Это видео недоступно.
Сожалеем об этом.

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲେ ବଞ୍ଚିବା କଷ୍ଟକର ହେଇଯିବ|Sarada Baba Jagasinghpur |Malika Bachana

Поделиться
HTML-код
  • Опубликовано: 17 авг 2024

Комментарии • 320

  • @nilakantkara6591
    @nilakantkara6591 2 месяца назад +34

    ନବୀନ ସରକାର ଷଷ୍ଠ ଥର ମୁଖ୍ୟ ମନ୍ତ୍ରୀ ହେବେ କହିଥିଲେ ମିଛ ସବୁ ମିଛ

    • @DusmantMahapatra
      @DusmantMahapatra 2 месяца назад

      Hn bhai ea Sala kahithila nabeen jitiba boli... Sala khaili time pass karuchhi

  • @Official_B.kanhar7289
    @Official_B.kanhar7289 2 месяца назад +8

    ମିଛୁଆ ବାବା

  • @khusirajalaxmidiptiexpress5041
    @khusirajalaxmidiptiexpress5041 Месяц назад +1

    ସାରଦା ବାବା ମହା ଗାଲୁଆ କଥା କେତେବେଳେ କଣ କହୁଛ ନିଜେ ଆଗ ବିଚାର କରନ୍ତୁ ସବୁବେଳେ ଦୁଇ ପ୍ରକାର କଥା କହୁଛନ୍ତି, ମହାପୁରୁଷ ନାମ ନେଇ ନିଜର ଗାରିମା ଦେଖାଉଛନ୍ତି, ଅର୍ଦ୍ଧ ଗାଲୁଆ ଶାରଦା ବାବା 😭😭😭....🙏ଜୟ ଜଗନ୍ନାଥ 🙏ଜୟ ଗୁରୁ ଅଚ୍ୟୁତାନନ୍ଦ 🙏

  • @user-mq7qs1jz7r
    @user-mq7qs1jz7r 2 месяца назад +13

    ନାଳୁଆ ବାବା କିଛି ଜାଣିନି

  • @mafiasai123g3
    @mafiasai123g3 2 месяца назад +23

    ଆରେ ଶଳା ବାବା ଲୋକକୁ କାହିଁକି ଭୂତିଆ ବନାଉଛୁ

  • @jeevangahir6817
    @jeevangahir6817 2 месяца назад +22

    ସକଳ ତୀର୍ଥ ତୋ ଚରଣେ ବଦ୍ରୀକା ଯିବି କି କାରଣେ ଯେଉଁ ମାନେ ଖାଲି ମନ୍ଦିର ରେ ଖାଲି ଭଗବାନ୍ ଅଛି ବୋଳି ମନ୍ଦୀର ଭିତର ରେ ଠେଲା ପେଲା ହେଉଛ ସବୁ ମରିବା ଭଲ

  • @nirmalkumarbehuria6411
    @nirmalkumarbehuria6411 2 месяца назад +7

    ସାରଦା ବାବା ଆପଣ ନିଜ ଦୋଷ କୁ ଘୋଡାଇବା ପାଇଁ ଏଣେ ତେଣେ କଥା ନେଉଛନ୍ତି
    ଆପଣ gurantee ଦେଇ କହୁଥିଲେ ଧର୍ମଦଣ୍ଡ ଦେଖେଇ ଏ ଥର ନବୀନ ସରକାର କରିବେ
    ଏବେ ଭୁଆଁ ବୁଲାଉଛନ୍ତି 4 ଦ୍ୱାର ବନ୍ଧ ପାଇଁ ଏମିତି ହେଲା ଆଜି ଏ କଥା କହୁଛନ୍ତି ସେତେବେଳେ ତ ଏକଥା କହୁ ନ ଥିଲେ, ଆପଣ ମାନେ ସଂସାର କୁ ଭୁଆଁ ବୋଲାଉଛନ୍ତି

