ମୁହଁ ଖୋଲିଲେ କାହ୍ନା.... କହିଲେ ମୁଁ ନୁହେଁ, ସେ.... || BADAKHABAR TV

Поделиться
HTML-код
  • Опубликовано: 9 ноя 2024

Комментарии • 3,7 тыс.

  • @kabulinayak7212
    @kabulinayak7212 Месяц назад +274

    ତୁ ମାଗିଆ ନିଜ ଭୁଲ୍ ନ ମାନି ଏତେ ଛୋଡ଼ି ହଉଛୁ କାହିଁକି ।

    • @TheLegendSurat
      @TheLegendSurat Месяц назад

      right

    • @saratdas9022
      @saratdas9022 Месяц назад +5

      ସେ ମାଗିଆ ପଠାଣ ବିଜା ଛୁଆ ସଳା ଏଥର ହଣାଖାଇବ ନାଟକରେ ତା ମାଇକିନାକୁ ଗେଇଆକୁ କହିଲେ ଲେକେ ଗେଇବେ

  • @odishatruckdrivervlogs3326
    @odishatruckdrivervlogs3326 Месяц назад +50

    ସଳା କାହାଣୀ ପାଇଲ ନାହିଁ ବୋଲି ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଆଣି ଏମିତି କରୁଛ

  • @hemantakumarrout7455
    @hemantakumarrout7455 Месяц назад +9

    କ୍ଷମା ନ ମାଗି ନିଜେ ଠିକ୍ ବୋଲି କହୁଛି। ହଉ ଜଗନ୍ନାଥ ତାଙ୍କ ବିଚାର କରିବେ।

  • @adityaswain6170
    @adityaswain6170 Месяц назад +156

    ତୋର ଛୋଡ଼ିପୁଅ ଗର୍ବ ହେଇଗଲାଣି ଡାଇରେକ୍ଟର କହିଲେତୋ ସ୍ତ୍ରୀ କୁ ଲଙ୍ଗଳା କରିବୁ କି ଷ୍ଟେଜ ଉପରେ... କଳାକାର ହିସାବରେ ଲଙ୍ଗଳା କରିଦେବୁ.. ବାସ୍ତବ ନୁହେଁ ଅଭିନୟ ରେ ତୋ ସ୍ତ୍ରୀ କୁ ଲଙ୍ଗଳା କରି ଗୋଟେ ରେପ ସିନ କର

    • @karanbehera3291
      @karanbehera3291 Месяц назад +3

      Right bro right a sala ku khli mada darkar

    • @santoshkumarnaik5743
      @santoshkumarnaik5743 Месяц назад

      Bhai sala ku tk call kariki kuhantu auu record b karantu ​@@karanbehera3291

    • @lambodarsahoo1689
      @lambodarsahoo1689 Месяц назад

      Se a comment re reply diantu ki hn tahale samaste manijibe ki director kahile tume karicha

    • @gayatridas3035
      @gayatridas3035 Месяц назад

      Thanks

    • @sunilnayak6490
      @sunilnayak6490 Месяц назад

      Thik katha kahucha bhai

  • @DillipSwain-ly6hm
    @DillipSwain-ly6hm Месяц назад +290

    ଆଉ ଭାଷଣ ମାରିବା ଦରକାର ନାଇଁ ଜଗନ୍ନାଥ ଙ୍କ ପାଖରେ ଭୁଲ ମାଗି ଓଡିଶା ବାସୀଙ୍କୁ ଭୁଲ ମାଗ

    • @Jotrimay
      @Jotrimay Месяц назад +6

      ଏଥିପାଇଁ ଡିରେକ୍ଟର ଓ ଲେଖ କ ବେଶୀ ଦାଈ
      ଆପଣ କାହିଁକି ପ୍ରତିବାଦ କଲେଣି
      ଆପଣବି ପାପ ର ଭାଗୀ ଦାର ତା ମାନେ ତମେ ନିଜେ ଦେଖ
      କେତେ କଦର୍ଯ୍ୟ ଓ ଆସାନମାନ କରୁଛନ୍ତି ମହାପ୍ରଭୁ ଙ୍କୁ କାନ୍ଦ ଲାଗିବ
      ତୁମ କର୍ମ ଫଳ ଅଳ୍ପ ଦିନରେ ଭୋଗିବ 😭🙏🙏

    • @chittaranjandas8325
      @chittaranjandas8325 Месяц назад +3

      Tu modified karana bapa au

    • @gouttammalik8082
      @gouttammalik8082 Месяц назад +1

      Nooo

    • @TheLegendSurat
      @TheLegendSurat Месяц назад

      right

  • @devilRabi789
    @devilRabi789 Месяц назад +18

    ଜଗନ୍ନାଥ କୁ ନେଇ ଏମିତି କରିବାଟା ଅଶୋଭନୀୟ କଥା

  • @Settyman
    @Settyman Месяц назад +333

    ମାଗିହା ବହୁତ ଭାଷଣ ଦେଉଛୁ ଆଗ ଭୁଲ୍ ମାଗ ତତେ ଶଳା ହଣା ଦରକାର 😡

    • @rasmitadutta3679
      @rasmitadutta3679 Месяц назад +9

      ଠିକ୍ ଠିକ୍ ଠିକ୍ କହୁଛ ଭାଇ

    • @sankarsenapati7876
      @sankarsenapati7876 Месяц назад

      Pura perfect Katha kahichanti Bhai ye sala ku hana darkar Tara anutapta nuhe sala nijaku kn boli bhabu chiki sala besi bhasana namariki mo Kalia Santa pakhaku jaiki khyama prathana Kara jadi bhala dasa achi tora hela

    • @nilamanipradhan3682
      @nilamanipradhan3682 Месяц назад +4

      Currect

    • @pramodsahoo3938
      @pramodsahoo3938 Месяц назад +3

      Mukhya matri nijaku Jagannath kahileni sete bele kichi ta birodh kalani ta

    • @statusking-ed8dw
      @statusking-ed8dw Месяц назад +1

      Aree nijara roll sea dekhauchanti

  • @santoshSahoo-m8f
    @santoshSahoo-m8f Месяц назад +389

    ଯେତେ ବେଳେ ମାଡ଼ ଟା ବାଜିବ ସେତେବେଳେ ଠିକ୍ ଜାଣିବ

    • @143Bikram
      @143Bikram Месяц назад +19

      ଲୋକେ ମାରିକି କହିବେ ତତେ ଆମେ ବାବର୍ କୁ ମାରିଛୁ.

    • @JitendraJena-er9xo
      @JitendraJena-er9xo Месяц назад +3

      Bala chhoda ta

    • @Ramkumar143-h8q
      @Ramkumar143-h8q Месяц назад +5

      @@santoshSahoo-m8f bhai ajithu 30 dina haegalani sei nataka semiti chalichi jie dekhuchi kahara complain nahi .. ta nije dekha ta pare aasi comment karo

    • @TheLegendSurat
      @TheLegendSurat Месяц назад +2

      right

    • @sharatvillagevideo8648
      @sharatvillagevideo8648 Месяц назад +2

      Right.

  • @alokbarik4857
    @alokbarik4857 Месяц назад +5

    ଆପଣ ଅଭିନୟ କରିବାଟା ଠିକ୍ କିନ୍ତୁ ଯେଉଁ ଭଳି ଭାବରେ ତମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଉଠାଇ କରି ନେଉଅଛ ସେଟା ଭୁଲ୍ ଆପଣ ହିନ୍ଦୁ
    ଅଭିନୟ କରୁଛୁ ସତରେ ମୁସଲମାନ ନୁହଁ ଯଦି ନବାର ଅଛି ଦୁଇ ହାତରେ ଧରିକି ନିଅ ତମ ଧରିବା ଶୈଳ ସମ୍ପୁଣ ଭୁଲୁ ତମେ ଯାଇକି କ୍ଷମା ପ୍ରାର୍ଥନା କର ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏

  • @priyabratadas3989
    @priyabratadas3989 Месяц назад +86

    ପପୁ ପମପମ୍ ଜଗନ୍ନାଥ ଙ୍କୁ ତୁଳସୀ ପତ୍ର କୁ ନେଇ କହିଥିଲା, ସାରଥି ବାବା ବି ଜଗନ୍ନାଥ ଙ୍କୁ ନେଇ କିଛି କହିଥିଲା ଏମାନେ ସବୁ ପାନେ ପାଇଲେନି l ଏବେ ତୋ ପାଳି ସମୟ କୁ ଅପେକ୍ଷା କର, ଜୟ ଜଗନ୍ନାଥ...

