Indian Army Major Assault Case : ଡ୍ୟୁଟିରେ ଥାଇ ନାଇଟ ପିନ୍ଧିଛ? ପଚାରିଦେବାରୁ ଏତେ କଥା..|| Odisha Reporter

Поделиться
HTML-код
  • Опубликовано: 8 ноя 2024

Комментарии • 625

  • @swadhikarbetaj3768
    @swadhikarbetaj3768 Месяц назад +199

    ଡ୍ୟୁଟି ରେ ଥାଇ ମହୀଳା ପୋଲିସ ଯଦି ଲଙ୍ଗଳା ହୁଅନ୍ତି ତେବେ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବା ଉଚିତ।

    • @SankerMeher
      @SankerMeher Месяц назад +6

      Paramvir bhartratna

    • @jayadevjena8121
      @jayadevjena8121 Месяц назад +7

      Ta sahita bikini 👙 bhi dia jau se bhadra mahila nku😅😅

    • @dillipbehera6741
      @dillipbehera6741 Месяц назад +1

      Right

    • @MotikantaBehera
      @MotikantaBehera Месяц назад

      Khaki color ra bikini​@@jayadevjena8121

    • @ramyatts
      @ramyatts Месяц назад

      dekhi habani se moti ku..akhi kharap hei jiba

  • @ODISHABHAI-eq8jq
    @ODISHABHAI-eq8jq Месяц назад +226

    ଓଡ଼ିଶା ପୋଲିସ, ସବୁ ଥାନା କୁ ନିଜ ଆକ୍ତିଆ ର ନେଇ ଗଲେଣି, ରାତି ଡ୍ୟୁଟି ରେ ଥାଇ ନାଇଟ ଡ୍ରେସ୍ ପିନ୍ଧି ଛନ୍ତି, ସେଥି ପାଇଁ ତ CC କ୍ୟାମେରା ଲଗାଇ ନାହାନ୍ତି 🙏🏻

    • @pradeeppalai
      @pradeeppalai Месяц назад +10

      Night pindhile iic sidha direct maribe😂

    • @SisirTripathy-c3k
      @SisirTripathy-c3k Месяц назад +4

      Ama odisha police ku film style treatment darkar sadan action no suspention only bf mada

    • @thedancinggirlmeenakshimah7408
      @thedancinggirlmeenakshimah7408 Месяц назад +1

      😂​@@pradeeppalai

    • @saratkumarpanda7007
      @saratkumarpanda7007 Месяц назад +11

      ଡିଉଟି କରୁଥିଲେ ନା ରାଶଲୀଳା କରୁଥିଲେ। ସମ୍ବେଦନଶୀଳ ହୀନ ମହିଳା ପୋଲିସ

    • @Riderff001
      @Riderff001 Месяц назад

      @@pradeeppalai 😂🤭🤭🤭

  • @bapisadangi3373
    @bapisadangi3373 Месяц назад +94

    ଓଡ଼ିଶାରେ ଅଭଦ୍ର ପୋଲିସ

  • @lilunayak5276
    @lilunayak5276 Месяц назад +179

    ଥାନାରେ ନାଇଟି ପିନ୍ଧିଥିଲା ରାତିରେ କାମ କରିବାକୁ ସୁବିଧା ହବବେଳି 😂

    • @gamingwithkiran7262
      @gamingwithkiran7262 Месяц назад +6

      😂

    • @Beardman35
      @Beardman35 Месяц назад +15

      😂😂😂 thik .. paban ta Bhala ki bajiba 😂😂

    • @rajeshsahoo5601
      @rajeshsahoo5601 Месяц назад +20

      CC camera re video suting ହେଇଯିବ ବୋଲି cc camera lageinahanti 😅😅😅 ଟିକେ ଲାଳ ଅଂଶ ରହୁଛି😅😅

    • @jagannathnayak-ie1yq
      @jagannathnayak-ie1yq Месяц назад +6

      Thik comeent

    • @jagannathnayak-ie1yq
      @jagannathnayak-ie1yq Месяц назад +3

      Right

  • @kalucharanpatra5767
    @kalucharanpatra5767 Месяц назад +53

    ଓଡିଶା ପୋଲିସ୍ ସଂସ୍କାର ଶିଖନ୍ତୁ । ବିଜେଡି ସରକାର ନାହିଁ ଆଉ ।ନହେଲେ ନାମ ନେବ । ଜନସାଧାରଣଙ୍କ ଙ୍କୁ ସୁରକ୍ଷା ଦିଅ

  • @prasannajena5461
    @prasannajena5461 Месяц назад +98

    ରାତିରେ ମହିଳା ପୋଲିସ ନାଇଟ୍ ପିନ୍ଧୁଛନ୍ତି, ପୁରୁଷ ପୋଲିସ ଗାମୁଛା ଏ ସବୁ କଣ ପୋଲିସ ନାଁ ରେ କଳଙ୍କ ।

  • @pritiranjandas5875
    @pritiranjandas5875 Месяц назад +64

    ମୋ ସହିତ ମଧ୍ୟ ଏମିତି ଘଟିଛି... ଓଡିଶା ପୁଲିସ ର bjd ସରକାର ସମୟରେ କରିଥିବା ଅଭ୍ୟାସ ଏଯାଏ ଭୁଲିନାହିଁ...

