PUNYA BHAJAN II ODIA BHAJAN II PAPU POM POM II PAPU BHAJAN II

Поделиться
HTML-код
  • Опубликовано: 20 ноя 2024

Комментарии • 473

  • @aksdjdokan
    @aksdjdokan 6 дней назад +8

    ବହୁତ ସୁନ୍ଦର ହେଇଛି ❤️❤️❤️

  • @RakshyaDas111
    @RakshyaDas111 8 дней назад +4

    ହରେ କୃଷ୍ଣ ହରେ କୃଷ୍ଣ
    କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ
    ରାମ ରାମ ହରେ ହରେ 🙏🏻

  • @Samalbabu12
    @Samalbabu12 11 дней назад +6

    ଭାଇ ସତରେ ତମ କଣ୍ଠ ରେ କିଛି ତ ଯାଦୁ ଅଛି :-
    ଜପ ହରେ କୃଷ୍ଣ ହରେ କୃଷ୍ଣ... କୃଷ୍ଣ
    ହରେ ରାମ ହରେ ରାମ ..... ରାମ ରାମ
    ହରେ କୃଷ୍ଣ - ହରେ ରାମ 🙏❤️

  • @dillipswain8629
    @dillipswain8629 11 дней назад +3

    ପପୁ ବାବୁ ଏବଂ ବିଧୁ ବାବୂଙ୍କୁ ଅଶେଷ ଅଶେଷ ଧନ୍ୟବାଦ l ସୁନ୍ଦର ଭଜନ ❣️♥️

  • @manaskumar9331
    @manaskumar9331 11 дней назад +3

    ଗୀତଟି ବହୁତ ସୁନ୍ଦର ଲାଗିଲା । ପପୁ ସାର ଆପଣଙ୍କ ର ସବୁ ଗୀତ ହୃଦୟକୁ ଛୁଇଁ ଯାଏ । ଜୟ ଜଗନ୍ନାଥ 🙏🙏🙏🙏

  • @purnachandrabehera6468
    @purnachandrabehera6468 10 дней назад +16

    ଜୟ ଜଗନ୍ନାଥ ଭାଇ ତୁମ ତୁଣ୍ଡ ରୁ ଏ ସୁନ୍ଦର ଗୀତ ଏମିତି ସଦା ସର୍ବଦା ବାହାରୁ ଥାଉ ହୃଦୟ ପୁରା ଚିରୀଙ୍ଗ ଚିରୀଙ୍ଗି ହେଇଗଲା ହରେ ରାମ ହରେ କୃଷ୍ଣ

  • @BibhutiSwainGalatainment
    @BibhutiSwainGalatainment 11 дней назад +2

    ଭାବ ଗର୍ଭକ... ଅତି ସୁଦର ଉପସ୍ଥାପନା

  • @pitabashkanhar6182
    @pitabashkanhar6182 11 дней назад +3

    ହରେ କୃଷ୍ଣ ମହା ମନ୍ତ୍ର ଭୁଲ ଗାଉଛ
    ପପୁ ଭାଇ

  • @sunilkumarpany7825
    @sunilkumarpany7825 6 дней назад +2

    ପପୁ ଭାଇ ସାରା ଓଡ଼ିଶାରେ ଗାଁ ଗହଳିର ଛୋଟ ଠାରୁ ବୁଢା,ବୁଢ଼ୀ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଥିବା ନବୀନ ବାବୁ ଙ୍କ ରାଜନୈତିକ ଜୀବନ କୁ ନେ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରିବାକୁ ଅନୁରୋଧ🙏

  • @tukunasahu1772
    @tukunasahu1772 6 дней назад +3

    Pappu sir jaha upastapana karanti se sangita heu ba comedy satya hin upastapana karanti.... Very true