  • @5678r
    @5678r Месяц назад +274

    ନାଟକ ରେ ଯଦି ତୋତେ କହିବ ଘୁଅ ଖାଇବା ପାଇଁ ତୁ ଶଳାଟା ଖାଈ ଦେବୁ

  • @Jashomati-w3d
    @Jashomati-w3d Месяц назад +5

    ତତେ ସେ ଅଧିକାର କିଏ ଦେଲା ଜଗନ୍ନାଥ ଙ୍କୁ ଅପମାନ କରିବାକୁ

  • @ashokkumarsahoo7372
    @ashokkumarsahoo7372 Месяц назад +140

    ଏତେ ଉପଦେଶ ଦେଉଛୁ ଥରେ ମହମ୍ମଦଙ୍କ ଉପରେ ଏମିତି କରତ ,ଆଉ ତୋ ମୁଣ୍ଡ ନଥିବ ତାପରଦିନ ବେଶୀ ଗପୁଛୁ

  • @srikantalipu9749
    @srikantalipu9749 Месяц назад +221

    ପ୍ରବଚନ ନ ଦେଇକି ଭୁଲ ମାଗ କାନ ଧରିକି 😡😡

  • @Papunmotivationalshorts
    @Papunmotivationalshorts Месяц назад +23

    ଅର୍ପଣ ରଥ ରେ ପ୍ରଭୁ ଜଗନ୍ନାଥ ବୁଲୁଥିଲେ କାଇଁ ସେତେବେଳେ ଏତେ ଅଭିଯୋଗ ଶୁଣିବାକୁ ମିଳିନଥିଲା

  • @mrchagulu1939
    @mrchagulu1939 Месяц назад +128

    କାହ୍ନା ସ୍ବାଇଁ ତୁ ବୋହୁତ ବଡ଼ ଭୁଲ କରିଛୁ ଆଉ ଦେଖେ ତାର ପରିଣାମ ତୁ ବୋହୁତ ଜଲ୍ଦୀ ଭୋଗିବୁ ମୁଁ ଆଜି ଖାତା ରେ ଲେଖି ଦୋଉଚି ଦିନେ ନା ଦିନେ ମୋ କଥା ସତ ହେବ ୧୦୦% ଗ୍ୟାରେଣ୍ଟି

  • @swadhikarbetaj3768
    @swadhikarbetaj3768 Месяц назад +22

    ବରଗଡ ଧନୁଯାତ୍ରାରେ କଂସ ଭୁମିକାରେ ଅଭିନୟ କରିଥିବା କଳାକାରଟି ଯାତ୍ରା ସମାପନ ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ କ୍ଷମା ପ୍ରାର୍ଥନା କରେ କାହିଁକି? ଏ ବିଷୟରେ କାହ୍ନା ବାବୁ! କିଛି ଜାଣୁଛନ୍ତି କି? ବଡ ଦୁଃଖର ବିଷୟ ଏପର୍ଯ୍ୟନ୍ତ ଆପଣଙ୍କର ଟିକିଏ ଅନୁଶୋଚନା ମଧ୍ଯ ନାହିଁ।

  • @arabindaupadhyaya4862
    @arabindaupadhyaya4862 Месяц назад +5

    ତୁ ଶଳା ଏମିତି acting କଲୁ କଣ ପାଇଁ ତର କଣ ନିଜର କିଛି ଜ୍ଞାନ ନାହିଁ କି

  • @maxmantutadka4861
    @maxmantutadka4861 Месяц назад +137

    ତୁ କଂସ ନା ରାଭଣ
    ମାଘିଆ ବହୁତ୍ ନୀତିବାଣୀ ଦଉଚୁ ଜଗନ୍ନାଥ ତୋର ଉଚିତ୍ ଜବାବ୍ ଦେବେ

    • @ASwriterAkash
      @ASwriterAkash Месяц назад +2

      @@maxmantutadka4861 Jagannath nka Krupa joguru ..kanha bhai ate bada star hoiparichhanti ... Jagannath thakura tankara kichhi b khyati karibeni ...Jay Jagannath

    • @avinashgan4648
      @avinashgan4648 Месяц назад +2

      ସେ ତାଙ୍କ କର୍ମ କରିଛନ୍ତି, ତୁମ ମାନଙ୍କର ଫାଟୁଛି କାହିଁକି?

    • @prasantakumarbehera8971
      @prasantakumarbehera8971 Месяц назад

      Maa ghya gu maribu jaganatha nku vull magre

  • @RakshiramChinda
    @RakshiramChinda Месяц назад +64

    କଳା ନାଆଁ ରେ ଯାହା ନାହିଁ ତାହା କରାଯିବା ଉଚିତ କି ? ଯଦି କିଛି ବାସ୍ତବତା ନାହିଁ ତ ନାଟକ କୁ ଜୀବନ୍ତ କରିବାକୁ ଏଭଳି କୁତ୍ସିତ ପ୍ରୟାସ କଣ ପାଇଁ ?

  • @anantaDas-ji9ww
    @anantaDas-ji9ww Месяц назад +14

    ଓଡ଼ିଆ ଯାତ୍ରା ରେ ମୁସଲମାନ ଙ୍କ କାହାଣୀ କେମିତି ଲାଗୁଛି କଣ ପାଇଁ ମୁସଲମାନ ଆ ଭିତରେ ପୁରେଇ ଛ

  • @gajendramuduli.3295
    @gajendramuduli.3295 Месяц назад +88

    ଏଇଟା ଗୋଟେ ପାଗଳ,କିଛି ଜାଣି ପାରୁନି, ପେଲେଇପୁଅ,କୁ ଆଗ ବାନ୍ଧ

    • @Anshtalks5
      @Anshtalks5 Месяц назад +2

      Tahele jete jana ahi jaen Ravan au kansa role karichati..tanku bandha

    • @saradaprasannadas8478
      @saradaprasannadas8478 Месяц назад

      ଆଉ ......

  • @arabindanayak5286
    @arabindanayak5286 Месяц назад +60

    ତମେ କଳାକାର ହେଲେ ଜଗନ୍ନାଥ ଙ୍କୁ ନେଇ ଏମିତି ଅଭିନୟ କରନାହିଁ ଆମର ବଡଠାକୁର

  • @basudevnayak7208
    @basudevnayak7208 Месяц назад +4

    ଦର୍ଶନ କୁ ଦ୍ରଶନ ବୋଲାଯାଇଛି , ଏ ଭୁଲ ଟା ଜାଣିପାରୁଛ ,ତମେ ଯାହା ଭୁଲ କରିଛ ,ସେଇଟା କେମିତି ଜାଣି ପାରୁନ ?

  • @sumantajena7481
    @sumantajena7481 Месяц назад +157

    ଅଭିନୟରେ ଲଙ୍ଗଳା ହୋଇ ଦେଖା

  • @sudarshansamantaray3118
    @sudarshansamantaray3118 Месяц назад +39

    କାହାଣୀ ଶୁଣାନା ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ କ୍ଷମା ମାଗେ.

  • @Chittaranjanbarik-q3c
    @Chittaranjanbarik-q3c Месяц назад +55

    ତୋତେ ଟଙ୍କା ନିଶା ଲାଗିଛି ସେଥିପାଇଁ ଜଗନ୍ନାଥଙ୍କୁ ଅପମାନ କଲ ତାହାର ଦଣ୍ଡ ଭୋଗି ପଡ଼ିବ

  • @ganeshmaharana2450
    @ganeshmaharana2450 Месяц назад +22

    ତମେ ଅଭିନୟ କରୁଛ ଠିକ ଅଛି କିନ୍ତୁ ସବୁ ର ଗୋଟେ ପ୍ରତିବନ୍ଧକ ଅଛି. ମଞ୍ଚ ମଞ୍ଚ ହଉଛ ଅଭିନୟ ରେ ତମ ଝିଅକୁ ବଳାତ୍କାର କରିଦେବ.

  • @jitendraswain8130
    @jitendraswain8130 Месяц назад

    ନାଟକରେ ଏପରି କରିବା କିଛି ଭୁଲ ନୁହଁ.... ଲୋକ ସବୁ ପାଗେଲା ହେଇଗଲେଣି କାରଣ ସୋସିଆଲ ମେଡ଼ିଆ ଏବେ active.. କିନ୍ତୁ ଅଭିନୟ ପୂର୍ବରୁ ସଂସ୍ଥା ଗୋଟେ ଚେର୍ଟିଫିକେଟ declare କରିବାରେ ଥିଲା... ଏ କେବଳ ଅଭିନୟ ଅଟେ... ଭଗବାନ କାଳିଆ ଠାକୁରଙ୍କୁ ଭୁଲ ମାଗି ମତେ ଅଭିନୟ କରିବାକୁ ପଡିବ.. ଜଗନ୍ନାଥ କ୍ଷମା କରିବେ 😊

  • @SubashNayak-f9k
    @SubashNayak-f9k Месяц назад +24

    ହଇରେ, ଶଳା, ଯାତ୍ରାରେ ଅଭିନୟ କରି ନିଜ ମା ଛାଉଣୀ ଙ୍କ ସାଙ୍ଗରେ ଶୋଇଛ କି.