    • @dhanumunda7630
      @dhanumunda7630 Месяц назад

      BJP sarkar Bhai BJP sarkar

    • @SumankumarBehardalai
      @SumankumarBehardalai Месяц назад

      ​@@dhanumunda7630not BJP sarakar , it's Mohan Majhi sarakar , BJP sarakar re abhali police nku phula mala padithanta

    • @Broo401
      @Broo401 Месяц назад +2

      କାହିଁକି ସେ bjd, BJP ହଉଚ, ସେ ଯୋଉ ସରକାର ହଉ , ସେ କିଛି change ହବନି, BJD ଥିଲାବେଳେ atleast senior citizen ଙ୍କ care nauthila police

  • @pradhanashok5005
    @pradhanashok5005 Месяц назад +38

    ଜଉ ଥାନା ରେ Lady Police officer ରାତି ରେ ନାଇଟୀ ରେ ଡିଉଟି କରେ, ସେ କି ଡିଉଟି କରୁଥିଲା ବୁଝି ହଉଛି...
    ସେଟା ଥାନା ନା ବେଶ୍ୟାଲୟ😂😂😂

  • @satyasankar1
    @satyasankar1 Месяц назад +72

    ଏ ପୁଲିସ ଗୁଡ଼ାକ ସବୁଠାରୁ ବଡ ବଦମାସ୍, ସେଥିପାଇଁ ତ ଭୁବନେଶ୍ବର ରେ ଚୋରି, ଡକାୟତି, ମର୍ଡର, gang war ଭଳି କାର୍ଯ୍ୟ ନୀତି ଦିନିଆ କଥା ହେଇଗଲାଣି।
    ଏମାନେ ସାଧାରଣ ଲୋକଙ୍କୁ କେବେ ବି ସାହାଯ୍ୟ କରନ୍ତି ନାହିଁ, ଏମାନଂକୁ ଚରମ ଶାସ୍ତି ଦରକାର।
    We support the Army couple.

    • @sanatandharma2011
      @sanatandharma2011 Месяц назад +1

      Jemiti ki bhubaneswar chadiki pura Bharat Santi re achi na

    • @satyasankar1
      @satyasankar1 Месяц назад +3

      @@sanatandharma2011 ଦେଶ କଥା ଭାବିବା ଉତ୍ତମ କଥା, କିନ୍ତୁ ଆଗ ରାଜ୍ୟ କଥା ଭାବ ।

    • @SasmitajenaPriya
      @SasmitajenaPriya Месяц назад +1

      Ate jadi. Janicha police ku b chuti milu 8 hour duty deite kuha..

    • @sanatandharma2011
      @sanatandharma2011 Месяц назад

      @@satyasankar1 aga jhio ta bar kn karuthila seita solution kar

  • @pradeepkumardas4439
    @pradeepkumardas4439 Месяц назад +143

    ଓଡ଼ିଶା ରେ ଆର୍ମି ଶାସନ ହେଉ

    • @Eagleeye774
      @Eagleeye774 Месяц назад +4

      ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ପ୍ରତି ଥାନାର ମୁଖ୍ୟ କରାଯାଉ..

    • @asit_mohanty
      @asit_mohanty Месяц назад +3

      Tame nua sambhidhan lekhiba re

    • @sanatandharma2011
      @sanatandharma2011 Месяц назад +2

      Odisha army sashan hele aau banchibani pakistan bhali paristhiti heba

    • @pradeepkumardas4439
      @pradeepkumardas4439 Месяц назад

      @@sanatandharma2011 Indian army pakistan army bhalia nuhen

    • @sanatandharma2011
      @sanatandharma2011 Месяц назад

      @@pradeepkumardas4439 abe government under chalichi boli na hele sabu seiya

  • @chittaranjanrath3088
    @chittaranjanrath3088 Месяц назад +78

    ଜୟ ଜଓ୍ବାନ୍ ,ଜୟ କିଷାନ୍। ରାଜ୍ୟ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଆମେ ଖୁସି।

  • @Arabindaroutray123
    @Arabindaroutray123 Месяц назад +15

    କି ମାଡ଼ ରେ ଭାଇ ଏଠି Army officer ଙ୍କ ଅବସ୍ଥା ଏମିତି ତାହାଲେ ସାଧାରଣ ଜନତା ଙ୍କର କନ୍ ହେବ . Strict action should taken against Bharatpur Police staff and proper judgement for future

  • @RanjanKumar-mx1ki
    @RanjanKumar-mx1ki Месяц назад +31

    Se lady police ନାଇଟ ରେ ଥିଲେ ଓ କାହା ସହିତ ରତି କ୍ରୀଡା ରେ ଥିଲେ ତେଣୁ ତାଙ୍କର ଅସଲ ଚେହେରା ପଦା ରେ ପଡିଯିବା ଭୟରେ କ୍ରୋଧିତ ହୋଇ ଆକ୍ରମଣ କରିଛନ୍ତି

