When Will CBI Investigate Mamita Meher Murder Case? | No Comments | Nirbhay Gumara Katha

Поделиться
HTML-код
  • Опубликовано: 29 сен 2024
  • When Will CBI Investigate Mamita Meher Murder Case? | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political RUclips Channel.
    Odisha's Fastest Growing Political RUclips Channel.
    Odisha's Fast Ever Only Political RUclips Channel.
    Odisha's Most Popular Political RUclips Channel.
    For Latest Odisha Political News Follow us:
    RUclips: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Комментарии • 129

  • @abanipradhan
    @abanipradhan 3 месяца назад +34

    CBI enquiry ନ କଲେ ଜାଣିବା ଏଇ ସରକାର ଭୋଟ ପାଈଁ ସବୁ କହୁଥିଲେ🙏🙏🙏CBI ଆସିବା ଦରକାର

  • @jayantidas8179
    @jayantidas8179 3 месяца назад +9

    This is the power of nirvay,within 4 minutes 260 views 61 likes🙏🙏🙏

  • @sureshmishra7180
    @sureshmishra7180 3 месяца назад +2

    NEET exam ra CBI investigation hau on public demand

    • @pritampolei7087
      @pritampolei7087 3 месяца назад

      Case supreme court re achhi so wait

    • @lipun1531
      @lipun1531 3 месяца назад

      Our education minister 🤡

  • @user-pu4gq6fi2o
    @user-pu4gq6fi2o 3 месяца назад

    Agya train accident heichi 50 loka maleni apna ta gyani loka tike ta bisayare kahile bhala huanta !😂😅😅😅😅😅

  • @indiradutta5837
    @indiradutta5837 3 месяца назад +35

    ସବୁ ପେଡ଼ି ଖୋଲି ଦେଉଥିବାରୁ ଅନେକ ଅନେକ ଧନ୍ୟବାଦ୍

  • @lilamayasahu6669
    @lilamayasahu6669 3 месяца назад +6

    Swami Laxmanananda
    Naba das
    Soumya ପାରଳାଖେମୁଣ୍ଡି
    ଇତିଶ୍ରୀ
    ବେବିନା
    Saraswati kunduli
    Pari
    Piyu
    Mamita
    ସମସ୍ତଙ୍କ cbi injury heba କଥା

  • @geetaranisamal6638
    @geetaranisamal6638 3 месяца назад +26

    ସେ ସ୍ବର କାହିଁକି ଦବି ଯାଇଥିଲା ସେକଥା ମମିତା ର ମା ଓ ବାପା ଖୁଲାସା କରିବା ଦରକାର।

  • @sureshkumarmallick2596
    @sureshkumarmallick2596 3 месяца назад +21

    ମମିତା ମେହର ଙ୍କୁ ନ୍ୟାୟ ମିଳୁ, ତାଙ୍କ ଅତୃପ୍ତ ଆତ୍ମା ସଦ୍ଗତି ପ୍ରାପ୍ତି ହେଉ 🙏

  • @binayakumarsethi6114
    @binayakumarsethi6114 3 месяца назад +10

    ନବୀନ ପଟ୍ଟନାୟକ ଆଉ ପାଣ୍ଡିଆନ ଙ୍କୁ କେବେ ତଦନ୍ତ ପରିସରକୁ ନିଆଯିବ ଅପେକ୍ଷା ରହିଲା ।

  • @basantajena5418
    @basantajena5418 3 месяца назад +13

    ଉଚିତ କଥା କହିଲେ sir | ଏହି ବାପ ମା ଉଭୟ ମିଳିତ ଭାବେ ପ୍ରକାଶ୍ୟରେ କହିଥିଲେ କି, ଆମ ଝିଅ ର ଚରିତ୍ର ସଂହାର କରାଯାଉଛି | ପୁନଶ୍ଚ ବ୍ରହ୍ମଗିରି ଅଂଚଳରେ ସଞ୍ଜୟ ଦାସ ବର୍ମା ଙ୍କର ଜଣେ ଯୁବ ସମର୍ଥକ ଙ୍କ ହତ୍ୟା ଘଟଣା ରେ ତାଙ୍କ ସ୍ତ୍ରୀ ପ୍ରଥମେ ହତ୍ୟା ଘଟଣା ରେ ଦାସବର୍ମା ଙ୍କର ହାତ ଅଛି ବୋଲି ଅଭିଯୋଗ କରିଥିଲେ ଓ ତା ପରେ କହିଲେ ଯେ, ଏଥିରେ ରାଜନୀତି କରା ନଯାଉ | ନିର୍ବାଚନ ପୂର୍ବରୁ ପୁଣି ଅଭିଯୋଗ କଲେ ଯେ, ଦାସବର୍ମା ଙ୍କୁ ହତ୍ୟା ଘଟଣା ରେ ଗିରଫ କରାଯାଉ | ତେଣୁ ଏଥିରୁ ସ୍ପଷ୍ଟ ହେଉଛି କି, ପୀଡିତ ମାନେ ବି ପରିସ୍ଥିତି ଦେଖି ମତ ପରିବର୍ତ୍ତନ କରୁଛନ୍ତି |

