ଗୁରୁ ମାନେ ବି ଗୁରୁ କରିବେ ଏମିତି ଜଣେ କୀର୍ତ୍ତନ ଗାୟିକା || Sabitri Mahanand || ନୂଆଗାଁ || Interview
HTML-код
- Опубликовано: 12 сен 2024
- ଗୁରୁ ମାନେ ବି ଗୁରୁ କରିବେ ଏମିତି ଜଣେ କୀର୍ତ୍ତନ ଗାୟିକା || Sabitri Mahanand || ନୂଆଗାଁ || Interview
#jr_sushant_vlogs
#sabitri_mahanand_kirtan
#nuagaon_ladies_kirtan
#viral_ladies_kirtan
#dhama_kirtan
#ladies_kirtan_nuagaon
#sambalpur_kirtan
#Interview_sabitri_mahanand
Contact For Kirtan - 9124981792
ଆମ ସହିତ ଯୋଗାଯୋଗ କରନ୍ତୁ 👇👇👇👇👇👇
jr sushant vlogs - 9937783412
ବହୁତ୍ ସୁନ୍ଦର୍ ବଢ଼ିଆ ଗାଉଛନ୍, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ,ଜୟ ମାଁ ସମଲେଇ, ଧନ୍ୟବାଦ୍
ସୁନ୍ଦର ଗାୟିକା, ସୁନ୍ଦର କଣ୍ଠ, ସୁନ୍ଦର ଭଜନ, ରାଧେ କୃଷ୍ଣ 🙏ରାଧେ କୃଷ୍ଣ 🙏🙏
ଭାନୁମତି ସେଠ୍, ସୁନୀତା ସାହୁ ଆସ , ଗୁରୁ କର
❤❤saroj ଭାଈ ମୋର ମନର କଥା କହିଦେଲ❤❤❤ ❤❤❤ତୁମେ ପ୍ରକୃତ ରେ କୀର୍ତ୍ତନ ଭକ୍ତ ଟେ 🎉
@@chandrahasyasahu7985Prakut re Kirtan gita enta hebar katha 🙏🙏
ବହୁତ ସୁନ୍ଦର ଗୀତ(କୀର୍ତନ) ଗାଉଛନ ସାବୀତ୍ରୀ ଦିଦି ଭଗବାନ ତୁମର ମଙ୍ଗଲ କରନ୍ତୁ ।
ଅନ୍ୟ କୀର୍ତ୍ତନ ଗାୟିକା ଭଉଣୀ ମାନେ ଏହି ଗୀତ ଅନୁସରଣ କରନ୍ତୁ।
Harijan samaja ra kirtan❤❤❤
ଇଟା ତ ଓଡ଼ିଆ ଅସ୍ମିତା.।.... Old is Gold.। ରାଧେ ରାଧେ.. 💐💐
ବହୁତ ଭଲ ଗାଉଛନ ❤ ଭଗବାନ ଶ୍ରୀକୃଷ୍ଣ ଭଲଭାବରେ ରଖି ଥାଉ ❤
ବହୁତ ବହୁତ ଧନ୍ୟବାଦ କଳାକାରଙ୍କୁ ପ୍ରକୃତ ରେ ଏପରି କୀର୍ତନ ଗାୟନ ହେବା କଥା କିନ୍ତୁ ଏବେ ଏପରି ଶିକ୍ଷାକରି ନକରି ପାରିବାରୁ କୀର୍ତ୍ତନଙ୍କୁ ବିକଳାଙ୍ଗ କରୁ ଛନ୍ତି ଧନ୍ୟବାଦ
ବ ହୁତ ସୁନ୍ଦର ବଡ଼ମା ତୁମର କଣ୍ଟ
ସାବିତ୍ରୀ ନାନି ବହୁତ ସୁନ୍ଦର ଗାଉଛନ
ଜୟଜଗାକାଳିଆ ତୁମକୁ ଆହୁରି ସତଗତୀ ଦିଅନ୍ତି ଭଗଵାନ ତୁମରିକଳାକୁ
Prakut Kirtan gita emankar nu sikha ❤❤❤🙏🙏🙏🙏
Bahuta sundara kirtana gauchanti bhagabana tankara mangala karantu
ପୁରା ଟପ ଗୀତ ନମ୍ବର ଔନ
Ati sundar gurumaa nice voice
ବହୁତ ସୁନ୍ଦର କଣ୍ଠ ଆଗକୁ ଏମିତି ଆପଣଙ୍କର ସୁମଧୁର କଣ୍ଠ ରେ ଲୋକଙ୍କୁ ବାନ୍ଧି ରଖିଥାନ୍ତୁl
ବଣ ମାଳି କୁ ସହର ଆଣି ଥୀବାରୁ ଧନ୍ୟବାଦ ଗାୟିକା ମା କୁ 🙏🏻ବହୁତ ସୁନ୍ଦର
