Natia Comedy Part 340 || Jianta gacha

Поделиться
HTML-код
  • Опубликовано: 2 июн 2023

Комментарии • 1,7 тыс.

  • @ମୁଁYoutuber
    @ମୁଁYoutuber 3 месяца назад +3

    କେଉଁ ମାନେ ନଟିଆକୁ ଭଲ ପାଆନ୍ତି like କରୋ

  • @Babul_Swain
    @Babul_Swain Год назад +94

    ସମାଜ ପାଇଁ ଭଲ ଶିକ୍ଷ୍ୟା ଟିଏ 😊

    • @himansusekhardas9749
      @himansusekhardas9749 Год назад

      Bhul lekhichha.

    • @thekingsubhransu78
      @thekingsubhransu78 Год назад

      Write

    • @Babul_Swain
      @Babul_Swain Год назад +1

      @@himansusekhardas9749 Bhai kn bhul achi 🙄

    • @prativamohanta4291
      @prativamohanta4291 Год назад

      ​@@Babul_Swainସେ କହୁଛନ୍ତି ଶିକ୍ଷା ଏପରି ଲେଖାଯାଏ l ତୁମେ ଶିକ୍ଷା ଭୂଲ ଲେଖିଛ l

  • @indiafreefire99
    @indiafreefire99 Год назад +22

    କିଏ କିଏ ଭାଵ ବାପ ମାଁ ଙ୍କ ପାଦତଳେ ସମର୍ପି ଯିବାକୁ ♥️
    ଯେ ଜଗନ୍ନାଥ 🙏

  • @Shubhamnayak802
    @Shubhamnayak802 Год назад +30

    ଭଗବାନ ଏଇ ଭୟଙ୍କର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଅସୀମ ସାହାସ ଓ ଧର୍ଯ୍ୟ ଦିୟନ୍ତୁ।।।।।ସମସ୍ତେ ଏତିକି କାମନା କର।।।ପ୍ରଭୁ ଜଗନ୍ନାଥ ଙ୍କ ପାଖରେ।।।।।।🙏🥺😭

  • @satyabhamagiri7982
    @satyabhamagiri7982 Год назад +57

    କିଏ କିଏ ନଟିଆ ଙ୍କୁ ଭଲ ପାଅ 👍

    • @rajaboss1474
      @rajaboss1474 Год назад

      ମୁଁ ତୋ ଦୁଧ ଆଉ ତୋ କସି ବିଆ କୁ ଭଲ ପାଏ❤

  • @subhadra_123
    @subhadra_123 Год назад +62

    ପବିତ୍ର ଦେବସ୍ନାନ ପୂର୍ନିମା ଉପଲକ୍ଷେ ମୋ ତରଫରୁ ଆପଣ ସମସ୍ତ ଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା😊ଆଉ କେଉଁମାନେ ମୋ କଥାରେ ସହମତ👍 ଜୟ ଜଗନ୍ନାଥ🙏

  • @angullocaltoka1998
    @angullocaltoka1998 Год назад +24

    ଯଦି ନଟିଆ ଭଳିଆ ସମସ୍ତ ଙ୍କ ର ହୃଦୟ ରେ ବୃକ୍ଷ ପାଇ ଏତିକି ଭଲ ପାଇବା ଥାଆନ୍ତା ତେବେ ସତରେ ବୃକ୍ଷ ମାନେ ପୁଣି ଜୀବନ ନେଇ ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତେ.......
    💚💚💚💚💚💚💚💚
    Tqsm ନଟିଆ creation ମୋ ମନ ପସନ୍ଦର ପ୍ରସଙ୍ଗଟିକୁ ବର୍ଣ୍ଣନା/ଲୋକଳଚନକୁ ଆଣିଥିବାରୁ
    🙏🙏🙏❤️❤️❤️
    Nest time re ଏହିଭଳି ନୂଆ ଏକ episode ଅନନ୍ତୁ

  • @mirbijuyt
    @mirbijuyt Год назад +447

    ଯେଉଁ ମାନେ ଗଛ କୁ ଭଲ ପାଆନ୍ତି Like କର 👍 🌳ଗଛ ହଁ ଆମ ର ଜୀବନ ❤

  • @Sudhansu__Jena
    @Sudhansu__Jena Год назад +101

    କିଏ କିଏ ସମସ୍ତେ ଗଛକୁ🌱🌳 ଭଲ ପାଆନ୍ତି। ଆପଣମାନେ ସମସ୍ତେ ଗଛ ଲଗେଇକି
    Environment🌳🌍 କୁ ସୁରକ୍ଷିତ ରଖନ୍ତୁ😊😊

