ଅଭିମାନ କରିବାରୁ ମହାପ୍ରଭୁ ନିଜେ ଆସି କି ଲୀଳା କଲେ ଦେଖନ୍ତୁ | Jagannath Mahima | Shakti Shankar Mishra

Поделиться
HTML-код
  • Опубликовано: 29 янв 2025

Комментарии • 510

  • @rinibehera3864
    @rinibehera3864 Год назад +3

    ଜୟ ଜଗନ୍ନାଥ ମହାପ୍ରଭୁ ସୃଷ୍ଟିର ମଙ୍ଗଳ ହେଉ

  • @debashisguru8101
    @debashisguru8101 Год назад

    Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mamatahantal1386
    @mamatahantal1386 Год назад +2

    Jai jagannathswami nayanapathagami bhabatume

  • @manishasethi9284
    @manishasethi9284 Год назад +1

    Jay.jaganatha🙏🙏🙏🌷🌺💐🥀🌹🚩🚩🚩

  • @AffairsUpdate
    @AffairsUpdate Год назад +2

    🙏 ଜୟ ଜଗନ୍ନାଥ ମହାପ୍ରଭୁ

  • @sudambisoi4315
    @sudambisoi4315 Год назад +1

    Jay jaganatha swami nayana pathagami bhaba. Tume prabhu ehi sansara re sabhi nku su budhi diya dukha dura kari diya satasanga re milana kari diya Mora. Etiki binati

  • @ranjeetkumarbehera7914
    @ranjeetkumarbehera7914 Год назад +1

    ଧନ୍ୟ ଭକ୍ତ
    ଧନ୍ୟ ଜଗନ୍ନାଥ
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @pradyumnaswain9346
    @pradyumnaswain9346 Год назад +1

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏🙏

  • @swarajyabehera3859
    @swarajyabehera3859 Год назад +1

    ଜୟ ଜଗନ୍ନାଥ... ଜୟ ଜଗନ୍ନାଥ.... ଜୟ ଜଗନ୍ନାଥ ...❤❤❤❤❤❤🙏🏻🙏🏻🙏🏻🙏🏻🙏🏻🙏🏻🙏🏻......

  • @meenakshikar6351
    @meenakshikar6351 Год назад +1

    जय जगन्नाथ 🙏❤️🌷❤️🙏

  • @chandrachudadas1065
    @chandrachudadas1065 Год назад

    JAY JAGANNATH SWAMI NAYAN PATH GAMI BHABA TUME 🙏🏻🙏🏻🙏🏻🙏🏻

  • @matruashishpatra3550
    @matruashishpatra3550 Год назад +3

    🙏🙏🙏Jaya Jaya Shree Jagannath Mahaprabhu Jay Shree Krishna Radhe Radhe maa Radhe Radhe Jay Shree Krishna Radhe Radhe maa Radhe Radhe 🙏🙏🙏❤❤❤mote sehi rupa dekha a Hari Jaya Shree Radhe boli baje BANSHURI 🙏🙏🙏❤❤❤

  • @jyotsnamahapatra6349
    @jyotsnamahapatra6349 Год назад +4

    ଜଗାରେ ସମସ୍ତଙ୍କ ଗୁହାରୀ ଶୁଣୁଛୁ । ମୋର ଗୁହାରୀ ତୁ କେବେ ଶୁଣିବୁରେ । ଏତିକି ତୋ ଛନ୍ଦା ଚରଣରେ ଗୁହାରୀ ।⭕‼️⭕🙏🙏🙏🙏🙏🙏🙏

  • @krishnasahoo5130
    @krishnasahoo5130 Год назад +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ 🙏🌹🙌

  • @sushirkumarmahapatra3221
    @sushirkumarmahapatra3221 Месяц назад +1

    jay jagannath pranam i love you jagannath and your devotees.i have seen his play in the year of 1980.harihara bahinipati was writer .the nirmalya patrika found in 1997