    • @jchoudhury274
      @jchoudhury274 3 месяца назад

      ଚାପ ନା ଡର ନା ପଇସା ଲୋଭ ଜୟ ଜଗନ୍ନାଥ

    • @debaprasaddash3878
      @debaprasaddash3878 3 месяца назад

      ଏହାର ନାଁ ମୁଁ ଦେଇଛି -- ' କଳାହାଣ୍ଡି ସିଣ୍ଡ୍ରୋମ '। ସନ୍ତାନଙ୍କୁ ହରେଇବା ପରେ ବି ପିତା ମାତା ବିକ୍ରି ହୋଇଯିବା।

  • @bimbadhardash286
    @bimbadhardash286 3 месяца назад +4

    ଆମର ନୂଆ ମୁଖ୍ୟ ମନ୍ତ୍ରୀଙ୍କୁ ଯେଉଁ ଥାନା ବାବୁ ଜଣକ ଅପମାନିତ କରିଥିଲେ, ମୁଁ ବିନମ୍ର ଅନୁରୋଧ କରେକୀ ସେ ବାବୁଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ୍ ଅନ୍ୟ ଥାନା ବାବୁ ମାନଙ୍କ ଶିକ୍ଷା ହେବ ନାହିଁ।

  • @raghumaninayak9593
    @raghumaninayak9593 3 месяца назад +12

    BJD ସରକାରର ସବୁ ଅଳିଆ ସଫା ହେବା ଜରୁରୀ

  • @pradippradhan4388
    @pradippradhan4388 3 месяца назад +12

    ସମସ୍ତ ବିଭାଗରେ ତଦନ୍ତ ହେବା ଦରକାର

  • @susantasahoo9544
    @susantasahoo9544 3 месяца назад +3

    C B I ତଦନ୍ତ ନିହାତି କରାଯାଉ ।ବିଜେପି ମମିତା ମେହେର ମୃତ୍ୟୁର CBI ତଦନ୍ତ ଦାବି କରିଥିଲା।ବର୍ତ୍ତମାନ ନିଜେ ସରକାରରେ,। CBI enquiry ପାଇଁ ସୁପାରିଶ କରିବାରେ ଅସୁବିଧା ହବନି।

  • @bishnucharnrana3282
    @bishnucharnrana3282 3 месяца назад +13

    CBI investigation should be taken immediately.

