Natia Comedy Part 334 || Natia Hatare Mada handi

Поделиться
HTML-код
  • Опубликовано: 12 май 2023
  • Download Natia game - play.google.com/store/search?...
    DownLoad Sofikart app - play.google.com/store/apps/de...
    Black colour neck t shirt - www.sofikart.com/page/product...
    Broken-Heart Printed T-shirt - www.sofikart.com/page/product...
    Skull Printed T-shirt - www.sofikart.com/page/product...
    More design T shirts - www.sofikart.com/page/product...
    Main toka T shirt - www.sofikart.com/page/product...
    Aji bhari manda laguchi blue - www.sofikart.com/page/product...
    Aji bhari manda laguchi pink - www.sofikart.com/page/product...
    100% friendshirp black - www.sofikart.com/page/product...
    Mu isiskul re padhuchi t shirt - www.sofikart.com/page/product...
    Friends forever pink T-shirt - www.sofikart.com/page/product...
    Friends forever yellow - www.sofikart.com/page/product...
    Maa ran t - shirt - www.sofikart.com/page/product...
    Madichal T -shirt - www.sofikart.com/page/product...
    Natia Puja tshirt - www.sofikart.com/page/product...
    Order more T-shirt - www.sofikart.com/page/product...
    Like our Facebook Page - / utkalcartoonworld

Комментарии • 1 тыс.

  • @ajayacteative
    @ajayacteative Год назад +1952

    ଆଜି ଏହି ମାତୃ ଦିବସ ରେ ସମସ୍ତ ଙ୍କୁ ଶୁଭ କାମନା କିଏ କିଏ ମା କୁ ବହୁତ୍ ଭଲ ପାଅ ଗୋଟେ ଗୋଟେ ଲାଇକି ହେଉ ଆଉ ଶୁଭ ସକାଳ ଜୟ ଜଗନ୍ନାଥ 🎉❤

    • @AsuKar-jp9zi
      @AsuKar-jp9zi Год назад +42

      Ama amo maa ku bholo paile tomo ku kahiki like koribu...

    • @Officialvlogs12349
      @Officialvlogs12349 Год назад +1

      youtube.com/@yssubham?sub_confirmation=1

    • @ajayacteative
      @ajayacteative Год назад +18

      @@AsuKar-jp9zi ଆରେ ଭାଇ ଏଟା ଗୋଟେ କହିବା କଥା ମୁ କହୁନି ତମ କୁ ଲାଇକି କର ବୋଲି ଯାହାର ଇଚ୍ଛା ଲାଇକି କରି ପାରିବ ନହେଲେ ନାହିଁ ମୁଁ ବାଧ୍ୟ କରୁନି ତମ କୁ

