Tame kebhe kirtan dekhi jaichha ki nai mate nai lagbar tame keve dekhi jaicha boli .public jenta farmais karbe seta gaibar padsi.tame kahar bhal chanhebar bele kahake kharap comments debar tumar adhikar naina
Abe tui janichhu kini Sabyarani tripathy bi bina guru re aji super star kirtan gahak hoi parichhan ,,,,jadi talent au chesta achhe bele sucess milsi ,,,janlu kini ,,tui kenta kirtan karsu thare video bani kari dekha
ରାଧେ ରାଧେ 🙏
Bm pur ken gaan asithila
Kunti Didi Ra Sabu gita bhal lagsi 🙏
God bless you frnd bahut aagdi bad kunti
Well done super very nice
Well done super very nice dii
Bahut vala laguchhe
Kunti bhauni gata kali aama barpali Bhatigaon ku aasi bahut sundar kirtan paribesan karithibaru aapananku bahut bahut dhanyabad .
bahut sundhar ,
Nice
Sushant bhai Kanta achaan
Bahut sundar
Bahut bhal lagla ❤❤❤ Katha b bahut sundar ❤❤
ମାନୁଛେ ତମେ ତମର ଶାଶ ଆର ଘଏତା ଲାଗି କୀର୍ତ୍ତନ କରୁଛ ମାନୁଛେ ତାକର ସପୋର୍ଟ ଅଛେ ବାକି ତମେ ହେ ଯେନ କଳଙ୍କ/ ଲାଲ ଲାଲ ଲିପିସ୍ଟିକ ଗାଉଛ ହେଟା କେତେ ଦୂର ଠିକ ଆଏ ମୋର ହିସାବେ ତମେ ଗୁଟେ ଗୁରୁ ଟେ କର ଯେ ଉଦଣ୍ଡ କୀର୍ତ୍ତନ ବାବଦ କେ ନେଇ କରି ତମକୁ କିଛି ଜ୍ଞାନ ଦେବେ ଆର ତମେ ଭି ଭଲ ସେ ଜାନି ପାରବ ଅରଜିନାଲ ଉଦଣ୍ଡ କୀର୍ତ୍ତନ କାଣା ଯେ ନାହେଲେ ବହୁତ ଜଲଦି ଗୌରାଙ୍ଗ ପ୍ରଭୁ ପ୍ରଚାର ପ୍ରସାର କରିଥିବା ଅତି ଜଲଦି ବନ୍ଦ ହେବାର ଉପରେ ଅଛେ ତମେ ତ ଏତେ ପଢ଼ାଲିଖା କରି କରି ଏତେ ଭୁରକୁଟି କରବାର କାଏଁ ଦରକାର ହୋ ସମ୍ବଲପୁରୀ ଗାଏବାର କେ ଏତେ ଭଲ ଲାଗୁଛେ ସମ୍ବଲପୁରୀ ଭଜନ ମାନେ ଗଅ କିଏ ମନା କରୁଛେ ଓଡିଶୀ ଛାନ୍ଦ ଜପତାଲ ଗାଏତ ବେଳେ ଆର ଭଲ ହେତା..... ରାଧେ ରାଧେ ଗୁରୁ 🙏🙏🙏🙏
ସତ୍ କଥା ଗୁରୁ
ବହୁତ ବଢିଆ କଥା କହେଲେ ଆଜ୍ଞା...
