I love this guy...... I really appreciate the efforts. I know people will transcript your mindset. But I do understand the feeling.... Thanks for stand with us. My vote is for you.
@@satyabratadas-z7s Mote bi gote stree loka bahut hairan karuthila mun mana kari kari thaki gali aji gan danda re mun apaman heli sie ta swami saha valare achhi
ଅତି ସୁନ୍ଦର ଉଦାହରଣ ଦେଇଛନ୍ତି ପୁରୁଷ ଙ୍କ ସପକ୍ଷରେ ସାରଙ୍କୁ ପ୍ରଣାମ ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ
Right bhai
Rhht❤
ଓଡିଶା ର ରିଅଲ ହିରୋ ବ୍ୟମକେଶ ସାର
🙏👍🙏
ସାର ଜା କହିଲେ ଟିକି କହିଲେ
1,000 right
💯 correct..
ସମ୍ପୁର୍ଣ୍ଣ ସୁନ୍ଦର ନିଛକ ଚିତ୍ରଣ ପୂର୍ବକ ପୁରୁଷ ପାଇଁ ଆଇନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ପୁରୁଷମାନଙ୍କପାଇଁ ବ୍ୟୋମକେଶ ବାବୁଙ୍କ ଯୁକ୍ତି ଉପସ୍ଥାପନ ଅତି ସୁନ୍ଦର ନାରୀ ଆକାଶରେ ଉଡିଲେଣି ସମସ୍ତ ସରକାରୀ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ନାରୀ ଅନେକ କାର୍ଯ୍ୟକରୁଛନ୍ତି ମାତ୍ର ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ରାତୀ୧୦ଟା ୧୨ଟା ରେ ଏକା ଚାଲିବା କଥା ନିରର୍ଥକ ମନେ କରିବା😮
କ୍ୟମେଶ ବାବୁ ପାଇଁ ❤ all odisha pubilc ଏଠି like କର
Bomkesh Bhai👏👏👏 I appreciate you
ମହାପ୍ରଭୁ ବ୍ୟୋମକେଶ ସାର ଙ୍କୁ ସୁସ୍ଥ ନୀରୋଗି ଦୀର୍ଘାୟୁ ରଖନ୍ତୁ
ଆଲୋଚନା ଭଲ ଲାଗିଲା ।
ନିଶ୍ଚିତ, ଇଶ୍ଵର ଙ୍କ ନିକଟରେ ପ୍ରାର୍ଥନା 🙏 ବ୍ୟୋମକେଶ ବାବୁ ଦୀର୍ଘାୟୁ ହୁଅନ୍ତୁ
Se ghara bhanga hariba Prabhu jaganatha etiki daya kara
Tu sala midia daki bada bada katha kahuchhu hele nirjatita lokanku kichhi sahajya karunu
@@pankajroutaray3063Tama ghara vangithila bodhe
ଠାକୁର ଙ୍କୁ ଡାକୁଛି ଆପଣ ବିପୁଳ ସଂଖ୍ୟାରେ ଜୟଯୁକ୍ତ ହୁଅନ୍ତୁ🎉🎉🎉🎉
Ok
Jama dake ni social media ku dekhike jama bharasha kareni
ଆକାଶ ଭଳିଆ ବିଶାଳ ହୃଦୟ