  • @sanjayadas7539
    @sanjayadas7539 3 месяца назад +8

    ସତ୍ୟାସତ୍ୟ
    ଓଡ଼ିଶାର ଲୋକେ ଜାଣିବା ଦରକାର।

  • @BDNayak
    @BDNayak 3 месяца назад +9

    ତୋ ବାକ୍ୟ ତୁହି ରକ୍ଷାକର
    ଅସତ୍ୟ ନୁହେଁ ସୌଦାଗର।

  • @sarojprusty2005
    @sarojprusty2005 3 месяца назад +6

    Heba darkar upajukta samaya asijai achhi

  • @AntaryamiKhamari-h3w
    @AntaryamiKhamari-h3w 3 месяца назад +4

    ସାର ନମସ୍କାର ଆପଣଙ୍କ ପରିବେଷଣ ଦେଖିବାକୁ ବହୁତ ଭଲ ଲାଗୁଚି ମମିତା କୂ ନ୍ୟାୟ ମିଳୁ

  • @prafullakumarnayak7767
    @prafullakumarnayak7767 3 месяца назад +9

    Yes,CBI investigation must be done soon as possible

  • @subhamkumarsingh5612
    @subhamkumarsingh5612 3 месяца назад +6

    Acf somya case kuha sir on public demand

  • @ajitkumarpanda6388
    @ajitkumarpanda6388 3 месяца назад +3

    ବିରୋଧୀ ରେ ଥିଲା ବେଳେ CBI ତଦନ୍ତ ଦାବି କରୁଥିଲେ ଏବେ ତ ସରକାର ରେ ତେଣୁ CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଓଡ଼ିଶା ର ଲୋକ ମାନଙ୍କ ର ଅସ୍ଥା ଭାଜନ ହେବା ନିଶ୍ଚିତ ଦରକାର,,,, ଡର କାହାକୁ ଅଛି କି ନୂଆ ସରକାରଙ୍କର,,,,,,,,,,

  • @laxmanmurmu3285
    @laxmanmurmu3285 3 месяца назад +4

    Thanks sir Mamita Meher ku justice miliba uchit

  • @runanayak4173
    @runanayak4173 3 месяца назад +6

    ନିଶ୍ଚୟ CBI ତଦନ୍ତ ହେବ....

  • @successodisha2581
    @successodisha2581 3 месяца назад +5

    Kuchhi habani agya.... Aji apana BJP ku support karuchhanti ....lekhiki rakhnatu 2.5 yr pare b kichhi habani Sure hoi ruhantu......

    • @pritampolei7087
      @pritampolei7087 3 месяца назад +1

      Apekhya kara baba

    • @successodisha2581
      @successodisha2581 3 месяца назад

      @@pritampolei7087 nihati kariba nakariki bi bata nahi... 5yrs jae ta dekhiba ku badhya ..... Kintu mu jaha dekhuchi abe BJP ra jou Ground Karmi thile semana nku chhadi abe BJD loka mane besi priya heleni.....

    • @pritampolei7087
      @pritampolei7087 3 месяца назад

      @@successodisha2581 semiti kichhi nahi tumara bhul dharana.bjp ra sabu area re neta nahanti athara BJP ku parivartan ra nara sath dela.dala abe tharu 2029 katha bhabilani.bjd ra bahut puruna neta bjp ku palei asibe . Naveen next 5years pare au ta katha nuha physically unfit hoijiba fully so odisha re only BJP Congress fight heba BJD AIADMK bhali hoijiba

  • @saratmishra7100
    @saratmishra7100 3 месяца назад +2

    କେବେ CBI investigation ହେବ ?
    ଜନତା ଅପେକ୍ଷା କରିଛନ୍ତି।
    ନହେଲେ ଏ ସରକାର ଙ୍କ ଉପରେ ସନ୍ଦେହ ହେବ।

  • @malaykumarpraharaj1864
    @malaykumarpraharaj1864 3 месяца назад +4

    ମିଳିବା ଉଚିତ 👌

  • @chandipadapanda4707
    @chandipadapanda4707 3 месяца назад +2

    ଭାନୁମତୀ ପେଡି ଧୀରେ ଧୀରେ ଖୋଲିଲେ କେତେ କଣ ରହସ୍ଯ ଉନ୍ମୋଚନ ହେବ ତାହା ଦେଖିବାର ଅଛି ।

  • @sanjayparida2861
    @sanjayparida2861 3 месяца назад +2

    ସମସ୍ତ ହତ୍ୟାକାଣ୍ଡ, ରାଜସ୍ବ ଲୁଟ, ନିଯୁକ୍ତି ସମସ୍ତ ବିଭାଗର ତଦନ୍ତ ନିତାନ୍ତ ଆବଶ୍ୟକ।

  • @manjulatadasmohapatra6707
    @manjulatadasmohapatra6707 3 месяца назад +6

    Sir 🙏🙏 Sabu sata.katha👍👍

  • @devendramaharana3540
    @devendramaharana3540 3 месяца назад +2

    CBI investigation ଦରକାର କାରଣ ସତକଥା ଜଣାପଡିବ।

  • @PramodMishra-sv1zl
    @PramodMishra-sv1zl 3 месяца назад +2

    CBI tadanta hele bada bada machha dhara padibe,dekhantu sarkar kan karuchhanti?nahele agaku 2029 re sarakar badalijiba