  • @nishikantapal6481
    @nishikantapal6481 9 дней назад

    ପ୍ରଭୁ ତୁମ ଠାରୁ ବଡ଼ ବୈଦ୍ୟରାଜ ଏ ସଂସାରରେ କିଏ ଅଛି ❤❤❤❤❤❤❤

  • @Pritisha_93
    @Pritisha_93 Год назад +4

    Jay Jagannath

  • @pramodsahu9090
    @pramodsahu9090 Год назад +2

    Jai shree Jagnnath 🙏🙏🙏

  • @pradeshkumarsahoo1877
    @pradeshkumarsahoo1877 Год назад +7

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏🙏ଧନ୍ଯ ଭକ୍ତ ଧନ୍ୟ ଭାଗବାନ ଧନ୍ଯ ତାର ଲୀଳା ମହାପ୍ରଭୁ ମହାବାହୁ 🙏🙏🙏🙏🙏🙏🙏

  • @syamaprasadmahapatra
    @syamaprasadmahapatra Год назад +2

    ମଣିମାଙ୍କର ଜୟ ହେଉ 🙏 ମହାପ୍ରଭୁଙ୍କର ଜୟ ହେଉ 🙏 ସାଆନ୍ତେ ଜୁହାର 🙏

  • @jyotipadhi2668
    @jyotipadhi2668 Год назад +3

    ଜୟ ଜଗନ୍ନାଥ ପ୍ରଭୁ 🙏🙏 ସବୁତ ତୁମ ଲୀଳା।

  • @sasmitamaharana9708
    @sasmitamaharana9708 Год назад +32

    ମୋ ମଣିମା ମୋ ଛାମୁ ମୋ ସାଆନ୍ତ ତୁମ ଲୀଳା ଅନନ୍ତ। ଜୟ ହେଉ ମୋ ମଣିମାଙ୍କର।🙏🙏

  • @aadhikari7615
    @aadhikari7615 Год назад +8

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ🙏 ଧନ୍ଯ ମହାପ୍ରଭୁ ଧନ୍ଯ ତୁମର ଭକ୍ତ 🙏 ସବୁରି ଜୀବନରେ ଏମିତି ଆସି ରୋଗ ଶୋକ ମୁକ୍ତ କର🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @nirupamamishra5221
    @nirupamamishra5221 Год назад +1

    Jay Jagannath Jay JagannathJay Jagannath🙏🙏🙏❤️❤️❤️🌹🌹🌹

  • @nirbhikranjansahoo1404
    @nirbhikranjansahoo1404 Год назад +2

    Jay Jagannath ❤️ Jay chakra raj Sudarshan ❤️ Jay balabhadra ❤️ Jay Maa subhadra ❤️ Jay Maa Laxmi ❤️

  • @sanjaysahu1866
    @sanjaysahu1866 Год назад

    Koti parnam saante

  • @muralidharpalai7251
    @muralidharpalai7251 Год назад +1

    🕉️ ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ 🌹 🙏 🕉 🍎 🌿 💧 🙏🕉️

  • @damayantidas5308
    @damayantidas5308 7 месяцев назад +1

    ❤❤❤❤❤❤ ହେ ମହାବାହୁ ହେ ଜଗତକରତା ଜଗତର ସମସ୍ତ ଙ୍କୁ ଉଦ୍ଧାର କରନ୍ତୁ ମଣିମା ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ❤❤❤❤

  • @priyankamohapatra1647
    @priyankamohapatra1647 Год назад +3

    ମୋ ଜଗନ୍ନାଥ ସ୍ୱାମୀ ଙ୍କ‌‌‌ ଶ୍ରୀଚରଣ କମଳ ତଳେ କୋଟି କୋଟି ପ୍ରଣାମ

  • @subhamswapnajeet4351
    @subhamswapnajeet4351 Год назад +31

    ହେ ମହାବାହୁ ତୁମେ ସବୁ ଦେଖୁଛ ତ, ଏ ସଂସାର ରେ ମୋର ଆଉ କେହି ନାହାନ୍ତି। କେବଳ ତୁମେ ହିଁ ମୋ ଛୁଆକୁ ଭରଷା ହେବ ମହାପ୍ରଭୁ। ଜୟ ଜଗନ୍ନାଥ 🙏🏿🙏🏿😭🙏🏿😭😭🙏🏿😭🙏🏿