ନାମ ତୁମ ବ୍ୟମୋକେଶ
ନିର୍ଯ୍ୟାତିତ ସେଇ ପୁରୁଷଙ୍କ ପାଇଁ
ଏଇ ତୁମ ଯୋଗୀ ବେଶ
Very good sir
👍👍👍👍
ନାମତୁମ ବ୍ୟୋମକେଶ, ଉଚ୍ଚାରଖ ପୁରୁଷ ର ନିଶ l
Supper👌👌👌👌👌👌👌
🙏🙏🙏
ଓଡ଼ିଶା ର ଏକ ନମ୍ବର ଓକିଲ । ବ୍ୟୋମକେଶ ବାବୁ । ଜଗନ୍ନାଥ ତାଙ୍କୁ ବହୁତ୍ ଖୁସି ରେ ରଖନ୍ତୁ।
ବ୍ୟୋମକେଶ ବାବୁ , ଆପଣଙ୍କୁ ସ୍ବୟଂ ଜଗନ୍ନାଥ ସହାୟ ହୁଅନ୍ତୁ। ଆପଣଙ୍କ ସାହସିକତା ପାଇଁ ମୁଁ ଗର୍ବିତ। ପ୍ରୟାସ ଜାରି ରହୁ। ନମସ୍କାର।
ବ୍ୟୋମକେଶ ଆଜ୍ଞା ଆପଣଙ୍କ ମତାମତ ଗୋଟେ ସମାଜ ପାଈଁ ଚିରକାଳ ଗ୍ରହନିୟ,, ଏହା ପରିବର୍ତନ ହେବ,, ଧନ୍ୟବାଦ,, ଆପଣ ସଫଳ ହୁଅନ୍ତୁ
ସମାଜରେ ବହୁତୁ ଭଲ ନାରୀ ଅଛନ୍ତି... କିନ୍ତୁ କିଛି ପିସାଚୀ ନାରୀ ଅଛନ୍ତି ପୁରୁଷ କୁ ଚକଟିକି ଚାଲୁ ଛନ୍ତି. Advocate ବ୍ୟୋମକେଶ ତ୍ରିପାଠୀ ଠିକ କଥା କହୁ ଛନ୍ତି. ଈଶ୍ୱର ମଙ୍ଗଳ କରନ୍ତୁ ଆଜ୍ଞା 🙏
Right
Thanks 🙏🙏🙏🙏🙏🙏
ମହିଳା କମିଶନର ଅଛି ମାନେ ପୁରୁଷ କମିଶନର ନିହାତି ଆବଶ୍ୟକ
ବ୍ୟୋମକେଶ ତ୍ରିପାଠୀ ଭାଇ,,, ତମର କଥା ଶୁଣି ଏ ଦୁଇଜଣ ହଡବଡେଇ ଯାଉଛନ୍ତି
ପ୍ରତ୍ଯେକ ପ୍ରଶ୍ନର ଯଥାର୍ଥ ଉତ୍ତର ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ । ଭଗବାନ ବ୍ଯୋମକେଶ ବାବୁଙ୍କୁ ଆହୁରି ଧୈର୍ଯ୍ଯ, ଶକ୍ତି ଓ ବୁଦ୍ଧି ଦେଇ ତାଙ୍କ ଲକ୍ଷ ପୂରଣ ରେ ସହାୟ ହେବାପାଇଁ ପ୍ରାର୍ଥନା କରୁଛି । ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ... ... ...
Ji
ପ୍ରକୃତରେ ଶିକ୍ଷିତ ମହିଳା ଓ ପୁରୁଷ ମାନେ ଏସବୁ ବୁଝିପାରିବେ
ବହୁତ୍ ବହୁତ୍ ଧନ୍ୟବାଦ୍ ବ୍ୟୋମକେଶ ବାବୁ ।
👌👍✌️💯🙏🌹
🌹🌹🌹 bomkesh sir 🙏
ଝାଳ ବୁହାଇ ଦେବେ ବ୍ୟୋମକେଶ sir ତୁମ ଭଳିଆ ଉପସ୍ଥାପିକା ଦୁଇ ଜଣ ଙ୍କ।
ମନୋରଞ ମିଶ୍ର ହୋଇଥିଲେ କିଛି
ସାର୍ ବହୁତ ସୁନ୍ଦର କଥା ଆଉ ବହୁତସୁନ୍ଦର ଚିନ୍ତା ଧାରା ପୁରୁଷ ମାନଙ୍କ ପ୍ରତି
ଓକିଲ ବାବୁ ପାଇଁ 100%support ❤❤❤
ଉପସ୍ଥାପିକା ମହାଶୟା , ଆପଣଙ୍କୁ ବହୁତ ପୂର୍ବ ପ୍ରସ୍ତୁତି ରୂପକ ସାଧନା କରିବାର ଥିଲା ଏପରି ସିଂହ ପୁରୁଷର ସାକ୍ଷାତକାର ନେବା ପାଇଁ 😊
These 2 reporter have made full preparation for interview. But miserably failed to support the cause of women.
