ଭିଷଣ ଶବ୍ଦ କରି ଅନ୍ଧାର ରାତିରେ ଓଲଟିଲା ଟ୍ରେନ...ଟ୍ରେନ୍ରେ ଥିଲେ ଶହ ଶହ ଓଡ଼ିଆ
HTML-код
- Опубликовано: 18 окт 2024
- Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews
ଏମିତି ଆଉ କେତେ ଦୁର୍ଘଟଣା ଦେଖିବାକୁ ପଡିବ😢 ପ୍ଲିଜ୍ ଏଥିପାଇଁ କିଛି କରନ୍ତୁ ମାଲ୍ ଗାଡି ପାଇଁ ଅଲଗା ରାସ୍ତା କରନ୍ତୁ ପ୍ରଥମେ...🙏🙏ମୋ କଥା ରେ କୋଉ ମାନେ ଏକମତ ଅଛନ୍ତି👍🙏
Right❤❤❤
Right bro
R8 sis😅
Raets
R8 bro
Modi ସରକାର ଦୀର୍ଘ ୧୦ବର୍ଷ କରୁଥିଲା କଣ???ଖାଲି ଭାଷଣ ବାଜିରେ ଦେଶ ଚାଲିଛି।ଜୁମଲା ବାଜ୍ ସରକାର। ଲୋକଙ୍କ ଠୁ ଖାଲି ଟ୍ୟାକ୍ସ ଶୋଷଣ ଚାଲିଛି, ହେଲେ ସେବା ପୁରା ଜୀରୋ ରୁ ବି ସାଂଙ୍ଘାତିକ୍ ଖରାପ୍। ଆଉ କେତେ ଆକ୍ସସିଡେଣ୍ଟ ହେଇ ଲୋକ ମଲେ ଏ ମୋଦୀ ସରକାର ର ନିଦ ଭାଙ୍ଗିବ। ଆଉକେତେ ଦିନ ଭାଷଣ ବାଜି ଜୁମଲାବାଜି ଚାଲିବ??? ଆଉ କେତେଦିନ ଲୋକେ ଭୋକୁଆ ହେଇ ମୋଦୀ ର ମିଛଭରା ଭାଷଣ ଶୁଣିଶୁଣି କାଳ କାଟିବେ ଦେଖାଯାଉ। ରେଳ ବିଭାଗରେ ଏତେ ପୋଷ୍ଟ ଭାକାଣ୍ଡ, ରେଳ ବିଭାଗରେ କର୍ମଚାରୀ ର ମରୁଡି ପଡିଛି, ଯୁବକ ମାନେ ଦେଶରେ ବେକାର ହେଇ ବସିଛନ୍ତି ଅଥଚ୍ଚ ଏ ସରକାର ଯୁବକ ମାନଙ୍କୁ ନିଯୁକ୍ତି ନଦେଇ ପକୁଡି ଛାଣିବାକୁ ପରାମର୍ଶ ଦେଉଛି ଧନ୍ୟରେ ସରକାର ଧନ୍ୟ । ଆଉ କେତେଦିନ ଜୁମଲା ବାଜ୍ ଚାଲିବ ଦେଖାଯାଉ
pura thik katha kahila bhai
Right sir
Ebe budhi pasila ki andha Bhakta nka
ଯେଉଁ ବ୍ୟକ୍ତି ମାନେ ମେସେଜ କରିଛନ୍ତି ସମସ୍ତେ ଏକାଠି ଠିକ୍ କଥା କହିଛନ୍ତି ଦୟାକରି ସରକାରଙ୍କୁ ଆମମାନଙ୍କର ଅନୁରୋଧ ପ୍ରାର୍ଥନା ଗୁହାରି ଶୁଣିବେ ମାଲବାହୀ ଟ୍ରେନ ଅଲଗା ଓ ଯାତ୍ରୀବାହୀ ଟ୍ରେନ୍ ଅଲଗା ରେଳ ଲାଇନ୍ କରନ୍ତୁ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ
@@damayantidas5308 Semiti hele kete kharcha heba janichuna
ରେଳ ମନ୍ତ୍ରୀ ଓଡ଼ିଶାର ପ୍ରତିନିଧି, ଏହେ ବଡ ଦୁର୍ନୀତି, ରେଳ ବଭାଗ କୁ ଖାଇ ସାରିଲାଣି,, ତଥାପି ଲୋକ ଖୁସି,
ଜୟ ଜଗନ୍ନାଥ.. ସମସ୍ତଙ୍କୁ ଭଲରେ ରଖି ଥ ପ୍ରଭୁ
ରେଲୱେ minister କରୁଚନ୍ତି କଣ? Train accident is common in our country, ଯଦି ଡିପାର୍ଟମେଣ୍ଟ କୁ ସଜାଡି ପାରୁନ ତା ହେଲେ why do you not resign,