  • @ashokkumarmahanta6142
    @ashokkumarmahanta6142 6 дней назад +2

    ବହୁତ୍ ବଢିଆ ଲାଗିଲା ପପୁ ଭାଇ jai jagannath

  • @PujaraniSenapati-u8t
    @PujaraniSenapati-u8t 11 дней назад +3

    Manoj bhai ta mrudang otari pakauchhanti 😊😊😊😂papu sir ki jay ❤️❤️❤️❤️

  • @GanapatiN-h3o
    @GanapatiN-h3o 6 дней назад +2

    ବହୁତ୍ ସୁନ୍ଦର୍ ହେଇଛି ଏହି ଭଜନ ଟି ଭଲ ଲାଗୁଛି ଆହୁରି ଅଧିକ ଗା ନ୍ତୁ ❤❤❤❤❤❤ ସୁପର୍ ପପୁ ଭାଇ

  • @Sinusahoowd2dm
    @Sinusahoowd2dm 11 дней назад +5

    ମନ ପବିତ୍ର ହେଇଗଲା ହରିନାମ ସକାଳୁ ଶୁଣି 🙏 ହରେ କୃଷ୍ଣ 🙏🎉🎉🎉🎉🎉👏👏👏👏👏👏👏👏👏👏👏👏👏👏👏👏👏👏👏

    • @Sinusahoowd2dm
      @Sinusahoowd2dm 11 дней назад

      ଧନ୍ୟବାଦ ଭାଇ 🙏🎉😊

  • @bkdas7544
    @bkdas7544 10 дней назад +3

    Gayak Papu Sir,Gitikar Bidhu Bhusan Sir.... tatha channel ra samasta sabhya mananku antaraku ashesh ashesh antarika preetibhara shubhakamana.... Jay Jagannath 🙏🌺......Sharira Tatwa bhajan 🙏🙏🙏🙏🙏🙏🙏🙏🙏🙏

  • @Lipunproduction782
    @Lipunproduction782 11 дней назад +1

    ପପୁ ଭାଇଙ୍କ ପରି ଭଲ ଅଭିନେତା ଓଡ଼ିଶାରେ ବହୁତ କମ୍ ଅଛନ୍ତି ❤

  • @deepakbarik-m1j
    @deepakbarik-m1j 6 дней назад +10

    ଓଡ଼ିଶାରେ ବେଷ୍ଟ କଳାକାର ଯିଏ ଲେଖକ, ଗୀତିକାର, ନାୟକ, କମେଡି, all in one.

  • @abhilashgiri5151
    @abhilashgiri5151 11 дней назад +7

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @KESWARRAOACHARY
    @KESWARRAOACHARY 11 дней назад +1

    Bahut sundar hehechi 👌👌 Hare krishna Hare krishna krishna krishna Hare Hare 🙏🙏🥰🥰🥰🥰

  • @shashankasekharkar2404
    @shashankasekharkar2404 11 дней назад +1

    ହରେ କୃଷ୍ଣ ହରେ ରାମ
    Very blessfull song.❤🙏

  • @dipubhai8435
    @dipubhai8435 11 дней назад +2

    ଭାଇ ଭଜନ ବହୁତ ଭଲ ହୋଇଛି । କିନ୍ତୁ ଏ ମହାମନ୍ତ୍ରକୁ ଏହା ଯୋଡିବାର ନଥିଲା କାରଣ ତମେ ଭୁଲ ଗାଉଛ। ବାର ବାର ସେଇ ଭୁଲ ।ଏ ମହାମନ୍ତ୍ର ଯାଗାରେ ।ଜପ ହରିନାମ, ରାମନାମ ,ଜପ ରାମନାମ ହରିନାମ ଯୋଡି ପାରିଥାନ୍ତ । କିନ୍ତୁ ତୁମର ଏଥିରେ ଭାବ ଅଧିକ ହୋଇଯାଇଛି।

  • @tukusahu5807
    @tukusahu5807 11 дней назад +1

    Love you papu bhai
    Bahut sundar sang.👌
    Jay Jagannath 🙏🙏

  • @BuduramGoud
    @BuduramGoud 9 дней назад +2

    ଭହୁତ ସୁନ୍ଦର ଲାଗିଲା ଭଜନ କୀର୍ତ୍ତନ ଜୟ ପ୍ରଭୁ ଶ୍ରୀ ରାମ 🙏🙏🙏

  • @lokanathsahoo8960
    @lokanathsahoo8960 9 дней назад +2

    ସୁନ୍ଦର ଲେଖା ଓ ପ୍ରତି ଦିନ ସକାଳେ ସନ୍ଧ୍ୟାରେ ଶୁଣିଲା ଭଳି ଭଜନ

  • @saiyoungclubbamatiabalikha2038
    @saiyoungclubbamatiabalikha2038 11 дней назад +3