  • @mahendrakumarnayak3039
    @mahendrakumarnayak3039 2 месяца назад +20

    ପରିସ୍ଥିତିକୁ ଦେଖି ମାଳିକା ର ପଦ ଗୁଡ଼ିକ ଖାପ ଖୁଆଇ କିଛି ଲୋକ ଏ ନିର୍ବୋଧ ଜନତାଙ୍କୁ ବିଶ୍ୱାସ ଜନ୍ମାଇଲା ଭଳି ବାର୍ତ୍ତା ଦେଉଛନ୍ତି। ଯଦି ଏହି ପଦ ଗୁଡ଼ିକ ଫଳ ବାହାରିବା ପୂର୍ବରୁ ଲୋକ ଲୋଚନଙ୍କୁ ଆଣି ଥିଲେ କିଛି ଲୋକେ ନିଶ୍ଚୟ ବିଶ୍ୱାସ କରିଥାନ୍ତେ। ଚୋର ପଳାଇଲା ବେଳକୁ ପୋଲିସ ହଜାର ହେଲା ଭଳି ଆପଣ ମାନଙ୍କ କଥା ସବୁ ଲାଗୁଛି। ତେଣୁ ଏ ଚେନେଲ ରେ ଏ ସବୁ ଅବାନ୍ତର କଥା ସବୁ ଭବିଷ୍ୟତ କୁ ପ୍ରକାଶ ନ କରିବାକୁ ଅନୁରୋଧ।

  • @kanhupatra9968
    @kanhupatra9968 2 месяца назад +8

    ଏ କଥା ଆଗୁରୁ କହୁ ନ ଥିଲେ ତ ଗାଲୁଆ ବର୍ଷା କୁଆଡେ ଛତା ସିଆଡେ

  • @srisaidesignvastu9209
    @srisaidesignvastu9209 2 месяца назад +35

    ଏଇଟା ଟାଉଟର ବାବା

  • @Official_B.kanhar7289
    @Official_B.kanhar7289 2 месяца назад +4

    ଯେତେକ ମିଛୁଆ ବାବା କହୁଥିଲେ ୨୦୨୪ରେ ନବୀନ ଆସିବ ବୋଲି କିନ୍ତୁ କଣ ତାର ଉଲଟା ସେଇଥି ପାଇଁ ବାବାଙ୍କୁ ବିଶ୍ୱାସ ନାହିଁ ।

  • @kalicharanmahapatra885
    @kalicharanmahapatra885 2 месяца назад +2

    ଆରେ ଭାଇ ପାଞ୍ଜିରେ ଲେଖାହେଉଥିଲ 90ଦିନ ବର୍ଷା କିନ୍ତୁ କେଉ କେଉଁ ଦିନ ବର୍ଷା ହେବ ଲେଖା ହୁଏନି କିନ୍ତୁ ଏ ସମୟରେ ମେଘ ବର୍ଷା କୁଆଡେ ଯାଇଛି ମୋବାଇଲ ରେ ଦେଖିଲେ ଜନପଡ଼ିଯାଉଛି,ଯେବେ ଜାହା ହବ ସେଇଟି ଠିକ୍

  • @umakantamishra847
    @umakantamishra847 2 месяца назад +3

    ସବୁ କାମ ସରିବା ପରେ ମାଳିକା ବତାଏ।
    ମାଳିକା ମିଛ ନୁହେଁ କିନ୍ତୁ ତମେ ଡହରା

  • @song7644
    @song7644 Месяц назад

    Jay jagannath jay panchashakha.

  • @RajibBehera-pd6pi
    @RajibBehera-pd6pi 2 месяца назад +2

    ନବୀନ ପଟ୍ଟନାୟକ ୮ ଅକ୍ଷର ୯ ଅକ୍ଷର ବୁଝେଲେ

    • @rajendraparida3545
      @rajendraparida3545 Месяц назад

      ମିଛୁଆ ବାବା ଗୋଟାଏ ବି ସତ ନୁହେଁ ଖାଲି ମାଡ

  • @ranjeetmallik7536
    @ranjeetmallik7536 2 месяца назад +1

    ମିଛୁଆ

  • @user-mb6ul4lq4k
    @user-mb6ul4lq4k 2 месяца назад

    Sarathi baba,

  • @idontknow7375
    @idontknow7375 Месяц назад +2

    ଏଇ ବାବା ବି ଠକ। ଦେଖିବ ଏହାର ବିପରୀତ ଘଟିବ

  • @sukadevbeheraphotography7488
    @sukadevbeheraphotography7488 2 месяца назад +25