ଆମର cm ବି risign ଦେବା ଦରକାର ନ ହେଲେ ଓଡିଶା ବୁଡିବ
ଆମ ଓଡିଶା ବି CM ପାଇଁ track ରୁ ଖସିବାକୁ ଯାଉଛି ସାବଧାନ ରୁହ
ରେଳ ବଜେଟ 10,586 କୋଟି ଟଙ୍କା ଆସୁଚି ତାକୁ କଣ ଘରକୁ ନବ କି ନା ସ୍ୱିଚ bank account ରେ fix ମାରିବା ପ୍ଲାନ୍ କରିଚ ରେଳ ବିଭାଗ ଅଧିକାରୀ ।😢😢😢
ଅଶ୍ଵିନୀ ବୈଷ୍ଣବ କୁଆଡେ଼ ଗଲେ । ମନ୍ତ୍ରୀ ଙ୍କର ଦେଖା ନାହିଁ ଯଦି ଚାଲେଇପରୁନ ଇସ୍ତପା ଦିଅ ପାଠ ପଢିଥିବା ପିଲାଙ୍କୁ ଚାକିରି ଦଉନ ।ପଇସା ନେଇକିଭ ଅନପଢ଼ା ଜା ଙ୍କୁ ଚାକିରି ଦେଲେ ଏମିତି ହିଁ ହବ 😂😂😂😂😂
ରେଳ ମନ୍ତ୍ରୀ ଙ୍କୁ ବହିଷ୍କାର କରାଯାଉ 😢😢😢😢
Modi,sahku fast resign deba kotha belojya sorokar
Train ଚଳାଚଳ ବନ୍ଦ୍ କରା ଯାଉ
ହାଏ
Jay Jagannath 🌹🌹
ରେଳ ବିଭାଗ ଏଥିପାଇଁ ପୁରାମାତ୍ରାରେ ଦାୟୀ 👹👹👹
Jay jagannath 🙏🙏🙏, କିନ୍ତୁ railway department କଣ କରୁଛି,
ଏଥି ପାଇଁ ସଂପୂର୍ଣ୍ଣ ଦାଯି ରେଳ ବିଭାଗ ଦିୟିତ ହିନତା ଯେ। ଗୁ ସହ ସହ ନିରିହ ପରିବାର ଜିବନ ଜିବିକା ଗଲା ଏଥିପାଇଁ ଦାୟୀ ରେଳ ବିଭାଗ, ସମସ୍ତ ଆଇନକୁ ଉଲ୍ଲଘଂନ କରାଯାଉ , ଚାକିରି ରୁ ବହିସ୍କାର କରିଥାଉ,। Rellow minister arrested please
Ken jaga
Keun place eita
Jay Jagannath
Bhagaban tanka ghara lakanku khusire rakhantu😢😢😢
Kauthi aga kuha
Jay Jagannath Swami 🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ
Right
He Prabhu Jagannath
Railway Department what doing,how more accident
Jai shanidev 🙏
Railway requrment ରଖୁନି ତ.... ହବ
ହେ ପ୍ରଭୁ ଜଗନ୍ନାଥ ଦୟାକର ଦୟାକର ଆଉ ଦୁଖ୍ ନାଇଦିଅ ବେଶୀ ଦୁଖ୍ ନାଇଦିଅ ବହୁତ୍ ଦୁଖ୍ ସହେଲେନ ସାରା ଓଡ଼ିଶା ଆଉ ଓଡ଼ିଶା ବାହାରର୍ ଜନତା ମାନେ ଲୋକମାନେ ସମ୍କୁଁ ଭଲେଭଲେ ରଖିଥ ଏତିକି ମୋର୍ ଅନୁରୋଧ୍ ଆଏ 🙏
Bhae papar bhar purigalani bhagaban janiki semiti karuchhanti jay Jagannath
Railway has failed to.provide safely serive and that gross negligence of signal operators.
