା ଦ ପପୁ ପମପମ୍ ଙ୍କ ଉପରେ ପଡୁ। ବନ୍ଦେ ଉତ୍କଳଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି।👍👍👍👍💯💯💯🙏🙏🙏💅💅💅👍👍👍💯💯💯💯💯💯💅💅💅💅💅💅💅💅💅💅💅💅
🔥
ମାଡାମ,thank you ଆପଣକୁ,ଆପଣ ଯାହା ଲେଖି ଏକଦମ ସୁନ୍ଦର କଥା ଏ କମେଣ୍ଟ ରେ ଆପଣ ପ୍ରଥମେ ହେବେ ବୋଲି ମୁଁ ଭାବୁଛି, ଧନ୍ୟବାଦ 🙏🏼🙏🏼🙏🏼
ବହୁତ ବଢ଼ିଆ ହେଇଛି......👌👌👌
ବହୁତ ସୁନ୍ଦର ପଦକ୍ଷେପ.....👍👍👍
ପ୍ରଥମ ଥର ପାଇଁ (male Voice) ପୁରଷ ସ୍ୱର ରେ ମା ଲଷ୍ମୀ ପୁରାଣ ଶୁଣିବକୁ ମିଳିଲା ....💐💐💐
ବହୁତ ବହୁତ ଧନ୍ୟବାଦ........💐💐💐
ଜୟ ମା ଲକ୍ଷ୍ମୀ, ବହୁତ୍ ବହୁତ୍ ଭଲ ଲାଗିଲା। ପପୁ ଭାଇଙ୍କ କଣ୍ଠରେ ଲକ୍ଷ୍ମୀ ପୁରାଣ ଶୁଣିଲୁ ।
ବହୁତ୍ ଭଲ ହୋଇଛି । ନୂଆ ନୁଆ ସ୍ଵର ଦେଇ ଗାଇଛନ୍ତି । ମା ଲକ୍ଷ୍ମୀ ସଦା ଆଶୀର୍ବାଦ ରଖିଥାନ୍ତୁ । ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ 🙏🙏🙏
ଅତି ଉତ୍ତମ ଅତି ସୁନ୍ଦର ମା ତୁମର mangalakarantu
ଯାହା ହେଉ ଏକ ସୁନ୍ଦର ପଦକ୍ଷେପ। କିନ୍ତୁ ଅଷ୍ଟକଟି ଭୂଲ ଅଛି ।
Jaha asambhaba taha kariki dekhaiba loka pupusirrr, saluteee😮😮😮😮😮😮😮😮😮😮😮❤❤❤❤❤❤❤
Thanks Papu bhai ...tom amo odisha pae garba...we love you ❤ Jai maa laxmi
ପପୁ sir ଆମ ମୟୁରଭଞ୍ଜ ଜିଲ୍ଲା ରେ ଜଯପୁର high ସ୍କୁଲ ରେ ବି ଗୀତ ଗାଇବେ❤❤❤
ସାରା ବିଶ୍ୱରେ ଜଗନ୍ନାଥ ସଂସ୍କୃତି ଅନନ୍ୟ 🙏
ମହା ପୁରୁଷ ବଳରାମ ଦାସ ଅନନ୍ୟ 🙏
ଲଷ୍ମୀ ପୁରାଣ ଅନନ୍ୟ 🙏
ପପୁ ଭାଇ ତୁମେ ଏବଂ ତୁମର ପ୍ରୟାସ ଆନନ୍ୟ 🙏
ଧନ୍ୟ ଧନ୍ୟ ଏହି ଉତ୍କଳ ଜନନୀ ଧନ୍ୟ ସେହି ସୃଷ୍ଟିକର୍ତ୍ତା ଶ୍ରେଷ୍ଠ ସ୍ରଷ୍ଟା ବଳରାମ ଦାସ ମୋହଦୟ........🙏
Bahut badhia...ame b laxmipurano aithire suni bahut kichi sikhi bu... dhanyawad..🙏 jay maa laxmi...🙏🙏
ପ୍ରାରମ୍ଭ ରେ ଯେଉଁ ମନ୍ତ୍ରପାଠ କଲେ ସେଥିରେ ଉଚ୍ଚାରଣଗତ ଦୋଷ ରହୁଅଛି, ସେଗୁଡିକୁ ସଂଶୋଧନ କରିବା ଉଚିତ୍।