  • @manojsahu2039
    @manojsahu2039 Месяц назад +34

    କାହିଁ କେଜାଣି ପୋଲିସ ବାବୁ ମାନେ ଖାକି ପୋଷାକ ପିନ୍ଧିଲା ପରେ ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉଛି ,ଆରେ ଖାକି ପୋଷାକର ମର୍ଯ୍ୟାଦା ,ସମ୍ମାନ ବଜାଇ ରଖ , ତେବେ ଯାଇ ଲୋକେ ସାରା ପୋଲିସ department କୁ ସମ୍ମାନ ଦେବେ ନଚେତ୍ ସୋସିଆଲ ମିଡିଆରେ କେମିତି ଲେଖୁଛନ୍ତି ଜାଣି ପାରୁଥିବେ

  • @iindia8565
    @iindia8565 Месяц назад +19

    ନାଇଟ୍ ପିନ୍ଧିଲେ ବହୁତ ସୁବିଧା ମିଳିପାରିବ 30 minutes କାର୍ଯ୍ୟ 3 minutes ରେ ହେଇପାରିବ

    • @azadmohammed1911
      @azadmohammed1911 Месяц назад

      ହା ହା ! ପୁଲିସ station ଏବେ ଘର ପାଲଟି ଯାଇଛି। ସେଇଥିପାଇଁ cc camera ଖୋଲି ଦିଆଯାଇଛି । ସାବାସ୍ odisha police 😁😁👍

  • @GaneshJena-mr1hf
    @GaneshJena-mr1hf Месяц назад +4

    ଏ‌ହେଉଛି ଓଡ଼ିଆ ଶାସନର ଅସ୍ମିତା ର ଉଦାହରଣ ଆଉ ଏକ ଜଳନ୍ତ ଉଦାହରଣ।

  • @Jit007Z
    @Jit007Z Месяц назад +35

    Direct Dismiss..kara .se Lady Police ku🤬

  • @SubashRout-g5k
    @SubashRout-g5k Месяц назад +23

    ସୁରକ୍ଷା ଆଜି ଅସୁରକ୍ଷିତ ଦୁଃଖ ଲାଗୁଛି , ଜୟ ଜଗନ୍ନାଥ 🙏🙏🙏

  • @shreeexpress5745
    @shreeexpress5745 Месяц назад +28

    ସମସ୍ତଙ୍କୁ ଆରେଷ୍ଟ କରାଯାଉ

  • @bijay1680
    @bijay1680 Месяц назад +17

    ଜଦି ମିଛରେ କେସ କରିଚି ପୋଲିସ, ତାହେଲେ , strictly punishment for police

  • @ramaniroutray2262
    @ramaniroutray2262 Месяц назад +40

    ଯଦି ପ୍ରତ୍ୟକ ଘଟଣା ପାଇଁ ଏମିତି ସବୁ ଯବାନ, ବୁଦ୍ଧିଜୀବୀ ଆଉ ସାଧାରଣ ଜନତା ଆନ୍ଦୋଳନ କରିବେ, ତେବେ ପୋଲିସ ମାନେ କାହିଁକି ଦୁଃସାହସ କରବେ? ପ୍ରତିଦିନ ଶହ ଶହ ଗରିବ ଲୋକଙ୍କୁ ପୋଲିସ ନାନା ପ୍ରକାର ଅତ୍ୟାଚାର କରୁଛନ୍ତି l କାହିଁ ସେତେବେଳକୁ କାହାରି ପାଟି ଫିଟୁନି ତ !

    • @Motivational__video56
      @Motivational__video56 Месяц назад

      Ki pain fitibo be . Loko mane fiteiba katha.Army ku misbehave hela Sethi pain semane kale tume mane soithao

    • @chitrasenasamal1116
      @chitrasenasamal1116 Месяц назад +2

      Paisa neiki vote deuthiba janasadharana prathame nijaku thik karantu.. system aape change heijiba

  • @pradipkumarbarik585
    @pradipkumarbarik585 Месяц назад +20

    ନାଇଟିରେ କେତେ ସୋବିତା କିଅଣ ବୁଝିପାରୁନ?

    • @susant__21
      @susant__21 Месяц назад +2

      Khali teki debo aao fat fat purei dabo 😂

  • @biranchinarayanmohanty4699
    @biranchinarayanmohanty4699 Месяц назад +15

    ଏ ସରକାର କେବଳ ଦେଷକୁ ବିକିବାକୁ ବେସ୍ତ

  • @Thevenomx_
    @Thevenomx_ Месяц назад +33

    Police station ❌
    Rxxdi khana✅

  • @srikanta671
    @srikanta671 Месяц назад +9

    ସେ ଥାନାରେ ପୁରୁଷ ପୋଲିସ ଲେଡି ପୋଲିସ, ଗିଁହା ଗେଁହି ହୁଅନ୍ତି,, ଲଙ୍ଗଳା ହେଇ କି,, ବିନା ୟୁନିଫର୍ମ ରେ କଣ କରୁଥିଲେ,, ସିସିଟିଭି କ୍ୟାମେରା ନାହିଁ
    ସବୁ ବେଳେ ଗିଁହା ଗେଁହି ହୁଅନ୍ତି