  • @deardevesh0416
    @deardevesh0416 Месяц назад +33

    ମୁଁ ଭାବୁଛି ଆପଣ କିଛି ଭୁଲ୍ କରିନାହାନ୍ତି କେବଳ ଗୋଟିଏ ଅନୁରୋଧ ଆପଣ ଶ୍ରୀମନ୍ଦିର ଯାଇ ଥରୁଟିଏ କ୍ଷମା ମାଗିଦିଅନ୍ତୁ

  • @nursinghdas348
    @nursinghdas348 Месяц назад +1

    ତୁ ବୋଉ ଘିଆ ଅତି ଛୋଡ଼ି ଛାଡ଼ି ନ ହୋଇକି ଶଳା ଭୁଲ୍ ମାଗେ ମୋହା ପ୍ରଭୂ ଙ୍କୁ

  • @jyotiodisha
    @jyotiodisha Месяц назад +40

    ଆରେ ଶଳା ଠାକୁରଙ୍କୁ ପେଣ୍ଡାଲ ଉପରକୁ କଣ ପାଈଁ ନେଇଥିଲୁ? ଠାକୁରଙ୍କ ସ୍ଥାନ ହେଲା ମନ୍ଦିରରେ। ଏତେ ଯଦି ନାଟକରେ ଦେଖେଇବାରେ ଅଛି ତୁମ ମାନଂକ ମାଇକିନା ମାନଙ୍କୁ ଷ୍ଟେଜ ଉପରେ ସୁଆଇକି ଚଢ଼ୁନ ପବ୍ଲିକ୍ ଦେଖିବେ ଆଉ ତୁମ ମାନଂକ ପାର୍ଟି ଫେମସ ହେଇଯିବ 2 ପଇସା ବି ପାଇବ। ସଳେ କାଳିଆ ଠାକୁରଙ୍କୁ ନେଇକି ଯାତ୍ରା ବେପାରରେ ଲଗାଉଛ ଗାଣ୍ଡିରେ ଯଦି ଦମ୍ ଅଛି ଆଲ୍ଲା ଙ୍କୁ ଏମିତି କରିକି ଦେଖାଅତ ପଠାଣ ମାନେ ତମ ଗାଣ୍ଡିରେ ଯଦି ବାଉଁଶ ନ ପୁରେଇଦେବେ ତାପରେ କହିବ 😡

    • @prameyaparida3929
      @prameyaparida3929 Месяц назад +1

      100% Right.......

    • @prameyaparida3929
      @prameyaparida3929 Месяц назад +1

      100% Right.......

    • @mrutyunjayasahoo1179
      @mrutyunjayasahoo1179 Месяц назад

      Right 👍 mo bhai......❤❤

    • @BiswajeetMishra.
      @BiswajeetMishra. Месяц назад

      ତୁମାଗିଆ, ବହୁତ,ଭାଷଣ,ଦେଉଛୁ,,ଏସଳା, ନଳୀ କୁ,ନାତ,ମା'ର,, ତୁ,ସଳା,ତ,ମାଇପକୁ,ନାଟକ, ସାହାଯ୍ୟ, ରେ ଲୋକଙ୍କ ଆଗରେ,

    • @minakshidehury3189
      @minakshidehury3189 Месяц назад

      ହିନ୍ଦୁ ମାନେ କଣ ପାଇଁ ପଠାଣ ଙ୍କ ପରି ସଂଗଠନ କରୁନ

  • @nabakishoresubudhi2647
    @nabakishoresubudhi2647 Месяц назад +35

    ନାଟକ ନାଁ ରେ ଅପସଂସ୍କୃତି ଜଗନ୍ନାଥ ସହିବେନି..... ସବୁ ଗର୍ବ ଓ ଅହଂକାର.....କେହି ତିଷ୍ଠି ନାହାନ୍ତି.....

  • @lalitmohanmohapatra8761
    @lalitmohanmohapatra8761 Месяц назад +15

    ସବୁ ମାଲିକ ମାନଙ୍କୁ ଅନୁରୋଧ ଏମାନଙ୍କୁ ଏତେ ଦରମା ଦିଅନ୍ତୁନି । ବହୁତ ଟଙ୍କା ପାଇବାରୁ ଭଗବାନଙ୍କୁ ମାନୁନାହନ୍ନ୍ତି ।ଏମାନେ ସରକାରଙ୍କୁ ଇନକମ୍ ଟାକ୍ସ ଦେଉଛନ୍ତି ନା ନାହିଁ ?

    • @pradeepsahoo1724
      @pradeepsahoo1724 Месяц назад +1

      ସବୁ ମୂଳରେ ଯାତ୍ରା ମାଲିକ, ଆଉ କାଁହା କଣ ଇତିହାସ ଗପୁଛି, ଟିକିଏ ବି ଅନୁତପ୍ତ କରୁନି, ଏତେ ଗର୍ବ କେବେ ସହିବେ ନାହିଁ

  • @aswinikumardutta995
    @aswinikumardutta995 Месяц назад +56

    କାନା ଜଗନ୍ନାଥଙ୍କୁ ଅପମାନିତ କରିଛୁ ମାଡ ଖାଇବୁ

  • @pradeepjena8744
    @pradeepjena8744 Месяц назад +1

    ତୁ ମାଘିଆ ଭୁଲ ନମାଗି କଥା କହୁଚୁ ବେ ଶଳା କାହିଁ ଆଗରୁ କହୁନୁ ଥିଲେ ଏବେ କହୁଛନ୍ତି କାହିଁକି

  • @RakeshTripathy-xs3ht
    @RakeshTripathy-xs3ht Месяц назад +28

    ତୁ ରୋଡ଼ ଉପରକୁ ଆସେ ନାଟକ କେମିତି ହୁଏ ଦେଖିବୁ ବେସ୍ତ ନାହିଁ

  • @nksahoo4123
    @nksahoo4123 Месяц назад +79

    ପ୍ରଥମ ଭୁଲ ହେଉଛି ଲେଖକ ର ।
    ଦିତୀୟ ଭୁଲ ନିର୍ଦ୍ଦେଶକ ର । ଏହି seen କୁ allow କରିବାର ନଥିଲା ।
    ତୃତୀୟ ଭୁଲ Actor ର ।

    • @kailashswainkailashswain6878
      @kailashswainkailashswain6878 Месяц назад

      ଆଗ ଲେଖକ।

    • @bidyadhar2366
      @bidyadhar2366 Месяц назад

      Right

    • @sureshchandramallick3216
      @sureshchandramallick3216 Месяц назад

      ହଁ ।ନାଟ୍ୟକାର, ନିର୍ଦ୍ଦେଶକ ଓ ନାଟ୍ୟସଂସ୍ଥା କୁ ସେଥିପାଇଁ ଦାୟୀ କରାଯିବା ଉଚିତ୍। ଜଣେ କଳାକାରଙ୍କ ନିଜସ୍ଵ ଭାବନାରେ କାହ୍ନାବାବୁ କିଛି କରି ନାହାଁନ୍ତି । ସେ ଏଥି ପାଇଁ କାହିଁକି ବିବାଦରେ ପଶିବେ?

  • @manasbehera8027
    @manasbehera8027 Месяц назад

    ତୁ ଭାଗବତ🙏🏻 , ରାମାୟଣ🙏🏻 ବିସୟରେ ଯାଣିଛୁ ତ ସେଷରେ ରାବଣ ଏବଂ କଂସ ର କଣ ହୋଇଥିଲା ଯାଣିଛୁ ତ ?
    ହଇରେ ମାଗିଆ ବେଧ ଛୁଆ ମୋ ଯିବନରେ ଯେବେ ବି ତୋତେ ଯେଉଁଠି ଦେଥିବି ସେବେ କଥାବାର୍ତ୍ତ
    ତୋ ବେଳା ଭଲ ମୁଁ ଯାତ୍ରା କେବେ ଦେଖେନି କି ସେହି ଦିନ ମୋ ସାମ୍ନାରେ ପଡିଲିନୁ

  • @sunilkumarmajhi5583
    @sunilkumarmajhi5583 Месяц назад +25

    ଆବେ ତୁ ପ୍ରଥମେ କ୍ଷମା ପ୍ରାର୍ଥନା କରିବା କଥା । ତା ପରେ ତୁ ଭାଷଣ ମାରିବୁ । ଅଳ୍ପ ବିଦ୍ୟା ଭୟଙ୍କରୀ ।