    • @UpendraKundu-rc6nl
      @UpendraKundu-rc6nl 3 месяца назад

      Jayjagannath

    • @mahabahu_
      @mahabahu_ Месяц назад

      ଯଦି କେହି ନାହାନ୍ତି ତେବେ ମୋ ଛୁଆ କାହିଁକି କହୁଛନ୍ତି ।

  • @alokpati9935
    @alokpati9935 Год назад +2

    JAY jAGANNATH🙏🙏🙏

  • @santoshsahoo5995
    @santoshsahoo5995 Год назад +6

    ହେ ମୋର କଳା ଠାକୁର ଶ୍ରୀ ଜଗନ୍ନାଥଙ୍କ ଚରଣ ରେ ମୋର କୋଟି ନମସ୍କାର 🙏💐

  • @pradyumnaswain9346
    @pradyumnaswain9346 Год назад +1

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏🙏🙏🙏

  • @Kumarsonoj-gi4vs
    @Kumarsonoj-gi4vs Месяц назад +1

    ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @birakishorenayak1690
    @birakishorenayak1690 Год назад +10

    ପ୍ରଭୁ ତୁମର ଜୟ ହେଉ 🙏

  • @pabitramohanty3400
    @pabitramohanty3400 Год назад +2

    ମୋ କଳା ସାଆନ୍ତ ,କଣ କହିବି,କଣ ଶୁଣିବି, କଣ ଅନୁଭବ,ସବୁ ତାଙ୍କରି ଲୀଳା,ପ୍ରଭୁ ଜଗନ୍ନାଥ ଙ୍କର ଜୟ ହେଉ।

  • @deenabandhusahoo7291
    @deenabandhusahoo7291 День назад

    ହେ ମହାପ୍ରଭୁ ଶତକୋଟି ପ୍ରଣାମ। ମୋତେ ଟିକେ ଚଲେଇ ଦିଅନ୍ତୁ ପ୍ରଭୁ।

  • @kalpanapadhi8709
    @kalpanapadhi8709 Год назад +1

    ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @kailashchandrasahoo6293
    @kailashchandrasahoo6293 5 месяцев назад +1

    ହେ ମହାପ୍ରଭୁ ଏହି ଭବ ସାଗରରେ ତୁମେ ହିଁ ଏକା ସାହା ଭରଷା । ତୁମେ ସଦା ସର୍ବଦା ମୋ ପିଲମାନଙ୍କୁ ମୋର ସପରିବାରଙ୍କୁ ଶଙ୍ଖରେ ପୁରାଇ ଚକ୍ରରେ ଆଢୁଆଳ କରି ରଖିଥିବ। ଓଁ ନମୋ ଭଗବତେ ବସୁ ଦେବାୟ।

  • @archanasamanta2402
    @archanasamanta2402 7 месяцев назад

    ମହା ବାହୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣହେଉ ।
    ମୋ ସଂସାରକୁ ଶାନ୍ତି ପ୍ରଦାନ କରନ୍ତୁ ନାଥ 👁️🙏👁️

  • @rojismitaroul89
    @rojismitaroul89 Год назад +2

    Jay Jagannath 💖 ❤❤❤❤

  • @kahnucharandash2125
    @kahnucharandash2125 Год назад +1

    ଜୟ ଶ୍ରୀଜଗନ୍ନାଥମହାପ୍ରଭୁ ହେ.....👏

  • @MithunJagadala-sr8cd
    @MithunJagadala-sr8cd 6 месяцев назад +1

    ଜୟ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻🙏🏻🌹🌹🌹❤️❤️❤️

  • @krupasindhumishra3135
    @krupasindhumishra3135 5 месяцев назад +1

    ଏହା ୩୬୫ ଚନାଲ ନହୋଇ ଦିବ୍ୟ ଅନୁଭୂତି କେନାଲ ହେବା କଥା । ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ କୃପାଳୁଜି