ଏଠିକାର railway କର୍ମଚାରୀ ଙ୍କର ଦୋଷ ଅଛି । କିନ୍ତୁ ସରକାର ଙ୍କର ନାହିଁ ।ଜଦି ଠିକ୍ traffic signal କର୍ମଚାରୀ ମାନେ ଦେଇଥାନ୍ତି ତେବେ କର୍ମଚାରୀ ମାନଙ୍କର କୌଣସି ଦୋଷ ନାହିଁ । ଦୋଷ କେବଳ train driver ର ଜୟ ଜଗନ୍ନାଥ
Congratulations Aswini Vaishnav
ରେଲୱେ ମନ୍ତ୍ରୀ ଙ୍କ ସମୟ ଭଲ ନାହିଁ ଶନି ଦଶା ପଡିଚି।କାହୀକିନା ନବୀନ ପଟ୍ଟନାୟକ ଙ୍କୁ ନେଇ ନିର୍ବାଚନ ସମୟରେ ମିଥ୍ୟା ଅଭିଯୋଗ କଲେ।କହିଲେ ଓଡ଼ିଶା ପାଇଁ କିଛି କରିନାହାନ୍ତି।ନବୀନ ବାବୁଙ୍କ ପାଇଁ ଆଜି ରାଜ୍ୟ ସଭା କୁ ଯାଇ ରେଲୱେ ମନ୍ତ୍ରୀ।ଧୋକା ବାଜ୍ ମନ୍ତ୍ରୀ ସମୟ କୁ ଅପେକ୍ଷା କର ଆଗକୁ ଆହୁରି ଅଧିକ ହେବ।ଜୟ ଜଗନ୍ନାଥ।
Vote for bjp abe kenta laguche
Jay jaganath 👏👏👏
Kouthi eta
Signal check kalabala kana marijaithile
ଜଣେ ଅଭିଜ୍ଞ ସାଂସଦ ଙ୍କୁ ରେଳ ବିଭାଗ ଦିଅନ୍ତୁ pn ଏ ଅପାରଗ ଙ୍କୁ ହଟାନ୍ତୁ
Mrf=1300
Discount=520
Cp=780
Sp=1560
Profits=100%
Railway minister Ashwini vaishnab should resign immediately with railway head
ରେଳ ମନ୍ତ୍ରୀଙ୍କୁ ବହିସ୍କାର କରାଯାଉ
🙏🙏🙏🙏🙏♥️♥️♥️♥️♥️
Please immediately change rellow minister
The railway deapartment responsible,and most responsible stationmaster,what do rail minister do?immediately he should be esthapa ,he is not able this post,
Its time to change rail mantri
Jay Jagannath 🙏🙏🙏😭😭😭😭
Jao jaga plz kie kahiba
Peacefully community hatth thiba definitely 100%
Jai sanidev maharaja
ଆଜି କାଲି କା ଯୋଉ ପୋଷ୍ଟିଂ ରେ ଆସୁଛନ୍ତି ସେ ବାବୁ ମନକୁ ଠିକ୍ ସେ ଜଣା ନ ଥିବ
I think kichhi train chorare chaluchhi bodhe...train excident impossible... Jemiti goru chalan eteta check gate thiba swate houchhi... Semane jemiti bele bele dhora poduchhanti train b bele bele excident hhouchhi...
ଭୁଲ୍ କାହାର ଭାଇ
Bhul rela bibhaga information nankar
😮😮😮
Govt dai
😮😮😮😮😮
Rel department r can soi rahuchi
Kapala likhna ke kariba aana !!! Unfortunate comes with her children.Sabu sei Paramapita Parameswara nka ichha !!! 🙏 Jai Jagannath 🙏 Jai ♥️🇮🇳🔥 Hind 🙏
ଭଳ ହେଇଛି
Because not responsible double engine
Several Railway accidents have been taken place due to lackafaisical attitude of Railway authority. Railway minister should resign owning the moral responsibility
Lal colour train find durghatna
କଳି ଯୁଗ ସରିବାକୁ ଯାଉଛି। 😢
ନାଇ, ଏଟା ତ ଆରମ୍ଭ
Railway minister chenge hona chahie system bekar hai railway management pura kharap hai
So frequent train accidents?Some sabotage acts may be involved in such frequent railway accidents ,causing loss of public life,damaging railway properties & tracks.God save us.JAIJAGANNATH MAHAPRABHU🙏🙏🙏
Poisa dei ki job kole emti hin hebo .semane kichhi to jani nahanti train choleibe kemiti.
Aur karo Privatations ka saport. Abhi durgatna ka jimmewar public khud gai inhone koee awaz nahi othaya
Railway minister and prime minister of India why are not taking any steps to stop train accident? Why so many train accidents are happening in India.