  • @sabitamishra3732
    @sabitamishra3732 3 месяца назад +4

    Public demand line bahut sundar thank you 🙏

  • @ranjitdas7587
    @ranjitdas7587 3 месяца назад +5

    Jay shree Jagannath 🙏🚩❣️

  • @dolagobindasahoo9267
    @dolagobindasahoo9267 3 месяца назад +1

    ମାମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେଉ,ଏକଥା ମୁଁ ଚାହେଁନା । କାରଣ ତାଙ୍କ ବାପା,ମା",ବଡବାପା ଓ ବନ୍ଧୁ ବାନ୍ଧବ ସେତେବେଳେ କହୁଥିଲେ"ତଦନ୍ତ ଠିକ୍ ଚାଲିଛି,ବିରୋଧୀ ଦଳ ଅଯଥା ରାଜନୀତି କରି ,ପରିବାରଙ୍କୁ ବଦନାମ କରୁଛନ୍ତି"।ଯେତିକି ହେଇଛି ସେତିକି ଯଥେଷ୍ଟ,ପୁନଃ ତଦନ୍ତ କରି ଅଯଥା ରାଜକୋଷ ଶ୍ରାଦ୍ଧ କରିବାର କଣ ଆବଶ୍ୟକତା ଅଛି ?
    ସୌମ୍ୟରଞ୍ଜନ,ପରି,ପିହୁ ଆଦିଙ୍କ ପରିବାର ଏବେବି ବହୁତ୍ ଦୁଃଖରେ ଅଛନ୍ତି ।ସରକାର ସେହି କେଶ୍ ଗୁଡ଼ିକର cbi ତଦନ୍ତ ନିର୍ଦ୍ଦେଶ ଦେଇ,ଅନ୍ତତଃ ସେହି ପରିବାରଙ୍କର ଦୁଃଖ ଲାଘବ କରିବାରେ ସହାୟକ ହୁଅନ୍ତୁ ।

  • @satishchandrabehera7291
    @satishchandrabehera7291 3 месяца назад +1

    ଚବିଶ ବର୍ଷର ଦୁର୍ନୀତି ଅଳିଆ।
    ସଫା କରୁ କରୁ.....
    ମୋହନ ସର୍କାର ହୋଇବେ ହାଲିଆ!!!
    ଜୟ ଜଗନ୍ନାଥ!!!

  • @ganeshprasadmohapatra2339
    @ganeshprasadmohapatra2339 3 месяца назад +1

    ସ୍ୱଚ୍ଛ ଓଡିଶା ପାଇଁ ଗୋଟିଏ episode କରନ୍ତୁ | (ରାଜନୀତି, ସ୍ୱାସ୍ଥ୍ୟ, ଶିକ୍ଷା, ପାନିଅଜଳ ସ୍ୱଚ୍ଛତା )

  • @malayaranjan7866
    @malayaranjan7866 3 месяца назад +2

    ସତ କହି ଆଖି ଖୋଲି ଦେଇ ଥିବାରୁ ଧନ୍ୟବାଦ୍ ସାର

  • @jchoudhury274
    @jchoudhury274 3 месяца назад +1

    CBI ତଦନ୍ତ ହେଲେ ମମିତl ନୁହଁ ସାରା ଓଡିଶା ର ମା ଭଉଣୀ ମାନଙ୍କୁ ନ୍ୟାୟ ମିଳିବ ଜୟ ଜଗନ୍ନାଥ

  • @abinahsahoo8135
    @abinahsahoo8135 3 месяца назад +1

    ସେ ଶଳା ଦିବ୍ୟଶଙ୍କର ଭୋଟ ପାଇଲା କେମିତି ଆଉ ଜିତିଲା କେମିତି

  • @saratsahoo268
    @saratsahoo268 3 месяца назад +1

    CBI ତଦନ୍ତ ହେଉ

  • @ramchandraupadhyay3479
    @ramchandraupadhyay3479 3 месяца назад +1

    CBI Tadanta heba darkar

  • @2RDSolutions
    @2RDSolutions 3 месяца назад +1

    ନବ ଦାସ କେସ୍, ମାହାଙ୍ଗା ଡବଲ ମର୍ଡର କେସ, ପରୀ କେସ କୁଆଡେ ଗଲା?