    • @arunamohanty2986
      @arunamohanty2986 Месяц назад

      Mukha jama patha padhini tu kan kansa nijaku ete bitanda jukti kari thik boli kahuchhi aaku khali mada darkar tu kan jagannath nka satru

    • @pawanodisha3442
      @pawanodisha3442 Месяц назад

      ତା ହେଲେ ମଞ୍ଚ ଉପରେ ତ ନିଜ ସ୍ତ୍ରୀ କୁ ଶାଢ଼ୀ ଖୋଲିକି ରେପ କର

  • @bapidalai2649
    @bapidalai2649 Месяц назад +23

    କଣ ମଞ୍ଚ ଉପରେ ଯାହା ନାହିଁ ତାହା କରିବ, ସମାଜକୁ କି ଶିକ୍ଷା ଦଉଛ

  • @bijaykumar5730
    @bijaykumar5730 Месяц назад

    କଳାକାର ଜଣେ କଳାକାର, ବାସ୍ତବିକ୍ ଏବଂ ଅଭିନୟ ଦୁଇଟି ଅଲଗା, ଗୁପ୍ତ ସମ୍ପର୍କ ନାଟକର ଦୃଶ୍ୟରେ ଯେତେବେଳେ ଗୋଟେ ଶିଶୁକୁ ମାଆ ପାଖରୁ ଛଡ଼ାଇ ନେଇ ଜଣେ ମାଡ଼ି ଚକଟି ମାରିଦିଏ, ସେଇଠି ମାଆ ମାନଙ୍କୁ ବହୁତ କଷ୍ଟ ହୁଏ । ସେତେେଳେ ମାଆ ମାନଙ୍କ ଆଖିରୁ ଲୁହ ବାହାରି ଆସେ । ଠିକ୍ ସେହିପରି ଜଗନ୍ନାଥ ଠାକୁର ଶ୍ରଦଧାଳୁମାନଙ୍କ ଆଖିରୁ ଲୁହ ବାହାରୁଛି, କିନ୍ତୁ ଟିକେ ଭାବନ୍ତୁ, ସିଏ ଶିଶୁଟି ନୁହେଁ କି ପ୍ରୁଭୁ ଜଗନ୍ନାଥ ନୁହଁନ୍ତି,,,
    ଗୋଟେ କଣ୍ଢେଇ,,,

  • @munichhatoi483
    @munichhatoi483 Месяц назад +28

    ତୁରନ୍ତ ଏ ଶଳା କୁ ଗିରଫ କରାଯାଉ ଏବଂ ତେତେ ଚପଲରେ ସେକୀଆ କଥା

    • @gourabkumar1200
      @gourabkumar1200 Месяц назад

      Tote aga sekiba Katha dele sabu thik haba

  • @ntrsagar8093
    @ntrsagar8093 Месяц назад +25

    ତୁ ମାଗିହା କଳା କାର ଯଦି ତୁ ଜାଣିଚୁ ଜଗନ୍ନାଥ ଆମ ବଡ଼ ଦେବତା ଏମିତି ଅବିନୟ କରିଲୁ କେମିତି

    • @ଆମେଦେଖେଇଵୁଆମଅଞ୍ଚଳରଟିକିନିକିଖବର
      @ଆମେଦେଖେଇଵୁଆମଅଞ୍ଚଳରଟିକିନିକିଖବର Месяц назад

      ଆରେ ଭାଇ ବହିର ରାଇଟର କୁ ଯାଇ କି କାହା

    • @jyotiranjankhadanga1935
      @jyotiranjankhadanga1935 Месяц назад

      Chalanti pratima ଆମ ବଡ଼ ଠାକୁର ଙ୍କୁ ତଳେ ପକେଇଦେଲେ ଯେ କିଛି ଛୋଡ଼ି ପାରିଲନି।athi kintu besi katha

    • @RasmiranjanLenka-bi5xg
      @RasmiranjanLenka-bi5xg Месяц назад

      ​@@ଆମେଦେଖେଇଵୁଆମଅଞ୍ଚଳରଟିକିନିକିଖବର ରାଇଟର kn ମଞ୍ଚ ରେ ଅଭିନୟ karuthila mg ବାଣ୍ଡ କଥା କହୁଚୁ ନୁହେଁ ବେ 😡

  • @NandakishoraSwain-tl4ns
    @NandakishoraSwain-tl4ns Месяц назад +1

    ଆରେ ଶଳା ଭୁଲ କଲୁ ଏବେ ମାନୁନୁ ତତେ ମାଡ ଦରକାର ଚୁଟିଆ

  • @iknow7753
    @iknow7753 Месяц назад +55

    Kanha କୁ ଯାତ୍ରା ରୁ ସବୁ ଦିନ ପାଇଁ ବହିସ୍କାର କରାଯାଉ

  • @bikramsandha8038
    @bikramsandha8038 Месяц назад +35

    ପେଲେଇ ପୁଅ ଏତେ କଥା ଗପୁଛୁ ଭୁଲ ଠିକ୍ ଜାଣୁଛୁ ଠିକ୍ ଅଛି ଏବେ ଷ୍ଟେଜ ଉପରେ ତୋତେ ମାଡ଼ ହବନି ବାବର ଖାଁକୁ ହେବ ରାଜିତ?

  • @ashokprusty1739
    @ashokprusty1739 Месяц назад

    ସବୁ କହିଲ,ସବୁ ଭିତରଟା କଥାଟାକୁ କାଟିବାକୁ ଚେଷ୍ଟା କରିଛ, କିନ୍ତୁ ଜଗନ୍ନାଥଙ୍କୁ ଭୂଲ ମାଗିଵାର ଅଭିନୟ ଆମ ମନକୁ ଛୁଇଁଲାନି,ତମେ ଜଣେ ଭଲ କଳାକାର,ତମେ ମୋ ପସନ୍ଦର କଳାକାର,ତମେ ଆସିବ ଆମ ଗାଁ ବିଦ୍ୟାଧରପୁର କୁ ସୁନାମି ମେଲଣ କୁ ଶୁଣୁଛି,ଓକିଲାତି ଭିତରେ ଜଗାକୁ ଟିକେ ଭୂଲ
    ମାଗି ଅଭିଯୋଗକୁ ପୋଛିବାର ଆବଶ୍ୟକତା ମୁଁ ଅନୁଭବ କଲି।

  • @RadhakantaKar
    @RadhakantaKar Месяц назад +24

    ଅତି ଗର୍ବେ ହତ ଲଙ୍କା

  • @uttamsahoo9897
    @uttamsahoo9897 Месяц назад +59

    ପ୍ରଥମେ ଭୁଲ ମାଗ ପରେ ଭାଷଣ ଦେବ କଣ ତମ ପାଖରେ ପଇସା ଅଛି ବୋଲି ତମେ ଏମିତି ରୋଲ କରିବ

    • @prasantsingh9452
      @prasantsingh9452 Месяц назад +1

      Garba hoigala bodhe jagannath pain Bjd ra apari abastha

    • @PratimaPalai-h3v
      @PratimaPalai-h3v Месяц назад +1

      Are pandian ku setebele kahilani jetebele Muslim jhiaku anithila bou gihe rajaniti gihauchanti

  • @Siba-zh5gt
    @Siba-zh5gt Месяц назад +1

    ଜଗତର ନାଥ ଜଗନ୍ନାଥ ଆମ କୋଟି ଓଡିଆଙ୍କ ମଉଡମଣି ଆମ କୋଟି ଓଡ଼ିଆଙ୍କ ବାପା ଜଗନ୍ନାଥ ତାଙ୍କୁ ତୁ ଏମିତି ଅସମ୍ମାନ କରିବୁ ତାହା ଆମ ଦେହରେ ଜୀବନୀ ହେଲା, ଗୋଟିଏ କଳାକାର ହିସାବରେ ତୁ ଅଭିନୟ କର କିଛି ମନାନାହିଁ କିନ୍ତୁ ଜଗନ୍ନାଥଙ୍କୁ ନେଇ ଏମିତି ଅଭିନୟ କରିବା ଅତ୍ୟନ୍ତ ଲଜ୍ୟା ଜନକ, ତୋ ଭଳି କଳାକାର କି ମୁଁ ଧିକାର୍ କରୁଛି।

  • @MKD886
    @MKD886 Месяц назад +20

    ମୁଁ ଗୋଟେ କଥା କହୁଚି ଲେଖିକି ରଖ, କାହ୍ନା ନିଶ୍ଚିତ ଯାତ୍ରା ଷ୍ଟେଜ ରେ ଭଲ ଭାବରେ ମାଡ଼ ଖାଇବ

    • @gourabkumar1200
      @gourabkumar1200 Месяц назад

      Lekhiki rakh e Barsha ra no 1 nataka heba

  • @kamalakantapanda8822
    @kamalakantapanda8822 Месяц назад +21

    ତୁ କିଏ ବେ ଜଗନ୍ନାଥ ଙ୍କ ସଙ୍ଗରେ ଖେଳିବାକୁ. ମାହାଗିଆ କୁ ମାଡ଼ ଛଡା ଆଉ କିଛି ଦରକାର ନାହିଁ.