  • @GaneshJena-mr1hf
    @GaneshJena-mr1hf Месяц назад +3

    ଏହାର ବିଚାର ମୋହନ ସରକାର କେମିତି କରିଵେ,ତାହା ଉଦାହରଣ ହୋଇ ରହିବ,ଆଉ ଗୋଟେତ ଘଟଣା ଥିଲା ରାଜ୍ୟ ପାଳ ପୁଅ Luxury ଗାଡି ନ ପାଇଵାରୁ କେମିତି ପିଟି ଲହୁ ଲୁହାଣ କରିଥିଲେ , ତା'ର ତ ବିଚାର କିଛି ହେଲାନି ,ଏଇଟା ମଧ୍ୟ ସେମିତି ହୈବାର ଜଣାଯାଏ,ମହୋନ ସରକାର ଅମଳରେ ଏମିତି ହେଵାର ଉଦାହରଣ ମିଳେ ଏବଂ ହୁଏ ,ହେଵାର ଜଣା ଯାଉଛି ମଧ୍ୟ।

  • @biranchinarayanmohanty4699
    @biranchinarayanmohanty4699 Месяц назад +11

    ସେଇଟା ଥାନା ନା ରଙ୍ଗସାଳା ଅଜୋଗ୍ୟ ମୁଖ୍ୟମନ୍ତ୍ରୀ

    • @bishnupadanayak7869
      @bishnupadanayak7869 Месяц назад +6

      ହେଇରେ ବିଜେଡି ର ପେଳଟେକା ବୁଢ଼ା, ଯେତେବେଳେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ଥିଲେ. ତାକୁ କାହଁକି ଚାକିରୀ ଦେଲେ.. ଅଭଦ୍ର ବୁଢ଼ା ଶଳା। 🙄

    • @melisha4236
      @melisha4236 Месяц назад +2

      Navin to nije rangashala kholi thila...

  • @himansubhusansamantaray696
    @himansubhusansamantaray696 Месяц назад +5

    ନାଇଟୀ ପିନ୍ଧିଲେ ତ ରାତି ଡ୍ୟୁଟି ର କଷ୍ଟ ଲାଘବ ହୁଏ ଆଉ ରାତି ଟା ରଙ୍ଗୀନ୍ ହେଇଯାଏ।

  • @jchoudhury274
    @jchoudhury274 Месяц назад +64

    ଥାନା ରେ ପୁଣି ନାଇଟ୍ ପିନ୍ଧା କଣ ଚାଲିଛି

    • @Beardman35
      @Beardman35 Месяц назад +9

      Quick action… ete khola kholi deri haba … nighty teki dele sabu khela start 😂😂😂

    • @kuldeepparida1608
      @kuldeepparida1608 Месяц назад +6

      Bhai khela chalithiba ratire

    • @odisha-x-pro1056
      @odisha-x-pro1056 Месяц назад +7

      ​@@Beardman35 khela chalithila army officer dekhidele

    • @Riderff001
      @Riderff001 Месяц назад +3

      Sata kahidela to sethi pai tike ragi gale😂

    • @SisirTripathy-c3k
      @SisirTripathy-c3k Месяц назад

      Night pindhile iic kama jaldi sarideba sethipain

  • @khageswarseth5834
    @khageswarseth5834 Месяц назад +20

    Police station re new uniform night 👗👗👗👗👗👗👗👗👗👗👗👗👗

  • @biswaranjanmohapatra2518
    @biswaranjanmohapatra2518 Месяц назад +2

    ମୋହନ ସରକାର ତୁରନ୍ତ ଏ🎉🎉🎉 ପୋଲିସ ଙ୍କୁ ବିଦା କରି ନୂଆ ପିଲାଙ୍କୁ ସୁଯୋଗ ଦିଅନ୍ତୁ 🎉🎉🎉🎉

  • @ChandraMohan-hh3vi
    @ChandraMohan-hh3vi Месяц назад +12

    Sir ସାଧାରଣ ଲୋକଙ୍କ ଜୀବନ ତୋ ଝାଣ୍ଡ କରିଦେଇଛି police | sir ଯଦି କୁହାଯାଏ police ଉପେର ଭରସା କରିବେ ନା Army ଉପେର ତାହେଲେ ମୁଁ ଆଖି ବୁଜିକି ଆମ indian army କହିବି ||

    • @SANGRAMBEHERA-j4f
      @SANGRAMBEHERA-j4f Месяц назад

      Bhai tama pari kichi lokamananku naei sangathan darkar pranam

  • @odfactduniya
    @odfactduniya Месяц назад +13

    ଓଡିଶା ପୋଲିସ କିପରି ଜନସାଧାର ଙ୍କ ସେବା ଯୋଗାଇ ଦିଏ ତାର ଉଦ୍ଧାରଣ ତ ନିଜେ ଵର୍ତମାନ ର ମୁଖ୍ୟମନ୍ତ୍ରୀ। ତାଙ୍କ ସହ ଯାହା କରିଥିଲା ଏଇ ଓଡିଶା ପୋଲିସ ତା ସାରା ଓଡିଶା ଦେଖିଛି।

  • @JyotshnamayeeNayak-j1d
    @JyotshnamayeeNayak-j1d Месяц назад +18

    Pcr kebal police nkar parsanal use paee.

    • @RupNarayanMajhi
      @RupNarayanMajhi Месяц назад +1

      ଦାଦାବଟି ଆଦାୟ ପାଇଁ ?

  • @binodinibiswal1622
    @binodinibiswal1622 Месяц назад +11

    Seithipain ta ratire sabuthi chora pasuchanti...emane ta nighty pindhi ki soibe...