    • @SubhakantaSamal-ji4tn
      @SubhakantaSamal-ji4tn Год назад +1

      ମୁଁ ମୋ ବଗିଚା ରେ ୫୦୦୦ ଗଛ ଲଗେଇଛି

    • @prativamohanta4291
      @prativamohanta4291 Год назад +2

      ​@@SubhakantaSamal-ji4tnସତ କହୁଛ ନା ମିଛ...5000 ଗଛ 😮.... It's unbelievable.

  • @susilpradhan7531
    @susilpradhan7531 Год назад +2

    ଜୟ ଜଗନ୍ନାଥ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା Save trees save life

  • @kunalbhai9643
    @kunalbhai9643 Год назад +4

    ହୃଦୟ କୁ ଛୁଇଗଲା ସାର୍ ❤

  • @Madhaba_Dora
    @Madhaba_Dora Год назад +55

    ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ! ତ ପ୍ରଭୁ ଜଗନ୍ନାଥ ୧୦୮ ଗରା ରେ ଆଜି ସ୍ନାନ କରିବେ !! ତେଣୁ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତ ଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ 🙏 ଜୟ ଜଗନ୍ନାଥ 🙏!

  • @krupamajhi5742
    @krupamajhi5742 Год назад +31

    ସତରେ ବହୁତ ଦୁଃଖ 😭😭 ଲାଗିଲା,,,,ଗଛ ପାଇଁ ନଟିଆ କୁ ଏମିତି କାନ୍ଦିବାର 😭😭 ଦେଖି so sad 😔😔 and heart ❤️ touching 😭😭,,,,ବୃକ୍ଷ ହିଁ ଆମ ଜୀବନ ଆମେ ବୃକ୍ଷ ଙ୍କୁ କାଟିବା କଥା ନୁହେଁ,,,,ନଟିଆ କୁ ଏମିତି sad 😭ହେବାର ଦେଖି କେଉଁ ମାନଙ୍କ ଆଖିରେ ଲୁହ 😭 ଆସିଗଲା 👍👍👍👍👍,,,,,

    • @unf.shakti_1949
      @unf.shakti_1949 Год назад

      E kandura guda eithi sabu bhara achnti bodhe..

  • @sudhasmitadas3776
    @sudhasmitadas3776 Год назад +6

    ମହାପ୍ରଭୁ ମହାଦେବ ଙ୍କୁ କିଏ କିଏ ଭଲପାଏ 🔱❣️

  • @Natu4100
    @Natu4100 Год назад +2

    ପବିତ୍ର ସ୍ନାନ ପୂର୍ଣ୍ଣିମାର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା

  • @mssportsofficial07
    @mssportsofficial07 Год назад +167

    ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ କେଉଁମାନେ ହୃଦୟ ରୁ ଭଲପାଅ 🥰❤️👍ଜୟ ଜଗନ୍ନାଥ 🙏🙏🙏

    • @himansusekhardas9749
      @himansusekhardas9749 Год назад

      You have written irrelevant comment.

    • @bulumunda2087
      @bulumunda2087 Год назад

      Natia bhai Ara part 2 aana

    • @bulumunda2087
      @bulumunda2087 Год назад

      Hrudaja kini nela bhai

    • @sudhasmitadas3776
      @sudhasmitadas3776 Год назад +1

      ମୁଁ କେବଳ ଜଣକୁ ହୃଦୟରୁ ଭଲପାଏ ସିଏ ହେଲେ ଦେବ ଦେବ ମହାଦେବ ❤ ମୁଁ ଖାଲି ମହାଦେବ ଙ୍କୁ ଭଲପାଏ ଆଉ କାହାକୁ ନୁହେଁ HAR HAR MAHADEV 🔱❣️🚩❤️

    • @chandrakantiparida2448
      @chandrakantiparida2448 Год назад

      Are ame Hindu ama bhagwan heuchanti sabu=gote.