  • @sarojkumarbehera6697
    @sarojkumarbehera6697 3 месяца назад +1

    ମଦ ମୁକ୍ତ ଓଡ଼ିଶା ---ଆମର ଦାବୀ

  • @manasdas5715
    @manasdas5715 3 месяца назад +3

    👌🙏

  • @driverdas6496
    @driverdas6496 3 месяца назад

    CBI ତଦନ୍ତ ନିହାତି ଜରୁରୀ,, ମମିତା, ପରୀ,ଇତିଶ୍ରୀ, ବେବିନା, ମାଧବୀଲତା ସ୍ମିତାରାଣୀ, ରୁଚିକା ପିହୁ, ସସ୍ମିତା ଏହି ସମସ୍ତଙ୍କ CBI ତଦନ୍ତ ହେବା ନିହାତି ଜରୁରୀ, ଆଉ ଜଣେ ପୁଅ ଫରେଷ୍ଟ ଦୀପାଟମେଣ୍ଟ ରେ ଚାକିରୀ କରୁଥିଲେ, ତାଙ୍କର ବି CBI ତଦନ୍ତ ହେଉ, 🙏ଜୟ ଜଗନ୍ନାଥ 🙏

  • @gokulanandadas4048
    @gokulanandadas4048 3 месяца назад

    ଅଗଣିତ ଦୁର୍ନୀତିର ପର୍ଦ୍ଦାଫାଶ BJP na କରିପାରିଲେ ଓଡ଼ିଶାବାସୀଙ୍କ ଭରସା BJP ଉପରୁ ତୁଟିଯିବ , ଯେଉଁ BJP neta karmi maney BJD neta gunda mananka dwara hatyara sikara hoichhanti Semananka atma ଅତୃପ୍ତ ରହିଯିବ ,

  • @chandrakantsutar2922
    @chandrakantsutar2922 3 месяца назад +2

    Jadi Naya namile....tebe a sarkar chalijiba

  • @mayabandhudharua3616
    @mayabandhudharua3616 3 месяца назад

    ମମିତା ମେହେର, କେସ ଟା, c. B. I ତଦନ୍ତ କରିବାକୁ, ମୋହନ, ସରକାର ଙ୍କୁ ଅନୁରୋଧ, କରୁଛୁ, ଓଡିଶା, ବାସୀ, ଜୟ ଜଗନ୍ନାଥ ମହାପ୍ରଭୁ 🙏🙏

  • @arundhatibehera9197
    @arundhatibehera9197 3 месяца назад

    କାଳ ପୁରି ନ ଥିଲା ଆଜ୍ଞା, ଏବେ କାଳ ପୁରିଲା । ଏବେ କିଏ ରକ୍ଷା କରିବ ।
    କ).....?
    ଖ)...…?
    ଗ).....?
    ଘ) ଭଗବାନ ତ ଜମା ନୁହଁନ୍ତି ।

  • @krushnamohanprusty2728
    @krushnamohanprusty2728 3 месяца назад

    ଲୋକ ମାନଙ୍କ ଡିମାଣ୍ଡ ପାଇଁ କେତୋଟି ଏପିସଓଡ୍ ଦୟାକରି କ୍ରମିକ ଭାବେ ପ୍ରସାରିତ କରନ୍ତୁ ! ନୟାଗଡ଼ କୁନି ଝିଅ ପରୀ ହତ୍ୟାକାଣ୍ଡ ସମ୍ବନ୍ଧରେ ନବୀନ ବାବୁଙ୍କ ଅଧୀନରେ ଦକ୍ଷ ପୋଲିସ ବିଭାଗର ବିଭ୍ରାନ୍ତିକର ପୋଲିସ ଅଧିକାରୀଙ୍କ ଦିଗହରା ତଦନ୍ତ ବିଷୟରେ ଆଲୋଚନା କରନ୍ତୁ ।❤

  • @bikramkeshariparida4077
    @bikramkeshariparida4077 3 месяца назад

    ବର୍ତ୍ତମାନ public demand ହେଉଛି ପ୍ରଶାନ୍ତ ଜଗଦେଵ home minister ହୁଆନ୍ତୁ।

  • @Ashok_hota
    @Ashok_hota 3 месяца назад

    ବହୁତ୍ ପ୍ରେସର୍ ପକେଇଛନ୍ତି ଏ କେସ ରେ ।
    ସାର୍ ଅନ ପବଲିକ ଡିମାଣ୍ଡ ଚିଟ୍ ଫଣ୍ଡ ବିଷୟରେ କିଛି କୁହନ୍ତୁ ।