    ଗାଲୁଆ ସବୁ ମିଛ କହୁଛି

  • @srmidia6453
    @srmidia6453 2 месяца назад +11

    ଆଗରୁ ଜାଣିନଥିଲ ବ୍ରହ୍ମଦଣ୍ଡ କୁପଚାରରିଲ ତା ମୁଣ୍ଡ ଖରାପ ହେଉଛି। ଛୋଟ ପିଲାମାନଙ୍କୁ ଆଇ ଗପ ଭଳି କହୁଛନ୍ତି।।। ବାଜୁ ବାଜୁ ଜଦି ବାଜି ଜାଇଥାନ୍ତା ତା ହେଲେ ବାବା ମହାଲ ମାଣ୍ଡା

  • @gourisasany6973
    @gourisasany6973 Месяц назад

    Bala

  • @muralidharanayak8869
    @muralidharanayak8869 2 месяца назад +3

    ଜୟ ଜଗନ୍ନାଥ 🌹🌹🌹🙏🙏🙏🙏. ବାବା ଙ୍କର ମୋବଇଲେ ନୁମ୍ବର ନିହାତି ଦରକାର. କଥା ବାବା ଙ୍କ ସହିତ ହୋଇ ଯିବି.

  • @akshayakumarmajhi1819
    @akshayakumarmajhi1819 2 месяца назад +8

    ବାବା ନା ବା.....

  • @nandakishordas5688
    @nandakishordas5688 Месяц назад +1

    Second Sarathi.

  • @sankardash8710
    @sankardash8710 2 месяца назад +43

    ତମ ମାଳିକା ବାଲା ନିଜ ଭବିଷ୍ୟତ ଜାଣିନ ଅନ୍ୟ କଥା କଣକହିଵ ମିଛ କହୁଚୁ 💯

    • @SwapnaPangi-pp2ys
      @SwapnaPangi-pp2ys 2 месяца назад +3

      Bhala katha pa samastanku kharap (pita) lagiba..jetebele durghatana ghatiba setebele akhi kholiba sabu janibe

    • @subhadrarout1526
      @subhadrarout1526 2 месяца назад +2

      Jaha paila gapila..😂

    • @nirajsahoo3815
      @nirajsahoo3815 2 месяца назад +3

      ଭାଇ ଏ ଲୋକ ଟା ସେକେଣ୍ଡ ସାରଥି 😂

    • @gaganbiharibhoi9102
      @gaganbiharibhoi9102 2 месяца назад

      Nabin cm hauthila........

    • @dipumohanty6921
      @dipumohanty6921 2 месяца назад

      ❤❤❤❤❤❤❤o❤mey​@@SwapnaPangi-pp2ys

  • @BiluEntertainment
    @BiluEntertainment 2 месяца назад +1

    Au sarathi baba bhali ହୁଅନି କେତେବେଳେ ଜେଲ ଯିବା

  • @dolagobindapattanaik258
    @dolagobindapattanaik258 2 месяца назад

    Sarathi chela

  • @JJMohanty
    @JJMohanty 2 месяца назад

    Best Video.....
    Thanks ❤❤❤❤

  • @satyabadinaik986
    @satyabadinaik986 2 месяца назад +1

    ବ୍ରହ୍ମ ଦଣ୍ଡ କହୁଥିଲା ନବୀନ ପଟ୍ଟନାୟକଙ୍କ ଓଡ଼ିଶାରେ ଶାସନ କରିବ କୁଆଡେ ଗଲା

  • @sukadevbeheraphotography7488
    @sukadevbeheraphotography7488 2 месяца назад +27