  • @aviramjally2816
    @aviramjally2816 Год назад +474

    ଜିଏ ଜଗନ୍ନାଥ ଙ୍କୁ ଭଲ ପାଆନ୍ତି ଗୋଟିଏ ଲେଖାଁଏ 👍କର 🔴❗🔴

  • @JobsinOdisha2024
    @JobsinOdisha2024 Год назад +4

    ନିଶ୍ଚିତ ଭାବେ ଏକ ଶିକ୍ଷଣୀୟ କାହାଣୀ ଯାହାକି ଏବେ ଦେଖିବାକୁ ମିଳୁଛି, ଏଭଳି ହୃଦୟସ୍ପର୍ଶୀ କାହାଣୀ କୁ ମନଛୁଆଁ ଢଙ୍ଗ ରେ ଲୋକଲୋଚନ କୁ ଆଣି ଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ଜୟ ଜଗନ୍ନାଥ 🙏

  • @mamamalik9584
    @mamamalik9584 Год назад +20

    Mind blowing episode. ..... superb....... Good message. Manisa. Mananku pai. ..save tree save life......😍😍😍😍👌👌👌👍👍👍👍👌

  • @Owner668
    @Owner668 Год назад +483

    ବାଲେଶ୍ୱର ରେ ହୋଇଥିବା ଟ୍ରେନ ଦୃଘଟଣା ରେ ସମସ୍ତ ଆହତ ମାନଙ୍କର ଶୀଘ୍ର ସୁସ୍ଥ କାମନା କରନ୍ତୁ 😭🙏, ଏବଂ ସବୁ ମୃତ ବ୍ୟକ୍ତି ଙ୍କ ପରିବାରକୁ ଭଗବାନ ସାହା ହୁଅନ୍ତୁ 🙏🙏🙏🙏😭😭😭, ଜୟ ଜଗନ୍ନାଥ 🙏🙏🙏🙏🙏🙏

  • @a_kgamer9319
    @a_kgamer9319 Год назад +7

    ଏହାହିଁ ସତ୍ଯ ଜଉ ପରିବେଶ କୁ ଆମେ ନଷ୍ଟ କରୁଚେ ସେ ହୀଁ ଦିନେ ଆମକୁ ଶାସ୍ତି ଦବ 100%😔😟🥺

  • @chitaranjansahu1199
    @chitaranjansahu1199 Год назад +134

    ଶୁକ୍ରବାର ଦିନ ଯେଉଁ ଟ୍ରେନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ଵ ବାସି ଙ୍କ ହୃଦୟ କୁ ମର୍ମାହତ କରିଦେଇଛି
    ଭଗବାନ ସେମାନଙ୍କୁ ଖୁବ୍ ଶୀଘ୍ର ସୁସ୍ଥ କରିଦିଅନ୍ତୁ

    • @minatipanda2067
      @minatipanda2067 Год назад +1

      କିନ୍ତୁ ୨୩୮ ଜଣକ ଜୀବନ ଚାଲି ଗଲା ଭଗବାନ ତାଙ୍କର ଆତ୍ମା କୁ ସାନ୍ତିରେ ରଖନ୍ତୁ

    • @chitaranjansahu1199
      @chitaranjansahu1199 Год назад +3

      ସତରେ ଭାଇ କେଉଁଠି ଥିଲା ସେ କାଳ ରାତି ବହୁ ଜୀବନ ନେଇଗଲା
      ଭଗବାନ ତାଙ୍କ ପରିବାର ଲୋକ ଙ୍କୁ ସଦବୁଦ୍ଧି ଦିଅନ୍ତୁ

    • @chinubhoi4068
      @chinubhoi4068 Год назад +1

      Jay Jagannath

    • @santas4334
      @santas4334 Год назад

      Jay Jagannath 🙏🙏

  • @subhamofficealchanal2413
    @subhamofficealchanal2413 Год назад +3

    I Like this part ❤❤ save Tree 🌴 Save Life ❤❤

  • @ipsitasahoo9344
    @ipsitasahoo9344 Год назад +15

    This is why we watch all episodes of Natia as we learn a new lesson everyday.😍😍Thank you so much to whole team..👏👏👏👍👍

  • @_rkrahul_123
    @_rkrahul_123 Год назад +29

    ଜୟ ଜଗନ୍ନାଥ ❤🥺 ବାଲେଶ୍ୱର ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପାଇଁ ଆଜି ଦିନ ଟି ହୃଦୟ ରୁ ଉତ୍ସଗ ।। ଓଁ ଶାନ୍ତି 🙏🏻 ଓ ଯୋଉ ମାନେ ଆଘାତ ଅଛନ୍ତି ସେମାନେ ଖୁବ୍ ଶୀଘ୍ର ଭଲ ହେଇଯାଆନ୍ତୁ।। ମା ମଙ୍ଗଳା , ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଗୁହାରି 🙏🏻🥺