    • @samajsevaChandan143
      @samajsevaChandan143 Год назад +9

      Happy mother's day🙏ମା

    • @Officialvlogs12349
      @Officialvlogs12349 Год назад

      youtube.com/@yssubham?sub_confirmation=1

  • @MANA-ff5jc
    @MANA-ff5jc Год назад +18

    ତୋହରି ହାତ ମୋ ମଥା ଉପରେ ଥାଉ
    ଏ ସାରା ଦୁନିଆକୁ ଦେଖେଇଦେବି ମୋର ଭାଉ
    ତୋହରି ପଣନ୍ତ କାନିର ଛାଈ ରହିଥାଉ
    କୋଣସି କଥାକୁ ମୋହରି ଭୟ ଯେ ନଥାଉ..
    ତୋହରି ସେଇ ସ୍ନେହ ମମତା ଟିକକ ପାଇଁ
    ସରଗରୁ ଦେବତା ଯେ ଆସନ୍ତି ତୋ କୋଳକୁ ଧାଇଁ
    ନିଦ ମାମୁଁଙ୍କୁ କୋଉଠୁ ଆଣୁ ତୁ ଡ଼କାଇ
    ବାଇ ଚଢେଇର ଗୀତ ଟିକୁ ତୁ ଗାଈ ଗାଈ......
    ସୂରୁଜ ଆସିବ ଆଗରୁ ତୁ ଯେ ଉଠିଯାଉ
    ତୋହରି ପାଇଁ ସାରା ପରିବାର ଶାନ୍ତିରେ ରହୁ
    ତୋ ହାତରେ ଯେବେ ମତେ ଥାପୁଡାଉ
    ଝରି ଆସେ ବୋଉ ତୋହରି ମମତାର ମହୁ....
    ତୋ ଆଖିରେ ମୋ ପେଟକୁ ପରକ୍ଷିପାରୁ
    ମୋ ଜୀବନ ସରସ ବୋଉ ତୋହରି କୃପାରୁ
    ମୋହର ଏ ପୁର୍ଣ୍ୟ କେଜାଣି କୋଉ ଜନମରୁ
    ସେଥିପାଇଁ ମୋର ଜନମ ତୋହରି ଗରବରୁ ...
    ତୋର ମହାନତା ଆଗରେ ଦୁନିଆ ତୁଛ
    ମୋ ପାଇଁ ତୁ ଏକା ସତ ଆଉ ସବୁ ମିଛ
    ମୋହର ଅଝଟ ଅଳିକୁ ସବୁ ଯେ ଶୁଣିଛ
    ମିଛ ମାୟା ଦୁନିଆକୁ ମତେ ବୁଝେଇ ଦେଇଛ...
    ଗରବରେ ତୁ ମମତା ଦେଈଥାଉ
    ଏ ଦୁନିଆରେ ପ୍ରଥମ ଆଲୋକ ଦେଖାଇଥାଉ
    ଦୁନିଆରେ କେତେ ନାଁ ରେ ତତେ ଡାକୁଥାଉ
    ହେଲେ ମୋ ଡାକରେ ତୋ ନାଁ ମୋ ବୋଉ....ମାନା.. 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @Abhishek36966
    @Abhishek36966 Год назад +101

    ଆଜି ମା ଙ୍କ ଦୀନ
    Happy mother's day
    Like karo
    😘😘😘😘

  • @satyabratasamal6414
    @satyabratasamal6414 Год назад +5

    ବାସ୍ତବିକ ବହୁ ପୁରୁଣା ଉପାଖ୍ୟାନ ମାଡହାଣ୍ଡି କଥା ଆଜି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଖୁବ ସୁନ୍ଦର ହୋଇଛି ଆଉ ଶିକ୍ଷଣୀୟ ମଧ୍ୟ। ଧନ୍ୟବାଦ ଉତ୍କଳ କାର୍ଟୁନ ୱାର୍ଲ୍ଡ। ଏମିତି ସାଧୁ ଉଦ୍ୟମ ଜାରି ରହୁ।

  • @Abhishek36966
    @Abhishek36966 Год назад +8

    ଯେଉଁ ମାନେ ନଟିଆ କମେଡିକୁ ଭଲପାଅ
    ସେଇ ମାନେ ଲାଇକ୍ କର 😘😘😘😘

  • @PSCREATIONPAPUN
    @PSCREATIONPAPUN Год назад +7

    ଆଜି ମାତୃ ଦିବସରେ ସମସ୍ତ ଙ୍କୁ ମୋର ଶୁଭ କାମନା 🙏🏻❤️ କିଏ କିଏ ମା କୁ ବହୁତ୍ ଭଲ ପାଉଛ like କର ❤️🙏🏻 love you Maa ❤️

  • @Iwantpeace-bc1vi
    @Iwantpeace-bc1vi Год назад +6

    ସପ୍ତମ ଶ୍ରେଣୀରେ ପଢ଼ୁଥିଲି ମାଡ ହାଣ୍ଡି କଥା ଆଜି ମୋ ପିଲାଦିନ କୁ ଫେରେଇ ଦେଲୁ ରେ Natia ❤❤❤💞💞💞💞💞

  • @KamaliniPradhan-en5zn
    @KamaliniPradhan-en5zn Год назад +105

    ଆଜି ଏହି ମାତୃ ଦିବସରେ ସମସ୍ତଙ୍କୁ ଶୁଭକାମନା । କିଏ କିଏ ମା ଙ୍କୁ ଭଲ ପାଅ ଗୋଟିଏ ଗୋଟିଏ like ହେଉ ।ଆଉ ଶୁଭ ସକାଳ ଜୟ ଜଗନ୍ନାଥ😎