ଜୟ ମା ଲକ୍ଷ୍ମୀ । ଅତି ସୁନ୍ଦର ପପୁଭାଇ
ଲକ୍ଷ୍ମୀ ନାରାୟଣ ନାଟ୍ୟ କଳା ପରିଷଦ ତରଫରୁ ❤ ପପୁ ଭାଈ ଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
Bahut Badhia heichi … 1st time in male tone laxmipurana 🙏 and sweet part is small small kids are involved. It’s a Great massage to all of Us… beautifully produced 👌👌👍👍
Thanks a lot 🙏 🙏
ଆପଣଙ୍କ ସ୍ୱର ଖୁବ୍ ସୁନ୍ଦର୍, ଏବେ ଗୋଟିଏ ଗୋଟିଏ ଅଧ୍ୟାୟ ଓଡ଼ିଆ ଭାଗବତ ଆରମ୍ଭ କରନ୍ତୁ ।ଶୁଣିବାକୁ ବହୁତ ଭଲ ଲାଗିବ ।
Papu babu tume bahut bhala gaichha o vedio madhya bhala hoichhi.
Tume badali galani..
Ehivali Maa Laxmi nkara ashirbad tuma upare rahu.
ଏହି ପୁରାଣ ରେ ଯେତିକି ବି କଥା କୁହା ଯାଇଛି ତାହାକୁ ଖାଲି ମାର୍ଗଶିର ମାସରେ ପାଳନ କରିବା ସେତିକି ନୁହେଁ। ଏହି କାର୍ଯ୍ୟ କୁ ସବୁ ଦିନ ପାଳନ କରାଯାଇଥାଏ।
Bahut bhala Papu sir 🙏
ଭାଇ ବହୁତ ଭଲ ଲାଗିଲା 👌👌👌🙏🙏🙏
ବହୁତ୍ ବଢ଼ିଆ ଲାଗିଲା।ଆଜି ମୋ ମନର ଅଭିଳାଷ ପୂରଣ ହେଲା।କେବଳ ସ୍ତ୍ରୀ ନୁହେଁ ପୁରୁଷ ମାନେ ମଧ୍ୟ ଲକ୍ଷ୍ମୀ ପୁରାଣ ବୋଲିପାରିବେ।
Papu bhai mu ଆପଣଙ୍କ ର ବହୁତ ବଡ fan ଆପଣ ଯାହା କରିଲେ b mate ଭଲ ଲାଗେ ।god bless u bhai
ଅତି ଉତ୍ତମ ଅତି ସୁନ୍ଦର ମା ତୁମର ମଙ୍ଗଳ କରନ୍ତୁ
Odisha re kebal jane kalakar se heuchhanti Papu bhai.
ପପୁ ଭାଇ ଜୟଜଗନ୍ନାଥ ଆପଣ ଉପସ୍ଥାପନା ବହୁତ ସୁନ୍ଦର ହେଇଛି ଜୟମାଲଷ୍ମୀ
bahut sundar 🎉 papu bhai all time best
Ram Ram bhai 🚩🚩🚩🚩
Kete sundor ...wao ...osm superb tremendous jay maa lokkhi ...❤❤❤❤
ଚମତ୍କାକ ଚମତ୍କାର....ଅତି ସୁନ୍ଦର ଅକଳ୍ପନୀୟ 😍😍🥰❤️🔥🔥 ଜୟ ମା ଲଷ୍ମୀ 🙏🏻🙏🏻🙏🏻
ଏତେ ଦିନ ପପୁ ଶୁଣୁ ଭଲ ଲାଗିଲା
ଅତି ସୁନ୍ଦର ,❤❤❤ ଜୟ ମା ମହାଲକ୍ଷ୍ମୀ 🙏🙏🙏
ଏ ହଉଚି କଳିଯୁଗ ର ଲଷ୍ମୀ ପୁରାଣ ଗୀତ...