  • @SatyaranjanSethy-u3l
    @SatyaranjanSethy-u3l Месяц назад +2

    ଗୋଟେ ଝିଅ ଯଦି 7ଜଣ ପୋଲିସ ବାଡେଇଲା ପୋଲିସ ଵାଲା କ ଫେଟନସ ଉପରେ ସନ୍ଧେହ ହୋଉଛି ସମାନଙ୍କର ଫେଜିକାଲ ଟେଷ୍ଟ ନିଆଯାଉ ଇମାନେ ସାଥେପାଁଇ ଗଣ୍ଡ ଗୋଳ ହେଲେ ପୋଲିସ ଲଟେ ରେ ପହଚନ୍ତି ପୋଲିସ ମୁରୁଦାବାଦ ଅରିମ ଜିନ୍ଦାବାଦ 🙏🙏🙏👍

  • @KedarJena-ki9el
    @KedarJena-ki9el Месяц назад +9

    Thanks state govt,for immediate action

  • @NilamaniSahu-de9rl
    @NilamaniSahu-de9rl Месяц назад +3

    ପୋଲିସ୍ ର ଅମାନୁଷିକ ଅତ୍ୟାଚାର ନିନ୍ଦନୀୟ।ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରସ୍ଵରାଷ୍ଟ୍ର ମନ୍ତ୍ରୀ ଓ ଦେଶରକ୍ଷା ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ।

  • @magicianrajprusty
    @magicianrajprusty Месяц назад +3

    Police micha kahuchi.... Public mane misi ki punishment deba darkar

  • @hemantakumar9510
    @hemantakumar9510 Месяц назад +1

    ମହିଳା ପୋଲିସ ଡିଉଟିରେ ଥାଇ ଯଦି ନାଇଟ୍ ପିନ୍ଧୁଛି ତାହେଲେ ସେ kn କରୁଥିବ ଏଥିରୁ ସମସ୍ତେ ଜାଣିପାରୁଥିବେ

  • @SantoshPatra-jb7ey
    @SantoshPatra-jb7ey Месяц назад +1

    ଥାନାରେ କୋଣ ଅନୁ କୋଣରେ ସିସି ଟିଭି କ୍ୟମ ରା ଲଗା ଯାଉ ଜଣା ପଡିବ କିଏ ସାଧୁ କିଏ ଚୋର

  • @manojmohapatra798
    @manojmohapatra798 Месяц назад +1

    ସରକାର ଇସ୍ତଫା ଦବା ଦରକାର
    Osiaha ବ୍ଂଦ କର

  • @kishorchandra2531
    @kishorchandra2531 Месяц назад +2

    ଓଡ଼ିଶା ପୋଲିସଙ୍କୁ ଦଣ୍ଡ ଦିଆଯିବ ଉଚିତ୍।

  • @SadhabanandaPanda
    @SadhabanandaPanda Месяц назад +5

    ପ୍ରକୃତ ଦୋଷୀଙ୍କ ବିରୋଧରେ କୋର୍ଟ ଯାହା ନିଷ୍ପତ୍ତି ନେବେ ଅପେକ୍ଷା କରାଯାଉ

  • @salkhubaskey1706
    @salkhubaskey1706 Месяц назад +3

    ଯଦି ମୋହନ ମାଝି କୁ keonjhar ରେ ଏମିତି ହେଇଥିଲା ଏବେ ପୋଲିସ ଉପରେ କାର୍ଯାନୁଷ୍ଠାନ ହେବା ଦରକାର

  • @alekhprasad8885
    @alekhprasad8885 Месяц назад +1

    Police ସବୁବେଳେ ସାଧାରଣ ଜନତାଙ୍କୁ ଲାଠିମାଡ, ଫାଇନ ଆଦାୟ, ନାଲିଆଖି ଦେଖାଇଵା, କହିବାକୁ ନ ଦେଵା, କିଛି ନ ଶୁଣିବା ଆଦି ବହୁତ example ରହିଛି

  • @prasantakumarbiswal7570
    @prasantakumarbiswal7570 Месяц назад +1

    ଡିଉଟି ରେ ମହିଳା ପୋଲିସ ନାଇଟ ପିନ୍ଦିଲେ କାମ କରିବାକୁ କିଛି ଅସୁବିଧା ହେବନାହିଁ ତେଣୁ ତାଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦିଆଯିବ ଅପେକ୍ଷା କରନ୍ତୁ

  • @GaneshJena-mr1hf
    @GaneshJena-mr1hf Месяц назад +1

    ମହୋନ ସରକାର ଙ୍କୁ ଜିନ୍ଦାବାଦ,ଭରତପୁର ଥାନାର ପୋଲିସ କୁ ମଧ୍ୟ ଜିନ୍ଦାବାଦ, ଲଜ୍ଜ୍ୟା ହୀନ ଓ ଵେହିଆ ଶାସନ । ନବିନ ଶାସନ ଠୁ ବଳିଗଲା ।