    2024 ରେ ନବୀନ ବାବୁ cm ହେବେ କହୁଥିଲେ ପିଟା ଗାଲୁଆ

  • @brajeswarisingh909
    @brajeswarisingh909 2 месяца назад +1

    ଯାହା ଲେଖାଥିବା ଆଉ ଠିକ କଥା କହିବ, ଲୋକଙ୍କୁ ଭୟଭୀତକରିବନି 🙏

  • @darshantvodiatv4882
    @darshantvodiatv4882 2 месяца назад +4

    ଏଇ ଲୋକ ଟି ବ୍ରହ୍ମଦଣ୍ଡ କୁ ତୁଳସୀ ରେ ଲଗାଇ ନବୀନ ମୁଖ୍ୟମନ୍ତ୍ରୀ ହେବ ବୋଲି କହୁଥିଲା l ଏ ଲୋକ ଟି ଟାଉଟର l କାହିଁକି ୟା ପଛରେ ପଡ଼ିଛ?

  • @rabindradas8964
    @rabindradas8964 2 месяца назад

    M

  • @mdmubarakkhan8649
    @mdmubarakkhan8649 2 месяца назад +1

    Dharm sahita rajneeti ra kichhi sampark nahin
    Lokanka anguthi juade sarkar siade

  • @jitendrapradhan7655
    @jitendrapradhan7655 2 месяца назад +3

    ଏଇଟା ହେଉଛି ବଡ଼ ବାହାପିଆ, ରାବଣ 56 ଗଣ୍ଡା ଯୁଗକୁ ବର ପାଇଥିଲା 14 ଗଣ୍ଡା ଯୁଗ ଭୋଗ କଲା ଏ ମିଛୁଆ କହୁଚି ସେ 72 ଗଣ୍ଡା ଯୁଗକୁ ବର ପାଇଥିଲା ଏଥିରୁ ଜଣା ପଡ଼ୁଚି ଏ ପୁରା ଠକ୍,????

  • @user-hh9ve3pc2z
    @user-hh9ve3pc2z 2 месяца назад +1

    ଏଇଟା ବାଇୟା ଟା

  • @priyankasahoo8580
    @priyankasahoo8580 2 месяца назад +1

    Aga ru Kain kahu nathila ta sabu galua election purbaru bahut katha kahuthila

  • @chinmayamallick5218
    @chinmayamallick5218 2 месяца назад

    ଆପଣ ଭଗବାନ ରାମ କୃଷ୍ଣ ନୁହନ୍ତି କର୍ମ ଆମକୁ ଭବିଷ୍ୟତ ଦେବ ଗୀତା ଭାଗବତ ଆମକୁ ଜ୍ଞାନ ,ହେ ଦିବ୍ୟ ଦ୍ରଷ୍ଟା ଆପଣଙ୍କ ମୃତ୍ୟୁ କେବେ ହେବ କହିଲେ।

  • @ugond484
    @ugond484 2 месяца назад

    👉💗💓🙏🙏🙏🚩

  • @nirmalmalik9951
    @nirmalmalik9951 2 месяца назад +4

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🚩🙏🌺🪷❤️

  • @Reenabehera0
    @Reenabehera0 2 месяца назад +3

    Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻

  • @SKumar-rb1tz
    @SKumar-rb1tz 2 месяца назад +1

    4 dwara kholiba thik. Kintu 2 dwara prabesha au 2 dwara prastana rahile bhala huanta. Karana bhitara bedha re bahu darshaka prabesha kale control Kariba ashambhava. Accident heba

  • @badhamurmu7911
    @badhamurmu7911 2 месяца назад

    ଏଇ ସଳାକୁ ଚପଲ ମାଡ ଅଭାବ ହେଉଛି ତା ଚଉଦ ପୁରୁଷ ରେ କିଏ ବାବା ହେଇଥିଲେକି .