  • @Madhaba_Dora
    @Madhaba_Dora Год назад +23

    Utkal Babu 🤘 ଙ୍କୁ ବହୁତ ବହୁତ ଧନ୍ୟବାଦ 🙏 ପରିବେଶ ସୁରକ୍ଷା ଉପରେ ଏମିତି ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିବାରୁ 😃 ଭିଡିଓ ଟି ବହୁତ ଭଲ ଲାଗିଲା ❤️ Save 🌲 Tree save Life......ଜୟ ଜଗନ୍ନାଥ 🙏

  • @jit.777.1m
    @jit.777.1m Год назад +3

    ଧର୍ମା episode କେବେ ଆଣିବେ ❤

  • @pramilabehera6886
    @pramilabehera6886 Год назад +1

    ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା କରିବା ଉଚିତ୍ କାରଣ ଆମେ ବୃକ୍ଷଠାରୁ ଅକ୍ସିଜେନ ପାଉଛୁ ସୁନ୍ଦର ଭିଡ଼ିଓ 👍❤👌

  • @subhadra_123
    @subhadra_123 Год назад +6

    ବହୁତ ସୁନ୍ଦର concept😊ଦେଖିକି ବହୁତ ଖୁସି ଲାଗିଲା👍ଆଉ କେଉଁମାନେ ମୋ କଥାରେ ସହମତ👍ଜୟ ଜଗନ୍ନାଥ🙏

  • @prittamkumarbarik5368
    @prittamkumarbarik5368 Год назад +7

    What a beautiful story and social awareness message presented by *UCW* *natia comedy* thanks a lot from bottom of my heart .
    Please save the trees protect them .and save our environment.
    Jai jagannath 🙏

  • @mr.dinesh.official007
    @mr.dinesh.official007 Год назад +4

    Etey din vitare aji ra episode 1of my fav.. Thanks to utkal carton all members to do this type episode. Good job. JAI jaganath 🙏gacha lagantu jibana banchantu

  • @MANAS.GAMING649
    @MANAS.GAMING649 Год назад +8

    ଗଛ ଲଗାଈ ଜୀବନ ବଚାଇବ ଆମର ବଡ଼ କାମ❤❤ସମସ୍ତେ ଗଛ ଲଗାଇ ବାକୁ ମର। ଅନୁରାଧା କରୁଛି❤❤

  • @debasmitadas5850
    @debasmitadas5850 Год назад +13

    Please jianta gacha part 2 banatntu🙏🙏

  • @iswarpradhan3070
    @iswarpradhan3070 Год назад +1

    ନଟିଆ ସବୁବେଳେ ଭଲ ଶିକ୍ଷା ଦେଉଥିବାରୁ ଧନ୍ୟବାଦ l
    ଜୁନ ୫ ପରିବେଶ ଦିବସ ଉପଲକ୍ଷେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗେଇବା ଉଚିତ୍ ll
    🌱🌳Happy Environment Day🌱🌳

  • @omshanti8195
    @omshanti8195 Год назад +2

    କେଉଁ ମାନେ ନଟିଆ ଭଳି ଗଛମାନଙ୍କୁ ଭଲ ପାଉଥିଲେ..? 👍🏻👍🏻❤❤🙏🏻🙏🏻

  • @user-dz6kl6fy8r
    @user-dz6kl6fy8r Год назад +7

    ଆମ ଓଡ଼ିଶା ରେ ଏମିତି ବହୁତ ଜାଗାରେ ଜଙ୍ଗଲର ଗଛ କାଟି ଦେଉଛନ୍ତି କିନ୍ତୁ ପ୍ରଶାସନ କିଛି କରୁନାହିଁ। ସାଙ୍ଗ ମାନେ ନଟିଆ କମେଡି କୁ ଯିଏ ଦେଖୁଛ ଥରୁଟେ 👍👍👍 କର। ଜୟ ଜଗନ୍ନାଥ 🙏🙏🙏🙏