    ସକାଳୁ ସକାଳୁ ପୁଅ ବିଲ କୁ ଗଲା,
    ସଂଜକୁ ଫେରି ସେ ମା ମା ଡାକିଲା,
    ପୁଅ ଦେହେ ଜର ଦେଖି ମା ଅଥୟ,
    ପଣତରେ ପୋଛୁଥାଏ ଆଖିର ଲୁହ,
    ସଂଜ ଗଢ଼ି ହେଲା ବେଳ ଦି ଘଡି,
    ଡାକିଲେ ସୁଣୁନି ଅନ୍ଧ ଲଉଡ଼ି,
    ଚାହୁଁ ଚାହୁଁ ଭେଣ୍ଡା ପୁଅ ଆଖି ବୁଝିଲା,
    ତୁ ଥାଉ ଥାଉ ରେ ଉପରବଲା,
    ଏମିତି କେମିତି ହେଲା (2)
    ପପୁ ସାର ମତେ ଆପଣଙ୍କର ଏହି ଗୀତ ଟି ବହୁତ୍ ଭଲ ଲାଗେ
    ଜୟ ଜଗନ୍ନାଥ 🙏🙏🙏

  • @sadhucharandehuri6982
    @sadhucharandehuri6982 10 дней назад +6

    ଏମିତିକା ଭଜନ ପପୁ ଭାଇ ଓଡ଼ିଶାକୁ ଆହୁରି ଦରକାର,,,🪔🪔🪔🙏🙏🙏

  • @jogeswarmunda3170
    @jogeswarmunda3170 10 дней назад +3

    ଗୀତଟି ବହୁତ ସୁନ୍ଦର ଲାଗିଲା.....❤

  • @sambhu-qw8rm
    @sambhu-qw8rm 6 дней назад +4

    Papu bhai is very nice singer and very good actor all time my favourite all the best Papu bhai 👌👌🙏🙏

  • @Lipunproduction782
    @Lipunproduction782 11 дней назад +1

    ପପୁ ଭାଇଙ୍କ ଝୁମୋର୍ ଗୀତ ଟି ମୋତେ ବହୁତ ଭଲ ଲାଗିଥିଲା ପପୁ ଭାଇ ଙ୍କୁ ଅନୁରୋଧ କରୁଛି ଯେ ଆହୁରି ଝୁମୋର ଗୀତ ଗାଆନ୍ତୁ ❤

  • @rajeshnaik1689
    @rajeshnaik1689 11 дней назад +2

    ❤❤❤❤❤❤❤🚩🚩🚩🚩🕉️🕉️🕉️🕉️🕉️🫀🫀🫀🌺🌺🌺🌺🌺🌺🌺🌺🌺🌦️🌧️🌧️🌧️🌧️🌍🌍🌎🌎🌠🌠🎖️🎖️🎖️🎖️🎖️ ହରେକୃଷ୍ଣ ହରେକୃଷ୍ଣ ଓଡ଼ିଆ ପୁଅ

  • @Babuli-r7
    @Babuli-r7 10 дней назад +2

    ବହୁତ ସୁନ୍ଦର ଭଜନ ପପୁ ଭାଇ ମାଡି ଚାଲ

  • @k-adicomedy8266
    @k-adicomedy8266 32 минуты назад

    Bahut Sundar bhajan .. Hrudaya sparshi lekha🎉🎉🎉🎉🎉🎉

  • @HemantaJena-q4m
    @HemantaJena-q4m 11 дней назад +2

    ବହୁତ ସୁନ୍ଦର 🙏🙏🙏❤️❤️❤️

  • @talcherprasant619
    @talcherprasant619 10 дней назад +6

    ପପୁ ଭାଇ ଏ ଗୀତ କୁ ହ୍ରୁଦୟ ରୁ ପ୍ରଣାମ

  • @ajitkumarnath6859
    @ajitkumarnath6859 11 дней назад +1

    Excellent.. superb.. enti song upload Kara Papu vai..nija channel re ebe regular upload Kara video...we are waiting for regular episode..Xcuse me S4 band kridele taranga re at least apankna channel re start katanu.