@@ByamokeshRath-fb3cj xactly......😊
right sir
Thik kahile
True
ସତରେ ବ୍ୟୋମକେଶ ଭାଇ ଭଗବାନ ଆପଣ ଙ୍କ ର ମଙ୍ଗଳ କରନ୍ତୁ,🙏🙏🙏🙏
ନିଶ୍ଚିତ ପୁରୁଷ ଅବହେଳିତ
ସାର ପୁରୁଷ କମିଶନର ରହିବା ଦରକାର
Right 👍
ଏ ଭଳି ମଣିସ ଓଡିଶା ରେ ପ୍ରଥମ
Bhai bhala
Right bhai
@@sankarsahu8773 💪💪💪
ବ୍ୟୋମକେଶ ସାର ପୁରୁଷ ପାଇଁ ଲଢୁଛନ୍ତି. ସେ ପ୍ରକୃତ ରେ ମହାନ ପୁରୁଷ. ଧନ୍ୟବାଦ ସାର
Nice to👂 well discussions😊
ଓକିଲି Babu you are Hero, right 👍 କହୁଛନ୍ତି
ସେ ଗୋଟେ 0
Best ମଣିଷ ବ୍ୟୋମକେଶ ତ୍ରିପାଠୀ...God Bless You sir
ଓଡ଼ିଶା ପାଇଁ ପ୍ରଥମ ମଣିଷ ବ୍ୟମକେଶ୍ ସାର୍ ଯିଏ କି ପୁରୁଷମାନଙ୍କ ପାଇଁଁ ଲଢେଇ କରିବାକୁ ପାଦ ବଢାଇଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ ଏ ଦୁଇଟା କୁ ପାଣି ପିଆଇଦେଲେ
RIGHT BYOMKESH BABU.
ସାର୍ ଆପଣ ଜିତି ବିଧାନସଭା ଆସିବା ନିହାତି ଦରକାର ........ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ବହୁତ ଆଗକୁ ଯାଆନ୍ତୁ 🙏🙏🙏
ବ୍ୟୋମକେଶ ବାବୁଙ୍କ ତର୍କ ଯୁକ୍ତିଯୁକ୍ତ।
ମହିଳା ସଶକ୍ତିକରଣ ର ଅଢୁଆଳ ରେ ପୁରୁଷ ମାନଙ୍କୁ ହଇରାଣ କରୁଥିବା ଲୋକଙ୍କ ପାଇଁ ତାଙ୍କର କାର୍ଯ୍ୟକ୍ରମ ଧନ୍ୟବାଦ ଯୋଗ୍ୟ ।❤
ବ୍ଯୋମକେଶ ବାବୁ ଆପଣଙ୍କ ରnews roomଭିଡିଓଟି ଦେଖିଲି ।ଆପଣଙ୍କ ଯୁକ୍ତିଯୁକ୍ତ ବାର୍ତାଗୁଡିକ ଏତେ ସୁନ୍ଦର ଥିଲା ଯେ ହୃଦଯ,କୁ ଛୁଇଁଲା ଭଳି । ମୋର ଆପଣଙ୍କୁ ଅନୁରୋଧ ଭବିଷ୍ୟତ ରେଆପଣ କୌଣସିମତେ ନିଜ ମତାମତ ରୁ ଯେପରି ନ ବଦଳାଇ ଦିଅନ୍ତି । ଆପଣଙ୍କ ଚଲାପଥ କୁସୁମିତ ହେଉ ।
ବ୍ୟମକେଶ ବାବୁ ଭଲ କଥା କହୁଛନ୍ତି। ପୁରୁଷ କମିଶନ ଦରକାର ।
Excellent discussion💯👍
Logical, Lawful, Truthfulness, Authentic Answer, Wonderful, Appreciable.... ❤
ଆରେ ଭାଇ ବ୍ୟୋମକେଶ ଭାଇଙ୍କୁ ପାରିବନି, ପୁରୁଷ କମିଶନ ଦରକାର
କଣ କହିଲ ମ ଭାଇ 👍👌❤️ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏
Sir you are a big hero of our. Society. Good bless you
ଆପଣଙ୍କର ଚିନ୍ତା ଆଉ ଚେତନା ଆଇନଗତ ହେଲେ ବି ଏହା ସୃଷ୍ଟିର ଏକ ପରିପନ୍ଥୀ ଯାହାର ମୂଲ୍ଯାୟନ କେବଳ ଆପଣଙ୍କ ଭଳି ବିରଳ ବ୍ଯକ୍ତିତ୍ବ ହିଁ କରି ପାରିବେ..!!