ଅତି ସୁନ୍ଦ୍ ର ,କଳାକାର ପପୁ ବାବୁ
Sabu bele kichhi new thing amo odisha ku veti deichhanti amo Papu bhai. Always appricible thinking love you from Bhograi. Jay Maa Annapurna ❤
All in One Ama Papu bhai...sabuthire number one....Pride of Odisha
1st time we have ever heared laxmipuran represented by a male voice.....👍👍👍
Congratulations 👏🎉
listen to ......Dukhishyam Tripathy, he is best in this
I am unanimous with your comment.
@@laxmisahoo7854 thnxxx👍👍👍
Plz Chk ur facts
ବହୁତ ଭଲ ଲାଗିଲା ❤🙏🚩 🙇🏻♂️🙇🏻♂️ 🚩🙏 ଜୟ ମାଁ ଲକ୍ଷ୍ମୀ 🙏🙏🙏🚩🙇🏻♂️🙇🏻♂️🙇🏻♂️❤️❤️🙏🚩
ଜୟ ମା ଲକ୍ଷ୍ମୀ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ କାଳିଆ ଠାକୁର ପ୍ରଭୂ ⭕‼️⭕🙏🙏🙏
ଜୟ ଜଗନ୍ନାଥ ⭕‼️⭕
ଜୟ ଜଗନ୍ନାଥ ⭕‼️⭕
ଜୟ ଜଗନ୍ନାଥ ⭕‼️⭕
⭕‼️⭕
ଜଗା କାଳିଆ ଠାକୁରଙ୍କ ନିଳା
ଜୟ ଜଗନ୍ନାଥ ସ୍ଵାମୀ
ହେ ପ୍ରଭୂ
🙏
ନୂଆ ସ୍ଵର ସମ୍ଭାର ଅତି ସୁନ୍ଦର ଲକ୍ଷ୍ମୀପୁରାଣ superb performance
Ati sundar heichi Papu Bhai
Bhala bahut khub😊
ପପୁ ସାର୍, ଧନ୍ୟବାଦ୍ ଆପଣ ଏ କାମ ଟି କରିଥିବାରୁ । ମୋର କେବଳ ଗୋଟିଏ ପ୍ରଶ୍ନ ରହିଲା,
ଲକ୍ଷ୍ମୀ ମାଁ ତ ସବୁ ଅଳଙ୍କାର ବାହାର କରିଦେଇ ଆସିଥିଲେ, ତେବେ ବିଶ୍ଵକର୍ମା ଙ୍କ ସାମ୍ନା ରେ ତାଙ୍କ ଦେହରେ ଏତେ ଅଳଙ୍କାର କେମିତି ଥିଲା ?