  • @bkbarik2322
    @bkbarik2322 Год назад

    ମହାପ୍ରଭୁଙ୍କ ଏ ଅମୃତ ବିଭୁତି ଶୁଣି ଆଖି ଜକେଇ ଗଲା ଦେହ ଶୀତେଇ ଗଲା ଆଜ୍ଞା।କହିବାକୁ ଆଉ କିଛି ଶବ୍ଦ ନାହିଁ ଆଜ୍ଞା।ମହାପ୍ରଭୁ ଆପଣଙ୍କୁ ନୀରୋଗୀ ଆଉ ଦୀର୍ଘାୟୁ କରିରଖନ୍ତୁ।🙏🙏
    ଜୟ ମହାପ୍ରଭୁ ଜୟ ମହାପ୍ରଭୁ ଜୟ ମହାପ୍ରଭୁ
    🙏🙏🙏🙏🙏🙏🙏🙏🙏🙏🙏🙏

  • @sandhyapattnaik2817
    @sandhyapattnaik2817 Год назад

    ଜୟ ମୋ ମଣିମା ଙ୍କର ଜୟ ହେଉ 🙏🌹🙏 ମଣିମା ମହାବାହୁ ହେ କୃପାମୟ ଦିନଜନ ବାନ୍ଧବ ମୋ ପ୍ରାଣପ୍ରିୟ ମଣିମା , ତୁମ କରୁଣା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇଯିବ , ଟିକେ କୃପା ଡୋଳେ ଚାହିଁ ଦିଅ ହେ ମଣିମା🙏😭🙏

  • @bidyadharsahu2449
    @bidyadharsahu2449 Год назад

    ମହାପ୍ରଭୂ ହେ 🙏🙏🙏

  • @saswattripathy5793
    @saswattripathy5793 Год назад +11

    ଜୟ ଜୟ ଶ୍ରୀଜଗନ୍ନାଥ 🙏
    ମହାପ୍ରଭୁଙ୍କ କୃପା ହେଲେ ଅସମ୍ଭବ ବି ସମ୍ଭବ l
    ଜୀବନ୍ତ ଦିଅଁ ସେ
    ଆପଣଙ୍କ ଉପସ୍ଥାପନା ଶୈଳୀ ବହୁତ୍ ସୁନ୍ଦର 🙏

  • @prakasinidas8188
    @prakasinidas8188 Год назад +8

    ହେ ମହାବାହୁ!ତୁମ କୋମଳ ଶ୍ରୀଚରଣ କମଳରେ ଅନନ୍ତ କୋଟି ପ୍ରଣାମ ମଣିମା..ଜୟ ଜଗନ୍ନାଥ ସାର୍🙏💗

  • @agneyasahoo8697
    @agneyasahoo8697 Год назад

    ⭕❗⭕ ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ ❤❤❤❤❤

  • @Bhakti-Gitanjali
    @Bhakti-Gitanjali Год назад

    ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ 🌹🌹🌹👏👏👏।

  • @nirupamarout7306
    @nirupamarout7306 Год назад +1

    ଜୟ ଜଗନ୍ନାଥ ପ୍ରଭୁହେ🙏🙏🙏

  • @ritupurvasenapati537
    @ritupurvasenapati537 Год назад +12

    ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ🙏ଜୟ ଜଗନ୍ନାଥ🙏

    • @rashmipradhan2508
      @rashmipradhan2508 Год назад

      Jay Jagannath 🙏 Jay Jagannath 🙏 Jay Jagannath 🙏❤️❤️🙏🏼🌹🙏🏼🌹

    • @kalpanapadhi8709
      @kalpanapadhi8709 Год назад

      କୃପା କର ମହାପ୍ରଭୁ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @himanshusekharsahu9559
    @himanshusekharsahu9559 7 месяцев назад