Bahut badhia kirtan karanti
I am lucky to be born in your lap..... Love you forever my sweet mom.....❤
E mor didi nu sabu cast ra lok mane Sikh bar katha ❤
ଅଜିପ୍ରଜନ୍ତ୍ ଏମିତି ଗୀତ କେନ୍ସି କୀର୍ତ୍ତନ ପାର୍ଟି
ଅନ୍ତା ଗୀତ ନାଇ ଗାଇବାର
ଦିଦି ନୁ ଆସୁନ କୀର୍ତ୍ତନ କର୍ଶନ ଯେ ଶିଖ
କହାରିର ଗୀତକୁ ନାଇ ଗାଇବାର୍ ଦିଦି ନିଜ
ଗୁରୁଙ୍କ ଗୀତ ଆଉ ନିଜର ଗୀତ ଗାଉଛନ
ବହୁତ୍ ସୁନ୍ଦର୍ ଭାବେ ଗଉଛନ ଇଟା କେ କହେଶନ କୀର୍ତ୍ତନ ।।ରାଧେ ରାଧେ
Bahut sundar paribesan enta kirtan hebar katha bhai mane, ati sundar
it ta kahesan kirtan gahak bahut badhia singer
Bahut ସୁନ୍ଦର
ସୁଦାନ,ଭାଈ, ସାବିତ୍ରୀ ଦି ଦି, ଏତେ ସୁନ୍ଦର କୀର୍ତ୍ତନ କରୁଛନ
ବହୁତ ସୁନ୍ଦର ଗାଉଛନ ଇଟାକେ କହେ ସନ କ୍ରିତନ୍ ଗାଇକା🎉🎉🎉🎉
Jr ସୁଶାନ୍ତ ଭାଈ ❤❤ ସୁନୀତା କେ ଆଉ ❤ରୁ ରୁ ରୁ ଗୀତ ଗାଈ କାଏ ପାଣ୍ଡେ ,🎉କେ କହିଦେବ ❤❤ଇ ମାଁ କେ ଗୁରୁ କରିବେ ❤ ବାହାକ କିଏ ତାହା କେ ଟିକେ ଡାକ❤🎉🎉🎉🎉
ଅତି ସୁନ୍ଦର
ଟିଙ୍ଗିପାଲି ବାବା ପାର୍ଟି କୀର୍ତ୍ତନ ଗାୟକ ଗୁରୁ ଲଷ୍ମୀନାରାୟଣ ଦାସ ଙ୍କ ଗୋଟିଏ ସାକ୍ଷାତକାର କର 🙏🙏🙏🙏 ଆପଣଙ୍କ ପ୍ରୟାସ କୁ ଧନ୍ୟବାଦ
ରାଧେ ରାଧେ
Jete bi kirtan gayika achhan... Sabu nu apanankar kantha kichhi algaa laagla guru maa ..... Radhe radhe ❤❤❤❤❤
Bahut sundar song ❤
Very good kirtan singer.
Very nice and❤❤❤ Pranaam maa namaskar
Bahut badhiya lagla bahut Sundar 🙏
No 1
Ma.aapnkar.git.bahut.bhal.lagla
Odishi chhanda Geeta bahut sundar voice
ସାବିତ୍ରୀ ଦିଦି ଙ୍କ ଠାରୁ ନୂଆଁ ପୀଢ଼ି ର ଗାୟିକା ମାନେ ଶିକ୍ ବାର୍ କଥା । ୟାଙ୍କ ର କୀର୍ତ୍ତନ ରୁ ଭାବ ଆଉ ମଧୁ ଝରୁଛେ ।
ଚତୃର୍ଥ ଶ୍ରେଣୀ ଗାୟକ ସମସ୍ତେ ଲେଡୀସ ଗାୟିକା ଗୁରୁକର କଣ କଣ୍ଠ କୋଟିକୋଟି 👏👏👏ତମର କଳାକୁ 🙏🙏🙏🙏🙏🙏🎉💐💐
Bahud badhia. Nani mui tumar sange bahud mandali nachichhen juhar
Ati sundar eta k kahisan Prem kiratan Radhe Radhe 🙏🙏🙏
Really Sabitri medam you are a great singer of sankirtan . Your voice is very sweet and clear. God blesses you.