ଅଶେଷ ଧନ୍ଯବାଦ ଏବଂ ଶୁଭେଚ୍ଛା ତ୍ରିପାଠୀ ବାବୁ 🙏।
ଅତି ସୁନ୍ଦର ସାର ଅପଣଂକର ଯୁକ୍ତି...
Excellent speech by Dr Byomkesh sir, which is required as per the current situation.
ସାର୍ ଆପଣ ଙ୍କୁ କୋଟି କୋଟି ପ୍ରଣାମ 🙏 Jay hind 🇮🇳🇮🇳
ବ୍ୟୋମକେଶ ତ୍ରିପାଠୀ sir is the best advocate in all over Odisha ❤️
You are right 👍 sir please continue your work have a great day 💐🙏
ଉପସ୍ଥାପିକାଙ୍କ କଥାରୁ ସ୍ପଷ୍ଟ ରୂପେ ଅନୁମେୟ ହୋମୱର୍କ କରି ଆସି ନାହାଁନ୍ତି ପ୍ରଶ୍ନ ପଚାରିବା ପାଇଁ... ବ୍ୟୋମକେଶ ସାର୍ ଆପଣ ପୁରା ଜାଳି ଦେଲେ 🎉👏🏻👏🏻🙌🏻 ଆପଣଙ୍କୁ ବହୁତ୍ ସାରା ସମ୍ମାନ ଓ ଭଲ ପାଇବା।
ବ୍ୟୋମକେଶ ତ୍ରିପାଠୀ ଜିନ୍ଦାବାଦ ମାଡ଼ିଚାଲ ଆମେ ଅଛୁ
ବହୁତ ସୁନ୍ଦର ସାର ❤❤ ଆପଣଙ୍କୁ ଭଗବାନ ଆହୁରି ଶକ୍ତି ଦିଅନ୍ତୁ
ଓଡ଼ିଶାର No - 1 ହିରୋ ଵୋମକେଶ ସାର୍ ❤❤
Bomyakesh sir ହୃଦୟ ରୁ ଧନ୍ୟବାଦ୍ ଜଣାଉଛି
ପ୍ରଥମ ଭୁଲ୍ ଏବାପା ମା ମାନଙ୍କ ର କାହିଁକି ନା ପ୍ରଥମ ରୁ ଏମାନ ଙ୍କୁ ଆକଟ କରୁ ନାହାଁନ୍ତି ତେଣୁ ଏପରି ଅବ୍ୟବସ୍ଥ ହେଉଛି
ଜୟ ଜଗନ୍ନାଥ। ବ୍ୟୋମ କେଶ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ବିଧାତା ଙ୍କର କୃପା ଦୃଷ୍ଟି ଆପଣଙ୍କ ସହ ରହିଛି।
ଆପଣଙ୍କ ଲଢେ଼ଇ ଯଥାର୍ଥ । ବିଜୟ ନିଶ୍ଚିତ। ଜୟ ଜଗନ୍ନାଥ।
ପୁରୁଷ ଆଜି ନିର୍ଯାତିତ। ନାରୀ ମାନଙ୍କ ମୁଁହ ବହୁତ ବଢି ଯାଇଛି। ଉତ୍ପାତର ଚରମ ସୀମାରେ। ଏଥିପାଇଁ ସମାଜରେ ସେ ଉଦ୍ଧତ ନାରୀକୁ ସମର୍ଥନ କରୁଥିବା ମେଣ୍ଢା ଧରମ ଭାଇ ଓ ମେଣ୍ଢି ଧରମ ଭଉଣୀ ସମ୍ପୂର୍ଣ୍ଣ ଦାୟୀ। ସମାଜରେ ଅନ୍ଯାୟକୁ ସମର୍ଥନ କରୁଥିବା ଓ ପକ୍ଷପାତ କୁ ସମର୍ଥନ କରୁଥିବା ଲୋକ ପାଇଁ ସମାଜ ବିଶୃଙ୍ଖଳିତ।
Salute to Byamokesh babu.his arguments are very very logical and lawful.he speaks blunt truth.