    ହେ ମହାପ୍ରଭୁ ⭕❗⭕ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ମହାପ୍ରଭୁ🙏🐚🙌🚩

  • @dhanadhana1039
    @dhanadhana1039 Год назад

    ଆପଣଙ୍କ ଉପସ୍ଥାପନା ପୁରା ଜୀବନ୍ତ ଆଜ୍ଞା ଆଖି ବନ୍ଦ କରି ମନ ଧ୍ୟାନ ରେ ଆପଣଙ୍କ ଉପସ୍ଥାପନା ଶୁଣିଲେ ଜଗନ୍ନାଥଙ୍କ ର ଦର୍ଶନ ହୋଇଯାଏ ଆଜ୍ଞା ଜୟ ଜଗନ୍ନାଥ 🚩

  • @debashritadash2739
    @debashritadash2739 Год назад

    ଜୟ ଜଗନ୍ନାଥ ସ୍ଵାମୀ ନୟନପଥଗାମୀ ଭବତୁ ମେ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @chandankumarsahoo8399
    @chandankumarsahoo8399 Год назад

    ହେ ନୀଳାମୟ ତୁମ ଲୀଳା ତୁମଙ୍କୁ ହିଁ ଜଣା 🙏🙏

  • @nirbhikranjansahoo1404
    @nirbhikranjansahoo1404 Год назад +6

    Jay Jagannath ❤️ Jay chakra raj Sudarshan ❤Jay balabhadra ❤️ Jay Maa subhadra ❤️ Jay Maa Laxmi ❤️

  • @rasmitamaharathy6734
    @rasmitamaharathy6734 Год назад +2

    ଧନ୍ୟ ମୋ ମହାପ୍ରଭୁ ତୁମେ ଧନ୍ୟ 🙏❤️🙏

  • @ratnamanjari5804
    @ratnamanjari5804 Год назад +1

    🌹JAI JAGANNATH PRABHU 🌹
    🙏🙏🙏🙏🙏

  • @puspajanayak4099
    @puspajanayak4099 9 месяцев назад

    ହେ ମହାପ୍ରଭୁ ତୁମେ ହିଁ ମୋର ଏକ ମାତ୍ର ସାହା ଭରଷା,ମୋ ପିଲାମାନଙ୍କୁ ତୁମେ ଆଶୀର୍ବାଦ କର , ସେମାନଙ୍କ ସହିତ ସବୁବେଳେ ରୁହନ୍ତୁ ପ୍ରଭୂ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ।

  • @sabitaswain5513
    @sabitaswain5513 Год назад +1

    ହେ ମହାବାହୁ ତୁମେ ତ ସଂସାର ର ଶ୍ରେଷ୍ଟ ନାୟକ🙏🙏🙏🙏

  • @sureshbiswal3922
    @sureshbiswal3922 Год назад +6

    Jay Sri Mahaprabhu Jagannath Swami Nayan Pathagami Bhabatume. Apananka pada tale koti koti pranam ❤

  • @subhalaxmisahoo9166
    @subhalaxmisahoo9166 Год назад +6

    ଧନ୍ୟ ହେ ମଣିମା ତୁମେ ଧନ୍ୟ ତୁମ ମହିମା🙏🏻😭

  • @aloksamal9152
    @aloksamal9152 Год назад

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମୋର ପ୍ରାଣ ନାଥ ହେ ପ୍ରଭୁ ଜଗନ୍ନାଥ ତୁମର ଅପାର କରୁଣା ହେ ଭାବ ଗ୍ରାହି ଭବ ବିନଦିଆ ତୁମେ ମୋର ପ୍ରାଣ ମୋ ଜୀବନର ଆଧାର ଜୟ ଜଗନ୍ନାଥ ❤🙏⭕‼️⭕🙏❤️