  • @ajitkumarsamal7202
    @ajitkumarsamal7202 Месяц назад +5

    Emitika police nku kebe chhadantuni. Justice paiba jaine ladhantu

  • @dr.surendranathdash8861
    @dr.surendranathdash8861 Месяц назад +7

    Home minister should resign. Army officer should get justice

  • @sanjitkumarroy3313
    @sanjitkumarroy3313 Месяц назад +1

    ସବୁ duty ରେ ଥିବା police staff ମାନଙ୍କୁ କଡ଼ା ଦଣ୍ଡ ଦିଆଯାଉ,😠😠😠😠

  • @rajivmishra2985
    @rajivmishra2985 Месяц назад +4

    ଏହି ଲୋକର ଅବିବାହିତା ଝିଅ ଏତେ ରାତିରେ ସେ ମେଜର ସହ କେଉଁ ଆଡେ କଣ ପାଇଁ ଯାଇଥିଲା ସେ କଥା ଟିକେ ପଚାର ।

    • @sarojpatnaik8664
      @sarojpatnaik8664 Месяц назад +1

      Right katha

    • @sarfaroshkitamanna8388
      @sarfaroshkitamanna8388 Месяц назад +1

      Right

    • @sarfaroshkitamanna8388
      @sarfaroshkitamanna8388 Месяц назад

      Jadi ame sachetana na haba police kana ama gharaku neiki chadiba

    • @Smileheart63
      @Smileheart63 Месяц назад +1

      Se major nk girlfriend seta kan problems police ra jaha duty se seta kariba na night dress re rahi maja kariba thana re ata kan nua uniform polic station ra

    • @sonarammurmu8868
      @sonarammurmu8868 Месяц назад

      Tama Vali lokanka pain rape hauchi

  • @rajatkumarmishra5912
    @rajatkumarmishra5912 Месяц назад +3

    ସେ ପୋଲିସ କୁ ବଡ଼ାଇବା ଦରକାର

  • @feelmydil
    @feelmydil Месяц назад +5

    This is common in most of the police station across the state.

  • @uttamkumarmunda8702
    @uttamkumarmunda8702 Месяц назад +11

    Ghoda gehi duty re kon nighty ପିନ୍ଧିଥିଲା gandi ମେଲେଇକି ଶୋଇବ ବୋଲି na kon

  • @jenabox765
    @jenabox765 Месяц назад +1

    Proud🇮🇳 for you defence ❤

  • @subhasreemishra3516
    @subhasreemishra3516 Месяц назад +1

    Well Said Sir

  • @arungiri1707
    @arungiri1707 Месяц назад +1

    Chhhii..chhi..
    Plz take action .
    If system is corrupt
    Change it

  • @GaneshJena-mr1hf
    @GaneshJena-mr1hf Месяц назад +1

    ମିଡିଆ ଏହାକୁ ବାରମ୍ବାର ପ୍ରଚାର ହୈଵା ଉଚିତ।

  • @abhighibila9017
    @abhighibila9017 Месяц назад +2

    Odisha re army 💪 power Darkar 🇮🇳

  • @pramodjhankar9720
    @pramodjhankar9720 Месяц назад +1

    ପୋଲିସ କୁ private କରାଯାଉ, ଆମର ଦାବି

  • @user-sd2bg9ml4w
    @user-sd2bg9ml4w Месяц назад +1

    we want justice
    strict action should be taken

  • @gcmohanty7484
    @gcmohanty7484 Месяц назад +1

    It seems, Odisha police has been highly motivated by WB police...!!! after RG Kar issue..

  • @rabijena4494
    @rabijena4494 Месяц назад +3

    Jay hind jay bharat Jay jagannath

  • @upendrasahoo2534
    @upendrasahoo2534 Месяц назад +1

    Fight for injustice

  • @prasannaparhi2875
    @prasannaparhi2875 Месяц назад +1

    ସବୁ ପୋଲିସ ଥାନାର ବ୍ୟବହାର ଏହିପରି

  • @swagatdas1412
    @swagatdas1412 Месяц назад +11

    Police nka dadagir juge juge rahi ashichi

  • @sarthaksoubhagya258
    @sarthaksoubhagya258 Месяц назад +4

    ଓଡ଼ିଶା ପୋଲିସରେ ୨୪ବରଷ ଥିବା ସରକାର ୨୦ ଭାଗ ସିଟ୍ ପୂରଣ କରିବାକୁ ସମର୍ଥ ହେଲେ ନାହିଁ। ବର୍ତ୍ତମାନ ୫୦ ଭାଗ ସିଟ୍ ଖାଲି ଅଛି କେମିତି ସମ୍ଭାଳିବେ ଏତେ ଆଇନ ଶୃଙ୍ଖଳା ପରିସ୍ଥିତି ସେଥିରେ ୩୦ ଭଗ ମହିଳା ସଂରକ୍ଷଣ ରହିଲେ ଯାହା ହେବ.....