ଭାଇ ତୁମର ଏତେ ସଚୋଟ ସାହସ କଥା ବାର୍ତ୍ତା ସତରେ ଖୁବ ଉଛ କୋଟିର. ଆମେ ଆପଣଙ୍କ ସହିତ ଅଛୁ. ଜୟ ଜଗନ୍ନାଥ 🙏
ବ୍ୟୋମେକେଶ ତ୍ରିପାଠୀ ହେଉଛନ୍ତି very good person & very good personality.
Right
Hmm dekhithila nuhe ki
ମୁଁ ଭଗବାନଙ୍କୁ ପାର୍ଥନ କରୁଛି ଯେ ଆପଣ ବିପୁଳବ ସଂଖିୟା ରେ ଜୟ ଯୁକ୍ତ କରନ୍ତୁ🙏🙏🙏🙏🙏🙏🙏
ଭାଇ ବ୍ୟୋମୋକାଶ ଭାଇ I heartily support you. You are really brave
ଧନ୍ୟବାଦ୍ ସାର୍, ଓଡ଼ିଶାରେ ସତ କହିଲେ ସଜା, ସୁପର ଭାଇ
ଧନ୍ୟବାଦ କମିଶନର ସାହେବgoodmarnig🙏
ଆପଣଙ୍କ ସାହାସ କୁ ଦେଖି ଖୁସି ଲାଗିଲା sir ମୋର ତରଫରୁ ଧନ୍ୟବଦ୍ 👍
ବହୁତ ବହୁତ ଧନ୍ୟବାଦ ସାର
Very good sir
Thanks sir ଆପଣଙ୍କ ଯୁକ୍ତି 100℅ ଠିକ ଆପଣଙ୍କୁ ମୋର ସତଧନ୍ୟବାଡ଼❤
ଦିନେନା ଦିନେ ସଫଳତାର ଶିଖର ଛୁଇଁବେ ଵ୍ୟାମୋକେଶ ବାବୁ..... ବହୁତ ଭଲ ଲାଗିଲା ଆଲୋଚନାଟି...... ବିଜୟ ଲାଭକରନ୍ତୁ.... ଜୟ ଜଗନ୍ନାଥ
ଗୋଟିଏ ଶବ୍ଦ ମାନବିକତା, ପୁରୁଷ ହଉ ବା ନାରୀ ହଉ।
ପ୍ରଶ୍ନବାଣରେ ବ୍ୟୋମକେଶ ରିପୋର୍ଟର ହେଲେ ଟିଉସନ 😂😂😂😂 କି ଟିଉସନ କଲ ବ୍ୟୋମକେଶ ଭାଇ ମାନିବାକୁ ପଡ଼ିବ
Worth to see.
News Room is really wonderful.
Byomekesh Tripathy is telling the genuine words.
Hope,he wins.
ସାର ଆପଣଙ୍କୁ ସତ କୋଟି ପ୍ରଣାମ❤❤ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି ଆଉ ଉଚିତ ଜବାବ ବି ଦେଇଛନ୍ତି❤❤
ବ୍ୟୋମକେଶ - ତର୍କ ର ମଣିଷ,
ପରିସ୍ଥିତି ର ଅନୁଧ୍ୟାନ ସହ , ପରିସ୍ଥିତି କୁ ପରିବର୍ତ୍ତନ ର ଦକ୍ଷତା ଥିବା ଏକ ସୁଯୋଗ୍ୟ ପ୍ରାର୍ଥୀ।
Byomkesh Babu very very Thanks.ladhei jari rahu..