  • @sarojinipatra8444
    @sarojinipatra8444 Год назад +1

    Jay Jagannath Prabhu 🙏🙏🙏🙏

  • @hi-yx8fc
    @hi-yx8fc Год назад +1

    ୟେ ଦୁନିଆରେ ଅସଲି କଳାକାର ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ

  • @pradyumnaswain9346
    @pradyumnaswain9346 Год назад

    ଓମ୍ ନମୋ ଭଗବତେ ବାସୁଦେବାୟ ନମଃ 🙏🙏🙏🙏🙏

  • @puspanjalibehera9591
    @puspanjalibehera9591 Год назад

    ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏🙏🙏🙏

  • @BikeshSahani
    @BikeshSahani Год назад +2

    जय जगन्नाथ महाप्रभु 🙏🙏🙏

  • @a.s.m2685
    @a.s.m2685 16 дней назад

    Jay sree jagannath 🌹🙏🌹 Jay shree jagannath 🌹🙏🌹 Jay Shree jagannath 🌹🙏🌹

  • @parthasarathi4428
    @parthasarathi4428 Год назад

    नीलाचल निवासाय नित्याय परमात्मने।
    बलभद्र सुभद्राभ्यां जगन्नाथाय ते नमः।।
    जगदानन्द कन्दाय प्रणतार्तहराय च ।
    #नीलाचल निवासाय जगन्नाथाय ते नम:।।🙏🙏🙏

  • @natabardasdas9876
    @natabardasdas9876 Год назад

    ହେ ପ୍ରଭୁ ଜଗନ୍ନାଥ ❤️ ତମେ ଭରସା 😭 😭

  • @madhusmitamohanty8320
    @madhusmitamohanty8320 Год назад

    ଲୀଳାମୟ ଙ୍କ ଲୀଳା ଅଗୋଚର। ଜୟ ଜଗନ୍ନାଥ 🪔🏵🙏

  • @deenabandhusahoo7291
    @deenabandhusahoo7291 День назад

    ହେ ମହାପ୍ରଭୁ ଶତକୋଟି ପ୍ରଣାମ। ରକ୍ଷା କର।

  • @a.s.m2685
    @a.s.m2685 16 дней назад

    Jay jay shri jagannath swami 🌹🙏🌹🙏🌹🙏🌹🙏🌹🙏🌹🌹🙏🌹🌹🙏🌹🌹🌹🙏🙏🙏🙏🌹🌹🌹🙏🌹🌹🙏🙏🌹🙏🌹🙏🙏🌹🙏🌹🌹🙏🌹🌹🙏🌹🌹🙏🌹🌹🌹🌹🙏🌹🌹🌹🌹🙏🙏🙏🙏🙏🙏🙏🙏🙏🙏

  • @mamatajena1995
    @mamatajena1995 Год назад

    Jay Jagannath Swami Nayan Patha gami vaba tume vaba tume vaba tume 🙏😭😭

  • @rabindranathpradhan4378
    @rabindranathpradhan4378 Год назад

    Jay Sri Jagannath Swami Nayana Patha gami bhaba tume prabhu 🙏🙏🙏🙏🙏

  • @manjulapatro2183
    @manjulapatro2183 Год назад +7

    Jai shree Jagannath Swami 🚩🙏 Hare Krishna hare Rama 🙏👣🙇❤️💫💫❤️☘️⚡💫🚩🚩🌷🌷

  • @iswarmohanty2332
    @iswarmohanty2332 Год назад +1

    Jai jagannath 🙏Jay jay Jagannath 🙏🙏 Jay jay jay shree jagarnath 🙏🙏

  • @purna732
    @purna732 5 месяцев назад

    ଅନନ୍ତ କୋଟି ପ୍ରଣାମ ହେ ମହାପ୍ରଭୁ। ଜୟ ଜଗନ୍ନାଥ

  • @prasant289
    @prasant289 Год назад

    ଧନ୍ୟ ତୋର ଲୀଳା 🙏🙏🙏

  • @subashmishra5616
    @subashmishra5616 Год назад

    ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ମଣିମା ଶରଣ ତବ ପାଦ ପଦ୍ମ ଜୟ ଜୟ ଜଗନ୍ନାଥ।