  • @TusarNayak-im3qw
    @TusarNayak-im3qw Месяц назад +1

    ଏତେ କଥା ହେଲା ମିଲିଟାରୀ ମାଡ଼ ଖାଇଲା ପୋଲିସ ଦ୍ବାରା,ଆମର ଜଣେ ମିଲିଟାରୀ ଭାଇ ସୋସିଆଲ ମିଡିଆରେ ବହୁତ ପ୍ରଚାର ପ୍ରସାର କରୁଥିଲେ ସେ କୁଆଡେ ଗଲେ

  • @NiranjanMalik-id9ch
    @NiranjanMalik-id9ch Месяц назад +1

    Jai hind sir

  • @ganeswarsingh7920
    @ganeswarsingh7920 Месяц назад +1

    ସେହି ଥାନାର ସବୁ ପୋଲିସ ବାଲାଙ୍କୁ ସସପେଣ୍ଟ୍ କରାଯାଉ।

  • @KulamaniPanda-r3r
    @KulamaniPanda-r3r Месяц назад +1

    Right right

  • @MKD886
    @MKD886 Месяц назад +1

    ସେ ଲେଡିସ୍ ପୋଲିସ କୁ କୁହ ରାତିରେ ବ୍ରା ପିନ୍ଧିକି ବୁଲିବ।କି ଯୁଗ ହେଲା, ବେଧେଇ ଛତିରି ପୋଲିସ ହେବେ ଭଲ ସଚୋଟ ଝିଅ କଣ୍ କରିବେ

  • @bajunath3828
    @bajunath3828 Месяц назад +1

    ମାଘିଆ ପୁଲିସକୁ ଚାକ୍ରିରୁ ବାହାରକର

  • @subratkumarnayak9653
    @subratkumarnayak9653 Месяц назад +2

    ଧନ୍ଯରେ ଇଲିସି ମାଛ ଖିଆ ବାବୁ କଣ୍ଟା ତଣ୍ଟି ରେ ଲାଗିଲା ଏଥର ।

  • @shreekant3342
    @shreekant3342 Месяц назад +1

    Police station must be fully covered Under the CCTV surveillance

  • @rabindrabehuria9354
    @rabindrabehuria9354 Месяц назад +1

    ଥାନା ଭିତରେ କାମ ଚାଲିଥିଲା, ଏମାନେ ଡିଷ୍ଟରବ କଲେ। ତେଣୁ ମାଡ ଖାଇଲେ ା

  • @avimanyupatri4365
    @avimanyupatri4365 Месяц назад +1

    ନାରୀ ସଶକ୍ତିକରଣର ନିଚ୍ଛକ ଉଦାହରଣ. ପ୍ରକୃତରେ ଯୁଗେ ଯୁଗେ ଅଯୋଗ୍ୟ ମାନଙ୍କୁ ଯୋଗ୍ୟ ସ୍ଥାନରେ ବସେଇଲେ ସେମାନେ ନିଶ୍ଚୟ ଉଦ୍ଧତ ହେବେହିଁ ହେବେ. କିନ୍ତୁ ସେମାନଙ୍କର ଉଦ୍ଧତତା ବଢିଯାଏ ଯେତେବେଳେ ଅଦାଲତ ଅନ୍ଧ ପାଲଟିଯାଏ. Accountability is most essential.

  • @DusmantMaharana-g2n
    @DusmantMaharana-g2n Месяц назад +1

    Every where in police station including secret chambers should installed CC TV cameras .By which each and every incident can be recorded.

  • @BapinaBhola-er5hs
    @BapinaBhola-er5hs Месяц назад +7

    Mg chora odisha police.

  • @kamallochannayak9660
    @kamallochannayak9660 Месяц назад +2

    Police Dress Uthai Night Dress Police Mananku Diajau Govt .

  • @biswaranjanmohapatra2518
    @biswaranjanmohapatra2518 Месяц назад

    ଓଡ଼ିଶାର ୮୦ ଭାଗ ପୋଲିସ୍ ଡକାୟତ ଠାରୁ ବି ଭୟଙ୍କର 🎉🎉🎉🎉🎉🎉 ତୁରନ୍ତ ବିଦା କରାଯାଉ ଏମାନଙ୍କୁ 🎉🎉🎉

  • @akshayakumarbhol4132
    @akshayakumarbhol4132 Месяц назад +1

    ଓଡ଼ିଶା ପୋଲିସ ର ଅଧିକାଂଶ କର୍ମଚାରୀ ଉପଯୁକ୍ତ ଭାବେ ଖାକି ୟୁନିଫର୍ମ ପିନ୍ଧିବା ଶିଖିନାହାନ୍ତି । ଯେତେବେଳେ ସେମାନଙ୍କୁ ଖାକି ପୋଷାକ ସହିତ ପାଦରେ ହାୱାଇ ଚପଲ୍ ପିନ୍ଧିଥିବା ଦେଖିବାକୁ ମିଳେ, ସେତେବେଳେ ଭାରି କୌତୁକ ଲାଗେ ।

  • @dr.purnendutripathy5263
    @dr.purnendutripathy5263 Месяц назад +1

    ନାଇଟି ରେ ଅଛି ମାନେ ସେ ସସ୍ପେଣ୍ଡ ହେବାକଥା ନୁହେଁ ବରଂ ବହିଷ୍କାର ହେବା କଥା।। ପୋଲିସ କଣ କରେ ସାଧାରଣ ଜନତା ଜାଣନ୍ତି

  • @sipun5
    @sipun5 Месяц назад +10

    Sabu bhaul tama jhia ra madam nighty pindhi kalana seba ra maja neu thila .pura thana jaka staff santi heu thile tuma jhia complaint debaku jai disturb kale .