  • @user-ue6jv7tw1f
    @user-ue6jv7tw1f Год назад +6

    Very nice 👍👍👍👍❤❤❤❤😊😊😊😊😂😂😂😂

  • @bikibhai5212
    @bikibhai5212 Год назад +4

    ଫାଷ୍ଟ ଟାଇମ ଯଟିଆ ପାଟିରୁ ବଉ ଡାକ ସୂଣୂଛି 😊😊😊

  • @rekanmoharana8106
    @rekanmoharana8106 Год назад +8

    🇮🇳🇮🇳🇮🇳🇮🇳କିଏ କିଏ ତିରଂଙ୍ଗା କୁ ଭଲ ପାଅ ଲାଇକି କର

  • @jagindrapatra4628
    @jagindrapatra4628 Год назад +135

    ସକାଳୁ ସକାଳୁ ନଟିଆ କମେଡି ଦେଖି ଦିଲ ଖୁସି ହୋଇଗଲା କାହା କାହା କୁ ନଟିଆ ଭଲ ଲାଗେ 😍😍 I love you natia 💛🥰🤩

  • @PotofArtandCraft2028
    @PotofArtandCraft2028 Год назад +78

    Happy Mother's Day to all of you 🌺💗🌺

  • @Babul.official.100k
    @Babul.official.100k Год назад +89

    Happy mother's day👩💝💐
    ଯିଏ ମାଁ କୁ ଭଲପାଅ ତଲେ like କର

  • @mr.lituarout1483
    @mr.lituarout1483 Год назад +2

    ପିଲା ଦିନ ଗପ କଥା ମନେ ପଡିଗଲା...😊

  • @Sudhansu__Jena
    @Sudhansu__Jena Год назад +6

    ଆଜି ଏହି ପବିତ୍ର ମାତୃ❤ ଦିବସରେ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଧିକ ଶୁଭକାମନା।
    ଯେଉଁମାନେ ❤ମା❤ଙ୍କୁ ହୃଦୟର ସହ ଭଲ ପାଅ🥰

  • @S_R_S.
    @S_R_S. Год назад +38

    Happy Mother's Day 👩‍👦‍👦 to everyone 💐❤️🌹
    Have an awesome day 💗

  • @namitabeheranamitabehera6966
    @namitabeheranamitabehera6966 Год назад +52

    Happy mother's day to all mothers 🙏 ae episode bahut bhala laguchi 😊😊

    • @rinkybijaymaharana9109
      @rinkybijaymaharana9109 Год назад

      Happy mothers day ❤

    • @monalishasahoo3851
      @monalishasahoo3851 Год назад

      @@rinkybijaymaharana9109 4

    • @sujatasahoo7478
      @sujatasahoo7478 Год назад

      😊😅

    • @welcomedearfriends2128
      @welcomedearfriends2128 Год назад

      ଭାଈ mother day is not our festival ok ଏହା Western culture ତେଣୁ ମୂର୍ଖ ଭଳି ହୁଅନି ଆଗ ତା ବିଷୟ ରେ ବୁଝ ପରେ ପାଳନ କର
      Mother day ପାଳନ କରିବା ର କାରଣ Western culture re ମହିଳା ମାନେ ତାଙ୍କ ଛୋଟ ଛୁଆ ମାନଙ୍କୁ ବାହାରେ ଦିଅନ୍ତି ତାଙ୍କ ସଙ୍ଗେ ଆଉ ମିଲା ମିଶା କରନ୍ତି ନାହିଁ ବର୍ଷ ରେ ଥରେ ମିଳନ୍ତି ଏବଂ ଏହା କୁ mother day ବୋଲି କହିଥାଆନ୍ତି

  • @Ashok_Puhan
    @Ashok_Puhan Год назад +21

    2:17 ଏଇ ପାର୍ଟ ଟା ବହୁତ ଭଲ ହେଇଛି। 😂😂😂

  • @Kunalgaming-en4dz
    @Kunalgaming-en4dz Год назад +6

    Beautiful video 📷

  • @sapanasapana8375
    @sapanasapana8375 Год назад +4

    ବହୁତ ସୁନ୍ଦର ହେଇଛି ଏପିସଡ଼ ଟି 😄😄ଯିଏ ମୋର କୋମେନ୍ଟ ପଢୁଛି ତାଙ୍କୁ ଭଗବାନ ମଙ୍ଗଳ କରନ୍ତୁ 👍ଜୟ ଜଗନ୍ନାଥ 🙏ଶୁଭ ସକାଳ 🌍🌞💥💫