ମା ଙ୍କୁ କଣ ଅଭାବ
Sata khila vai
ଯେଉଁ ମାନଙ୍କୁ ଏ ଭିଡିଓ ଟି ଭଲ ଲାଗିଲା ଲାଇକ କରିବେ ଜୟ ମା ଲକ୍ଷ୍ମୀ 🌺🙏🏻🌺👍👍👍👍👍👍
ପାପୁଭାଇ ଧନ୍ୟବାଦ ବହୁତ ଭଲ ଗାଇଛ
Papu sir bahut sunder laguchhi really 100 ru 100. Mu tumara sabu video dekhi asuchhi mu sambalpuria
Such an evolution 👏🏻 👏🏻 👏🏻 Male version 1st time in history
ମା ଲକ୍ଷ୍ମୀଙ୍କର ମହିମା ଗାନ କରିବେ ବୋଲି ଜାଣିଥିଲେ ବୋଧହୁଏ, ସେଥିପାଇଁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦସ୍ୱରୂପ ଆପଣଙ୍କୁ ମରଣମୁହଁରୁ ସେ ଟାଣିଆଣିଲେ,❤🙏🪷
ଅତି ଉତ୍ତମ। ବହୁତ ଭଲ ଲାଗିଲା। ଜୟ ମା ଲକ୍ଷ୍ମୀ।
ବହୁତ ବହୁତ ଭଲ ଲାଗିଲା କିଛି ନୁଆଁ ହେବା ଦରକାର ଜୟ ମାଁ ଲାଂକ୍ଷ୍ମୀ
Papu bhai aaji mo mana re ijata badhigalaa❤
ମାଆ ଲୋ ହେ ମାଆ ମହାଲକ୍ଷ୍ମୀ ସାଆନ୍ତାଣୀ ହେ ସିନ୍ଧୁ ରାଜ ଜେମା ଗର୍ବ ଅହଙ୍କାର ଦୁରକରି ଅମଣିଷ ପଣିଆ କଣ୍ଟା ବାଡ ରେ ଲୁଗା ପକାଇ କଳି କରୁଥିବା ସ୍ତିରୀ ଲୋକ ମାନଙ୍କୁ ଟିକିଏ ବୁଦ୍ଧି ବିବେକ ଦିଅନ୍ତୁ ପର ବୁଦ୍ଧି ପ୍ରଳୟ ଙକରି❤❤❤❤❤
Awesome 👌 bohut sundar laguchi fast time male voice re laxmi nka purana jay jagannath jay maa laxmi 😊😍🙏🙏
Aji ati sundara bhabare sunibaku milila maa mahalakhmi kinara purana Papu Bhai pranam neba bahuta dhanye bad❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ ati sundar ❤❤❤❤❤❤
"ଆମ ପରମ୍ପରା ଆମ ସଂସ୍କୃତି
ରହିଛି ଯାହାର ସୁଦୃଢ଼ ଭିତ୍ତି,
ସେ ଭିତ୍ତିରେ ଗଢ଼ା ଜୀବନ ସୌଧ
ବିଶ୍ଵ ବାସୀଙ୍କୁ ଯା କରିଛି ମୁଗ୍ଧ "
ଜୟ ଶ୍ରୀ ଜଗନ୍ନାଥ 🙏
ମୋର ପ୍ରିୟ ଗୁରୁ ପପୁ ସାରେ ଙ୍କର କଣ୍ଠରୁ ମା ଲଷ୍ମୀ ଙ୍କର ଭଜନ ବହୁତ ସୁନ୍ଦର ହେଇଛି 🙏🙏🙏
Jai Jai jai maa Laxmi 🙏🙏🙏😭😭😭
ବହୁତ ସୁନ୍ଦର କିନ୍ତୁ ମହାଲକ୍ଷ୍ମୀ ଅଷ୍ଟକ ଟି ର ପଦ ବିନ୍ୟାସ ଗୁଡ଼ିକ ସଂସ୍କୃତ ବିଦ୍ୱାନ ଙ୍କ ତତ୍ବାବଧାନ ରେ ଗାଇଥିଲେ ଭଲ ହୁଅନ୍ତା।।🙏🏻💐
ଯଦି Talent କଣ କେହି ଜାଣିନଥିବେ ପପୁ ଭାଇଙ୍କୁ ଦେଖି ଶିଖନ୍ତୁ।Talent କାହାକୁ କହନ୍ତି always my favorite ପପୁ ଭାଇ love you ବୃଦୟରୁ ଅନ୍ୟବାଦ ପ୍ରଣାମ ଗ୍ରହଣ କରିବେ ଏ ଅଧମର ଭାଇ🙏🙏🙏
ବହୁତ ସୁନ୍ଦର 👌👌ଜୟ ମା ମହାଲକ୍ଷ୍ମୀ🙏🙏🙏
ଖୁବ ସୁନ୍ଦର ପପୁ ଭାଇ