  • @sanjaypandaias9981
    @sanjaypandaias9981 3 месяца назад

    ଗୋଟିଏ ଅତି ସାମବେଦଶିଲ ବିଷୟ।
    ସତ୍ୟ ଓ ଧର୍ମ ର ଜୟ ହେଉ।
    ଜୟ ଶ୍ରୀ ଜଗନ୍ନାଥ

  • @debashisanayak5344
    @debashisanayak5344 3 месяца назад

    Sir .....Bhugurai Block .. Talasari nd udayepur sea beach ra devlopment work ra bada ghutala haechi sir....Ea bisayara kuhantu....sir

  • @yudhisthiraswain
    @yudhisthiraswain 3 месяца назад +2

    🙏🙏🙏

  • @Pabitra816
    @Pabitra816 3 месяца назад

    Ratna Vandara katha bi kuhantu...Kebe Kholajiba ??? Chabi kaha pakhe achi ??? Jou katha ku nei rajaniti prachar karuthile Se katha kuhantu ???

  • @amitakar948
    @amitakar948 3 месяца назад

    ସବୁ ତଦନ୍ତ କରାଯାଉ ଆମେ ଵି ସେୟା ଚାହୁଁଚୁ

  • @kunasingh4826
    @kunasingh4826 3 месяца назад

    ହାଇସ୍କୁଲ ନିଯୁକ୍ତି ର cbi ତଦନ୍ତ ହେବା ଦରକାର

  • @aksahoo346
    @aksahoo346 3 месяца назад

    Mohan babu cm satya kintu rimott anyahatare kintu bjp bjd ra durniti ra pedi kholiba darakara. Tahele ame janibu a sarkara sachota sarkar sabu durniti ra pedi je kholiba biswasa nahi

  • @mitumishra3216
    @mitumishra3216 3 месяца назад

    Khali Mamita Kn Pain Au Sabu Case A Jemiti Example Hela 1 - Pari 2- Itishree 3- Babina 4- Madhabilata 5- Smitarani 6- Ruchika & 7- Pihu Aemanku Bi Naya Miliba Darkar

  • @pramodpanda8976
    @pramodpanda8976 2 месяца назад

    Sir kichhi habani tu ta muturi mu ta muturi hesha kahi pai dhoiba sadharana voter bhakua thare gadire Basile sabu bhuligale

  • @kamal-ff5zd
    @kamal-ff5zd 3 месяца назад

    CBI head jane sachot loka heba darkar... 20barsa ra sabu file crime record suspects inquiry au solve kariba pain majhi govt. ku intelligent au efficient officer darkar.

  • @kishorechandrasethi6337
    @kishorechandrasethi6337 3 месяца назад

    CBI investigation haba darkar

  • @anjananayak3971
    @anjananayak3971 3 месяца назад

    CBI tadanta darakara apana sachetana kareithibaru dhanyavad 🙏

  • @sandhyaranimahanta8018
    @sandhyaranimahanta8018 3 месяца назад

    କେବଳ ମମିତା ମେହେର ଆଉ ଅନ୍ୟ ଝିଅ ମାନେ

  • @lluluLuludas
    @lluluLuludas 3 месяца назад

    MAMIYA MEHER NUHEN PURBA SHASAK SAMAYA RE SAMAMASTA DIGAKU C,B,I, DWARA TADANTA KARAJIBA JARURI

  • @biplabsarangi5681
    @biplabsarangi5681 3 месяца назад

    Ei sarkar gote rubber stamp kichi hei paribani

  • @somyaranjanmohapatra8610
    @somyaranjanmohapatra8610 3 месяца назад

    Navin sir gote small request aapanka swara Jari rahiba darkar

  • @pradiptakumarnayak5249
    @pradiptakumarnayak5249 3 месяца назад +1

    Right

  • @bipinbihariswain3511
    @bipinbihariswain3511 3 месяца назад

    As BJP was demanding CBI investigations, they should not be back in the issue. Already the MLA, Kantabhanji Honourable Laxan Bag met the family of Mamita Meher, early action expected.

  • @sibarambramha6114
    @sibarambramha6114 3 месяца назад

    another apisode on outsoursing paramedical staffs. plz it's poor educated young mass demend most of us your followers plz.....