  • @sitarambhuyan7308
    @sitarambhuyan7308 7 дней назад +4

    Jay shree Krishna Jay shree Ram ❤❤❤🙏🙏🙏👏👏👏

  • @Lipunproduction782
    @Lipunproduction782 11 дней назад +79

    ମୁଁ ପପୁ ଭାଇ ଙ୍କୁ ବହୁତ ଭଲ ପାଏ ❤

  • @manthan3493
    @manthan3493 10 дней назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ🙏🙏🙏🙏🙏🙏🙏

  • @jasmitasahoo4758
    @jasmitasahoo4758 11 дней назад +2

    ଅତି ସୁନ୍ଦର ଭଜନ ପପୁ ଭାଇ,,, ସଂକ୍ରିତନ୍ ଅତି ସୁନ୍ଦର

  • @NakhiaDadi-mu6kp
    @NakhiaDadi-mu6kp 11 дней назад +2

    ଏଇ ଗୀତ କାର୍ତିକ ମାସରେ ସକାଳୁ ସକାଳୁ ଶୁଣି ମନ ପବିତ୍ର ହେଇଗଲା ❤❤❤❤

  • @jagabehera5733
    @jagabehera5733 11 дней назад

    ବଢ଼ିଆ ଗୀତ ହେଇଚି ପପୁ ଭାଇ ଜୟ ଜଗନ୍ନାଥ

  • @BIDHUBHUSANCREATIONS
    @BIDHUBHUSANCREATIONS 11 дней назад +16

    Papu Bhai many many thanks to you bcoz you gave me a chance to write this Bhajan. l requested all of you listeners please listen this bhajan again again🙏🙏

    • @LwReality
      @LwReality 11 дней назад +2

      Thank you sir ❤❤ bahut bhala gita lekhi thibaru ❤❤❤

  • @mpatra841
    @mpatra841 11 дней назад +2

    Bahut Sundar Bhajan...Jay Jagannath

  • @Lipunproduction782
    @Lipunproduction782 11 дней назад +1

    ପପୁ ଭାଇଙ୍କ ଭଜନ ଗୀତ ଭଲ ଲାଗିଛି ଯଦି ❤ କର

  • @manasswain2016
    @manasswain2016 11 дней назад +2

    ଅତି ସୁନ୍ଦର 👍❤️🙏

  • @Lipunproduction782
    @Lipunproduction782 11 дней назад +1

    ଶୁଭ ସକାଳ ଓଡ଼ିଶା ବାସୀ ❤

  • @NarsinghPujari-kk9ux
    @NarsinghPujari-kk9ux 10 дней назад +6

    ବଲ ହେଇ ଚି ପୋପୁପମ୍ପୋମ ଭାଇନା ବଜନ ସଙ୍ଗ

  • @SaralaMusicOdia
    @SaralaMusicOdia 11 дней назад +3

    ବହୁତ ବଢିଆ ହେଇଛି ଗୀତ ଟି

  • @prabhas3020
    @prabhas3020 10 дней назад +3

    Jaha kuha Gita ti suni mana Khushi heigala❤

  • @puspanjalinay9665
    @puspanjalinay9665 6 дней назад +1

    ଜୟ ଜଗନ୍ନାଥ 🙏🙏ଅତି ସୁନ୍ଦର ବାସ୍ତବ କଥା 🙏🙏

  • @malayakumarjati1923
    @malayakumarjati1923 9 дней назад +2

    Excellent and matchlessly fabulous lyrics by Bidhu Bhusan sir.I am really impressed by the subtle meanings inherent in the song sung by the iconic person Papua Bhai.Everyone should enjoy the magnificent song and realise the essence of lyrics penned by an emerging and highly talented lyricist Bidhu sir.

  • @createrjitender-jj7tr
    @createrjitender-jj7tr 7 дней назад +2

    Bapu sir augote vajan gantu sir jemiti Hrudaya ku anada miliba

  • @mithnaswainmithna2521
    @mithnaswainmithna2521 7 дней назад +2

    Duniya kahiba prathame appan Papu sir hare Krishna 🙏🏻 hari bol 🙏🏻❤️

  • @ashutoshuk4532
    @ashutoshuk4532 11 дней назад +2

    Bahut bhala laguchhii ❤

  • @Creative-Damu
    @Creative-Damu 11 дней назад +2

    Bahut sundar heichhi ❤❤❤

  • @santunupadhan2139
    @santunupadhan2139 10 дней назад +3

    Very good dada Gita manaku chhuidela very good I❤️U dada👍🙏💯 Tuma pade 108 Nadia🥥🥥🥥🥥🥥🥥🥥🥥🥥🥥

  • @jibanrout5977
    @jibanrout5977 11 дней назад +1

    ମୁଁ ପପୁ ଭାଇ କୁ ବହୁତ ଭଲ ପାଏ ❤❤

  • @Star-Pabitra-swain
    @Star-Pabitra-swain 6 дней назад +2

    Khub sundar
    Mana khusi hoegala
    🙏🙏

  • @AMU1208
    @AMU1208 9 дней назад +2

    Ready au.... bhajan ta heart touching hela ,,,,papu bhai jindabad 🙏🙏

  • @LaxmanPadhan-e1j
    @LaxmanPadhan-e1j 8 дней назад +2

    Kn bhajana heichima Mu suniki ta Mora mana khusi heigala baa ki bhajana Thanks you papu pam pam thanks you so much ❤

  • @BabuSamal-jr3xn
    @BabuSamal-jr3xn 6 дней назад +2

    Bahut sundar song....