Joy MAA Laxmi 👍TQ Papu Bhai
ପପୁ ଭାଇ ଜୟଜଗନ୍ନାଥ ଆପଣ କ ବାପା ମା'ଙ୍କୁ ତାଙ୍କର ସୁନାମଧନ୍ୟ ସଙ୍ଗୀତଜ୍ଞ ଜୟଜଗନ୍ନାଥ
Mo bhai bhout sundara lagila❤❤
ଲକ୍ଷ୍ମୀ ପୂଜାରେ, ଅବା ଲକ୍ଷ୍ମୀ ପୁରାଣ ପ୦ନରେ ଯିଏ ପୁରୁଷ, ନାରୀ ବିଚାର କରେ ସେ ମୁଢ ବା ମୁର୍ଖ ବୋଲି ବିବେଚନା କରାଯାଏ।କାରଣ ଲକ୍ଷ୍ମୀ ବିନା କେହିବି ସଂସାର ରେ ରହିପାରନ୍ତି ନାହିଁ🙏
Jay MAA LAXMII ❤ 🙏,, Great voice papu bhai
He deserves more respect than he gets. 🎉
A great artist. He does always something new. Proud of you papu bhai. Keep going. Congratulations 🎉❤
Au kichi year pare papu bhai nk. Pari sabu pua mane padhibe khainki aji kali jhia mananku time nhin insta, Facebook re busy amo culture ku bhulijaichanti aeita gote lessons...🎉🎉❤
Jay maa laxmi purana sunibaku bhauta bhala lagila Papu bhai👏 🌹🌺
ଜୟ ଜଗନ୍ନାଥ ⭕‼️⭕ ଜୟ ମା ଲକ୍ଷ୍ମୀ 🙏🏼ଜୟ ମୟୂରଭଞ୍ଜ 🗯️
ଜୟ ମା ଲକ୍ଷ୍ମୀ 🌺🙏🏻🌺 ବହୁତ ସୁନ୍ଦର ଲାଗିଲା ପପୁ ଭାଇ ଯେତେ ଶୁଣିଲେ ବି ମନ ବୁଝୁ ନାହିଁ ଜୟ ମା ଲକ୍ଷ୍ମୀ 🌺🙏🏻🌺👍
ଜୟ ମା ଲକ୍ଷ୍ମୀ ଦେବୀ ନମଃ ନମଃ 🙏🕉️🚩🌺🙏🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🙏🕉️🚩🌺🕉️🚩🕉️🌺🙏🚩🌺🕉️
Jay sree Jagannath 🙏 jay maa laxmi 🙏ati sundar hoichhi laxmi purana Papu sir nka kantha re🎵👌👌👌👌👌👌👌👍👍👍👍👍👍👍👍👍❤️❤️❤️❤️❤️❤️❤️❤️❤️❤️❤️🙏🙏🙏🙏🙏🙏
ଜୟ ମା ମହାଲକ୍ଷ୍ମୀ 🪷🚩🙏🏼
ପପୁ ଭାଇକଂ କଣ୍ଠରୁ ଲକ୍ଷ୍ମୀ ପୂରାଣ ଶୁଣି ମନ୍ତ୍ରମୁଗ୍ଧ 🙏🏼
Ati sundar
Bahut sunder badhia
❤ ବହୁତ କିଛି ଶିଖିବାକୁ ମିଳିଲା
ବହୁତ ଧନ୍ୟବାଦ ମହାପୁରୁଷ ବଳରାମ ଦାସ ଙ୍କୁ
ଯେତେବେଳେ ମୁଁ ଏଇ ଲକ୍ଷ୍ମୀପୁରାଣ ଶୁଣିଲି ମୋର ଦେହ ଆଉ ରୁମ ପୁରା ସିତେଇଗଲା 🙏 ଜୟ ମା ଲକ୍ଷ୍ମୀ ❤❤
ଏହି ହେଉଛି କଳିଯୁଗର ଲକ୍ଷ୍ମୀ ପୁରାଣ! ପପୁ ପମ୍ ପମ୍ ତ ଲକ୍ଷ୍ମୀ ପୁରାଣ ବହୁତ ଭଲ ଗାନ କରୁଛନ୍ତି! ଜୟ ମାଁ ଲକ୍ଷ୍ମୀ 🙏🙏 ମାଣବସା ଗୁରୁବାର ର ହାର୍ଦିକ ଶୁଭେଛା ଓ ଶୁଭକାମନା 🙏🙏🙏🙏🥰🙏🔱
@@crhr5😂😂
@@crhr5thik kahile..pua Mane ta puni Mandira re maa nku Puja karuchanti tahele Laxmi puruna kn asubidha..