Byomkesh Sir i salute you ❤❤
ବ୍ୟୋମକେଶ ସାର୍ ଙ୍କୁ ପ୍ରଣାମ ❤ perfect man❤
Thanks bomyakesh bhai
I love this guy...... I really appreciate the efforts. I know people will transcript your mindset. But I do understand the feeling.... Thanks for stand with us. My vote is for you.
ବ୍ୟୋମ୍ କେଶ ଭାଇ ଜିନ୍ଦାବାଦ
ବ୍ୟୋମକେଶ ବାବୁ ଆପଣ ଠିକ କଥା କହୁଛନ୍ତି l ସମାଜରେ ପୁରୁଷମାନେ ନିର୍ଯାତନାର ଶିକାର ଅଧିକ ହେଉଛନ୍ତି l ଆପଣଙ୍କ ସାହସ ଓ ଧର୍ଯ୍ୟ କୁ ମୁଁ ସାଧୁବାଦ ଜଣାଉଛି 👍👍👍l
Long live sir ... U r awesome. U r fighting for the right thing.
ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବାକୁ ଈଶ୍ୱର ଆପଣଙ୍କୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ । ବହୁତ ଧନ୍ୟବାଦ ବ୍ୟୋମକେଶ ଭାଇ।
Thanks too much sir
ଖୁବ୍ ସୁନ୍ଦର୍ ବାର୍ତ୍ତା ସମାଜ ପାଇଁ!! ଅନେକ ପୁରୁଷ ନିର୍ଯାତିତ ହେଉଛନ୍ତି କିନ୍ତୁ ସେ ଲୋକଲଜ୍ୟା ଯୋଗୁଁ ପ୍ରକାଶ କରି ପାରୁନାହାନ୍ତି ଏବଂ ଗୁମୁରୀ ଗୁମୂରି କାନ୍ଦୁଛନ୍ତି!! ଖୁବ୍ ସୁନ୍ଦର୍ ପଦକ୍ଷେପ ନେଇଛନ୍ତି ପୁରୁଷ କମିଶନ ନିହାତି ଦରକାର !! ବ୍ୟୋମକେଶ ବାବୁ ପୁରୁଷ କମିଶନ ର ଅଧ୍ୟକ୍ଷ ହେବା ଦରକାର!!
ଦୁନିଆର ପ୍ରଥମ ହିରୋ🎉
ସୁପର ସାର୍ ଆପଣ akdam ଠିକ୍ କହୁଛନ୍ତି ଆପଣକୁ ଅନେକ ଅନେକ ଧନ୍ୟବାଦ ।
ବହୁତ୍ ସୁନ୍ଦର୍ ନ୍ୟାୟ କଥା କହୁଛନ୍ତି ବ୍ୟୋମୋକେଶ ଭାଇ 🙏
Big fan Bhai..mo ghara bbsr heithile nije paeisa ଖର୍ଚ୍ଚ କାରିକି vote kareithanti for u
Right sir
ଜୟ ଜଗନ୍ନାଥ ❤ମାଡିଚାଲ ଭାଇ ଆମେ ସାଥିରେ ଅଛୁ
Sir I am supporting but I am so happy happy happy
Excellent discussion. Hats off Byamokesh babu.