  • @bindas_boykailash_
    @bindas_boykailash_ Месяц назад

    ସତ କଥା ହେଲା.... ତମର ଟଙ୍କା ଦରକାର...... ଟଙ୍କା ପାଇଁ ତମେ ଖାଲି ଜଗନ୍ନାଥ କଣ....... ତମେ ତମ ମା ଭଉଣୀ ର ବି ଡ୍ରେସ୍ ଖୋଲି ଦବ........ କାହିଁକି ନା ତମର ଟଙ୍କା ଦରକାର

  • @dibyaranjanjena1196
    @dibyaranjanjena1196 Месяц назад +15

    ତୁ ଯଦି ତୋର ପାପ ପ୍ରାୟଶ୍ଚିତ କରିବା ପାଇଁ ଚାହୁଁ ତାହେଲେ କାଳିଆ ପାଖରେ କ୍ଷମା ପ୍ରାର୍ଥନା କରେ ଦାଢ଼ି ରହିବନି ରେ 😮

  • @UpendraBehera-o1z
    @UpendraBehera-o1z Месяц назад +9

    ବେଶି ଯୁକ୍ତି କରନି । ଭୁଲ୍ କରିଛୁ ମାନି‌ଯାଅ । ଆରେ ମୃଖଗାଲୁଆମି କର ନାହିଁ । ଏହା ଯଦି ଅଭିନୟ , ରେପ୍ ସିନେ ରେ ସତ ସ୍ଥିର ରେପ୍ କରୁନ । ସେଠାରେ କାହିଁକି ମିଛ ଅଭିନୟ କରୁଛୁ । ମୁସଲମାନ ଚରିତ୍ର ରେ ସତ ଅଭିନୟ , କରି ଠାକୁର ଙ୍କୁ ଅପମାନ ଦେଉଛୁ ପେଣ୍ଡାଲ ରେ ଆଉ ରେପ୍ କଲାବେଳେ ମିଛ ଅଭିନୟ । ଏହା କେଉଁ ପ୍ରକାର ଯୁକ୍ତି । ପୁରୀ ଯାଇ ପ୍ରାୟଶ୍ଚିତ ହୁଅ । ନହେଲେ ତାର ଫଳ ତୋତେ ମିଳିବ ।

  • @Biswaranjanmohanty-w5l
    @Biswaranjanmohanty-w5l Месяц назад +5

    Bhai sata Katha jie sabu 10 second ra reels dekhiki kahuchanti semane jadi pura nataka ta dekhante bodhue esabu aji kahinathante mu nije jaiki dekhichi ehi nataka bahut sundar ama bada Thakur nku kichi asanmana kara jaini .Jay Jagannath 🙏

    • @prasanjitnayak5164
      @prasanjitnayak5164 Месяц назад +1

      ta hele tume kemity vabi parila
      pandiyan jagganatha ratna vandara ru sabu gahana chori Kari nei gale😅
      nija atma ku Santosh dela vali katha kahile kana heba
      bstabata ku aasa respect paiba.

  • @jaleswarnews4448
    @jaleswarnews4448 Месяц назад +43

    କାହାର ଭୁଲ ନଦେଖି ନିଜ ଭୁଲ ପାଇଁ କ୍ଷମା ମାଗ ।

  • @sauvagyaranjanmohanty7697
    @sauvagyaranjanmohanty7697 Месяц назад +10

    ଗାଲୁଆ ର ମୁହଁ ଏବେବି ଟାଣ ଅଛି, ଏମିତି ବଖାଣୁଛି, ଯେମିତି ବହୁ ଶିକ୍ଷିତ ,,,,

  • @prashantajena1104
    @prashantajena1104 Месяц назад

    ହଁଇରେ ତୋର ନାମ କାହ୍ନ| ଦିଆଯାଇଛି କିନ୍ତୁ କାମ କରୁଛୁ ଧୁଶାସନ,
    ତମକୁ ଖାଲି ମାଡ ଦରକାର |
    ପ୍ରଭୁ ଜଗନ୍ନାଥ ସାଷ୍ଟାଙ୍ଗ ଦଣ୍ଡବତ କରି ଭୁଲ ମାଗ,
    ଗଣମାଧ୍ୟମ ମାରେ ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କ ପାଖରେ ଭୁଲ ମାଗ

  • @surendramallik8749
    @surendramallik8749 Месяц назад +29

    ତତେ arrest କରିବା କଥା, ଏଟା କୁ ତୁରନ୍ତ arrest କର

  • @dasarathmeher8935
    @dasarathmeher8935 Месяц назад +17

    ଆବେ ହାରାମି,ବେଈମାନ, କୁକୁର, ଶଳା. ନାଁ ପାଇଚୁ କାହ୍ନl. ଆମ ଜଗନ୍ନାଥ ଙ୍କୁ ଅପମାନ କରୁଚୁ ହାରାମି ଶଳା.... ତୋର ଯଦି ଦମ ଅଛି..... ତାହେଲେ..ଯୀଶୁଙ୍କୁ.. ଆଲ୍ଲାଙ୍କୁ.. ଅପମାନ କରିକି ଦେଖା... କେମିତି ଅଭିନୟ କରିବୁ ଆମେ ଦେଖିବା.... ଏଠି ତମେ ଦିଜଣ ହାରାମି ଜଣେ ଲେଖକ.. ଆଉ ତୁ ଶଳା କୁତ୍ତା... ଆଉ ତୋର ଲେଖକ କୁ କହ ଥରେ ଯୀଶୁଙ୍କୁ, ଆଲ୍ଲାଙ୍କୁ ଥରେ ଅପମାନ କରିକି ଲେଖୁ ଦେଖିବା... କେମିତି ଲେଖକ... ଶଳା ହାରାମି କେବଳ ହିନ୍ଦୁ ଠାକୁର ଙ୍କୁ ପାରୁଛ..... ବେଈମାନ.... ସଲେ....

  • @TechnoUncle-l6l
    @TechnoUncle-l6l Месяц назад

    ଓଡ଼ିଶା ମଞ୍ଚ ଜଗତର ଅଭଦ୍ର ଦ୍ବିଅର୍ଥ ବୋଧକ ଅଭିନେତା ତୁ।

  • @surendramallik8749
    @surendramallik8749 Месяц назад +34

    ତୁରନ୍ତ arrest କର, ଏଟା ଅପମାନ କରିଛି ମହା ପ୍ରଭୁ ଜଗନ୍ନାଥଙ୍କ ଙ୍କୁ

  • @kamalakantapanda8822
    @kamalakantapanda8822 Месяц назад +8

    ମାହାଗିଆ ତୋ ମାଇକିନାକୁ ଷ୍ଟେଜ ରେ ଲଙ୍ଗଳା କର, ନ ହେଲେ ଆମେ କରିବୁ ତୋ ମାଇକିନାକୁ ଲଙ୍ଗଳା. ସମୟ କୁ ଅପେକ୍ଷା କର.

  • @chikukhusicreations9488
    @chikukhusicreations9488 Месяц назад

    ନାଟକ ସାତ ନୁହେଁ କିନ୍ତୁ ମଣିଷ ସତ
    ତେଣୁ ଭୁଲ ମାଗିଥିଲେ କିଛିଟା ଅସୁବିଧା ହେଇନଥନ୍ତା ସେଇଠି କହିଲାନି କାହିଁକି ମୁ ଭଗବାନଙ୍କୁ ପ୍ରାର୍ଥନା କରୀକି ତାପରେ ଏମିତି କରେ ଏସବୁ କାଇଁ ଶୁଣିବାକୁ ମିଳିଲାନି।
    ନୂଆ ଦର୍ଶକ ଯୋଡ଼ି ଯାଉଛନ୍ତି ତାହେଲେ ସେ ବହି କାହିଁକି କରୁଛ ।
    Change କହରିଦୌନଆହାନ୍ତି

  • @RajaRaja-wp1cq
    @RajaRaja-wp1cq Месяц назад +1

    ଭାଇ ଏମିତି ଷ୍ଟୋରୀ କାହିଁକି କରୁଛ ଜଗନ୍ନାଥ ଙ୍କୁ ନେଇକି।14 ଭୁବନରେ ତୁମର ସ୍ଥାନ କୋଉଠି ବି ନାହିଁ। ଏମିତି ଅପମାନ କରୁଛ ମୋ ପ୍ରାଣ ଇଷ୍ଟ ମାଲିକ୍ ଜଗନ୍ନାଥ ଙ୍କୁ ନେଇକି। ମୋ ଜଗନ୍ନାଥ ❤😢