  • @alivanath5531
    @alivanath5531 Год назад +59

    ସତରେ ଏହା କାହାଣୀ ନୁହେଁ ମଣିଷ ଜୀବନର ଏକ ଅଭୁଲା ସ୍ମୃତି😌

  • @user-pf5ir5pq4d
    @user-pf5ir5pq4d 5 месяцев назад +4

    Very nice video heart touching ❤❤❤❤❤

  • @laxmipriyabehera2849
    @laxmipriyabehera2849 Год назад +4

    Heart touching story.......
    Very nice........
    SAVE TREE SAVE LIFE👏👍👌

  • @smilearchu128
    @smilearchu128 Год назад +51

    Jia natia ra fan au jia natia ra sabu episode dekhucha se mo comment ku like kora❤❤❤❤❤

  • @chakradharasahoo8419
    @chakradharasahoo8419 Год назад +19

    ବହୁତ ଖୁସି ଲାଗିଲା ହେଲେ ନଟିଆଭାଇଙ୍କ ଲୁହ ଦେଖି ମୋ ଆଖିରେ ବି ଲୁହ ଆସିଗଲା😔😓😭😭😭

  • @jayantakumarbarik6910
    @jayantakumarbarik6910 Год назад +1

    ବହୁତ ଦୁଃଖ ଲାଗିଲା 😂😂😂😂ଓ ବହୁତ ଖୁସି ଲାଗିଲା 😊😊😊😊 ନଟିଆ କୁ ଧନ୍ୟବାଦ ଦେବା ଉଚିତ୍ 😊😊😊😊😊😊😊😊😊😊

  • @LaxmipriyaGhadia-sm4mx
    @LaxmipriyaGhadia-sm4mx Год назад +1

    Sabu gachanka dahare jiban achi😊saei gacha achi boli ame banchichanty.....😊so save tree save life😊

  • @sambhunathjena7178
    @sambhunathjena7178 Год назад +7

    ଭାଇ ଭଲ ଯେତିକି ଲାଗିଲା ଅଧିକ ଦୁଃଖ ବି ଲାଗୁଛି ସତରେ ଗଛ ମାନଙ୍କ ପାଇଁ ଆଇନ ନାହିଁ ନହେଲେ ଏତେ ସବୁ ଗଛ କୁ କାଟି ଦଉନଥାନ୍ତେ 🙏ଜୟ ଜଗନ୍ନାଥ 🙏🙏🙏

  • @soumyaranjansahoo3583
    @soumyaranjansahoo3583 Год назад +6

    ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସର ରେ ମୋ ତରଫ ରୁ ମୋର ସବୁ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ🙏⚫❗⚫🙏

  • @srijuktakhandai5062
    @srijuktakhandai5062 Год назад +2

    Excellent episode ❤

  • @priyankanahak7294
    @priyankanahak7294 Год назад +3

    Emotional video natia cartoon save tree save the Life 🙏🙏🙏🙏🙏🥺🥺🥺🥺🥺

  • @beherarailway9996
    @beherarailway9996 Год назад +8

    ସୁଭ ସକାଳ, ସମସ୍ତଙ୍କୁ ଦେବସ୍ନାନ ପୁର୍ଣିମାର ହାର୍ଦ୍ଧିକ ଶୁଭେଛା ଓ ଶୁଭ କାମନା❤❤❤❤

  • @Sudhansu__Jena
    @Sudhansu__Jena Год назад +18

    Utkal Babu 🥰 ଏହି Episode❤🥰 ଟି ମୋତେ ବହୁତ ଭଲ ଲାଗିଲା। ଅତ୍ୟନ୍ତ ସୁନ୍ଦର ହେଇଛି ଏହି ଭିଡିଓଟି❤❤
    Really Utkal Babu Great Episode🥰

  • @H.bhai_Reshma_Miku_creations
    @H.bhai_Reshma_Miku_creations 10 месяцев назад +1

    ସତରେ ସବୁଠାରୁ ଏହି କାହାଣୀଟି ଆଖିରେ ଲୁହ ଆଣିଛି 😢😢 ଖୁବ୍ ସୁନ୍ଦର 😢

  • @gunugunu2498
    @gunugunu2498 Год назад +2

    save trees...natia comedy 's best ever story...jay jagannath🙏

  • @YT_Gamer_66
    @YT_Gamer_66 Год назад +7

    ଗଛ କୁ ପାଣି ଓ ଖତ ଦରକାର ହୁଏ 😂😂😂😂

  • @user-tl1rr6be2o
    @user-tl1rr6be2o Год назад +6

    Morning ru natia comedy dekhi pura ❤ khus hegala tq natia comedy ama ku ate khusi dethibaru ❤❤ 3:32