  • @sameerbehera2356
    @sameerbehera2356 2 месяца назад

    ସରଳା ଡହରା

  • @bijayapppradhan4563
    @bijayapppradhan4563 Месяц назад

    ତମ ଭଳି ବାଳ ବିଚାରକ ଥିଲେ ଏଭଳି ଶୁଣିବାକୁ ପଡିବ। ସବୁ ଭଗବାନ ଙ୍କ ସନ୍ତାନ। ସେ କାହାର ଅ ମଂଗଳ ଚିନ୍ତା କରନ୍ତି ନାହିଁ।

  • @Ramesh-ee1sf
    @Ramesh-ee1sf 2 месяца назад

    Jay Jagarntha (marana kalea biparita budhi)

  • @krupasindhumishra3135
    @krupasindhumishra3135 2 месяца назад

    ବ୍ରହ୍ମ ଦଣ୍ଡ ଛୁଇଁବା ମଧ୍ୟ ମିଥ୍ୟା ହେଲା କାହିଁକି ।

  • @user-pi6ej6tw3l
    @user-pi6ej6tw3l 2 месяца назад

    ନବୀନ କଥା ମାଳିକା ରେ ଲେଖା ଯାଇଛି, ଶଳା ଗୁଲିଆ

  • @sushantakumarbehera9846
    @sushantakumarbehera9846 2 месяца назад

    Jay jagannath
    Jay panchasakha

  • @minakshybisoi1914
    @minakshybisoi1914 2 месяца назад

    Jay Jagannath Jay Jagannath Jay Jagannath Jay Jagannath 🪔🪔🪔🪔🪔🪔🪔🪔🪔🙏

  • @prakashdeep4695
    @prakashdeep4695 2 месяца назад

    Jai shree ram jai

  • @rajendraparida3545
    @rajendraparida3545 Месяц назад

    ମହା ପୁରୁଷ ଲେଖି ନାହାନ୍ତି ତୁମେ ଲେଖିଛ ଖାଲି ଡମ୍ଫl କଥା ଗୋଟିଏ ବି କଥା ସତ ନାହିଁ

  • @user-fw5gp9tf6j
    @user-fw5gp9tf6j 2 месяца назад

    Baba all right

  • @HaraPrasadRout
    @HaraPrasadRout 2 месяца назад

    Nabin

  • @ranjitarout7035
    @ranjitarout7035 2 месяца назад

    Baba tame kahithila A akhyarare gote nari heba cm

  • @lalitmohanjena3497
    @lalitmohanjena3497 2 месяца назад +9

    Galua nka ....

  • @myselfodia
    @myselfodia 2 месяца назад

    ଏଇ ମାନେ ସୁଦ୍ଧ ରକ୍ତ ଦେବୀଙ୍କ ଖପରରେ ଯିବେ

  • @annadasankar5165
    @annadasankar5165 2 месяца назад

    Jai Jagannath

  • @sameerbehera2356
    @sameerbehera2356 2 месяца назад

    ଆମ ଲୋକ ସବୁ ବୋକା ଲୋକ

  • @manojbhoi2740
    @manojbhoi2740 2 месяца назад

    Kaliyuga aayu 1250 years

  • @HaraPrasadRout
    @HaraPrasadRout 2 месяца назад

    Jay sir ram

  • @shortclub4046
    @shortclub4046 2 месяца назад

    ଠକ ନିଜକୁ ଭଗବାନ ଭାବିହେଉଛ

  • @santoshbehera1687
    @santoshbehera1687 2 месяца назад

    ଦୟାକରି ବାବାଙ୍କୁ କିଛି ପଚାରନ୍ତୁ ନାହିଁ
    ତାଙ୍କ କଥା ଠିକ ହେଉ ନାହିଁ । ଆପଣଙ୍କ ଗଣନା ଠିକ ଭାବରେ କରିପାରୁନାହାନ୍ତି।

  • @SubodhaPatra-vb8vt
    @SubodhaPatra-vb8vt 2 месяца назад

    ବ୍ରହ୍ମଦଣ୍ଡ ଠିକ କହୁଛି କି ? ମୁଖ୍ୟମନ୍ତ୍ରୀ କଥା କଣ କହିଥିଲେ ଏମିତି ଠକୁଛ କାହିଁକି

  • @prakashdeep4695
    @prakashdeep4695 2 месяца назад

    Baba sata katha kahu6 ho

  • @sridharmohanty4436
    @sridharmohanty4436 2 месяца назад

    Balaku Bala Bala hauchi

  • @sukadevbeheraphotography7488
    @sukadevbeheraphotography7488 2 месяца назад +3

    ଧର୍ମ ଦଣ୍ଡ ମିଛ

    • @SwapnaPangi-pp2ys
      @SwapnaPangi-pp2ys 2 месяца назад

      Dekho aei thiru jana padila Amara Hindu baba..hindu deba debi micha boli 😂😂..