  • @LwReality
    @LwReality 11 дней назад

    ବହୁତ୍ ବହୁତ୍ ସୁନ୍ଦର ଲାଗୁଛି... ❤❤❤

  • @RabiReddy-tf9ms
    @RabiReddy-tf9ms 6 дней назад +3

    Veri nice Pappu bhai

  • @K.SwearRaoAchari
    @K.SwearRaoAchari 11 дней назад

    Bahut sundar hehechi 👌👌 Hare Krishna hare Krishna Krishna Krishna hare hare 🙏🙏

  • @chandrakantasahoo3640
    @chandrakantasahoo3640 11 дней назад +3

    ରାଧେ କୃଷ୍ଣ

  • @AshokNaik-np2ym
    @AshokNaik-np2ym 6 дней назад +1

    ହରେ କୃଷ୍ଣ ହରେ ରାମ ଧନ୍ୟ ବାଦ ପପୁ ଭାଇ

  • @purnachandraalatia
    @purnachandraalatia 9 дней назад +1

    ବୋହୁତ ବଢିଆ ହେଇଛି ଗୀତ ଟି 🙏🏻🙏🏻

  • @abhisekpanigrahi9391
    @abhisekpanigrahi9391 11 дней назад +1

    ପପୁ ଭାଇ ତୁମକୁ ମୁଁ ବହୁତ ଭଲ ପାଏ😊

  • @Nityananda-fq3bv
    @Nityananda-fq3bv 4 дня назад +1

    Punya bhajan suni dhanya hoigala mana.thanks a lot Papu sir,god bless everybody.

  • @nirakarakudei7762
    @nirakarakudei7762 7 дней назад +1

    Super bahi bhala laguchi❤❤❤❤

  • @bhabanishankar1991
    @bhabanishankar1991 10 дней назад +3

    Nice song.Papu bhai is most talented artist in ollywood.🙏🙏

  • @ମୋକବିତାmypoetry
    @ମୋକବିତାmypoetry 11 дней назад +2

    ହରେ କୃଷ୍ଣ ମହାମନ୍ତ୍ର କୁ ଭୁଲ ଗାଉଛନ୍ତି

  • @Lipunproduction782
    @Lipunproduction782 11 дней назад +2

    ପପୁ ଭାଇଙ୍କ ପାଇଁ ଗୋଟିଏ ❤ କର

  • @PitabasaSenapati
    @PitabasaSenapati 6 дней назад +3

    The great 👍🏻👍🏻

  • @niharbarik4510
    @niharbarik4510 11 дней назад +1

    Bahut sundar bhajan. Ati sundar paribesan.

  • @tecnicalbadsah7459
    @tecnicalbadsah7459 11 дней назад +1

    Badiya heichi bhajan popu Bhai👍🙏🙏

  • @PrakashKumar-mk7in
    @PrakashKumar-mk7in 4 дня назад +1

    ବହୁତ୍ ସୁନ୍ଦର ଭଜନ ପପୁ ଭାଇ

  • @MrJitunKumar-my5pj
    @MrJitunKumar-my5pj 20 часов назад

    ଗୀତଟା ଭାରି ଭଲ ହେଇଛି ପପୁ ଭାଇ ❤

  • @rmrnatureandsound331
    @rmrnatureandsound331 6 дней назад +1

    Love u 💓 Papu bhai,
    Geeta ti bhala hoichhi,
    Thank to the writer also

  • @Santoshjhuna
    @Santoshjhuna 6 дней назад +3

    Papu Bhai is great singer &Raiter

  • @RakeshKumar-ls7ul
    @RakeshKumar-ls7ul 6 дней назад

    ଜପ ହରେକୃଷ୍ଣ ହରେକୃଷ୍ଣ ବୋଲ ହରେରାମ ହରେରାମ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ ❤🙏🙏🙏🙏🙏🙏