  • @youodisha6657
    @youodisha6657 Год назад

    ଯାହା ହଉ ବହୁତ ସୁନ୍ଦର ଭିଡ଼ିଓ ଟିଏ ଗଛ ହିଁ ଜୀବନ ଜୟ ଜଗନ୍ନାଥ 🙏🙏👍🏻👍🏻ସାଙ୍ଗ ମାନେ ସମସ୍ତେ ଗଛ ଲଗାନ୍ତୁ

  • @bhubanpatra7219
    @bhubanpatra7219 Год назад

    ପରିବେଶ ଓ ଜଙ୍ଗଲ କୁ ରକ୍ଷା କର । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ର ହାର୍ଦିକ ଶୁଭକାମନା 🙏🏻🙏🏻 ଜୟ ଜଗନ୍ନାଥ ⭕❗⭕

  • @Krishnadasbls180
    @Krishnadasbls180 Год назад +4

    ବହୁତ ବଢିଆ Episode 👍

  • @FunnyVideo-rs6om
    @FunnyVideo-rs6om Год назад +10

    Jay jagannath. ଆଜି ର କେତେ ବଡ ଦିନ ରେ ଏମିତି କାହାଣୀ ଟି ବହୁତ ଭଲ ଲାଗିଲା 😊😊❤❤

  • @kendujharatok
    @kendujharatok Год назад +5

    ଗଛଟା ଭଲ ଜାଗାକୁ ମାରୁଥିଲା 😅

  • @monalisapahantasingh
    @monalisapahantasingh Год назад +1

    Super it's a big lesson for society save tree and save life👍...I love Utkal cartoon channel really it's super content 👍👍

  • @SubhakantaSamal-ji4tn
    @SubhakantaSamal-ji4tn Год назад +1

    Very Very beautiful story Save Tree Save Life

  • @sonalibehera1146
    @sonalibehera1146 Год назад +18

    Good morning to all 🌄
    Very nice episode natia comedy ❤
    Bahut Bhala lagila ajira episode ❤❤
    🙏Jay Jagannath 🙏

  • @user-tl1rr6be2o
    @user-tl1rr6be2o Год назад +9

    Natia comedy jaha ku bhala Lage like kar❤

  • @hemantasethasethahemanta9476
    @hemantasethasethahemanta9476 Год назад

    ନଟିଆ କମେଡି ଶୁଣିବାକୁ ଓ ଦେଖିବା ପାଇଁ ଭଲ. ❤️❤️❤️ହେଲେ ପିଲା ମାନେ ସବୁବେଳେ ନଟିଆ ପରି ଗାଲୁଆ ହେଲେଣି.

  • @rasmitaodiablogger5778
    @rasmitaodiablogger5778 Год назад +3

    Tree 🌴🌲 so beautiful ❤️ and jiban dan so careful 😅 I am Rasmita 🙏🏻 so mu trees nku bahutu vhla pai and care nia 😅😅gala belaku tike hug 🤗 kaleni pi so aad😮

  • @ajayacteative
    @ajayacteative Год назад +4

    ବୃକ୍ଷ ହିଁ ଜୀବନ ❤

  • @TuduTudubaskey
    @TuduTudubaskey Год назад +4

    ବହୁତ ସୁନ୍ଦର ହେଇଛି ଏହି comedy ଟି 😢😅

  • @swarnalaxmijena9296
    @swarnalaxmijena9296 Год назад +3

    Beautiful episode 😍

  • @odishavlogaurobindaswain6537
    @odishavlogaurobindaswain6537 Год назад

    ସେଶ ଭାଗ ଟି ଭଲ ଲାଗିଲା 🙏🙏🙏🙏🙏

  • @ratnakarbiswal8705
    @ratnakarbiswal8705 Год назад +4

    ଏଇ ଜିଅନ୍ତା ଗଛର ପାର୍ଟ 2. ନେଇକି ଆସ ଭଲ ଲାଗିଲା ଦେଖିକି love you natia comedy 💗💗❤️❤️🙏🙏🥰🥰

  • @sipunvideoworld2024
    @sipunvideoworld2024 Год назад +34

    Fantastic episode, good message to our society.
    ''Save trees, Save environment "