Bhagwan Jagannath kaan iccha. Kahin ki raga. Khyama Kara hai bada bahgwan. Jai Jagannath
Railway minister regin do
Sabu sc/st ko kam % ray dela heba aemit. ,80% rakhiba pila paibani but 50/40% pila nko dia jiba
Lalitsahu
Ral mantri ko change kara sabu thik haejeba
Railway mantri kuwade gola taku kichi disuni ki
A bopa au chennai jibini 😭😭
Mu au train re kebe bosibini😢😢
Jay Jagannath samastebhalare thantu
😢😢😢
Railway ku private karidia ta pare dekha one single mistake habani 10000% assure...sabu private karidiajao bahut different re dekha jaochi society re .charbi heijaochi central government job pai
Sabu bele odisha rea train accrident houchi kan pai
Alp sheet bdao
Eyita jharkhand chattisgarh nuho
It's enough....
Railway Minister ku train track upare Bali dia jau.
Railwaya old age re pahanchigalani.
Jodi 70% ku jobs na mili 40%ku miliba au kan heba,amiti him heba 😂😂😂😂
Lal colour train band Kara
Saha Saha odia dadana thilie lekhe aage
ଯେତେ ଦିନ ଫେକୁ ଥିବ ଏମିତି ହେବ
Railway minister estafa diantu ajogya mantri pae hajar hajar lokar jiban jauchi
Athhi Pradhan mantri mukhumatri kichhu pariba nahi jaha kariba upar bala karib papar bhar au sahiparun dharitri Mata dhere papara binas karib ta pare kete raj niti karib,Sabu marib Jay jagranatha
Trean mantri gote jagyan karantu aau bodabale deantu
Railwway ra time kharap chalichi
@@purnadas6840 nai bhai lokonka time kharap chalichi au neta mantri maja maruchanti semanku kichi farak paduni sadharana janata nka dhlukharu
@@deepakpradhan575 actually kan kahila bhai govt nua jinsa introduce karibare byasta achi but puruna jinsa jemiti signal management, diesel locomotives, ki human resource managment sei ade jeparjyanta kichi bada aghatana na heichi se jae anauni
@@purnadas6840 thik kahila bhai
He bhagwan
Rel mantri esthapa diantu kete lokanka jiban nebe
Lalajuka rail mantry keba esstapadeba
Government ra abahelita sakashe asabu houchhi
Sarkara a sabu pain dai bahu dina dhari relwey ra asident chalichi goverment ethi pati bilkul dhyan deu nahi a sabu asident karana goverment ai vsli chalile odisha ra 4 koti loka ru srif 1 hajar lakhya loka binchibe eya pacharea kichi ta sada jantra chalichi odisha ku barbad kariba pain odisha sarakara kn karuchi relway kichi karmachari atanka badi sahita misichanti na hela emiti durgatana baar baar hoi nathanta jatha sighra A uparea actions niya jau nahela apananka dayito ru uhuri jaa ntu ame au nua sarakara baneibu jay sri raam
Signal officer ratire drink kariki soithile bodhe
Dui jana male Saha Saha kahuchi
ଏଥର ମୋଦୀ ହାତରେ ବୁଲେଟ ଟ୍ରେନ ଡବଲ୍ ଇଂଜିନି ଡବଲ୍ ଧମାକା
ଭାସ୍କର ଦଲାଲ୍ ଅର୍ଗସ ଓଟିଭି ପକ୍ଷରୁ
ମୋଦୀ ସରକାର ସପୋଟ୍ କରୁଛ
ସେଥିପାଇଁ ଦାଇ କେବଳ ତମେ ମାନେଦାଇ????
ନବୀନ ପଟ୍ଟନାୟକ ଏକଥା ବୁଝୁଥିଲେ ଦଲାଲ୍ ରିପୋର୍ଟ 🐕🦺🐕🦺🐕🦺 ଭୋକି ଥାନ୍ତ ଏଥିପାଇଁ ନବୀନ ପଟ୍ଟନାୟକ ଦାଇ ପାପ ଲାଗିବ ଦଲାଲୀ ଛାଡ ମହାପ୍ରଭୁ ଜଗନ୍ନାଥ ସବୁ ଦେଖୁଛନ୍ତି 😢😢😢😢
railway minister kan karuchhi
Madam minister know koribe, only he is responsible for handle not for taking blame
If you were then what will you do please think
Au vote dea bjp ku
BJP fal
Karmachari janisuni karichi karan jehadi sentiment kam kari thiba
ଅପାରଗ କେନ୍ଦ୍ର ସରକାର