ଉଦଣ୍ଡ କୀର୍ତ୍ତନ ରେ ସମ୍ବଲପୁରୀ ନାଇଁଗାଏବାର୍ କଥା....।
ଆପଣଙ୍କର ମତାମତକେ ମୋର୍ 100% ସମର୍ଥନ । ସମ୍ବଲପୁରୀ ଭାଷାର ସ୍ଵରରେ ବହୁତ ସୁନ୍ଦର ସୁନ୍ଦର କୀର୍ତନ ଗୀତ ପରିବେଷଣ ହେଇପାରିବା, କିନ୍ତୁ ଏନ୍ତା କଦର୍ଜ ସମ୍ବଲପୁରୀ ସ୍ୱର ପରିବେଷଣ କରୁଛନ, ଉଦଣ୍ଡକୀର୍ତ୍ତନ କଳଙ୍କିତ ହେଉଛେ ।
ତୁମେ ସେ ଯାଗା ରେ ଥିଲେ ଜାନ୍ ତ
ଲୋକ ମାନଙ୍କ ଫର୍ମାଇସ୍ ଗାଏବାର୍ କେ ପଡସି
Tame kebhe kirtan dekhi jaichha ki nai mate nai lagbar tame keve dekhi jaicha boli .public jenta farmais karbe seta gaibar padsi.tame kahar bhal chanhebar bele kahake kharap comments debar tumar adhikar naina
ବହୁତ ଲୋକ ବହୁତ କଥା କହେସନ୍ କାହାର୍ କଥା କେ ଧିଆନ୍ ନାଇଁ ଦେଇ କରି ଆଗ୍ କେ ବଢି ଚାଲ❤❤
Bahut sundar 🙏😊
Best kirtan gaika kunti didi
Radhe Radhe didi
Bahut bhal lagla program mor sang r
Ek no
Radhe radhe
ଆମର ଜିଲ୍ଲା ର ଝିଅ ଭଲ ଗାଉଛ ଆଗକୁ ଜାଅ ଉଦଣ୍ଡ କୀର୍ତ୍ତନ କର ଚୈତନ୍ୟ ମହାପ୍ରଭୁ ଯେନ ଟା ଶିଖେଇ କରି ଯାଇଛନ ସେ ଭାବ କେ ନେଇ କରି କୀର୍ତ୍ତନ କରବାର କଥା ।
ବିନା ଗୁରୁରେ, 12 ଦିନେ readymade କୀର୍ତ୍ତନ ଗାହାକ । କୀର୍ତ୍ତନ ର ଗତି କେନ ଆଡେ ଯାଉଛେ, ସୁଧିଜନେ ଚିନ୍ତା କରୁନ। ଆଘୋ କୀର୍ତ୍ତନ ଶିଖିବାରେ ବରଷ୍ ବରଷ୍ ସାଧନା କରୁଥିଲେ ଗୁରୁ ପାଖେ ।
Best.kahuchha
Abe tui janichhu kini Sabyarani tripathy bi bina guru re aji super star kirtan gahak hoi parichhan ,,,,jadi talent au chesta achhe bele sucess milsi ,,,janlu kini ,,tui kenta kirtan karsu thare video bani kari dekha
କୀର୍ତ୍ତନ ଭଲ କରୁଛନ୍ ଭଲ ହେଁ ଭଲ ରିପୋର୍ଟ ର🎉
ଅତି ସୁନ୍ଦର
ଗୁରୁବିନା ସାଧନାର ସିଦ୍ଧି ନାହିଁ
ଭୁଲ କହୁଛ ଗୁରୁ ବିନା ସିଦ୍ଧ କାହିଁ ଗୁରୁବିନା କାହିଁ ପାବୁଏ ଦିବ୍ୟ ଜ୍ଞାନ
Khali ladies gahak mankar interview neuchha k ho ladis saukia aa
Hello bhai
ତାଙ୍କର କଥା ବାର୍ତ୍ତା ବହୁତ୍ ବଢିଆ ପ୍ରକୃତ ରେ ଜଣେ ଜ୍ଞାନୀ ପରିବାର ର ଆନ ❤ ଧନ୍ୟବାଦ 😢❤
ତମେ ସେ ଯାଗାରେ ଥିଲେ ଜାନ୍ ତ
ଲୋକ ମାନଙ୍କ ଫର୍ମାଇସ୍ ଗାଇବାର଼ କେ ପଡ୍ ସି
କେବଳ ପ ଇସା ପାଇଁଁ । ଭକ୍ତି ବଲଵାର ଟା କିଛି ନାଇଁ ନ
K̊ŮN̊T̊i̊D̊R̊H̊R̊T̊i̊ D̊I̊P̊ÅN̊J̊ÅL̊I̊ D̊ÅS̊ B̊H̊ÅL̊I̊Å N̊ÅI̊N̊ H̊ŮÅ S̊E̊N̊E̊D̊I̊Y̊ÅN̊D̊E̊L̊E̊ S̊ÅB̊ŮS̊ÅR̊I̊J̊I̊B̊Å
Bahut sundar 👍
Bhai tumar gita besi bhal lagla👍👍
Paisa kamauchhan je kay thir lagir parivar saport ne karbe.....
So beautiful 😮😮😮
କେଭେଁ ଆସିଥିଲେ
Bhanumati seth ra interview te nia dada
Hei Gala na ho...
Takar husband kn kam karsan
Bhanumati set ra bi indravew nia dada
Hela na ho..dekhi pakab...
Krna jhumer ho ita
Pi re rasa youtuber
😂😂😂😂
give her kirtan party contact