  • @Vloging_Hacker
    @Vloging_Hacker Год назад +1

    A great message to all human save tree And save your life

  • @sudhirakumarsamal1718
    @sudhirakumarsamal1718 Год назад

    ସତ୍ୟ ଘଟଣା ଉପରେ ଆଧାରିତ ଏହି କାହାଣୀ ଟି ପ୍ରତ୍ୟକ୍ ଲୋକ ଗଛ ର ଯତ୍ନ ନେବା ଦରକାର। ଜୟ ଜଗନ୍ନାଥ

  • @rajprasadsingh9731
    @rajprasadsingh9731 Год назад +20

    ଏହି ep ଟି ଦେଖି ମନ ଆନନ୍ଦରେ ଉତ୍ତ୍ଫୁଲ୍ଲିତ ହୋଇଗଲା।👌🏻

  • @alivaaratibehera1770
    @alivaaratibehera1770 Год назад +4

    Ajira episode bahut bhala lagila au interesting bi 👌👌 . This episode is heart touching ❤❤ .

  • @apna_hero_kanha
    @apna_hero_kanha Год назад

    ଜୟ ଜଗନ୍ନାଥ ଭାଇ ଭିଡ଼ିଓ ଟି ବହୁତୁ ସୁନ୍ଦର ହେଇଚି ଦୟାକରି ପାର୍ଟ 2 ଆଣ ପ୍ଲିଜ଼ ଭାଇ 🙏🙏

  • @nalinisahoo5570
    @nalinisahoo5570 Год назад +2

    Thanku gacha ra second part aniba

    • @SUBHRANSU99
      @SUBHRANSU99 Год назад +1

      Hello miss apanankar dist kauthi

  • @rajkumar1833
    @rajkumar1833 Год назад +8

    Mo fvrt natia comedy's 😂

  • @pareshkumarbehera1483
    @pareshkumarbehera1483 Год назад +5

    ଜୟ ଶ୍ରୀଜଗନ୍ନାଥ*💐Subha Snana Purnima-2023/Nice Episode, Thanks to UCW team.

  • @SilaAdhikari-bg5vj
    @SilaAdhikari-bg5vj Год назад +9

    Satare heart touching story 🥺🥺🥺❤

  • @surenmagar9736
    @surenmagar9736 Год назад

    ନଅଟିଆ କମେଡି ଟି ଭାହୁତ ଭଲଲାଗେ ଏଥିରେ ଶିକ୍ଷା ଦେଉ ଥିବା କାହାଣି ଟି ବହୁତ୍ ସୁନ୍ଦର୍ ଲାଗିଲା

  • @gayatridwibedy4484
    @gayatridwibedy4484 Год назад +5

    Very nice episode Happy Deva Snana Poornima Jay shree jagannath 🙏

  • @akashekashq3441
    @akashekashq3441 Год назад +22

    It's an excellent initiative video taken by Team Natia to aware people about the importance of trees.
    Really, save trees and save lives

  • @chiranjibinayak5644
    @chiranjibinayak5644 Год назад +1

    Bhabuthili GROOT au baby GROOT ta dekheidele.
    Nxt kebe KING GROOT dekheibe bodhe.
    Bt climax re hi KING GROOT asigala 😎

  • @SubhakantaSamal-ji4tn
    @SubhakantaSamal-ji4tn Год назад +1

    ଗଛ ଆମ ଜୀବନ ର ଏକ ଅଂଶ

  • @kedarnathpatara7358
    @kedarnathpatara7358 Год назад +4

    ବହୁତ ସୁନ୍ଦର ବିଷୟ
    ଧନ୍ୟବାଦ ଭାଇ ❤❤

  • @annapurnanayak7619
    @annapurnanayak7619 Год назад +85

    Thanks to Utkal cartoon team, for such a valuable msg to the society...