  • @dilippradhan8178
    @dilippradhan8178 Год назад

    Jay Jagannath swami prabhu 🙏🙏🙏 maa subhadra 🙏🙏🙏 prabhu balavadra bhagaban prabhu 🙏🙏🙏

  • @akashbarik8387
    @akashbarik8387 Год назад

    ଆମ ପାଇଁ ଆମ ମହାପ୍ରଭୁ ଅଛନ୍ତି ⭕‼️⭕

  • @bijayapanda1625
    @bijayapanda1625 Год назад +2

    Jai shree Jagannath 🙏🕉️❤️

  • @nareshdash3796
    @nareshdash3796 Год назад

    କୃପା ଲୀଳା ଅପରମ୍ପାର ।ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ।

  • @ranjankumarnayak4109
    @ranjankumarnayak4109 Год назад

    ମହାବାହୁ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻

  • @arta196
    @arta196 Год назад

    ମହାପ୍ରଭୁଙ୍କ ଲୀଳା ଅନନ୍ୟ । ମୁଁ ମଧ୍ୟ ଅନୁଭୁତିରେ ଆଣିଛି । ଜୟ ଜଗନ୍ନାଥ ଜୟ ଜଗନ୍ନାଥ ।🙏🙏🙏

  • @sumitra1381
    @sumitra1381 3 месяца назад

    jay Jagannath swami Nayan patha gami bhaba tume😢🙏🙏🙏🙏🙏🙏🙏🙏🙏🙏🙏🙏🙏🙏😢

  • @priyadarshinipradhan5290
    @priyadarshinipradhan5290 Год назад

    ମୋ ମଣିମା ର ଲୀଳା ବୁଝିଛି କିଏ ମୋ ମଣିମା ଇଚ୍ଛା ମୟ ତାଙ୍କ ଇଚ୍ଛା ବିନା ସବୁ ଅସମ୍ଭବ ଯଦି କିଏ ଅସମ୍ଭବ କୁ ସମ୍ଭବ କରେ ମୋ ଧନ ମୋ ମହାବାହୁ🙏🙏🙏🙏

  • @ghrxyuvgaming8341
    @ghrxyuvgaming8341 Год назад +2

    Jay Jagannath 🙏🏻🚩

  • @rajalaxmisahu5607
    @rajalaxmisahu5607 Год назад

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @narendradas7801
    @narendradas7801 Год назад

    Jay jaganath pravu kalia shanta pravu kalia 🙏🙏🙏🙏

  • @KshyamanidhiGarnayak
    @KshyamanidhiGarnayak 7 месяцев назад

    ଜୟ ଜଗନ୍ନାଥ, ଜୟ ମହାପ୍ରଭୁଙ୍କ, କୋଟି କୋଟି ଓଡିଆଙ୍କ ଆରାଧ୍ୟ ଠାକୁର,ଜୟ ଜଗନ୍ନାଥ।

  • @SwatiSucharita-w1m
    @SwatiSucharita-w1m Год назад +1

    Jay Mahaprabhu Jay Jay Mahaprabhu 🙏🙏🙏🙏❤️ baba apanku bhumistha pranam 🙏🙏🙏🙏❤️♥️♥️

  • @rakeshparidarakesh5616
    @rakeshparidarakesh5616 11 месяцев назад

    Jay Jagannath swami Nayana patha gami bhaba tume 🙏🙏🙏🙏

  • @kishoresenapati2817
    @kishoresenapati2817 Год назад

    Jay jagannath swami mahabahu🙏🙏🙏 satare prabhu tu me bhaba binodia thakura

  • @madhusudanray3648
    @madhusudanray3648 Год назад

    ଜୟ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଣାମ

  • @SantoshMishra-sw3tl
    @SantoshMishra-sw3tl Год назад

    Jai jagannath Swami Nayan patha gami bhabatume 🙏🙏🙏🙏🌷🌹🌷🌹🌷