  • @satyabannaik4539
    @satyabannaik4539 2 месяца назад

    ସାଧୁ ସନ୍ଥ ସବୁ ସଫା ହେଇ ଯିବେ କେହି ରହିବେନି ଏଇ ଭାବେ l ସାଧୁ ମାନେ ହେବେ ଅସହାନୁଭୂତି l ଯିବେ ଏକାକାର ହୋଇ l

  • @SarojNayak-kc2uo
    @SarojNayak-kc2uo 2 месяца назад

    ବିଜୁ ବାବୁ କିଏ ଥିଲା

  • @sushilbeshra4846
    @sushilbeshra4846 2 месяца назад +2

    ଆଗରୁ ଜାଣିଥିଲୁ ତୋ କଣ କହୁଥିଲୁ ନବୀନ ଜିତିବ ବୋଲି ଗାଣ୍ଡୁ ଗାଣ୍ଡୁ ଗାଣ୍ଡୁ ପରମ ମହାଗଣ୍ଡୁ ବାବା ବାବା ବାବା ମହା ଭଣ୍ଡ ବାବା

  • @ashokkumarswain6703
    @ashokkumarswain6703 2 месяца назад

    apan sabu katha ku bhala bujhauchhanti .

  • @JagaJaga-tc9jb
    @JagaJaga-tc9jb 2 месяца назад

    Bjp ଆଗରୁ ୯ ବର୍ଷ ମେଣ୍ଟ ସରକାର ରେ ଥିଲା ଏ କଥା ମାଳିକା ରେ ଲେଖା ହୋଇନି, ନା ପଦ୍ମ ଫୁଟି ନାହି 😂😂😂😂

  • @SantoshSahu-lw8jn
    @SantoshSahu-lw8jn 2 месяца назад

    ଆଗରୁ କହୁ ନଥିଲ. ଗାଲୁଆ ଙ୍କ ବାର ମାଣ ଚାଷ 😂😂😂😂😂

  • @amagharabaida9831
    @amagharabaida9831 2 месяца назад

    ଆଗରୁ ଜାଣି ନ ଥିଲ କହିଲନ ନବୀନ ହାରିଲା ପରେ କହୁଚ୍ଛ

  • @Alankrutaa
    @Alankrutaa 2 месяца назад +2

    3 dwara band nathila 2 dwara band thila..mu nije january re mandira jaithili..purba dwara re entry n dakhina dwara re exit thila..mu bujhi paruni dwara band re mandira trust ku dosa na dei govt ku kain dosa dia jauchi.. mandira ra sabu decsn trust board, gajapati maharaj, bada panda , n baki sabu sebayata nka paramarsa re hi nia hue .. kichi v mana icha kara jaeni..jaha v constructn kama chalithila parikrama project mandira bahare vitare nuha..kama chaliba bele dwara band nahele loka nka saha durghatna ghatiba vaya thila.. but pare khola helani seta abyabastha mandira ra..

  • @sudarsanmaharana230
    @sudarsanmaharana230 2 месяца назад

    ଧର୍ମ ଠକିବା ର ଗୋଟିଏ ବଡ଼ ମାଧ୍ୟମ।

  • @user-oq8ve6lo8i
    @user-oq8ve6lo8i 2 месяца назад

    ନବୀନ ଓ ରାହୁଲ ଗାନ୍ଧୀ ଇତ୍ୟାଦି ଙ୍କ ଉପରେ ଏହା ଛିଡି଼ବ l

  • @laxmandwibedy2694
    @laxmandwibedy2694 2 месяца назад

    ଭାଇ,ସମସ୍ତଙ୍କୁ ଅନୁରୋଧ,ଏଇ ଟାଉ ଟର କଥାରେ ଆଦୌ ବିଶ୍ୱାସ କର ନାହିଁ।

  • @saratdalai9265
    @saratdalai9265 2 месяца назад

    ବାବା ସାରଥୀ ଠୁ ପାଏ ବଳକା

  • @amarnathnayak5021
    @amarnathnayak5021 2 месяца назад

    ଜୟ ଜଗନ୍ନାଥ କି ଜୟ..........