  • @HimansuKumarDas-c8e
    @HimansuKumarDas-c8e Месяц назад +4

    May be fixed IPC 511,Hurt & assult,IpC 307.....,IPC,505. etc

  • @dasarathynaidu3214
    @dasarathynaidu3214 Месяц назад +3

    ପୋଲିସ କୁ ଗୁଳି କଲେ ଭଲ ହୁଅନ୍ତା

    • @BaskeyAnanta
      @BaskeyAnanta Месяц назад

      ଗୁଳି କଲା ପରେ ତ ମାଆ ଭଉଣୀ କୁ କେହି ଗେହିଁଲେ ତୁ କାହା ପାଖକୁ ଯିବୁ 😅😅

    • @deepakbarik7795
      @deepakbarik7795 Месяц назад

      ​@@BaskeyAnantata maa bhauni ku gehibaku jiba

  • @ajaykumarbehera5018
    @ajaykumarbehera5018 Месяц назад +6

    Odisha,police,same,sema,lajya,lazya

  • @saraswatimarndi572
    @saraswatimarndi572 Месяц назад +2

    Odisha police chi chi,police ku uchit sikhya diyajaw,odisha police hay hay,chi chi

  • @KANHUMAJHI-jb4yw
    @KANHUMAJHI-jb4yw Месяц назад

    Very good sahab apono pura tadanta karantu abong uchit karwai karantu jai hind

  • @SusantaBiswal-h2p
    @SusantaBiswal-h2p Месяц назад +1

    Why all police stations don't have 24 hour CCTV.
    IF CCTV not working police station head must be accountable

  • @piush.biswal3615
    @piush.biswal3615 Месяц назад +1

    ଉଚ୍ଚପଦସ୍ଥ ଅଧିକାରୀ ଙ୍କ କଥା କହିଲେ ନ ସରେ

  • @rajatkumarmishra5912
    @rajatkumarmishra5912 Месяц назад +1

    ଆଜି ବାଂଲାଦେଶୀ ଓଡିଶା ରେ ବହୁତ ଅନୁ ପ୍ରବେଶ
    କରୁଛନ୍ତି, କେବଳ ଓଡିଶା ପୋଲିସ ଏଥି ପାଇଁ ଦାଈ

  • @POWER_OF_BAPPA
    @POWER_OF_BAPPA Месяц назад

    ଇଏ ହେଉଛି ନୂଆ ଓଡିଶା ଏ ଭଳି ମହିଳା ସମାଜକୁ ନଷ୍ଟ ରୁ ରକ୍ଷା କରିବାଲାଗି ଆଜି ମୁହଁ ଖୋଲିଛନ୍ତି। ନାରୀ ଆମ ରାଜ୍ୟ ଏବଂ ଦେଶର ଭବିଷ୍ୟତ।ନାରୀ ସନମାନ ଆମ ମା ଭଉଣୀଙ୍କ ସନମାନ ।🌍🙏

  • @lipidas5058
    @lipidas5058 Месяц назад +2

    Nite re nite pindhile subidha haba

  • @Eagleeye774
    @Eagleeye774 Месяц назад +1

    ସେନା ଦାୟିତ୍ୱବାନ, କର୍ତ୍ତବ୍ୟନିଷ୍ଠ, ଦେଶ ପାଇଁ ଜୀବନକୁ ବାଜି ଲଗେଇଦିଅନ୍ତି କିନ୍ତୁ ଓଡିଶା ପୋଲିସ ଲାଞ୍ଚୁଆ, ମିଛୁଆ, ଅଭଦ୍ର, ନେତା କୁଜିନେତାଙ୍କ ଚାଟୁକାର (ଅବଶ୍ୟ ସମସ୍ତେ ଏପରି ହୋଇ ନ ପାରନ୍ତି).. ତେଣୁ ରାଶି ମେଳ ଖାଇବା ଅସମ୍ଭବ..😂

  • @SadhabanandaPanda
    @SadhabanandaPanda Месяц назад +1

    ଆର୍ମି ଅଫିସର, ପୋଲିସ ସ୍ଥାନରେ ଏବଂ ପୋଲିସ ଆର୍ମି ଅଫିସର ଙ୍କ ସ୍ଥାନରେ ରହିବା ପରେ ନିଜେ ନିଜକୁ ଭଲଭାବରେ ବୁଝି ଯିବା ଦରକାର, ଅଯଥା ପକ୍ଷ ଙ୍କୁ ଯଥା ସରକାର ଏବଂ ଦୁଇ ସରକାରୀ ସଙ୍ଗଠନ କୁ ସମସ୍ୟା ରେ ପକାଇବା ଉଚିତ୍ ନୁହେଁ

  • @Faltutokarafaltuvideo
    @Faltutokarafaltuvideo Месяц назад +1

    ଗୋଟେ ଲୋକ ବି ପୋଲିସ ଙ୍କ ସପୋର୍ଟ ରେ କମେଣ୍ଟ ଦେଇ ନାହାନ୍ତି କାହିଁକି ଏତେ ଭଲ ପାଇବା ପୋଲିସ ଙ୍କ ପ୍ରତି 👈

  • @lambodarmallick2410
    @lambodarmallick2410 Месяц назад

    I salute your public movement thanks bhai

  • @BhabaniprasadLenka
    @BhabaniprasadLenka Месяц назад +2

    Se jhia jadi police nku badeila police jhia ku badeiba tebe law kanhiki achhi police namare criminal case (nonbalabl ofence)heba darakar suspend nuhe