❤❤❤❤❤
ଲକ୍ଷ୍ମୀ ପୂଜାରେ, ଅବା ଲକ୍ଷ୍ମୀ ପୁରାଣ ପ୦ନରେ ଯିଏ ପୁରୁଷ ନାରୀ ବିଚାର କରେ ସେ ମୁଢ। 🙏
@@suchitramohapatra2618 🙏
A Prabhu Jay Jagannath papu Bhai nku deha sabu bele bhala rakhithntu...jaha hele bhala karidiantu...
ଜୟ ଜଗନ୍ନାଥ ଜୟ ମା Laxmi
Fainali
ପୁରୁଷ ମାନେ ଭି ମାନିଲେ କି
ନାରୀ ମାନେ ହିଁ ଘର ର ଲଷ୍ମୀ ବୋଲି
Jai Maa Laxmi 🙏 both sundor lagela Laxmi purana sunie nona
ପପୁ ବାବୁ ସତରେ" ଯାହା କହିବି ସତ କହିବି" ପୋଗ୍ରାମ ଭଳି ଏହି ପୋଗ୍ରାମ ଅତ୍ୟନ୍ତ ସୁନ୍ଦର ।
ମାଆ
ମହାଲକ୍ଷ୍ମୀ ସୁଦୟା ହୁଅନ୍ତୁ
ଜୟ ' ମା ' ମହାଲକ୍ଷ୍ମୀ
ଅତି ଚମତ୍କାର କଣ୍ଠ ଗୀତ ଟି ଅତି ସୁନ୍ଦର ଲାଗୁଚି ଆପଣଙ୍କ କଣ୍ଠରେ. ମା ଲଷ୍ମୀ ସଦା ସର୍ବଦା ଆପଣଙ୍କୁ ଘଣ୍ଟ ଘୋଡେଇ ରଖନ୍ତୁ. ଜୟ ମା ଲଷ୍ମୀ 🙏🙏🙏🙏
ଅତି ସୁନ୍ଦର ଗାଉଛନ ପପୁ ସାର
Bahut Badhiya
Mahalaxmi namastute
ଜୟ ମା ଲକ୍ଷ୍ମୀ
ବୁଧବାର ଗୋଡ଼ହାଡ଼ ଚମଡା ଭିଡି ମାଣବସାଉଥିବା କଳିଯୁଗ .... ମାନକୁ 😊😊😊
ପପୁ ଭାଇ ଲକ୍ଷ୍ମୀପୁରାଣ ଭଲ ଗାନ କର।🙏🙏🙏🙏🌹🌹🌹🌹♥️♥️🙏🙏🙏🌹🌹
Letest ଲଷ୍ମୀ ପୁରାଣ ବହୁତ୍ ଭଲ ହେଇଛି super. ..👍
Jay maalaxmi
Wonderful Papu Bhai 👌👌👍👍
Jay ma laximi
Jay maa Laxmi 🙏❤
Popu Bhai Apana Maha Lakshmi Purana Excellent Gauchanti. Apna voice re Bholo laguchi. ❤❤🎉
Nice ❤❤papu da
Sabu bele kichhi alaga karibara chintadhara ....verry good