Fast like daa
🙏🙏🙏, ମା
Didi bahut sundar gauchhan
Maa Kara great voice ❤❤
Best super 😮
Bahut sundar maa❤❤ juhar...e bayasare ete sundar voice..selute maa🙏🙏
ବହୁତ ସୁନ୍ଦର ଏନ୍ତା ଗୀତ ସବୁ ଦିଲ କୁ ଛୁଇଁ ଯାଇସି
Very nice song
Kantho bhal achhe go maa
Bahut bahut sundar kirtan
Bahut Sundar kanthasvara badhiya bhajan Gaon Chand Savitri didi Radhe Radhe
ଆପଣଙ୍କୁ ସେଳୁଟ ସାବିତ୍ରୀ ମହାନନ୍ଦ ଦି ଦୀ ଅତି ସୁନ୍ଦର ଗିତ ଗାଇଛନ୍ତି
ପ୍ରକୃତ ରେ ମା ସରସ୍ବତୀ କଣ୍ଠେ ବିରାଜମାନ କରିଛନ,,,,, ଜୟ ଶ୍ରୀ ରାଧେ
ଓଡ଼ିଶାରେ ଯେତେ ବି କୀର୍ତ୍ତନ ଗାୟିକା ଅଛନ୍ତି ଏୟାଙ୍କଠୁ ଶିଖିବା ଉଚିତ 🙏🙏🙏🙏
ଏକଚଳି ଏନ୍ତା ଗାୟିକା ହେବାର କଥା 🙏
Very good Nani🎉🎉🎉❤❤❤❤❤
Bahut Sundar kirtan gita Didi gau6n Very Nice Voice
Medam nku ବହୁତ ବହୁତ ଧନ୍ୟବାଦ୍ ଏଭଳି ଗୀତ ଗାଇଥିବାରୁ ଆଜି। ଯେଉଁ ମାନେ
କୀର୍ତ୍ତନ କୁ ବିକଳାଙ୍ଗ କରୁଛନ୍ତି ସେମାନଙ୍କୁ medam କିଛି ଶିକ୍ଷା ଦିଅନ୍ତୁ।
ଜେତେବି ମହିଳ କିର୍ତନ ବାହକ ଓ ଗାୟକ ଅଛନ ଇ ମାକେ ଗୁରୁ କର।
କୋଟି କୋଟି ପ୍ରଣାମ 🙏 🙏 🙏
ବହୁତ୍ ସୁନ୍ଦର କଣ୍ଠ
ଯେତେ ଭି Ledis Kirtan Party ଅଛ ସମସ୍ତେ ଏହି ମାଁ ଙ୍କୁ ଗୁରୁ କରନ୍ତୁ ।
Very good performance.This is the best Kirtan.Jai Shree Ram . Jai Shree Krishna.
Bahut sundar, dhanyabaad, namaskar.
Sab se great 1
Maa nkar Gita super
Well done Nani🙏👌👍❤❤❤god bless you always....😍😍😍😍
Dhama nu achun ar kebhe nai sunithai ame bhal gauchan
Bahut sundar gaucha ❤❤❤❤mama
My sweet mom🥰🥰
Today's singers should learn the art of kirtan from this legendary singer.
May God bless you, Mother!
ବହୁତ ସୁନ୍ଦର ଗାୟିକି ବହୁତ ସୁମଧୁର କଣ୍ଠ
Bahut sundar sang
Namste mam bahut sundar gauchhan God bless u 🙏🙏🙏
Bahut badhiya gauchha didi❤
Bahut badhia nani
Very nice
Bahutsundra
Bahut badhiya laguche God-given 🎉
❤❤❤❤❤
Fantastic Didi
Bahut sundar gita maa
Bahut badiya gauchhan
ବହୁତ୍ ବଢିଆ, ବହୁତ ସୁନ୍ଦର,ମୁମ୍ବାଇ ହେଇଥିଲେ, ଲତା ମଙ୍ଗେସକର ନୁ କମ ନୁହେଁ,ସେ ଯାହା ହେଉ ଭଗବାନ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରୁଛି, କଳା କେବଳ ମାଟିର ଲୋକ ଙ୍କ ପାଖରେ ଥାଏ, ଜୟ ଜଗନ୍ନାଥ, ଜୟ ମା ସମଲେଶ୍ଵରୀ
Very nice nani 🙏🙏
Good song
ବହୁତ ସୁନ୍ଦର ଦିଦି
କି ସୁନ୍ଦର ସ୍ୱର ଧନ୍ୟବାଦ 🌹🙏🙏🙏🌹🙏👌❤️
दादा कायल थानू आए 24घंटे थी दोहा के छह थर सुनलिन।क्या गाना है, वॉयस है,क्या प्रेजेंटेशन
Old is gold
Fast ru last tak Atki majadar thila j katha barta au sundar sundar song jiban marbar agru Anta sabu sunle jiban k kichhi suk milba ( radhe syam )🙏
Bahut sundar, Radhe Radhe 💐💐🙏🙏
Badhia 🙏🙏👌👍
Bahut sundar laguchhe.tike scale ta high hei jauchhe low scale re gaile bahut sundar lagta.
Supar eta kirtan a
ବହୁତ ବହୁତ ସୁନ୍ଦର। ଅଭିନନ୍ଦନ।
Bahut sundar hae6e jay maa samlei 🙏🙏