  • @createrjitender-jj7tr
    @createrjitender-jj7tr 7 дней назад +1

    Papu sir apnaka vajan ti pura hrudayaku chuinla

  • @ArunNayak-hg2zf
    @ArunNayak-hg2zf 10 дней назад +2

    ଶ୍ରୀ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ହେ ଜୟ ହେ ଜୟ ହେ ଜୟ ଜୟ ଜୟ ଜୟ ହେ।

  • @Lipunproduction782
    @Lipunproduction782 11 дней назад +1

    ଜୟ ମା କିଚକେଶ୍ବରୀ ❤

  • @AjayaKumarKhandual
    @AjayaKumarKhandual 9 дней назад +2

    ବହୁତ ସୁନ୍ଦର ପପୁ ଭାଇ

  • @sumitkumarjenavlogs8088
    @sumitkumarjenavlogs8088 9 дней назад +6

    ପଛରେ ଲାଗିଥିବା ଡିଜିଟାଲ ଘଣ୍ଟା କୁ କିଏ କିଏ ନୋଟିସ କରୁଛ ଟାଇମ କେମିତି ଆଗ ପଛ ହଉଛି କେତେ ବେଳେ 12 ଟା ତ ପୁଣି କେତେବେଳେ 11 ଟା ପୁଣି କେତେବେଳେ 13.23 ଶୁଟିଂ ଟେକ ଟାଇମ ଅଲଗା ଅଲଗା ଗୋଟେ ଦିନ ର ଶୁଟିଂ ନୁହେଁ 🎆😅

    • @sudhiranjanmishra3726
      @sudhiranjanmishra3726 9 дней назад +1

      ମୁଁ ନୋଟିସ୍ କରିଛି ଆଉ msg ପଢିବାକୁ ଆସିଥିଲି ଯେ କିଏ ନୋଟିସ୍ କରିଛନ୍ତି ।😂

  • @gulsonkhadija919
    @gulsonkhadija919 10 дней назад +1

    Bahut badhia lagila gita😊😊😊❤🙏🙏au apananka voice bi bahut bhal lagila..bhai😊😊❤👍🙏🙏

  • @rajeshdas2195
    @rajeshdas2195 11 дней назад +2

    ATI sundar ❤

  • @dillipdhal1
    @dillipdhal1 9 часов назад

    ମସ୍ତ music 🎵 and song ପପୁ ଭାଇ

  • @AjayaKumarDhir
    @AjayaKumarDhir 10 дней назад +3

    Very good bhajan, very practical things.

  • @Lipunproduction782
    @Lipunproduction782 11 дней назад +1

    ଜୟ ଶ୍ରୀ କୃଷ୍ଣ ❤

  • @K.SwearRaoAchari
    @K.SwearRaoAchari 11 дней назад

    Bahut sundar Hare Krishna 🙏🙏

  • @madhusudannaik8619
    @madhusudannaik8619 10 дней назад +2

    Bahuta vala ❤ Jay shree Ram

  • @bhimasensethi3136
    @bhimasensethi3136 10 дней назад +2

    ବହୁତ ସୁନ୍ଦର

  • @sagarmallick3175
    @sagarmallick3175 9 дней назад +1

    Jay ଶ୍ରୀରାମ amta ଶାନ୍ତି ଭଜନ 👍

  • @rinkupradhan3922
    @rinkupradhan3922 10 дней назад +11

    ବୋହୁତ ସୁନ୍ଦର ଗୀତଟି ମୋ ହୁର୍ଦୟକୁ ଛୁଇଁଙ୍ଗଲା ପପୁ ଭାଇ

  • @gurunathnayaknayak5930
    @gurunathnayaknayak5930 5 дней назад +1

    ଓଁ ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🙏🙏🙏🌹🌹🌹🌹🌹👌👌👌

  • @muktikantamallick4765
    @muktikantamallick4765 10 дней назад +2

    Multi talented person.Love u so much..

  • @AKJENA-hk4pi
    @AKJENA-hk4pi 7 дней назад +1

    Bahut sunder bhan, excellent

  • @UmakantaDash-vs1ez
    @UmakantaDash-vs1ez 10 дней назад +4

    ଏ ଗୀତ ଶ୍ରୀଚରଣ ଙ୍କ କଣ୍ଠ ରେ ଠିକ୍ ଲାଗିବ ବୋଲି ଯିଏ ଭାବୁଛ like କର।❤