  • @ayeshaanishaqueen3985
    @ayeshaanishaqueen3985 Год назад +7

    ସକାଳୁ ସକାଳୁ mind ପୁରା fresh ହେଇଗଲା।

  • @Krishnadasbls180
    @Krishnadasbls180 Год назад +3

    13:38 Fast ଲୋକଟା Puspa style ରେ ଯାଉଛି 😂😂

  • @m.r_untalented_boy
    @m.r_untalented_boy Год назад +8

    ନଟିଆ କମେଡିକୁ ଯେଉଁ ମାନେ ଭଲ ପାଅ ଗୋଟେ ଗୋଟେ like kar please jay jagannath 🙏🙏

  • @odialifestyleinodisha4649
    @odialifestyleinodisha4649 Год назад +60

    ସମସ୍ତେ କହୁଛନ୍ତି ମାତୃ ଦିବସ ର ଶୁଭ କାମନା ❤ହେଲେ ମୁଁ କହୁଛି ଏମିତି କୋଉ ଦିନ ଅଛି ଯେ ମା ବିନା 😍😍ମା ର ସବୁଦିନ 🙏🙏ମା ର ପୁଣି ସ୍ୱତନ୍ତ୍ର ଦିନ କଣ 😍😍😍ମା ବିନା ଦିନ ର ଆରମ୍ଭ ହୁଏନି 😔ମା ତ ଆମ ପାଇଁ ସବୁକିଛି ❤❤❤

  • @kumarsaroj7459
    @kumarsaroj7459 Год назад +19

    Happy Mother's Day to all team members n all friends 🙏
    🌸Jai Jagannath 🌸
    Good morning 🌄

  • @sumitrapradhan975
    @sumitrapradhan975 Год назад +27

    Happy mother's day to all mother's ❤❤❤

  • @babuliamanta484
    @babuliamanta484 Год назад +21

    Super ❤️❤️ମନେ ପଡ଼ିଲା ସପ୍ତମ ଶ୍ରେଣୀରେ ପଢୁଥିବା ସେ ଗଳ୍ପ ସାର୍ ପଢୁଥିବା ସମୟରେ ଯେଉଁ ମଜା ଲାଗୁଛି। thanks for utkal Bhai

  • @odishagamer3
    @odishagamer3 Год назад +7

    ମାତୃ ଦିବସ ଅବସରରେ ଅନେକ ଅନେକ ଶୁଭେଚ୍ଛା 🎉🎉🎉🎉

  • @priyushpattanaik
    @priyushpattanaik Год назад +5

    ପବିତ୍ର ମାତୃ ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

  • @PitamabrGaigouria
    @PitamabrGaigouria Год назад +3

    ସକାଳୁ ସକାଳୁ ନଟିଆ କମେଡି ଦେଖି ଦିଲ ଖୁସ୍ ହୋଇଗଲା କାହାକୁ ନଟିଆ କମେଡି ଭଲ ଲାଗେ 👍 କର ❤❤❤❤❤❤❤

  • @lopamudrabehera6046
    @lopamudrabehera6046 Год назад +6

    Every day is mother's day happy mother's day ❤️

    • @lopamudrabehera6046
      @lopamudrabehera6046 Год назад +1

      Maa je agaku jiba sikhaye maa je Bhala batare nia maa je sabu bhulku akhi buji kshyama dia maa je nakhau chhuaku khuaye satare really great maa I love you maa love you samastanka Bhala paibare swartha thaye he maa Thiruvananthapuram bhabe bhalapaithaa Love you maa &bapa

    • @PratapSahu-uu8tp
      @PratapSahu-uu8tp 2 месяца назад

      ⁷1q​@@lopamudrabehera6046

  • @papurout9146
    @papurout9146 Год назад +6

    I love you natia comedy ❤❤❤ bahut bhala lagila ❤❤❤❤❤jay jagannath🙏🙏

  • @mamamalik9584
    @mamamalik9584 Год назад +4

    Happy mother's day all mother's............ very nice.. ... episode........so. . sweet......❤️❤️❤️❤️❤️full........ funny.......