  • @ଜୟମାସମଲେଇ-ଘ4ଦ
    @ଜୟମାସମଲେଇ-ଘ4ଦ Месяц назад +9

    ଲଜ୍ୟା ଲାଗିବା କଥା ଜଗନ୍ନାଥଙ୍କୁ ଭୁଲ ମାଗନ୍ତୁ, ଜ୍ଞାନ ବେଶୀ ଦିଅନ୍ତୁ ନାହିଁ

  • @Ratikantasamantara
    @Ratikantasamantara Месяц назад +7

    Sei bhali gote nataka ବର୍ତ୍ତମାନ sworna ମହଲ ରେ ଚାଲିଛି ହିନ୍ଦୁ ମୁସଲିମ ଙ୍କ ବିଷୟରେ କାଇଁ ସେଇଟା କୁ ତ ban କରୁନାହାନ୍ତି

  • @MrSantuYouTubeChanelAmaOdisha
    @MrSantuYouTubeChanelAmaOdisha Месяц назад

    ଏଇ ଶଳା ଏମିତି ବୁଝିବନି ଇଏ ହେଉଛି ପରମ ଗାଲୁଆ
    ଶଳା ଭୁଲ ମାଗେ ନହଲେ ଓଡିଶାରୁ ଇଏ ଯାତ୍ରା ମଞ୍ଚ ସବୁ ବ୍ୟାନ କରାଯାଉ

  • @MrPk-t8j
    @MrPk-t8j Месяц назад +30

    ତୁମ ରୋଲ ତୁମ ପାଖରେ ରଖ.. ଜଗରନାଥ ଙ୍କ ସହିତ ଏମିତି.ଯିଏ ସୋୟଙ୍ଗ କର୍ତା

    • @Ramkumar143-h8q
      @Ramkumar143-h8q Месяц назад

      Aare bhai tume aago nataka dekha ta pare aasi comment karibi kichi na dekhi emiti kahiba thik nuha

  • @tapanmahanta6484
    @tapanmahanta6484 Месяц назад +5

    ତୁମ ମାନେ ନାଟକ ବହାନା ରେ ଜଗନ୍ନାଥ ଠାକୁର ଙ୍କୁ ଅପମାନ କରୁଛନ୍ତି।

  • @koshaliyoutubedibyakishorm1563
    @koshaliyoutubedibyakishorm1563 Месяц назад

    ଶଳା ନାଟକ ରେ ତୁ ବିଷ୍ଟା ଖାଇ କି ଯଦି ଦେଖେଇ ପାରିବୁ ତାହେଲେ ତୁ ପ୍ରକୃତ ଅଭିନୟ କରୁଛୁ ବୋଲି ଜଣା ପଡ଼ିବ, ପୁଣି ଯଦି କେଉଁଠି ଏ ନାଟକ ଦେଖେଇ ଜଗନ୍ନାଥଙ୍କୁ ଅପମାନ କରୁ ପ୍ରଚୁର ମାଡ଼ ଖାଇବା ପାଇଁ ପ୍ରସ୍ତୁତ ହୋଇ ରହିଥିବୁ

  • @aswinientertainment9957
    @aswinientertainment9957 Месяц назад +8

    ମୋଟା ମୋଟି କଥା ହେଲା ଲେଖକ ହେଲା ସାଡେ ମାଦରଚୋଦ ଶେ ଶଳା ମୂର୍ଖ କୁ ଆଉ କିଛି ମିଳିଲାନି ଜଗନ୍ନାଥ ଙ୍କୁ ନେଇ ନାଟକ

  • @ramachandrabehera6795
    @ramachandrabehera6795 Месяц назад +14

    ନିଜ ଦୋଷ ସ୍ବୀକାର ନ କରି ଭାଷଣ ଦେଉଛୁ ତୁ ଶଳା ସତୀଆ ପୁରୁଷ

    • @prasantdass8415
      @prasantdass8415 Месяц назад

      ସେକଣ ତତେ ଗାଣ୍ଡିମାରି ଦେଇଛି ନା ଚୋରି କରିଛି ଦୋଷ ସ୍ୱୀକାର କରିବ ଶଳା ତମେମାନେ କେଇଟା ଅଛ ଗୋଡ ଟଣା. କାହାକୁ କେବେ ଭଲରେ ଦେଖି ସହି ପାରନି

  • @Don-w4s
    @Don-w4s Месяц назад

    ମଞ୍ଚ ଉପରେ କିଏ କହିଲା ବେ ଜଗନ୍ନାଥ ଙ୍କୁ ନବାକୁ

  • @NarayanNayak-wf8cg
    @NarayanNayak-wf8cg Месяц назад +72

    ଯଦି ସବୁ ଯାଣିଛୁ ଆମ ଠାକୁର ସେ ସବୁ ଓଡ଼ିଆଙ୍କର ପ୍ରାଣ ଣେର ସାହାସ ହେଲା କେମିତି

    • @badboybubun86
      @badboybubun86 Месяц назад

      Tate maaaghia kn Jana re pelei pua

    • @msdmunda5083
      @msdmunda5083 Месяц назад +1

      Toma jagarnath pura sasta sabudukan mile nijaku jagarnath bhabantu nahin

    • @Himanshu-e7s1x
      @Himanshu-e7s1x Месяц назад +1

      Tama kaba jatra daka na loka ka hawaya

    • @ashishdas-qi5xs
      @ashishdas-qi5xs Месяц назад

      Tu sala aau Vasan dena.. peleipuo tor kou babar besa be aita...tu Amity karichu mane kila nabu

    • @prasannakumarsatapathy267
      @prasannakumarsatapathy267 Месяц назад +1

      Nisa khai munda kharap hoigalani.

  • @ARNMKP
    @ARNMKP Месяц назад +8

    ଶଳା ହାରାମି ତୋର ବେଶୀ ଭାଉ ତୁ କାଇଁ ସେଭଳି ରୋଲ କାଇଁ ନେଉଥିଲୁ। ତିନି ପାଞ୍ଜିରୁ ଯିବୁ ସେତେବେଳେ ଜାଣିବୁ।

  • @ashoksahoo8973
    @ashoksahoo8973 Месяц назад

    ପ୍ରବଚନ ବେଶୀ କିଛି action ନିଆଯାଉ

  • @snigdhamohanty1199
    @snigdhamohanty1199 Месяц назад +12

    ହଁ ମୋହନ ସାର ତ ନିଜକୁ ଜଗନ୍ନାଥ କହିଥିଲେ ସେତେବେଳେ ମୁହଁ ବନ୍ଦ ହେଇଗଲା ଏଠି କଳାକାର ଅଭିନୟ କରିଦେଲା ସେଥିରେ ଆସିକି ରାଜନୀତି କଲେ.

  • @gajnybhai955
    @gajnybhai955 Месяц назад +24

    ନାଟକରେ ଅଭିନୟ କରିବା ଏକ ଚାରିତ୍ରିକ ଉପସ୍ଥାପନ ଏହାକୁ ନେଇ ବିବାଦ କରିବା ଅନୁଚିତ୍। ବାସ୍ତବ ଦୁନିଆର ଲୋକେ ଖାଲି ଦୋଷ କୁ ଦେଖନ୍ତି। ଜଣେ କଳାକାର ହେଇ ଦେଖ ତେବେ ବୁଝିବ।

    • @randeranjan1
      @randeranjan1 Месяц назад

      Thik katha

    • @ArunDas-lv4gz
      @ArunDas-lv4gz Месяц назад

      Ebhali sceen kou murkha director direction deuthila ta bela kharapa kanha muha maruchu immediate jagata Swami .desabasinku kshyama bhikshya kar banchi jibu.