    • @bichitrasahoo8209
      @bichitrasahoo8209 Год назад

      .bocv to refund reutxg 😮V
      Hxcjcncnhv. V ucoujh. Ure ihxotw😊

    • @annu1870
      @annu1870 Год назад +1

      ଶୁେଣ ମଦଦ 1:29

    • @ramanikantaswain2880
      @ramanikantaswain2880 Год назад +1

      Hnn

    • @bijayalaxmibarikbijayalaxm9926
      @bijayalaxmibarikbijayalaxm9926 Год назад

      ​k010a0rc.g1010F❤ r

    • @suramanisamala2106
      @suramanisamala2106 Год назад

      ବହୁତ୍ ଭଲ ଲାଗିଲା ଆପଣଙ୍କର ଅଭିନୟ ମାଧ୍ୟମରେ ଗୋଟେ ସୁନ୍ଦର ସୋସିଆଲ୍ ମେସେଜ୍ 🙏🙏

  • @chaitanyarao552
    @chaitanyarao552 Год назад +2

    ମନ ଖୁସି ହୋଇଗଲା 👌👌

  • @prince_gaming1822
    @prince_gaming1822 Год назад +3

    Part 2 bhai😢😢😢😢😢😢❤❤❤❤❤❤❤❤❤❤❤❤

  • @rockin-rk
    @rockin-rk Год назад +98

    11:41 Natia's crying scene is very heart touching. Pure heart , pure soul. *SAVE TREE SAVE LIFE*

  • @SubashSwain-pj4cd
    @SubashSwain-pj4cd Год назад +5

    ଗଛ ଆମ ଜୀବନ ରଖିବା ଆମେ ତାଙ୍କ ଧ୍ଯାନ ❤❤❤❤😢😢

  • @anubhabapanigrahi2370
    @anubhabapanigrahi2370 Год назад

    ସତରେ ଭଗବାନ ଏମିତି ଗୋଟେ ଗୋଟେ ଗଛ କରିଥିଲେ ବହୁତ ଭଲ ହୋଇଥାନ୍ତା🥹🥹🥹🥹🥹

  • @narayanbhai2435
    @narayanbhai2435 Год назад

    😢😢 ବାଃ ବହୁତ ଦୁଃଖ.. Video ଟି ଦେଖିଲା ପାରେ.. ଲାଗିଲା ଯେମିତି 😢ଜଣେ ରାକ୍ଷସ ଗୋଟେ ଜୀବନ ସହ ଖେଳୁଛି..😢😢ଆଉ ସତେକି ଜଣେ ରାକ୍ଷସ ଗୋଟେ କଅଁଳ ଜୀବନ ବା ଗୋଟେ ଛୋଟୋ ଶିଶୁର ଜୀବନ ସହ ଖେଳୁଛି...😢😢please 🙏🙏🙏🙏

  • @jyotiskmahajankhantiodiya2390
    @jyotiskmahajankhantiodiya2390 Год назад +24

    Utkal cartoon always give excellent msg to our society ..❤❤thanks a lot

  • @DhyanaNaik-dz9qs
    @DhyanaNaik-dz9qs Год назад +4

    ଅତି ସୁନ୍ଦର ❤🎉

  • @sujitgiri4621
    @sujitgiri4621 Год назад +7

    Thanks Utkal Cartoon team for you important message to the society. ❤️❤️

  • @SSPS_MAX
    @SSPS_MAX Год назад +2

    😭but salute and great love to utkal cartoon team for this best message ❤❤❤❤❤

  • @crt_hindi
    @crt_hindi Год назад +4

    ଜିଅନ୍ତା ଗଛ ପାଇଁ like gote hau 👍👍👍

  • @Sudhansu__Jena
    @Sudhansu__Jena Год назад +11

    ନଟିଆ❤ ର ସାଙ୍ଗ ଜୀବନ ପ୍ରତି ବୁକୁଫଟା କାନ୍ଦଣା ଦେଖି ମୋ ଆଖିରେ ମଧ୍ୟ ଲୁହ😭 ଆସିଗଲା।
    Really It Was A Heart Touching 😢😢 Episode 🥰❤️

  • @Runukunu
    @Runukunu Год назад +2

    Very inspiring story n a great message to the nation.Thank you UCW.👍👍👌❤️

  • @Ajitsahoo645
    @Ajitsahoo645 Год назад

    ଆଜି ତମ କେତେ ମାଫିଆ ପାଇଁ ଜଙ୍ଗଲ ଲଷ୍ଟ ହୋଉଛି ମୁଁ ତୁମ କୁ ଅନୁରୋଧ କରୁଛି ଗଛ କାଟନୀ ଗଛ ହୋଉଛି ଆମ ଜୀବନ ଯଦି ପାରୁଛ ଗଛ ଲଗାଅ ଆମ ମଣିଷ ପଣିଆ କୁ ଧିକ ଜୟ ଜଗନ୍ନାଥ 🙏🙏🥺😭