  • @sasmitarout9010
    @sasmitarout9010 Год назад +5

    ନଟିଆ ବୋଉ ମାଳତୀ ଦେବି ମୋର ଭଉତ ପସନ୍ଦ 😘happy mother dey malati maa 🤗

  • @s.i.b.a.s.u.n.d.a.r
    @s.i.b.a.s.u.n.d.a.r Год назад +5

    Good morning Everyone ❤

  • @dkkarjee4114
    @dkkarjee4114 Год назад +4

    ମାତୃ ଦିବସ ରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା.... ମା

  • @AbhimanyuDas-sj9zx
    @AbhimanyuDas-sj9zx Год назад +2

    Happy mother's day

  • @jiturana5372
    @jiturana5372 Год назад +6

    ସପ୍ତମ ପଢିବା ସମୟର କଥା ମନେ ପଡିଗଲା❤❤ସାହିତ୍ୟ ବହି ଯେତେବେଳେ ପଢୁଥିଲେ🎉🎉🎉 ବହୁତ ଖୁସି😍 ଲାଗିଲା ଉତ୍କଳ ଭାଇ👌👌👌 ଧନ୍ଯବାଦ🙏🙏🎉🎉

  • @Sudhansu__Jena
    @Sudhansu__Jena Год назад +7

    ମା ନିଜେ ସବୁ କଷ୍ଟ ସହି ଆମକୁ ସୁରକ୍ଷା ପ୍ରଦାନ କରନ୍ତି।
    ମାଆଙ୍କର ସମସ୍ତ ସୁରକ୍ଷା ହେଉଛି ଆମର କର୍ତ୍ତବ୍ୟ❤❤
    ଜୟ ଜଗନ୍ନାଥ 🙏🙏🙏

  • @shubhamkumarprusty6716
    @shubhamkumarprusty6716 Год назад +2

    Beautiful story ❤️

  • @user-wb7dw7px6y
    @user-wb7dw7px6y Год назад +2

    Happy mother's day 🥰🥰🥰

  • @alivaaratibehera1770
    @alivaaratibehera1770 Год назад +10

    Ajira episode bahut bhala heichi au bahut funny bi 😂😂 . Happy mothers day to all of you

    • @_.Rudra04._
      @_.Rudra04._ Год назад

      Ok thanks 😢but I love you 😂

  • @nitunmoharana2427
    @nitunmoharana2427 Год назад +5

    Comment ପଢ଼ୁଥିବା ସମସ୍ତ ନଟିଆ ପ୍ରେମୀ ଙ୍କୁ ମାତୃ ଦିବସ ର ହାର୍ଦିକ ଅଭିନନ୍ଦନ ❤️

  • @mindset549
    @mindset549 Год назад +8

    ଗେଣ୍ଡୁ ର
    ସଂସ୍କୃତ ଡାଇଲଗ୍
    😂
    Mind Blowing

  • @LaxmidharMaharana-yx8rv
    @LaxmidharMaharana-yx8rv Год назад +15

    Happy mother,s day to all mother socity . Natia comedy is best comedy episode .

  • @Mahesh-pq8qs
    @Mahesh-pq8qs Год назад +3

    Maa na ta ate mithha j je dakile birakta lageni love you Maa 🙏💞 happy mother's day

  • @Madhaba_Dora
    @Madhaba_Dora Год назад +187

    Happy Mother's Day 🙏 ଯେଉଁମାନେ ନଟିଆ ❤️ Comedy ଦେଖିବାକୁ ଭଲ ପାଅ !?? Always Awesome 😀 Natia Comedy ❤️ ଜୟ ଜଗନ୍ନାଥ 🙏🙏

  • @asutoshswainasutosh1484
    @asutoshswainasutosh1484 Год назад +54

    Morning starts with natia comedy its like happiest moments for mee ❤️❤️❤️❤️❤️

  • @bijayamalik2917
    @bijayamalik2917 Год назад +2

    ବାସ୍ତବ କ୍ଷେତ୍ରରେ ଯେଉଁ ମାନେ ରାସ୍ତା ବନ୍ଦ ଡାକରା ଦେଉଛନ୍ତି ନିଜ ନିଜର ସ୍ୱାର୍ଥ ପାଇଁ ସେମାନ ଙ୍କ ପାଇଁ ଏମିତି punishment ଦରକାର

  • @kkcartoontv723
    @kkcartoontv723 Год назад +4

    Bahut badhiya ♥️♥️♥️♥️laguchi👍👍

  • @PriyankaSwain709
    @PriyankaSwain709 Год назад +6

    Happy mother's day 👩💝💐 love❤ you maa

  • @rabijyotish349
    @rabijyotish349 Год назад +4

    Happy mother's day to all 🎉 maa mananku jie bhala paa a please like karantu 👩‍👧👩‍👧♥️♥️👩‍👧👩‍👧👸👩‍👧👸❤️❤️❤️💟