  • @chandandas4276
    @chandandas4276 2 месяца назад

    पश्चिम दुवार नही खुलना चाहिए । बहत कुछ अघोटों देखा जीबो । पुरी मंदिर में नेता लोग किउ घुसते जाते हे । पुरी में राजा हे उनके साथ आलचना करके काम करना चाहिए ।

  • @rajeshsahoo5838
    @rajeshsahoo5838 2 месяца назад

    ଆରେ ଟାଉଟର ଚୋର୍ କହିଥିଲୁ ବା ବିଜେଡି ଜିତିବ ବୋଲି କାହିଁକି ଜିତିଲାନି।
    ଲାଜ ଲାଗୁନି ମାଘିଆ କୁ

  • @rajendrasetha7077
    @rajendrasetha7077 2 месяца назад

    ଗାଲୁଆ ବାବା

  • @AlineOp
    @AlineOp 2 месяца назад

    ମନ୍ଦିର ତିଆରି ବେଳୁତ ଚାରି ଦ୍ବାର ଅଛି ଆମେ ବଂଦ କରୁଛେ ଆଉ ଖୋଲୁଛେ

  • @muralidharbeheraadhamtikch4082
    @muralidharbeheraadhamtikch4082 2 месяца назад

    ଗାଲୁଆକୁ ତ ମହାଦେବ ପାରିନାହାନ୍ତି

  • @Moroad1234
    @Moroad1234 2 месяца назад

    A bhai loka khaibaku paunanhanti mahangayi mahangayi khali mahabharata haba

  • @Sukantamaharana-yb6sc
    @Sukantamaharana-yb6sc 2 месяца назад

    Jay jagannath 🙏

  • @anganawadistory6548
    @anganawadistory6548 2 месяца назад

    Jay shree Jagannath Jay panchasakha 🙏🙏🙏🙏🙏

  • @user-hq2zw2pw4j
    @user-hq2zw2pw4j 2 месяца назад

    ଯାହା କହୁଛି ekdom ମିଛ କହୁଛି

  • @parsuramjena7119
    @parsuramjena7119 2 месяца назад

    Kichi gote gala bata khujiba.

  • @idontknow7375
    @idontknow7375 Месяц назад

    ହଇ ହୋ 13 ଦିନିଆ ପକ୍ଷ ରେ ଆଗକୁ କଣ ହେବ କହୁନ

  • @rabindramajhi9566
    @rabindramajhi9566 2 месяца назад

    Jay Jagannath Swami 🙏🙏🙏

  • @sameerbehera2356
    @sameerbehera2356 2 месяца назад

    ନିଜ ଘର କଥା ଠିକ୍ କର

  • @pitopradhan4441
    @pitopradhan4441 2 месяца назад

    Nabin babu cm katha kana hela kichi kahibe ki please.

  • @somonathmartha326
    @somonathmartha326 2 месяца назад

    Janata ku vul tathya deuthiba loka ku kana kuhajaya

  • @rabindrakumarpanda266
    @rabindrakumarpanda266 2 месяца назад

    Jay Jagannath swami nayana patha gami bhaba tume

  • @chinmayakumardhir4408
    @chinmayakumardhir4408 2 месяца назад

    ମାଗିଆ ଆଗରୁ କଣ ଶୋଇଥିଲୁ ?

  • @user-ey7ry4hd6j
    @user-ey7ry4hd6j 2 месяца назад

    Jaha hau hela je kintu bhubaneswara ra jeun bus stand bjd cm nka dwara hoichi au kou sarakara kari parinathane.dhya bada nabin patnaysk nku.

  • @prafulladash6726
    @prafulladash6726 2 месяца назад

    Nije Lekhibe Nije Gaibe. Achyuta Nam Kahibe.Kou Grantha re Lekha Achhi?

  • @ranjitarout7035
    @ranjitarout7035 2 месяца назад

    Kahniki michha kathha prachara karuchha