    • @susantabehera87
      @susantabehera87 Месяц назад +1

      ​@@randeranjan1 ନାଟକ ରେ ଅଭିନୟ କରିବାର ମାନେ ନୁହଁ ଯେ କାହାର ଆସ୍ତା ଆଉ ଭଗବାନଙ୍କୁ ନେଇ ଷ୍ଟେଜ ରେ ଉପହାସ କରିବା

    • @randeranjan1
      @randeranjan1 Месяц назад

      @@susantabehera87 natakare balatkar scene kara jouchi setebele? Jatra re bapa, man'ku, hairana karibara scene kara jouchi setebele? Jatra re murder scene karajouchi setebele kain kehi kahino emiti kahinkee karucha? Jatra mane hin seiya hela. Biti jaithiba itihas, bartaman ra paristhiti, agami dinar bhavishya bisayare nataka, film, huwe , e sabuku dehoku nobata jomaru thik nuhon

    • @JayJagannathJayJagannath-n8c
      @JayJagannathJayJagannath-n8c Месяц назад

      Tik kahila

  • @SantoshKumarPanda-d5d
    @SantoshKumarPanda-d5d Месяц назад

    ଆରେ ଛୋଡ଼ିପୁଅ ତୁ କଣ ମହାପୁରୁଷ, ତୁ କରିନୁ ଆଉ କଣ ତୋ ପ୍ରେତ କରିଛି, ଶଳା ମୁଁ ତୋ ନାଟକ ଦେଖିଚି, ତୁ ଶଳା ନିଶ୍ଚିତ କୌଣସି ଏକ ସଂସ୍ଥା ରୁ ଭାରି ଆକାରର ଅର୍ଥ ନେଇଛୁ, ସତ କହୁନୁ, ଜଗନାଥଙ୍କୁ ଚୋରି କରିଛୁ, ତାଙ୍କୁ ଲୋକ କହି ମଣିଷ ସହ ତୁଳନା କରୁଛୁ, ମୂର୍ଖ ଟା କିରେ, ତୁ କେଡ଼େବଡ଼ କଳାକାର ମୁଁ ଜାଣିଛି ଅଧିକ ଛୋଡ଼ି ନହେଇ ସେ ନାଟକରୁ ଓହରି ଯା ଆଉ ଭୁଲ ମାଗେ, ନହେଲେ ବହେ ଖାଇବୁ

  • @prashantparta877
    @prashantparta877 Месяц назад +24

    ପୁର୍ବ ରୁ ମଧ୍ୟ ବହୁତ ଓଡ଼ିଆ କଥାଚିତ୍ର ରେ ଜଗନ୍ନାଥଙ୍କୁ ଫୋପାଡି ଛନ୍ତି ଭାଙ୍ଗି ଛନ୍ତି ଏଇଟା କିଛି ବଡ଼ କଥା ନୁହେଁ ନାଟକରେ ସିନେମା ରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ ସେଇଟା ସତ ନୁହେଁ ଅଭିନୟ ଏଥିରେ ବିବାଦ ର କିଛି ପ୍ରଶ୍ନ ହିଁ ଉଠୁନି

    • @niranjanparida9667
      @niranjanparida9667 Месяц назад +2

      Right

    • @asifsinghpradhan3704
      @asifsinghpradhan3704 Месяц назад +2

      Tu mg gote chuka pila

    • @prashantparta877
      @prashantparta877 Месяц назад

      ଶାସ୍ତ୍ର କହିଛି ମୁର୍ଖ ଅଜ୍ଞାନି ମାନଙ୍କ ସହିତ କେବେ ମୁହଁ ଲଢେଇ ବନି
      ତତେ ଶିକ୍ଷା ର ଅଭାବ ଅଛି ଯେଉଁଟା ତୋ ବାପା ମାଆ ତତେ ଦେଇନାହାନ୍ତି

    • @manasdas2818
      @manasdas2818 Месяц назад +1

      Ri8👍

    • @birajablogger
      @birajablogger Месяц назад

      Maha ,prabhu nku bhangibu haire papi tu kia

  • @gopalbabuproduction7582
    @gopalbabuproduction7582 Месяц назад +8

    Comment ରେ ଜ୍ଞାନ ଦେଉଥିବା ବ୍ୟକ୍ତି ମାନେ,bangadesh ରେ ଯେତେବେଳେ ମହା ପ୍ରଭୁ ଙ୍କୁ ପୋଡ଼ି ଦିଆଗଲା ସେତେବେଳେ କେତେ ପାଟି ଖୋଲିଛ ଭକ୍ତି ସବୁ ଆଡେ ଦେଖାଅ,ରାଜନୀତି କରନା ଏଇ ଜଗନ୍ନାଥ ଙ୍କୁ ନେଇ ଗେଣ୍ଡା ଦଳିଆ ଦୁଆର ଦୁଆର ବୁଲେଇଥିଲେ ବୋଲି ଆଜି ତାଙ୍କ ଅବସ୍ଥା କଣ ହେଲା ଦେଖିଲ,ବାକି ସେ ଯଦି ଭୁଲ୍ କରିଥିବେ ମହାପ୍ରଭୁ ତାଙ୍କ କଥା ବୁଝିବେ

    • @girishex
      @girishex Месяц назад +1

      ସେତେବେଳ ଏ ନାନୀଘିଅ ଜଗନାଥ ଭକ୍ତ ମଦପିକି ଗାଣ୍ଡିମାରୁଉଥିଲେ

  • @kshitiprasadpattajoshi3611
    @kshitiprasadpattajoshi3611 Месяц назад

    ପୁଅ ତୋର ଶେଷ ସମୟ ଆସିଗଲା. କି ବାଳ ଅଭିନୟ କରୁଛୁ କହିଲୁ. ମହାପ୍ରଭୁଙ୍କୁ ଭୁଲ୍ ମାଗେ.

  • @sonuodiavlogs3325
    @sonuodiavlogs3325 Месяц назад +5

    ଯାତ୍ରାରେ ଅଭିନୟ କରିଦେଲେ ବୋଲି ଏତେ ପାଲା, ଆଉ ସତସତିକା ସରକାର ମନ୍ଦିରରେ ରତ୍ନଭଣ୍ଡାର ଲୁଟ ସହିତ ପୁରୀରେ ମଦର ପ୍ରଚାର ପ୍ରସାର ସହିତ ମୁଖ୍ୟମନ୍ତ୍ରୀ ନିଜକୁ ଶ୍ରୀ ଜଗନ୍ନାଥଙ୍କ ତୁଳନା ସହ ଉପମୁଖ୍ୟମନ୍ତ୍ରୀକୁ ବଳଭଦ୍ର ଆଉ ସୁଭଦ୍ରାଙ୍କ ସହ ତୁଳନା କେତେ ଦୂର ଠିକ। ପୁରୀର MP ମହାଶୟ ଶ୍ରୀଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି କହିବା। ରିଏଲିଟିକୁ ଆସ reels ରେ କଣ ଅଛି। ଏବେ ବା ନୁଆଁ ସରକାର କାଳିଆ ଯୋଜନା ଆଉ ମା ଲକ୍ଷ୍ମୀଙ୍କ ନାଁରେ ଥିବା ଯୋଜନାକୁ ନାମ ବଦଳାଇ ମୁଖ୍ୟମନ୍ତ୍ରୀ ନାଁରେ ନାମକରଣ କଲେ। କେତେଜଣ ଆସି ବିରୋଧ କଲେ, ଆମର ଏଠି ସବୁ ଅଭିନୟରେ କିଏ କଣ କରିଦେଲାକୁ ବିରୋଧ କିନ୍ତୁ ପ୍ରତିଦିନ ସତସତିକା ପ୍ରଭୁଙ୍କ ଧଜିଆ ଉଡାଉଥିବା ନେତାଙ୍କୁ ବିରୋଧ ପାଇଁ ସାହସ କାହିଁ?ଜୟ ଜଗନ୍ନାଥ ପ୍ରଭୁ 🙏🙏🙏

    • @Ramkumar143-h8q
      @Ramkumar143-h8q Месяц назад +1

      Thik katha bhai

    • @GaneswarKamar
      @GaneswarKamar Месяц назад

      Right​@@Ramkumar143-h8q

    • @GaneswarKamar
      @GaneswarKamar Месяц назад +1

      ଅଭି ନୟରେ କଣ ଅଛି ସେଇଟାକୁ ନେଇ ଏତେ ଚର୍ଚ୍ଚା କାହିଁକି

    • @Ramkumar143-h8q
      @Ramkumar143-h8q Месяц назад

      @@GaneswarKamar hm pa loko kichi na dekhiki bujhu nahanti

    • @asishkumarsahoo1938
      @asishkumarsahoo1938 Месяц назад

      Right bro 👍

  • @TuturajBehera
    @TuturajBehera Месяц назад +12

    ଜଣେ ଅଭିନେତା ମଞ୍ଚରେ ତାର ଅଭିନୟ କରିବା ତାର ଭୁଲ ନୁହେଁ, କିନ୍ତୁ ଭୁଲ କରିଛନ୍ତି ନାଟ୍ୟକାର ଓ ନିର୍ଦେଶକ, ଜୟ ଜଗନ୍ନାଥ 🙏🙏

    • @bubusrikant4762
      @bubusrikant4762 Месяц назад

      😏 Rehearsal re jetiki thila, iye ghoda madua aau 90% joddi dela. Shree Jagannath nku kukura mankada bhali Kari kaandha re pakeyiba nathila. Story writer Director nka bhul achhi, kintu taaku adhika controversy karila Ehi bhadua😏

    • @kaliapremibhajanbhandara8515
      @kaliapremibhajanbhandara8515 Месяц назад +2