  • @chinta.official
    @chinta.official Год назад +11

    ମାତୃ ଦିବସରେ ସମସ୍ତ ଙ୍କୁ ମୋର ଶୁଭ କାମନା ଯିଏ ମା କୁ ଭଲପାଅ ସେ ଲାଇକ କର

  • @Sk.143..
    @Sk.143.. Год назад +5

    ସମସ୍ତଙ୍କୁ ମୋ ତରଫରୁ ପବିତ୍ର ମାତ୍ରୁ ଦିବସ ର ହର୍ଦିକ ଅଭିନନ୍ଦନ 🙏

  • @bikram_nayak
    @bikram_nayak Год назад +20

    Happy Mother's Day ❤I Love You Maa🙏🥺

  • @VlogerUnlimited
    @VlogerUnlimited Год назад +4

    Miss You Maa😢😢😢

  • @sasmitaparida4906
    @sasmitaparida4906 Год назад +5

    I love you natia comedy ❤❤❤❤

  • @Queenjyoti524
    @Queenjyoti524 Год назад +6

    Happy mother's day ❤❤❤😘😘🥰🥰

  • @MANAS.GAMING649
    @MANAS.GAMING649 Год назад +3

    ବହୁତ ଭଲ ଲାଗିଲା ଦେଖିକି ଏଇ epicedo ଟି ❤❤❤

  • @ansumanjena1963
    @ansumanjena1963 Год назад +2

    Happy mother's day❤ For all

  • @Slash861
    @Slash861 Год назад +9

    You guys are best .. No word to describe for your efforts ... Jai Kalinga✊

  • @bikrammajhi5052
    @bikrammajhi5052 Год назад +5

    Best comedy ❤❤❤

  • @priyanshocreation
    @priyanshocreation Год назад +1

    ବହୁତ ସୁନ୍ଦର ଜୟ ଜଗନ୍ନାଥ ❤🙏

  • @mishramobilesmultiservices4196
    @mishramobilesmultiservices4196 Год назад +1

    Alwasy badhia natia i miss you for some days aji thu dekhibi sabuh

  • @priyankak.862
    @priyankak.862 Год назад +12

    Happy Mother's Day To All Mother's ❤️🌍🤗💐

  • @vlogger_bhai_biju_14
    @vlogger_bhai_biju_14 Год назад +4

    Happy Mothers Day 👩 👨‍🍼 💓

  • @user-gx6xg8jf9o
    @user-gx6xg8jf9o Год назад +1

    Ameti aau gote episode hele bodhia moja lgiboo dekhibaku

  • @nithanielnayak
    @nithanielnayak Год назад +2

    Bohut dena ru wait karithile ❤❤❤❤❤

  • @brajakumbhar7917
    @brajakumbhar7917 Год назад +46

    Happy mothers day love you maa❤❤❤nice video 👌👌👌mind blowing episode🙋🙋🙋East or West natia comedy is the best 👍👍good morning all natia fan 🌞🌞🌞

    • @BlackTekken
      @BlackTekken Год назад +2

      Bhai mate kehi bhi support karu nahanti mo nua RUclips channel khali chhi black Tekken channel

    • @brajakumbhar7917
      @brajakumbhar7917 Год назад +1

      Don't worry

    • @prasantapradhan5464
      @prasantapradhan5464 2 месяца назад

      Happy🥰🥰, Mother, sDaYlovemaa

  • @Unseen521
    @Unseen521 Год назад +2

    Natia aau kebe bada hebaniki
    Bada hele aau tk bhala laganta😆😊

  • @Officialbhai40
    @Officialbhai40 Год назад +2

    Jay jagannath ⭕‼️⭕🙏.
    Super mada love you natia❤

  • @user-zh4pj9kz9d
    @user-zh4pj9kz9d Год назад +2

    Happy mothers day

  • @sonalibehera1146
    @sonalibehera1146 Год назад +31

    Happy mother's day to all❤.
    Very nice episode ❤❤
    So funny 😂😂.
    🙏 Jay Jagannath 🙏