  • @Ramu-hl2gu
    @Ramu-hl2gu 3 месяца назад

    CBI ତଦନ୍ତ କରିବା ଉଚିତ

  • @shreeramtudu8006
    @shreeramtudu8006 3 месяца назад

    Odisha ra mangala paee cbi tadanta jaruri

  • @santoshbehera3053
    @santoshbehera3053 3 месяца назад

    Good evening sir
    Please ACF somaya sir video upload karantu please

  • @Funnytrainvideos-u1g
    @Funnytrainvideos-u1g 3 месяца назад

    Thanks Sir for exposing old govt and reminds present govt of its responsibility towards people.Wr all are eagerly waiting to see the notification for CBI inquiry

  • @GolokSahoo
    @GolokSahoo 3 месяца назад

    There are many faults of Bjd are there since last 25 yrs . If the new Bjp government will give full time to solve those hidden faults,then it will be insufficient within this term. When will government loor public interest. Have patience.slow and steady wins the race.

  • @gobardhanbiswal5025
    @gobardhanbiswal5025 3 месяца назад

    Pari case bisayare cbi tadant heba darakar

  • @ChoudhuridalaBehera
    @ChoudhuridalaBehera 3 месяца назад

    ଜୟ ଶ୍ରୀ ଜଗନ୍ନାଥ

  • @johaarg5019
    @johaarg5019 3 месяца назад

    sir what about now it is double engine no road blpck at allt rs 350 cr seizwd by income tax now it is double engine no road block at all

  • @voonaharinath9394
    @voonaharinath9394 3 месяца назад

    Gote potu arambha heu

  • @sasmitamohanty9060
    @sasmitamohanty9060 3 месяца назад

    Yes tadanta haba darkar

  • @NoDaddyIssues
    @NoDaddyIssues 3 месяца назад

    କରିବେନି

  • @amiyajena6222
    @amiyajena6222 3 месяца назад

    Ati sighra C B I tadanta darkar

  • @ahwaanmishra7410
    @ahwaanmishra7410 3 месяца назад

    Apana kichi karantu sir...

  • @niranjanpanda8574
    @niranjanpanda8574 3 месяца назад

    Right Sir, CBI Inquiry is needed.

  • @BasantaPanda-s7v
    @BasantaPanda-s7v 3 месяца назад

    Sir salut.god bles you..lage raho😂

  • @suryanarayanmohanty8065
    @suryanarayanmohanty8065 3 месяца назад

    There should be CBI enquiry

  • @AshokaMahananda
    @AshokaMahananda 3 месяца назад

    Nihati

  • @santoshmajhi8061
    @santoshmajhi8061 3 месяца назад

    Han cbi

  • @dr.surendranathdash
    @dr.surendranathdash 3 месяца назад

    So much sin must be given what is due

  • @brundabanpattnaik2311
    @brundabanpattnaik2311 3 месяца назад

    Nirvaya is really fearless .🎉

  • @purusottamparhi7202
    @purusottamparhi7202 3 месяца назад

    yas Kariba uchita

  • @bibhuti5999
    @bibhuti5999 3 месяца назад

    Heu

  • @BiduutaravaSahoo
    @BiduutaravaSahoo 3 месяца назад

    Voice of Odisha

  • @deepakacharya3892
    @deepakacharya3892 3 месяца назад

    କେବଳ ଭୋଟ ପାଇଁ BJP, CBI INQUIRY କଥା କହିଥିଲା। ପରୀ, ପିହୁ, ବେବିନା, ନବ ଦାସ ,BLACKROSE ETC.. ରାଜ୍ୟବାସୀ ଙ୍କୁ ଭକୁଆ ବନେଇ ଭୋଟ ନେଇଗଲା। କେବଳ ଛପରଫାଡ ଖଣି ଲୁଟ୍ ହେବ। ଆଉ କିଛି ହେବାର ନାହିଁ।

  • @jagannathmishra5300
    @jagannathmishra5300 3 месяца назад

    CBI enquiry

  • @friendrejoicehappyness
    @friendrejoicehappyness 3 месяца назад

    👍

  • @kabitasahoo8385
    @kabitasahoo8385 3 месяца назад

    🙏👍❤

  • @ramratan3907
    @ramratan3907 3 месяца назад

    Right sir