      ସେ କଳାକାର କୁ ଯଦି କୁହାଯିବ ତା ଜନ୍ମକଲା ମାଆ ଆଉ ରକ୍ତର ଭଉଣୀ ସହିତ ଗୋଟିଏ ରେପସିନ କରିବାକୁ ସେ କୁକୁର ଟା କରି ପାରିବତ

    • @odishatruckdrivervlogs3326
      @odishatruckdrivervlogs3326 Месяц назад

      ଅଭିନୟ କରିବ ବୋଲି ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ଅପମାନିତ କରୁଛି ସେହି କିଛି ମୂହୁର୍ତ୍ତ ର ସିନ୍ ଟିକୁ କାଟି ଦିଆଯାଇଥିଲେ କ'ଣ ନାଟକ ଚାଲି ନ ଥାନ୍ତା

  • @sbehera5051
    @sbehera5051 Месяц назад

    ଜଗନ୍ନାଥ ଙ୍କୁ ବାନ୍ଧିବା ଠିକ ନୁହେଁ ,, ମାନିଯାଅ

  • @sadanandanayak5324
    @sadanandanayak5324 Месяц назад +14

    ତୁ ଓଡ଼ିଆ ଜାତିର କଳକଂ
    ମହାପ୍ରଭୁଙ୍କ ପାଖରେ ଭୁଲ ମାଗେ ।
    ତୁ ଶ୍ରୀରାମ ଶ୍ରୀକୃଷ୍ଣ ଭୁମିକା ରେ ଅଭିନୟ କରିପାରିବୁ ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଭିନୟ କରିପାରିବୁ
    ତୋ ହାତ ଗୋଡ କଟାହେବ ପାରିବୁ

  • @manojperai4437
    @manojperai4437 Месяц назад +21

    ଆରେ ସଳା ତୋ ମାକୁ ନେଇ ତୁ ଷୋଉଥୁବୁ ମାଗୀହା ପାଠ ପଢୋଉଛୁ ଭୁଲ୍ ମାଗେ

    • @parambrahm130
      @parambrahm130 Месяц назад

      Tume Mane chhadia jagannath tanku thik danda debe

  • @Yt.Pariwar513
    @Yt.Pariwar513 Месяц назад

    କାହ୍ନ ଭାଇଙ୍କ କଥାକୁ ସମର୍ଥନ କରାଯାଉ?? ସେ ଜଣେ ପରିଚିତ ନାମ କଳାକାର
    ତାଙ୍କ ଉପରେ ରାଗନ୍ତୁନି ସିଏତ ତାଙ୍କର ଅଭିନୟ କରୁଛନ୍ତି⭕‼️⭕🙏🙏

  • @pintuvillagetour
    @pintuvillagetour Месяц назад +19

    ପେଲେଇ ପୁଅ ଜ୍ଞାନ ପେଲୁଛୁ , ତୁ ଶଳା ମନା କଲୁନି .. ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଏଭଳି ଅସମ୍ମାନ ଅଭିନୟ ମୁଁ କରିବି ନାହିଁ ବୋଲି .. ତମ ମାଲିକ ନିର୍ଦ୍ଦେଶକ ସବୁ ଶଳା ବାଙ୍ଗଲାଦେଶୀ ବିହନ , ଯଦି ମୋହନ ସରକାର ଗାଣ୍ଡିରେ ବଳ ଅଛି ଏ ମାମଲାରେ ସଂପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡାଦେଶ କରନ୍ତୁ । ଯାହା ଦ୍ବାରା ପରବର୍ତ୍ତୀ ସମୟରେ ଆଉ କେହି ଏଭଳି କୁକର୍ମ କରିବାକୁ ସାହାସ କରିବ ନାହିଁ 👍👍 ଜୟ ଜୟ ଜଗନ୍ନାଥ 🚩🙏🙏🙏🙏🙏

    • @kamalakantasaho4786
      @kamalakantasaho4786 Месяц назад

      Maaghiaa dekhaa huantu thare gaandi re baunsha purei dianti.

    • @LoveableVlogs
      @LoveableVlogs Месяц назад

      ଯାହାର ଭାଷା ଜ୍ଞାନ ନାହି, ସେ ମୁଖ୍ୟମନ୍ତ୍ରୀଙ୍କୁ ଜ୍ଞାନ ଦବାକୁ ଆସିଚି

    • @birendrabag6775
      @birendrabag6775 Месяц назад +1

      Baki loka... Ki6i kahiba katha nua... Dekhiba loka ta jagannath aau kana tame bhala manda kahu6

  • @agrilover.6136
    @agrilover.6136 Месяц назад +7

    ଜଗନ୍ନାଥଙ୍କୁ ନେଇ ନାଟକ କଣ ପାଇଁ ହୋ,
    ତୁ ଶଳା ସଳା ସବୁ ଜାଣିଶୁଣି ବହୁତ ପ୍ରବଚନ ଦେଉଛୁ

  • @aditya_6005
    @aditya_6005 Месяц назад

    ମହାପ୍ରଭୁ... ତୋ ମା ବିଆ ରେ ଗେହିଁବାକୁ ଯାଇଥିଲେ ବୋଧେ ମାଗିହା ଶଳା ଭଗବାନ ଙ୍କୁ କଣ ନିର୍ଜୀବ ଭାବୁଛ ... ବାବର ଖାନ ତୋ ଭଉଣୀ ବିଆ ରେ ଗେହିଁଛି... ଶଳା ତୁ ଗୋଟେ ଓଡ଼ିଆ ହୋଇକି ପଇସା ପାଇଁ ଏମିତି କଲୁ... ତୋ career ସରିଗଲା 😡😡😡😡😡

  • @subhasinirout9542
    @subhasinirout9542 Месяц назад +6

    ତୁମେ କଣ ବିନା ଟଙ୍କା ରେ ନାଟକ କରିଛକି? ତୁମକୁ ଯଦି ଆହୁରି ଖରାପ ସିନ କରିବାକୁ କୁହାଯିବ କରିବ କି। ଯେମିତି ଠାକୁରଙ୍କୁ ଭିଡ଼ିକି ନେଉଥିଲ୍ ଯୋଉ ଆକ୍ସନ ନେଇକି ମୋତେ ଲାଗୁଥିଲା ଯେମିତି ଗୋଟେ ଝିଅକୁ କାନ୍ଧରେ ବୋହିକି ବଳାତ୍କାର କରିବାକୁ ନେଉଥିଲ୍ । ଭିଲିଆନ୍ ଭଳି। ମୂର୍ତ୍ତି କୁ ଆମେ ସ୍ୱତନ୍ତ୍ର ପୂଜକରୁ ।କିନ୍ତୁ ମଣିଷକୁ କେବେ ମନ୍ଦିର ଭିତରେ ପୂଜା କରାଯାଉନି। ।।ତମେ ଯଦି ମୂର୍ତ୍ତି ବଦଳରେ ଆଉ ଏକ କଳାକାରକୁ ଜଗନ୍ନାଥ କରିଥାନ୍ତ , ମୋତେ ବିଲକୁଲ କଷ୍ଟ ଲାଗି ନ ଥାନ୍ତା । କିନ୍ତୁ ଯେମିତି ତୁମେ ଠାକୁରଙ୍କୁ କଲବଲ କଲ ବହୁତ ମୋ ହୃଦୟକୁ ବାଧିଲା ।

  • @lipansahu6518
    @lipansahu6518 Месяц назад +7

    ଏ ପଛେ କହିବୁ ଆଗ ଭୁଲ ମାଗେ ତା ପରେ ଆମେ ସୁଣିବୁ😡😡😡

  • @ArunaBauna
    @ArunaBauna Месяц назад +5

    ତୁ ତ ଓଡିଶା ର ଜଣେ ଜଣାଶୁଣା କଳାକାର, ତୋର କଣ ଏଇ ଚରିତ୍ର କରି ଜଗନ୍ନାଥ ଙ୍କୁ ଏପରି ଅସନମାନ କରି ତୁ ଆଉ ବଡ ହେଇଗଲୁ l

  • @ranjitkumarbehera5746
    @ranjitkumarbehera5746 Месяц назад +9

    ଏ ଜଗନ୍ନାଥ ପାଖରେ ଭୁଲ ମାଗିବା ନିହାତି ଦରକାର

  • @LokanathPadhi-t8d
    @LokanathPadhi-t8d Месяц назад

    ଯୁଗେ ଯୁଗେ ଜଗନ୍ନାଥ ସତ୍ୟ ।ଦଇତାରୀ ପଣ୍ଡା ଜଗନ୍ନାଥ ଙ୍କୁ ଅପମାନ କରି କ୍ଷମା ମାଗିଲା । ଇଏ ବି ସର୍ବସାଧାରଣ ରେ କ୍ଷମା ମାଗୁ