ଆଜି କାଲି ସବୁ ପୁରୁଷ ଓ ନାରୀ ଙ୍କ ପାଖରେ ସଂସ୍କାର ନାହିଁ । ନିଜ ସଂସ୍କାର ଅଭାବ ରୁ ନିଜେ ଆଉ ଚାରି ପାଖରେ ରହୁଥିବା ଲୋକ ବି ଟୋର୍ଚର ହେଉଛନ୍ତି । ଆଜି ର ଏ କଳୁଷିତ ସମାଜ ପାଇଁ both ନାରୀ ଓ ପୁରୁଷ ଦାୟୀ ।ଆଉ କିଛି ନୁହେଁ ସ୍ମାର୍ଟ ହୁଅନ୍ତୁ but ଶୃଙ୍ଖଳିତ ଆଉ ସଂସ୍କାରିତ ହୁଅନ୍ତୁ। God bless
99%ପୁଅ ମାନେ ହଇରାଣ ହଉଛନ୍ତି ମେଡ଼ାମ
@@Sunildas-zm6zhCorrect 💯
ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ
Sir i support u.
Jay jagannath...
ବହୁତ ବହୁତ ଧନ୍ୟବାଦ ଆପଣ ଙ୍କୁ 🙏🏽
ଅତି ସୁନ୍ଦର ଉଦାହରଣ ହେଇଛନ୍ତି ସାର୍ ଆପଣଙ୍କୁ ଦୀର୍ଘ ଆୟୁ ଦିଅନ୍ତୁ ପ୍ରଭୁ ଜଗନ୍ନାଥ 🙏🙏....
He is the best lower and marker of the society.God bless you Byamakesh .
ଆପଣ ବ୍ୟୋମକେଶ ସବୁଠୁ ନିଆରା 💐💐
Wow sir respect to u and your thoughts 💭💭💭 🙏🙏🙏🙏
ଆପଣ ଙ୍କର ଚିନ୍ତା ଶକ୍ତି ବହୁତ୍ ଉଚ୍ଚକୋଟି ର।
Welcome adv sir. Dibiya gianku salut. Koti pranam. All right
ଆଜି ଦିନ ରେ ଶହରେ ସତୁରୀ ଜଣ ଝିଅ ପୁଅ ପିଲାଙ୍କୁ ମାନସିକ ଦଣ୍ଡ ଦେଇ ସୁନାର ସଂସାର କୁ ଭାଙ୍ଗି ଦେଉଛନ୍ତି ,ଏକ ସର୍ଭେ କରିଲେ ପ୍ରମାଣ ପାଇପାରିବେ
Absolutely right 👌
ମୋ ସ୍ତ୍ରୀ ବାହାଘର ଆଗରୁ ବୟଫଣ୍ଡ ସହ ଥିଲା । ଏବେ ବାହାଘର ପରେ ୧୫ ବର୍ଷ ପରେ ପୁଣି ଜଣଙ୍କୁ ବାହା ହେବା ପାଇଁ ଇଛା ପ୍ରକାଶ କରୁଛି ।
@@satyabratadas-z7s Ohhh 😢😢
@@satyabratadas-z7sit's wrong..
@@satyabratadas-z7s Mote bi gote stree loka bahut hairan karuthila mun mana kari kari thaki gali aji gan danda re mun apaman heli sie ta swami saha valare achhi
Very good bite sir Jay Jagannath ❤
ଧନ୍ୟବାଦ - ବ୍ୟୋମକେଶ ବାବୁ ...
Aapa nanka sabu katha100% right sir
ସବୁରି ମୂଳରେ କେବଳ ନାରୀ
ସୃଷ୍ଟିର ମୂଳରେ ବି ସେଇ ନାରୀ. ନାରୀଙ୍କୁ ସ୍ୱୟଂ ଦେବତା ମାନେ ବି ନମସ୍ୟ ମାନନ୍ତି 🙏
ସବୁରି ମୂଳରେ ପୁରୁଷର କାମବାସନା......
ତୁ ଜଉଠୀ ଅଛୁ ସେ କିଏ?? ଧରିତ୍ରୀ ମାଆ। ଆଉ ତୋ ଭଳି ଅକାଳ କୁଷ୍ମାଣ୍ଡ କୁ ଯିଏ ଜନ୍ମ ଦେଇଛି, ମାନେ ତୋ ମାଆ ସେ ବି ଜଣେ ନାରୀ
I would request you kindly read shiv puran... sir
To bapa kie?
Byomakesha babu apnanku koti koti pranam .purusa comisson nihati haba darakara