  • @ChandanKumar-te8gc
    @ChandanKumar-te8gc Год назад +9

    ସ୍କୁଲ ରେ ପଢିଲା ବେଳେ ସାହିତ୍ୟ ରେ ଗୋଟେ ବିଷୟ ଥିଲା ମାଡ ହାଣ୍ଡି କଥା 👍

  • @samirsethi9747
    @samirsethi9747 Год назад +1

    ଜୟ ଜଗନ୍ନାଥ🙏🙏🙏 ଏଇ ନଟିଆ କମେଡି ଆମରି ଓଡିଆ କମେଡି ଆହୁରି ଆଗକୁ ଯାଉ🙏🙏 ଏଇ ଭିଡିଓ ଦେଖିଲା ପରେ ପୁରୁଣା କଥା ମନେପଇଲା ଏଇ କଥା ମୁଁ ପିଲା ଦିନେ ବହିରେ ପଢିଥିଲି

  • @DeepFeelWithbrother
    @DeepFeelWithbrother Год назад +2

    HAPPY MOTHER'S DAY

  • @indiafreefire99
    @indiafreefire99 Год назад +3

    Bahut sundar story 😮❤❤❤
    Jai jagarnath 🙏🙏

  • @subhasmitapattanaik6274
    @subhasmitapattanaik6274 Год назад +3

    I love natia comedy morning ru natia comedy dekhiki bahut bhala lagila 😅😊

  • @XDBEAN09
    @XDBEAN09 Год назад +2

    Satare Nati comedy tharu aou kehi comedy hebani❤❤❤

  • @Odisha_dj_shop
    @Odisha_dj_shop Год назад +2

    I love natia comedy

  • @mssportsofficial07
    @mssportsofficial07 Год назад +3

    କିଏ କିଏ ଆସିଛ କମେଣ୍ଟ ପଢିବାକୁ... ❤️👍

  • @prof.sonandrwer
    @prof.sonandrwer Год назад +14

    East or West Natia's comedy is Odisha's best ❤❤

  • @prasantexpress9665
    @prasantexpress9665 Год назад +1

    My favorite ❤

  • @tggaming77.
    @tggaming77. Год назад +2

    ଇଲୋ ବାଞ୍ଚଆ😅😅😅

  • @Rajput-vd7fk
    @Rajput-vd7fk Год назад +31

    Neula is so much funny 🤣😂😂

  • @Minjabadboy
    @Minjabadboy Год назад +4

    Happy mother's all RUclips family & members ❤️🎉 love you maa 🙏🙏 my favourite episode 👌🥰

  • @beherarailway9996
    @beherarailway9996 Год назад +2

    Love u maa❤❤❤❤

  • @mamalisamantaray5279
    @mamalisamantaray5279 Год назад +2

    😂😂

  • @ScaryTeacherrainbow
    @ScaryTeacherrainbow Год назад +3

    শ্রেষ্ঠ ধর্ম পেয়েছি 💜
    শ্রেষ্ঠ নবী পেয়েছি ❤
    শ্রেষ্ঠ কিতাব পেয়েছি 💙
    আলহামদুলিল্লাহ 💕💕

  • @bdcreations7
    @bdcreations7 Год назад +5

    1st view. 1st like 1st comments....
    Nice comedy...

  • @anirudhabehera9039
    @anirudhabehera9039 Год назад +1

    Happy mother's day gift 🎁🎁🎁🎁🎁🎁🎁🎁🎁🎁

  • @lalitaswain-fb3vd
    @lalitaswain-fb3vd Год назад +5

    A episode ti bahut bhala lagila ❤❤ good morning to all 🙏🙏

  • @Smile_Queen.421
    @Smile_Queen.421 Год назад +10

    😂😂😂😂😂😂😂😂😂😂😂😂😂 mind blowing episode😅😅

  • @rashmirekha7981
    @rashmirekha7981 Год назад +4

    I love natia comedy❤

  • @rudraswain6338
    @rudraswain6338 Год назад +1

    Happy mother's day all my mother's .Give respect to mother your future is great

  • @maatravelsnayapalli3912
    @maatravelsnayapalli3912 Год назад +1

    Sakhalu sakhalu mind fresh heigala . Aji sasura ku bohu ra bhalapaiba dekhi bahut bhala lagila
    Really a nice episode

  • @soumyaranjannayak280
    @soumyaranjannayak280 Год назад +6

    Happy Mother's Day 🙏🎉

  • @jyotsnaranijena6813
    @jyotsnaranijena6813 Год назад +3

    Happy mother's day ❤❤❤❤to all mother's 😊❤❤❤❤❤❤❤❤

  • @saratsamal5074
    @saratsamal5074 Год назад +1

    I love you maa ❤❤❤❤❤🎉🎉🎉🎉❤❤❤❤❤❤